କନକ ବ୍ୟୁରୋ : ସିକ୍କିମ୍ ବନ୍ୟାରେ ନିଖୋଜ ୨୨ ଯବାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ଯବାନ । ସେନାରେ କାମ କରୁଥିବା ହାବିଲଦାର୍ ସରୋଜ କୁମାର ଦାସ ସିକ୍କିମ୍ ବନ୍ୟାରେ ନିଖୋଜ ହୋଇ ଯାଇଛନ୍ତି । ଢେଙ୍କାନାଳ କାମାକ୍ଷାନଗର ଥାନା ଦିଘି ପଞ୍ଚାୟତ କେନ୍ଦୁଢିପ ଗ୍ରାମରେ ସରୋଜଙ୍କ ଘର । ସରୋଜ ନିଖୋଜ ଖବର ଜଣାପଡ଼ିବା ପରେ ଘରେ ଶୋକାକୂଳ ପରିବେଷ ସୃଷ୍ଟି ହୋଇଛି । କାନ୍ଦ ବୋବାଳିରେ ଫାଟି ପଡୁଛି ଘର । ୨୦୧୨ରେ ସେନାContinue reading “ସିକ୍କିମ୍ ବନ୍ୟାରେ ନିଖୋଜ ଓଡିଆ ଯବାନଙ୍କ ମିଳୁନି ପତ୍ତା : କାନ୍ଦ ବୋବାଳିରେ ଫାଟି ପଡ଼ୁଛି ସରୋଜ କୁମାରଙ୍କ ଘର”
Tag Archives: News
ମମତା ସରକାରଙ୍କ ମନ୍ତ୍ରୀ ରଥିନ ଘୋଷଙ୍କ ଆବାସ ସହ ୧୩ ସ୍ଥାନରେ ଇଡି ରେଡ୍ । ନଗରପାଳିକା ନିଯୁକ୍ତିରେ ଦୁର୍ନୀତି ମାମଲାରେ ଚଢଉ
କନକ ବ୍ୟୁରୋ: ପଶ୍ଚିମବଙ୍ଗ ମମତା ସରକାରରେ ମନ୍ତ୍ରୀ ଥିବା ରଥିନ ଘୋଷଙ୍କ ଆବାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚଢଉ କରିଛି । ଏହି କାର୍ଯ୍ୟାନୁଷ୍ଠାନ ନଗରପାଳିକାରେ ନିଯୁକ୍ତିରେ ଦୁର୍ନୀତି ହୋଇଥିବା ନେଇ କଥିତ ସମ୍ପୃକ୍ତି ନେଇ ହୋଇଛି । ରଥିନଙ୍କ ସରକାରୀ ଆବାସ ସହ ୧୩ଟି ସ୍ଥାନରେ ଚଢଉ କରିଛି ଇଡି । ମଧ୍ୟମଗ୍ରାମ ଆସନରୁ ବିଧାୟକ ଥିବା ରଥିନ୍ ଏବେ ମମତା ସରକାରଙ୍କ ଖାଦ୍ୟ ଓ ଆପୂର୍ତ୍ତି ମନ୍ତ୍ରୀ ଅଛନ୍ତି । ଏହାପୂର୍ବରୁ ସେ ମଧ୍ୟମଗ୍ରାମ ନଗରପାଳିକାରContinue reading “ମମତା ସରକାରଙ୍କ ମନ୍ତ୍ରୀ ରଥିନ ଘୋଷଙ୍କ ଆବାସ ସହ ୧୩ ସ୍ଥାନରେ ଇଡି ରେଡ୍ । ନଗରପାଳିକା ନିଯୁକ୍ତିରେ ଦୁର୍ନୀତି ମାମଲାରେ ଚଢଉ”
ବହୁ ଚର୍ଚ୍ଚିତ ଓଡିଆ ଫିଲ୍ମ ‘ମାଇଣ୍ଡ ଗେମ’ର ସ୍ପେଶାଲ ସ୍କ୍ରିନିଂ : ମୁକ୍ତିଲାଭ କରିବା ପୂର୍ବରୁ ପୋଲିସମାନଙ୍କ ପାଇଁ ସ୍ୱତନ୍ତ୍ର ସୋ ଅନୁଷ୍ଠିତ
