କନକ ବ୍ୟୁରୋ: ବଡ ମେଡିକାଲରେ ବଡ ବିଭ୍ରାଟ । ବିଶ୍ୱସ୍ତରୀୟ ହେବାକୁ ଥିବା କଟକ ବଡ ମେଡିକାଲରେ ବିଜୁଳ ଗାଏବ ହୋଇଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏସସିବିର ଏକାଧିକ ବିଭାଗରେ ଶୁକ୍ରବାର ଘଂଟା ଘଂଟା ଧରି ବିଜୁଳି ନଥିଲା । ଶନିବାର ପୁଣି ସମାନ ଅବସ୍ଥା ଦେଖିବାକୁ ମିଳିଥିଲା ନିଦାନ ବିଭାଗରେ । ଘଂଟାଏ କି ଦୁଇ ଘଂଟା ନୁହେଁ ପ୍ରାୟ ୬ ଘଂଟା । ଘଂଟାଏ ନୁହେଁ କି ଦୁଇ ଘଂଟାContinue reading “କଟକ ବଡ ମେଡିକାଲରେ ବିଦ୍ୟୁତ୍ ବିଭ୍ରାଟ: ଅନ୍ଧାରରେ ରୋଗୀ ସେବା”
Tag Archives: News
ପାର୍ବଣରେ ଚାଲିଛି ସଜବାଜ । ଝଲସିବ ସବୁ ପୂଜା ମଣ୍ଡପ, ସାଲେପୁର ଓଡ଼ାସିଙ୍ଗ ଗାଁରେ ପାରମ୍ପରିକ ପଦ୍ଧତିରେ ଚାଲିଛି ମେଢ କାମ
କନକ ବ୍ୟୁରୋ : ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ଗଣେଶ ପୂଜାରୁ ଆରମ୍ଭ ହୋଇଥିବା ଏହି ପାର୍ବଣ ପାଇଁ ବିଭିନ୍ନ ସ୍ଥାନରେ ଚାଲିଛି ମେଢ କାମ । ଏନେଇ ଲାଗିପଡିଛନ୍ତି କାରିଗର ମାନେ । ପାରମ୍ପରିକ ଜିନିଷ ପତ୍ରରେ ନିର୍ମାଣ କରୁଛନ୍ତି ଭିଳିକିଭଳି ମେଢ ସବୁ । ବାଉଁଶ ପାତିଆରୁ ନେଇ ଜରି ଓ ପଟି ଦେଇ ମେଢ କାମ କରାଯାଉଛି । ସେହିଭଳି କଟକ ସାଲେପୁର ଓଡ଼ାସିଙ୍ଗ ଗାଁରେ ଏହି ପାରମ୍ପରିକ ପଦ୍ଧତିରେ ମେଢContinue reading “ପାର୍ବଣରେ ଚାଲିଛି ସଜବାଜ । ଝଲସିବ ସବୁ ପୂଜା ମଣ୍ଡପ, ସାଲେପୁର ଓଡ଼ାସିଙ୍ଗ ଗାଁରେ ପାରମ୍ପରିକ ପଦ୍ଧତିରେ ଚାଲିଛି ମେଢ କାମ”
ଲଗାଣ ବର୍ଷାରେ ବେସାହାରା ପରିବାର । ଭାଙ୍ଗିଗଲା ନୁଆଁଣିଆ ଚାଳ ଘର, ସାହାଯ୍ୟ ସହ ଘର ଖଣ୍ଡିଏ ପାଇଁ ପ୍ରଶାସନକୁ ଗୁହାରୀ
କନକ ବ୍ୟୁରୋ : ଭଙ୍ଗା ଦଦରା ଘରେ କଟୁଥିଲା ଦିନ । ହେଲ ବର୍ଷା କରିଦେଲା ବେସାହାରା । ଏବେ ଘର ନଥିବା ବେଳେ ବାରଦୁଆର ହେଉଛନ୍ତି ଦିବ୍ୟାଙ୍ଗଙ୍କ ପରିବାର । ଖୋର୍ଦ୍ଧା ବୋଲଗଡ ଧଳାପଥରରେ ଥିବା କୋଦବେରେଣୀ କୁମ୍ଭାର ସାହି ବାସିନ୍ଦା ହେଉଛନ୍ତି ଯୁଗଳ ମୁଦୁଲି । ଦିବ୍ୟାଙ୍ଗ ଯୁଗଳ ନିଜ ବୃଦ୍ଧ ବାପା ମାଆଙ୍କ ସହ ରହୁଛନ୍ତି । ଗାଁର ସେହି ଭଙ୍ଗାରୁଜା ଘରେ ତାଙ୍କ ଜୀବନ ବିତୁଥିବା ବେଳେ ଲଗାଣ ବର୍ଷା ଯୋଗୁContinue reading “ଲଗାଣ ବର୍ଷାରେ ବେସାହାରା ପରିବାର । ଭାଙ୍ଗିଗଲା ନୁଆଁଣିଆ ଚାଳ ଘର, ସାହାଯ୍ୟ ସହ ଘର ଖଣ୍ଡିଏ ପାଇଁ ପ୍ରଶାସନକୁ ଗୁହାରୀ”
