କନକ ବ୍ୟୁରୋ: ଅତିଥି ପକ୍ଷୀଙ୍କୁ ମାରିବା ନାହିଁ, ବରଂ ବିଦେଶୀ ପକ୍ଷୀଙ୍କୁ ଗାଁକୁ ସ୍ୱାଗତ କରିବା । ଗାଁ ସଭାରେ ଏଭଳି ନିଷ୍ପତି ନେଇଛନ୍ତି ଗାଁ ଲୋକ । ବିଦେଶାଗତ ପକ୍ଷୀଙ୍କୁ ସ୍ୱାଗତ କରିବା ସହ ସେମାନଙ୍କ ସୁରକ୍ଷା ପାଇଁ ଗାଁ କମିଟି ସଭାରେ ଦୃଢ ନିଷ୍ପତି ନିଆଯାଇଛି । ଅତିଥି ପକ୍ଷୀଙ୍କୁ ମାରିଲେ ତଣ୍ଡ ଗଣିବାକୁ ପଡିବ । ବନ୍ୟପ୍ରାଣୀ ସପ୍ତାହରେ ଏଭଳି ବଡ଼ ନିଷ୍ପତି ନେଇଛନ୍ତି ଗ୍ରାମବାସୀ । ଚିଲିକାକୁ ଆସୁଥିବା ପକ୍ଷୀଙ୍କୁ ମାରିବେନିContinue reading “ଅତିଥି ପକ୍ଷୀଙ୍କ ସୁରକ୍ଷା ପାଇଁ ଗ୍ରାମବାସୀଙ୍କ ନିଆରା ପଦକ୍ଷେପ: ଗାଁ କମିଟିର ଦୃଢ ନିଷ୍ପତି, ଚିଲିକାରେ କେହି ମାରିବେନି ପକ୍ଷୀ”
Tag Archives: News
ମୂଳାଷ୍ଟମୀରୁ ଶକ୍ତିପୀଠରେ ଆରମ୍ଭ ହୋଇଛି ଶାରଦୀୟ ପୂଜା: ମହାଷ୍ଟମୀ ଯାଏଁ ଚାଲିବ ଷୋଡଶ ଉପଚାର ବିଧି
କନକ ବ୍ୟୁରୋ: ଆଜିଠାରୁ ମା’ କଟକ ଚଣ୍ଡୀଙ୍କ ପୀଠ ସମେତ ପ୍ରତ୍ୟେକ ଶକ୍ତିପୀଠ ଗୁଡ଼ିକରେ ଆରମ୍ଭ ହେଉଛିି ଷୋଡ଼ଶ ଉପଚାର ପୂଜା ବିଧି । ଏହି ପୂଜା ମୂଳାଷ୍ଟମୀରୁ ମହାଷ୍ଟମୀ ପର୍ଯ୍ୟନ୍ତ ଚାଲିବ । ମା’ଙ୍କ ବେଶ ଅନୁସାରେ ନୀତିକାନ୍ତି ଓ ପୂଜାର୍ଚ୍ଚନା ମଧ୍ୟ କରାଯାଇଥାଏ । କଟକ ସହରର ମା’ କଟକ ଚଣ୍ଡୀ, ଗଡ଼ ଚଣ୍ଡୀ, ଚାଉଳିଆଗଂଜର ଜୟଦୂର୍ଗା, ମଙ୍ଗଳାବାଗର ବାସନ୍ତ ଦୂର୍ଗା ଓ ଝାଞ୍ଜିରୀ ମଙ୍ଗଳା ମା’ ସମେତ ସହରର ବିଭିନ୍ନ ସ୍ଥାନରେ ଥିବାContinue reading “ମୂଳାଷ୍ଟମୀରୁ ଶକ୍ତିପୀଠରେ ଆରମ୍ଭ ହୋଇଛି ଶାରଦୀୟ ପୂଜା: ମହାଷ୍ଟମୀ ଯାଏଁ ଚାଲିବ ଷୋଡଶ ଉପଚାର ବିଧି”
ପୁଣି ପାଠ ଛାଡି ଦାଦନ ଖଟିବାକୁ ଚାଲିଯିବେ ଉପାନ୍ତ ଅଂଚଳର ଛାତ୍ରଛାତ୍ରୀ: ମାଲକାନଗିରିରେ ଅନୁଦାନ ନମିଳିବାରୁ ବନ୍ଦ ହୋଇଗଲା ହଷ୍ଟେଲ
