ଇତିହାସ ରଚିଲେ ଅଦିତି । ପ୍ରଥମ ମହିଳା ଗଲ୍ଫର ଭାବେ ଏସୀୟ କ୍ରୀଡାରେ ଜିତିଲେ ରୌପ୍ୟ ପଦକ ।

କନକ ବ୍ୟୁରୋ : ଇତିହାସ ରଚିଲେ ଅଦିତି ଅଶୋକ । ଏସୀୟ କ୍ରୀଡାରେ ପ୍ରଥମ ଭାରତୀୟ ମହିଳା ଗଲ୍ଫର ଭାବେ ରୌପ୍ୟ ପଦକ ଜିତିଛନ୍ତି ଅଦିତି । ଏହାସହ ନୂଆ ଇତିହାସ ରଚିଛନ୍ତି ଅଦିତି । ଶନିବାର ପ୍ରତିଯୋଗିତାରେ ଆଗୁଆ ଥିଲେ ଅଦିତି, ତେଣୁ ମହିଳା ଗଲ୍ଫରେ ଭାରତ ସ୍ୱର୍ଣ୍ଣ ପଦକ ପାଇବ ବୋଲି ଆଶା ଉଜ୍ଜୀବିତ ହୋଇଥିଲା । ତେବେ ରବିବାର ଅଦିତି ରୌପ୍ୟ ପଦକ ଜିତିଥିବା ବେଳେ ଭାରତୀୟ ପ୍ରଶଂସକ କିଛି ମାତ୍ରାରେ ନିରାଶContinue reading “ଇତିହାସ ରଚିଲେ ଅଦିତି । ପ୍ରଥମ ମହିଳା ଗଲ୍ଫର ଭାବେ ଏସୀୟ କ୍ରୀଡାରେ ଜିତିଲେ ରୌପ୍ୟ ପଦକ ।”

ହାତୀ ରାଗ ଅଫିସରଙ୍କ ଉପରେ ଶୁଝାଇଲେ ଚାଷୀ : କ୍ଷୟକ୍ଷତି ଆକଳନ କରିବାକୁ ଯାଇଥିବା ବେଳେ ୧୨ଘଣ୍ଟା ଅଟକ

କନକ ବ୍ୟୁରୋ : ହାତୀ ରାଗ ଅଫିସରଙ୍କ ଉପରେ ଶୁଝାଇଲେ ଚାଷୀ । କ୍ଷୟକ୍ଷତି ଅନୁଧ୍ୟାନ କରିବାକୁ ଯାଇ ହଟହଟା ବନ କର୍ମଚାରୀ । ଡେପୁଟି ରେଞ୍ଜର ଓ ଫରେଷ୍ଟର ୧୨ଘଣ୍ଟା ଯାଏଁ ରହିଲେ ଅଟକ । ଅନୁଗୁଳ ବ୍ଲକ ଧୋକୁଟା ଗାଁକୁ କ୍ଷତିଗ୍ରସ୍ତ ଚାଷଜମି ଅନୁଧ୍ୟାନ କରିବାକୁ ଯାଇ ବନ କର୍ମଚାରୀ ଏଭଳି ହଟହଟା ହୋଇଥିବା ଦେଖିବାକୁ ମିିଳିଛି । ଦୀର୍ଘ ଦିନ ହେବ ଅନୁଗୁଳ ବନାଞ୍ଚଳରେ ହାତୀପଲ ଉପଦ୍ରବ ମଚାଉଥିବା ବେଳେ ବ୍ୟାପକ ଫସଲContinue reading “ହାତୀ ରାଗ ଅଫିସରଙ୍କ ଉପରେ ଶୁଝାଇଲେ ଚାଷୀ : କ୍ଷୟକ୍ଷତି ଆକଳନ କରିବାକୁ ଯାଇଥିବା ବେଳେ ୧୨ଘଣ୍ଟା ଅଟକ”

