ବଲିଉଡରେ ଇଡି ଆତଙ୍କ : ମହଙ୍ଗା ପଡିଲା ଠକ ସଂସ୍ଥା ପାଇଁ ପ୍ରଚାର ପ୍ରସାର; ରଣବୀର କପୁରଙ୍କ ପରେ ଆଉ ୪ଜଣଙ୍କୁ ନୋଟିସ୍

କନକ ବ୍ୟୁରୋ : ମହଙ୍ଗା ପଡିଲା ଠକ ସଂସ୍ଥା ପାଇଁ ପ୍ରଚାର ପ୍ରସାର । ବଲିଉଡରେ ଇଡି ଆତଙ୍କ । ବଲିଉଡ ଅଭିନେତା ରଣବୀର କପୁରଙ୍କ ପରେ ଅଭିନେତ୍ରୀ ଶ୍ରଦ୍ଧା କପୁର, କମିଡି କିଙ୍ଗ୍ କପିଶ ଶର୍ମା, ଅଭିନେତ୍ରୀ ହୁମା କୁରେଶି ଏବଂ ହିନା ଖାନଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟ ନୋଟିସ୍ ଜାରି କରିଛି । ମହାଦେବ ଅନଲାଇନ ବେଟଂ ଆପ୍ ମାମଲାରେ ଏହି ବଲିଉଷ୍ଟ ସେଲିବ୍ରେଟିଙ୍କୁ ଡାକରା ପରେ ବଲିଉଡରେ ଆତଙ୍କ ଖେଳିଯାଇଛି । ଏମାନଙ୍କର ଭୂମିକାContinue reading “ବଲିଉଡରେ ଇଡି ଆତଙ୍କ : ମହଙ୍ଗା ପଡିଲା ଠକ ସଂସ୍ଥା ପାଇଁ ପ୍ରଚାର ପ୍ରସାର; ରଣବୀର କପୁରଙ୍କ ପରେ ଆଉ ୪ଜଣଙ୍କୁ ନୋଟିସ୍”

କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ଘଟଣାର ଅନ୍ତ: ଝିଅ ହୋଇଥିବା ସ୍ପଷ୍ଟ କଲା ଡିଏନଏ ରିପୋର୍ଟ 

କନକ ବ୍ୟୁରୋ: କ୍ୟାପିଟାଲ ହସପିଟାଲ  ନବଜାତ ଶିଶୁ ଅଦଳବଦଳ ବିବାଦର ଅନ୍ତ ଘଟିଛି ।  ମା ସଙ୍ଗେ ଝିଅର ଡିଏନଏ ରିପୋର୍ଟ ଆସିଛି ।  ରିପୋର୍ଟ ଅନୁସାରେ, ଅଭିଯୋଗକାରୀ ପ୍ରାଣକୃଷ୍ଣ ପରିଜାଙ୍କ ଝିଅ ହୋଇଥିବା ଜଣାପଡିଛି ।  କୋର୍ଟ ଅନୁମତି ପରେ ଗତ ସୋମବାରଦିନ ମା ଓ ଝିଅର ଡିଏନଏ ନମୁନା ନେଇଥିଲେ ହସ୍ପିଟାଲ କର୍ତୃପକ୍ଷ । ଏହାପରେ ରିପୋର୍ଟ ଆସିଛି । କ୍ୟାପିଟାଲ ହସପିଟାଲରେ ଛୁଆ ଅଦଳବଦଳ ହୋଇଥିବା ଅଭିଯୋଗ କରିଥିଲେ ଛୁଆର ବାପା ପ୍ରାଣକୃଷ୍ଣContinue reading “କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ଘଟଣାର ଅନ୍ତ: ଝିଅ ହୋଇଥିବା ସ୍ପଷ୍ଟ କଲା ଡିଏନଏ ରିପୋର୍ଟ “

ବିଜ୍ଞାପନ ପାଇଁ ବିବାଦରେ ବିଗ୍ ବି: ଫ୍ଲିପକାର୍ଟର ପ୍ରମୋସନାଲ ଭିଡିଓରେ ଅମିତାଭ ବଚ୍ଚନଙ୍କ ବାର୍ତାକୁ ନିନ୍ଦା ସହ ସମାଲୋଚନା

