ଏତେ ବଡ ଆୟୋଜନ, ହେଲେ କାହିଁକି ହେଲାନି ଓପନିଂ ସେରେମନୀ? ଜାଣନ୍ତୁ, ଏହା ପଛର କାରଣ…

କନକ ବ୍ୟୁରୋ: ବହୁ ଦିନ ଧରି ଯାହାକୁ ସମସ୍ତଙ୍କର ଅପେକ୍ଷା ଥିଲା ଏବେ ସେହି ଦିନ ଆସିସାରିଛି । ଆଜିଠୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟର ମହାକୁମ୍ଭ ଦିନିକିଆ ବିଶ୍ୱକପ୍ । ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜି ମୁହାଁମୁହିଁ ହେବାକୁ ଯାଉଛନ୍ତି ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ । ତେବେ ଏହା ପୂର୍ବରୁ ସୋସିଆଲ୍ ମିଡିଆଠୁ ଆରମ୍ଭ କରି ସବୁଠୁ ଗୋଟିଏ କଥା ଚର୍ଚ୍ଚାରେ ରହିଛି । ଏଥର ବିଶ୍ୱକପ୍ ମ୍ୟାଚ୍ ପୂର୍ବରୁ କାହିଁକି ହେଲାନି ଓପନିଂContinue reading “ଏତେ ବଡ ଆୟୋଜନ, ହେଲେ କାହିଁକି ହେଲାନି ଓପନିଂ ସେରେମନୀ? ଜାଣନ୍ତୁ, ଏହା ପଛର କାରଣ…”

ପାର୍ବଣ ପୂର୍ବରୁ ଶସ୍ତା ହେଲା ସୁନା : ମାସକରେ ୨ ହଜାର ଟଙ୍କା ଖସିଲା ଦର; ସେପଟେ, ରୁପା କମିଲା ୭ ହଜାର ଟଙ୍କା

କନକ ବ୍ୟୁରୋ : ପାର୍ବଣ ପୂର୍ବରୁ ଶସ୍ତା ହେଲା ସୁନା । ମାସକରେ ୨ହଜାର ଟଙ୍କା ଖସିଛି ସୁନା ଦର । କେବଳ ଚଳିତ ମାସ ୫ଦିନ ଭିତରେ ୧୧୦୦ ଟଙ୍କା ଶସ୍ତା ହୋଇଛି ସୁନା । ରାଜଧାନୀରେ ଆଜି ୨୪ କ୍ୟାରେଟ ସୁନା ଦର ୫୬ହଜାର ୮୦୦, ୨୨ କ୍ୟାରେଟର ଦର ୫୨ହଜର ୪୦୦ ଟଙ୍କା ଓ ୧୮ କ୍ୟାରେଟ ସୁନା ଦର ୪୩ହଜାର ୨୦୦ ଟଙ୍କା ରହିଛି । ଖାଲି ସୁନା ନୁହେଁ ରୁପାContinue reading “ପାର୍ବଣ ପୂର୍ବରୁ ଶସ୍ତା ହେଲା ସୁନା : ମାସକରେ ୨ ହଜାର ଟଙ୍କା ଖସିଲା ଦର; ସେପଟେ, ରୁପା କମିଲା ୭ ହଜାର ଟଙ୍କା”

ସିକ୍କିମ୍ ବନ୍ୟାରେ ନିଖୋଜ ଓଡିଆ ଯବାନଙ୍କ ମିଳୁନି ପତ୍ତା : ପୁଅ ସୁରକ୍ଷିତ ଅବସ୍ଥାରେ ଘରକୁ ଫେରିବା ପାଇଁ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ସହ ସଂକିର୍ତନ

କନକ ବ୍ୟୁରୋ : ସିକ୍କିମ୍ ବନ୍ୟାରେ ନିଖୋଜ ୨୨ ଯବାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ଯବାନ । ସେନାରେ କାମ କରୁଥିବା ହାବିଲଦାର୍ ସରୋଜ କୁମାର ଦାସ ସିକ୍କିମ୍ ବନ୍ୟାରେ ନିଖୋଜ ହୋଇ ଯାଇଛନ୍ତି । ଢେଙ୍କାନାଳ କାମାକ୍ଷାନଗର ଥାନା ଦିଘି ପଂଚାୟତ କେନ୍ଦୁଢିପ ଗ୍ରାମରେ ସରୋଜଙ୍କ ଘର । ସରୋଜ ନିଖୋଜ ଖବର ଜଣାପଡ଼ିବା ପରେ ଘରେ ଶୋକାକୂଳ ପରିବେଷ ସୃଷ୍ଟି ହୋଇଛି । କାନ୍ଦ ବୋବାଳିରେ ଫାଟି ପଡୁଛି ଘର । ସରୋଜଙ୍କ ବନ୍ୟାରେ ନିଖୋଜContinue reading “ସିକ୍କିମ୍ ବନ୍ୟାରେ ନିଖୋଜ ଓଡିଆ ଯବାନଙ୍କ ମିଳୁନି ପତ୍ତା : ପୁଅ ସୁରକ୍ଷିତ ଅବସ୍ଥାରେ ଘରକୁ ଫେରିବା ପାଇଁ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ସହ ସଂକିର୍ତନ”