କନକ ବ୍ୟୁରୋ: ସଙ୍କଟରେ ଡ୍ରପଆଉଟ୍ ଛାତ୍ରଛାତ୍ରୀ । ସାରା ଦେଶ ତୁଳନାରେ ଓଡିଶାରେ ଅଧାରୁ ପାଠ ଛାଡି ଥିବା ଛାତ୍ର ଛାତ୍ରୀ ବା ଡ୍ରପଆଉଟ ପିଲାଙ୍କ ସଙ୍ଖ୍ୟା ଯଥେଷ୍ଟ ଅଧିକ । ପିଲାଙ୍କୁ ବିଦ୍ୟାଳୟ କୁ ଫେରାଇ ଆଣିବା ଲାଗି କେନ୍ଦ୍ର ର ଷ୍ଟାର୍ସ ଯୋଜନା କାର୍ଜ୍ୟକାରୀ ହୋଉ ଥିଲେ ହେଁ ଅନୁଦାନ ଅଭାବରୁ କିନ୍ତୁ ଏହି ଯୋଜନା ଓଡିଶା ରେ ଫେଲ ମାରିଛି । ମାଲକାନଗିରି ଜିଲ୍ଲାରେ ୨ଟି ବିଦ୍ୟାଳୟକୁ ଏଥିରେ ଅନ୍ତର୍ଭୁକ୍ତ କରାଇ ଡ୍ରାପଆଉଟ୍Continue reading “ପୁଣି ପାଠ ଛାଡି ଦାଦନ ଖଟିବାକୁ ଚାଲିଯିବେ ଉପାନ୍ତ ଅଂଚଳର ଛାତ୍ରଛାତ୍ରୀ: ମାଲକାନଗିରିରେ ଅନୁଦାନ ନମିଳିବାରୁ ବନ୍ଦ ହୋଇଗଲା ହଷ୍ଟେଲ”
୪୩ ବର୍ଷ ହେଲା ବିଲ ମଝିରେ ଚାଲିଛି ବିଦ୍ୟାଳୟ: ରାସ୍ତା ନଥିବାରୁ ଧାନ ବିଲ ହୁଡାରେ ଯିବା ଆସିବା କରୁଛନ୍ତି କୁନି କୁନି ଛାତ୍ରଛାତ୍ରୀ
କନକ ବ୍ୟୁରୋ: ଧାନ କ୍ଷେତ ମଝିରେ ଦୀର୍ଘ ୪୩ ବର୍ଷ ଧରି ମୁଣ୍ଡଟେକି ଠିଆ ହୋଇଛି ଛେନୁଅଁ ପ୍ରାଥମିକ ବିଦ୍ୟାଳୟ । ବିଦ୍ୟାଳୟକୁ ଯିବାକୁ ନାହିଁ ରାସ୍ତା । ଧାନକ୍ଷେତର ହିଡ଼ ରେ ପାଣି କାଦୁଅ ଭିତରେ ପଶି ସ୍କୁଲ ଯାଉଛନ୍ତି ଛାତ୍ର ଛାତ୍ରୀ ଆଉ ଶିକ୍ଷକ । ୧୯୬୦ରେ ନିର୍ମାଣ କରାଯାଇଥିବା ବିଦ୍ୟାଳୟ ୪୩ ବର୍ଷରେ ପଦାର୍ପଣ କରିଛି । ହେଲେ ଏଯାଏଁ ସ୍କୁଲକୁ ସ୍ଥାୟୀ ରାସ୍ତାଟିଏ ନାହିଁ । ସ୍କୁଲକୁ ଯିବା ପାଇଁ ଧାନContinue reading “୪୩ ବର୍ଷ ହେଲା ବିଲ ମଝିରେ ଚାଲିଛି ବିଦ୍ୟାଳୟ: ରାସ୍ତା ନଥିବାରୁ ଧାନ ବିଲ ହୁଡାରେ ଯିବା ଆସିବା କରୁଛନ୍ତି କୁନି କୁନି ଛାତ୍ରଛାତ୍ରୀ”
ପାଖରେ ଚାକିରି ଅଛି ହେଲେ ପକେଟରେ ଟଙ୍କା ନାହିଁ: ପୁରୀ ସାତସଂଖ ନିକଟ ଶିଳ୍ପ ସମବାୟ ସମିତିକୁ ଜଗିଛନ୍ତି କୈଳାସ ନାୟକ
କନକ ବ୍ୟୁରୋ: ସରକାରୀ ଜମି ଓ ସରକାରଙ୍କ ତରଫରୁ ପୁରୀସାତ ଶଂଖ ନିକଟ ଜାତୀୟ ରାଜପଥ କଡରେ ଥିବା ଜସୁଆପୁର ପେଚ କାରଖାନାକୁ ଦୀର୍ଘ ୪୫ବର୍ଷ ହେଲାଣି ସରକାରୀ ବାବୁଙ୍କ ଦ୍ୱାରା ନିଯୁକ୍ତି ପାଇ ଜୀବନକୁ ବାଜି ଲଗାଇ ଜଗି ଆସୁଥିବା ଜଗୁଆଳି କୈଳାସ ନାୟକଙ୍କୁ ମିଳୁନି ଦରମା!୧୦ ବର୍ଷ ଚାକିରୀ କାଳରେ ମିଳିନି ଦଶ ପଇସା!