ରାତି ପାହିଲେ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ : ଜିଲ୍ଲାରେ ରାଜନୈତିକ ହିଂସା ବଢ଼ୁଥିବାରୁ ଚିନ୍ତାରେ ରାଜନେତା

କନକ ବ୍ୟୁରୋ : ଆସନ୍ତାକାଲି ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ । ଏହା ପୂର୍ବରୁ ଅଶାନ୍ତ ହୋଇପଡ଼ିଛି ଗଞ୍ଜାମ । ମାସକ ଭିତରେ ଗଞ୍ଜାମରେ ତିନି ଜଣ ରାଜନେତାଙ୍କ ହତ୍ୟା ପରେ ଆତଙ୍କରେ ଅଛନ୍ତି ଜନପ୍ରତିନିଧି । ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ ଥିବାରୁ ଚିନ୍ତାରେ ପଡିଛନ୍ତି ସମିତି ସଭ୍ୟ । ବିଜେଡିର ଦୁଇ ଗୋଷ୍ଠୀ ବିପ୍ଳବ ପାତ୍ର ଓ ବିପିନ ପ୍ରଧାନଙ୍କ ସମର୍ଥକଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଗଞ୍ଜାମରେ ଯେଉଁଭଳି ଭାବେ ନେତାମାନଙ୍କୁ ଗୋଡ଼ାଇContinue reading “ରାତି ପାହିଲେ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ : ଜିଲ୍ଲାରେ ରାଜନୈତିକ ହିଂସା ବଢ଼ୁଥିବାରୁ ଚିନ୍ତାରେ ରାଜନେତା”

ବମ୍ବେରେ ଚୋରୀ ବଢିବାରୁ ଆସିଲା ଆଇଡିଆ

ସ୍ଵାଧୀନତାର ୫୦ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଏହି ଗୋଡ୍ରେଜ କମ୍ପାନୀର  କାହାଣୀ ବହୁତ ରୋଚକର । ଏକ ଛୋଟିଆ ଗୋଦାମରୁ ତାଙ୍କର ବ୍ୟବସାୟ ଯାତ୍ରା ଆରମ୍ଭ କରିଥିଲେ ଗୋଡ୍ରେଜ କମ୍ପାନୀର ପ୍ରତିଷ୍ଠାତା ଆରଦେଶୀର ଗୋଡ୍ରେଜ ।  ଇଂଲଣ୍ଡରୁ ଆମଦାନୀ ହୋଇଥିବା ତୁଳନାରେ ଆରଦେଶୀର ଗୋଡ୍ରେଜ ଭଲ ତାଲା ତିଆରି କରୁଥିଲେ। ଯେତେବେଳେ ମୁମ୍ବାଇରେ ଚୋରି ସଂଖ୍ୟା  ବୃଦ୍ଧି ପାଇଲା  ସେତେବେଳେ ଲକର ତିଆରି କରିବାର ଆଇଡିଆ ତାଙ୍କ ମୁଣ୍ଡକୁ ଜୁଟିଥିଲା । କମ୍ପାନୀ ପ୍ରଥମ ଲୋକସଭା ନିର୍ବାଚନContinue reading “ବମ୍ବେରେ ଚୋରୀ ବଢିବାରୁ ଆସିଲା ଆଇଡିଆ”

ଆଜି ବି ଚାଲିପାରିଲାନି ବିଧାନସଭା : ପାର୍ଲାମେଣ୍ଟର ଉଦାହରଣ ଦେଇ ବିଜେପିକୁ ଘେରିଲା କଂଗ୍ରେସ; ବିଜେଡି କହିଲା ବିକାଶର ବାଟ ଓଗାଳୁଛନ୍ତି ବିରୋଧୀ