ଦୁଇ ପିଲାଙ୍କ ଯତ୍ନ ନେଲେ ମାସକୁ ମିଳିବ ୮୩ ଲକ୍ଷ ଦରମା । ଶିଳ୍ପପତି ରାମସ୍ୱାମୀଙ୍କ ବିଜ୍ଞାପନ

କନକ ବ୍ୟୁରୋ: ଦୁଇ ପିଲାଙ୍କ ଦେଖାଶୁଣା କରିବା ମହିଳାଙ୍କୁ ମାସକୁ ମିଳିବ ପାଖାପାଖି ୮୩ ଲକ୍ଷ ଟଙ୍କ ଦରମା । ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଶିଳ୍ପପତି ବିବେକ ରାମସ୍ୱାମୀ ଦେଇଛନ୍ତି ଏଭଳି ବିଜ୍ଞାପନ । କିନ୍ତୁ ଏଥିପାଇଁ ରଖିଛନ୍ତି କିଛି ସର୍ତ୍ତ । ଯେଉଁମାନେ ସେ ରଖିଥିବା ସର୍ତ୍ତକୁ ମାନିବେ ତାଙ୍କୁ ହିଁ ଏତିକି ଦରମା ମିଳିବ । ବିବେକ ରାମସ୍ୱାମୀଙ୍କ ସର୍ତ୍ତ ଅନୁସାରେ ପିଲାଙ୍କ ଯତ୍ନ ନେବାକୁ ଥିବା ଆୟାଙ୍କ ବୟସ ୨୧ କିମ୍ବାContinue reading “ଦୁଇ ପିଲାଙ୍କ ଯତ୍ନ ନେଲେ ମାସକୁ ମିଳିବ ୮୩ ଲକ୍ଷ ଦରମା । ଶିଳ୍ପପତି ରାମସ୍ୱାମୀଙ୍କ ବିଜ୍ଞାପନ”

ବିଶ୍ୱକପ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତଙ୍କ ବଡ ବୟାନ । ସାଥୀ ଖେଳାଳୀଙ୍କ ପାଇଁ ଦେଲେ ଗୁରୁମନ୍ତ୍ର, କହିଲେ… ।

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେଉଛି ବିଶ୍ୱକପ ମହାକୁମ୍ଭ । ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମୁକାବିଲା ଖେଳାଯିବ । ତେବେ ବିଶ୍ୱକପ ଆରମ୍ଭ ପୂର୍ବରୁ ଫଟୋ ସେସନରେ ଏକାଠି ହୋଇଥିଲେ ୧୦ ଦଳର ଅଧିନାୟକ । ବିଶ୍ୱକପ ଫଟୋ ସେସନ ପରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ବଡ ବୟାନ ଦେଇଛନ୍ତି । ରୋହିତ କହିଛନ୍ତି, ଏବେ ନିଜ ଲକ୍ଷ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବାର ସମୟ ଆସିଛି । ଭାରତContinue reading “ବିଶ୍ୱକପ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତଙ୍କ ବଡ ବୟାନ । ସାଥୀ ଖେଳାଳୀଙ୍କ ପାଇଁ ଦେଲେ ଗୁରୁମନ୍ତ୍ର, କହିଲେ… ।”

ସଞ୍ଜୟ ସିଂହଙ୍କ ପରେ ଟାର୍ଗେଟରେ ୩ ଦଳର ଏହି ନେତା । ଗୋଟିଏ ଦିନରେ ଏକାଥରେ ୪ ରାଜ୍ୟରେ ଇଡି ଓ ଆଇଟି ରେଡ୍