କେବଳ ହାତରେ ସରକାରୀ ବାବୁ ଧରାଇ ଦେଇଛନ୍ତି ସରକାରୀ ନିଯୁକ୍ତି ପତ୍ରଟିଏ! ବିନା ପାରିଶ୍ରମିକରେ ସରକାରୀ ସଂସ୍ଥାକୁ ଜଗୁଛନ୍ତି ସ୍ୱାମୀ-ସ୍ତ୍ରୀContinue reading “ପାଖରେ ଚାକିରି ଅଛି ହେଲେ ପକେଟରେ ଟଙ୍କା ନାହିଁ: ପୁରୀ ସାତସଂଖ ନିକଟ ଶିଳ୍ପ ସମବାୟ ସମିତିକୁ ଜଗିଛନ୍ତି କୈଳାସ ନାୟକ”
ଚୀନରେ ଚମକିଲା ଭାରତ । ଜାପାନକୁ ହରାଇ ସ୍ୱର୍ଣ୍ଣ ଜିତିଲା ଭାରତୀୟ ପୁରୁଷ ହକି ଟିମ୍ ।
କନକ ବ୍ୟୁରୋ: ଏସୀୟ କ୍ରୀଡ଼ା ହକି ମ୍ୟାଚରେ ଭାରତ ରଚିଲା ଇତିହାସ । ଭାରତୀୟ ପୁରୁଷ ହକି ଟିମ୍ ସ୍ୱର୍ଣ୍ଣ ପଦକ ଜିତି ସ୍ୱର୍ଣ୍ଣ ପଦକ ତାଲିକାରେ ଆଉ ଏକ ପଦକ ସାମିଲ କରି ଭାରତୀୟଙ୍କୁ ଦେଲେ ଉପହାର । ଏସୀୟ କ୍ରୀଡ଼ା ଫାଇନାଲରେ ଜାପାନକୁ ହରାଇ ଗୋଲ୍ଡ ଜିତିଲା ଟିମ୍ ଇଣ୍ଡିଆ । ଜାପାନକୁ ୫-୧ ଗୋଲରେ ପରାସ୍ତ କଲା ଭାରତୀୟ ହକି ଟିମ୍ । ସବୁଠାରୁ ଖୁସିର କଥା ହେଲା କି, ଏସୀୟ କ୍ରୀଡ଼ାରେContinue reading “ଚୀନରେ ଚମକିଲା ଭାରତ । ଜାପାନକୁ ହରାଇ ସ୍ୱର୍ଣ୍ଣ ଜିତିଲା ଭାରତୀୟ ପୁରୁଷ ହକି ଟିମ୍ ।”
ସିନ୍ଦୂର ପୋଛିଦେଲା ସିକ୍କିମ ପ୍ରଳୟ । ଫେବୃୟାରୀରେ ହୋଇଥିଲା ବାହାଘର, ବନ୍ୟା ଉଜାଡିଦେଲା ଓଡିଆ ଯବାନ ସରୋଜଙ୍କ ସଂସାର…
କନକ ବ୍ୟୁରୋ: କାନ୍ଥରୁ ଲିଭିନି ବାହାଚିତା, କିନ୍ତୁ ଲୋପାଙ୍କ ମଥାରୁ ଲିଭି ଯାଇଛି ସିନ୍ଦୂର । ସାତ ମାସ ତଳେ ଆରମ୍ଭ ହୋଇଥିବା ସମ୍ପର୍କର ସାକ୍ଷୀ ଆଜି ବି ସିମେଣ୍ଟ କାନ୍ଥରେ ଦାଉଦାଉ ହୋଇ ଝଟକୁଛି ସତ ହେଲେ ସୁଦୂର ସିକ୍କିମରେ ଜୀବନ ସାଥି ସବୁଦିନ ପାଇଁ ଜୀବନ ହରେଇବା ପରେ ନାଲି ସିନ୍ଦୂରରେ ଝଟକୁଥିବା ସେ ସିନ୍ଥିଟା ମଳିନ ପଡି ଯାଇଛି । ବିଧୁରାପଣକୁ ଧିରେ ଧିରେ ଆପଣେଇବାର ସାହସ ଜୁଟାଉଛି… ଆଜି ବି କାନ୍ଥରେContinue reading “ସିନ୍ଦୂର ପୋଛିଦେଲା ସିକ୍କିମ ପ୍ରଳୟ । ଫେବୃୟାରୀରେ ହୋଇଥିଲା ବାହାଘର, ବନ୍ୟା ଉଜାଡିଦେଲା ଓଡିଆ ଯବାନ ସରୋଜଙ୍କ ସଂସାର…”
ସଚିନ କରିଲେ ଭବିଷ୍ୟବାଣୀ, ସେମିଫାଇନାଲ ଖେଳିବେ ଏହି ୪ ଟିମ୍?