କନକ ବ୍ୟୁରୋ : ଆଜି ବି ଚାଲିପାରିଲାନି ବିଧାନସଭା । ପ୍ରଶ୍ନକାଳ ଆରମ୍ଭରୁ ବିଜେପି ସଦସ୍ୟ ହଟଗୋଳ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବିବୃତିରୁ ଜନବିରୋଧୀ ଶବ୍ଦ ବାଦ, ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି କରି ବାଚସ୍ପତିଙ୍କ ପୋଡିୟମ ତଳେ ନାରାବାଜି କରିଥିଲେ । ବିଜେପି ବିଧାୟକଙ୍କ ହଟ୍ଟଗୋଳ ଯୋଗୁଁ ୪ଟା ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ସେପଟେ ଆଠ ଦିନ ହେଲା ବିରୋଧୀ ବିଧାନସଭା ଚଳାଇ ଦେଉନଥିବା କହି ବିଜେପିକୁ ଟାର୍ଗେଟ କରିଛନ୍ତିContinue reading “ଆଜି ବି ଚାଲିପାରିଲାନି ବିଧାନସଭା : ପାର୍ଲାମେଣ୍ଟର ଉଦାହରଣ ଦେଇ ବିଜେପିକୁ ଘେରିଲା କଂଗ୍ରେସ; ବିଜେଡି କହିଲା ବିକାଶର ବାଟ ଓଗାଳୁଛନ୍ତି ବିରୋଧୀ”

ରାଜ୍ୟରେ ବୁଡ଼ିଯିବ କି ବାଘ ଓ ହାତୀ ବଂଶ ? ୮ ବର୍ଷରେ ଗଲାଣି ୬୯୮ଟି ହାତୀଙ୍କ ଜୀବନ; ୪୮ଟି କଲରାପତରିଆ, ୭ଟି ମହାବଳ ବାଘର ମୃତ୍ୟୁ

କନକ ବ୍ୟୁରୋ : ରାଜ୍ୟରେ ବୁଡ଼ିଯିବ କି ବାଘ ଓ ହାତୀ ବଂଶ । ୮ ବର୍ଷ ଭିତରେ ଗଲାଣି ୬୯୮ଟି ହାତୀଙ୍କ ଜୀବନ । ସେହିପରି ୪୮ଟି କଲରାପତରିଆ, ୭ଟି ମହାବଳ ବାଘର ହୋଇଛି ମୃତ୍ୟୁ । ରେଳ ଦୁର୍ଘଟଣା, ବିଦ୍ୟୁତ ଆଘାତ, ଶିକାର ଓ ବିଷ ପ୍ରୟୋଗ ଏହାର ପ୍ରମୁଖ କାରଣ ପାଲଟିଛି । ୨୦୧୫ରୁ ୨୦୨୩ ଭିତରେ କେତେ ସଂଖ୍ୟକ ହାତୀ ଓ ବାଘଙ୍କ ମୃତ୍ୟୁ ହେଲାଣି କେଉଁ କାରଣ ପାଇଁ ହାତୀContinue reading “ରାଜ୍ୟରେ ବୁଡ଼ିଯିବ କି ବାଘ ଓ ହାତୀ ବଂଶ ? ୮ ବର୍ଷରେ ଗଲାଣି ୬୯୮ଟି ହାତୀଙ୍କ ଜୀବନ; ୪୮ଟି କଲରାପତରିଆ, ୭ଟି ମହାବଳ ବାଘର ମୃତ୍ୟୁ”

ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମାମଲା, ସିବିଆଇ ତଦନ୍ତ ଦାବି : ନ୍ୟାୟ ଦାବିରେ ଏସପି ଅଫିସ ଘେରାଉ କଲେ ଜର୍ଜ ସେନା

କନକ ବ୍ୟୁରୋ : ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ତଦନ୍ତ ଦାବି । ଏହା ସହ ପରିବାର ଲୋକଙ୍କୁ ନ୍ୟାୟ ଦାବିରେ ରାଉରକେଲା ଏସପି ଅଫିସ୍ ଘେରାଉ କରୁଛି ଜର୍ଜ ସେନା । ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ନେତୃତ୍ୱରେ ଏହି ପ୍ରତିବାଦ କରାଯାଉଛି । ଏଥିପାଇଁ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏସପି ଅଫିସ୍ ଆଗରେ ପୋଲିସ ଛାଉଣୀ କରାଯାଇଛି । The postContinue reading “ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମାମଲା, ସିବିଆଇ ତଦନ୍ତ ଦାବି : ନ୍ୟାୟ ଦାବିରେ ଏସପି ଅଫିସ ଘେରାଉ କଲେ ଜର୍ଜ ସେନା”

