କନକ ବ୍ୟୁରୋ : ସିକ୍କିମରେ ତାଣ୍ଡବ ରଚୁଛି ପ୍ରଳୟଙ୍କାରୀ ବନ୍ୟା । ପ୍ରକୃତିର ଅସହ୍ୟ ତାଣ୍ଡବରେ ସହୁଛି ସିକ୍କିମ । ଯନ୍ତ୍ରଣାରେ ଛଟପଟ ହୋଇ କାନ୍ଦୁଛି ରାଜ୍ୟ । ବର୍ତ୍ତମାନ ସୁଦ୍ଧା ୨୧ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଅଚାନକ ବନ୍ୟା ପାଣି ମାଡିଆସିବା ଫଳରେ ଅନେକ ଲୋକ ଭାସିଯାଇଥିବା ବେଳ ୨୩ଜଣ ସେନାକର୍ମୀ ବନ୍ୟାରେ ଭାସିଯାଇଛନ୍ତି । ୨୩ଜଣଙ୍କ ମଧ୍ୟରୁ ୭ଜଣଙ୍କ ଶବ ବିଭିନ୍ନ ଅଞ୍ଚଳରୁ ଉଦ୍ଧାରContinue reading “ସିକ୍କିମ୍ ବନ୍ୟା : ବର୍ତ୍ତମାନ ସୁଦ୍ଧା ୧୦ଟି ବଡ ଅପଡେଟ୍”
Tag Archives: News
AI ଚାଟବଟ ଗାର୍ଲଫ୍ରେଣ୍ଡ ଯୋଗୁଁ ୯ ବର୍ଷ ଜେଲ
ବ୍ରିଟେନର ମହାରାଣୀ ଏଲିଜାବେଥ-୨ଙ୍କୁ ହତ୍ୟା ଉଦ୍ୟମ କରି ଜଣେ ଶିଖ ଯୁବକକୁ ୯ ବର୍ଷ ଜେଲଦଣ୍ଡ ହେଇଛି । କୋର୍ଟ ଗତ ଗୁରୁବାର ଦିନ ଅଭିଯୁକ୍ତକୁ ଦଣ୍ଡବିଧାନ କରିଛନ୍ତି । ବିଗତ ୪୦ ବର୍ଷ ମଧ୍ୟରେ ବ୍ରିଟେନରେ ଦେଶଦ୍ରୋହ ମାମଲାରେ କେହି ଦୋଷୀ ସାବ୍ୟସ୍ତ ହେବାରେ ଏହା ହେଉଛି ପ୍ରଥମ ମାମଲା । ଏହି ଯୁବକ ୨୦୨୧ ମସିହାରେ ଅସ୍ତ୍ରଶସ୍ତ୍ର ସହିତ ପାଚେରି ଡେଇଁ ରୟାଲ ପ୍ୟାଲେସ ଭିତରେ ପ୍ରବେଶ କରିଥିଲା । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)Continue reading “AI ଚାଟବଟ ଗାର୍ଲଫ୍ରେଣ୍ଡ ଯୋଗୁଁ ୯ ବର୍ଷ ଜେଲ”
ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ : ହଷ୍ଟେଲ ଭିତରୁ ଝୁଲନ୍ତା ମୃତଦେହ ଠାବ
କନକ ବ୍ୟୁରୋ : ଭୁବନେଶ୍ୱରରେ ଡକ୍ତରୀ ଛାତ୍ରୀଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି । ହଷ୍ଟେଲ ଭିତରୁ ମିଳିଛି ଛାତ୍ରୀଙ୍କ ମୃତଦେହ । ଫ୍ୟାନରେ ଓଢ଼ଣୀ ଲଗାଇ ଝୁଲନ୍ତା ଅବସ୍ଥାରେ ଥିବା ମୃତଦେହକୁ ଉଦ୍ଧାର କରିଛି ପୋଲିସ । ଆତ୍ମହତ୍ୟା ସନ୍ଦେହ କରାଯାଉଥିବା ବେଳେ ଏହାର କାରଣ ଅସ୍ପଷ୍ଟ ରହିଛି । ଭରତପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ଛାତ୍ରୀ ଜଣଙ୍କ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି । ସେ ବିଡିଏସ ଦ୍ୱିତୀୟContinue reading “ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ : ହଷ୍ଟେଲ ଭିତରୁ ଝୁଲନ୍ତା ମୃତଦେହ ଠାବ”
ହୀନ ମାନସିକତା ପାଇଁ ହସ୍ପିଟାଲ ନାମ ବଦନାମ ହେଲା : ଶିଶୁଙ୍କ ବାପାଙ୍କ ବିରୁଦ୍ଧରେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ; କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ ସୂଚନା
