କନକ ବ୍ୟୁରୋ : କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ଘଟଣାରେ ଆଜି ହେବ ଡିଏନ୍ଏ ଟେଷ୍ଟ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ଡିଏନ୍ଏ ଟେଷ୍ଟ କରାଯିବ । କ୍ୟାପିଟାଲ ଥାନା ପୋଲିସ କୋର୍ଟରେ ପୂର୍ବରୁ ଆବେଦନ କରିଥିବା ବେଳେ ଏନେଇ ସବୁଜ ସଙ୍କେତ ମିଳିଛି । ଅଭିଯୋଗକାରୀ ପ୍ରାଣକୃଷ୍ଣ ବିଶ୍ୱାଳ, ତାଙ୍କ ପତ୍ନୀ ଓ ଶିଶୁର ସାମ୍ପଲ ଆଜି ସଂଗ୍ରହ କରାଯିବ । ରିପୋର୍ଟ ମିଳିବା ପରେ ସତ୍ୟାସତ୍ୟ ପଦାକୁ ଆସିବ । ସେପଟେContinue reading “କ୍ୟାପିଟାଲ୍ ହସ୍ପିଟାଲରେ ଶିଶୁ ବଦଳ ଅଭିଯୋଗ ଘଟଣା : ପୁଅ କାହାର ଜାଣିବାକୁ ଆଜି ହେବ ଡିଏନଏ ପରୀକ୍ଷା”
Tag Archives: News
ବିଶ୍ୱକପରୁ ଡ୍ରପ୍ ହେବା ପରେ ଚହଲଙ୍କ ଦୁଃଖ । କହିଲେ, ବିଶ୍ୱକପରୁ ବାଦ୍ ପଡିବା ହେଇଗଲାଣି ଅଭ୍ୟାସ ।
କନକ ବ୍ୟୁରୋ: ଘରୋଇ ମାଟିରେ ପୁଣିଥରେ ବିଶ୍ୱକପ୍ ଖେଳିବାକୁ ଯାଉଛି ଟିମ୍ ଇଣ୍ଡିଆ । ଏଥିପାଇଁ ବିସିସିଆଇ ୧୫ ଜଣିଆ ଦଳ ବି ଘୋଷଣା କରିସାରିଛି । ତେଣୁ ଏବେ ସମସ୍ତଙ୍କର ନଜର କ୍ରିକେଟ୍ ମୈଦାନ ଉପରେ । ଟିମ୍ ଇଣ୍ଡିଆ ଏଥର ବିଶ୍ୱକପ୍ କେମିତି ଖେଳୁଛି ଏବଂ ଟ୍ରଫି ଜିତୁଛି କି ନାହିଁ ତାକୁ ନେଇ ଏବେ ଆରମ୍ଭ ହେଇଛି ଚର୍ଚ୍ଚା ଆଲୋଚନା । ହେଲେ ଏହାରି ଭିତରେ ବିଶ୍ୱକପରୁ ବାଦ୍ ପଡିଥିବା ଲେଗ୍ ସ୍ପିନରContinue reading “ବିଶ୍ୱକପରୁ ଡ୍ରପ୍ ହେବା ପରେ ଚହଲଙ୍କ ଦୁଃଖ । କହିଲେ, ବିଶ୍ୱକପରୁ ବାଦ୍ ପଡିବା ହେଇଗଲାଣି ଅଭ୍ୟାସ ।”
ଅଲୋଡା ହେଲା ନବଜାତ ଶିଶୁପୁତ୍ର : ରାସ୍ତାକଡ଼ରୁ ଉଦ୍ଧାର ପରେ ମେଡିକାଲରେ ଚାଲିଛି ଚିକିତ୍ସା
କନକ ବ୍ୟୁରୋ : ଅଲୋଡା ହେଲା ନବଜାତ ଶିଶୁପୁତ୍ର । ରାସ୍ତାକଡ଼ରୁ ଉଦ୍ଧାର ପରେ ମେଡିକାଲରେ ଚାଲିଛି ଚିକିତ୍ସା । ସୁବର୍ଣ୍ଣପୁର ସୁବଳୟା ଥାନା ଟେଭାପଦର ରାସ୍ତା କଡ଼ରୁ ଜୀବନ୍ତ ଅବସ୍ଥାରେ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ଶିଶୁଟିକୁ କେହି ବ୍ୟାଗରେ ପୂରାଇ ରାସ୍ତାକଡ଼ରେ ଛାଡି ଚାଲିଯାଇଥିଲା । ଭାନୁମତୀ ବାଗ ନାମକ ମହିଳା ନବଜାତ ଶିଶୁଟିକୁ ଉଦ୍ଧାର କରି ପ୍ରଥମେ ବୀରମହାରାଜପୁର ମେଡିକାଲରେ ଭର୍ତ୍ତି କରିଥିଲେ । ଶିଶୁର ଅବସ୍ଥା ଠିକ୍ ନଥିବାରୁ ଜିଲ୍ଲାContinue reading “ଅଲୋଡା ହେଲା ନବଜାତ ଶିଶୁପୁତ୍ର : ରାସ୍ତାକଡ଼ରୁ ଉଦ୍ଧାର ପରେ ମେଡିକାଲରେ ଚାଲିଛି ଚିକିତ୍ସା”
