କନକ ବ୍ୟୁରୋ: କେନ୍ଦ୍ରାପଡା ସହ ସାରା ଓଡିଶା ପାଇଁ ଖୁସି ଖବର । କେନ୍ଦ୍ରାପଡାର ପ୍ରସିଦ୍ଧ ମିଠା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା । କେନ୍ଦ୍ରାପଡା ମିଷ୍ଟାନ୍ନ ରସାବଳି ସଂଘର ଆବେଦନକୁ ମଞ୍ଜୁରୀ ମିଳିବା ପରେ ସବୁଠି ଖୁସିର ଲହରୀ ଖେଳି ଯାଇଛି । ତେବେ ତୁଳସୀ କ୍ଷେତ୍ର ଶ୍ରୀ ବଳଦେବଜୀଉଙ୍କ ମୁଖ୍ୟ ଭୋଗ ହେଉଛି ରସାବଳି । କେନ୍ଦ୍ରାପଡା ସଂସ୍କୃତି ସହିତ ଜଡିତ ଏହି ମିଠା । ତେବେ ଦୀର୍ଘ ଦିନ ଧରି ରସାବଳିକୁContinue reading “କେନ୍ଦ୍ରାପଡାର ପ୍ରସିଦ୍ଧ ମିଠା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା । ଦୀର୍ଘ ଦିନ ହେବ ହେଉଥିଲା ଦାବି ।”
Tag Archives: News
୪୦ ବର୍ଷରେ ସମ୍ବାଦ । ସ୍ୱନକ୍ଷତ୍ର ଉତ୍ସବରେ ସାମିଲ ହେଲେ ଦୁଇ କେନ୍ଦ୍ରମନ୍ତ୍ରୀ । ଧର୍ମେନ୍ଦ୍ର ପ୍ରଧାନ କହିଲେ, ସମ୍ବାଦକୁ ମୁଁ ଭଲପାଏ…..
କନକ ବ୍ୟୁରୋ: ୪୦ ବର୍ଷରେ ପାଦ ଥାପିବ ସମ୍ବାଦ । ଏହି ଅବସରରେ ଆଜି ଓଡିଶାର ସବୁଠୁ ଲୋକପ୍ରିୟ ଖବରକାଗଜ ପାଳନ କରୁଛି ନିଜର ସ୍ୱନକ୍ଷତ୍ର ଉତ୍ସବ । ଭାରତ ସରକାରର ସୂଚନା ଓ ପ୍ରସାରଣ, ଯୁବ ବ୍ୟାପାର ଏବଂ କ୍ରୀଡାମନ୍ତ୍ରୀ ମନ୍ତ୍ରୀ ଅନୁରାଗ ଠାକୁର ଏବଂ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ଅଭିଭାଷଣ ରଖିଛନ୍ତି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତିContinue reading “୪୦ ବର୍ଷରେ ସମ୍ବାଦ । ସ୍ୱନକ୍ଷତ୍ର ଉତ୍ସବରେ ସାମିଲ ହେଲେ ଦୁଇ କେନ୍ଦ୍ରମନ୍ତ୍ରୀ । ଧର୍ମେନ୍ଦ୍ର ପ୍ରଧାନ କହିଲେ, ସମ୍ବାଦକୁ ମୁଁ ଭଲପାଏ…..”
