ଗଛ ଲଗାଇବାକୁ ନେଇ ଦୁଇ ପକ୍ଷ ହାତାହାତି : ଥାନାରେ ମାମଲା ରୁଜୁ, ପୋଲିସର ତଦନ୍ତ ଜାରି

କନକ ବ୍ୟୁରୋ : ଗଛ ଲଗାରୁ ହାତାହାତି । ବାଲିପାଟଣା ଅଭୟମୁଖି ଗାଁରେ ସରକାରୀ ଜମିରେ ଗଛ ଲଗାକୁ ନେଇ ଗଣ୍ଡଗୋଳ ହୋଇଛି । ସରକାରୀ ଜମି ହୋଇଥିଲେ ବି ଗଛ ଲଗାଯାଉଥିବା ସ୍ଥାନଟି ଜଣେ ବ୍ୟକ୍ତିଙ୍କ ଘର ସମ୍ମୁଖ ହେଉଥିବାରୁ ସେ ବିରୋଧ କରିଥିଲେ । ଏହାକୁ ନେଇ ଦୁଇ ପକ୍ଷ ହାତାହାତି ହେବା ପରେ ଥାନାରେ ମାମଲା ରୁଜୁ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ଗାଁContinue reading “ଗଛ ଲଗାଇବାକୁ ନେଇ ଦୁଇ ପକ୍ଷ ହାତାହାତି : ଥାନାରେ ମାମଲା ରୁଜୁ, ପୋଲିସର ତଦନ୍ତ ଜାରି”

ଆଣ୍ଠୁଏ ପାଣିରେ ବୁହାହେଲା କୋକେଇ : ଗାଁକୁ ରାସ୍ତା ନଥିବାରୁ ଅନ୍ତିମ ସଂସ୍କାର ପାଇଁ ଶବକୁ ପାଣି ଭିତରେ ନେଲେ ପରିବାର

କନକ ବ୍ୟୁରୋ : ଆଣ୍ଠୁଏ ପାଣିରେ ବୁହାହେଲା କୋକେଇ । ରାସ୍ତା ନଥିବାରୁ ଅନ୍ତିମ ସଂସ୍କାର ପାଇଁ ଆଣ୍ଠୁଏ ପାଣିରେ ପଶି ଶବକୁ ବୋହି ନେଲେ ସମ୍ପର୍କୀୟ । ଏ ଦୃଶ୍ୟ ହେଉଛି ଜୟପୁର ଉପକଣ୍ଠ ଟାଙ୍କୁଆ ପଂଚାୟତର । ଅପରକୋଲାବ ଡ୍ୟାମ ତିଆରି ସମୟରେ କର୍ମଚାରୀ ରହିବା ପାଇଁ ଏହି ଅଂଚଳରେ ଏକ ବସ୍ତି ଗଢିଉଠିଥିଲା । ସମୟକ୍ରମେ କାମ ସରିବା ପରେ କର୍ମଚାରୀ ଚାଲିଗଲେ ହେଲେ ସେଠାରେ ରହିଗଲା ଗାଁ । ଲୋକଙ୍କ ବସବାସContinue reading “ଆଣ୍ଠୁଏ ପାଣିରେ ବୁହାହେଲା କୋକେଇ : ଗାଁକୁ ରାସ୍ତା ନଥିବାରୁ ଅନ୍ତିମ ସଂସ୍କାର ପାଇଁ ଶବକୁ ପାଣି ଭିତରେ ନେଲେ ପରିବାର”

ସିକ୍କିମ ବାଦଲଫଟା ବର୍ଷାରେ ଆସିଲା ବନ୍ୟା : ଭାସି ଯାଇ ୨୩ ଯବାନ ନିଖୋଜ, ଉଦ୍ଧାର ପାଇଁ ଅପରେସନ ଜାରି