କନକ ବ୍ୟୁରୋ : କ୍ୟାପିଟାଲ ହସ୍ପିଟାଲ ନବଜାତ ଶିଶୁ ଅଦଳବଦଳ ଅଭିଯୋଗ ମାମଲାରେ ଶିଶୁର ବାପା ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ବିରୋଧରେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ । ଡିଏନ୍ଏ ରିପୋର୍ଟ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ । ସେ କହିଛନ୍ତି, ଜଣେ ଲୋକର ହୀନ ମାନସିକତା ପାଇଁ ହସ୍ପିଟାଲ ବଦନାମ ହେଲା । ପୋଲିସଠାରୁ ଆରମ୍ଭ କରି କୋର୍ଟ ସମସ୍ତଙ୍କ ସମୟ ନଷ୍ଟ ହେଲା । ତେଣୁ ଏପରି ଲୋକଙ୍କୁ ଜନContinue reading “ହୀନ ମାନସିକତା ପାଇଁ ହସ୍ପିଟାଲ ନାମ ବଦନାମ ହେଲା : ଶିଶୁଙ୍କ ବାପାଙ୍କ ବିରୁଦ୍ଧରେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ; କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ ସୂଚନା”
ମେଟ୍ରୋ ପାଇଁ ଆଉ ପାଦେ ଆଗେଇଲା ପ୍ରକ୍ରିୟା : ପ୍ରକଳ୍ପର ଡିପିଆରକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ
କନକ ବ୍ୟୁରୋ : ମେଟ୍ରୋ ପାଇଁ ଆଉ ପାଦେ ଆଗେଇଲା ପ୍ରକ୍ରିୟା । ମେଟ୍ରୋର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ବା ଡିପିଆରକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି । ମେଟ୍ରୋ କାମ ପ୍ରକ୍ରୀୟା ଆଗକୁ ନେବା ପାଇଁ ଆସନ୍ତା ୧୮ ତାରିଖରେ ପ୍ରଥମ ବୈଠକ ବସିବ । ୪ବର୍ଷ ଭିତରେ ମେଟ୍ରୋ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ୨୧୦କୋଟି ବ୍ୟୟ ବରାଦ ରଖାଯାଇଥିବା ବେଳେ ଖୁବ୍ ଶୀଘ୍ର ଆରମ୍ଭ ହେବ ଟେଣ୍ଡର ପ୍ରକ୍ରୀୟା । ଭୁବନେଶ୍ୱର ମେଟ୍ରୋContinue reading “ମେଟ୍ରୋ ପାଇଁ ଆଉ ପାଦେ ଆଗେଇଲା ପ୍ରକ୍ରିୟା : ପ୍ରକଳ୍ପର ଡିପିଆରକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ”
ଭଉଣୀକୁ ଗୁଳି କଲା ଭାଇ : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ ଘୋଷଣା କଲେ ଡାକ୍ତର