କନକ ବ୍ୟୁରୋ: ବିଜ୍ଞାପନ ପାଇଁ ବିବାଦରେ ବିଗ ବି । ଲୋକପ୍ରିୟ ଅନଲାଇନ ସପିଂ କମ୍ପାନି ଫ୍ଲିପ୍କାର୍ଟର ଏକ ବିଜ୍ଞାପନ କରି ଫଶିଯାଇଛନ୍ତି ବରିଷ୍ଠ ଅଭିନେତା ଅମିତାଭ ବଚ୍ଚନ । ପାର୍ବଣ ଋତୁ ଆଗକୁ । ଏନେଇ କମ୍ପାନୀ ବିଗ ବିଲିୟନ ଡେ ପାଇଁ ଅଭିନେତାଙ୍କୁ ନେଇ ଏକ ବିଜ୍ଞାପନ କରିଥିଲା । ।ମୋବାଇଲ ଫୋନର ବିଜ୍ଞାପନ କରି ଅମିତାଭ କହିଥିଲେ ଏଭଳି ଅଫର ଫ୍ଲିପ୍କାର୍ଟ ବ୍ୟତିତ ଆଉ କେଉଁଠି ମିଳିବନି । ଏପରିକି ରିଟେଲ ଷ୍ଟୋରରେContinue reading “ବିଜ୍ଞାପନ ପାଇଁ ବିବାଦରେ ବିଗ୍ ବି: ଫ୍ଲିପକାର୍ଟର ପ୍ରମୋସନାଲ ଭିଡିଓରେ ଅମିତାଭ ବଚ୍ଚନଙ୍କ ବାର୍ତାକୁ ନିନ୍ଦା ସହ ସମାଲୋଚନା”

ପ୍ରାକୃତିର ତାଣ୍ଡବରେ କାନ୍ଦୁଛି ସିକ୍କିମ: କମିଛି ବନ୍ୟା ପ୍ରକୋପ କିନ୍ତୁ ଲିଭୁନି ଯନ୍ତ୍ରଣା

କନକ ବ୍ୟୁରୋ: ସିକ୍କିମ ଆଖିରେ ଲୁହ । ପ୍ରଳୟଙ୍କାରୀ ବନ୍ୟା ଆଣିଛି ଦୁଃଖ । କେଉଁଠି ଭଙ୍ଗା ଚଟାଣ ତଳୁ ମିଳୁଛି କ୍ଷତବିକ୍ଷତ ଶବ ପୁଣି କେଉଁଠି ପାଣିରେ ଭାସୁଛି ଅଜଣା ଶବ । ୨୪ଘଂଟା ଭିତରେ ବଦଳିଛି ସିକ୍କିମର ବିଭିନ୍ନ ସ୍ଥାନ । ପର୍ଯଟନ ଓ ପ୍ରକୃତି ପାଇଁ ପର୍ଯ୍ୟଟକଙ୍କ ପସନ୍ଦର ସ୍ଥାନ ଥିବା ସିକ୍କିମ ଆଜି ଛାରଖାର ହୋଇଛି । ପ୍ରକୃତି ତାଣ୍ଡବରେ ଗୁମୁରୀ ଗୁମୁରୀ କାନ୍ଦୁଛି ସିକ୍କିମ । ଟିକେ ନଜର ପକାନ୍ତୁContinue reading “ପ୍ରାକୃତିର ତାଣ୍ଡବରେ କାନ୍ଦୁଛି ସିକ୍କିମ: କମିଛି ବନ୍ୟା ପ୍ରକୋପ କିନ୍ତୁ ଲିଭୁନି ଯନ୍ତ୍ରଣା”

ରାଜସ୍ଥାନରେ ପ୍ରଧାନମମନ୍ତ୍ରୀଙ୍କ ପାୱାର ଶୋ: କହିଲେ ଅନେକ ଦୁର୍ନୀତି କରି ଥକି ଯାଇଛନ୍ତି ଗେହଲଟ, ବିଶ୍ରାମ ନେବାକୁ ଦେଲେ ପରାମର୍ଶ

କନକ ବ୍ୟୁରୋ: ରାଜସ୍ଥାନ ଯୋଧପୁରରେ ବିଜେପିର ବିଶାଳ ଜନସଭା । ଗୁରୁବାର ଦେଖିବାକୁ ମିଳିଛି ପ୍ରଧାନମନ୍ତ୍ରୀଙ୍କ ପାୱାର ଶୋ । ରାଜ୍ୟକୁ ୫ହଜାର କୋଟିର ବିଭିନ୍ନ ପରିଯୋଜନା ଭେଟିଦେଇଛି ବିଜେପି । ଆଗକୁ ବିଧାନସଭା ନିର୍ବାଚନ । ଭୋଟରଙ୍କୁୁ ଆକୃଷ୍ଟ କରିବାକୁ ଲାଗିପଡିଛନ୍ତି ବିଭିନ୍ନ ଦଳ । ଏହା ଭିତରେ ନିଜ ହେଭିୱେଟ ନେତାଙ୍କ ହାତରେ ମଙ୍ଗ ଧରାଇଛି ଦଳ । ଯୋଧପୁର ସଭାକୁ ସମ୍ବୋଧିତ କରି ଗେହଲଟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ।Continue reading “ରାଜସ୍ଥାନରେ ପ୍ରଧାନମମନ୍ତ୍ରୀଙ୍କ ପାୱାର ଶୋ: କହିଲେ ଅନେକ ଦୁର୍ନୀତି କରି ଥକି ଯାଇଛନ୍ତି ଗେହଲଟ, ବିଶ୍ରାମ ନେବାକୁ ଦେଲେ ପରାମର୍ଶ”

