ମୋବାଇଲ ଚାର୍ଜ ବେଳେ ଅଘଟଣ : ସର୍ଟ ସର୍କିଟ ଯୋଗୁଁ ମୋବାଇଲ ଫାଟି ଟ୍ରକରେ ଲାଗିଲା ନିଆଁ; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

କନକ ବ୍ୟୁରୋ : ମୋବାଇଲ ଚାର୍ଜ ବେଳେ ଅଘଟଣ । ସର୍ଟ ସର୍କିଟ ଯୋଗୁଁ ମୋବାଇଲ ଫାଟି ଟ୍ରକରେ ଲାଗିଲା ନିଆଁ। ଆଉ ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ୍ । ଗତକାଲି ବିଳମ୍ବିତ ରାତିରେ ପାଲଲହଡ଼ା ୧୪୯ ନମ୍ବର ଜାତୀୟ ରାଜପଥ ବନର ଢାବା ନିକଟରେ ତାଳଚେରରୁ କେନ୍ଦୁଝର ଯାଉଥିବା ଏକ କୋଇଲା ବୋଝେଇ ଟ୍ରକ୍ ଛିଡ଼ା ହାଇଥିଲା । ଡ୍ରାଇଭର ଜଣକ ଟ୍ରକ୍ ଭିତରେ ନିଜ ସିଟ୍ ପାଖରେ ମୋବାଇଲ ଚାର୍ଜରେ ବସାଇଥିଲେContinue reading “ମୋବାଇଲ ଚାର୍ଜ ବେଳେ ଅଘଟଣ : ସର୍ଟ ସର୍କିଟ ଯୋଗୁଁ ମୋବାଇଲ ଫାଟି ଟ୍ରକରେ ଲାଗିଲା ନିଆଁ; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର”

ବିପଦ ସଙ୍କେତ ଟପିଲା ଜଳକା ନଦୀ : ଲଘୁଚାପ ବର୍ଷା ଯୋଗୁଁ ବୃଦ୍ଧି ପାଉଛି ଜଳସ୍ତର

କନକ ବ୍ୟୁରୋ : ବିପଦ ସଙ୍କେତ ଉପରେ ଜଳକା ନଦୀର ଜଳସ୍ତର । ନଦୀର ମଥାନୀ ଠାରେ ବିପଦ ସଙ୍କେତ ୫ଦଶମିକ ୫୦ ମିଟର ଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧିପାଇ ୬ଦଶମିକ ୩୨ ମିଟରରେ ପ୍ରବାହିତ ହେଉଛି । ଲଘୁଚାପ ଜନିତ ଲଗାଣ ବର୍ଷା ଯେଗୁଁ ନଦୀର ଜଳସ୍ତର ବୃଦ୍ଧି ପାଉଛି । ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ବନ୍ୟା ଅଶଙ୍କାରେ ଭୟଭୀତ ଅଛନ୍ତି ନଦୀକୂଳିଆ ଲୋକେ । ଜଳକା ନଦୀରContinue reading “ବିପଦ ସଙ୍କେତ ଟପିଲା ଜଳକା ନଦୀ : ଲଘୁଚାପ ବର୍ଷା ଯୋଗୁଁ ବୃଦ୍ଧି ପାଉଛି ଜଳସ୍ତର”

ମର୍ଣ୍ଣିଂ ୱାକ୍ ବେଳେ ମାଡ଼ିଗଲା ଗାଡି : କ୍ଷତିପୂରଣ ଦାବିରେ ରାସ୍ତାରୋକ; ପୋଲିସ ପ୍ରଶାସନର ବୁଝାସୁଝା