କନକ ବ୍ୟୁରୋ : ସିକ୍କିମରେ ବାଦଲ ଫଟା ବର୍ଷା । ତିସ୍ତା ନଦୀରେ ମାଡ଼ି ଆସିଲା କାଦୁଅ ମିଶା ପାଣି । ଭାସି ଯାଇ ୨୩ଯବାନ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯବାନଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି । ବନ୍ୟା ଯୋଗୁଁ ସେନା କ୍ୟାମ୍ପ ପ୍ରଭାବିତ ହୋଇଥିବା ବେଳେ ଯାନବାହାନ ଭାସିଯାଇଛି । ସିଙ୍ଗତମ ନିକଟରେ ବାରଦାଙ୍ଗ ଠାରେ ସେନା କ୍ୟାମ୍ପ ପ୍ରଭାବିତ ହୋଇଛି । ବାଦଲ ଫଟା ବର୍ଷା ଯୋଗୁଁ ଲାଚେନContinue reading “ସିକ୍କିମ ବାଦଲଫଟା ବର୍ଷାରେ ଆସିଲା ବନ୍ୟା : ଭାସି ଯାଇ ୨୩ ଯବାନ ନିଖୋଜ, ଉଦ୍ଧାର ପାଇଁ ଅପରେସନ ଜାରି”

ଡାକ୍ତରଙ୍କ ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ : କେନ୍ଦୁଝର ଟାଉନ ଥାନାରେ ମୃତକଙ୍କ ପରିବାର ପକ୍ଷରୁ ଏତଲା

କନକ ବ୍ୟୁରୋ : ଡାକ୍ତରଙ୍କ ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ । ଏନେଇ କେନ୍ଦୁଝର ଟାଉନ ଥାନାରେ ମୃତକଙ୍କ ପରିବାର ପକ୍ଷରୁ ଏତଲା ଦିଆଯାଇଛି । ପୋଲିସ ଘରୋଇ ଡାକ୍ତରଖାନା ମାଲିକଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ । ଅଭିଯୋଗ ଅନୁସାରେ ବାରିଆ ଥାନା ପଡୁଆ ଗାଁର ପୁଷ୍ପଲତା ମହାନ୍ତ ଗର୍ଭାଶୟ ଟ୍ୟୁମର ଅସ୍ତ୍ରୋପଚାର ହେବା ପାଇଁ କେନ୍ଦୁଝରର ଏକ ଘରୋଇ ହସ୍ପିଟାଲରେ ଗତ ଶନିବାର ଭର୍ତି ହୋଇଥିଲେ । ପରିବାରଲୋକେ ଲାପ୍ରୋସ୍କୋପିକ ଅପରେସନ ପାଇଁContinue reading “ଡାକ୍ତରଙ୍କ ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ : କେନ୍ଦୁଝର ଟାଉନ ଥାନାରେ ମୃତକଙ୍କ ପରିବାର ପକ୍ଷରୁ ଏତଲା”

ପ୍ରେମ ପାଇଁ ଗଲା ଜୀବନ : ଉପହାର ଗ୍ରହଣ ନକରିବା ଓ କଥାବାର୍ତ୍ତା ନହେବାରୁ ବିଷ ପିଇଲେ ଯୁବକ

କନକ ବ୍ୟୁରୋ : ପ୍ରେମ ପାଇଁ ଗଲା ଜୀବନ । ଉପହାର ଗ୍ରହଣ ନକରିବା ଓ କଥାବାର୍ତ୍ତା ନହେବାରୁ ବିଷ ପିଇ ଜୀବନ ହାରିଲେ ଜଣେ ଯୁବକ । ହେଲେ ସବୁଠୁ ବଡ଼ କଥା ହେଉଛି ଯୁବକ ଜଣକ ମୋବାଇଲରେ ବିଷ ପିଇବାର ଭିଡିଓ ରେକର୍ଡିଂ କରି ତାଙ୍କ ପ୍ରେମିକା ପାଖକୁ ପଠାଇଛନ୍ତି । ଏପରି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ନହଙ୍ଗ ଗାଁରେ । ମହାଳିକ ସାହିର ଗୟାଧର ମହାଳିକଙ୍କ ଏକମାତ୍ର ପୁଅContinue reading “ପ୍ରେମ ପାଇଁ ଗଲା ଜୀବନ : ଉପହାର ଗ୍ରହଣ ନକରିବା ଓ କଥାବାର୍ତ୍ତା ନହେବାରୁ ବିଷ ପିଇଲେ ଯୁବକ”

ଗାଁକୁ ରାସ୍ତା ନାହିଁ ତ ଭୋଟ ନାହିଁ : ପିପିଲି ବିଲମଳିକସାହି ଗାଁକୁ ନାହିଁ ରାସ୍ତା, ବିଲ ହୁଡାରେ ଯିବା ଆସିବା କରୁଛନ୍ତି ଲୋକେ; ଅସରାଏ ବର୍ଷା ହେଲେ ଗମନାଗମନ ଠପ୍