ରାଜ୍ୟରେ ଏମିତି ଚାଲିଛି ସ୍ୱାସ୍ଥ୍ୟ ସେବା ? ଭୀମସାରରେ ରୋଗୀଙ୍କ ରକ୍ତଚାପ ମାପୁଛନ୍ତି ସୁରକ୍ଷାକର୍ମୀ

କନକ ବ୍ୟୁରୋ : ସୁରକ୍ଷାକର୍ମୀଙ୍କ ହାତରେ ରୋଗୀ ସେବା । ରୋଗୀଙ୍କ ରକ୍ତଚାପ ମାପୁଛନ୍ତି ସୁରକ୍ଷାକର୍ମୀ । ସମ୍ବଲପୁର ଭୀମସାର କାର୍ଡିଓଲୋଜି ବିଭାଗର ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ହସ୍ପିଟାଲରେ ସୁରକ୍ଷାକର୍ମୀ ସୁରକ୍ଷା ପ୍ରଦାନ କରିବା ବଦଳରେ ଆରାମରେ ଚେୟାରରେ ବସି ରୋଗୀଙ୍କ ରକ୍ତଚାପ ମାପୁଛନ୍ତି । ସେଠାରେ ଜଣେ ବି ସ୍ୱାସ୍ଥ୍ୟକର୍ମୀ ନାହାନ୍ତି । କୁଆଡେ ଗଲେ ସ୍ୱାସ୍ଥ୍ୟକର୍ମୀ, ସୁରକ୍ଷାକର୍ମୀ କାହିଁକି ରୋଗୀଙ୍କ ରକ୍ତଚାପ ମାପୁଛନ୍ତି । ଏହାକୁ ନେଇ ସୃଷ୍ଟିContinue reading “ରାଜ୍ୟରେ ଏମିତି ଚାଲିଛି ସ୍ୱାସ୍ଥ୍ୟ ସେବା ? ଭୀମସାରରେ ରୋଗୀଙ୍କ ରକ୍ତଚାପ ମାପୁଛନ୍ତି ସୁରକ୍ଷାକର୍ମୀ”

ବଡ଼ ମେଡିକାଲରେ ବଡ଼ ଅବ୍ୟବସ୍ଥା : ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନ୍ଧାରରେ ଅନେକ ବିଭାଗ; ମୋବାଇଲ ଲାଇଟରେ ଦିଆଗଲା ଇଞ୍ଜେକ୍ସନ

କନକ ବ୍ୟୁରୋ : ବଡ଼ ମେଡିକାଲରେ ବଡ଼ ଅବ୍ୟବସ୍ଥା । ବିଦ୍ୟୁତ ବିଭ୍ରାଟ ଯୋଗୁୁଁ ମୋବାଇଲ ଲାଇଟରେ ଚାଲିଲା ସ୍ୱାସ୍ଥ୍ୟସେବା । ବିଭିନ୍ନ ୱାର୍ଡରେ ରୋଗୀ ହେଲେ ହନ୍ତସନ୍ତ । କଟକ ଏସସିବି ବଡ଼ ମେଡିକାଲାରେ ଦେଖିବାକୁ ମିଳିଛି ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । କେବୁଲ ସମସ୍ୟା ଯୋଗୁଁ ଶନିବାର ଦିନ ତମାମ କଟକ ବଡ଼ ମେଡିକାଲରେ ବିଦ୍ୟୁତ ସରବରାହ ଠପ୍ ହୋଇଯାଇଥିଲା । ଆନାଟୋମି ୱାର୍ଡ, ଶବ ସଂରକ୍ଷଣ ଗୃହ, ସ୍କିନ ଓ ମେଡିସିନ୍ ବିଭାଗରContinue reading “ବଡ଼ ମେଡିକାଲରେ ବଡ଼ ଅବ୍ୟବସ୍ଥା : ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନ୍ଧାରରେ ଅନେକ ବିଭାଗ; ମୋବାଇଲ ଲାଇଟରେ ଦିଆଗଲା ଇଞ୍ଜେକ୍ସନ”

