ଓଏସଏପି କମାଣ୍ଡାଣ୍ଟ ସୁନୀଲ ବେହେରାଙ୍କୁ ଗିରଫ କଲା ଭିଜିଲାନ୍ସ : ଜବତ ହୋଇଥିଲା ୧୦ ଲକ୍ଷରୁ ଅଧିକ ଟଙ୍କା

କନକ ବ୍ୟୁରୋ : ଓଏସଏପି କମାଣ୍ଡାଣ୍ଟ ସୁନୀଲ ବେହେରାଙ୍କୁ ଗିରଫ କରିଛି ଭିଜିଲାନ୍ସ । ତାଙ୍କ ଠାରୁ ନଗଦ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ କରାଯାଇଛି । ସୁନୀଲ ବେହେରା ଫାଷ୍ଟ ବାଟାଲିୟନର କମାଣ୍ଡାଣ୍ଟ ଭାବେ କାମ କରୁଛନ୍ତି । ଶନିବାର ଦିନ ଢେଙ୍କାନାଳରୁ ଟଙ୍କା ନେଇ କଟକ ସ୍ଥିତ ବାସଭବନକୁ କାର ଯୋଗେ ଫେରୁଥିବାବେଳେ ବାଟରେ ତାଙ୍କୁ ଧରିଥିଲା ଭିଜିଲାନ୍ସର ସ୍ୱତନ୍ତ୍ର ଟିମ । ସୁନୀଲ ନିଜ ସରକାରୀ ଗାଡି ଯୋଗେ ଟଙ୍କା ନେଇContinue reading “ଓଏସଏପି କମାଣ୍ଡାଣ୍ଟ ସୁନୀଲ ବେହେରାଙ୍କୁ ଗିରଫ କଲା ଭିଜିଲାନ୍ସ : ଜବତ ହୋଇଥିଲା ୧୦ ଲକ୍ଷରୁ ଅଧିକ ଟଙ୍କା”

୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି : ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା; ଗାଁକୁ ଯିବେ ନେତା ଓ କର୍ମୀ

କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି । ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା । ଗାଁକୁ ଯିବେ ନେତା ଓ କର୍ମୀ ପ୍ରତି ପଞ୍ଚାୟତ ଏବଂ ୱାର୍ଡରେ ଯାତ୍ରା କରିବ ବିଜେଡି । ସାମିଲ ହେବେ ଦଳର ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକ । ଗାନ୍ଧୀ ଜୟନ୍ତୀ ଅବସରରେ ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା । ରାଜଧାନୀରେ ଏହି ଅଭିଯାନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦଯାତ୍ରା ମାଧ୍ୟମରେ ରାଜ୍ୟର ପ୍ରତ୍ୟେକContinue reading “୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି : ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା; ଗାଁକୁ ଯିବେ ନେତା ଓ କର୍ମୀ”

ମହିଳା ଏଏସଆଇଙ୍କ ସନ୍ଦେହଜନକ ମୃତ୍ୟୁ : ମୃତ୍ୟୁର କାରଣ ଅସ୍ପଷ୍ଟ; ତଦନ୍ତ କରୁଛି ପୁଲିସ

କନକ ବ୍ୟୁରୋ : ରାଉରକେଲା ଉଦିତନଗର ଥାନାର ମହିଳା ଏଏସଆଇ ଏ.ଏନ.ଲୁଗୁନଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଏକ ଯାତ୍ରୀବାହୀ ବସ ଓ କାର ଦୁର୍ଘଟଣା ମାମଲାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଖବର ପାଇ ସମ୍ପୃକ୍ତ ଏଏସଆଇ ଘଟଣାସ୍ଥଳକୁ ଯାଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁର ସଠିକ କାରଣ ସ୍ପଷ୍ଟ ହୋଇନି । ରାଉରକେଲା ସରକାରୀ ଡାକ୍ତରଖାନାରେ ମୃତଦେହକୁ ରଖାଯାଇଛି । ପୁଲିସ ଘଟଣାର ଛାନଭିନ କରୁଛି । ସୂଚନା ମୁତବାକContinue reading “ମହିଳା ଏଏସଆଇଙ୍କ ସନ୍ଦେହଜନକ ମୃତ୍ୟୁ : ମୃତ୍ୟୁର କାରଣ ଅସ୍ପଷ୍ଟ; ତଦନ୍ତ କରୁଛି ପୁଲିସ”

ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ : ଅବିଭକ୍ତ କୋରାପୁଟରେ ବସ୍ ଧର୍ମଘଟ; ୨୪ଘଣ୍ଟା ପାଇଁ ଘରୋଇ ବସ୍ ଚଳାଚଳ ବନ୍ଦ

କନକ ବ୍ୟୁରୋ : ‘ଲକ୍ଷ୍ମୀ’ଯୋଜନାକୁ ବିରୋଧ କରି ଆଜି ଅବିଭକ୍ତ କୋରାପୁଟ ଜିଲ୍ଲାରେ ଘରୋଇ ବସ ଚଳାଚଳ ବନ୍ଦ ରହିବ । ମାଲକାନଗିରି ଜିଲ୍ଲା ଘରୋଇ ବସ ମାଲିକ ସଂଘ ଏହି ଯୋଜନାକୁ ସମର୍ଥନ କରୁଥିବା ବେଳେ ବନ୍ଦରେ ସାମିଲ ହେବ ବୋଲି ଘୋଷଣା କରିଛି । ଅର୍ଥାତ ମାଲକାନଗିରି ସମେତ କୋରାପୁଟ, ନବରଙ୍ଗପୁର, ରାୟଗଡା ଜିଲ୍ଲାରେ ଆସନ୍ତା କାଲି ସମସ୍ତ ଘରୋଇ ବସ ଚଳାଚଳ ବନ୍ଦ ରହିବା ନେଇ ସୂଚନାଦେଇଛି ମାଲକାନଗିରି ଘରୋଇ ବସ ମାଲିକContinue reading “ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ : ଅବିଭକ୍ତ କୋରାପୁଟରେ ବସ୍ ଧର୍ମଘଟ; ୨୪ଘଣ୍ଟା ପାଇଁ ଘରୋଇ ବସ୍ ଚଳାଚଳ ବନ୍ଦ”

ସୁପର ସଣ୍ଡେରେ ସୁପର୍ ଶୋ । ଏସୀୟ କ୍ରୀଡ଼ାରେ ତିନୋଟି ସ୍ୱର୍ଣ୍ଣ ପଦକ ଜିତିଲା ଭାରତ

କନକ ବ୍ୟୁରୋ : ସୁପର ସଣ୍ଡେରେ ସୁପର୍ ଶୋ’ । ରବିବାର ଏସୀୟ କ୍ରୀଡ଼ାରେ ତିନୋଟି ସ୍ୱର୍ଣ୍ଣ ପଦକ ଜିତିଛି ଭାରତ । ୩ହଜାର ମିଟର୍ ଷ୍ଟିପଲଚେଜରେ ଭାରତକୁ ଐତିହାସିକ ସ୍ୱର୍ଣ୍ଣ ପଦକ ଦେଇଛନ୍ତି ଅବିନାଶ ସାବଲେ । ଅବିନାଶ ପ୍ରଥମ ଭାରତୀୟ ଭାବେ ଏସୀୟ କ୍ରୀଡ଼ାର ୩ହଜାର ମିଟର ଷ୍ଟିପଲଚେଜ୍ରେ ଏହି ସଫଳତା ଆଣିଛନ୍ତି । ସେ ନିର୍ଦ୍ଧାରିତ ଦୂରତାକୁ ୮ ମିନିଟ୍ ୧୯ ଦଶମିକ ୫୦ ସେକେଣ୍ଡରେ ଅତିକ୍ରମ କରିଛନ୍ତି । ସେହିପରି ତେଜିନ୍ଦରContinue reading “ସୁପର ସଣ୍ଡେରେ ସୁପର୍ ଶୋ । ଏସୀୟ କ୍ରୀଡ଼ାରେ ତିନୋଟି ସ୍ୱର୍ଣ୍ଣ ପଦକ ଜିତିଲା ଭାରତ”

ଉଦିତନଗର ଥାନା ମହିଳା ଏଏସଆଇଙ୍କ ସନ୍ଦେହଜନକ ମୃତ୍ୟୁ । ଗଣ୍ଡଗୋଳର ଛାନଭିନ୍ ପାଇଁ ଯାଇଥିଲେ ଏ.ଏନ.ଲୁଗୁନ

