କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଉପରେ ପ୍ରଶ୍ନ ଉଠାଇଲେ ସିଏଜି । ରାଜ୍ୟର ଗ୍ରାମାଂଚଳରେ ୮ ଲକ୍ଷ ୫୯ ହଜାର ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି । ସିଏଜି ତାଙ୍କ ରିପୋର୍ଟରେ ଏହା ଦର୍ଶାଇଛନ୍ତି । ସରକାରୀ ବ୍ୟବସ୍ଥା ଅନୁସାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣର ହିତାଧିକାରୀଙ୍କୁ ରାଜ୍ୟ ସରକାର ଚିହ୍ନଟ କରିଥାନ୍ତି । ହେଲେ ସିଏଜି ରିପୋର୍ଟରେ କୁହାଯାଇଛି ଗ୍ରାମସଭା ଦ୍ୱାରା ଯୋଗ୍ୟ ୮ ଲକ୍ଷ ୫୯ ହଜାର ଲୋକଙ୍କୁ ସ୍ଥାୟୀContinue reading “ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଉପରେ ପ୍ରଶ୍ନ ଉଠାଇଲେ ସିଏଜି : ଘର ପାଇବାରୁ ବଞ୍ଚିତ ଗ୍ରାମାଞ୍ଚଳର ୮ ଲକ୍ଷରୁ ଅଧିକ ହିତାଧିକାରୀ”
Tag Archives: News
କାହିଁକି ଅଳ୍ପ ସମୟ କଲେ ଷ୍ଟେଜ୍ ସୋ… ତାତିଲେ ଦର୍ଶକ : ନିଶାଙ୍କ ପାଇଁ ଯାତ୍ରା ପେଣ୍ଡାଲରେ ଉଡିଲା ଚେୟାର
କନକ ବ୍ୟୁରୋ : ନିଶାଙ୍କ ପାଇଁ ଯାତ୍ରା ପେଣ୍ଡାଲରେ ଉଡ଼ିଲା ଚେୟାର । କାହିଁକି ନିଶା ମହାରଣା ଅଳ୍ପ ସମୟ ପାଇଁ ଷ୍ଟେଜ୍ ସୋ କଲେ ତାକୁ ନେଇ ତାତିଲେ ଦର୍ଶକ । ଷ୍ଟେଜ୍ ଉପରକୁ ଫିଙ୍ଗିଲେ ଚେୟାର । ଅନୁଗୁଳ କିଶୋରନଗର ବରପଡ଼ିଆରେ ଚାଲିଥିବା ଯାତ୍ରା ପେଣ୍ଡାଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବର୍ଷା କାରଣରୁ ରାତି ୨ଟା ୧୫ ମିନିଟରେ ଆରମ୍ଭ ହୋଇଥିଲା ନାଚ । ଏହା ସହ ନିଶା ମହାରଣା ଅଳ୍ପContinue reading “କାହିଁକି ଅଳ୍ପ ସମୟ କଲେ ଷ୍ଟେଜ୍ ସୋ… ତାତିଲେ ଦର୍ଶକ : ନିଶାଙ୍କ ପାଇଁ ଯାତ୍ରା ପେଣ୍ଡାଲରେ ଉଡିଲା ଚେୟାର”
ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ : ବିପିନ ପ୍ରଧାନ ଗୋଷ୍ଠୀର ଯମୁନା ନାୟକ ନିର୍ବାଚିତ
କନକ ବ୍ୟୁରୋ : ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ । ବିପିନ ପ୍ରଧାନ ଗୋଷ୍ଠୀର ଯମୁନା ନାୟକ ନିର୍ବାଚିତ । ଯାହାକୁ ନେଇ ବିପିନ ପ୍ରଧାନ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ବିପିନ ପ୍ରଧାନ ଗୋଷ୍ଠୀର ସମର୍ଥକ ରାଲି କରି ଶକ୍ତି ପ୍ରଦର୍ଶନ କରିଛନ୍ତି । ନାମାଙ୍କନ ଦାଖଲ ପାଇଁ ବିପ୍ଳବ ପାତ୍ର ଗୋଷ୍ଠୀ ଆସିଲେନି । ତେଣୁ ଯମୁନା ନାୟକ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି । ପ୍ରଥମ ଥର ନିର୍ବାଚନ ବେଳେContinue reading “ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ : ବିପିନ ପ୍ରଧାନ ଗୋଷ୍ଠୀର ଯମୁନା ନାୟକ ନିର୍ବାଚିତ”