ସମ୍ବାଦ ଗ୍ରୁପ ପକ୍ଷରୁ ବିଶ୍ୱ ହୃଦୟ ଦିବସକୁ ନେଇ ୱାକାଥନ : ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ସହ ଆଥଲେଟ୍ ଶ୍ରାବଣୀ ନନ୍ଦ ସାମିଲ ହୋଇ ଲୋକମାନଙ୍କୁ କଲେ ସଚେତନ

କନକ ବ୍ୟୁରୋ : ସମ୍ବାଦ ଗ୍ରୁପ ପକ୍ଷରୁ ବିଶ୍ୱ ହୃଦୟ ଦିବସକୁ ନେଇ ୱାକାଥନ । ସମ୍ବାଦ ପକ୍ଷରୁ ତୃତୀୟ ବର୍ଷ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏଥିରେ ଶତାଧିକ ଲୋକ ଯୋଗ ଦେଇଥିଲେ । କେନ୍ଦ୍ରୀୟ ବିଦ୍ୟାଳୟ ୟୁନିଟ୍-୧ ପଡ଼ିଆରୁ ଏହି ୱାକାଥନ୍ ଆରମ୍ଭ ହୋଇ ବାଣୀବିହାର ପର୍ଯ୍ୟନ୍ତ ଯାଇଥିଲା । ପୁଣି ସେଠାରୁ କେନ୍ଦ୍ରୀୟ ବିଦ୍ୟାଳୟ ୟୁନିଟ୍-୧ ପଡ଼ିଆକୁ ଫେରିଥିଲେ । ନିଜ ହୃଦୟକୁ କିପରି ସୁସ୍ଥ ରଖିବା ସହ ସଚେତନContinue reading “ସମ୍ବାଦ ଗ୍ରୁପ ପକ୍ଷରୁ ବିଶ୍ୱ ହୃଦୟ ଦିବସକୁ ନେଇ ୱାକାଥନ : ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ସହ ଆଥଲେଟ୍ ଶ୍ରାବଣୀ ନନ୍ଦ ସାମିଲ ହୋଇ ଲୋକମାନଙ୍କୁ କଲେ ସଚେତନ”

ଓଲଟିଲା ଆମ୍ବୁଲାନ୍ସ : ୨ ଘଣ୍ଟା ଧରି ଚାପି ହୋଇ ରହିଥିବା ଡ୍ରାଇଭରଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

କନକ ବ୍ୟୁରୋ : ରୋଗୀକୁ ହସ୍ପିଟାଲରେ ଛାଡି ଫେରିବା ବେଳେ ଭାରସାମ୍ୟ ହରାଇ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣା ପରେ ଦୀର୍ଘ ୨ ଘଣ୍ଟା ଧରି ଆମ୍ବୁଲାନ୍ସରେ ଚାପି ହୋଇ ରହିଥିଲେ ଡ୍ରାଇଭର । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଡ୍ରାଇଭରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ନବରଙ୍ଗପୁର ଜିଲ୍ଲା ଝରିଗାଁ-ଉମରକୋଟ ମୁଖ୍ୟ ରାସ୍ତାର ବାଞ୍ଜିଆମ୍ବା ନିକଟରେ ଘଟିଥିଲା ଏହି ଅଘଟଣ । ସୂଚନା ଅନୁସାରେ ଝରିଗାଁContinue reading “ଓଲଟିଲା ଆମ୍ବୁଲାନ୍ସ : ୨ ଘଣ୍ଟା ଧରି ଚାପି ହୋଇ ରହିଥିବା ଡ୍ରାଇଭରଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ”

ସ୍ଲୋ ମୋସନରେ ରିଲ୍ସ ବନେଇବା ହେଲା କାଳ । ଦିଖଣ୍ଡ ହେଲା ଯୁବକଙ୍କ ଶରୀର । କ୍ୟାମେରାରେ କଏଦ ମୃତ୍ୟୁ ପୂର୍ବର ୮ ସେକେଣ୍ଡର ଦୃଶ୍ୟ

