କନକ ବ୍ୟୁରୋ: ନିଶା ମାଫିଆଙ୍କୁ ନିସ୍ତାର ନାହିଁ । ନିଶା ମାଫିଆଙ୍କୁ ଖୋଜି ଖୋଜି ଧରୁଛି ଏସଟିଏଫ୍ । ନିଶା ମାଫିଆ ଓ ବନ୍ଧୁକ ବେପ।।ରୀ ଏମ୍.ଡି ସଦାମ ଓ ଚିତରଞ୍ଜନ ବେହରାକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ପିପିଲି ଦାନଗୋହୀରି’ର ଏମ.ଡି ସଦାମ ବିରୋଧରେ ପୂର୍ବରୁ ଏନଡିପିଏସ୍ ଓ ଆମ୍ସ ଆକ୍ଟରେ ମାମଲା ରୁଜୁ କରିଥିଲା । ୨୦୨୨ ମସିହା ଜାନୁୟାରୀ ୨୫ ତାରିଖରେ ଛାପା ମାରି ୩ କେଜି ୧୧୦ ଗ୍ରାମ ବ୍ରାଉନସୁଗର ଜବତContinue reading “ନିଶା ମାଫିଆଙ୍କୁ ନିସ୍ତାର ନାହିଁ । ନିଶା ମାଫିଆଙ୍କୁ ଖୋଜି ଖୋଜି ଧରୁଛି ଏସଟିଏଫ ।”
Tag Archives: News
କିଏ ମାଳଦ୍ୱୀପର ନୂଆ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁ? ଭାରତ ପାଇଁ ଚିନ୍ତାର ବିଷୟ କାହିଁକି?
କନକ ବ୍ୟୁରୋ: ମାଳଦ୍ୱୀପର ନୂଆ ରାଷ୍ଟ୍ରପତି ହୋଇଛନ୍ତି ପ୍ରୋଗ୍ରେସିଭ୍ ପାର୍ଟି ଅଫ୍ ମାଳଦୀପ ପାର୍ଟିର ମୁଖ୍ୟ ମୋହମ୍ମଦ ମୁଇଜୁ । ୫୪ ପ୍ରତିଶତ ଭୋଟ ପାଇ ସେ ଇବ୍ରାହିମ୍ ମୋହମ୍ମଦ ସୋଲିହଙ୍କୁ ହରାଇଛନ୍ତି । ତେବେ ମୁଇଜୁ ମାଳଦ୍ୱୀପର ରାଷ୍ଟ୍ରପତି ହେବା ପରେ ଭାରତକୁ ଝଟକା ଲାଗିଥିବା କୁହାଯାଉଛି । ଏହାର କାରଣ ହେଉଛି ମୁଇଜୁ ହେଉଛନ୍ତି ଚୀନର ବଡ ସମର୍ଥକ । ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ବେଳେ ସେ କହିଥିଲେ ଯେ ଯଦି ସେ ରାଷ୍ଟ୍ରପତିContinue reading “କିଏ ମାଳଦ୍ୱୀପର ନୂଆ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁ? ଭାରତ ପାଇଁ ଚିନ୍ତାର ବିଷୟ କାହିଁକି?”