ସମ୍ବାଦ- ଗୋଟେ ଆନ୍ଦୋଳନ, ଗୋଟେ ଚିନ୍ତାଧାରା, ଗୋଟେ ଭାବ, ଗୋଟେ ଅଭିଯାନ… ଲୋକଙ୍କୁ ଲୋକଙ୍କ ସହ ଯୋଡିବା ଆମ ମୂଳମନ୍ତ୍ର
କନକ ବ୍ୟୁରୋ: ସମ୍ବାଦର ସ୍ୱନକ୍ଷତ୍ର ଉତ୍ସବରେ ଅଭିଭାଷଣ ରଖିଲେ ସମ୍ବାଦର ସମ୍ପାଦକ ଶ୍ରୀମତୀ ତନୟା ପଟ୍ଟନାୟକ । ସମ୍ବାଦ ପରିବାରକୁ ଭଲପାଉଥିବା ଶୁଭେଚ୍ଛୁ, ପାଠକଙ୍କୁ ଦେଲେ ଧନ୍ୟବାଦ । କହିଲେ, ଆସନ୍ତାକାଲି ସମ୍ବାଦ ୪୦ ବର୍ଷରେ ଏବଂ କନକ ନ୍ୟୁଜ ୧୫ ବର୍ଷରେ ପଦାର୍ପଣ କରିବାକୁ ଯାଉଛି । ସମ୍ବାଦ ଯେତେବେଳେ ଜନ୍ମ ହୋଇଥିଲା ମୁଁ ଜନ୍ମ ହୋଇ ନଥିଲି । ସମ୍ବାଦ ଯେତେବେଳେ ୫ ବର୍ଷର ହେଲା ମୋର ସେତେବେଳେ ଜନ୍ମ ହୋଇଥିଲା । ତାପରContinue reading “ସମ୍ବାଦ- ଗୋଟେ ଆନ୍ଦୋଳନ, ଗୋଟେ ଚିନ୍ତାଧାରା, ଗୋଟେ ଭାବ, ଗୋଟେ ଅଭିଯାନ… ଲୋକଙ୍କୁ ଲୋକଙ୍କ ସହ ଯୋଡିବା ଆମ ମୂଳମନ୍ତ୍ର”
୪୦ ବର୍ଷରେ ସମ୍ବାଦ, ୧୫ ବର୍ଷରେ କନକ ନ୍ୟୁଜ୍ । ସ୍ୱନକ୍ଷତ୍ର ଉତ୍ସବରେ ଯୋଗଦେଲେ ଦୁଇ କେନ୍ଦ୍ରମନ୍ତ୍ରୀ ।
କନକ ବ୍ୟୁରୋ: ୪୦ ବର୍ଷରେ ପାଦ ଥାପିବ ସମ୍ବାଦ, ୧୫ ବର୍ଷ ପୂରଣ କରିବ କନକ ନ୍ୟୁଜ୍ । ରାଜ୍ୟର ଅଗ୍ରଣୀ ଖବରକାଗଜ ‘ସମ୍ବାଦ’ ଓଡିଆ ଗଣମାଧ୍ୟମ ଜଗତରେ ନିଜର ୪୦ ବର୍ଷ ପୂରଣ କରିବାକୁ ଯାଉଛି । ସେହିପରି ଲୋକପ୍ରିୟ ବୈଦ୍ୟୁତିକ ଗଣମାଧ୍ୟମ ‘କନକ ନ୍ୟୁଜ୍’ ମଧ୍ୟ ଗଣମାଧ୍ୟମ ଜଗତରେ ନିଜର ସଫଳତାର ୧୫ ବର୍ଷ ପୂରଣ କରିବାକୁ ଯାଉଛି । ଏହି ଅବସରରେ ଆଜି ଭୁବନେଶ୍ୱରରେ ଏହାର ସ୍ୱନକ୍ଷତ୍ର ଉତ୍ସବ ପାଳନ କରାଯାଉଛି ।Continue reading “୪୦ ବର୍ଷରେ ସମ୍ବାଦ, ୧୫ ବର୍ଷରେ କନକ ନ୍ୟୁଜ୍ । ସ୍ୱନକ୍ଷତ୍ର ଉତ୍ସବରେ ଯୋଗଦେଲେ ଦୁଇ କେନ୍ଦ୍ରମନ୍ତ୍ରୀ ।”
ଆନ୍ଦୋଳନ ବେଳେ ଅଙ୍ଗନୱାଡି ଦିଦି ଖାଉଛନ୍ତି ପଖାଳ । କହିଲେ, କମ୍ ଦରମା ମିଳୁଥିବାରୁ ବାହାରେ ଖାଦ୍ୟ କିଣି ଖାଇବା ଅସମ୍ଭବ ।
କନକ ବ୍ୟୁରୋ: ଭୁବନେଶ୍ୱର ଲୋୟର ପିଏମଜିରେ ପଖାଳ କଂସା । ଆନ୍ଦୋଳନକାରୀଙ୍କ ଭୋକ ଓ ଶୋଷ ମେଣ୍ଟାଉଛି ପଖାଳ । ପଖାଳ ସାଂଗକୁ ଅଛି ଆଳୁ ସିଝା ଓ କଂଚା ଲଙ୍କା । ପଖାଳ ଖାଇ ଆନ୍ଦୋଳନରେ ବସୁଛନ୍ତି ଆନ୍ଦୋଳନକାରୀ । ଅଙ୍ଗନବାଡ଼ି କର୍ମଚାରୀ ଓ ସହାୟିକାଙ୍କ ଆନ୍ଦୋଳନ ବେଳେ ଦେଖିବାକୁ ମିଳିଛି ଏଭଳି ସ୍ଥିତି । ଦୂରଦୁରାନ୍ତରରୁ ଆସିଥିବା ଆନ୍ଦୋଳନକାରୀ ମହିଳା ମାନେ ସାଥିରେ ପଖାଳ ଧରି ଆସିଛନ୍ତି । ସେମାନଙ୍କୁ ଖୁବ୍ କମ୍ ଦରମାContinue reading “ଆନ୍ଦୋଳନ ବେଳେ ଅଙ୍ଗନୱାଡି ଦିଦି ଖାଉଛନ୍ତି ପଖାଳ । କହିଲେ, କମ୍ ଦରମା ମିଳୁଥିବାରୁ ବାହାରେ ଖାଦ୍ୟ କିଣି ଖାଇବା ଅସମ୍ଭବ ।”