କନକ ବ୍ୟୁରୋ : ଭୁବନେଶ୍ୱର ସ୍ତୁତି ସିନେପ୍ଲେକ୍ସରେ ବହୁ ଚର୍ଚ୍ଚିତ ଓଡିଆ ଫିଲ୍ମ ମାଇଣ୍ଡ ଗେମର ସ୍ପେଶାଲ ସ୍କ୍ରିନିଂ । ଫିଲ୍ମ ଦେଖିଲେ ଓଡିଶା ପୋଲିସ ଟିମ । ଓଡିଆ ଚଳଚ୍ଚିତ୍ର ମାଇଣ୍ଡଗେମ ମୁକ୍ତିଲାଭ କରିବା ପୂର୍ବରୁ ପୋଲିସମାନଙ୍କ ପାଇଁ ସ୍ୱତନ୍ତ୍ର ସୋ ଅନୁଷ୍ଠିତ ହୋଇଛି । ଏହି ଅବସରରେ ପୋଲିସ ଡିଜି ସୁନୀଲ ବଂଶଲଙ୍କ ସମେତ କ୍ରାଇମବ୍ରାଂଚ ଏଡିଜି ଅରୁଣ ବୋଥ୍ରା ଓ ଅନ୍ୟ ବହୁ ବରିଷ୍ଠ ପୋଲିସ ଅଧିକାରୀ ଫିଲ୍ମ ମାଇଣ୍ଡଗେମ ଦେଖିଛନ୍ତି ।Continue reading “ବହୁ ଚର୍ଚ୍ଚିତ ଓଡିଆ ଫିଲ୍ମ ‘ମାଇଣ୍ଡ ଗେମ’ର ସ୍ପେଶାଲ ସ୍କ୍ରିନିଂ : ମୁକ୍ତିଲାଭ କରିବା ପୂର୍ବରୁ ପୋଲିସମାନଙ୍କ ପାଇଁ ସ୍ୱତନ୍ତ୍ର ସୋ ଅନୁଷ୍ଠିତ”
ଦିବ୍ୟାଙ୍ଗ ପାଇଲେ ନୂଆ ଜୀବନ : ବିଜୁ ମହାବୀର ଜୟପୁର ଫୁଟ୍ ସେଣ୍ଟର ଦିବ୍ୟାଙ୍ଗଙ୍କୁ କଲା ସାହାଯ୍ୟ
କନକ ବ୍ୟୁରୋ : ଦିବ୍ୟାଙ୍ଗ ପାଇଲେ ନୂଆ ଜୀବନ । ଖୋର୍ଦ୍ଧା ରାସ୍ତାରେ ତିନି ଜଣ ଦିବ୍ୟାଙ୍ଗ, ଭିକ୍ଷା ମାଗୁଥିବା ଖବର ପ୍ରସାରଣ ପରେ ସେମାନଙ୍କ ପାଇଁ କୃତ୍ରିମ ଗୋଡର ବ୍ୟବସ୍ଥା କରିଛି ସ୍ୱେଛାସେବୀ ସଂଗଠନ । ଗତ ମାସରେ ଏହି ଖବରଟିକୁ କନକ ନ୍ୟୁଜ୍ ପ୍ରସାରଣ କରିଥିଲା । ସେପ୍ଟେମ୍ବର ୧୨ ତାରିଖରେ ଏହି ଖବର କନକ ନ୍ୟୁଜରେ ପ୍ରସାରିତ ହୋଇଥିଲା । ଖୋର୍ଦ୍ଧା ରାସ୍ତାରେ ଡହ ଡହ ଖରାରେ ତିନି ଜଣ ଦିବ୍ୟାଙ୍ଗ ଭିକ୍ଷାContinue reading “ଦିବ୍ୟାଙ୍ଗ ପାଇଲେ ନୂଆ ଜୀବନ : ବିଜୁ ମହାବୀର ଜୟପୁର ଫୁଟ୍ ସେଣ୍ଟର ଦିବ୍ୟାଙ୍ଗଙ୍କୁ କଲା ସାହାଯ୍ୟ”
ଷ୍ଟାର କ୍ରିକେଟରଙ୍କ ଛାଡପତ୍ର । ଶିଖର ଧୱନ ଓ ପତ୍ନୀ ଆୟେଶାଙ୍କ ଛାଡପତ୍ରକୁୁ ମଂଜୁରୀ ଦେଲେ କୋର୍ଟ
କନକ ବ୍ୟୁରୋ: ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ଶିଖର ଧୱନ ପତ୍ନୀଙ୍କ ବିରୋଧରେ କରିଥିବା ଛାଡପତ୍ର ମାମଲାରେ ଶେଷରେ ତୁଟିଛି । ପଟିଆଲା ହାଉସ୍ କୋର୍ଟ ଶିଖର ଓ ପତ୍ନୀ ଆୟେଶାଙ୍କ ଛାଡପତ୍ରକୁ ମଂଜୁରୀ ଦେଇଛନ୍ତି । ପତ୍ନୀଙ୍କ ବିରୋଧରେ ଶିଖର କରିଥିବା ଅଭିଯୋଗକୁ ଗ୍ରହଣ କରି କୋର୍ଟ ଏହି ଛାଡପତ୍ରକୁ ମଂଜୁରୀ ଦେଇଛନ୍ତି । ତାଙ୍କର ଏକମାତ୍ର ପୁଅକୁ ତାଙ୍କଠାରୁ ଅଲଗା ରଖିବା ସହ ତାଙ୍କୁ ମାନସିକ ଯନ୍ତ୍ରଣା ଦେଇଥିବା ଅଭିଯୋଗ ଆଣିଥିଲେ ଶିଖରContinue reading “ଷ୍ଟାର କ୍ରିକେଟରଙ୍କ ଛାଡପତ୍ର । ଶିଖର ଧୱନ ଓ ପତ୍ନୀ ଆୟେଶାଙ୍କ ଛାଡପତ୍ରକୁୁ ମଂଜୁରୀ ଦେଲେ କୋର୍ଟ”
ସୁନାମୀ ପୂର୍ବରୁ କେମିତି ସତର୍କ ରହିବେ ହେଲା ମକଡ୍ରିଲ୍ : ସାଇରନ୍ ବାଜିଲା ସୁନାମୀ ଭୟରେ ଘର ଛାଡିଲେ ଲୋକେ
କନକ ବ୍ୟୁରୋ : ଅସ୍ତରଙ୍ଗ ବ୍ଲକରେ ସୁନାମୀ ସଚେତନତା ମକଡ୍ରିଲ । ସାଇରନ ବାଜିଲା, ସୁନାମୀ ଭୟରେ ଘର ଛାଡି ସୁରକ୍ଷିତ ସ୍ଥାନକୁ ଦୌଡିଲେ ଲୋକେ । ସୁନୀ ପୂର୍ବରୁ କେମିତି ସତର୍କ ରହିବେ ସେ ସଂପର୍କରେ ମକଡ୍ରିଲ କରାଯାଇଛି । ଇଣ୍ଡିଆନ ଓସେନ ସୁନାମୀ ପ୍ରୋଗ୍ରାମ ଓଷଡମା ପକ୍ଷରୁ ଅସ୍ତରଙ୍ଗ ବ୍ଲକର ୬ଟି ଗାଁରେ ସୁନାମୀ ମକଡ୍ରିଲ କରାଯାଇଛି । ପୁରୀ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନର ଅଧିକାରୀମାନେ ଆସି ଲୋକଙ୍କୁ ସୁନାମୀ ସଂପର୍କରେContinue reading “ସୁନାମୀ ପୂର୍ବରୁ କେମିତି ସତର୍କ ରହିବେ ହେଲା ମକଡ୍ରିଲ୍ : ସାଇରନ୍ ବାଜିଲା ସୁନାମୀ ଭୟରେ ଘର ଛାଡିଲେ ଲୋକେ”
ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ : କଟକ ସବ ରେଜିଷ୍ଟ୍ରାର ଅଫିସରେ ବିବାହ ପାଇଁ କଲେ ଆବେଦନ
କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ବିବାଦରୁ ସଂପୂର୍ଣ୍ଣ ମୁକ୍ତି ପାଇନଥିବା ବେଳେ ବିବାହ ପାଇଁ କୋର୍ଟରେ ଆବେଦନ କରିଛନ୍ତି ତିର୍ତ୍ତୋଲ ବିଧାୟକ । କଟକ ସବ ରେଜିଷ୍ଟ୍ରାର ଅଫିସରେ ବିବାହ ପାଇଁ ବିଜୟଶଙ୍କର ଦାସ ଆବେଦନ କରିଥିବା ସୂଚନା ମିଳିଛି । ପୂର୍ବତନ ବାନ୍ଧବୀ ସୋମାଲିକା କୋର୍ଟରେ ବିଧାୟକ ବିଜୟଶଙ୍କରଙ୍କ ନାଁରେ କରିଥିବା ଅଭିଯୋଗରୁ ସେ କ୍ଲିନଚିଟ ପାଇନାହାନ୍ତି । ଆଉ ଏବେ ବିବାହ ପାଇଁ ଆବେଦନContinue reading “ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ : କଟକ ସବ ରେଜିଷ୍ଟ୍ରାର ଅଫିସରେ ବିବାହ ପାଇଁ କଲେ ଆବେଦନ”
ସିକ୍କିମ ପ୍ରଳୟଙ୍କାରୀ ବନ୍ୟାରେ ଗଲାଣୀ ୧୪ଜଣଙ୍କ ଜୀବନ : ଏବେବି ୨୨ ଯବାନଙ୍କ ସହ ୧୦୨ ଜଣ ନିଖୋଜ
କନକ ବ୍ୟୁରୋ : ମଙ୍ଗଳବାର ରାତିରେ ବାଦଳଫଟା ବର୍ଷା ଯୋଗୁଁ ରାଜ୍ୟର ସ୍ଥିତି ସଙ୍ଗୀନ ହୋଇ ପଡିଛି । ଭୟଙ୍କର ବନ୍ୟା ଯୋଗୁ ୧୪ ଜଣଙ୍କ ଜୀବନ ଯାଇଛି । ଏଥିରେ ୨୬ ଜଣ ଆହତ ହୋଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ବନ୍ୟାର ପ୍ରଖର ସ୍ରୋତରେ ଭାରତୀୟ ସେନାର ୨୨ ଜଣ ଯବାନଙ୍କ ସମେତ ୧୦୨ ନିଖୋଜ ଅଛନ୍ତି । ବାଦଳଫଟା ବର୍ଷା ଯୋଗୁଁ ୨୩ ଜଣ ଯବାନ ଭାସି ଯାଇଥିଲେ । ସେମାନଙ୍କContinue reading “ସିକ୍କିମ ପ୍ରଳୟଙ୍କାରୀ ବନ୍ୟାରେ ଗଲାଣୀ ୧୪ଜଣଙ୍କ ଜୀବନ : ଏବେବି ୨୨ ଯବାନଙ୍କ ସହ ୧୦୨ ଜଣ ନିଖୋଜ”
ନିଜ ହଜାଇ ଦେଲା ଲଘୁଚାପଜନିତ ବର୍ଷା : ୩ ଗାଁର ପ୍ରାୟ ୨୫୦ ପରିବାର ୩ ଦିନ ହେଲା ଜଳବନ୍ଦୀ
କନକ ବ୍ୟୁରୋ : ନିଜ ହଜାଇଦେଲା ଲଘୁଚାପଜନିତ ବର୍ଷା । ତିନି ଦିନର ପ୍ରବଳ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକରେ ଜଳବନ୍ଦୀ ସମସ୍ୟା ଦେଖା ଦେଇଛି । ଭୀଷଣ ବର୍ଷା ଯୋଗୁଁ ଜଳକାପଡିଆ, କପାସୁଡଦା ଓ ସାରକାତିଆ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଏହି ୩ ଗାଁର ପ୍ରାୟ ୨୫୦ ପରିବାର ୩ ଦିନ ହେଲା ଜଳବନ୍ଦୀ ହୋଇ ରହିଛନ୍ତି । ଜଳ ନିଷ୍କାସନ ପଥ ପରିଷ୍କାର ନଥିବାରୁ ରାସ୍ତା ଉପରେContinue reading “ନିଜ ହଜାଇ ଦେଲା ଲଘୁଚାପଜନିତ ବର୍ଷା : ୩ ଗାଁର ପ୍ରାୟ ୨୫୦ ପରିବାର ୩ ଦିନ ହେଲା ଜଳବନ୍ଦୀ”
IPS ପାଇଁ ପ୍ରସ୍ତୁତ ହେଉଥିଲେ ମୋନା , ହେଡ କନଷ୍ଟେବଳଙ୍କ ଏକତରଫା ପ୍ରେମ ନେଲା ଜୀବନ
କନକ ବ୍ୟୁରୋ: ୨ ବର୍ଷ ପରେ ଖୋଲିଲା ଦିଲ୍ଲୀ ଲେଡି କନଷ୍ଟେବଳଙ୍କ ହତ୍ୟା ରହସ୍ୟ । ଏକ ତରଫା ପ୍ରେମକୁ ନେଇ ଅନେକ ହତ୍ୟା ଘଟଣା ଆପଣ ଶୁଣିଥିବେ । କିନ୍ତୁ , ୨ ବର୍ଷ ପରେ ଦିଲ୍ଲୀରେ ମହିଳା କନଷ୍ଟେବଳଙ୍କ ହତ୍ୟାର ରହସ୍ୟ ସମସ୍ତଙ୍କୁ ଚମକାଇ ଦେଇଛି । ଏହି ଘଟଣାରେ ସବୁଠୁ ଖାସ କଥା ହେଉଛି ଏଥିରେ ହତ୍ୟାକାରୀ ଅନ୍ୟ କେହି ନୁହେଁ ବରଂ ମୃତ ମହିଳା କନଷ୍ଟେବଳଙ୍କ ସହ କାର୍ଯ୍ୟରତ ହେଡ କନଷ୍ଟେବଳContinue reading “IPS ପାଇଁ ପ୍ରସ୍ତୁତ ହେଉଥିଲେ ମୋନା , ହେଡ କନଷ୍ଟେବଳଙ୍କ ଏକତରଫା ପ୍ରେମ ନେଲା ଜୀବନ”