କନକ ବ୍ୟୁରୋ : ଆରମ୍ଭ ହୋଇଛି ବିଶ୍ୱକପ, ଟାଇଟଲ ପାଇଁ ମୈଦାନକୁ ଓହ୍ଳାଛନ୍ତି ବିଶ୍ୱର ବଛା ବଛା ୧୦ ଟିମ୍ । ଚଳିତ ବିଶ୍ୱକପ ବେଶ ରୋମାଞ୍ଚକର ହେବ ବୋଲି କ୍ରିକେଟପ୍ରେମୀ ଆଶା ବାନ୍ଧି ବସିଛନ୍ତି । ଭାରତରେ ବିଶ୍ୱକପ ଖେଳାଯାଉଥିବାରୁ ଚଳିତଥର ଟିମ୍ ଇଣ୍ଡିଆ ଟାଇଟଲ ଦାବିଦାର ରହିଛି । ତେବେ ଏସବୁ ଭିତରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଟପ୍-୪ ଟିମକୁ ନେଇ ବଡ ଭବିଷ୍ୟବାଣୀ କରିଛନ୍ତି । ଏକ ସାକ୍ଷାତକାରରେ ପୂର୍ବତନ ଭାରତୀୟContinue reading “ସଚିନ କରିଲେ ଭବିଷ୍ୟବାଣୀ, ସେମିଫାଇନାଲ ଖେଳିବେ ଏହି ୪ ଟିମ୍?”
ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କୁ ନ୍ୟାୟ ପାଇଁ ଏକାଠି ହେଲେ ବିରୋଧୀ: ସୁନ୍ଦରଗଡ଼ ଏସପି ଅଫିସ ଘେରିଲେ ବିଜେପି-କଂଗ୍ରେସ ଓ ଆଦିବାସୀ ସଂଗଠନ
କନକ ବ୍ୟୁରୋ: ରାଉରକେଲାର ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କୁ ନ୍ୟାୟ ପାଇଁ ଏକାଠି ହେଲେ ବିରୋଧୀ । ଏସ୍ପି ଅଫିସ୍ ଘେରିଲେ ବିଜେପି, କଂଗ୍ରେସ ସହ ଆଦିବାସୀ ସଂଗଠନ । ହଜାର ହଜାର ସଂଖ୍ୟାରେ ବିଜେପି, କଂଗ୍ରେସ ସହ ଆଦିବାସୀ ସଂଗଠନର କର୍ମୀ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତୁରନ୍ତ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରାଯାଇଛି । ଏହା ସହ ଏଏସ୍ଆଇ ଲୁଗୁନଙ୍କ ମୃତ୍ରୁର ମଧ୍ୟ ସିବିଆଇ ତଦନ୍ତ ଦାବି ହୋଇଛିContinue reading “ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କୁ ନ୍ୟାୟ ପାଇଁ ଏକାଠି ହେଲେ ବିରୋଧୀ: ସୁନ୍ଦରଗଡ଼ ଏସପି ଅଫିସ ଘେରିଲେ ବିଜେପି-କଂଗ୍ରେସ ଓ ଆଦିବାସୀ ସଂଗଠନ”
ରାଜ୍ୟରେ ଚିନ୍ତା ବଢ଼ାଇଛି ସ୍କ୍ରବ୍ ଟାଇଫସ: ୨ହଜାରରୁ ଅଧିକ ଲୋକେ ହେଲେଣି ଆକ୍ରାନ୍ତ
କନକ ବ୍ୟୁରୋ: ରାଜ୍ୟରେ ଚିନ୍ତା ବଢ଼ାଉଛି ସ୍କ୍ରବ ଟାଇଫସ୍ । ବର୍ତମାନ ସୁଦ୍ଧା ୨ହଜାରରୁ ଅଧିକ ଲୋକେ ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇଛନ୍ତି । ୨୦ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସଂକ୍ରମଣ ବଢ଼ୁଥିବାରୁ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଗସ୍ତରେ ଆସି ୪ଟି ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ସ୍କ୍ରବ୍ ଟାଇଫସ୍ ରୋଗୀଙ୍କୁ କେଉଁ ମେଡିସିନ୍ ଦିଆଯିବ, ତାହା ନିର୍ଦ୍ଧାରିତ କରାଯାଇଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । The postContinue reading “ରାଜ୍ୟରେ ଚିନ୍ତା ବଢ଼ାଇଛି ସ୍କ୍ରବ୍ ଟାଇଫସ: ୨ହଜାରରୁ ଅଧିକ ଲୋକେ ହେଲେଣି ଆକ୍ରାନ୍ତ”