କନକ ବ୍ୟୁରୋ : ଘୋଷଣା ହୋଇଛି ମେଡିସିନ ପାଇଁ ନୋବେଲ ଶାନ୍ତି ପୁରସ୍କାର । କୋଭିଡ ଟିକା ବିକାଶ ପାଇଁ କାଟାଲି କାରିକୋ ଓ ଡ୍ରିୟୁ ୱେସମ୍ୟାନଙ୍କୁ ମିଳିବ ଏହି ସମ୍ମାନ । ଦୁଇ ବୈଜ୍ଞାନିକଙ୍କ ଗବେଷଣା ଦ୍ୱାରା ଫାଇଜର ଓ ମଡର୍ଣ୍ଣା ଟିକା ବିକଶିତ ହୋଇଥିଲା । କାଟାଲି ଜଣେ ହଙ୍ଗେରୀ ବଂଶୋଦ୍ଭବ ଓ ଆମେରିକୀୟ ବାୟୋକେମିଷ୍ଟ । ସେହିପରି ଡ୍ରିୟୁ ଜଣେ ଆମେରିକୀୟ ଜୈବ ବୈଜ୍ଞାନିକ । ମେଡିସିନ ନୋବେଲ ପୁରସ୍କାର ସହ ନୋବେଲContinue reading “ମେଡିସିନ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା । କୋଭିଡ ଟିକା ବିକାଶ ପାଇଁ କାଟାଲି କାରିକୋ ଓ ଡ୍ରିୟୁ ୱେଚମ୍ୟାନଙ୍କୁ ମିଳିବ ପୁରସ୍କାର”
Tag Archives: News
ରହସ୍ୟ ଘେରରେ ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ । ହୋଟେଲ୍ ସିଲ୍ କଲା ପୁଲିସ । ସେନ୍ସରି ପାର୍କରେ ଛାନଭିନ୍ କଲା ତଦନ୍ତକାରୀ ଟିମ୍ ।
କନକ ବ୍ୟୁରୋ: ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ୍ ମୃତ୍ୟୁ ଘଟଣାର ରହସ୍ୟ ଉନ୍ମୋଚନ କରିବା ପାଇଁ ଜୋରଦାର ହୋଇଛି ଅଭିଯାନ । ସୁସ୍ମିତାଙ୍କ ମୃତଦେହ ଉଦ୍ଧାର ହୋଇଥିବା ସେନ୍ସରି ପାର୍କରେ ତଦନ୍ତକାରୀ ଟିମ୍ କରିଛି ଛାନଭିନ୍ । ସୁସ୍ମିତାଙ୍କ ମୃତଦେହ ଉଦ୍ଧାର ହୋଇଥିବା ପାର୍କ ଭିତରେ ଥିବା ପୋଖରୀରେ ଅଗ୍ନିଶମ ବାହୀନି ଓ ଫରେନସିକ ଟିମ ପହଞ୍ଚି ପାଣି ଭିତରେ ପ୍ରମାଣ ଖୋଜୁଛନ୍ତି । ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁକୁ ନେଇ ବଢୁଛି ରହସ୍ୟ ପାଣି ଭିତରେ ପ୍ରମାଣContinue reading “ରହସ୍ୟ ଘେରରେ ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ । ହୋଟେଲ୍ ସିଲ୍ କଲା ପୁଲିସ । ସେନ୍ସରି ପାର୍କରେ ଛାନଭିନ୍ କଲା ତଦନ୍ତକାରୀ ଟିମ୍ । “
ମହିଳା ଏଏସଆଇ ଏ.ଏନ. ଲୁଗୁନଙ୍କ ମୃତ୍ୟୁକୁ ନେଇ ବଢ଼ିଲା ସନ୍ଦେହ । ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ
କନକ ବ୍ୟୁରୋ: ରହସ୍ୟ ଘେରକୁ ଆସିଛି ରାଉରକେଲା ଉଦିତନଗର ଥାନାର ମହିଳା ଏଏସଆଇ ଆଲିସ ନାରମି ଲୁଗୁନଙ୍କ ସନ୍ଦେହଜନକ ମୃତ୍ୟୁ । ଲୁଗୁନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ତାଙ୍କ ସ୍ୱାମୀ ଥାନାରେ ଏତଲା ଦେବା ପରେ ୩୦୨ ଦଫାରେ ମାମଲା ରୁଜୁ କରିଛି ପୁଲିସ । ଜଣେ ଡିଏସଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ଏପଟେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯିବା ସହ ଏହାର ଭିଡିଓ ଗ୍ରାଫି କରାଯାଇଛି । ରାଉରକେଲା ଏସପି କହିଛନ୍ତି, ଯାତ୍ରୀବାହୀContinue reading “ମହିଳା ଏଏସଆଇ ଏ.ଏନ. ଲୁଗୁନଙ୍କ ମୃତ୍ୟୁକୁ ନେଇ ବଢ଼ିଲା ସନ୍ଦେହ । ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ “
ବଡ଼ ମେଡିକାଲରେ ଜାରି ରହିଛି ବିଭ୍ରାଟ । ଏସସିବି ମେଡିକାଲରେ ବିଭିନ୍ନ ୱାର୍ଡକୁ ପାଣି ଯୋଗାଣ ବନ୍ଦ । ଦୁଇ ଦିନ ଅନ୍ଧାରରେ ଥିଲା କଟକ ବଡ଼ ମେଡ଼ିକାଲ
କନକ ବ୍ୟୁରୋ: ରାଜ୍ୟର ସବୁଠାରୁ ବଡ ମେଡିକାଲ କଟକ ଏସସିବିରେ ଲାଗି ରହିଛି ସମସ୍ୟା । ଶନିବାର ଓ ରବିବାର ବିଦ୍ୟୁତ୍ ବିଭ୍ରାଟ ପରେ ପୁଣି ସମସ୍ୟା ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ବିଭିନ୍ନ ୱାର୍ଡରେ ପାଣି ନଆସିବାରେ ରୋଗୀ ଓ ରୋଗୀ ସମ୍ପର୍କୀୟ ହନ୍ତସନ୍ତ ହୋଇଛନ୍ତି । ଯାହାକୁ ନେଇ ଆଜି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ । ପ୍ରଥମେ ବିଦ୍ୟୁତ୍ ବିଭ୍ରାଟ ପରେ ପାଣି ସମସ୍ୟା ରାଜ୍ୟର ସବୁଠାରୁ ବଡ ମେଡିକାଲ,Continue reading “ବଡ଼ ମେଡିକାଲରେ ଜାରି ରହିଛି ବିଭ୍ରାଟ । ଏସସିବି ମେଡିକାଲରେ ବିଭିନ୍ନ ୱାର୍ଡକୁ ପାଣି ଯୋଗାଣ ବନ୍ଦ । ଦୁଇ ଦିନ ଅନ୍ଧାରରେ ଥିଲା କଟକ ବଡ଼ ମେଡ଼ିକାଲ”
ଗାନ୍ଧୀ ଜୟନ୍ତୀରେ ରାଜନୀତି: ବିଜେଡିର ଜନସମ୍ପର୍କ ପଦଯାତ୍ରା, କଂଗ୍ରେସର ଘରେ ଘରେ ହାତ ଅଭିଯାନ
କନକ ବ୍ୟୁରୋ: ଗାନ୍ଧିଙ୍କୁ ନେଇ ରାଜନୀତି । ଏବେ ସବୁ ରାଜନୈତିକ ଦଳର ଭରସା ପାଲଟିଛି ମହାତ୍ମା ଗାନ୍ଧିଙ୍କ ଆଦର୍ଶ । ଆଗକୁ ନିର୍ବାଚନ ଋତୁ । ଆଉ ଲୋକଙ୍କ ପାଖରେ ପଂହଚିବା ପାଇଁ ବିଜେଡି ଗାନ୍ଧି ଜୟନ୍ତୀରେ ଆରମ୍ଭ କରିଛି ପଦଯାତ୍ରା । କଂଗ୍ରେସ ବି ଘରେ ଘରେ ହାତ କାର୍ଯ୍ୟକ୍ରମକୁ ଗାନ୍ଧୀ ଜୟନ୍ତୀରେ ବ୍ୟାପକ ରୂପ ଦେଇଛି । କଂଗ୍ରେସ ଦଳ । ବିଜେଡି ଓ କଂଗ୍ରେସର ପଦଯାତ୍ରା ପ୍ରତିଯୋଗିତା ଭିତରେ ପଛରେ ପଡ଼ିିନିContinue reading “ଗାନ୍ଧୀ ଜୟନ୍ତୀରେ ରାଜନୀତି: ବିଜେଡିର ଜନସମ୍ପର୍କ ପଦଯାତ୍ରା, କଂଗ୍ରେସର ଘରେ ଘରେ ହାତ ଅଭିଯାନ”