୧୬ ଜଣ ଭିକାରୀଙ୍କୁ ବିମାନରୁ ଓହ୍ଲାଇଲା ପାକିସ୍ତାନ । ତୀର୍ଥଯାତ୍ରୀ ବେଶରେ ଯାଉଥିଲେ ସାଉଦି ଆରବ ।
କନକ ବ୍ୟୁରୋ: ଭିକାରୀଙ୍କୁ ବିମାନରୁ ଓହ୍ଲାଇଲା ପାକିସ୍ତାନ । ୧୬ ଜଣ ଭିକାରୀ ତୀର୍ଥଯାତ୍ରୀ ବେଶରେ ଆରବ ଯାଉଥିବାବେଳେ, ତାଙ୍କୁ ବିମାନ ବନ୍ଦରରେ ଅଟକାଇ ବିମାନରୁ ଓହ୍ଲାଇଛି ପାକିସ୍ତାନ । ମିଳିଥିବା ସୂଚନା ମୁତାବକ, ପାକିସ୍ତାନରୁ ସାଉଦି ଆରବ ଯାଉଥିବା ଏକ ବିମାନରେ ୧୬ ଜଣ ଭିକାରୀ ତୀର୍ଥଯାତ୍ରୀ ବେଶରେ ଯାତ୍ରା କରୁଥିଲେ । ସେମାନେ ସାଉଦି ଆରବରେ ଭିକ ମାଗିବାକୁ ପାକିସ୍ତାନରୁ ଯାଉଥିଲେ । ହେଲେ ସେହି ସମୟର ପାକିସ୍ତାନର ଯାଞ୍ଚ ଏଜେନ୍ସି ଏଫଆଇଏ ତାଙ୍କୁContinue reading “୧୬ ଜଣ ଭିକାରୀଙ୍କୁ ବିମାନରୁ ଓହ୍ଲାଇଲା ପାକିସ୍ତାନ । ତୀର୍ଥଯାତ୍ରୀ ବେଶରେ ଯାଉଥିଲେ ସାଉଦି ଆରବ ।”
କେନାଲରୁ ରଶି ଲଗା ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
କନକ ବ୍ୟୁରୋ : ଯାଜପୁର ବିଞ୍ଝାରପୁରରେ କେନାଲରୁ ରଶି ଲଗା ମୃତଦେହ ଉଦ୍ଧାର । ମୃତକ ସିଂହପୁର ଅଞ୍ଚଳର ପ୍ରିୟରଞ୍ଜନ ଧଳ । ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ । ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି ପୋଲିସ । ସିଂହପୁର ଖରସ୍ରୋତା କଲେଜ ପଛ କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ପ୍ରିୟରଞ୍ଜନ ଓଳେଇଚନ୍ଦନପୁରର ପଦ୍ମନାଭ ଧଳଙ୍କ ପୁଅ । ରଶିଲଗା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏହା ସୁଚିନ୍ତିତContinue reading “କେନାଲରୁ ରଶି ଲଗା ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ”
ଭଗୱା ଜଲେଗା, ମୋଦୀ ତେରା କବ୍ର ଖୁଦେଗୀ…..ଜେଏନୟୁ କାନ୍ଥରେ ପୁଣି ଲେଖାହେଲା ବିବାଦୀୟ ସ୍ଲୋଗାନ ।