କନକ ବ୍ୟୁରୋ : କେନ୍ଦୁଝରରେ ଘରୋଇ କଳିରୁ ଭଉଣୀକୁ ଗୁଳି କଲା ଭାଇ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ ଘୋଷଣା କଲେ ଡାକ୍ତର । ନିଜ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଗୁଳି କରି ହତ୍ୟା କରିଥିବା ଜଣାପଡିଛି । ହତ୍ୟା ପରେ ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ । ପାଣ୍ଡପଡା ଥାନା ସୋମଗିରି ଗାଁରେ ଏହି ଅଘଟଣ ଘଟିଛି । ସୂଚନାନୁସାରେ, ଅଭିଯୁକ୍ତ ଭାଇ ପ୍ରସନ୍ନ ବାରିକ ଏକ କମ୍ପାନୀରେ ଗନମ୍ୟାନ ଭାବେ କାର୍ଯ୍ୟ କରେContinue reading “ଭଉଣୀକୁ ଗୁଳି କଲା ଭାଇ : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ ଘୋଷଣା କଲେ ଡାକ୍ତର”
ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ଆସିଲା ଲଜ୍ଜାଜନକ ଦୃଶ୍ୟ: ହସ୍ପିଟାଲର ଅକ୍ସିଜେନ୍ ସିଲିଣ୍ଡର ରହୁଥିବା ରୁମରେ ଚାଲିଛି ମଦର ଆସର
କନକ ବ୍ୟୁରୋ : କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ଆସିଛି ଲଜ୍ଜାଜନକ ଦୃଶ୍ୟ । ହସ୍ପିଟାଲର ଅକ୍ସିଜେନ୍ ସିଲିଣ୍ଡର ରହୁଥିବା ରୁମରେ ଚାଲିଛି ମଦର ଆସର । ରାତିରେ ଡ୍ୟୁଟି କରୁଥିବା କର୍ମଚାରୀଙ୍କ ମଦର ଆସର ଜମୁଛି । ମଦ ପିଇବା ସହ ଧୂମପାନ କରୁଥିବା ଅଭିଯୋଗ ହୋଇଛି । ଆଉ ମଦରେ ଚୁର ହୋଇ ଶୋଇ ପଡୁଛନ୍ତି କର୍ମଚାରୀ । ଅକ୍ସିଜେନ୍ ରହୁଥିବା ରୁମରେ ରାତିରେ କର୍ମଚାରୀମାନେ ମଦ ପିଇବା ସହ ଧୂମପାନ କରିବାContinue reading “ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ଆସିଲା ଲଜ୍ଜାଜନକ ଦୃଶ୍ୟ: ହସ୍ପିଟାଲର ଅକ୍ସିଜେନ୍ ସିଲିଣ୍ଡର ରହୁଥିବା ରୁମରେ ଚାଲିଛି ମଦର ଆସର”
ବଡ ମେଡ଼ିକାଲରେ ଅବ୍ୟବସ୍ଥା : ବିଜୁଳି ଓ ପାଣି ସଙ୍କଟ ପରେ ଠେଙ୍ଗାରେ ସାଲାଇନ୍ ଝୁଲୁଥିବାର ବିକଳ ଦୃଶ୍ୟ; କୁଆଡ଼େ ଗଲା ବିଶ୍ୱସ୍ତରୀୟ ଓ ଏମ୍ସ ପ୍ଲସର ସ୍ଲୋଗାନ୍ ?
କନକ ବ୍ୟୁରୋ : ଠେଙ୍ଗାରେ ଝୁଲୁଛି ସାଲାଇନ୍ । ରୋଗୀଙ୍କୁ ସାଲାଇନ ଦେବା ପାଇଁ ନାହିଁ ଷ୍ଟାଣ୍ଡ । ଫଳରେ ରୋଗୀଙ୍କ ପାଖରେ ସାଲାଇନ ଲଗାଯାଇଥିବା ଠେଙ୍ଗାକୁୁ ଧରି ବସିଛନ୍ତି ତାଙ୍କ ସମ୍ପର୍କୀୟ । ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଏହି ଚିତ୍ର ଦେଖିବାକୁ ମିଳିଛି କଟକ ବଡ଼ ମେଡିକାଲରେ । ସାଲାଇନ ଲଗାଇବାକୁ ଆଉ କୌଣସି ସୁବିଧା ନପାଇ ରୋଗୀଙ୍କୁ ଏମିତି ଳଗା ଯାଇଛି ସାଲାଇନ୍ । ଜୀବନ ମରଣ ଭିତରେ ଗୁରୁତର ରୋଗୀଙ୍କୁ ଠେଙ୍ଗାରେ ସାଲାଇନ୍Continue reading “ବଡ ମେଡ଼ିକାଲରେ ଅବ୍ୟବସ୍ଥା : ବିଜୁଳି ଓ ପାଣି ସଙ୍କଟ ପରେ ଠେଙ୍ଗାରେ ସାଲାଇନ୍ ଝୁଲୁଥିବାର ବିକଳ ଦୃଶ୍ୟ; କୁଆଡ଼େ ଗଲା ବିଶ୍ୱସ୍ତରୀୟ ଓ ଏମ୍ସ ପ୍ଲସର ସ୍ଲୋଗାନ୍ ?”