କନକ ବ୍ୟୁରୋ :   ରାଉରକେଲା ଉଦିତନଗର ଥାନାର ମହିଳା ଏଏସଆଇ ଏ.ଏନ.ଲୁଗୁନଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି ।  ଏକ ଯାତ୍ରୀବାହୀ ବସ ଓ କାର ଦୁର୍ଘଟଣା ମାମଲାରେ  ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଖବର ପାଇ ସଂପୃକ୍ତ ଏଏସଆଇ ଘଟଣାସ୍ଥଳକୁ ଯାଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।  ମୃତ୍ୟୁର ସଠିକ କାରଣ  ସ୍ପଷ୍ଟ ହୋଇଛନି । ଆଇଜିଏଚରେ ମୃତଦେହକୁ ରଖାଯାଇଛି । ପୁଲିସ ଘଟଣାର ଛାନଭିନ କରୁଛି । ଏ.ଏନ.ଲୁଗୁନ ମହିଳା ଆସିଷ୍ଟାଂଟ କଲେକ୍ଟରContinue reading “ଉଦିତନଗର ଥାନା ମହିଳା ଏଏସଆଇଙ୍କ ସନ୍ଦେହଜନକ ମୃତ୍ୟୁ । ଗଣ୍ଡଗୋଳର ଛାନଭିନ୍ ପାଇଁ ଯାଇଥିଲେ ଏ.ଏନ.ଲୁଗୁନ”

ଜୀବକା ଯୋଗାଇଛି ବହୁମୁଖୀ ଚାଷ । ୭ ଏକର ଜମିରେ ପନିପରିବା ଚାଷ ଭଲ ରୋଜଗାର କରୁଛନ୍ତି । ରାୟଗଡ଼ା ଏରାଗୁଡା ଗାଁର ଶିକ୍ଷିତ ଯୁବକ

କନକ ବ୍ୟୁରୋ : ଜୀବିକା ଯୋଗାଉଛି ବହୁମୁଖୀ ଚାଷ । ଉଚ୍ଚଶିକ୍ଷା ଶେଷ ପରେ ଚାଷ କାମକୁ ଆପଣାଇଛନ୍ତି ରାୟଗଡ଼ା ଏରାଗୁଡା ଗାଁର ଆଦିବାସୀ ଯୁବକ ଟଙ୍କଧର ଶବର । ନିଜର ୭ ଏକର ପରିମିତ ଜମିରେ ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ବିଭିନ୍ନ ପ୍ରକାର ପନିପରିବା ଚାଷ କରୁଛନ୍ତି । ଏହା ସହ ମାଛ ଚାଷ କରି ନିଜେ ଆତ୍ମନିର୍ଭରଶୀଳ ହେବା ଅନ୍ୟମାନଙ୍କୁ ରୋଜଗାର ଦେଇଛନ୍ତି ଟଙ୍କଧର । ବୁନ୍ଦା ଜଳସେଚନ ଓ ଧାଡ଼ିContinue reading “ଜୀବକା ଯୋଗାଇଛି ବହୁମୁଖୀ ଚାଷ । ୭ ଏକର ଜମିରେ ପନିପରିବା ଚାଷ ଭଲ ରୋଜଗାର କରୁଛନ୍ତି । ରାୟଗଡ଼ା ଏରାଗୁଡା ଗାଁର ଶିକ୍ଷିତ ଯୁବକ”

ପରିଚୟ ଦେଇଛି ବାଉଁଶ କାରିଗରି । କୁଲା, ଟୋକେଇ, ବିଂଚଣା ଭଳି ଘରକରଣା ସମଗ୍ରୀ ତିଆରି କରୁଛନ୍ତି ଗଂଜାମ ଆସିକା ଅଂଚଳର କାରିଗର

କନକ ବ୍ୟୁରୋ : ଯୁଗ ବଦଳିବା ସହ ଲୋକଙ୍କ ଚାହିଦା ବି ବଦଳୁଛି । ଲୋକଙ୍କ ଚାହିଦା ମୁତାବକ ଅନେକ ସୌଖିନ୍ ସାମଗ୍ରୀ ବଜାରକୁ ଆସୁଛି । ଆଉ ଏଥିପାଇଁ ଲୋପ ପାଇବାକୁ ବସିଲାଣି ବାଉଁଶରେ ତିଆରି ସାମଗ୍ରୀ । ଏହି ବୃତିକୁ ଆପଣାଇ ପରିବାର ପ୍ରତିପୋଷଣ କରୁଥିବା କାରିଗର ମାନେ ଦୁର୍ଦିନରେ କାଳ କାଟୁଛନ୍ତି । ଗଂଜାମ ଆସିକା ବ୍ଳକର ନୂଆଗାଁ, ଧରାକୋଟ୍ ବ୍ଲକର ମାଣିକ୍ୟପୁର, ସାଆବା ଭଳି ଗାଁର ଅନେକ ଲୋକ ବାଉଁଶରେ ବିଭିନ୍ନContinue reading “ପରିଚୟ ଦେଇଛି ବାଉଁଶ କାରିଗରି । କୁଲା, ଟୋକେଇ, ବିଂଚଣା ଭଳି ଘରକରଣା ସମଗ୍ରୀ ତିଆରି କରୁଛନ୍ତି ଗଂଜାମ ଆସିକା ଅଂଚଳର କାରିଗର”

