କେମିତି ପାଇବେ ଶିକ୍ଷା ଋଣ ? ମେଧାବୀ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ ‘କଳିଙ୍ଗ ଶିକ୍ଷା ସାଥୀ’ ଯୋଜନାରେ ଋଣ ବ୍ୟବସ୍ଥା

କନକ ବ୍ୟୁରୋ : ୨୦ଲକ୍ଷ ଟଙ୍କାକୁ ବୃଦ୍ଧି ହେଲା ଶିକ୍ଷା ଋଣ । ମେଧାବୀ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ ଏଣିକି କଳିଙ୍ଗ ଶିକ୍ଷା ସାଥି ଯୋଜନା ବା କେଏସ୍ଏସ୍ୱାଇରେ ୨୦ଲକ୍ଷ ଋଣ ଦେବାକୁ ବ୍ୟବସ୍ଥା କରାଯାଇଛି । ଅଭିଭାବକଙ୍କ ବାର୍ଷିକ ଆୟ ସୀମା ୬ଲକ୍ଷ ଟଙ୍କା ରଖାଯାଇଥିବାରୁ ବହୁ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ଆସିଥିଲା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏବେ ଅଭିଭାବକଙ୍କ ବାର୍ଷିକ ଆୟ ସୀମା ୮ଲକ୍ଷContinue reading “କେମିତି ପାଇବେ ଶିକ୍ଷା ଋଣ ? ମେଧାବୀ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ ‘କଳିଙ୍ଗ ଶିକ୍ଷା ସାଥୀ’ ଯୋଜନାରେ ଋଣ ବ୍ୟବସ୍ଥା”

ବିହାରରେ ସରିଲା ଜାତିଗତ ଜନଗଣନା । ରାଜ୍ୟ ସରକାର ଜାରିକଲେ ରିପୋର୍ଟ

କନକ ବ୍ୟୁରୋ : ବିହାର ସରକାର ଜାତିଗତ ଜନଗଣନା ରିପୋର୍ଟ ଜାରି କରିଛନ୍ତି । ସରକାରୀ ରିପୋର୍ଟ ମୁତାବକ ରାଜ୍ୟରେ ୩୬ ପ୍ରତିଶତ ଅତି ପଛୁଆବର୍ଗର ଲୋକ ବାସ କରୁଥିବା ବେଳେ ୨୭ ପ୍ରତିଶତ ପଛୁଆବର୍ଗର ଲୋକ ବାସ କରୁଛନ୍ତି । ସେହିଭଳି ୧୯ ପ୍ରତିଶତ ଅତି ଅନୁସୂଚିତ ଜାତି ଓ ୧.୬୮ ପ୍ରତିଶତ ଅନୁସୂଚିତ ଜାତିର ଲୋକ ବାସ କରୁଛନ୍ତି । ନୀତିଶ ସରକାର ରାଜ୍ୟରେ ଜାତୀୟ ଜନଗଣନା କାର୍ଯ୍ୟ ସମାପ୍ତ କରିଛନ୍ତି । ସୋମବାରContinue reading “ବିହାରରେ ସରିଲା ଜାତିଗତ ଜନଗଣନା । ରାଜ୍ୟ ସରକାର ଜାରିକଲେ ରିପୋର୍ଟ”