ଥମୁନି ଝାଡାବାନ୍ତି ଆତଙ୍କ । ବୀରମହାରାଜପୁର କମୀରା ଗାଁରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଦୂଷିତ ପାଣିକୁ ଦାୟୀ କଲେ ଲୋକେ
କନକ ବ୍ୟୁରୋ : ସୁବର୍ଣ୍ଣପୁର ବୀରମହାରାଜପୁର କମୀରା ଗାଁରେ ଝାଡାବାନ୍ତି ଆତଙ୍କ । ଭୟଭୀତ ହୋଇପଡିଛନ୍ତି ଲୋକମାନେ । ଏବେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ବେଳେ ଝାଡାବାନ୍ତିର କାରଣ ଖୋଜୁଛନ୍ତି ଡାକ୍ତରୀ ଦଳ । ଦୀର୍ଘ ଦେଢ ମାସ ହେଲା ଝାଡାବାନ୍ତି ଲାଗିଥିବା ବେଳେ ଏବେ ସୁଦ୍ଧା କମୀରା ଗାଁରେ ୩୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଏବେ ବି ଗାଁରେ ଲୋକେ ଝାଡାବାନ୍ତି ନେଇ ଆତଙ୍କିତ ହୋଇପଡିଥିବା ବେଳେ ସମସ୍ତଙ୍କର ଚାଲିଛି ଚିକିତ୍ସା ।Continue reading “ଥମୁନି ଝାଡାବାନ୍ତି ଆତଙ୍କ । ବୀରମହାରାଜପୁର କମୀରା ଗାଁରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଦୂଷିତ ପାଣିକୁ ଦାୟୀ କଲେ ଲୋକେ”
ଅତଡା ଖସି ନିଆଳି ନୂଆବାଆବଜା ଗାଁରେ ବନ୍ୟା ପାଣି । ଲକ୍ଷାଧିକ ଟଙ୍କା ବ୍ୟୟ ପରେ ବି ହୋଇପାରିନି ପଥର ପ୍ୟାକିଂ କାମ
କନକ ବ୍ୟୁରୋ : କୂଳ ଖାଉଛି ନଦୀ । ଅତଡା ଖାଇବାରୁ ଗାଁରେ ବନ୍ୟା ପାଣି ପଶିଗଲାଣି । ସେପଟେ ନିଜକୁ ସୁରକ୍ଷିତ ରଖିବାକୁ ରାତି ଅନିଦ୍ରା ହୋଇ ନଦୀ କୂଳରେ ଜଗି ବସି ରହିଛନ୍ତି ଗାଁର ଲୋକମାନେ । ଏଭଳି ଚିତ୍ର ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ବ୍ଲକ ନୂଆବାଆବଜା ଆର୍ତତ୍ରାଣ ଗାଦିବହ୍ମ ନିକଟର । କନ୍ଦଳ ନଦୀରେ ଆସିଛି ବନ୍ୟା । ଆଉ ଅତଡା ଖସି ଚାଲିଥିବା ବେଳେ ଲୋକଙ୍କ ସୁରକ୍ଷା କବଚContinue reading “ଅତଡା ଖସି ନିଆଳି ନୂଆବାଆବଜା ଗାଁରେ ବନ୍ୟା ପାଣି । ଲକ୍ଷାଧିକ ଟଙ୍କା ବ୍ୟୟ ପରେ ବି ହୋଇପାରିନି ପଥର ପ୍ୟାକିଂ କାମ”
ଚିଲିକା ମଝିରେ ଫସିଛନ୍ତି ୬୦ରୁ ଅଧିକ ଯାତ୍ରୀ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡଙ୍ଗା ଖରାପ ହୋଇଥିବା ସୂଚନା । ଉଦ୍ଧାର ପାଇଁ ଯାତ୍ରୀଙ୍କ ଆକୁଳ ନିବେଦନ
