କନକ ବ୍ୟୁରୋ: ଇତିହାସ ରଚିଲା ଭାରତ ପୁରୁଷ ହକି ଦଳ । ଦେଶ ପାଇଁ ଆଣିଲେ ସୁନା । ଏସିଆନ ଗେମ୍ସରେ ଜାପାନକୁ ୫-୧ ଗୋଲରେ ହରାଇ ଗୋଲ୍ଡ ମେଡାଲ ହାତେଇଲା ପୁରୁଷ ହକି ଟିମ୍ । ଏଥିସହ ପ୍ୟାରିସ ଅଲିମ୍ପିକ ପାଇଁ ମଧ୍ୟ ଯୋଗ୍ୟତା ହାସଲ କରିଛି ଦଳ । ଶୁକ୍ରବାର ମ୍ୟାଚରେ ଚମକିଛନ୍ତି ଓଡିଆ ପୁଅ ଅମିତ୍ ରୋହିଦାସ । ଫାଇନାଲ ମ୍ୟାଚର ପ୍ରଥମ କ୍ୱାର୍ଟରରେ ଉଭୟ ଦଳ ପକ୍ଷରୁ କୌଣସି ଗୋଲ ହୋଇContinue reading “ଏସିଆନ ଗେମ୍ସରେ ଇତିହାସ ରଚିଲା ଭାରତ: ୯ବର୍ଷ ପରେ ପୁଣି ଦେଶ ପାଇଁ ସୁନା ଆଣିଲା ପୁରୁଷ ହକି ଟିମ”
Tag Archives: News
ରାଜ୍ୟରେ ବଢୁଛି ବେକାରୀ ସଂଖ୍ୟା: ଠକ ହାବୁଡ଼ରେ ପଡୁଛନ୍ତି ଚାକିରି ଆଶାୟୀ
କନକ ବ୍ୟୁରୋ: ରାଜ୍ୟରେ ବେକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଉ ବେକାର ଯୁବକ ଯୁବତୀଙ୍କୁ ଟାର୍ଗେଟ କରି ଠକାମି କରୁଛନ୍ତି ଠକ । ବହୁ ସମୟରେ ଚାକିରି ଆଶାୟୀଙ୍କ ଚାକିରି ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଆସୁଛି । ବାଲେଶ୍ୱରରେ ଜଣେ ରେଳ କର୍ମଚାରୀ ଓ ତାଙ୍କ ଭାଇ କିପରି ଶତାଧିକ ଚାକିରୀ ଆଶାୟୀଙ୍କୁ ଠକିଛନ୍ତି ତାହା ସାମ୍ନାକୁ ଆସିଛି । ସେପେଟ ଭାରତୀୟ ପୋଲିସ ପ୍ରୋଟେକ୍ସନ ଫୋର୍ସ ନାଁରେContinue reading “ରାଜ୍ୟରେ ବଢୁଛି ବେକାରୀ ସଂଖ୍ୟା: ଠକ ହାବୁଡ଼ରେ ପଡୁଛନ୍ତି ଚାକିରି ଆଶାୟୀ”
ତେଜିଲା ସିବିଆଇ ତଦନ୍ତ ଦାବି: ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଂଜ ଓ ଏଏସଆଇ ଆଲିସ ଲୁଗୁନଙ୍କୁ ନ୍ୟାୟ ଦେବା ପାଇଁ ଏକାଠି ହେଲେ ହଜାର ହଜାର ଆଦିବାସୀ
କନକ ବ୍ୟୁରୋ: ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଏଏସଆଇ ଲୁଗୁନଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ତାତିଛନ୍ତି ଆଦିବାସୀ । ଆଜି ସୁନ୍ଦରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ହଜାର ହଜାର ଆଦିବାସୀ ଘେରାଉ କରି ହଲ୍ଲାବୋଲ କରିଛନ୍ତି । ସିବିଆଇ ତଦନ୍ତ ଦାବି କରିବା ସହ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ବିକ୍ଷୋଭକାରୀ । ସେପଟେ ଆଦିବାସୀଙ୍କ ଆନ୍ଦୋଳନରେ ସାମିଲ ହୋଇଛନ୍ତି ବିଜେପି ଓ କଂଗ୍ରେସ । ଆଦିବାସୀଙ୍କ ଭିତରେ କେତେ ଅସନ୍ତୋଷ ରହିଛି,Continue reading “ତେଜିଲା ସିବିଆଇ ତଦନ୍ତ ଦାବି: ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଂଜ ଓ ଏଏସଆଇ ଆଲିସ ଲୁଗୁନଙ୍କୁ ନ୍ୟାୟ ଦେବା ପାଇଁ ଏକାଠି ହେଲେ ହଜାର ହଜାର ଆଦିବାସୀ”
ସୋସିଆଲ ମିଡିଆରେ ସୁଲତାଙ୍କ କ୍ଷୋଭ: କିଏ ଦେଉଛି ରାଜ୍ୟସଭା ସାଂସଦଙ୍କୁ ଲାଞ୍ଛନା?