ସୌମ୍ୟରଞ୍ଜନଙ୍କ ଅବ୍ୟାହତି : ତନୟା ପଟ୍ଟନାୟକ ‘ସମ୍ବାଦ’ ସମ୍ପାଦକ

କନକ ବ୍ୟୁରୋ : ସମ୍ବାଦର ସମ୍ପାଦକ ପଦରୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅବ୍ୟାହତି । ବ୍ୟକ୍ତିଗତ କାରଣ ଯୋଗୁ ସମ୍ବାଦର ସମ୍ପାଦକ ସହ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ପଦରୁ ସୌମ୍ୟରଞ୍ଜନ ଅବ୍ୟାହତି ନେଇଛନ୍ତି । ସମ୍ବାଦ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଶ୍ରୀମତି ତନୟା ପଟ୍ଟନାୟକ ସମ୍ବାଦର ନୂଆ ସମ୍ପାଦକ ଭାବେ ଦାୟିତ୍ୱଭାର ଗ୍ରହଣ କରିଛନ୍ତି । The post ସୌମ୍ୟରଞ୍ଜନଙ୍କ ଅବ୍ୟାହତି : ତନୟା ପଟ୍ଟନାୟକ ‘ସମ୍ବାଦ’ ସମ୍ପାଦକ first appeared on Kanak News. fromContinue reading “ସୌମ୍ୟରଞ୍ଜନଙ୍କ ଅବ୍ୟାହତି : ତନୟା ପଟ୍ଟନାୟକ ‘ସମ୍ବାଦ’ ସମ୍ପାଦକ”

ଓଲଟିଲା ଯାତ୍ରୀବାହୀ ବସ୍ : ୧୫ ଆହତଙ୍କୁ ବିରିକୋଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

କନକ ବ୍ୟୁରୋ : ଗଜପତି ମୋହନାରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ । ଗୁଲୁବା ବାମୁଣମଲା ଘାଟିରେ ବାରସାମ୍ୟ ହରାଇ ଓଲଟି ପଡିଛି । ୨୦ରୁ ଅଧିକ ଯାତ୍ରୀ ଯାଉଥିବା ବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ୧୫ ଆହତଙ୍କୁ ବିରିକୋଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । The post ଓଲଟିଲା ଯାତ୍ରୀବାହୀ ବସ୍ : ୧୫ ଆହତଙ୍କୁ ବିରିକୋଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି first appeared on Kanak News. from Kanak News via <a href="https://ifttt.com/?

କେରଳରେ ଫସି ରହିଛି ଓଡିଆ ଶ୍ରମିକଙ୍କ ମୃତଦେହ : ଟଙ୍କା ଦେଇନଥିବାରୁ ଶବ ଛଡା ଯାଉନଥିବା ଅଭିଯୋଗ

କନକ ବ୍ୟୁରୋ : କେରଳରେ ଫସି ରହିଛି ଓଡ଼ିଆ ଶ୍ରମିକଙ୍କ ମୃତଦେହ । ୧୦ଦିନ ହେବ ପରିବାରକୁ ଶବ ହସ୍ତାନ୍ତର କରୁନି ଘରୋଇ ମେଡିକାଲ । ପୁରୀ କୃଷ୍ଣପ୍ରସାଦ ସାନଅଁଳ ଗାଁର ସଞ୍ଜୟ ସିଂ କେରଳରେ ଶ୍ରମିକ ଭାବେ କାମ କରୁଥିଲେ । ଜ୍ୱର ହେବା ପରେ ସଞ୍ଜୟ କେରଳର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ତେବେ ସଞ୍ଜୟଙ୍କ ମୃତ୍ୟୁକୁ ୧୦ ଦିନ ବିତିଥିଲେ ମଧ୍ୟ ଘରୋଇ ହସ୍ପିଟାଲContinue reading “କେରଳରେ ଫସି ରହିଛି ଓଡିଆ ଶ୍ରମିକଙ୍କ ମୃତଦେହ : ଟଙ୍କା ଦେଇନଥିବାରୁ ଶବ ଛଡା ଯାଉନଥିବା ଅଭିଯୋଗ”

ଆରମ୍ଭ ହେଲା ବିଜେଡିର ଜନସମ୍ପର୍କ ପଦଯାତ୍ରା । ଘରେ ଘରେ ବିକାଶର ବାର୍ତ୍ତା ପହଞ୍ଚାଇବାକୁ କର୍ମୀଙ୍କୁ ଦେଲେ ଆହ୍ୱାନ, ବିରୋଧୀଙ୍କୁ ଦେଲେ ଜନବିରୋଧୀ ଓ ବିକାଶ ବିରୋଧୀ ଆଖ୍ୟା ।