ବିଶ୍ୱକପ୍ ପୂର୍ବରୁ ଆଇସିସି ନିକଟରେ ପାକିସ୍ତାନ କ୍ରିକେଟ ବୋର୍ଡର ଦାବି । ଭିସା ସମସ୍ୟାକୁ ନେଇ ଚିଠି ଲେଖିଲା ପିସିିବି ।
କନକ ବ୍ୟୁରୋ : ବିଶ୍ୱକପରେ ଭାଗ ନେବାକୁ ପାକିସ୍ତାନ କ୍ରିକେଟ ଟିମ୍ ଦୀର୍ଘ ୭ ବର୍ଷ ପରେ ଭାରତ ଗସ୍ତରେ ଆସିଛି । ତେବେ ବିଶ୍ୱକପ ଆରମ୍ଭ ପୂର୍ବରୁ ପାକିସ୍ତାନ କ୍ରିକେଟ ଟିମ୍ ଆଇସିସି ସାମ୍ନାରେ ଏକ ଦାବି ରଖିଛି । ପାକିସ୍ତାନର କ୍ରୀଡା ସାମ୍ବାଦିକ ଓ ପ୍ରଂଶସକଙ୍କ ପାଇଁ ଭିସା ପ୍ରକ୍ରିୟାକୁ ତ୍ୱରାନିତ୍ୱ କରିବାକୁ ଚିଠି ଲେଖିଛି । ଭାରତରେ ବିଶ୍ୱକପ ହେଉଥିବାରୁ ଅନେକଙ୍କୁ ଭିସା ମିଳିବାରେ ସମସ୍ୟା ଉପୁଜୁଛି । ଯେଉଁଥିପାଇଁ ପାକିସ୍ତାନର ମିଡ଼ିଆContinue reading “ବିଶ୍ୱକପ୍ ପୂର୍ବରୁ ଆଇସିସି ନିକଟରେ ପାକିସ୍ତାନ କ୍ରିକେଟ ବୋର୍ଡର ଦାବି । ଭିସା ସମସ୍ୟାକୁ ନେଇ ଚିଠି ଲେଖିଲା ପିସିିବି । “
ତୁର୍କୀ ପୁଲିସ ହେଡକ୍ୱାର୍ଟରରେ ଆତଙ୍କବାଦୀ ଆକ୍ରମଣ । ଆତ୍ମଘାତୀ ବିସ୍ଫୋରଣରେ ଥରିଲା ପୁରା ଇଲାକା ।
କନକ ବ୍ୟୁରୋ: ତୁର୍କୀ ରାଜଧାନୀ ଅଙ୍କାରା ସ୍ଥିତ ପୁଲିସ ହେଡକ୍ୱାର୍ଟରରେ ଆତଙ୍କବାଦୀ ଆକ୍ରମଣ । ଆଜି ସକାଳ ୯ଟା ସମୟରେ ଆତ୍ମଘାତୀ ବିସ୍ଫୋରଣରେ ଏହି ଆକ୍ରମଣ ହୋଇଥିବାବେଳେ ଅନ୍ୟ ଜଣେ ଆତଙ୍କବାଦୀକୁ ସୁରକ୍ଷାକର୍ମୀ ଗିରଫ କରିଥିବା ଜଣାପଡିଛି । ଏହି ଘଟଣାରେ କେତେଜଣଙ୍କର ମୃତ୍ୟୁ ହୋଇଛି କେତେ କ୍ଷୟକ୍ଷତି ହୋଇଛି ତାହା ଏଯାଏଁ ଜଣାପଡିନି । ତୁର୍କୀ ଗୃହମନ୍ତ୍ରୀ ଅଲି ୟେରଲିକାୟା ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇ କହିଛନ୍ତି ଯେ, ୨ଜଣ ଆତଙ୍କବାଦୀ କମର୍ସିଆଲ ଗାଡିରେContinue reading “ତୁର୍କୀ ପୁଲିସ ହେଡକ୍ୱାର୍ଟରରେ ଆତଙ୍କବାଦୀ ଆକ୍ରମଣ । ଆତ୍ମଘାତୀ ବିସ୍ଫୋରଣରେ ଥରିଲା ପୁରା ଇଲାକା ।”
ଗଞ୍ଜାମରେ ଜନପ୍ରତିନିଧି ମାଗୁଛନ୍ତି ସୁରକ୍ଷା : ଜୀବନ ପ୍ରତି ବିପଦ ଥିବା ଆଶଙ୍କା କଲେ ଏକାଧିକ ସମିତି ସଭ୍ୟ
କନକ ବ୍ୟୁରୋ : ଗଞ୍ଜାମରେ ରାଜନୈତିକ ହିଂସା ତେଜିବାରେ ଲାଗିଛି । ଆଗକୁ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ଉପନିର୍ବାଚନ ଥିବାରୁ ମାସକ ଭିତରେ ତିନି ଜଣ ରାଜନେତାଙ୍କ ହତ୍ୟା ପରେ ଆତଙ୍କରେ ଅଛନ୍ତି ନେତାମାନେ । । ଆସନ୍ତା ୪ ତାରିଖରେ ବ୍ଲକ ଅଧ୍ୟକ୍ଷା ଉପନିର୍ବାଚନ ହେବ । ବିଜେଡିର ଦୁଇ ଗୋଷ୍ଠୀ ବିପ୍ଳବ ପାତ୍ର ଓ ବିପିନ ପ୍ରଧାନଙ୍କ ସମର୍ଥକଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଗଞ୍ଜାମରେ ଯେଉଁଭଳି ଭାବେ ନେତାମାନଙ୍କୁ ଗୋଡ଼ାଇ ଗୋଡ଼ାଇContinue reading “ଗଞ୍ଜାମରେ ଜନପ୍ରତିନିଧି ମାଗୁଛନ୍ତି ସୁରକ୍ଷା : ଜୀବନ ପ୍ରତି ବିପଦ ଥିବା ଆଶଙ୍କା କଲେ ଏକାଧିକ ସମିତି ସଭ୍ୟ”