କନକ ବ୍ୟୁରୋ: ବିଜେଡି ସାଂସଦ ସୁଲତା ଦେଓଙ୍କ ଫେସବୁକ ପୋଷ୍ଟକୁ ନେଇ ଚର୍ଚ୍ଚା ବଢିଛି । ଫେସବୁକରେ ବିଜେଡି ନେତ୍ରୀ ଲେଖିଛନ୍ତି ତାଙ୍କୁ ଲାଂଛନା ଦିଆଯାଉଛି । ଆଉ ଯେଉଁମାନେ ତାଙ୍କୁ ଲାଂଛିତ ଅପମାନିତ କରିଛନ୍ତି, ସେମାନଙ୍କୁ ସେ ଜବାବ ରଖିଛନ୍ତି । ସୁଲତା ଦେଓଙ୍କୁ ରାଜ୍ୟସଭାରେ ବିଜେଡି ମୁଖ୍ୟ ସଚେତକ ପଦରୁ ହଟାଇ ମାନସ ମଙ୍ଗରାଜଙ୍କୁ ଦାୟିତ୍ୱ ଦିଆଯିବା ପରେ ଏ ହେଉଛି ସୁଲତାଙ୍କ ଆଉଏକ ଭାବାବେଗପୂର୍ଣ୍ଣ ପୋଷ୍ଟ । ସୋସିଆଲ ମିଡିଆରେ ତାଙ୍କୁ ନେଇContinue reading “ସୋସିଆଲ ମିଡିଆରେ ସୁଲତାଙ୍କ କ୍ଷୋଭ: କିଏ ଦେଉଛି ରାଜ୍ୟସଭା ସାଂସଦଙ୍କୁ ଲାଞ୍ଛନା?”
ସତ ସାମ୍ନାକୁ ଆଣିଲା ଡିଏନଏ ରିପୋର୍ଟ: କାର୍ଯ୍ୟାନୁଷ୍ଠାନ ନେବ କ୍ୟାପିଟାଲ ହସ୍ପିଟାଲ
କନକ ବ୍ୟୁରୋ: କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦବଦଳ ଅଭିଯୋଗର ସତ ସାମ୍ନାକୁ ଆସିଛି । ଡିଏନଏ ରିପୋର୍ଟ ପରେ ସ୍ପଷ୍ଟ ହୋଇଛି ଅଭିଯୋଗକାରୀ ପ୍ରାଣକୃଷ୍ଣ ବିଶ୍ୱାଳଙ୍କର ଝିଅ ହୋଇଛି । ପରିବାର ଲୋକଙ୍କୁ ଏବେ ନବଜାତକକୁ ହସ୍ତାନ୍ତର କରାଯାଇଛି । ଡିଏନଏ ରିପୋର୍ଟ ଆସିବା ପରେ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି, ଜଣେ ଲୋକର ହୀନ ମାନସିକତା ଯୋଗୁଁ କ୍ୟାପିଟାଲ ହସ୍ପିଟାଲ ବଦନାମ ହୋଇଛି । ତେଣୁ ତାଙ୍କ ବିରୋଧରେ ଯାହା ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ନିଆଯିବ ।Continue reading “ସତ ସାମ୍ନାକୁ ଆଣିଲା ଡିଏନଏ ରିପୋର୍ଟ: କାର୍ଯ୍ୟାନୁଷ୍ଠାନ ନେବ କ୍ୟାପିଟାଲ ହସ୍ପିଟାଲ”
ଡିସେମ୍ବରରେ ସରିବ ‘ପରିକ୍ରମା ପ୍ରକଳ୍ପ’: ସମୟ ଭିତରେ କାର୍ଯ୍ୟ ସରିବାକୁ ନିର୍ଦ୍ଦେଶ
କନକ ବ୍ୟୁରୋ: ଶ୍ରୀ କ୍ଷେତ୍ରରେ ଚାଲିଥିବା ପରିକ୍ରମା ପ୍ରକଳ୍ପର ଅଗ୍ରଗତିକୁ ନେଇ ସମୀକ୍ଷା କରାଯାଇଛି । ଜିଲ୍ଲାର ବରିଷ୍ଠ ଅଧିକାରଙ୍କ ଗହଣରେ ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଏଥିସହ ଡିସେମ୍ବର ଶେଷ ସୁଦ୍ଧା