କନକ ବ୍ୟୁରୋ: ଜେଏନୟୁ କାନ୍ଥରେ ପୁଣି ଲେଖାହେଲା ବିବାଦୀୟ ସ୍ଲୋଗାନ । ଜବାହାରଲାଲ ନେହେରୁ ୟୁନିଭର୍ସିଟିର କାନ୍ଥରେ ରବିବାର ସକାଳୁ କିଛି ବିବାଦୀୟ ସ୍ଲୋଗାନ ଲେଖା ହେଇଥିବା ଦେଖିବାକୁ ମିଳିଛି । ଯେଉଁଥିରେ କି ଭାରତୀୟ ଜନତା ପାର୍ଟି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କାଶ୍ମୀରକୁ ନେଇ ସ୍ଲୋଗାନ୍ ଲେଖାଯାଇଛି । ତେବେ ଏହା ପଛରେ କାହାର ହାତ ଅଛି, କିଏ ଏହାକୁ ଲେଖିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନି । ରବିବାର ସକାଳୁ ଜେଏନୟୁ ସ୍କୁଲContinue reading “ଭଗୱା ଜଲେଗା, ମୋଦୀ ତେରା କବ୍ର ଖୁଦେଗୀ…..ଜେଏନୟୁ କାନ୍ଥରେ ପୁଣି ଲେଖାହେଲା ବିବାଦୀୟ ସ୍ଲୋଗାନ ।”
ମହିଳା ବେଶରେ ଆସି ଏଟିଏମ ଲୁଟି ନେଲେ ଦୁର୍ବୁତ୍ତ : ସିସିଟିଭି ଫୁଟେଜ ଆଧାରରେ ପୋଲିସର ତଦନ୍ତ ଜାରି
କନକ ବ୍ୟୁରୋ : ଏଟିଏମ ତାଡି ଲୁଟ । ମହିଳା ବେଶରେ ଆସିଥିଲେ ଲୁଟେରା । ବାଲେଶ୍ୱର ରେମୁଣା ଖିରରୋରା ମନ୍ଦିର ନିକଟରେ ଥିବା ଏସବିଆଇ ଏଟିଏମରୁ ଲୁଟ ହୋଇଛି । ଗତକାଲି ରାତି ପ୍ରାୟ ୩ ବେଳେ ଲୁଟେରାମାନେ ଏଟିଏମ ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି । ସବୁଠୁ ବଡ଼ କଥା ହେଉଛି ଲୁଟେରାମାନେ ଶାଢି ପିନ୍ଧିଥିଲେ । ଲୁଟ ସମୟରେ ଦେଖିଥିବା ଜଣେ ସ୍ଥାନୀୟ ଲୋକ ଏ ନେଇ ସୂଚନା ଦେଇଛନ୍ତି । ଏପରିକିContinue reading “ମହିଳା ବେଶରେ ଆସି ଏଟିଏମ ଲୁଟି ନେଲେ ଦୁର୍ବୁତ୍ତ : ସିସିଟିଭି ଫୁଟେଜ ଆଧାରରେ ପୋଲିସର ତଦନ୍ତ ଜାରି”
ସ୍କ୍ରବ୍ ଟାଇଫସ୍ ନେଲା ଆଉ ଏକ ଜୀବନ : ବରଗଡ ଜିଲ୍ଲାରେ ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି
କନକ ବ୍ୟୁରୋ : ବରଗଡରେ ସ୍କ୍ରବ୍ ଟାଇଫସରେ ଆଉ ଜଣେ ରୋଗୀଙ୍କ ମୃତ୍ୟୁ । ମୃତକ ହେଲେ ସୋହେଲା ଅଞ୍ଚଳର ୪୮ବର୍ଷୀୟ ବ୍ୟକ୍ତି । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ନେଇ ବରଗଡ ଡିପିଏଚଓଙ୍କ ସୂଚନା । ବରଗଡ ଜିଲ୍ଲାରେ ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି ପାଇଛି । ଏଣେ ବରଗଡ଼ରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବିଭାଗର ୬ ଜଣିଆ ଟିମ୍ ସ୍ଥିତି ନେଇ ପ୍ରଥମେ ବୁର୍ଲା ଭିମସାରର ଏକContinue reading “ସ୍କ୍ରବ୍ ଟାଇଫସ୍ ନେଲା ଆଉ ଏକ ଜୀବନ : ବରଗଡ ଜିଲ୍ଲାରେ ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି”