ଏସସିବିରେ ବଡ଼ ଅବ୍ୟବସ୍ଥା : ନିଦାନ ବିଭାଗରେ ବିଦ୍ୟୁତ୍ ବିଭ୍ରାଟ; ରୋଗୀ ହନ୍ତସନ୍ତ
କନକ ବ୍ୟୁରୋ : କଟକ ବଡ଼ ମେଡିକାଲ ଏସସିବିରେ ବଡ଼ ଅବ୍ୟବସ୍ଥା । ଆଜି ପୁଣି ନିଦାନ ବିଭାଗରେ ବିଦ୍ୟୁତ୍ ବିଭ୍ରାଟ । ସୂଚନା ଅନୁସାରେ ନିଦାନ ବିଭାଗରେ ପ୍ରାୟ ୬ଘଣ୍ଟା ହେଲାଣି ବିଦ୍ୟୁତ ନାହିଁ । ନିଦାନ ବିଭାଗରେ ବିଦ୍ୟୁତ ନଥିବାରୁ ବିଭିନ୍ନ ପରୀକ୍ଷା ବାଧାପ୍ରାପ୍ତ ହୋଇଛି । ଯାହା ଫଳରେ ବହୁ ଗୁରୁତର ରୋଗୀଙ୍କ ଚିକିତ୍ସାରେ ସମସ୍ୟା ଉପୁଜିଛି । ଗତକାଲି ମଧ୍ୟ ଏସବିରେ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ପ୍ରାୟ ୧୦ଘଣ୍ଟାContinue reading “ଏସସିବିରେ ବଡ଼ ଅବ୍ୟବସ୍ଥା : ନିଦାନ ବିଭାଗରେ ବିଦ୍ୟୁତ୍ ବିଭ୍ରାଟ; ରୋଗୀ ହନ୍ତସନ୍ତ”
ଜଳେଶ୍ୱର ଅଞ୍ଚଳର ତିନୋଟି ମନ୍ଦିରରୁ ଲୁଟ୍ : ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ
କନକ ବ୍ୟୁରୋ : ମନ୍ଦିରରେ ସିରିଜ୍ ଲୁଟ୍ । ବାଲେଶ୍ୱର ଜିଲ୍ଲାରେ ତିନୋଟି ମନ୍ଦିରରେ ଲୁଟ୍ । ବିଳମ୍ବିତ ରାତିରେ ମନ୍ଦିରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସମେତ ଆସବାବପତ୍ର ଲୁଟି ନେଇଛନ୍ତି ଦୁର୍ବୃତ୍ତ । କମର୍ଦ୍ଦାରେ ଥିବା ବାସୁଳୀ ମନ୍ଦିର, ତାରିଣୀ ମନ୍ଦିର ଏବଂ ମଙ୍ଗଳା ମନ୍ଦିରର ତାଲା ଭାଙ୍ଗି ହୋଇଛି ଲୁଟ୍ । ଲୁଟ୍ କରିବା ପରେ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ରବିବାର ସକାଳେ ଲୁଟ୍ ମନ୍ଦିରର ପୂଜକ ଓContinue reading “ଜଳେଶ୍ୱର ଅଞ୍ଚଳର ତିନୋଟି ମନ୍ଦିରରୁ ଲୁଟ୍ : ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ”
୧୪ ମିନିଟରେ ଚମକିଲା ବନ୍ଦେ ଭାରତ ଏକ୍ସପ୍ରେସ : ଜାପାନ ଷ୍ଟାଇଲରେ ଭାରତରେ ଏକ୍ସପ୍ରେସ ଟ୍ରେନର ସଫେଇ
କନକ ବ୍ୟୁରୋ : ୧୪ ମିନିଟର ଚମତ୍କାରିତା । ୧୪ ମିନିଟରେ ସଫା ହୋଇଯିବ ବନ୍ଦେ ଭାରତ ଏକ୍ସପ୍ରେସ୍ । ଆଜି ଏହି ଯୋଜନାର ଶୁଭାରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ ଆନନ୍ଦ ବଜାର, ଚେନ୍ନାଇ, ପୁରୀ ଓ ଶିରିଡି ସମେତ ୨୯ଟି ସ୍ଥାନରେ ଏହି ଯୋଜନା ଲାଗୁ କରାଯାଇଛି । ଜାପାନରେ ୭ ମିନିଟରେ ସଫା ହେଉଛି ବୁଲେଟ୍ ଟ୍ରେନ୍ । ଏହା ପରେ ପରବର୍ତ୍ତୀ ଯାତ୍ରା ପାଇଁ ପ୍ରସ୍ତୁତ ହୋଇଯାଉଛି ଜାପାନର ବୁଲେଟ୍Continue reading “୧୪ ମିନିଟରେ ଚମକିଲା ବନ୍ଦେ ଭାରତ ଏକ୍ସପ୍ରେସ : ଜାପାନ ଷ୍ଟାଇଲରେ ଭାରତରେ ଏକ୍ସପ୍ରେସ ଟ୍ରେନର ସଫେଇ”