କନକ ବ୍ୟୁରୋ : ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକା ମଝିରେ ଡଙ୍ଗା ଫସିଥିବା ସୂଚନା ରହିଛି । ଡଙ୍ଗାରେ ପ୍ରାୟ ୬୦ ଜଣ ଯାତ୍ରୀ ଓ ୨୫ରୁ ଅଧିକ ବାଇକ୍ ଥିବା ସୂଚନା ମିଳିଛି । ଚିଲିକା ସାତପଡ଼ା ଠାରୁ ୫ କିଲୋମିଟର ଦୂର ଜହ୍ନିକୁଦା ଘାଟକୁ ଯାତ୍ରା କରୁଥିଲା ଡଙ୍ଗା । ଡଙ୍ଗାଟି ଅପରାହ୍ଣ ୪ଟା ବେଳେ ଘାଟ ଅଭିମୁଖେ ବାହାରିଥିଲା । କିନ୍ତୁ ଚିଲିକା ମଝିରେContinue reading “ଚିଲିକା ମଝିରେ ଫସିଛନ୍ତି ୬୦ରୁ ଅଧିକ ଯାତ୍ରୀ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡଙ୍ଗା ଖରାପ ହୋଇଥିବା ସୂଚନା । ଉଦ୍ଧାର ପାଇଁ ଯାତ୍ରୀଙ୍କ ଆକୁଳ ନିବେଦନ”
ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସମସ୍ୟା ଦେଖାଦେଇଥିବା ସୂଚନା, ପ୍ରାୟ ୬୦ ଯାତ୍ରୀ, ୨୫ଟି ବାଇକ୍ ସହ ଯାତ୍ରା କରୁଥିଲା ଡଙ୍ଗା
କନକ ବ୍ୟୁରୋ : ଚିଲିକା ମଝିରେ ଫଶିଛନ୍ତି ୬୦ ଜଣ ଯାତ୍ରୀ । କୃଷ୍ଣପ୍ରସାଦ ଓ ଚିଲିକା ମଝିରେ ଏକ ଯାତ୍ରୀବାହୀ ଡଙ୍ଗା ଫସିଯାଇଛି । ଡଙ୍ଗାଟି ଯାନ୍ତ୍ରିକ ତୃଟିଯୋଗୁଁ ସମୁଦ୍ର ମଝିରେ ଫସି ରହିଥିବା ଜଣାପଡିଛି । ଡଙ୍ଗାରେ ୬୦ ଜଣ ଯାତ୍ରୀ ସହ ୨୫ଟି ମୋଟରସାଇକେଲ ଥିଲା । ଡଙ୍ଗାଟି ଯାତ୍ରୀଙ୍କୁ ନେଇ ଚିଲିକା ସାତପଡାରୁ ଜହ୍ନିକୁଦା ପଟକୁ ଯାଉଥିଲା । The post ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଯାନ୍ତ୍ରିକContinue reading “ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସମସ୍ୟା ଦେଖାଦେଇଥିବା ସୂଚନା, ପ୍ରାୟ ୬୦ ଯାତ୍ରୀ, ୨୫ଟି ବାଇକ୍ ସହ ଯାତ୍ରା କରୁଥିଲା ଡଙ୍ଗା”
ଶବର ସାଥୀ ଲକ୍ଷ୍ମୀ: ମଶାଣିରେ ଶବ ଜାଳିଲେ ଘର ଚଳେ, ଏବେ ଯାଏଁ ପୋଡି ସାରିଲେଣି ହଜାରେରୁ ଅଧିକ ଶବ