ବ୍ରିଜରେ ଅଧା ଝୁଲି ରହିଥିବା ବସ୍ ଉଦ୍ଧାର : ଅଳ୍ପକେ ବର୍ତ୍ତିଗଲା ଯାତ୍ରୀଙ୍କ ଜୀବନ

କନକ ବ୍ୟୁରୋ : ମହାନଦୀକୁ ଖସୁ ଖସୁ ରହିଗଲା ବସ୍ । ଅଳ୍ପକେ ବର୍ତ୍ତିଗଲା ଯାତ୍ରୀଙ୍କ ଜୀବନ । ବାଙ୍କୀ ଯାତମୁଣ୍ଡିଆ ପୋଲ ଉପରେ ଘଟିଛି ଭୟଙ୍କର ଦୁର୍ଘଟଣା । ଭାରସାମ୍ୟ ହରାଇ ବ୍ରିଜ୍ ବାଡ଼ାରେ ମାଡ଼ ହୋଇଥିଲା ବସ୍ । ହେଲେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି । ବସଟି ଅନୁଗୁଳରୁ ଭୁବନେଶ୍ୱର ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ୧୦ ଜଣରୁ ଅଧିକ ଯାତ୍ରୀ ସାମନ୍ୟ ଆହତContinue reading “ବ୍ରିଜରେ ଅଧା ଝୁଲି ରହିଥିବା ବସ୍ ଉଦ୍ଧାର : ଅଳ୍ପକେ ବର୍ତ୍ତିଗଲା ଯାତ୍ରୀଙ୍କ ଜୀବନ”

ଅନୁରାଗଙ୍କ ଚେତାବନୀ, ଜବାବ ରଖିଲେ ଦେବୀ । କହିଲେ କେନ୍ଦ୍ର ଯୋଜନାରେ ଦୁର୍ନୀତିର ପ୍ରମାଣ ଥିଲେ ଦିଅନ୍ତୁ ।

କନକ ବ୍ୟୁରୋ : ଓଡ଼ିଶାରେ କେନ୍ଦ୍ରୀୟ ଯୋଜନାରେ ଦୁର୍ନୀତିର ତଦନ୍ତ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିବା ପରେ ଏହାର ପ୍ରତିକ୍ରିୟା ରଖିଛି ବିଜେଡି । ଦଳର ଉପ-ସଭାପତି ଦେବୀ ମିଶ୍ର କହିଛନ୍ତି, କେନ୍ଦ୍ର ଯୋଜନାରେ କେଉଁଠି ଦୁର୍ନୀତି ହୋଇଛି ତାହାର ପ୍ରମାଣ ଦେଇ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ କେନ୍ଦ୍ରମନ୍ତ୍ରୀ । କେବଳ ଅଭିଯୋଗ କରିଦେଲେ ହେବନି । ମୁଣ୍ଡ ଉପରେ ନିର୍ବାଚନ ଥିବାରୁ ଖାଲି ଉଡା କଥା ନ କହିବାକୁ କହିଛନ୍ତି ଦେବୀ ମିଶ୍ର ।Continue reading “ଅନୁରାଗଙ୍କ ଚେତାବନୀ, ଜବାବ ରଖିଲେ ଦେବୀ । କହିଲେ କେନ୍ଦ୍ର ଯୋଜନାରେ ଦୁର୍ନୀତିର ପ୍ରମାଣ ଥିଲେ ଦିଅନ୍ତୁ ।”

ଓଡ଼ିଶାରେ କେନ୍ଦ୍ରୀୟ ଯୋଜନାର ଦୁର୍ନୀତିର ହେବ ତଦନ୍ତ, କାର୍ଯ୍ୟାନୁଷ୍ଠାନ ନେବ କେନ୍ଦ୍ର । ରାଜ୍ୟ ସରକାରଙ୍କୁ ଚେତାଇଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ।