ମୁଖ୍ୟମନ୍ତ୍ରୀଙ୍କ ଜନବିରୋଧୀ କଟାକ୍ଷକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତର । ଅନୁରାଗ ଠାକୁର କହିଲେ, ଜନବିରୋଧୀ କଥା କହିନାହାନ୍ତି ପ୍ରଧାନମନ୍ତ୍ରୀ
କନକ ବ୍ୟୁରୋ: ଜନବିରୋଧୀ କିଏ? ବିରୋଧୀଙ୍କୁ ବାରମ୍ବାର ଜନବିରୋଧୀ କହି କିଛି ଏଭଳି ଢଙ୍ଗରେ ଟାର୍ଗେଟ୍ କରିଥିଲେ ମୁଖ୍ୟମନ୍ତ୍ରୀ । ଏବେ ମୁଖ୍ୟମନ୍ତ୍ରୀଙ୍କ ଜନବିରୋଧୀର ଜବାବ ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର । କହିଛନ୍ତି, କେହି ଜନବିରୋଧୀ ହୋଇପାରିବେ ନାହିଁ ବରଂ ସରକାରର ବିରୋଧୀ ହୋଇପାରିବେ । ବିଜେପି ଓ ମୋଦୀ ସରକାର ସବୁବେଳେ ଗରିବଙ୍କ କଲ୍ୟାଣ ଓ ଲୋକଙ୍କ ହିତ କଥା ଉଠାଇ ଆସୁଛି । ତେଣୁ ଆମେ କେମିତି ଜନବିରୋଧୀ ହେଲୁ ବୋଲିContinue reading “ମୁଖ୍ୟମନ୍ତ୍ରୀଙ୍କ ଜନବିରୋଧୀ କଟାକ୍ଷକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତର । ଅନୁରାଗ ଠାକୁର କହିଲେ, ଜନବିରୋଧୀ କଥା କହିନାହାନ୍ତି ପ୍ରଧାନମନ୍ତ୍ରୀ”
ମାଟିରେ ମିଶିବ ଅଭିଯୁକ୍ତର ଘର । ଉଜ୍ଜୟିନୀ ନାବାଳିକା ଦୁଷ୍କର୍ମ ମାମଲା
କନକ ବ୍ୟୁରୋ: ମଧ୍ୟପ୍ରଦେଶର ଉଜ୍ଜୟିନୀ ଦୁଷ୍କର୍ମ ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଛି। ୧୨ ବର୍ଷୀୟା ନାବାଳିକା ଦୁଷ୍କର୍ମର ଶିକାର ହେବାପରେ ଯେଭଳି ଅର୍ଦ୍ଧନଗ୍ନ ଏବଂ ରକ୍ତାକ୍ତ ଅବସ୍ଥାରେ ସାହାଯ୍ୟ ପାଇଁ ବୁଲୁଥିଲା ଏବଂ ସାହାଯ୍ୟ ନପାଇ ଶେଷରେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲା ତାହା ସଭ୍ୟ ସମାଜ ପାଇଁ ଅତ୍ୟନ୍ତ ଲଜ୍ଜାଜନକ। ତେବେ ସୂଚନା ରହିଛି ଯେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତଙ୍କ ଘର ଆସନ୍ତାକାଲି ଭାଙ୍ଗିଦିଆଯିବ। କାରଣ ଏହା ବେଆଇନ ଭାବେ ନିର୍ମାଣ ହୋଇଥିବା ଅଭିଯୋଗContinue reading “ମାଟିରେ ମିଶିବ ଅଭିଯୁକ୍ତର ଘର । ଉଜ୍ଜୟିନୀ ନାବାଳିକା ଦୁଷ୍କର୍ମ ମାମଲା”
ଭୂମିକମ୍ପରେ ଥରିଲା ଦିଲ୍ଲୀ । ନେପାଳରେ କେନ୍ଦ୍ରସ୍ଥଳୀ, ୬.୨ ତୀବ୍ରତାର ଭୂକମ୍ପ ଝଟକା