କନକ ବ୍ୟୁରୋ: ଆଜିକାଲି ରିଲ୍ସ ବନେଇବା ଚକ୍କରରେ ଅନେକ ମୂଲ୍ୟବାନ୍ ଜୀବନ ଚାଲିଯିବାର ଖବର ନଜରକୁ ଆସୁଛି । ତଥାପି ସୁଧୁରୁନାହାଁନ୍ତି ଯୁବ ସମାଜ । ଏଭଳି ଆଉ ଏକ ଘଟଣା ଘଟିଛି ଉତ୍ତରପ୍ରଦେଶ ବାରାବଙ୍କୀ ଅଞ୍ଚଳରେ । ୧୬ ବର୍ଷର ଯୁବକ ରିଲ୍ସ ବନାଇବା ସମୟରେ ମାଡିଅସିଲା ଏକ୍ସପ୍ରେସ୍ । ଫଳରେ ଦିଖଣ୍ଡ ହେଲା ଶରୀର । ଏହି ଘଟଣା ତା’ ସାଙ୍ଗର ମୋବାଇଲରେ ରେକର୍ଡ ହୋଇ ରହିଛି । ମୃତକ ହେଉଛନ୍ତି ବାରାବଙ୍କୀ ଜାହାଙ୍ଗୀରାବାଦContinue reading “ସ୍ଲୋ ମୋସନରେ ରିଲ୍ସ ବନେଇବା ହେଲା କାଳ । ଦିଖଣ୍ଡ ହେଲା ଯୁବକଙ୍କ ଶରୀର । କ୍ୟାମେରାରେ କଏଦ ମୃତ୍ୟୁ ପୂର୍ବର ୮ ସେକେଣ୍ଡର ଦୃଶ୍ୟ”

ଗାଁକୁ ଗଲେ, ଜମି ପଟ୍ଟା ବାଣ୍ଟିଲେ ତହସିଲଦାର : ପାହାଡ ଚଢି ଦୁର୍ଗମ ଅଞ୍ଚଳର ୮ଟି ଗାଁର ଦୁଃଖ ବୁଝିଲେ

କନକ ବ୍ୟୁରୋ : ସମସ୍ୟା ଭିତରେ ରହିଥିବା ଗାଁର ଲୋକଙ୍କୁ ସହାୟତା କଲେ ତହସିଲଦାର । ବିଭିନ୍ନ ମୌଳିକ ସୁବିଧ।।ରୁ ବଞ୍ଚିତ ରହିଥିବା ମୋହନାର ଲୋକଙ୍କୁ ମିଳିବ ସହାୟତା । ମୋହନା ତହସିଲଦାର ଦୁର୍ଗମ ଅଞ୍ଚଳର ଆଠଟି ଗାଁକୁ ଘାଟି ପାହାଡ ଚଢି ଲୋକମାନଙ୍କର ସମସ୍ୟା ପଚାରି ବୁଝିଛନ୍ତି । ମୋହନା ତହସିଲର ଆଠଟି ରାଜସ୍ୱ ମଣ୍ଡଳର ଗାଁରେ ପହଞ୍ଚି ଲୋକଙ୍କ ସବୁ ସମସ୍ୟାର ସମାଧାନ କରିଛନ୍ତି । ମୋହନା ତହସିଲ ଅନ୍ତର୍ଗତ ଆଠଟି ରାଜସ୍ୱ ମଣ୍ଡଳରContinue reading “ଗାଁକୁ ଗଲେ, ଜମି ପଟ୍ଟା ବାଣ୍ଟିଲେ ତହସିଲଦାର : ପାହାଡ ଚଢି ଦୁର୍ଗମ ଅଞ୍ଚଳର ୮ଟି ଗାଁର ଦୁଃଖ ବୁଝିଲେ”