ଆଜିଠୁ ମା’ ବିମଳାଙ୍କ ଷୋଡଶ ଦିନାତ୍ମକ ପୂଜା : ଶ୍ରୀନଅରରେ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କୁ ବରଣ କରାଯିବ
କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା’ ବିମଳାଙ୍କ ଷୋଡ଼ଶଦିନାତ୍ମକ ପୂଜା । ମୂଳାଷ୍ଟମୀ ଠାରୁ ଆଶ୍ୱିନ ଶୁକ୍ଳ ନବମୀ ପର୍ଯ୍ୟନ୍ତ ଷୋଳଦିନ ଠାକୁରାଣିଙ୍କ ବିଶେଷ ପୂଜାର୍ଚ୍ଚନା କରାଯିବ । ଏହି ଅବସରରେ ଶ୍ରୀନଅରରେ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କୁ ବରଣ କରାଯାଇ ରାଜଗୁରୁ ପୁରୋହିତଙ୍କୁ ଗଜପତିଙ୍କ ଶ୍ରୀହସ୍ତ ଛୁଆଁ ଗୁଆ ଓ ନଡ଼ିଆ ପ୍ରଦାନ କରାଯିବ । ଏହି ଗୁଆ ନଡ଼ିଆ ଦେଇ ରାଜଗୁରୁ ପୁରୋହିତ ଗଜପତି ମହାରାଜାଙ୍କ ପ୍ରତିନିଧି ଭାବେ ବ୍ରାହ୍ମଣContinue reading “ଆଜିଠୁ ମା’ ବିମଳାଙ୍କ ଷୋଡଶ ଦିନାତ୍ମକ ପୂଜା : ଶ୍ରୀନଅରରେ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କୁ ବରଣ କରାଯିବ”
ମହାଦେବ ବେଟିଂ ଆପ ମାମଲା : ଆଜି ଇଡିରେ ହାଜର ହୋଇପାରନ୍ତି ଅଭିନେତ୍ରୀ ଶ୍ରଦ୍ଧା କପୁର; କେମିତି ହୋଇଥିଲା ଠକେଇ ଓ ସାମ୍ନାକୁ ଆସିଥିଲା ପୂରା ଘଟଣା
କନକ ବ୍ୟୁରୋ : ମହଙ୍ଗା ପଡିଲା ଠକ ସଂସ୍ଥା ପାଇଁ ପ୍ରଚାର ପ୍ରସାର । ବଲିଉଡ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ପରେ ଅନ୍ୟ କିଛି ସେଲିବ୍ରିଟିଙ୍କୁ ମଧ୍ୟ ନୋଟିସ୍ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । କମେଡି କିଙ୍ଗ୍ କପିଲ ଶର୍ମା, ଅଭିନେତ୍ରୀ ହୁମା କୁରେଶି ଏବଂ ହିନା ଖାନଙ୍କୁ ଇଡି ନୋଟିସ୍ ଜାରି କରିଛି । ମହାଦେବ ଅନଲାଇନ ବେଟିଂ ଆପ୍ ମାମଲାରେ ଏହି ବଲିଉଷ୍ଟ ସେଲିବ୍ରିଟିଙ୍କୁ ଡାକରା ପରେ ବଲିଉଡରେContinue reading “ମହାଦେବ ବେଟିଂ ଆପ ମାମଲା : ଆଜି ଇଡିରେ ହାଜର ହୋଇପାରନ୍ତି ଅଭିନେତ୍ରୀ ଶ୍ରଦ୍ଧା କପୁର; କେମିତି ହୋଇଥିଲା ଠକେଇ ଓ ସାମ୍ନାକୁ ଆସିଥିଲା ପୂରା ଘଟଣା”