କନକ ବ୍ୟୁରୋ : ଗ୍ରାମାଂଚଳର ଗମନାଗମନର ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସ୍ୱାଧିନତାର ୭ ଦଶନ୍ଧି ପରେ ବି ପୁରା ଜିଲ୍ଲା ପିପିଲର ବିଲମଳିକ ସାହିକୁ ରାସ୍ତା ନାହିଁ । ତେଣୁ ଲୋକେ ଏଥର ରାସ୍ତା ନାହିଁ ତ ଭୋଟ ଦେବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଗାଁକୁ ଶୀଘ୍ର ରାସ୍ତା କରାନଗଲେ ୨୦୨୪ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ବିଲମଳିକ ସାହିର ଲୋକେ କହିଛନ୍ତିContinue reading “ଗାଁକୁ ରାସ୍ତା ନାହିଁ ତ ଭୋଟ ନାହିଁ : ପିପିଲି ବିଲମଳିକସାହି ଗାଁକୁ ନାହିଁ ରାସ୍ତା, ବିଲ ହୁଡାରେ ଯିବା ଆସିବା କରୁଛନ୍ତି ଲୋକେ; ଅସରାଏ ବର୍ଷା ହେଲେ ଗମନାଗମନ ଠପ୍”

ରାସ୍ତାକଡ ବୁଦା ମୂଳରୁ ବୋମା ଭର୍ତ୍ତି ଜରି ଅଖା ଉଦ୍ଧାର : କିଏ, କାହିଁକି ରାସ୍ତାକଡେ ବୋମା ଲୁଚାଇଥିଲା ଖୋଳତାଡ କରୁଛି ପୋଲିସ

କନକ ବ୍ୟୁରୋ : ରାସ୍ତା କଡ ବୁଦାମୂଳରୁ ଉଦ୍ଧାର ହେଲା ବୋମା ଭର୍ତ୍ତି ଜରି ଅଖା । ଢେଙ୍କାନାଳ ଗଁଦିଆ ଥାନା ଅନ୍ତର୍ଗତ ଯୋରନ୍ଦା କରମୂଳ ରାସ୍ତାର ଜଗାବେରଣୀ ଗାଁ ନିକଟରୁ ବୋମା ଭର୍ତ୍ତି ଜରି ଅଖା ଉଦ୍ଧାର କରିଛି ପୋଲିସ । ଜରି ଅଖା ଭିତରେ ପ୍ରାୟ ୨୦ରୁ ଅଧିକ ବୋମା ଥିବା ଜଣାପଡିଛି । ବୋମା ଥିବା ଖବର ପାଇ ଗଁଦିଆ ପୋଲିସ ଯୋରନ୍ଦା ପୋଲିସ ଓ ଢେଙ୍କାନାଳରୁ ବୋମା ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେContinue reading “ରାସ୍ତାକଡ ବୁଦା ମୂଳରୁ ବୋମା ଭର୍ତ୍ତି ଜରି ଅଖା ଉଦ୍ଧାର : କିଏ, କାହିଁକି ରାସ୍ତାକଡେ ବୋମା ଲୁଚାଇଥିଲା ଖୋଳତାଡ କରୁଛି ପୋଲିସ”

ନ୍ୟାୟ ପାଇଁ ୨ଛୁଆଙ୍କୁ ଧରି ଶାଶୂ ଘର ଆଗରେ ଧାରଣା : ମହିଳାଙ୍କୁ ଭେଟିଲେ ଅନ୍ତର୍ଜାତୀୟ ମାନବ ଅଧିକାରୀ ସଦସ୍ୟ ପାର୍ବତୀ ବେହେରା

