ନୋବେଲ ଶାନ୍ତି ପୁରସ୍କାର ପାଇବେ ନର୍ଗେସ ମହମ୍ମଦି: ୩୧ ବର୍ଷ ସଜା କାଟିବା ସହ ଏବେବି ଅଛନ୍ତି ଜେଲରେ

କନକ ବ୍ୟୁରୋ: ନୋବେଲ ଶାନ୍ତି ପୁରସ୍କାର ପାଇବେ ନର୍ଗେସ ମହମ୍ମଦି । ମହିଳା ଅଧିକାର ତଥା ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନର୍ଗେସଙ୍କୁ ଏହି ସମ୍ମାନଜନକ ପୁରସ୍କାର ପାଇଁ ଚୟନ କରାଯାଇଛି । ଇରାନରେ ମହିଳାଙ୍କ ଅଧିକାର ପାଇଁ ଲଢ଼େଇ କରୁଥିବା ନର୍ଗେସ ଜେଲରେ ଥାଇ ନୋବେଶ ଶାନ୍ତି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ନର୍ଗେସଙ୍କୁ ଜଣେ ସାହସୀ ମହିଳା ଭାବେ ଜଣାଶୁଣା । ମହିଳାଙ୍କ ଅଧିକାର ପାଇଁ ସଂଗ୍ରାମ କରି ସେ ୩୧Continue reading “ନୋବେଲ ଶାନ୍ତି ପୁରସ୍କାର ପାଇବେ ନର୍ଗେସ ମହମ୍ମଦି: ୩୧ ବର୍ଷ ସଜା କାଟିବା ସହ ଏବେବି ଅଛନ୍ତି ଜେଲରେ”

ସିରିଆର ସାମରିକ ଏକାଡେମୀ ଉପରେ ଡ୍ରୋନ୍ ଆକ୍ରମଣ, ୧୦୦ ଜଣଙ୍କର ମୃତ୍ୟୁ,୧୨୫ ଆହତ

ସିରିଆଡ୍ରୋନ୍ ଆଟାକ୍ ନ୍ୟୁଜ୍: ସାମରିକ ବିବୃତ୍ତି ଅନୁଯାୟୀ ଏହି ଆକ୍ରମଣ ଏକ ‘ବିସ୍ଫୋରକ ଭର୍ତ୍ତି ଡ୍ରୋନ୍’ ଦ୍ୱାରା କରାଯାଇଥିଲା । ଆମେ ଏହି ଆକ୍ରମଣର ସଠିକ ସମୟରେ କଡ଼ା ଜବାବ ଦେବୁ ବୋଲି ସରକାରଙ୍କ ତରଫରୁ ବିବୃତ୍ତି ଦିଆଯାଇଛି । ରାଜ୍ୟ ଟେଲିଭିଜନ ରିପୋର୍ଟ କରିଛି ଯେ ସରକାର ଶୁକ୍ରବାର ଠାରୁ ତିନି ଦିନ ଶୋକ ଘୋଷଣା କରିଛନ୍ତି ।ଗୁରୁବାର ଦିନ ସିରିଆର ସାମରିକ ଏକାଡେମୀ ଉପରେ ହୋଇଥିବା ଆକ୍ରମଣରେ ୧୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁContinue reading “ସିରିଆର ସାମରିକ ଏକାଡେମୀ ଉପରେ ଡ୍ରୋନ୍ ଆକ୍ରମଣ, ୧୦୦ ଜଣଙ୍କର ମୃତ୍ୟୁ,୧୨୫ ଆହତ”

ସଫା ହେବନି ରେଳ ଷ୍ଟେସନ ! ୫ଦଫା ଦାବିରେ ସଫେଇ କର୍ମଚାରୀଙ୍କ ଧାରଣା; ଦାବି ପୂରଣ ନହେଲେ କାର୍ଯ୍ୟ ବନ୍ଦ ଚେତାବନୀ

କନକ ବ୍ୟୁରୋ : ୫ ଦଫା ଦାବି ନେଇ ଭୁବେନେଶ୍ୱର ଇଷ୍ଟକୋଷ୍ଟ ଜିଏମଙ୍କ ଅଫିସ୍ ଆଗରେ ରେଲୱେ ଷ୍ଟେସନ ସଫେଇ କର୍ମଚାରୀଙ୍କ ଧାରଣା । ମାସକୁ ୨୬ ଦିନ କାର୍ଯ୍ୟ ପରିବର୍ତ୍ତେ ୧୩ ଦିନ କାର୍ଯ୍ୟ ମିଳିବାକୁ ବିରୋଧ କରିଛନ୍ତି ଏହି କର୍ମଚାରୀ । ଏହା ସହ କାମ କରୁନଥିବା କର୍ମଚାରୀଙ୍କ ନାଁରେ ପିଏଫ ଓ ଇଏସଆଇ ନେବା ସମ୍ପର୍କରେ ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି । ୧୫ ଦିନ ଭିତରେ ଦାବି ପୂରଣ ନହେଲେContinue reading “ସଫା ହେବନି ରେଳ ଷ୍ଟେସନ ! ୫ଦଫା ଦାବିରେ ସଫେଇ କର୍ମଚାରୀଙ୍କ ଧାରଣା; ଦାବି ପୂରଣ ନହେଲେ କାର୍ଯ୍ୟ ବନ୍ଦ ଚେତାବନୀ”