ପ୍ର୍ରକଳ୍ପକୁ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଯୋଧ୍ୟାର ରାମ ମନ୍ଦିର ପ୍ରତିଷ୍ଠା ନେଇ କେନ୍ଦ୍ର ସରକାର ବ୍ୟାପକ ପ୍ରସ୍ତୁତି କରୁଛନ୍ତି । ଏହାପୂର୍ବରୁ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଶେଷ କରିବାକୁ ଚାହୁଁଛନ୍ତି ରାଜ୍ୟ ସରକାର ।Continue reading “ଡିସେମ୍ବରରେ ସରିବ ‘ପରିକ୍ରମା ପ୍ରକଳ୍ପ’: ସମୟ ଭିତରେ କାର୍ଯ୍ୟ ସରିବାକୁ ନିର୍ଦ୍ଦେଶ”
କେମିତି ବିଶ୍ୱସ୍ତରୀୟ ହେବ ଏସସିବି ମେଡିକାଲ? ଏଠି, ଠେଙ୍ଗାରେ ଝୁଲୁଛି ସାଲାଇନ୍, ଘଂଟା ଘଂଟା ଧରି କଟୁଛି ଲାଇନ୍
କନକ ବ୍ୟୁରୋ: କଟକ ବଡ ମେଡିକାଲକୁ ନେଇ ବିବାଦ ପିଛା ଛାଡୁ ନାହିଁ । ବିଜୁଳି ବିଭ୍ରାଟ, ୱାର୍ଡକୁ ଜଳ ଯୋଗାଣ ଠପକୁ ନେଇ ଚର୍ଚ୍ଚାରେ ଥିଲା ଏସସିବି ମେଡିକାଲ । ଏବେ ମେଡିକାଲରେ ଅବ୍ୟବସ୍ଥାର ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି । ରୋଗୀଙ୍କୁ ସାଲାଇନ ଦେବା ପାଇଁ ନାହିଁ ଷ୍ଟାଣ୍ଡ । ରୋଗୀଙ୍କ ପାଖରେ ସାଲାଇନ ଲଗାଯାଇଥିବା ଠେଙ୍ଗାକୁୁ ଧରି ବସିଛନ୍ତି ତାଙ୍କ ସମ୍ପର୍କୀୟ । ସେପଟେ ଏପଟେ କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରୁContinue reading “କେମିତି ବିଶ୍ୱସ୍ତରୀୟ ହେବ ଏସସିବି ମେଡିକାଲ? ଏଠି, ଠେଙ୍ଗାରେ ଝୁଲୁଛି ସାଲାଇନ୍, ଘଂଟା ଘଂଟା ଧରି କଟୁଛି ଲାଇନ୍”
ମାହାଙ୍ଗା ଡବଲ ମର୍ଡର ମାମଲା: ବିଧାୟକ ପ୍ରତାପ ଜେନାଙ୍କୁ କୋର୍ଟଙ୍କ ସମନ ।
କନକ ବ୍ୟୁରୋ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ବଢ଼ିଲା ବିଧାୟକ ପ୍ରତାପ ଜେନାଙ୍କ ଅଡୁଆ । ବିଧାୟକ ପ୍ରତାପ ଜେନାଙ୍କୁ କୋର୍ଟଙ୍କ ସମନ । ଆସନ୍ତା ୩୧ ତାରିଖରେ କୋର୍ଟରେ ହାଜର ହେବାକୁ ସମନ କରିଛନ୍ତି ସାଲେପୁର ଜେଏମଏଫସି କୋର୍ଟ । ସ୍ପେଶାଲ ମେସେଞ୍ଜର ମାଧ୍ୟମରେ ସମନ ପଠାଇଲେ କୋର୍ଟ । ପ୍ରତାପଙ୍କ ନାମରେ ୩୦୨ ଦଫାରେ ମାମଲା ରୁଜୁ ହେବା ପରେ ଆଜି କୋର୍ଟରେ ହାଜର ହେବାକୁ ନୋଟିସ କରାଯାଇଥିଲା । କିନ୍ତୁ ଏବେ ସାଲେପୁରContinue reading “ମାହାଙ୍ଗା ଡବଲ ମର୍ଡର ମାମଲା: ବିଧାୟକ ପ୍ରତାପ ଜେନାଙ୍କୁ କୋର୍ଟଙ୍କ ସମନ ।”
