ବିଜେପିର ୧୨ ଘଂଟିଆ ସୁନ୍ଦରଗଡ଼ ବନ୍ଦ: ସୁସ୍ମିତା ମିଞ୍ଜ ଓ ଆଲିସ ଲୁଗୁନଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି

କନକ ବ୍ୟୁରୋ: ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଉଦିତନାଗର ଏଏସଆଇ ଆଲିସା ଲୁଗୁନଙ୍କ ମୃତ୍ୟୁୁର ସିବିଆଇ ତଦନ୍ତ ଦାବି ପାଇଁ ଚାପ ବଢିବାରେ ଲାଗିଛି । ଘଟଣାର ସିବିଆଇ ତଦନ୍ତ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ଆଜି ୧୨ ଘଂଟିଆ ସୁନ୍ଦରଗଡ ବନ୍ଦ ପାଳନ କରିଛି । ଆଉ ରାଉରକେଲା ଓ ସୁନ୍ଦରଗଡରେ ବନ୍ଦର ପ୍ରଭାବ ବି ଦେଖିବାକୁ ମିଳିିଥିଲା । ଗାଡି ଚଳାଚଳ ଠପ୍ ହୋଇଯାଇଥିଲା । ଗାଡ଼ ଚଳାଚଳContinue reading “ବିଜେପିର ୧୨ ଘଂଟିଆ ସୁନ୍ଦରଗଡ଼ ବନ୍ଦ: ସୁସ୍ମିତା ମିଞ୍ଜ ଓ ଆଲିସ ଲୁଗୁନଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି”

ଲୋକସଭା ଭଳି ବିଧାନସଭାରେ ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ୍ ଦେବ କି ବିଜେଡି? ମହିଳା ସଂରକ୍ଷଣ ଆଇନ ଆସିବା ପରେ ଦଳ ପ୍ରାର୍ଥୀ ଖୋଜୁଥିବା ଚର୍ଚ୍ଚା

କନକ ବ୍ୟୁରୋ: ଲୋକସଭା ପରେ ବିଧାନସଭାରେ ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ ଦେବ କି ବିଜେଡି । ମହିଳା ସଂରକ୍ଷଣ ବିଲ ଆଇନରେ ପରିଣତ ହେବା ପରେ ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀ ଖୋଜୁଥିବା ଚର୍ଚ୍ଚା ହେଉଛି । ବିଜେଡିର ବିଧାୟିକା ନଥିବା ୧୦ଟି ସଂସଦୀୟ କ୍ଷେତ୍ର ଉପରେ ଫୋକସ କରିଛି ଦଳ । ଲୋକସଭା ଓ ବିଧାନସଭାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଲ ଆଇନରେ ପରିଣତ ହୋଇସାରିଛି । କିନ୍ତୁ କେବେ କାର୍ଯ୍ୟକାରୀ ହେବContinue reading “ଲୋକସଭା ଭଳି ବିଧାନସଭାରେ ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ୍ ଦେବ କି ବିଜେଡି? ମହିଳା ସଂରକ୍ଷଣ ଆଇନ ଆସିବା ପରେ ଦଳ ପ୍ରାର୍ଥୀ ଖୋଜୁଥିବା ଚର୍ଚ୍ଚା”

ଏସୀୟ କ୍ରୀଡ଼ାରେ ରୌପ୍ୟ ବିଜେତା କିଶୋର ଜେନାଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ । ଫୋନ୍ କରି ଧର୍ମେନ୍ଦ୍ର ପ୍ରଧାନ କହିଲେ, ଓଡ଼ିଆଙ୍କୁ ଗର୍ବିତ କରିଛନ୍ତି କିଶୋରଙ୍କ ସଫଳତା

କନକ ବ୍ୟୁରୋ : ଏସୀୟ କ୍ରୀଡାରେ ସଫଳତା ପାଇଁ ଓଡ଼ିଶାର କିଶୋର ଜେନାଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଥଲେଟ କିଶୋର ଜେନାଙ୍କ ସଫଳତା ଓଡ଼ିଆଙ୍କୁ ଗର୍ବିତ କରିଛି ବୋଲି ଫୋନେରେ କିଶୋରଙ୍କୁ କହିଛନ୍ତି ଧର୍ମେନ୍ଦ୍ର । ଫୋନରେ କଥା ହୋଇ କିଶୋରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । କିଶୋର ଏହିଭଳି ଭାବରେ ଆଗକୁ ପଦକ ଜିତିବା ସହ ସମସ୍ତଙ୍କ ହୃଦୟ ଜିତନ୍ତୁ ଏହା ମହାପ୍ରଭୁଙ୍କ ନିକଟରେ କାମନା କରିଥିବା କହିଛନ୍ତି । ଜାଭେଲିନContinue reading “ଏସୀୟ କ୍ରୀଡ଼ାରେ ରୌପ୍ୟ ବିଜେତା କିଶୋର ଜେନାଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ । ଫୋନ୍ କରି ଧର୍ମେନ୍ଦ୍ର ପ୍ରଧାନ କହିଲେ, ଓଡ଼ିଆଙ୍କୁ ଗର୍ବିତ କରିଛନ୍ତି କିଶୋରଙ୍କ ସଫଳତା”

ବର୍ଷ ବର୍ଷ ସମସ୍ୟା ବୁଝିଲା ନାହିଁ ପ୍ରଶାସନ । ସରକାରୀ ବ୍ୟବସ୍ଥା ଉପରୁ ଭରସା ହଟିବା ପରେ ନିଜ ଅର୍ଥ ଓ ଶ୍ରମ ଦାନରେ ରାସ୍ତା ତିଆରି କଲେ ଗ୍ରାମବାସୀ

କନକ ବ୍ୟୁରୋ : ଶୁଣିଲାନି ପ୍ରଶାସନ, ଶୁଣିଲେ ନାହିଁ ସରପଞ୍ଚ । ରାସ୍ତା ଖଣ୍ଡିଏ ପାଇଁ ଗୁହାରି କରି ଥକିଗଲେ ଗାଁ ଲୋକେ । ଶେଷରେ ପ୍ରଶାସନ ଉପରୁ ତୁଟିଲା ଭରସା । ରାସ୍ତା ପାଇଁ ବର୍ଷା ଦିନେ ହନ୍ତସନ୍ତ ହେବାପରେ ଏକାଠି ହେଲେ ଗାଁ ଲୋକେ । ଆଉ ନିଜ ପାଇଁ ନିଜେ ରାସ୍ତା ତିଆରି କରି ଅନ୍ୟ ପାଇଁ ଉଦାହରଣ ପାଲଟିଲେ । ମୟୂରଭଂଜ ବହଳଦା ବ୍ଲକ୍ ଯଶିପୁର ପଞ୍ଚାୟତର ରଙ୍ଗାମାଟିଆ ଗାଁ ।Continue reading “ବର୍ଷ ବର୍ଷ ସମସ୍ୟା ବୁଝିଲା ନାହିଁ ପ୍ରଶାସନ । ସରକାରୀ ବ୍ୟବସ୍ଥା ଉପରୁ ଭରସା ହଟିବା ପରେ ନିଜ ଅର୍ଥ ଓ ଶ୍ରମ ଦାନରେ ରାସ୍ତା ତିଆରି କଲେ ଗ୍ରାମବାସୀ”

ସୁସ୍ମିତା ମିଞ୍ଜଙ୍କ ପାଇଁ ସୁନ୍ଦରଗଡ଼ ବନ୍ଦ । ସିବିଆଇ ତଦନ୍ତ ଦାବିରେ ସୁନ୍ଦରଗଡ ମହିଳା ବିଜେପିର ୧୨ ଘଣ୍ଟିଆ ବନ୍ଦ ପାଳନ

କନକ ବ୍ୟୁରୋ : ବିଜେପିର ବନ୍ଦ ପାଳନ ବେଳେ ସୁନ୍ଦରଗଡ଼ ସହର ହୋଇଗଲା ଶୂନଶାନ୍ । କାଁ ଭାଁ ଦୁଇ ଚକିଆ ଗାଡ଼ି ରାସ୍ତାରେ ଗଡୁଥିବା ଦେଖିବାକୁ ମିଳିଥିଲା । ଦୋକାନ, ବଜାରରେ ପଡିଥିଲା ସଟର୍ । କୋଇଡ଼ା, ବଣାଇ, ରାଜଗାଙ୍ଗପୁରରେ ବି ଏହାର ପ୍ରଭାବ ପଡିଥିଲା । ରାଉରକେଲାର ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଉଦିତନଗରର ଏଏସଆଇ ଆଲିସ ଲୁଗୁନଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ହଲାବୋଲ କରିଛି ବିଜେପି । ସିବିଆଇ ତଦନ୍ତ ଦାବିରେContinue reading “ସୁସ୍ମିତା ମିଞ୍ଜଙ୍କ ପାଇଁ ସୁନ୍ଦରଗଡ଼ ବନ୍ଦ । ସିବିଆଇ ତଦନ୍ତ ଦାବିରେ ସୁନ୍ଦରଗଡ ମହିଳା ବିଜେପିର ୧୨ ଘଣ୍ଟିଆ ବନ୍ଦ ପାଳନ”