ଜେଲରେ ଇମ୍ରାନ ଖାନଙ୍କୁ ସ୍ଲୋ ପଏଜନ ଦିଆଯାଇପାରେ
ଅକ୍ଟୋବର ୩ ରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଓକିଲ ନଇମ ପଞ୍ଜୁଥା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଇମ୍ରାନ ଖାନଙ୍କୁ ଜେଲରେ ମାନସିକ ନିର୍ଯାତନା ଦିଆଯାଉଛି ଏବଂ ତାଙ୍କର ଗତିବିଧି ଉପରେ ପ୍ରତିବନ୍ଧକ ଲଗାଯାଇଛି । ତାଙ୍କୁ ଖାଦ୍ୟରେ ସ୍ଲୋ ପଏଜନ ଦେଇ ଜେଲରେ ହତ୍ୟା କରାଯାଇପାରେ । ଜେଲରେ ଇମ୍ରାନଙ୍କୁ ନିର୍ଯାତନା ଦିଆଯାଉଛି ପଞ୍ଜୁଥା କହିଛନ୍ତି ଯେ ଅକ୍ଟୋବର ୨ ତାରିଖ ରାତିରେContinue reading “ଜେଲରେ ଇମ୍ରାନ ଖାନଙ୍କୁ ସ୍ଲୋ ପଏଜନ ଦିଆଯାଇପାରେ”
ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ : ଛକାପଞ୍ଝା ଭିତରେ ନାମାଙ୍କନ ଦାଖଲ ପାଇଁ ଆସିଲେନି ବିପ୍ଲବ ପାତ୍ର ଗୋଷ୍ଠୀ; ବିପିନ ପ୍ରଧାନ ଗୋଷ୍ଠୀ ମଧ୍ୟରେ ଉତ୍ସାହ
କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ନାମାଙ୍କନ ଦାଖଲ ପାଇଁ ଆସିଲେନି ବିପ୍ଳବ ପାତ୍ର ଗୋଷ୍ଠୀ । ନିର୍ଦ୍ଧାରିତ ସମୟ ମଧ୍ୟରେ କେହି ବି ନାମାଙ୍କନ ଦାଖଲ କଲେନି । ବିପିନ ପାତ୍ର ଗୋଷ୍ଠୀର ୧୪ ସମିତି ସଭ୍ୟ ଠିକ୍ ସମୟରେ ବ୍ଲକ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଥିଲେ । ବିପ୍ଳବ ପାତ୍ର ଗୋଷ୍ଠୀର କେହି ନାମାଙ୍କନ ଦାଖଲ କରିନଥିବାରୁ ବିପିନ ପ୍ରଧାନ ଗୋଷ୍ଠୀ ଜିତିବା ନିଶ୍ଚିତ । ଏବେ କେବଳContinue reading “ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ : ଛକାପଞ୍ଝା ଭିତରେ ନାମାଙ୍କନ ଦାଖଲ ପାଇଁ ଆସିଲେନି ବିପ୍ଲବ ପାତ୍ର ଗୋଷ୍ଠୀ; ବିପିନ ପ୍ରଧାନ ଗୋଷ୍ଠୀ ମଧ୍ୟରେ ଉତ୍ସାହ”
ଲଗାଣ ବର୍ଷା ଯୋଗୁଁ ରେଳ ଧାରଣାରେ ଧସିଲା ମାଟି ଅତଡ଼ା : ଡାଉନ ଲାଇନରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ; ଯୁଦ୍ଧକାଳୀନ ଭିତିରେ ଚାଲିଛି ମରାମତି କାମ