ଆଜି ଦେଶ ପାଳୁଛି ସ୍ୱଚ୍ଛତା ହିଁ ସେବା ଅଭିଯାନ : ଝାଡୁ ଧରି ସଫା କଲେ ଗୃହମନ୍ତ୍ରୀ ଅମିତ୍ ଶାହା, ଜେପି ନଡ୍ଡା
କନକ ବ୍ୟୁରୋ : ଆଜି ଦେଶ ପାଳୁଛି ସ୍ୱଚ୍ଛତା ହିଁ ସେବା ଅଭିଯାନ । ସ୍ୱଚ୍ଛ ଭାରତ ଅଭିଯାନର ୯ ବର୍ଷ ପୂର୍ତ୍ତି ଅବସରରେ ମେଗା ସ୍ୱଚ୍ଛତା ଅଭିଯାନ ପାଳିତ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ସ୍ୱଚ୍ଛତା ପାଇଁ ୧ ଘଣ୍ଟା ସାମୂହିକ ଶ୍ରମଦାନ କରିଛନ୍ତି ଜନତା । ଦେଶର ୬ ଲକ୍ଷ ୪୦ହଜାର ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହା ମଧ୍ୟରେ ୩୫ ହଜାର ଅଙ୍ଗନବାଡି, ୨୨ ହଜାରContinue reading “ଆଜି ଦେଶ ପାଳୁଛି ସ୍ୱଚ୍ଛତା ହିଁ ସେବା ଅଭିଯାନ : ଝାଡୁ ଧରି ସଫା କଲେ ଗୃହମନ୍ତ୍ରୀ ଅମିତ୍ ଶାହା, ଜେପି ନଡ୍ଡା”
ଚାଷ କ୍ଷେତରେ ଇମରଜେନ୍ସିଂ ଲ୍ୟାଣ୍ଡିଂ କଲା ଭାରତୀୟ ବାୟୁସେନାର ହେଲିକପ୍ଟର । ଦେଖିବାକୁ ଲୋକଙ୍କର ପ୍ରବଳ ଭିଡ, ହେଲିକପ୍ଟରରେ ଥିବା ୬ ଯବାନ ସୁରକ୍ଷିତ ।
କନକ ବ୍ୟୁରୋ : ଭାରତୀୟ ବାୟୁସେନାର ହେଲିକପ୍ଟରର ଜରୁରୀ ଅବତରଣ । ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ବାୟୁସେନାର ହେଲିକପ୍ଟର ଜରୁରୀକାଳୀନ ଲ୍ୟାଣ୍ଡିଂ କରିଛି । ଭୋପାଳ ଠାରୁ ପ୍ରାୟ ୬୦ କିଲୋମିଟର ଦୂର ଏକ କ୍ଷେତରେ ବୈଷୟିକ ତ୍ରୁଟି କାରଣରୁ ଜରୁରୀକାଳୀନ ଲ୍ୟାଣ୍ଡିଂ କରିଛି ବାୟୁସେନାର ଏହି ହେଲିକପ୍ଟର । ଜରୁରୀକାଳୀନ ଲ୍ୟାଣ୍ଡିଂ ବେଳେ ହେଲିକପ୍ଟରରେ ୬ ଜଣ ଯବାନ ରହିଥିଲେ । #WATCH | Madhya Pradesh: An Indian Air Force ALH DhruvContinue reading “ଚାଷ କ୍ଷେତରେ ଇମରଜେନ୍ସିଂ ଲ୍ୟାଣ୍ଡିଂ କଲା ଭାରତୀୟ ବାୟୁସେନାର ହେଲିକପ୍ଟର । ଦେଖିବାକୁ ଲୋକଙ୍କର ପ୍ରବଳ ଭିଡ, ହେଲିକପ୍ଟରରେ ଥିବା ୬ ଯବାନ ସୁରକ୍ଷିତ ।”