କନକ ବ୍ୟୁରୋ : ଓଡ଼ିଶାରେ କେନ୍ଦ୍ରୀୟ ଯୋଜନାର ଦୁର୍ନୀତିର କାର୍ଯ୍ୟାନୁଷ୍ଠାନ ନେବ କେନ୍ଦ୍ର। ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର। ପଶ୍ଚିମବଙ୍ଗରେ ମଧ୍ୟ ଆବାସ ଏବଂ ଅନ୍ୟ କେନ୍ଦ୍ରୀୟ ଯୋଜନାରେ ଦୁର୍ନୀତି ହୋଇଥିଲା। କେନ୍ଦ୍ର ସରକାର ତାଙ୍କୁ ନୋଟିସ କରିଥିଲେ। ମନରେଗା ଯୋଜନାରେ ଦୁର୍ନୀତିଗ୍ରସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନହେବା ଯାଏଁ ପଶ୍ଚିମବଙ୍ଗକୁ ମନରେଗା ଅନୁଦାନ ବନ୍ଦ ହୋଇଥିଲା। ଓଡ଼ିଶାରେ ବି କେନ୍ଦ୍ରୀୟ ଯୋଜନାରେ ହୋଇଥିବା ଦୁର୍ନୀତିର କାର୍ଯ୍ୟାନୁଷ୍ଠାନ ହେବ।Continue reading “ଓଡ଼ିଶାରେ କେନ୍ଦ୍ରୀୟ ଯୋଜନାର ଦୁର୍ନୀତିର ହେବ ତଦନ୍ତ, କାର୍ଯ୍ୟାନୁଷ୍ଠାନ ନେବ କେନ୍ଦ୍ର । ରାଜ୍ୟ ସରକାରଙ୍କୁ ଚେତାଇଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ।”

ମହିଳା କର୍ମଚାରୀଙ୍କୁ ଏହି କମ୍ପାନୀ ଦେଲା ବଡ଼ ଉପହାର । ଏବେ ମହିଳା କର୍ମଚାରୀଙ୍କୁ ମିଳିବ ୫ବର୍ଷ ମାତୃତ୍ୱ ଛୁଟି

କନକ ବ୍ୟୁରୋ : ଗାଡି ନିର୍ମାତା କମ୍ପାନୀ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ତରଫରୁ ନିଜର ମହିଳା କର୍ମଚାରୀଙ୍କ ପାଇଁ ନୂଆ ମାତୃତ୍ୱ ଛୁଟି ନିୟମ ଜାରି କରିଛି । ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଏଭଳି ନିୟମକୁ ସାରା ଶିଳ୍ପ ଜଗତ ପ୍ରଶଂସା କରିଛି । କମ୍ପାନୀ ତରଫରୁ ପ୍ରଣୟନ କରାଯାଇଥିବା ନୂଆ ମାତୃତ୍ୱ ଛୁଟି ନୟମରେ ମହିଳାମାନଙ୍କୁ ମାତୃତ୍ୱ ଛୁଟି ବାବଦରେ ୫ବର୍ଷ ଛୁଟି ମିଳିବ । ଏହି ନିୟମକୁ କମ୍ପାନୀ ‘କ୍ୟାରିୟର ଆଣ୍ଡ କେୟାର’ ଯୋଜନାରେContinue reading “ମହିଳା କର୍ମଚାରୀଙ୍କୁ ଏହି କମ୍ପାନୀ ଦେଲା ବଡ଼ ଉପହାର । ଏବେ ମହିଳା କର୍ମଚାରୀଙ୍କୁ ମିଳିବ ୫ବର୍ଷ ମାତୃତ୍ୱ ଛୁଟି”

ସହକାରୀ ଜିଲ୍ଲାପାଳ ଓ ମହିଳା ଏଏସଆଇ ମୃତ୍ୟୁ ମାମଲା : ସିବିଆଇ ତଦନ୍ତ ଦାବି କଲା ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା

କନକ ବ୍ୟୁରୋ : ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ମହିଳା ଏଏସଆଇ ଏ.ଏନ ଲୁଗୁନ ମୃତ୍ୟୁ ମାମଲା । ଦୁଇ ମହିଳା ଅଧିକାରୀଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କଲା ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶରେ ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ ଗଠନ କରାଯାଇଛି । ସୁନ୍ଦରଗଡ ବିଧାୟିକା କୁସୁମ ଟେଟେଙ୍କେ ନେତୃତ୍ୱରେ ଏହି ଟିମ ଉଭୟଙ୍କ ପରିବାର ସଦସ୍ୟଙ୍କୁ ଭେଟିContinue reading “ସହକାରୀ ଜିଲ୍ଲାପାଳ ଓ ମହିଳା ଏଏସଆଇ ମୃତ୍ୟୁ ମାମଲା : ସିବିଆଇ ତଦନ୍ତ ଦାବି କଲା ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା”

Design a site like this with WordPress.com
Get started