କନକ ବ୍ୟୁରୋ : ଆରମ୍ଭ ହେଲା ବିଜେଡିର ଜନସମ୍ପର୍କ ପଦଯାତ୍ରା । ଭୁବନେଶ୍ୱରରୁ ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦଯାତ୍ରାର ଶୁଭାରମ୍ଭ ସହ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ । ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ନବୀନ କହିଛନ୍ତି, ଗାନ୍ଧିଜୀ ଆମ ସମସ୍ତଙ୍କ ପାଇଁ ସବୁବେଳେ ପ୍ରେରଣା ହୋଇ ରହି ଆସିଛନ୍ତି । ଗାନ୍ଧିଜୀଙ୍କ ଆଦର୍ଶ ଆମକୁ ଆଗକୁ ବାଟ ଦେଖାଇ ଆସୁଛି । ସାଧାରଣContinue reading “ଆରମ୍ଭ ହେଲା ବିଜେଡିର ଜନସମ୍ପର୍କ ପଦଯାତ୍ରା । ଘରେ ଘରେ ବିକାଶର ବାର୍ତ୍ତା ପହଞ୍ଚାଇବାକୁ କର୍ମୀଙ୍କୁ ଦେଲେ ଆହ୍ୱାନ, ବିରୋଧୀଙ୍କୁ ଦେଲେ ଜନବିରୋଧୀ ଓ ବିକାଶ ବିରୋଧୀ ଆଖ୍ୟା ।”

ବିଳମ୍ବିତ ରାତିରେ ଘର ପଛପଟେ ବୁଲୁଥିଲା କୁମ୍ଭୀର : ଉଦ୍ଧାର କଲା ବନବିଭାଗ; ରାଜନଗରରେ ଭୟର ବାତାବରଣ

କନକ ବ୍ୟୁରୋ : କେନ୍ଦ୍ରାପଡା ରାଜନଗର ଯଦୁଚନ୍ଦ୍ରପୁର ଗାଁରୁ ବଉଳା କୁମ୍ଭୀର ଉଦ୍ଧାର । ବାଉଁଶଗଡ଼ ନଦୀରେ ଉଦ୍ଧାର ହୋଇଥିବା କୁମ୍ଭୀରକୁ ଛଡାଯାଇଥିବା ସୂଚନା । ଗତକାଲି ବିଳମ୍ବିତ ରାତିରେ କାଙ୍ଗାଳି ପାତ୍ର ନାମକ ବ୍ୟକ୍ତିଙ୍କ ଘର ପଛପଟୁ କୁମ୍ଭୀରକୁ ଉଦ୍ଧାର କରିଥିଲା ବନ ବିଭାଗ । ସପ୍ତାହେ ପୂର୍ବରୁ ପେଣ୍ଠ ଖଣ୍ଡାମରାରୁ ମଧ୍ୟ ଏକ କୁମ୍ଭୀର ଉଦ୍ଧାର କରାଯାଇଥିଲା । The post ବିଳମ୍ବିତ ରାତିରେ ଘର ପଛପଟେ ବୁଲୁଥିଲା କୁମ୍ଭୀର : ଉଦ୍ଧାର କଲାContinue reading “ବିଳମ୍ବିତ ରାତିରେ ଘର ପଛପଟେ ବୁଲୁଥିଲା କୁମ୍ଭୀର : ଉଦ୍ଧାର କଲା ବନବିଭାଗ; ରାଜନଗରରେ ଭୟର ବାତାବରଣ”

କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ଘଟଣା : କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି କରାଯିବ ଡିଏନଏ ଟେଷ୍ଟ