କନକ ବ୍ୟୁରୋ : ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ନିଧିପଣ୍ଡା ନିକଟ ରେଳ ଧାରଣାରେ ଧସିଲା ମାଟି ଅତଡ଼ା । ଫଳରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଡାଉନ ଲାଇନରେ ଟ୍ରେନ୍ ଚଳାଚଳ ବନ୍ଦ ଥିବା ବେଳେ ପାସେଂଜର ଓ ମାଲବାହୀ ଟ୍ରେନ ବାତିଲ ହୋଇଛି । ଯୁଦ୍ଧକାଳୀନ ଭିତିରେ ଚାଲିଛି ମରାମତି କାମ । ଅପ୍ଲାଇନରେ ଟ୍ରେନ୍ ଗୁଡ଼ିକ ଧୀର ଗତିରେ ଚାଲୁଛି । The post ଲଗାଣ ବର୍ଷା ଯୋଗୁଁ ରେଳ ଧାରଣାରେContinue reading “ଲଗାଣ ବର୍ଷା ଯୋଗୁଁ ରେଳ ଧାରଣାରେ ଧସିଲା ମାଟି ଅତଡ଼ା : ଡାଉନ ଲାଇନରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ; ଯୁଦ୍ଧକାଳୀନ ଭିତିରେ ଚାଲିଛି ମରାମତି କାମ”
ଫୁଲୁଛି ବୈତରଣୀ : ଭଦ୍ରକ ଆଖୁଆପଦାଠାରେ ବିପଦ ସଙ୍କେତ ଉପରେ ଜଳସ୍ତର
କନକ ବ୍ୟୁରୋ : ଫୁଲୁଛି ବୈତରଣୀ । ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ବୈତରଣୀ ନଦୀର ଜଳ ସ୍ତର ମଧ୍ୟ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଭଦ୍ରକ ଆଖୁଆପଦା ଠାରେ ବିପଦ ସଙ୍କେତ ୧୭ ଦଶମିକ ୮୩ମିଟର ଥିବା ବେଳେ ବର୍ତମାନ ୧୭ ଦଶମିକ ୯୨ମିଟର ଉପରେ ପ୍ରବାହିତ ହେଉଛି ଜଳସ୍ତର । ଆଗକୁ ଅଧିକ ବର୍ଷା ହେଲେ ପାଣି ଆହୁରି ବଢ଼ିପାରେ ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ଅଧିକାରୀ । TheContinue reading “ଫୁଲୁଛି ବୈତରଣୀ : ଭଦ୍ରକ ଆଖୁଆପଦାଠାରେ ବିପଦ ସଙ୍କେତ ଉପରେ ଜଳସ୍ତର”
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ଜନଅଭିଯୋଗର ସମାଧାନ : ଭୁବନେଶ୍ୱର, ବାଲିଅନ୍ତା, ଜଟଣୀରେ ରାସ୍ତା ପାଇଁ ଅନୁମୋଦନ; ୩ମାସରେ କାମ ସାରିବାକୁ ନିର୍ଦ୍ଦେଶ
କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର, ବାଲିଅନ୍ତା ଓ ଜଟଣୀ ବ୍ଲକର ଆବାସିକ କଲୋନୀ ଗୁଡିକ ପାଇଁ ୩୯ କୋଟି ୨୫ ଲକ୍ଷ ଟଙ୍କାର ୪୨୯ଟି ରାସ୍ତା ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଗତ ଅଗଷ୍ଟ ମାସ ୨୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଫାଇଭଟି ସଚିବ ଭି.କେ. ପାଣ୍ଡିଆନଙ୍କ ଖୋର୍ଦ୍ଧା ଜିଲ୍ଲା ଗସ୍ତ ସମୟରେ ସମ୍ପୃକ୍ତ ଅଞ୍ଚଳବାସୀ ତାଙ୍କୁ ଭେଟି ଆବାସିକ କଲୋନୀଗୁଡିକର ରାସ୍ତା ଓ ବିଦ୍ୟୁତ ବ୍ୟବସ୍ଥା ପ୍ରତି ଦୃଷ୍ଟି ଆକର୍ଷଣ କରିବାContinue reading “ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ଜନଅଭିଯୋଗର ସମାଧାନ : ଭୁବନେଶ୍ୱର, ବାଲିଅନ୍ତା, ଜଟଣୀରେ ରାସ୍ତା ପାଇଁ ଅନୁମୋଦନ; ୩ମାସରେ କାମ ସାରିବାକୁ ନିର୍ଦ୍ଦେଶ”