କନକ ବ୍ୟୁରୋ: ଭୂମିକମ୍ପରେ ଥରିଲା ଦିଲ୍ଲୀ ଏନସିଆର ସମେତ ଭାରତର ଏକାଧିକ ଅଞ୍ଚଳ । ଭୂମିକମ୍ପର ତୀବ୍ରତା ୪.୬ ଥିବା ଜଣାପଡିଛି । ଭୂମିକମ୍ପର କେନ୍ଦ୍ରସ୍ଥଳୀ ନେପାଳରେ ବୋଲି ଜଣାପଡିଛି, ଯେଉଁଠାରେ ରେକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ବୋଲି ଜଣାପଡିଛି । ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜିର ତଥ୍ୟ ମୁତାବକ, ଭୂମିକମ୍ପ ଆଜି ୨ଟା ୨୫ ମିନିଟରେ ହୋଇଛି । କେନ୍ଦ୍ରସ୍ଥଳୀରେ ଏହା ୫ କିଲୋମିଟର ଗଭୀରତାରେ ସଙ୍ଗଠିତ ହୋଇଛି । The post ଭୂମିକମ୍ପରେContinue reading “ଭୂମିକମ୍ପରେ ଥରିଲା ଦିଲ୍ଲୀ । ନେପାଳରେ କେନ୍ଦ୍ରସ୍ଥଳୀ, ୬.୨ ତୀବ୍ରତାର ଭୂକମ୍ପ ଝଟକା”
ଓଡ଼ିଶାରେ ଏବେ ୧୯୭୬ ହାତୀ ଓ ୭୮୦ ବାଘ ରହିଛନ୍ତି । ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ ପ୍ରଦୀପ ଅମାତ ।
କନକ ବ୍ୟୁରୋ : ରାଜ୍ୟରେ ଏବେ ୧୯୭୬ ହାତୀ ଓ ୭୮୦ ବାଘ ରହିଛନ୍ତି । ଏନେଇ ଗୃହରେ ଉତ୍ତର ରଖିଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ରାଜ୍ୟରେ ବାଘ ଓ ହାତୀଙ୍କ ସଂଖ୍ୟା କେତେ ଏବଂ କେଉଁ ପ୍ରଜାତିର ବାଘ ରହିଛନ୍ତି ସେନେଇ ଗୃହରେ ପ୍ରଶ୍ନ କରିଥିଲେ ବିଧାୟକ ତାରା ପ୍ରସାଦ ବାହିନୀପତି । ଏହାର ଉତ୍ତରରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ସର୍ବଶେଷ ହାତୀ ଗଣନା ଅନୁଯାୟୀ, ରାଜ୍ୟରେContinue reading “ଓଡ଼ିଶାରେ ଏବେ ୧୯୭୬ ହାତୀ ଓ ୭୮୦ ବାଘ ରହିଛନ୍ତି । ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ ପ୍ରଦୀପ ଅମାତ ।”
୫ ବର୍ଷରେ ହାତୀ ନେଇଛି ୬୦୨ ଜୀବନ । ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ ।
କନକ ବ୍ୟୁରୋ : ହାତୀ ଉପଦ୍ରବ କାରଣରୁ ଗତ ବର୍ଷରେ ଭାଙ୍ଗିଛି ୯୬୧୧ ଘର । ଏନେଇ ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ଗତ ୨୦୧୮ରୁ ୨୦୨୩ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାତୀ ଉପଦ୍ରବ କାରଣରୁ କେତେ ସମ୍ପତ୍ତି କ୍ଷୟକ୍ଷତି ହୋଇଛି ଏବଂ କେତେ ଜଣ ବ୍ୟକ୍ତିଙ୍କ ଜୀବନ ଯାଇଛି ସେନେଇ ଗୃହରେ ପ୍ରଶ୍ନ କରିଥିଲେ ବିଧାୟକ ତାରା ପ୍ରସାଦ ବାହିନୀପତି । ତାରାଙ୍କ ପ୍ରଶ୍ନର ଉତ୍ତର ରଖି ବିଭାଗୀୟContinue reading “୫ ବର୍ଷରେ ହାତୀ ନେଇଛି ୬୦୨ ଜୀବନ । ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ ।”