କନକ ବ୍ୟୁରୋ : କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ଘଟଣାରେ ଆଜି ହେବ ଡିଏନ୍ଏ ଟେଷ୍ଟ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ଡିଏନଏ ଟେଷ୍ଟ କରାଯିବ । କ୍ୟାପିଟାଲ ଥାନା ପୋଲିସ କୋର୍ଟରେ ପୂର୍ବରୁ ଆବେଦନ କରିଥିବା ବେଳେ ଏନେଇ ସବୁଜ ସଙ୍କେତ ମିଳିଛି । ଅଭିଯୋଗକାରୀ ପ୍ରାଣକୃଷ୍ଣ ବିଶ୍ୱାଳ, ତାଙ୍କ ପତ୍ନୀ ଓ ଶିଶୁର ସାମ୍ପଲ ଆଜି ସଂଗ୍ରହ କରାଯିବ । ରିପୋର୍ଟ ମିଳିବା ପରେ ସତ୍ୟାସତ୍ୟ ପଦାକୁ ଆସିବ । ସେପଟେContinue reading “କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ଘଟଣା : କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି କରାଯିବ ଡିଏନଏ ଟେଷ୍ଟ”

କେମିତି ହେଲା ମହିଳା ଏଏସଆଇଙ୍କ ମୃତ୍ୟୁ ? ମୃତ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ ଲୁଗୁନ

କନକ ବ୍ୟୁରୋ : ସନ୍ଦେହ ବଢାଉଛି ରାଉରକେଲା ଉଦିତନଗର ଥାନାର ମହିଳା ଏଏସଆଇ ଏ.ଏନ.ଲୁଗୁନଙ୍କ ମୃତ୍ୟୁ । କେମିତି ହେଲା ଲୁଗୁନଙ୍କ ମୃତ୍ୟୁ ? ମୃତ୍ୟୁର ସଠିକ କାରଣ ଜଣାପଡ଼ିନାହିଁ । ସେପଟେ ହତ୍ୟା ଅଭିଯୋଗ ଆଣିଲେ ମୃତ ଏଏସ୍ଆଇ ଲୁଗୁନଙ୍କ ସ୍ୱାମୀ । ଏବଂ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ କରାଯିବନି ବୋଲି କହିଛନ୍ତି । ଏକ ଯାତ୍ରୀବାହୀ ବସ ଓ କାର ଦୁର୍ଘଟଣା ମାମଲାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଖବର ପାଇContinue reading “କେମିତି ହେଲା ମହିଳା ଏଏସଆଇଙ୍କ ମୃତ୍ୟୁ ? ମୃତ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ ଲୁଗୁନ”

ସ୍ୱଚ୍ଛତା ନାଁରେ ପ୍ରହସନ : ଜଣେ ଅଳିଆ ପକାଇଲେ, ଆଉ ଜଣେ ଝାଡୁ ଧରି ଓଳାଇଲେ; ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କନକ ବ୍ୟୁରୋ : ସ୍ୱଚ୍ଛତା ନାଁରେ ପ୍ରହସନ, ଜଣେ ଅଳିଆ ପକାଇବା ପରେ ଝାଡୁଧରି ଓଳାଇଲେ ଆଉଜଣେ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ । ଅକ୍ଟୋବର ୧ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅବସରରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଚିତ୍ର । ଜଣେ ବ୍ୟକ୍ତି ମେଡିକାଲ ପରିସରରେ ଅଳିଆ ପକାଇବାର କିଛି ସମୟ ପରେ ମେଡିକାଲର ଜଣେ କର୍ମଚାରୀ ଅଳିଆ ସଫା କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛିContinue reading “ସ୍ୱଚ୍ଛତା ନାଁରେ ପ୍ରହସନ : ଜଣେ ଅଳିଆ ପକାଇଲେ, ଆଉ ଜଣେ ଝାଡୁ ଧରି ଓଳାଇଲେ; ସୋସିଆଲ ମିଡିଆରେ ଭିଡିଓ ଭାଇରାଲ”

Design a site like this with WordPress.com
Get started