କିଛି ସମୟ ପରେ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ : ପଦବୀ ହାତେଇବା ପାଇଁ ବିପ୍ଲବ ପାତ୍ର ଓ ବୀପିନ ପ୍ରଧାନ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା; ୫ପ୍ଲାଟୁନ ଫୋର୍ସ ମୁତୟନ
କନକ ବ୍ୟୁରୋ : କିଛି ସମୟ ପରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ । ଏଥିପାଇଁ ସରଗରମ ଦିଗପହଣ୍ଡିର ରାଜନୈତିକ ବାତାବରଣ । ବିପିନ ପ୍ରଧାନ ସମର୍ଥକ ବ୍ଲକରେ ପହଂଚିଲେଣି । କିନ୍ତୁ ବିପ୍ଳବ ପାତ୍ର ଗୋଷ୍ଠୀ ପହଂଚିନାହାନ୍ତି । ବ୍ଲକ ଅଧ୍ୟକ୍ଷ ପଦବୀ ହାତେଇବା ପାଇଁ ସ୍ୱର୍ଗତ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ତଥା ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଳବ ପାତ୍ର ଓ ପୂର୍ବତନ ବ୍ଳକ ଅଧ୍ୟକ୍ଷ ବିପିନ ପ୍ରଧାନ ଗୋଷ୍ଠୀ ମଧ୍ୟରେContinue reading “କିଛି ସମୟ ପରେ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ : ପଦବୀ ହାତେଇବା ପାଇଁ ବିପ୍ଲବ ପାତ୍ର ଓ ବୀପିନ ପ୍ରଧାନ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା; ୫ପ୍ଲାଟୁନ ଫୋର୍ସ ମୁତୟନ”
ତୀରନ୍ଦାଜୀରେ ଭାରତକୁ ସ୍ୱର୍ଣ୍ଣ । ୭୧ ପଦକ ସହ ଏସୀୟ କ୍ରୀଡାରେ ନୂଆ ରେକର୍ଡ କଲା ଭାରତ ।
କନକ ବ୍ୟୁରୋ : ସ୍ୱର୍ଣ୍ଣ ପଦକ ସହ ଏସୀୟ କ୍ରୀଡାର ୧୧ତମ ଦିନ ଆରମ୍ଭ କରିଛି ଭାରତ । ତୀରନ୍ଦାଜୀରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଜ୍ୟୋତି ସୁରେଖା ଓ ଓଜାସ ଦେଓତାଲେ । ତୀରନ୍ଦାଜୀର ମିକ୍ସଡ ଟିମ୍ ଇଭେଣ୍ଟରେ ଏହି ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ । ୧୬ଟି ସ୍ୱର୍ଣ୍ଣ ସହ ଭାରତର ମୋଟ ପଦକ ସଂଖ୍ୟା ୭୧ରେ ପହଞ୍ଚିଛି । ବୁଧବାର ଭାରତକୁ ୩୫ କିଲୋମିଟର ରେସ୍ ୱାର୍କରେ ମଧ୍ୟ ବ୍ରୋଞ୍ଜ ପଦକContinue reading “ତୀରନ୍ଦାଜୀରେ ଭାରତକୁ ସ୍ୱର୍ଣ୍ଣ । ୭୧ ପଦକ ସହ ଏସୀୟ କ୍ରୀଡାରେ ନୂଆ ରେକର୍ଡ କଲା ଭାରତ ।”