ଭିଜିଲାନ୍ସ ଜାଲରେ କମାଣ୍ଡାଣ୍ଟ ସୁନୀଲ ବେହେରା : ଟଙ୍କା ନେଇ ଯାଉଥିବାବେଳେ ଅଧାବାଟରେ ମାଡି ବସିଲା ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଫାଷ୍ଟ ବାଟାଲିୟନ କମାଣ୍ଡାଣ୍ଟ ସୁନୀଲ ବେହେରା । ଟଙ୍କା ନେଇ ଯାଉଥିବାବେଳେ ଅଧାବାଟରେ ମାଡିବସିଲା ଭିଜିଲାନ୍ସର ସ୍ୱତନ୍ତ୍ର ଟିମ । ସୁନୀଲ ନିଜ ସରକାରୀ ଗାଡି ଯୋଗେ ଟଙ୍କା ନେଇ ଯାଉଥିଲେ । ଆଉ ଖବର ପାଇ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ଏହି ରେଡ୍ କରିଥିବା ସୂଚନା ମିଳିିଛି । ତେବେ କେତେ ଟଙ୍କା ଥିଲା ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ । ଭିଜିଲାନ୍ସ ଏ ବାବଦରେ କିଛିContinue reading “ଭିