ଋଷରୁ ଆସି ଭାରତରେ ବାହାହେଲେ, ମନ୍ତ୍ରପାଠ ଭିତରେ ହେଲା ଶୁଭ ବିବାହ

କନକ ବ୍ୟୁରୋ: ବରଯାତ୍ରୀ ନେଇ ଋଷରୁ ଆସିଲେ ଭାରତରେ ବାହାହେଲେ । ତାହା ପୁଣି ୩ ଯୋଡା ଋଷ ବରକନ୍ୟାଙ୍କ ବିବାହ ବୈଦିକ ରୀତିନୀତିରେ ମନ୍ତ୍ରପାଠ ଭିତରେ ହରିଦ୍ୱାର ଅଖଣ୍ଡ ପରମଧାମ ଆଶ୍ରମରେ ସମ୍ପନ୍ନ ହୋଇଛି । ଖାସ୍ କଥା ହେଉଛି । ୩ ଯୋଡିଙ୍କ ମଧ୍ୟରୁ ଦୁଇ ଯୋଡି ଦମ୍ପତ୍ତି ପୂର୍ବରୁ ବିବାହିତ ହୋଇଥିବାବେଳେ ଅନ୍ୟ ଦମ୍ପତ୍ତି ପ୍ରଥମ ଥର ପାଇଁ ବିବାହରେ ବାନ୍ଧି ହେଲେ । ସେମାନେ ସୁଦୂର ଋଷର ହୋଇଥିଲେ ବି ଭାରତୀୟContinue reading “ଋଷରୁ ଆସି ଭାରତରେ ବାହାହେଲେ, ମନ୍ତ୍ରପାଠ ଭିତରେ ହେଲା ଶୁଭ ବିବାହ”

ଏନଆଇଏ ଅଧିକାରୀଙ୍କ ଉପରେ ବିପଦ । ଖଲିସ୍ତାନୀ ଓ ଆତଙ୍କବାଦୀ ସଙ୍ଗଠନ କରିପାରନ୍ତି ଆକ୍ରମଣ, ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ରାଜ୍ୟକୁ ଚିଠି ଲେଖିଲା କେନ୍ଦ୍ର ।

କନକ ବ୍ୟୁରୋ : ବିଦେଶରୁ ଭାରତ ବିରୋଧରେ ଷଡଯନ୍ତ୍ର କରୁଥିବା ଖଲିସ୍ତାନୀ ସଙ୍ଗଠନର ସଦସ୍ୟଙ୍କୁ ସାବାଡ କରିବାକୁ ଏବେ ଏନଆଇଏ ଆକ୍ଟିଭ ମୋଡକୁ ଆସିଛି । ଖଲିସ୍ତାନୀ ଆତଙ୍କବାଦୀ କାର୍ଯ୍ୟକଳାପ ସହ ଜଡିତ ବ୍ୟକ୍ତିବିଶେଷଙ୍କ ଘରେ ରେଡ୍ କରି ଗିରଫ କରୁଛି ଏନଆଇଏ । ଏନଆଇଏର ଏଭଳି ଆକ୍ସନ ଦେଖି ଏବେ ଆତଙ୍କବାଦୀ ସଙ୍ଗଠନ ଓ ନକ୍ସଲଙ୍କ ପକ୍ଷରୁ ଏନଆଇଏ ଅଧିକାରୀଙ୍କୁ ଧମକ ମିଳିବା ଆରମ୍ଭ ହୋଇଛି । ଯାହାକୁ ଧ୍ୟାନରେ ରଖି ଗୃହ ମନ୍ତ୍ରାଳୟ ସମସ୍ତContinue reading “ଏନଆଇଏ ଅଧିକାରୀଙ୍କ ଉପରେ ବିପଦ । ଖଲିସ୍ତାନୀ ଓ ଆତଙ୍କବାଦୀ ସଙ୍ଗଠନ କରିପାରନ୍ତି ଆକ୍ରମଣ, ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ରାଜ୍ୟକୁ ଚିଠି ଲେଖିଲା କେନ୍ଦ୍ର ।”

୧୦ହଜାର ଫୁଟ ଉଚ୍ଚତାରୁ ଡେଇଁଲେ ୧୦୪ ବର୍ଷୀୟା ବୃଦ୍ଧା । ବୟସର ଅପରାହ୍ନରେ ସ୍କାଏଡାଇଭିଂର ନିଶା

କନକ ବ୍ୟୁରୋ : ସାଧାରଣତଃ ବଳ ବୟସ ରହିବା ପରେ ଲୋକେ ଘରେ ବସି ଆରାମ କରିବାକୁ ଲାଗିଥାନ୍ତି । ବୃଦ୍ଧ ବୃଦ୍ଧା ଅବସ୍ଥାରେ କୌଣସି କାମ କରିବା ପାଇଁ ଆଉ ଶରୀରରେ ଶକ୍ତି ନଥାଏ । ଯଦି କୌଣସି ବ୍ୟକ୍ତି ୧୦୦ବର୍ଷ ଯାଏଁ ବଞ୍ଚୁଛନ୍ତି ତାହେଲେ ସେ ସଜ୍ୟାସାୟୀ ଅବସ୍ଥାରେ ପଡିରୁହନ୍ତି । କିନ୍ତୁ ଏପରି ଜଣେ ମହିଳା ଅଛନ୍ତି ଯିଏ ୧୦୪ବର୍ଷ ବୟସରେ ସ୍କାଏ ଡାଇଭିଂ କରିବାର ସଉକ୍ ରଖିଛନ୍ତି । ଯେଉଁ ବୟସରେContinue reading “୧୦ହଜାର ଫୁଟ ଉଚ୍ଚତାରୁ ଡେଇଁଲେ ୧୦୪ ବର୍ଷୀୟା ବୃଦ୍ଧା । ବୟସର ଅପରାହ୍ନରେ ସ୍କାଏଡାଇଭିଂର ନିଶା”

ଚାକିରି ଦେବାକୁ କହି ଟ୍ରେନିଙ୍ଗ ଦେଲେ, ପୋଷାକ ବି ଦେଲେ, କିନ୍ତୁ ମିଳିଲାନି ଚାକିରି । ଭାରତୀୟ ପୋଲିସ ପ୍ରୋଟେକ୍ସନ ଫୋର୍ସ ନାଁରେ ୩୦ରୁ ଅଧିକ ଯୁବକଙ୍କୁ ଠକିଦେଲେ

କନକ ବ୍ୟୁରୋ: ଭାରତୀୟ ପୋଲିସ ପ୍ରୋଟେକ୍ସନ ଫୋର୍ସ ନାଁରେ ବଡ଼ ଠକେଇ । ଚାକିରି ଦେବାକୁ କହି ୩୦ରୁ ଅଧିକ ଯୁବକଙ୍କୁ ଚୁନା ଲଗାଇଲେ ଠକ । ଅଭିଯୋଗ ଅନୁସାରେ, ଏହି ଠକ ଛାତ୍ରମାନଙ୍କ ଠାରୁ ଟଙ୍କା ନେବା ପରେ ସେମାନଙ୍କୁ ଉତ୍ତରପ୍ରଦେଶରେ ଟ୍ରେନିଂ ଦେଇଥିଲେ । ସେଠାରେ ସେମାନଙ୍କୁ ପୋଷାକ ମଧ୍ୟ ଦେଇଥିଲେ । କିନ୍ତୁ ଚାକିରି ଦେବା ବଦଳରେ ଠକିଦେଲେ । ଛାତ୍ରଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳୁଥିବା ଏଭଳି ଠକଙ୍କ ବିରୋଧରେ ମଞ୍ଚେଶ୍ୱରContinue reading “ଚାକିରି ଦେବାକୁ କହି ଟ୍ରେନିଙ୍ଗ ଦେଲେ, ପୋଷାକ ବି ଦେଲେ, କିନ୍ତୁ ମିଳିଲାନି ଚାକିରି । ଭାରତୀୟ ପୋଲିସ ପ୍ରୋଟେକ୍ସନ ଫୋର୍ସ ନାଁରେ ୩୦ରୁ ଅଧିକ ଯୁବକଙ୍କୁ ଠକିଦେଲେ”

ବୃଦ୍ଧଙ୍କ ହାତ ବାଜି ମଦ ଗ୍ଲାସ ପଡ଼ିଯିବାରୁ ମାନବିକତା ଭୁଲି ଗଲେ ଦୁର୍ବୃତ୍ତ । ବୃଦ୍ଧଙ୍କୁ ନିସ୍ତୁକ ମାଡ ମାରି ଲୁଟିନେଲେ ୧୭ ହଜାର ଟଙ୍କା

କନକ ବ୍ୟୁରୋ: ବୃଦ୍ଧଙ୍କ ହାତ ବାଜି ମଦ ଗ୍ଲାସ ପଡ଼ିଯିବାରୁ ମାନବିକତା ଭୁଲି ଗଲେ ଦୁର୍ବୃତ୍ତ । ବୃଦ୍ଧଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଲୁଟିନେଲେ ୧୭ ହଜାର ଟଙ୍କା । ଭୁବନେଶ୍ୱର ବମିଖାଲ ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କଲେ ଆହତ ବୃଦ୍ଧ । ଅଭିଯୋଗ ଅନୁସାରେ ୨ଜଣ ବ୍ୟକ୍ତି ମଦ କାଉଣ୍ଟର ସାମ୍ନାରେ ମଦ୍ୟପାନ କରୁଥିଲେ । ଅଜାଣତରେ ବୃଦ୍ଧଙ୍କ ହାତ ବାଜି ଗ୍ଲାସ ଭାଙ୍ଗିଯିବାରୁ ମଦ୍ୟପ ୨Continue reading “ବୃଦ୍ଧଙ୍କ ହାତ ବାଜି ମଦ ଗ୍ଲାସ ପଡ଼ିଯିବାରୁ ମାନବିକତା ଭୁଲି ଗଲେ ଦୁର୍ବୃତ୍ତ । ବୃଦ୍ଧଙ୍କୁ ନିସ୍ତୁକ ମାଡ ମାରି ଲୁଟିନେଲେ ୧୭ ହଜାର ଟଙ୍କା”

ସିକ୍କିମରେ ଓଡିଆ ଯବାନ ନିଖୋଜ ଘଟଣା : ହାବିଲଦାର ସରୋଜ କୁମାର ଦାସ ସହିଦ

କନକ ବ୍ୟୁରୋ : ସିକ୍କିମରେ ଓଡିଆ ଯବାନ ନିଖୋଜ ଘଟଣା । ହାବିଲଦାର ସରୋଜ କୁମାର ଦାସ ସହିଦ । ସରୋଜ ସହିଦ ହୋଇଥିବା ପରିବାର ପକ୍ଷରୁ ସୂଚନା । ସରୋଜଙ୍କ ମୃତଦେହ ଚିହ୍ନଟ କଲେ ପରିବାର ଲୋକ । ସିକ୍କିମ ବନ୍ୟାରେ ୨୩ ଯବାନ ନିଖୋଜ ହୋଇଥିଲେ । ଖବର ଜଣାପଡ଼ିବା ପରେ ଘରେ ଶୋକାକୂଳ ପରିବେଷ ସୃଷ୍ଟି ହୋଇଛି । କାନ୍ଦ ବୋବାଳିରେ ଫାଟି ପଡୁଛି ଘର । ସରୋଜଙ୍କ ବନ୍ୟାରେ ନିଖୋଜ ହେବାContinue reading “ସିକ୍କିମରେ ଓଡିଆ ଯବାନ ନିଖୋଜ ଘଟଣା : ହାବିଲଦାର ସରୋଜ କୁମାର ଦାସ ସହିଦ”

କିଶୋରଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଅଭିନନ୍ଦନ : ଉଚ୍ଚକୋଟିର ପ୍ରଦର୍ଶନ ପାଇଁ ଜଣାଇଲେ ଶୁଭେଚ୍ଛା

କନକ ବ୍ୟୁରୋ : ଏସୀୟ କ୍ରୀଡାରେ ସଫଳତା ପାଇଁ ଓଡ଼ିଶାର କିଶୋର ଜେନାଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଥଲେଟ କିଶୋର ଜେନାଙ୍କ ସଫଳତା ଓଡ଼ିଆଙ୍କୁ ଗର୍ବିତ କରିଛି ବୋଲି ଫୋନେରେ କିଶୋରଙ୍କୁ କହିଛନ୍ତି ଧର୍ମେନ୍ଦ୍ର । ଫୋନରେ କଥା ହୋଇ କିଶୋରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । କିଶୋର ଏହିଭଳି ଭାବରେ ଆଗକୁ ପଦକ ଜିତିବା ସହ ସମସ୍ତଙ୍କ ହୃଦୟ ଜିତନ୍ତୁ ଏହା ମହାପ୍ରଭୁଙ୍କ ନିକଟରେ କାମନା କରିଥିବା କହିଛନ୍ତି । ଜାଭେଲିନContinue reading “କିଶୋରଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଅଭିନନ୍ଦନ : ଉଚ୍ଚକୋଟିର ପ୍ରଦର୍ଶନ ପାଇଁ ଜଣାଇଲେ ଶୁଭେଚ୍ଛା”

ଅବିଭକ୍ତ କୋରାପୁଟରେ କଂଗ୍ରେସର ଶକ୍ତି ପ୍ରଦର୍ଶନ : ବିରାଟ ରାଲି କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପିସିସି ସଭାପତି

କନକ ବ୍ୟୁରୋ : ଅବିଭକ୍ତ କୋରାପୁଟ ଜିଲ୍ଲାରେ ଶକ୍ତି ପ୍ରଦର୍ଶନ କରିଛି ରାଜ୍ୟ କଂଗ୍ରେସ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । କହିଛନ୍ତି, ଓଡ଼ିଶାର ବିକାଶ ପାଇଁ ଏକମାତ୍ର ବିକଳ୍ପ ହେଉଛି କଂଗ୍ରେସ । ରାଜ୍ୟ ସରକାର ଦେଇଥିବା କୌଣସି ପ୍ରତିଶ୍ରୁତି ପାଳନ କରିନାହାଁନ୍ତି । ୨ଲକ୍ଷ ରୋଜଗାର, ୩୧୪ ବ୍ଲକକୁ ଜଳ ଯୋଗାଣ, ୧୨ ହଜାର ସ୍କୁଲ ଗୃହ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେContinue reading “ଅବିଭକ୍ତ କୋରାପୁଟରେ କଂଗ୍ରେସର ଶକ୍ତି ପ୍ରଦର୍ଶନ : ବିରାଟ ରାଲି କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପିସିସି ସଭାପତି”

ହାତରେ ଆଉ ମାତ୍ର ୨ଦିନ । ଆସନ୍ତା ଅକ୍ଟୋବର ୭ତାରିଖ, ୨ହଜାର ଟଙ୍କିଆ ନୋଟ୍ ବଦଳିର ଶେଷ ତାରିଖ

କନକ ବ୍ୟୁରୋ : ଏବେ ବି ଆପଣଙ୍କ ପାଖରେ ରହିଛି କି ୨୦୦୦ ଟଙ୍କିଆ ନୋଟ୍ ? ତେବେ ତୁରନ୍ତ ବଦଳାଇ ନିଅନ୍ତୁ । କାହିଁକିନା ଆପଣଙ୍କ ହାତରେ ରହିଛି ଆଉ ମାତ୍ର ୨ଦିନ । ଅକ୍ଟୋବର ୭ରେ ୨୦୦୦ଟଙ୍କିଆ ନୋଟ୍ ବଦଳିର ଶେଷ ଦିନ ରହିଛି । ତେଣୁ ତୁରନ୍ତ ୨୦୦୦ଟଙ୍କିଆ ନୋଟ୍ ପାଖରେ ଥିଲେ ତୁରନ୍ତ ବ୍ୟାଙ୍କ୍ ଯାଇ ବଦଳି କରିନିଅନ୍ତୁ । ୨ହଦାର ଟଙ୍କିଆ ନୋଟ୍ ବଦଳି କରିବା ପାଇଁ ପୂର୍ବରୁ ସେପ୍ଟେମ୍ବରContinue reading “ହାତରେ ଆଉ ମାତ୍ର ୨ଦିନ । ଆସନ୍ତା ଅକ୍ଟୋବର ୭ତାରିଖ, ୨ହଜାର ଟଙ୍କିଆ ନୋଟ୍ ବଦଳିର ଶେଷ ତାରିଖ”

ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ : ବିବାଦରୁ ସଂପୂର୍ଣ୍ଣ ମୁକ୍ତି ପାଇନଥିବା ବେଳେ ବିବାହ ପାଇଁ କୋର୍ଟରେ ଆବେଦନ

କନକ ବ୍ୟୁରୋ : ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ବିବାଦରୁ ସଂପୂର୍ଣ୍ଣ ମୁକ୍ତି ପାଇନଥିବା ବେଳେ ବିବାହ ପାଇଁ କୋର୍ଟରେ ଆବେଦନ କରିଛନ୍ତି ତିର୍ତ୍ତୋଲ ବିଧାୟକ । କଟକ ସବ ରେଜିଷ୍ଟ୍ରାର ଅଫିସରେ ବିବାହ ପାଇଁ ବିଜୟଶଙ୍କର ଦାସ ଆବେଦନ କରିଥିବା ସୂଚନା ମିଳିଛି । ପୂର୍ବତନ ବାନ୍ଧବୀ ସୋମାଲିକା କୋର୍ଟରେ ବିଧାୟକ ବିଜୟଶଙ୍କରଙ୍କ ନାଁରେ କରିଥିବା ଅଭିଯୋଗରୁ ସେ କ୍ଲିନଚିଟ ପାଇନାହାନ୍ତି । ଆଉ ଏବେ ବିବାହ ପାଇଁ ଆବେଦନ କରିବାContinue reading “ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ : ବିବାଦରୁ ସଂପୂର୍ଣ୍ଣ ମୁକ୍ତି ପାଇନଥିବା ବେଳେ ବିବାହ ପାଇଁ କୋର୍ଟରେ ଆବେଦନ”

Design a site like this with WordPress.com
Get started