ସିକ୍କିମ୍ ବୁଲିବାକୁ ଯାଇ ଫସିଗଲେ ଓଡିଆ ଦମ୍ପତି । ୨ ଦିନ ହେଲା ପ୍ରଳୟଙ୍କରୀ ବନ୍ୟାରେ ଫସି ଯାଇଛନ୍ତି ଚୌଦ୍ୱାରର ଦମ୍ପତି

କନକ ବ୍ୟୁରୋ : ସିକ୍କିମ୍ ବନ୍ୟାରେ ଫସି ରହିଛନ୍ତି ଓଡିଆ ଦମ୍ପତି । ବୁଲିବାକୁ ଯାଇ ପ୍ରାକୃତିକ ପ୍ରଳୟରେ ଫସି ଯାଇଛନ୍ତି । ଫସି ରହିଥିବା ଦମ୍ପତିଙ୍କୁ ଉଦ୍ଧାର କରିବା ପାଇଁ ନିବେଦନ କରିଛନ୍ତି ପରିବାର ଲୋକ । କଟକ ଚୌଦ୍ୱାର ଅଞ୍ଚଳର ଦମ୍ପତି ଦିବାନ ସୁବୁଦ୍ଧିରାୟ ଓ ସୀମା ସୁବୁଦ୍ଧିରାୟ ସିକିମରେ ଫସି ରହିଛନ୍ତି । ସାଙ୍ଗମାନଙ୍କ ସହ ଏହି ଦମ୍ପତି ଦାର୍ଜିଲିଂକୁ ବୁଲିବାକୁ ଯାଇଥିଲେ । ହେଲେ ସେଠାରେ ପ୍ରକୃତି ରଚିଥିବା ତାଣ୍ଡବ ତାଙ୍କContinue reading “ସିକ୍କିମ୍ ବୁଲିବାକୁ ଯାଇ ଫସିଗଲେ ଓଡିଆ ଦମ୍ପତି । ୨ ଦିନ ହେଲା ପ୍ରଳୟଙ୍କରୀ ବନ୍ୟାରେ ଫସି ଯାଇଛନ୍ତି ଚୌଦ୍ୱାରର ଦମ୍ପତି”

ଦୁର୍ଗା ପୂଜା ପାଇଁ ଜାରି ହେଲା ଗାଇଡଲାଇନ୍ । ରାତି ୧୨ଟା ପର୍ଯ୍ୟନ୍ତ ଚାଲିବ ସାଂସ୍କୃତିକ କାର୍ଯ୍ୟକ୍ରମ

କନକ ବ୍ୟୁରୋ : ପୂଜା ପାଇଁ ଚଳଚଞ୍ଚଳ ରାଜଧାନୀ । ଏଥର ଭୁବନେଶ୍ୱରର ବିଭିନ୍ନ ମଣ୍ଡପରେ ପୂଜା ପାଇବେ ୧୮୩ଟି ମୃଣ୍ମୟୀ ମୂର୍ତି । ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାର ସହ କରିବାକୁ ଅଣ୍ଟା ଭିଡ଼ିଛି ପ୍ରଶାସନ । ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି ଟ୍ରାଫିକ୍ ନିୟନ୍ତ୍ରଣ ଓ ଆଇନ୍ ଶୃଙ୍ଖଳା । ପୂଜା ପାଇଁ ନିୟମକୁ ସାମାନ୍ୟ କୋହଳ କରାଯାଇଛି । ୧୦ଟା ପରିବର୍ତେ ରାତି ୧୨ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅନୁମତି ମିଳିଛି ।Continue reading “ଦୁର୍ଗା ପୂଜା ପାଇଁ ଜାରି ହେଲା ଗାଇଡଲାଇନ୍ । ରାତି ୧୨ଟା ପର୍ଯ୍ୟନ୍ତ ଚାଲିବ ସାଂସ୍କୃତିକ କାର୍ଯ୍ୟକ୍ରମ”

ନବ ଦାସ ହତ୍ୟା ମାମଲାରେ ସାକ୍ଷ୍ୟ ଗ୍ରହଣ ଆରମ୍ଭ । ଭିସି ଯୋଗେ ହାଜର ହେଲେ ଅଭିଯୁକ୍ତ ଗୋପାଳ ଦାସ