ବିରୋଧୀଙ୍କୁ ନବୀନଙ୍କ ନିଶାନା: ପାଲଟା ଟାର୍ଗେଟ କଲେ ବିରୋଧୀ
କନକ ବ୍ୟୁରୋ: ବିରୋଧୀଙ୍କୁ ପୁଣି ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ । ବିଜେଡିରେ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରି ନବୀନ ପଟ୍ଟନାୟକ କହିଛନ୍ତି, ବିରୋଧୀ ଓଡିଶା ବିକାଶରେ ବାଧକ ସାଜିଛନ୍ତି ଓ ଭୁଲ ଖବର ଦେଇ ଲୋକଙ୍କୁ ଭ୍ରମିତ କରିବାକୁ ଉଦ୍ୟମ କରୁଛନ୍ତି । ବିରୋଧୀଙ୍କୁ ବିକାଶ ଓ ଜନବିରୋଧୀ ବୋଲି ବି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏଭଳି ଟାର୍ଗେଟ ପରେ ବିରୋଧୀ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ନବୀନଙ୍କୁContinue reading “ବିରୋଧୀଙ୍କୁ ନବୀନଙ୍କ ନିଶାନା: ପାଲଟା ଟାର୍ଗେଟ କଲେ ବିରୋଧୀ”
ଗୋଟିଏ ପଟେ ଜନସମ୍ପର୍କ ପଦଯାତ୍ରା: ଅନ୍ୟପଟେ ସଫେଇ କାର୍ଯ୍ୟକ୍ରମ, ଧ୍ରୁବ ଓ ଅଶୋକଙ୍କ ସଙ୍ଗଠନ ମଧ୍ୟରେ ଫାଟ ଜଳଜଳ
କନକ ବ୍ୟୁରୋ : ଗାନ୍ଧୀ ଜୟନ୍ତୀରୁ ବିଜେଡିର ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ଘରେ ଘରେ ବିକାଶ ବାର୍ତ୍ତା ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ନିର୍ବାଚନମଣ୍ଡଳୀୱାରୀ ପଦଯାତ୍ରା ଆରମ୍ଭ ହୋଇଛି । ତେବେ ଏହି ପଦଯାତ୍ରାରେ ରାଜନଗର ନିର୍ବାଚନମଣ୍ଡଳୀରେ ଥିବା ଗୋଷ୍ଠୀ କନ୍ଦଳ ସାମ୍ନାକୁ ଆସିଛି । ଗୋଟିଏ ପଟେ ବିଧାୟକ ଧ୍ରୁବ ସାହୁଙ୍କ ନେତୃତ୍ୱରେ ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ଅନ୍ୟପଟେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅଶୋକContinue reading “ଗୋଟିଏ ପଟେ ଜନସମ୍ପର୍କ ପଦଯାତ୍ରା: ଅନ୍ୟପଟେ ସଫେଇ କାର୍ଯ୍ୟକ୍ରମ, ଧ୍ରୁବ ଓ ଅଶୋକଙ୍କ ସଙ୍ଗଠନ ମଧ୍ୟରେ ଫାଟ ଜଳଜଳ”
ମଧୁ ମନ୍ଦିର ସାଉଁଟୁଛି ଗାନ୍ଧୀଙ୍କ ସ୍ମୃତି । ବାପୁ ଆସିବା ପରେ ଘର ପାଲଟିଲା ମନ୍ଦିର
