କନକ ବ୍ୟୁରୋ : ସ୍ୱାଭିମାନ ଅଂଚଳରେ ଜମୁଛି ବ୍ୟାପାର । ସାପ୍ତାହିକ ହାଟ ପାଲଟିଛି ବ୍ୟବସାୟର ପେଣ୍ଠ ସ୍ଥଳି । ମାଓବାଦୀଙ୍କ ଆଡ୍ଡସ୍ଥଳୀ ପାଲଟିଥିବା ଏହି ଅଂଚଳରେ ସ୍ୱାଧୀନ ଭାବେ ବଂଚିବା ଭୁଲି ଯାଇଥିଲେ ଲୋକେ । ହେଲେ ଏବେ ଲାଲଗଡରେ ଦେଖିବାକୁ ମିିଳିଛି ପରିବର୍ତନ ଚିତ୍ର । ଜନ୍ତାପାଇ ସାପ୍ତାହିକ ହାଟରେ ଲାଗୁଛି ଖଚାଖଚ ଭିଡ । ଜମୁଛି କିଣାବିକାର ଆସର । କହିବାକୁ ଗଲେ ସ୍ୱାଭିମାନ ଅଂଚଳର ଲୋକଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରୁଛିContinue reading “ଦିନେ ମାଓବାଦୀଙ୍କ ଭୟରେ ଦିନ କାଟୁଥିଲେ ଅଞ୍ଚଳବାସୀ । ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଜନ୍ତାପାଇ ହାଟରେ ଜମୁଛି ବେପାର”
Tag Archives: News
ଜାପାନ ଶୈଳୀରେ ସଫେଇ । ଆରମ୍ଭ ହେଲା ‘୧୪ ମିନିଟ ମିରାକଲ’
କନକ ବ୍ୟୁରୋ : ଭାରତର ସେମି ବୁଲେଟ ଟ୍ରେନ କୁହାଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଏବେ ମାତ୍ର ୧୪ ମିନିଟରେ ପରିଷ୍କାର ହୋଇ ପ୍ରସ୍ତୁତ ହୋଇଯିବ । ରବିବାରଠାରୁ ଏହି ଯୋଜନା ପ୍ରାରମ୍ଭିକ ଭାବେ ପୁରୀ ସମେତ ୨୯ଟି ସ୍ଥାନରେ ଆରମ୍ଭ ହୋଇଛି । ଏହାକୁ ‘୧୪ ମିନିଟ ମିରାକଲ’ ବୋଲି କୁହାଯାଇଛି । ସୂଚନା ଅନୁସାରେ -ପ୍ରତି ବଗିରେ ୩ ଜଣ ଲେଖାଁଏ ସଫେଇ କର୍ମଚାରୀ ରହିବେ । -ତଳେ ରହିବେ ଦୁଇଜଣ ସହାୟକ -୧୪Continue reading “ଜାପାନ ଶୈଳୀରେ ସଫେଇ । ଆରମ୍ଭ ହେଲା ‘୧୪ ମିନିଟ ମିରାକଲ’”
ରାସ୍ତା ମଝିରେ ବୀଭତ୍ସ ହତ୍ୟାକାଣ୍ଡ: କଳାହାଣ୍ଡି ଜୁନାଗଡ଼ରେ ଟ୍ରିପଲ୍ ମର୍ଡର, ଶଙ୍କରପଲା ଗାଁରେ ମାଆ, ଶିଶୁ ସମେତ ୩ ଜଣଙ୍କୁ ହତ୍ୟା
କନକ ବ୍ୟୁରୋ: କଳାହାଣ୍ଡି ଜୁନାଗଡରେ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଶଙ୍କରପଲା ଗାଁରେ ୩ ଜଣଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇ କେହି ଫେରାର ହୋଇଯାଇଛନ୍ତି । ମୃତଦେହଗୁଡିକ ରାସ୍ତା ଉପରେ ପଡି ରହିଛି । ମୃତକଙ୍କ ମଧ୍ୟରେ ଜଣେ ବୃଦ୍ଧ, ଜଣେ ମହିଳା ଓ ଜଣେ ଶିଶୁ ଅଛନ୍ତି । ଏହି ୩ ଜଣଙ୍କୁ କିଏ କାହିଁକି ହତ୍ୟା କଲା ତାହା ସ୍ପଷ୍ଟ ହୋଇନାହିଁ । ପୁଲିସ ଘଟଣାସ୍ଥଳରେ ପହଂଚି ଛାନଭିନ ଆରମ୍ଭContinue reading “ରାସ୍ତା ମଝିରେ ବୀଭତ୍ସ ହତ୍ୟାକାଣ୍ଡ: କଳାହାଣ୍ଡି ଜୁନାଗଡ଼ରେ ଟ୍ରିପଲ୍ ମର୍ଡର, ଶଙ୍କରପଲା ଗାଁରେ ମାଆ, ଶିଶୁ ସମେତ ୩ ଜଣଙ୍କୁ ହତ୍ୟା “
ଭୋଜି କରିବାକୁ ଯାଇ ଡ୍ୟାମରେ ବୁଡିଗଲେ ୪ ସାଙ୍ଗ । ୩ ଜଣ ଉଦ୍ଧାର, ଏବେ ବି ଜଣେ ନିଖୋଜ
କନକ ବ୍ୟୁରୋ : ୬ଜଣ ଖୁସିରେ ଭୋଜି କରିବାକୁ ଯାଇଥିବା ବେଳେ ଘଟିଛି ବଡ ଅଘଟଣ । ୬ଜଣ ଯାକ ସାଙ୍ଗ ଭୋଜି ସାରି ଡ୍ୟାମକୁ ଗାଧୋଇବାକୁ ଯାଇଥିବା ବେଳେ ହଠାତ ୪ଜଣ ସାଂଗ ପାଣି ସୁଅରେ ଭାସି ଯାଇଥିଲେ । ୩ଜଣ ସାଂଗ କୌଶଳ କ୍ରମେ ୩ଜଣ ସାଂଗ ପାଣିସୁଅରୁ ବାହାରକୁ ବାହାରି ଆସିଥିବା ବେଳେ ଅଂଶୁମାନ ନାୟକ ନାମକ ଜଣେ ଯୁବକ ଏବେ ବି ନିଖୋଜ ରହିଛନ୍ତି । ଖବର ଅନୁସାରେ, କଟକ ସିଡିଏContinue reading “ଭୋଜି କରିବାକୁ ଯାଇ ଡ୍ୟାମରେ ବୁଡିଗଲେ ୪ ସାଙ୍ଗ । ୩ ଜଣ ଉଦ୍ଧାର, ଏବେ ବି ଜଣେ ନିଖୋଜ”
ବଲାଙ୍ଗୀର ପୌରାଧ୍ୟକ୍ଷ ଓ ନିର୍ବାହୀ ଅଧିକାରୀଙ୍କୁ ନୋଟିସ୍: ଅସମ୍ମାନ କରାଯାଇଥିବା ଅଭିଯୋଗ ଆଣିଥିଲେ ନରସିଂହ
କନକ ବ୍ୟୁରୋ: ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଓ ବଲାଙ୍ଗୀର ପୌରପାଳିକା ଅଧ୍ୟକ୍ଷ ଏବଂ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ନରସିଂହ ମିଶ୍ର ସ୍ୱାଧୀକାର ଭଙ୍ଗ ନୋଟିସ ଆଣିବା ପରେ ଦୁଇ ଅଧିକାରୀଙ୍କୁ ବିଧାନସଭା ପକ୍ଷରୁ ନୋଟିସ ଜାରି କରାଯାଇଛି । ଆଉ ୭ ଦିନ ଭିତରେ ଉତର ରଖିବାକୁ କୁହାଯାଇଛି । ପୌରପାଳିକା ଅଧ୍ୟକ୍ଷ ଏବଂ ନିର୍ବାହୀ ଅଧିକାରୀ କି ଉତର ଦେବେ ତା ଉପରେ ସମସ୍ତଙ୍କ ନଜର ରହିଛି ।Continue reading “ବଲାଙ୍ଗୀର ପୌରାଧ୍ୟକ୍ଷ ଓ ନିର୍ବାହୀ ଅଧିକାରୀଙ୍କୁ ନୋଟିସ୍: ଅସମ୍ମାନ କରାଯାଇଥିବା ଅଭିଯୋଗ ଆଣିଥିଲେ ନରସିଂହ”