କନକ ବ୍ୟୁରୋ : ନବ ଦାସ ହତ୍ୟା ମାମଲାରେ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଛି । ଭିସି ଯୋଗେ ହାଜର ହୋଇଛି ଅଭିଯୁକ୍ତ ଗୋପାଳ ଦାସ । ଚୌଦ୍ୱାରରୁ ଭିସି ଯୋଗେ ହାଜର ହେଲେ ଗୋପାଳ । ପ୍ରଥମ ଦିନରେ ୨ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିବା ସରକାରୀଙ୍କ ଓକିଲ ସୂଚନା ଦେଇଛନ୍ତି । ନବ ଦାସଙ୍କ ହତ୍ୟା ମାମଲାରେ ଗତମାସରେ ଗୋପାଳ ଦାସ ବିରୋଧରେ ଚାର୍ଜଫ୍ରେମ ହୋଇଥିଲା । କ୍ରାଇମବ୍ରାଂଚ ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟ୍ ଆଧାରରେContinue reading “ନବ ଦାସ ହତ୍ୟା ମାମଲାରେ ସାକ୍ଷ୍ୟ ଗ୍ରହଣ ଆରମ୍ଭ । ଭିସି ଯୋଗେ ହାଜର ହେଲେ ଅଭିଯୁକ୍ତ ଗୋପାଳ ଦାସ”

ଶାନ୍ତି ଶୃଙ୍ଖଳାରେ ହେବ ଦୁର୍ଗା ପୂଜା । ପାର୍ବଣକୁ କ୍ରାଇମ୍-ଫ୍ରି କରିବା ପାଇଁ ପ୍ରସ୍ତୁତ ହେଉଛି କମିଶନରେଟ୍ ପୋଲିସ

କନକ ବ୍ୟୁରୋ : ଦୁର୍ଗାପୂଜା ପାଇଁ କମିଶନରେଟ୍ ପୋଲିସର ପ୍ରସ୍ତୁତି ବୈଠକ । ଦୁର୍ଗାପୂଜାକୁ ଶାନ୍ତି ଶୃଙ୍ଖଳାରେ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି କମିଶନରେଟ୍ ପୋଲିସ । ରାତି ୧୨ଟା ସୁଦ୍ଧା ମେଲୋଡି କାର୍ଯ୍ୟକ୍ରମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଭସାଣ ବେଲେ ଭାଇବ୍ରେଟ୍ ମ୍ୟୁଜିକ୍ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି । ପୂଜାକୁ କିପରି କ୍ରାଇମ-ଫ୍ରି କରାଯିବ ସେନେଇ ମଧ୍ୟ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଉଛି । ସହର,Continue reading “ଶାନ୍ତି ଶୃଙ୍ଖଳାରେ ହେବ ଦୁର୍ଗା ପୂଜା । ପାର୍ବଣକୁ କ୍ରାଇମ୍-ଫ୍ରି କରିବା ପାଇଁ ପ୍ରସ୍ତୁତ ହେଉଛି କମିଶନରେଟ୍ ପୋଲିସ”

ଛାତ୍ର ସଂସଦ ନିର୍ବାଚନକୁ ନେଇ ହାଇକୋର୍ଟଙ୍କ ନୋଟିସ୍: ମୁଖ୍ୟ ଶାସନ ସଚିବ, ଉଚ୍ଚଶିକ୍ଷା ବିଭାଗକୁ ନୋଟିସ୍

କନକ ବ୍ୟୁରୋ: ଛାତ୍ର ସଂସଦ ନିର୍ବାଚନ ନେଇ ହାଇକୋର୍ଟଙ୍କ ନୋଟିସ୍ । ରାଜ୍ୟ ମୁଖ୍ୟ ଶାସନ ସଚିବ, ଉଚ୍ଚଶିକ୍ଷା ବିଭାଗ ସଚିବ ଓ ଗଣଶିକ୍ଷା ବିଭାଗ ସଚିବଙ୍କୁ ନୋଟିସ୍ କରିଛନ୍ତି ହାଇକୋର୍ଟ । ସପ୍ତାହକ ଭିତରେ ନୋଟିସର ଜବାବ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ନିଷ୍ପତିକୁ ବିରୋଧ କରି ଏବିଭିପି ପକ୍ଷରୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ଆବେଦନକାରୀ ଦର୍ଶାଇଛନ୍ତି, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଏକContinue reading “ଛାତ୍ର ସଂସଦ ନିର୍ବାଚନକୁ ନେଇ ହାଇକୋର୍ଟଙ୍କ ନୋଟିସ୍: ମୁଖ୍ୟ ଶାସନ ସଚିବ, ଉଚ୍ଚଶିକ୍ଷା ବିଭାଗକୁ ନୋଟିସ୍”

Design a site like this with WordPress.com
Get started