୪୬ ଟଙ୍କା ୬୬ ପଇସାରେ ଚଲିବୁ କେମିତି ? ୧୦ ଦଫା ଦାବି ନେଇ ପାଚକ-ପାଚିକାଙ୍କ ଧାରଣା

କନକ ବ୍ୟୁରୋ : ୧୦ ଦଫା ଦାବି ନେଇ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ନିଖିଳ ଓଡ଼ିଶା ମଧ୍ୟାନ୍ନ ଭୋଜନ ପାଚକ-ପାଚିକା ମହାସଂଘର ଧାରଣା । ମହାସଂଘର ହଜାର ହଜାର କର୍ମୀ ଏକାଠି ହୋଇ ପ୍ରତିବାଦ କରିଛନ୍ତି । ଦରମା ବୃଦ୍ଧି, ବକେୟା ଟଙ୍କା ପ୍ରଦାନ ଏବଂ ପେନସନ ଭଳି ଦାବି କରି ଆନ୍ଦୋଳନ କରିଛନ୍ତି କର୍ମଚାରୀ । ଅନ୍ୟପଟେ ଦିନକୁ ମିଳୁଥିବା ୪୬ ଟଙ୍କା ୬୬ ପଇସାରେ ପରିବାର କେମିତି ଚଳିବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି Continue reading “୪୬ ଟଙ୍କା ୬୬ ପଇସାରେ ଚଲିବୁ କେମିତି ? ୧୦ ଦଫା ଦାବି ନେଇ ପାଚକ-ପାଚିକାଙ୍କ ଧାରଣା”

ସୁସ୍ମିତା ମିଞ୍ଜଙ୍କୁ ନ୍ୟାୟ ପାଇଁ ଏକାଠି ହେଲେ ବିରୋଧୀ : ସୁନ୍ଦରଗଡ଼ ଏସପି ଅଫିସ ଘେରାଉ; ସେପଟେ ସୁସ୍ମିତାଙ୍କ ସ୍ୱାମୀଙ୍କୁ ଏଚଆରପିସିର ଜେରା

କନକ ବ୍ୟୁରୋ : ରାଉରକେଲାର ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କୁ ନ୍ୟାୟ ପାଇଁ ଏକାଠି ହେଲେ ବିରୋଧୀ । ଏସ୍ପି ଅଫିସ୍ ଘେରିଲେ ବିଜେପି, କଂଗ୍ରେସ ସହ ଆଦିବାସୀ ସଂଗଠନ । ହଜାର ହଜାର ସଂଖ୍ୟାରେ ବିଜେପି, କଂଗ୍ରେସ ସହ ଆଦିବାସୀ ସଂଗଠନର କର୍ମୀ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତୁରନ୍ତ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରାଯାଇଛି । ଏହା ସହ ଏଏସଆଇ ଲୁଗୁନଙ୍କ ମୃତ୍ରୁର ମଧ୍ୟ ସିବିଆଇ ତଦନ୍ତ ଦାବିContinue reading “ସୁସ୍ମିତା ମିଞ୍ଜଙ୍କୁ ନ୍ୟାୟ ପାଇଁ ଏକାଠି ହେଲେ ବିରୋଧୀ : ସୁନ୍ଦରଗଡ଼ ଏସପି ଅଫିସ ଘେରାଉ; ସେପଟେ ସୁସ୍ମିତାଙ୍କ ସ୍ୱାମୀଙ୍କୁ ଏଚଆରପିସିର ଜେରା”

ଡିଏନଏ ରିପୋର୍ଟ ପରେ ନବଜାତକଙ୍କ ବାପାଙ୍କ ପ୍ରତିକ୍ରିୟା : ପ୍ରାଣକୃଷ୍ଣ ବିଶ୍ୱାଳ କହିଲେ ‘ହସ୍ପିଟାଲ ନାଁରେ କେସ୍ କରିବି’