ଲଗାତର ସପ୍ତମ ମାସରେ ବି ଜିଏସଟି ଆଦାୟ ଟପିଲା ୧.୫ ଲକ୍ଷ କୋଟି । ଜାଣନ୍ତୁ ସେପ୍ଟେମ୍ବର ମାସରେ କେତେ ଟଙ୍କା ହୋଇଛି ଜିଏସଟି ଆଦାୟ
କନକ ବ୍ୟୁରୋ : ଜିଏସଟି ଆଦାୟ ମାମଲାରେ ସେପ୍ଟେମ୍ବର ମାସରେ ବି ଆସିଲା ଭଲ ଖବର । ରବିବାର ଦିନ ଜାରି କରାଯାଇଥିବା ସୂଚନା ମୁତାବକ ରାଜକୋଷକୁ ୧,୬୨,୭୧୨ କୋଟି ଟଙ୍କା ଆସିଛି । ଏହା ଗତବର୍ଷ ସେପ୍ଟେମ୍ବର ମାସ ତୁଳନାରେ ୧୦.୨ ପ୍ରତିଶତ ଅଧିକ । ସେପ୍ଟେମ୍ବର ମାସରେ ୧.୬୩ ଲକ୍ଷ କୋଟି ଟଙ୍କା ଜିଏସଟି ଆଦାୟ ହୋଇଥିବା ବେଳେ ଏହା ଅଗଷ୍ଟମାସ ତୁଳନାରେ ୨.୩ ପ୍ରତିଶତ ଅଧିକ । ଏହାସହ ଲଗାତର ଭାବେ ସପ୍ତମContinue reading “ଲଗାତର ସପ୍ତମ ମାସରେ ବି ଜିଏସଟି ଆଦାୟ ଟପିଲା ୧.୫ ଲକ୍ଷ କୋଟି । ଜାଣନ୍ତୁ ସେପ୍ଟେମ୍ବର ମାସରେ କେତେ ଟଙ୍କା ହୋଇଛି ଜିଏସଟି ଆଦାୟ”
ବଙ୍ଗୋପସାଗରରେ ସକ୍ରିୟ ରହିଛି ସୁଦୃଶ୍ୟ ଲଘୁଚାପ: ଆସନ୍ତା ୨ ଦିନ ପ୍ରବଳ ବର୍ଷା ଆଶଙ୍କା
କନକ ବ୍ୟୁରୋ: ଲଘୁଚାପ ପ୍ରଭାବରେ ବର୍ଷା ଆହୁରି ୨ ଦିନ । ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । କାଲି ୫ଟି ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ୯ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଲଘୁଚାପ ଯୋଗୁଁ ଗତ ୨୪ ଘଂଟା ଧରି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି । ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷା ହୋଇଛି । ପଶ୍ଚିମ-ପଶ୍ଚିମବଙ୍ଗContinue reading “ବଙ୍ଗୋପସାଗରରେ ସକ୍ରିୟ ରହିଛି ସୁଦୃଶ୍ୟ ଲଘୁଚାପ: ଆସନ୍ତା ୨ ଦିନ ପ୍ରବଳ ବର୍ଷା ଆଶଙ୍କା”
ଅଧିକ ରାଜସ୍ୱ ପାଇଁ ମଦକୁ ପ୍ରୋତ୍ସାହନ: ବଢୁଛି ମଦ ଦୋକାନ ସଂଖ୍ୟା