ନେତା ଓ କର୍ମୀଙ୍କ ସାଙ୍ଗଠନିକ ବୈଠକ : ସାମିଲ ହେଲେ ବହିଷ୍କୃତ ବିଧାୟକ ସୁଧାଂଶୁ ପରିଡା; ଘଟଣାକୁ ନେଇ ସ୍ଥାନୀୟ ବିଜେଡି ନେତା ଦୁଇଫାଳ

କନକ ବ୍ୟୁରୋ : ରେମୁଣାରେ ଚାଲିଛି ବିଜେଡି ନେତା ଓ କର୍ମୀଙ୍କ ସାଙ୍ଗଠନିକ ବୈଠକ । ଏଥିରେ ଯୋଗ ଦେଇଛନ୍ତି ଶତାଧିକ କର୍ମୀ । ବଡ଼ ବ୍ୟାନର ଲଗାଯାଇଛି । ତେବେ ମଂଚ ଉପରେ ଅନ୍ୟମାନଙ୍କ ସହ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କୁ ବି ଦେଖିବାକୁ ମିଳିଥିଲା । ମଂଚ ଉପରେ କର୍ମୀଙ୍କୁ ଉଦବୋଧନ ଦେଇଥିଲେ ସୁଧାଂଶୁ । ନିକଟରେ ତାଙ୍କୁ ବିଜେଡିରୁ ବହିଷ୍କୃତ କରିଥିଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଏହାକୁ ଦେଖି ସାଧାରଣରେContinue reading “ନେତା ଓ କର୍ମୀଙ୍କ ସାଙ୍ଗଠନିକ ବୈଠକ : ସାମିଲ ହେଲେ ବହିଷ୍କୃତ ବିଧାୟକ ସୁଧାଂଶୁ ପରିଡା; ଘଟଣାକୁ ନେଇ ସ୍ଥାନୀୟ ବିଜେଡି ନେତା ଦୁଇଫାଳ”

ବାଇକ୍ ଧକ୍କାକୁ ନେଇ ସାମ୍ପ୍ରଦାୟିକ ଦଙ୍ଗା ପରିସ୍ଥିତି । ଯୁବକକୁ ପିଟିପିଟି ହତ୍ୟା ପରେ ସ୍ଥିତି ଅଣାୟତ୍ତ । ପୁଲିସର କଡା ପଇଁତରା

କନକ ବ୍ୟୁରୋ: ବାଇକ୍ ଧକ୍କାକୁ ନେଇ ବବଚା ଏବଂ ବଚସାରୁ ହିଂସା । ଏଭଳି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନ ରାଜଧାନୀ ଜୟପୁରର ସୁଭାଷ ଚୌକ ଥାନା ଅଂଚଳରେ । ସୂଚନା ମୁତାବକ, ଦୁଇ ଯୁବକଙ୍କ ମଧ୍ୟରେ ବାଇକ୍ ଧକ୍କା ହେବାରୁ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଫଳରେ ଦୁହେଁ ପରସ୍ପର ସମର୍ଥକଙ୍କୁ ଡାକିଥିଲେ । ଘଟଣାସ୍ଥଳରେ କିଛି ବୟସ୍କ ଲୋକ ପହଞ୍ଚି ବୁଝାସୁଝା କରିବା ପରେ ବି ରାହୁଲ ନାମକ ଯୁବକ ଚୁପ୍ ରହିଥିବାବେଳେContinue reading “ବାଇକ୍ ଧକ୍କାକୁ ନେଇ ସାମ୍ପ୍ରଦାୟିକ ଦଙ୍ଗା ପରିସ୍ଥିତି । ଯୁବକକୁ ପିଟିପିଟି ହତ୍ୟା ପରେ ସ୍ଥିତି ଅଣାୟତ୍ତ । ପୁଲିସର କଡା ପଇଁତରା”

Design a site like this with WordPress.com
Get started