ସଂଜୟ ସିଂଙ୍କ ଗିରଫକୁ ଜୋରଦାର ବିରୋଧ: ଦିଲ୍ଲୀ ରାସ୍ତାରେ ଆପର ଗର୍ଜନ । ଆନ୍ଦୋଳନ କଲେ, ସ୍ଲୋଗାନ ଦେଲେ

କନକ ବ୍ୟୁରୋ: ଦିଲ୍ଲୀ ରାସ୍ତାରେ ଗର୍ଜନ । ବିଜେପି ସରକାରଙ୍କ ବିରୋଧରେ ରଣହୁଙ୍କାର । ଶହ ଶହ ସଂଖ୍ୟକ ଆମ ଆଦମୀ ପାର୍ଟି ନେତା, କର୍ମୀ, ସମର୍ଥକ ଏକଜୁଟ ହୋଇ ଗୁରୁବାର ଆନ୍ଦୋଳନ କରିଛନ୍ତି । ବୁଧବାର ଜେରା, ଚଢାଉ ପରେ ରାଜ୍ୟସଭା ସାଂସଦ ସଂଜୟ ସିଂଙ୍କୁ ଗିରଫ କରିଥିଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ଯାହାକୁ ନେଇ ତାତି ଉଠିଛି ଆମ ଆଦମୀ ପାର୍ଟି । ବିଜେପି ଓ ଆପ କାର୍ଯ୍ୟାଳୟ ନିକଟରେ କର୍ମୀଙ୍କ ପ୍ରଦର୍ଶନ ସମୟରେContinue reading “ସଂଜୟ ସିଂଙ୍କ ଗିରଫକୁ ଜୋରଦାର ବିରୋଧ: ଦିଲ୍ଲୀ ରାସ୍ତାରେ ଆପର ଗର୍ଜନ । ଆନ୍ଦୋଳନ କଲେ, ସ୍ଲୋଗାନ ଦେଲେ”

କଂଗ୍ରେସ ଫୋକସରେ ଅବିଭକ୍ତ କୋରାପୁଟ: ଶକ୍ତି ପ୍ରଦର୍ଶନ କଲା କଂଗ୍ରେସ

କନକ ବ୍ୟୁରୋ: ଦକ୍ଷିଣ ଓଡିଶାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ । ଦୁଇଦିନ ଧରି କୋରାପୁଟରେ ଶୋଭାଯାତ୍ରା ଓ ସମାବେଶ ପରେ ଆଜି ମାଲକାନଗିରି ଜିଲ୍ଲାରେ ଦମ ଦେଖାଇଛି କଂଗ୍ରେସ । ରାଜ୍ୟର ପ୍ରମୁଖ ନେତା ଏହି ସମାବେଶରେ ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଆଉ ଲୋକଙ୍କୁ ସୁନେଲି ସ୍ୱପ୍ନ ବି ଦେଖାଇଛନ୍ତି । କୋରାପୁଟ ଜିଲ୍ଲାରେ ଶକ୍ତି ପ୍ରଦର୍ଶନ କରିବା ପରେ, ମାଲକାନଗିରିରେ ଦମ୍ ଦେଖାଇଛି କଂଗ୍ରେସ । ରାଜ୍ୟ କଂଗ୍ରେସContinue reading “କଂଗ୍ରେସ ଫୋକସରେ ଅବିଭକ୍ତ କୋରାପୁଟ: ଶକ୍ତି ପ୍ରଦର୍ଶନ କଲା କଂଗ୍ରେସ”