କନକ ବ୍ୟୁରୋ: ରାଜ୍ୟରେ ରାଜସ୍ୱ ଆୟର ବଡ ମାଧ୍ୟମ ପାଲଟିଛି ମଦ ଦୋକାନ ଖୋଲିବା । ବିଧାନସଭାରେ ଅବକାରୀ ମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ, ୨୦୧୨ ତୁଳନାରେ ୨୦୨୨-୨୩ରେ ରାଜ୍ୟରେ ଅବକାରୀ ରାଜସ୍ୱ ରେକର୍ଡ ଛୁଇଁଛି । ଆଉ ବିଦେଶୀ ମଦରୁ ଆସିଛି ଅଧିକ ରାଜସ୍ୱ । ଆଉ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ତେବେ ମୁଣ୍ଡପିଚ୍ଛା ମଦ ବ୍ୟବହାର କେଉଁ ବର୍ଷରେ କେତେ ପ୍ରତିଶତ ବଢିଛି ସେ ନେଇ ବିଧାନସଭାରେ ମନ୍ତ୍ରୀContinue reading “ଅଧିକ ରାଜସ୍ୱ ପାଇଁ ମଦକୁ ପ୍ରୋତ୍ସାହନ: ବଢୁଛି ମଦ ଦୋକାନ ସଂଖ୍ୟା “
ଗଞ୍ଜାମରେ ଆତଙ୍କିତ ନେତା: ସୁରକ୍ଷା ମାଗୁଛନ୍ତି ଜନପ୍ରତିନିଧି
କନକ ବ୍ୟୁରୋ: ଗଞ୍ଜାମରେ ଗୋଟିଏ ମାସରେ ତିନି ତିନିଟି ମୁଣ୍ଡ ଗଡିବା ପରେ ଆତଙ୍କରେ ନେତା ଓ ଜନତା । କେତେବେଳେ କାହାର ପାଳି ପଡିବ ସେ ନେଇ ସମସ୍ତେ ଚିନ୍ତାରେ ପଡିଛନ୍ତି । ଆଗକୁ ନିର୍ବାଚନ ଥିବାରୁ ଜିଲ୍ଲାରେ ରାଜନୈତିକ ହିଂସା ବଢିବା ଆଶଙ୍କା ରହିଛି । ଆଉ ନିଜ ସୁରକ୍ଷା ନେଇ ଚିନ୍ତିତ ହୋଇପଡିଛନ୍ତି ନେତା ଓ ଜନପ୍ରତିନିଧି । ଗୋଟିଏ ମାସ ଭିତରେ ଗଞ୍ଜାମରେ ତିନି ଜଣ ବିଜେଡି ନେତାଙ୍କ ହତ୍ୟା ପରେContinue reading “ଗଞ୍ଜାମରେ ଆତଙ୍କିତ ନେତା: ସୁରକ୍ଷା ମାଗୁଛନ୍ତି ଜନପ୍ରତିନିଧି”
ସାରା ଦେଶରେ ସ୍ୱଚ୍ଛତା ହିଁ ସେବା ଅଭିଯାନ: ହାତରେ ଝାଡୁ ଧରିଲେ ମୋଦୀ, ସଫେଇ କରିବାର ଭିଡିଓ ପୋଷ୍ଟ କଲେ ପ୍ରଧାନମନ୍ତ୍ରୀ
କନକ ବ୍ୟୁରୋ: ମୋଦିଙ୍କ ହାତରେ ଝାଡୁ । ଗାନ୍ଧୀ ଜୟନ୍ତୀ ପୂର୍ବରୁ ସ୍ୱଚ୍ଛତା ବାର୍ତା ଦେଇ ନିଜେ ଝାଡୁ ଧରି ସଫେଇ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରେସଲର ଅଙ୍କିତ ବେୟନପୁରିୟାଙ୍କ ସହ ଶ୍ରମଦାନ କରିଛନ୍ତି ନରେନ୍ଦ୍ର ମୋଦୀ । ସ୍ୱଚ୍ଛତା ପାଇଁ ଗୋଟିଏ ଘଂଟା ଶ୍ରମଦାନ କରିବାକୁ ପ୍ରଧାନମନ୍ତ୍ରୀ ଅପିଲ କରିଥିଲେ । ଆଉ ଏହାକୁ ଗ୍ରହଣ କରି ସାରା ଦେଶରେ ଝାଡୁ ଧରି ସ୍ୱଚ୍ଛତାର ବାର୍ତା ଦେଇଛନ୍ତି ନେତା । ଜାତିର ପିତାContinue reading “ସାରା ଦେଶରେ ସ୍ୱଚ୍ଛତା ହିଁ ସେବା ଅଭିଯାନ: ହାତରେ ଝାଡୁ ଧରିଲେ ମୋଦୀ, ସଫେଇ କରିବାର ଭିଡିଓ ପୋଷ୍ଟ କଲେ ପ୍ରଧାନମନ୍ତ୍ରୀ “