କନକ ବ୍ୟୁରୋ: ଅବକାରୀ ଦୁର୍ନୀତି ମାମଲାରେ ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁ ଗିରଫ କରାଯିବା ପରେ ଏବେ ଇଡି ଓ ଆଇଟି ଟାର୍ଗେଟରେ ୩ ଦଳର ଏକାଧିକ ନେତା । ଦିଲ୍ଲୀର କଥିତ ଅବକାରୀ ଦୁର୍ନୀତି ମାମଲାରେ ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁୁ ଗିରଫ କରାଯିବା ପରେ ଅନ୍ୟ ଦଳର ନେତାଙ୍କ ଘରେ ଚଢଉ କରିଛନ୍ତି ଉଭୟ ଆଇଟି ଓ ଇଡି । ଚେନ୍ନାଇରେ ଡିଏମକେ ସାଂସଦ ଏସ୍ ଜଗତରକ୍ଷକଙ୍କ ଅବାସରେ ମଧ୍ୟ ଆଇଟି ଛାନବିନ୍ କରିଛିContinue reading “ସଞ୍ଜୟ ସିଂହଙ୍କ ପରେ ଟାର୍ଗେଟରେ ୩ ଦଳର ଏହି ନେତା । ଗୋଟିଏ ଦିନରେ ଏକାଥରେ ୪ ରାଜ୍ୟରେ ଇଡି ଓ ଆଇଟି ରେଡ୍”

ଓଟିପି ସେୟାରିଂ ମାମଲା : ଏସଟିଏଫ ହାତରେ ସାଂଘାତିକ ତଥ୍ୟ; ଭାରତର ଗୁପ୍ତ ତଥ୍ୟ ଦେବା ପାଇଁ ପାକିସ୍ତାନୀ ଏଜେଣ୍ଟଙ୍କଠୁ ୮୫ ଲକ୍ଷ ଆଣିଥିଲା ଅଭିଯୁକ୍ତ

କନକ ବ୍ୟୁରୋ : ଓଟିପି ସେୟାରିଂ ମାମଲାରେ ଏସଟିଏଫ ହାତରେ ସାଙ୍ଘାତିକ ତଥ୍ୟ । ଦେଶଦ୍ରୋହ, ମନି ଟ୍ରାଞ୍ଜାକ୍ସନ, ସନ୍ଦିଗ୍ଧ ମହିଳାଙ୍କ ସମ୍ପର୍କରେ ମିଳିଛି ସୁରାକ । ଭାରତରୁ ଗୁପ୍ତ ତଥ୍ୟ ପାଇବା ପାଇଁ କୋଟି କୋଟି ଖର୍ଚ୍ଚ କରିଥିଲା ପାକିସ୍ତାନ । ରିମାଣ୍ଡ ବେଳେ ତଦନ୍ତକାରୀ ସଂସ୍ଥା ଆଗରେ ସତ କହିଲା ଅଭିଯୁକ୍ତ । ପାକିସ୍ଥାନ ଏଜେଣ୍ଟଙ୍କ ଠାରୁ ଗୁପ୍ତ ସୂଚନା ଦେବାକୁ ଅଭିଯୁକ୍ତ ଆଣିଥିଲା ୮୫ ଲକ୍ଷ । ଅଭିଯୁକ୍ତ ଇକବାଲ ହୁସେନ ଆକାଉଣ୍ଟକୁContinue reading “ଓଟିପି ସେୟାରିଂ ମାମଲା : ଏସଟିଏଫ ହାତରେ ସାଂଘାତିକ ତଥ୍ୟ; ଭାରତର ଗୁପ୍ତ ତଥ୍ୟ ଦେବା ପାଇଁ ପାକିସ୍ତାନୀ ଏଜେଣ୍ଟଙ୍କଠୁ ୮୫ ଲକ୍ଷ ଆଣିଥିଲା ଅଭିଯୁକ୍ତ”

ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ : ସୋସିଆଲ ମିଡିଆରେ ଘୁରି ବୁଲୁଛି ପ୍ରଶ୍ନପତ୍ର