ଠକଙ୍କ ଏମ୍ପ୍ଲୟମେଂଟ ଏକ୍ସଚେଂଜ: ପୋଷାକ ଦେଲେ, ଟ୍ରେନିଂ ଦେଲେ, ଚାକିରି ବେଳକୁ ହୋଇଗଲେ ଉଭାନ

କନକ ବ୍ୟୁରୋ: ଭାରତୀୟ ପୋଲିସ ପ୍ରୋଟେକ୍ସନ ଫୋର୍ସ ନାଁରେ ବଡ଼ ଠକେଇ । ଚାକିରି ଦେବାକୁ କହି ୩୦ରୁ ଅଧିକ ଯୁବକଙ୍କୁ ଚୁନା ଲଗାଇଛନ୍ତି ଠକ । ଅଭିଯୋଗ ଅନୁସାରେ, ଏହି ଠକ ଛାତ୍ରମାନଙ୍କ ଠାରୁ ଟଙ୍କା ନେବା ପରେ ସେମାନଙ୍କୁ ଉତରପ୍ରଦେଶରେ ଟ୍ରେନିଂ ଦେଇଥିଲେ । ସେଠାରେ ସେମାନଙ୍କୁ ପୋଷାକ ମଧ୍ୟ ଦେଇଥିଲେ । କିନ୍ତୁ ଚାକିରି ଦେବା ବଦଳରେ ଠକି ଦେଲେ । ଛାତ୍ରଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳୁଥିବା ଏଭଳି ଠକଙ୍କ ବିରୋଧରେContinue reading “ଠକଙ୍କ ଏମ୍ପ୍ଲୟମେଂଟ ଏକ୍ସଚେଂଜ: ପୋଷାକ ଦେଲେ, ଟ୍ରେନିଂ ଦେଲେ, ଚାକିରି ବେଳକୁ ହୋଇଗଲେ ଉଭାନ”

ଆଇସିୟୁରେ ବାଜିବ ମ୍ୟୁଜିକ୍: ସୁସ୍ଥ ହେବେ ରୋଗୀ!

କନକ ବ୍ୟୁରୋ: ଏସସିବିରେ ରୋଗୀଙ୍କୁ ଦିଆଯିବ ମ୍ୟୁଜିକ ଥେରାପି । ଆଇସିୟୁରେ ଥିବା ରୋଗୀଙ୍କ ମାନସିକ ଚାପ ପକାଇବା ପାଇଁ ୨୪ଘଂଟା ଇନଷ୍ଟ୍ରୁମେଂଟାଲ ମ୍ୟୁଜିକ୍ ଓ ଭକ୍ତି ସଙ୍ଗୀତ ବାଜିବ । ମେଡିକାଲ କର୍ତୃପକ୍ଷଙ୍କ ଏହି ପଦକ୍ଷେପ ଦ୍ୱାରା ରୋଗୀଙ୍କ ମନୋବଳ ବଢିବ ଓ ରୋଗୀ ସୁସ୍ଥ ହେବ ବୋଲି ଆଶା କରିଛନ୍ତି କର୍ତୃପକ୍ଷ । ବିଶେଷଜ୍ଞ ମଧ୍ୟ ଏଥିରେ ସହମତ ହୋଇଛନ୍ତି । ଏମିତି ଏକ ନିଷ୍ପତି ନେଇଛନ୍ତି କଟକ ଏସସିବି ମେଡିକାଲ କର୍ତୁପକ୍ଷ ।Continue reading “ଆଇସିୟୁରେ ବାଜିବ ମ୍ୟୁଜିକ୍: ସୁସ୍ଥ ହେବେ ରୋଗୀ!”

ପୁଣି ବିବାଦରେ ତିର୍ତ୍ତୋଲ ବିଧାୟକ: ବିବାହ ପାଇଁ ଆବେଦନ କଲେ ବିଜୟ ଶଙ୍କର

କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ପୂର୍ବତନ ବାନ୍ଧବୀ ସୋମାଲିକା ଦାସ କୋର୍ଟରେ ଦାୟର କରିଥିବା ମାମଲାର ଶୁଣାଣି ଶେଷ ହୋଇନଥିବାବେଳେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବାକୁ କଟକ ସବରେଜିଷ୍ଟ୍ରାର ଅଫିସରେ ଆବେଦନ କରିଛନ୍ତି ବିଜୟ ଶଙ୍କର । ଏ ନେଇ ସୋମାଲିକା ମୁହଁ ଖୋଲିଛନ୍ତି । ଆଉ କହିଛନ୍ତି, ଏହା ବିରୋଧରେ ସେ ଆଇନଗତ ଲଢେଇ ଲଢିବେ । ଗତବର୍ଷ ବିଜୟ ଶଙ୍କର-ସୋମାଲିକା ବିବାଦ ରାଜ୍ୟର ରାଜନୀତିକୁContinue reading “ପୁଣି ବିବାଦରେ ତିର୍ତ୍ତୋଲ ବିଧାୟକ: ବିବାହ ପାଇଁ ଆବେଦନ କଲେ ବିଜୟ ଶଙ୍କର”

Design a site like this with WordPress.com
Get started