କନକ ବ୍ୟୁରୋ : ମର୍ଣ୍ଣିଂ ୱାକ୍ ବେଳେ ମାଡିଗଲା ଗାଡି । ଅଜଣା ଗାଡି ଧକ୍କାରେ ଗଲା ୨ ଜଣଙ୍କ ଜୀବନ । କୁଚିଣ୍ଡା ଥାନା ପାରୁଆଡିଠାରେ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଏକ ଅଜଣା ଗାଡି ଆସି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକ ହେଉଛନ୍ତି ପାରୁଆଭାଡିର ମୁକ୍ତେଶ୍ୱର ଧାନ ଓ ପଣ୍ଡରିକଟାର ଦଧି ଦର୍କା । ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ଟାୟାର ଜାଳି ଜାତୀୟContinue reading “ମର୍ଣ୍ଣିଂ ୱାକ୍ ବେଳେ ମାଡ଼ିଗଲା ଗାଡି : କ୍ଷତିପୂରଣ ଦାବିରେ ରାସ୍ତାରୋକ; ପୋଲିସ ପ୍ରଶାସନର ବୁଝାସୁଝା”

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସିଏଜି ଧରିଲେ ଅନିୟମିତତା : ୱାର୍କ ଅର୍ଡରରେ ଜାଲିଆତି ହେବା ସହ ଅଣ ହିତାଧିକାରୀଙ୍କୁ ମିଳିଛି ଯୋଜନାର ଲାଭ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ସିଏଜି ଧରିଛି । ୱାର୍କ ଅର୍ଡରରେ ଜାଲିଆତି ହେବା ସହ ଅଣ ହିତାଧିକାରୀଙ୍କୁ ମିଳିଛି ଯୋଜନାର ଲାଭ । ପ୍ରଧାନମନ୍ତ୍ରୀ ଆବାସ ଓ ମନରେଗା କାମ ଏକ ସମୟରେ ହେଉଥିବା ସିଏଜିଙ୍କ ନଜରକୁ ଆସିଛି । ଏହି ଯୋଜନାରେ ଅନେକ ଘର ବ୍ୟବସାୟିକ ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିବା ଜଣାପଡିଛି । ପାଣ୍ଠି ସଂଗ୍ରହରେ ବିଫଳତା ଯୋଗୁଁ ହିତାଧିକାରୀ ମୈାଳିକ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତିContinue reading “ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସିଏଜି ଧରିଲେ ଅନିୟମିତତା : ୱାର୍କ ଅର୍ଡରରେ ଜାଲିଆତି ହେବା ସହ ଅଣ ହିତାଧିକାରୀଙ୍କୁ ମିଳିଛି ଯୋଜନାର ଲାଭ”

ଆଜିଠୁ ଖୋଲିବ ୟୁନିଟ-୧ ହାଟ : ବିଏମସିର ସମାଧାନ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ବ୍ୟବସାୟୀ ସଂଘ

କନକ ବ୍ୟୁରୋ : ଆଜିଠୁ ଖୋଲିବ ଭୁବନେଶ୍ୱରର ୟୁନି-୧ ହାଟ । ବିଏମସି ସହ ଆଲୋଚନା କରିବା ପରେ ୧ ନମ୍ବର ହାଟ ବ୍ୟବସାୟୀ ସଂଘର ସଭାପତି ଆଜିଠୁ ହାଟ ଖୋଲିବ ବୋଲି ସୂଚନା ଦେଇଛନ୍ତି । ପାର୍କିଂ ସମେତ ଜବରଦଖଲ ଏବଂ ବିଭିନ୍ନ ଦାବି ନେଇ ଗତ ଗୁରୁବାରଠୁ ଆନ୍ଦୋଳନକୁ ଓହ୍ଲାଇଥିଲା ୟୁନିଟ-୧ର ବ୍ୟବସାୟୀ ସଂଘ । ଗୁରୁବାରଠୁ ମଙ୍ଗଳବାର ଯାଏଁ ୬ ଦିନ ହାଟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ଫଳରେ ୟୁନିଟ-୧ ହାଟContinue reading “ଆଜିଠୁ ଖୋଲିବ ୟୁନିଟ-୧ ହାଟ : ବିଏମସିର ସମାଧାନ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ବ୍ୟବସାୟୀ ସଂଘ”

ଜିଲ୍ଲା ପରିଷଦ ସଭ୍ୟ କୈଳାସ ପରିଡାଙ୍କୁ ଆକ୍ରମଣ : ବ୍ରହ୍ମଗିରି ୨୮ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ

କନକ ବ୍ୟୁରୋ : ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ୨୮ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ କୈଳାସ ପରିଡାଙ୍କୁ କୃଷ୍ଣପ୍ରସାଦ ବ୍ଲକରେ ବିରୋଧ ଓ ଆକ୍ରମଣ ହୋଇଛି । କୃଷ୍ଣପ୍ରସାଦ ଅଞ୍ଚଳର ବିଭିନ୍ନ ସ୍ଥାନରେ କିଛି କର୍ମୀଙ୍କୁ ନେଇ ସେ ବୈଠକ କରୁଥିଲେ । ଆଉ ଫେରୁଥିବା ସମୟରେ ଚିଲିକା ଜହ୍ନିକୁଦା ଘାଟ ନିକଟରେ କିଛି ଲୋକ ବିରୋଧ କରିଥିଲେ । ସେମାନେ ବିଜେଡିର କର୍ମୀ ଥିଲେ ବୋଲି କୁହାଯାଉଛି । କୈଳାସ ପରିଡା ପରିଡାContinue reading “ଜିଲ୍ଲା ପରିଷଦ ସଭ୍ୟ କୈଳାସ ପରିଡାଙ୍କୁ ଆକ୍ରମଣ : ବ୍ରହ୍ମଗିରି ୨୮ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ”

ଆଜି ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ : ଜିଲ୍ଲାରେ ରାଜନୈତିକ ହିଂସା ବଢ଼ୁଥିବାରୁ ଚିନ୍ତାରେ ରାଜନେତା; ନେତାଙ୍କୁ ସୁରକ୍ଷା ଦେଉଛନ୍ତି ଜନତା

କନକ ବ୍ୟୁରୋ : ଆଜି ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ । ମାସକ ଭିତରେ ଗଂଜାମରେ ତିନି ଜଣ ରାଜନେତାଙ୍କ ହତ୍ୟା ପରେ ଆତଙ୍କରେ ଅଛନ୍ତି ଜନପ୍ରତିନିଧି । ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ ଥିବାରୁ ଚିନ୍ତାରେ ପଡିଛନ୍ତି ସମିତି ସଭ୍ୟ । ବିଜେଡିର ଦୁଇ ଗୋଷ୍ଠୀ ବିପ୍ଳବ ପାତ୍ର ଓ ବିପିନ ପ୍ରଧାନଙ୍କ ସମର୍ଥକଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଗଂଜାମରେ ଯେଉଁଭଳି ଭାବେ ନେତାମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରି ହତ୍ୟା କରାଯାଉଛି, ତାହାContinue reading “ଆଜି ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ : ଜିଲ୍ଲାରେ ରାଜନୈତିକ ହିଂସା ବଢ଼ୁଥିବାରୁ ଚିନ୍ତାରେ ରାଜନେତା; ନେତାଙ୍କୁ ସୁରକ୍ଷା ଦେଉଛନ୍ତି ଜନତା”

କାଲିଠୁ ଖୋଲିବ ୟୁନିଟ୍-୧ ହାଟ । ବିଏମସି ସହ ଆଲୋଚନା ପରେ ବ୍ୟବସାୟୀ ସଂଘର ନିଷ୍ପତ୍ତି । 

କନକ ବ୍ୟୁରୋ: ଆସନ୍ତାକାଲିଠୁ ଖୋଲିବ ୟୁନିଟ ୧ ହାଟ। ବିଏମସି ସହ ଆଲୋଚନା ପରେ ୧ ନମ୍ବର ହାଟ ବ୍ୟବସାୟୀ ସଂଘ ସଭାପତି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ତେବେ ପାର୍କିଂ ସମେତ ଜବରଦଖଲ ଏବଂ ବିଭିନ୍ନ ଦାବି ନେଇ ଗତ ଗୁରୁବାରଠୁ ଆନ୍ଦୋଳନକୁ ଓହ୍ଲାଇଥିଲା ୟୁନିଟ ୧ ହାଟ ବ୍ୟବସାୟୀ ସଂଘ। ୬ ଦିନ ଧରି ହାଟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଆଜି ବିଏମସି ଟିମ ହାଟ ପରିଦର୍ଶନ କରିବା ପରେ ଯଥାର୍ଥ ଦାବି ଗୁଡିକContinue reading “କାଲିଠୁ ଖୋଲିବ ୟୁନିଟ୍-୧ ହାଟ । ବିଏମସି ସହ ଆଲୋଚନା ପରେ ବ୍ୟବସାୟୀ ସଂଘର ନିଷ୍ପତ୍ତି । “