କନକ ବ୍ୟୁରୋ : ଆରମ୍ଭ ହୋଇଛି ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା । ହେଲେ ପରୀକ୍ଷା ଆରମ୍ଭ ପୂର୍ବରୁ ସୋସିଆଲ ମିଡିଆରେ ଘୁରି ବୁଲୁଛି ପ୍ରଶ୍ନପତ୍ର । କନକ ନ୍ୟୁଜ୍ ହାତରେ ଏହାର ପ୍ରମାଣ ଲାଗିଛି । ଲିକ୍ ହୋଇଥିବା ପ୍ରଶ୍ନ ସୋସିଆଲ ମିଡିଆରେ ଘୁରି ବୁଲୁଥିବା କହିଛନ୍ତି ପରୀକ୍ଷାର୍ଥୀ । ପ୍ରଥମ ଦିନ ଦୁଇଟି ସିଟିଂରେ ଓଡ଼ିଆ ଭାଷା ସାହିତ୍ୟ ଓ ଇଂରାଜୀ ବିଷୟ ପରୀକ୍ଷା ହୋଇଥିଲା । ହେଲେ ପରୀକ୍ଷା ଆରମ୍ଭ ହେବାର ଦିନକୁContinue reading “ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ : ସୋସିଆଲ ମିଡିଆରେ ଘୁରି ବୁଲୁଛି ପ୍ରଶ୍ନପତ୍ର”

ବୁର୍ଲା ଭିମସାରରେ ଉତ୍ତେଜନା : ଡାକ୍ତରୀ ଛାତ୍ର ଓ ସୁରକ୍ଷା କର୍ମୀ ମଧ୍ୟରେ ଗଣ୍ଡଗୋଳ; ସୁରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ

କନକ ବ୍ୟୁରୋ : ବୁର୍ଲା ଭିମସାରରେ ଡାକ୍ତରୀ ଛାତ୍ର ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ବିବାଦ । ଗଣ୍ଡଗୋଳରେ ଜଣେ ଡାକ୍ତରୀ ଛାତ୍ର ଓ ଜଣେ ସୁରକ୍ଷାକର୍ମୀ ଆହତ ହୋଇଥିବା ସୂଚନା ମିଳିଛି । ଘଟଣା ପରେ ବୁର୍ଲା ମେଡିକାଲରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ସୂଚନା ଅନୁସାରେ ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ଜଣେ ପିଜି ଡାକ୍ତର ଓ ଜଣେ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ପରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା ।Continue reading “ବୁର୍ଲା ଭିମସାରରେ ଉତ୍ତେଜନା : ଡାକ୍ତରୀ ଛାତ୍ର ଓ ସୁରକ୍ଷା କର୍ମୀ ମଧ୍ୟରେ ଗଣ୍ଡଗୋଳ; ସୁରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ”

ତୀରନ୍ଦାଜୀରେ ଭାରତକୁ ସ୍ୱର୍ଣ୍ଣ । ତୀରନ୍ଦାଜୀରେ ଆଦିତି, ଜ୍ୟୋତି ଓ ପରନୀତ୍ କୌରଙ୍କୁ ସ୍ୱର୍ଣ୍ଣ ,ଏବେ ସୁଦ୍ଧା ଭାରତକୁ ୮୨ ପଦକ

କନକ ବ୍ୟୁରୋ: ଏସୀୟ କ୍ରୀଡ଼ାର ୧୯ତମ ସଂସ୍କରଣରେ ଭାରତ ନିଜର ଆଧିପତ୍ୟ ବଜାୟ ରଖିଛି। ଆଜି ପୁଣିଥରେ ତୀରନ୍ଦାଜୀରେ ଭାରତକୁ ମିଳିଛି ସ୍ୱର୍ଣ୍ଣ । ଆଦିତି, ଜ୍ୟୋତି ଓ ପରନୀତୟ କୌରଙ୍କୁ ସ୍ୱର୍ଣ୍ଣ ମିଳିଛି । ନୀରଜ ଚୋପ୍ରା ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହାପୂର୍ବରୁ ମଧ୍ୟ ତୀରନ୍ଦାଜିରେ ସ୍ୱର୍ଣ୍ଣ ପଦକ ମଧ୍ୟ ଭାରତର ଖାତାକୁ ଆସିଥିଲା। ସେହିପରି ୪୪୦୦ ରିଲେରେ ପୁରୁଷ ଦଳ ମଧ୍ୟ ଭାରତ ପାଇଁ ସୁନା ଜିତିଥିଲା । ଏସୀୟ କ୍ରୀଡ଼ାରେContinue reading “ତୀରନ୍ଦାଜୀରେ ଭାରତକୁ ସ୍ୱର୍ଣ୍ଣ । ତୀରନ୍ଦାଜୀରେ ଆଦିତି, ଜ୍ୟୋତି ଓ ପରନୀତ୍ କୌରଙ୍କୁ ସ୍ୱର୍ଣ୍ଣ ,ଏବେ ସୁଦ୍ଧା ଭାରତକୁ ୮୨ ପଦକ”

Design a site like this with WordPress.com
Get started