ଛେଳି ଚାଷରୁ ମିଳୁଛି ଭଲ ରୋଜଗାର । କମ୍ ଖର୍ଚ୍ଚ ଓ କମ୍ ପରିଶ୍ରମରେ ଲାଭବାନ ହେଉଛନ୍ତି ନିଆଳିର ଚାଷୀ ସୁଶାନ୍ତ ସାହୁ

କନକ ବ୍ୟୁରୋ : ଲକ୍ଷପତି କରିଛି ଛେଳି ଚାଷ । କମ୍ ଖର୍ଚ୍ଚରେ ମିଳୁଛି ଭଲ ରୋଜଗାର । ନିଆଳି କୃଷ୍ଣପ୍ରସାଦ ପଂଚାୟତ ନୂଆବେତଣ୍ଡା ଗାଁର ଯୁବ ଚାଷୀ ସୁଶାନ୍ତ ସାହୁ ଏହି ଚାଷକୁ ଆପଣାଇ ବେଶ ଲାଭବାନ ହୋଇଛନ୍ତି । ପୂର୍ବରୁ ଧାନ ଓ ପାନ ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ ସୁଶାନ୍ତ । ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯୟ ଯୋଗୁଁ ଅନେକ ସମୟରେ କ୍ଷତି ସହୁଥିଲେ । ତେଣୁ ଅନ୍ୟContinue reading “ଛେଳି ଚାଷରୁ ମିଳୁଛି ଭଲ ରୋଜଗାର । କମ୍ ଖର୍ଚ୍ଚ ଓ କମ୍ ପରିଶ୍ରମରେ ଲାଭବାନ ହେଉଛନ୍ତି ନିଆଳିର ଚାଷୀ ସୁଶାନ୍ତ ସାହୁ”

ରାଜସୁନାଖଳାର ଶୁଖୁଆ ବଜାର । ହାଟରେ ମିଳେ ଦେଢ଼ଶହ ପ୍ରକାରର ଶୁଖୁଆ, ଶୁଖୁଆ ପାଇଁ ରହିଛି ସ୍ୱତନ୍ତ୍ର ପରିଚୟ

କନକ ବ୍ୟୁରୋ : ଝୁଡ଼ି ଝୁଡ଼ି ହୋଇ ଦୋକନରେ ଥୁଆ ହୋଇଛି ବିଭିନ୍ନ ପ୍ରକାରର ଶୁଖୁଆ । ଇଲିସି, କଂଟିଆ, ଖଅଙ୍ଗା, ଚାନ୍ଦି, ପଥରମୁଣ୍ଡି, ଖରପାଣିଆ, ସାବେଳା, ଟାଙ୍ଗଳା, ମହୁରାଡ଼ି, ଚୁଙ୍ଗୁଡ଼ି ଭଳି ଦେଢ଼ ଶହ ପ୍ରକାରର ଶୁଖୁଆ ଏହି ହାଟର ସୌନ୍ଦର୍ଯ୍ୟ ବୃଦ୍ଧି କରୁଛି । ଏହି ହାଟରେ ଛୋଟ ବଡ଼ ହୋଇ ୬୦ରୁ ୭୦ଟି ଶୁଖୁଆ ଦୋକାନ ରହିଥିବା ବେଳେ ବିନା କେମିକାଲ ଯୁକ୍ତ ଏହି ଶୁଖୁଆ କିଣିବାକୁ ବଜାରରେ ଜମୁଛି ଭିଡ଼ ।Continue reading “ରାଜସୁନାଖଳାର ଶୁଖୁଆ ବଜାର । ହାଟରେ ମିଳେ ଦେଢ଼ଶହ ପ୍ରକାରର ଶୁଖୁଆ, ଶୁଖୁଆ ପାଇଁ ରହିଛି ସ୍ୱତନ୍ତ୍ର ପରିଚୟ”

Design a site like this with WordPress.com
Get started