ଉଦଘାଟନ କରିବା ପୂର୍ବରୁ ଫକଳ ଭାଙ୍ଗିଲେ ଲୋକେ : ଅପରାହ୍ଣରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ୱାରା ରହିଛି ଉଦଘାଟନ କାର୍ଯ୍ୟକ୍ରମ
କନକ ବ୍ୟୁରୋ : ଉଦଘାଟନ କରିବା ପୂର୍ବରୁ ଫକଳ ଭାଙ୍ଗିଲେ ଲୋକେ । ଜଗତସିଂହପୁର ଜିଲ୍ଲା ମଣ୍ଡାସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଉଦଘାଟନ ପୂର୍ବରୁ ଫଳକ ଭାଙ୍ଗି ଦେଇଛନ୍ତି ସ୍ଥାନୀୟ ସରପଞ୍ଚଙ୍କ ସମର୍ଥକ । ଆଜି ଅପରାହ୍ନରେ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ବର୍ହିବିଭାଗ କୋଠା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଥିଲା । ଏହି ଫଳକରେ ସାଂସଦ,ବିଧାୟକ, ଜିଲ୍ଲାପରିଷଦ ଅଧ୍ୟକ୍ଷ ସଭ୍ୟ ଆଦିଙ୍କ ନାଁ ରହିଥିଲା । କିନ୍ତୁ ସ୍ଥାନୀୟ ସରପଞ୍ଚ ପୁଷ୍ପଲତା ଦାସ କଂଗ୍ରେସContinue reading “ଉଦଘାଟନ କରିବା ପୂର୍ବରୁ ଫକଳ ଭାଙ୍ଗିଲେ ଲୋକେ : ଅପରାହ୍ଣରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ୱାରା ରହିଛି ଉଦଘାଟନ କାର୍ଯ୍ୟକ୍ରମ”
ଆଜି ଦେଶ ପାଳୁଛି ସ୍ୱଚ୍ଛତା ହିଁ ସେବା ଅଭିଯାନ : ରେସଲର ଅଙ୍କିତଙ୍କ ସହ ସଫେଇ କରିବାର ଭିଡିଓ ପୋଷ୍ଟ କଲେ ପ୍ରଧାନମନ୍ତ୍ରୀ
କନକ ବ୍ୟୁରୋ : ଆଜି ଦେଶ ପାଳିଛି ସ୍ୱଚ୍ଛତା ହିଁ ସେବା ଅଭିଯାନ । ନିଜେ ହାତରେ ଝାଡୁ ଧରି ସଫେଇ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରେସଲର ଅଙ୍କିତ ବେୟନପୁରିୟାଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରମଦାନ କରିଛନ୍ତି । ଶ୍ରମଦାନ କରିବାର ଭିଡିଓ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର ନରେନ୍ଦ୍ର ମୋଦୀ । ଏହି ସମୟରେ ଅଙ୍କିତଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ମୋଦୀ । ତାଙ୍କ ଫିଟନେସ୍ ସମ୍ପର୍କରେ ମଧ୍ୟ ଅଙ୍କିତଙ୍କଠାରୁ ପଚାରିContinue reading “ଆଜି ଦେଶ ପାଳୁଛି ସ୍ୱଚ୍ଛତା ହିଁ ସେବା ଅଭିଯାନ : ରେସଲର ଅଙ୍କିତଙ୍କ ସହ ସଫେଇ କରିବାର ଭିଡିଓ ପୋଷ୍ଟ କଲେ ପ୍ରଧାନମନ୍ତ୍ରୀ”