ଏନଏଚଆରସିରେ ଭାରତୀଙ୍କ ମାମଲା । ମୁଖ୍ୟ ଶାସନ ସଚିବ ଓ ମୟୂରଭଞ୍ଜ ଜିଲ୍ଲାପାଳ ପକ୍ଷଭୁକ୍ତ ।
କନକ ବ୍ୟୁରୋ: ବ୍ୟାଙ୍କମିତ୍ର ଭାରତୀ ସିଂଙ୍କୁ ଚାକିରିରୁ ନିଲମ୍ବନ ପ୍ରସଙ୍ଗ । ଏନଏଚଆରସିକୁ ଗଲା ଭାରତୀ ସିଂଙ୍କ ମାମଲା । ବିନା କାରଣ ଓ ନୋଟିସରେ ନିଲମ୍ବନକୁ ନେଇ ଉଠିଲା ବଡ଼ ପ୍ରଶ୍ନ । ଏନେଇ ମାନବାଧିକାର ଉଲ୍ଲଂଘନ କରାଯାଥିବା ନେଇ ହୋଇଥିଲା ଅଭିଯୋଗ । ତେଣୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଏନଏଚଆରସିକୁ ଯାଇଛି ମାମଲା । ତେବେ ଏହି ମାମଲାରେ ମୁଖ୍ୟ ଶାସନ ସଚିବ ଓ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି । ତେବେ ପୂର୍ବରୁContinue reading “ଏନଏଚଆରସିରେ ଭାରତୀଙ୍କ ମାମଲା । ମୁଖ୍ୟ ଶାସନ ସଚିବ ଓ ମୟୂରଭଞ୍ଜ ଜିଲ୍ଲାପାଳ ପକ୍ଷଭୁକ୍ତ ।”
୨୪ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର ପ୍ରଧାନ ! ଓଡ଼ିଶାରୁ ଲୋକସଭା ନିର୍ବାଚନ ଲଢ଼ିବାକୁ ଆଗ୍ରହ ପ୍ରକାଶ କରିଥିବା ପିଟିଆଇର ସୂଚନା ।
କନକ ବ୍ୟୁରୋ: ରାଜ୍ୟ ରାଜନୀତିରେ ଦେଖିବାକୁ ମିଳିପାରେ ବଡ଼ ଲଢ଼େଇ । କାରଣ ଆସନ୍ତା ୨୦୨୪ ନିର୍ବାଚନ ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବାକୁ ଆଗ୍ରହପ୍ରକାଶ କରିଛନ୍ତି ଧର୍ମେନ୍ଦ୍ର । ଖାସ୍ କରି ଓଡ଼ିଶାରୁ ଲୋକସଭା ଆସନରେ ନିର୍ବାଚନ ଲଢ଼ିବାକୁ ବିଜେପି କେନ୍ଦ୍ରୀୟ ଟିମକୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର । ଏନେଇ ପିଟିଆଇ ପକ୍ଷରୁ ସୂଚନା ଦିଆଯାଇଛି । VIDEO | EXCLUSIVE: “I wish to contest LokContinue reading “୨୪ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର ପ୍ରଧାନ ! ଓଡ଼ିଶାରୁ ଲୋକସଭା ନିର୍ବାଚନ ଲଢ଼ିବାକୁ ଆଗ୍ରହ ପ୍ରକାଶ କରିଥିବା ପିଟିଆଇର ସୂଚନା ।”