କନକ ବ୍ୟୁରୋ: ମନରେ ନାହିଁ ଭୟ, କି ନାହିଁ ସମାଜର ଟାହିଟାପରାକୁ ଖାତିର । ତାଙ୍କ ସାହସ କୌଣସି ପୁରୁଷଠୁ ବି କମ ନୁହେଁ । ଯେଉଁ ସ୍ଥାନକୁ ଯିବାକୁ ଜଣେ ସାଧାରଣ ଲୋକ ଭୟ କରନ୍ତି, ଯେଉଁ ସ୍ଥାନକୁ ମହିଳାମାନଙ୍କୁ ବାରଣ ଥାଏ, ସେହି ସ୍ଥାନକୁ ନିଜ କର୍ମକ୍ଷେତ୍ର କରିଛନ୍ତି ଲକ୍ଷ୍ମୀ । ମଶାଣିର ଛାତି ଉପରେ ଛିଡା ହୋଇ ସେ ଶବ ଦାହ କରନ୍ତି । ଏହା ବର୍ଷେ କି ଦୁଇ ବର୍ଷର ଘଟଣାContinue reading “ଶବର ସାଥୀ ଲକ୍ଷ୍ମୀ: ମଶାଣିରେ ଶବ ଜାଳିଲେ ଘର ଚଳେ, ଏବେ ଯାଏଁ ପୋଡି ସାରିଲେଣି ହଜାରେରୁ ଅଧିକ ଶବ”
ମଧ୍ୟପ୍ରଦେଶରେ ଫେରିବ କି କଂଗ୍ରେସ ସରକାର ! ନା ବିଜେପି ପୁଣି ଦକ୍ଷଲ କରିବ କ୍ଷମତା । ଚମକାଇଦେଲା ସର୍ଭେ ରିପୋର୍ଟ
କନକ ବ୍ୟୁରୋ : ମଧ୍ୟପ୍ରଦେଶ ନିର୍ବାଚନ ପୂର୍ବର ପ୍ରମୁଖ ରାଜନୈତିକ ଦଳମାନେ ସେମାନଙ୍କ କ୍ଷମତା ପ୍ରଚାର ମଇଦାନରେ ପ୍ରଦର୍ଶନ କରିବା ଆରମ୍ଭ କରିଦେଇଛନ୍ତି । ବିଜେପି ହେଉ କି କଂଗ୍ରେସ ସମସ୍ତେ ଦାବି କରୁଛନ୍ତି କି, ଆଗାମୀ ବିଧାନସଭା ନିର୍ବାଚନରେ ସେମାନଙ୍କ ଦଳ ସରକାର ଗଠନ କରିବ । ଏହି କ୍ରମରେ ଭିନ୍ନ ଭିନ୍ନ ନ୍ୟୁଜ ଚ୍ୟାନେଲ ଓ ଏଜେନ୍ସିମାନେ ନିର୍ବାଚନ ଫଳାଫଳକୁ ନେଇ ସର୍ଭେ ଆରମ୍ଭ କରିଦେଇଛନ୍ତି । ହେଲେ ଇଣ୍ଡିଆ ଟିଭି ତାର ଜନମତContinue reading “ମଧ୍ୟପ୍ରଦେଶରେ ଫେରିବ କି କଂଗ୍ରେସ ସରକାର ! ନା ବିଜେପି ପୁଣି ଦକ୍ଷଲ କରିବ କ୍ଷମତା । ଚମକାଇଦେଲା ସର୍ଭେ ରିପୋର୍ଟ”
କଂଗ୍ରେସ ମୁଖ୍ୟାଳୟ ସାମ୍ନାରେ ଅର୍ଚ୍ଚନା ଗୌତମଙ୍କ ସହ ଗଣ୍ଡଗୋଳ । ଶୃଙ୍ଖଳାଭଙ୍ଗ କାରଣ ଦର୍ଶାଇ ୬ବର୍ଷ ପାଇଁ ଦଳ କଲା ନିଲମ୍ବିତ
କନକ ବ୍ୟୁରୋ : କଂଗ୍ରେସ ନେତ୍ରୀ ତଥା ବିଗ୍ ବସ୍ ଫ୍ରେମ୍ ଅର୍ଚ୍ଚନା ଗୌତମଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି । କଂଗ୍ରେସର ପୂର୍ବତନ ଲୋକସଭା ପ୍ରାର୍ଥୀ ଅର୍ଚ୍ଚନାଙ୍କୁ କଂଗ୍ରେସ ଏବେ ୬ବର୍ଷ ପାଇଁ ନିଲମ୍ବିତ କରିଛି । କଂଗ୍ରେସ ମୁଖ୍ୟାଳୟ ସାମ୍ନାରେ ଅର୍ଚ୍ଚନା ଗୌତମଙ୍କ ସହ କିଛି ମହିଳା ମାରପିଟ୍ କରିଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ଏହି ଭିଡିଓରେ ଦେଖିବାକୁ ମିଳିଛି କି କିଛି ମହିଳାContinue reading “କଂଗ୍ରେସ ମୁଖ୍ୟାଳୟ ସାମ୍ନାରେ ଅର୍ଚ୍ଚନା ଗୌତମଙ୍କ ସହ ଗଣ୍ଡଗୋଳ । ଶୃଙ୍ଖଳାଭଙ୍ଗ କାରଣ ଦର୍ଶାଇ ୬ବର୍ଷ ପାଇଁ ଦଳ କଲା ନିଲମ୍ବିତ”