କନକ ବ୍ୟୁରୋ : ଆସିଥିଲେ ଜାତିର ଜନକ ମହାତ୍ମା ଗାନ୍ଧୀ । ୧୯୨୧ ମାର୍ଚ୍ଚ ୨୯ ତାରିଖରେ ପ୍ରଥମ ଥର ବ୍ରହ୍ମପୁର ସହରକୁ ଆସିଥିଲେ ଗାନ୍ଧୀଜୀ । ସେହିପରି ବାପୁଙ୍କ ଦ୍ୱିତୀୟ ଗସ୍ତ ୧୯୨୭ ମସିହାର ଡିସେମ୍ବର ୬ ତାରିଖ ଓ ତୃତୀୟ ତଥା ଶେଷ ଗସ୍ତ ଥିଲା ୧୯୪୬ମସିହା ଜାନୁଆରୀ ୨୧ତାରିଖ । ତେବେ ବ୍ରହ୍ମପୁର ପ୍ରଥମ ଗସ୍ତ ବେଳେ ସ୍ୱର୍ଗତ ମଧୁସୁଦନ ପାଣିଗ୍ରାହୀଙ୍କ କୁଟିରରେ ୩ଦିନ ବିଶ୍ରାମ ନେଇଥିଲେ ଗାନ୍ଧିଜୀ । ସେତେବେଳେ ତାଙ୍କContinue reading “ମଧୁ ମନ୍ଦିର ସାଉଁଟୁଛି ଗାନ୍ଧୀଙ୍କ ସ୍ମୃତି । ବାପୁ ଆସିବା ପରେ ଘର ପାଲଟିଲା ମନ୍ଦିର”
ସ୍ନମ୍ପ ପମ୍ପ ଲଗାଇ ନଦୀରୁ ବାଲି ନେଇଯାଉଛନ୍ତି ମାଫିଆ । ଖାଉଛି ନଦୀକୂଳ, ବଢୁଛି ଅଞ୍ଚଳବାସୀଙ୍କ ପାଇଁ ବିପଦ
କନକ ବ୍ୟୁରୋ : ବାଲେଶ୍ୱର ବସ୍ତା ବ୍ଲକ ପତ୍ରଝଡା ପଂଚାୟତ ଏବଂ ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ରାଘବପୁର ଏବଂ ବଡାମପୁର ପଂଚାୟତ ମଧ୍ୟ ଦେଇ ପ୍ରବାହିତ ହେଉଛି ଜଳକା ନଦୀ । ବାଲି ମାଫିଆ ରାଜସ୍ୱ ବିଭାଗ ଅଧିକାରୀଙ୍କ ସହିତ ସଲାସୁତରା କରି ଦିନ ରାତି ବେଆଇନ ଭାବରେ ସ୍ନମ୍ପ ପମ୍ପ ଜରିଆରେ ନଦୀ ଗର୍ଭରୁ ଶହ ଶହ ଟ୍ରିପ ବାଲି ଶୋଷି ଚାଲିଛନ୍ତି । କେବଳ ଗୋଟଏ କି ଦୁଇଟି ନୁହେଁ ଏକା ସାଙ୍ଗରେContinue reading “ସ୍ନମ୍ପ ପମ୍ପ ଲଗାଇ ନଦୀରୁ ବାଲି ନେଇଯାଉଛନ୍ତି ମାଫିଆ । ଖାଉଛି ନଦୀକୂଳ, ବଢୁଛି ଅଞ୍ଚଳବାସୀଙ୍କ ପାଇଁ ବିପଦ”
ଗରିବ ପରିବାରକୁ ମିଳୁନି ସରକାରୀ ଆବସ । ଅନୁଗୁଳର ଅର୍ଚ୍ଚନା ସାହୁ କହିଲେ, ଘର ପାଇଁ ପଇସା ନଥିଲେ, କିଡନୀ ପଛେ ନିଅ ଘରଟିଏ ଦିଅ
କନକ ବ୍ୟୁରୋ : କିଡନୀ ନିଅନ୍ତୁ, ବଦଳରେ ଘର ଖଣ୍ଡିଏ ଦିଅନ୍ତୁ ସରକାର । ଘର ଖଣ୍ଡିଏ ପାଇଁ ବାରମ୍ବାର ଦାବି କରି ନିରାସ ହେବା ପରେ କ୍ଷୁବ୍ଧର ସହ ସରକାରଙ୍କୁ ଏଭଳି କହିଛନ୍ତି ଅନୁଗୋଳ ଜିଲ୍ଲା ଚମ୍ପତିମୁଣ୍ଡାର ଅର୍ଚ୍ଚନା ସାହୁ । ବର୍ଷାରେ ଘର ସମ୍ପୂର୍ଣ୍ଣ ଭାଙ୍ଗିଯିବା ପରେ କ୍ଲବ ଘରେ ଆଶ୍ରୟ ନେଉଛନ୍ତି ଅର୍ଚ୍ଚନାଙ୍କ ଅସହାୟ ପରିବାର । ଗାଁ ଗାଁ ବୁଲି ଚୁଡି ବେପାର କରୁଥିବା ଅର୍ଚ୍ଚନା ବହୁ ଦୁଃଖ କଷ୍ଟରେ ପରିବାରContinue reading “ଗରିବ ପରିବାରକୁ ମିଳୁନି ସରକାରୀ ଆବସ । ଅନୁଗୁଳର ଅର୍ଚ୍ଚନା ସାହୁ କହିଲେ, ଘର ପାଇଁ ପଇସା ନଥିଲେ, କିଡନୀ ପଛେ ନିଅ ଘରଟିଏ ଦିଅ”