କନକ ବ୍ୟୁରୋ : କ୍ୟାପିଟାଲ ହସ୍ପିଟାଲ ନବଜାତ ଶିଶୁ ଅଦଳବଦଳ ଅଭିଯୋଗ ମାମଲାରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ କାର୍ଯ୍ୟାନୁଷ୍ଠାନ ଚେତାବନୀ ପରେ ପ୍ରତିକ୍ରିୟା ରଖିଛନ୍ତି ନବଜାତଙ୍କ ବାପା ପ୍ରାଣକୃଷ୍ଣ ବିଶ୍ୱାଳ । କହିଛନ୍ତି, ସେ କ୍ୟାପିଟାଲ ହସ୍ପିଟାଲ ବିରୋଧରେ ମାମଲା କରିବେ । ହସ୍ପିଟାଲର ଭୁଲ ତଥ୍ୟ ଯୋଗୁ ତାଙ୍କ ସମୟ ବରବାଦ ହୋଇଛି । ଅନେକ ଦିନ ହେବ ସେ ହଇରାଣ ହୋଇଥିବାରୁ ମାମଲା କରିବେ ବୋଲି କହିଛନ୍ତି । ସେପଟେ ଆଜି କ୍ୟାପିଟାଲ ହସ୍ପିଟାଲContinue reading “ଡିଏନଏ ରିପୋର୍ଟ ପରେ ନବଜାତକଙ୍କ ବାପାଙ୍କ ପ୍ରତିକ୍ରିୟା : ପ୍ରାଣକୃଷ୍ଣ ବିଶ୍ୱାଳ କହିଲେ ‘ହସ୍ପିଟାଲ ନାଁରେ କେସ୍ କରିବି’”

ଚାକିରି ନାଁରେ ଲକ୍ଷଲକ୍ଷ ଟଙ୍କାର ଠକେଇ : ଜଳେଶ୍ୱରର ୨ ଭାଇ ଟଙ୍କା ଚଳୁ କରିଥିବା ଅଭିଯୋଗ

କନକ ବ୍ୟୁରୋ : ଚାକିରି କରାଇ ଦେବା ନାଁରେ ରେଳ କର୍ମଚାରୀଙ୍କ ଠକେଇ ଅଭିଯୋଗ । ୪ରୁ ୫ଲକ୍ଷ ଟଙ୍କାରେ ରେଳ ବିଭାଗରେ ଚାକିରି କରାଇ ଦେବାକୁ କହି ଶତାଧିକ ଛାତ୍ରଙ୍କୁ ଠକିଛନ୍ତି ରେଳ ବିଭାଗର କର୍ମଚାରୀ ଓ ତାଙ୍କ ଭାଇ । ବାଲେଶ୍ୱରର ଜଳେଶ୍ୱର ଥାନା ଲାଙ୍ଗୁଡସାହି ଗାଁର ଧ୍ରୁବ ଚରଣ ଜେନା ଦକ୍ଷିଣ ପୂର୍ବ ରେଳ ବିଭାଗରେ ଚାକିରି କରନ୍ତି । ଏହାର ଫାଇଦା ନେଇ ନିଜ ସାନଭାଇ ପ୍ରଶାନ୍ତ ଜେନାଙ୍କ ସହଯୋଗରେ ଶିକ୍ଷୀତContinue reading “ଚାକିରି ନାଁରେ ଲକ୍ଷଲକ୍ଷ ଟଙ୍କାର ଠକେଇ : ଜଳେଶ୍ୱରର ୨ ଭାଇ ଟଙ୍କା ଚଳୁ କରିଥିବା ଅଭିଯୋଗ”

ରାହୁଲ + ସଚିନ୍ = ରାଚିନ୍ : ଚର୍ଚ୍ଚାରେ ନ୍ୟୁଜିଲାଣ୍ଡର ବ୍ୟାଟର ରାଚିନ୍ ରବୀନ୍ଦ୍ର

କନକ ବ୍ୟୁରୋ : ରାହୁଲ + ସଚିନ୍ = ରାଚିନ୍ । ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟର ରାଚିନ୍ ରବୀନ୍ଦ୍ରଙ୍କ ନାମକରଣକୁ ନେଇ ଏବେ ସବୁଠି ଚର୍ଚ୍ଚା । ଚଳିତ ବିଶ୍ୱକପର ଉଦଘାଟନୀ ମ୍ୟାଚରେ ଡିଫେଣ୍ଡିଙ୍ଗ ଚାମ୍ପିୟନ୍ ଇଂଲଣ୍ଡ ବିପକ୍ଷରେ ଅପରାଜିତ ଶତକ ମାରି ଏବେ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି ଏହି ଭାରତୀୟ ବଂଶୋଦ୍ଭବ । ତାଙ୍କ ନାମକରଣକୁ ନେଇ ରହିଛି ଏକ ରୋଚକ କାହାଣୀ । ରାଚିନଙ୍କ ବାପା ମା’୧୯୯୦ରେ ବେଙ୍ଗାଲୁରୁରୁ ନ୍ୟୁଜିଲାଣ୍ଡ ଚାଲିଯାଇଥିଲେ ।Continue reading “ରାହୁଲ + ସଚିନ୍ = ରାଚିନ୍ : ଚର୍ଚ୍ଚାରେ ନ୍ୟୁଜିଲାଣ୍ଡର ବ୍ୟାଟର ରାଚିନ୍ ରବୀନ୍ଦ୍ର”