କନକ ବ୍ୟୁରୋ : ନ୍ୟାୟ ପାଇଁ ଦୁଇ ଛୁଆଙ୍କୁ ଧରି ଶାଶୂ ଘର ଆଗରେ ଧାରଣାରେ ବସିଥିବା ମହିଳାଙ୍କୁ ଭେଟିଲେ ଅନ୍ତର୍ଜାତୀୟ ମାନବ ଅଧିକାରୀ ସଦସ୍ୟ ପାର୍ବତୀ ବେହେରା । ଆସିକା ଥାନାରୁ ଠାରୁ ମାତ୍ର କିଛି ଦୂରରେ ଆସିକା ବ୍ଲକ କଲୋନୀରେ ଜଣେ ବିବାହିତା ମହିଳା ନିଜ ୨ ପୁଅଙ୍କୁ ଧରି ଧାରଣାରେ ବସିଛନ୍ତି । ଅଭିଯୋଗ ଅନୁସାରେ ସାନଖେମୁଣ୍ଡି ବ୍ଲକର ଡେଙ୍ଗାଡି ଗାଁର ପଦ୍ମିନୀ ସ୍ୱାଇଁ ଆସିକା ବ୍ଲକ କଲୋନୀର ମହେଶ ସ୍ୱାଇଁଙ୍କୁ ୨୦୧୫Continue reading “ନ୍ୟାୟ ପାଇଁ ୨ଛୁଆଙ୍କୁ ଧରି ଶାଶୂ ଘର ଆଗରେ ଧାରଣା : ମହିଳାଙ୍କୁ ଭେଟିଲେ ଅନ୍ତର୍ଜାତୀୟ ମାନବ ଅଧିକାରୀ ସଦସ୍ୟ ପାର୍ବତୀ ବେହେରା”

କାଲିଠୁ କ୍ରିକେଟ ବିଶ୍ୱକପ୍ ମହାସମର : ଉଦଘାଟନ କରିବେ ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସଡର ସଚିନ ତେନ୍ଦୁଲକର

କନକ ବ୍ୟୁରୋ : ଆସନ୍ତାକାଲିଠୁ ଆରମ୍ଭ ହେଉଛି ଦିନିକିଆ କ୍ରିକେଟ୍ ବିଶ୍ୱକପ୍ । ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ । ମ୍ୟାଚ୍ ପୂର୍ବରୁ ବିଶ୍ୱକପ୍ ଟ୍ରଫି ସହ ପଡ଼ିଆକୁ ଯାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସଡର ସଚିନ୍ ତେନ୍ଦୁଲକର । ସଚିନ୍ ତେନ୍ଦୁଲକର ରେକର୍ଡ ୬ଟି ବିଶ୍ୱକପ୍ ଖେଳିଛନ୍ତି । ଗତକାଲି ଆଇସିସି ସଚିନ୍ ତେନ୍ଦୁଲକରଙ୍କୁ ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ କରିଛି । ଏଥର ବିନା ୱାର୍ମContinue reading “କାଲିଠୁ କ୍ରିକେଟ ବିଶ୍ୱକପ୍ ମହାସମର : ଉଦଘାଟନ କରିବେ ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସଡର ସଚିନ ତେନ୍ଦୁଲକର”

ଆପ୍ ସାଂସଦ ସଂଜୟ ସିଂହଙ୍କ ଘରେ ଇଡି ଚଢ଼ାଉ : ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟର ଚଢ଼ାଉ ସୂଚନା

କନକ ବ୍ୟୁରୋ : ଆପ୍ ସାଂସଦ ସଂଜୟ ସିଂଙ୍କ ଘରେ ଇଡି ଚଢ଼ାଉ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ରାଜ୍ୟସଭା ସାଂସଦ ସଂଜୟ ସିଂଙ୍କ ଘରେ ପ୍ରବର୍ତନ ନିର୍ଦ୍ଦେଶାଳୟର ଚଢ଼ାଉ କରିଥିବା ସୂଚନା ମିଳିଛି । ଏହାପୂର୍ବରୁ ସଂଜୟ ସିଂଙ୍କ ଘନିଷ୍ଠ ସହଯୋଗୀଙ୍କ ଠିକଣାରେ ମଧ୍ୟ ପ୍ରବର୍ତନ ନିର୍ଦ୍ଦେଶାଳୟର ଚଢ଼ାଉ ହୋଇଥିଲା । ଅବକାରୀ ଦୁର୍ନୀତି ମାମଲାର ଚାର୍ଜସିଟରେ ମଧ୍ୟ ସଂଜୟ ସିଂଙ୍କ ନାଁ ରହିଛି । ଏହି ମାମଲାରେ ପୂର୍ବରୁ ଗିରଫ ହୋଇ ଜେଲରେContinue reading “ଆପ୍ ସାଂସଦ ସଂଜୟ ସିଂହଙ୍କ ଘରେ ଇଡି ଚଢ଼ାଉ : ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟର ଚଢ଼ାଉ ସୂଚନା”

Design a site like this with WordPress.com
Get started