ମହାରାଷ୍ଟ୍ରର ସରକାରୀ ଡାକ୍ତରଖାନା ପାଲଟିଛି ମୃତ୍ୟୁଯନ୍ତା । ୩୬ଘଣ୍ଟାରେ ୧୨ଜଣ ଶିଶୁଙ୍କ ସମେତ ୩୧ରୁ ଅଧିକ ମୃତ

କନକ ବ୍ୟୁରୋ: ମହାରାଷ୍ଟ୍ର ନାନ୍ଦେଡ ଜିଲ୍ଲାର ସରକାରୀ ଡାକ୍ତରଖାନାରେ ଶଯ୍ୟାରେ ରୋଗୀ ପଡି ଛଟପଟ ହେଉଛନ୍ତି ତ ପୁଣି କେଉଁଠି ଚାଲିଯାଇଛି ଜୀବନ । ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ୨୪ ଘଣ୍ଟାରେ ୨୪ଜଣ ଶିଶୁଙ୍କ ମୃତ୍ୟୁ ହେବା ସହ ୩୬ ଘଣ୍ଟାରେ ଯାଇଛି ୩୦ରୁ ଅଧିକ ଜୀବନ । ଏହା ପଛର କାରଣ ହେଉଛି ରୁଗଣ ସ୍ୱାସ୍ଥ୍ୟ ସେବା । ଅଭିଯୋଗ ଅନୁସାରେ ରୋଗୀଙ୍କୁ ମିଳୁନି ଉପଯୁକ୍ତ ଚିକିତ୍ସା । ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକContinue reading “ମହାରାଷ୍ଟ୍ରର ସରକାରୀ ଡାକ୍ତରଖାନା ପାଲଟିଛି ମୃତ୍ୟୁଯନ୍ତା । ୩୬ଘଣ୍ଟାରେ ୧୨ଜଣ ଶିଶୁଙ୍କ ସମେତ ୩୧ରୁ ଅଧିକ ମୃତ”

ରାଜ୍ୟରେ ବଢୁଛି ହାତୀମୃତ୍ୟୁ । ବିଦ୍ୟୁତ ଆଘାତ ଓ ଦୁର୍ଘଟଣା ନେଉଛି ଜୀବନ ।

କନକ ବ୍ୟୁରୋ: ସୁନ୍ଦରଗଡ ଓ ପଦ୍ମପୁରରେ ଜନବସତି ମୁହାଁ ହାତୀ । ସରକାରଙ୍କ ଅନେକ ପଦକ୍ଷେପ ସତ୍ୱେ ହାତୀ ଗାଁକୁ ଚାଲିଆସିଛନ୍ତି । କିନ୍ତୁ ବିଧାନସଭାରେ ମନ୍ତ୍ରୀ ଯେଉଁ ତଥ୍ୟ ରଖିଛନ୍ତି ତାହା ଚିନ୍ତାଜନକ । ରାଜ୍ୟରେ ବଢୁଛି ହାତୀମୃତ୍ୟୁ ବିଦ୍ୟୁତ ଆଘାତ ଓ ଦୁର୍ଘଟଣା ନେଉଛି ଜୀବନ ରାଜ୍ୟରେ ହାତୀମୃତ୍ୟୁ ଉଦବେଗଜନକ ଭାବେ ବଢୁଛି । ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ତଥ୍ୟରୁ ଏଭଳି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ଆଉ ହାତୀମୃତ୍ୟୁରContinue reading “ରାଜ୍ୟରେ ବଢୁଛି ହାତୀମୃତ୍ୟୁ । ବିଦ୍ୟୁତ ଆଘାତ ଓ ଦୁର୍ଘଟଣା ନେଉଛି ଜୀବନ ।”

Design a site like this with WordPress.com
Get started