ବାଣୀ ବିହାର ଛାତ୍ର ସଂସଦ କାର୍ଯ୍ୟାଳୟରେ ଭଙ୍ଗାରୁଜା : ସାମ୍ନାକୁ ଆସିଲା ଗଣ୍ଡଗୋଳ ସମୟର ଏକ୍ସକ୍ଲୁସିଭ୍ ଚିତ୍ର

କନକ ବ୍ୟୁରୋ : ବାଣୀ ବିହାର ଛାତ୍ର ସଂସଦ କାର୍ଯ୍ୟାଳୟରେ ଭଙ୍ଗାରୁଜା । ଛାତ୍ର ସଂସଦ କାର୍ଯ୍ୟାଳୟ ଭିତରେ ଲଗାଯାଇଥିବା ପୂର୍ବତନ ଛାତ୍ର ସଂସଦ ସଭାପତି ଓ ସାଧାରଣ ସମ୍ପାଦକଙ୍କ ନାମ ତାଲିକା ଫଳକକୁ ଭାଙ୍ଗି ଦେଇଛନ୍ତି ଦୁର୍ବୃତ । ଏହାସହ ଚେୟାର, ଟେବୁଲ ଓ ବେଞ୍ଚ ଗୁଡ଼ିକୁ ମଧ୍ୟ କଚାଡ଼ି ଭାଙ୍ଗିଦେଇଛନ୍ତି । ଘଟଣାର ଏକ୍ସକ୍ଲୁସିଭ ଭିଡିଓ ଏବେ ସାମ୍ନାକୁ ଆସୁଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଗୁରୁବାର ପୂର୍ବାହ୍ନରେ କିଛି ଅଣଛାତ୍ର ଏକ ଧଳାContinue reading “ବାଣୀ ବିହାର ଛାତ୍ର ସଂସଦ କାର୍ଯ୍ୟାଳୟରେ ଭଙ୍ଗାରୁଜା : ସାମ୍ନାକୁ ଆସିଲା ଗଣ୍ଡଗୋଳ ସମୟର ଏକ୍ସକ୍ଲୁସିଭ୍ ଚିତ୍ର”

ରିଜର୍ଭ ବ୍ୟାଙ୍କର ତ୍ରୈମାସିକ ମୁଦ୍ରାନୀତି ସମୀକ୍ଷା : ଚତୁର୍ଥ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟ୍ ; ମହଙ୍ଗା ହେବନି ଘର ଓ ଗାଡ଼ି ରୁଣ

କନକ ବ୍ୟୁରୋ : ରିଜର୍ଭ ବ୍ୟାଙ୍କର ତ୍ରୈମାସିକ ମୁଦ୍ରାନୀତି ସମୀକ୍ଷା । ଚତୁର୍ଥ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ୬ଦଶମିକ ୫୦ ପ୍ରତିଶତରେ ରହିଲା ସ୍ଥିର, ଘୋଷଣା କଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ସେ କହିଛନ୍ତି ଯେ, ଋଣ ଉପରେ ପଡୁଥିବା ସୁଧ ହାର ମଧ୍ୟ ଅପରିବର୍ତ୍ତିତ ରହିବ । ମହଙ୍ଗା ହେବନି ଘର ଓ ଗାଡ଼ି ଋଣ । ସାମଗ୍ରିକ ମୁଦ୍ରାସ୍ଫୀତି ଅନିଶ୍ଚିତତା ମଧ୍ୟରେ ଗତି କରୁଥିଲେ ବିContinue reading “ରିଜର୍ଭ ବ୍ୟାଙ୍କର ତ୍ରୈମାସିକ ମୁଦ୍ରାନୀତି ସମୀକ୍ଷା : ଚତୁର୍ଥ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟ୍ ; ମହଙ୍ଗା ହେବନି ଘର ଓ ଗାଡ଼ି ରୁଣ”

Design a site like this with WordPress.com
Get started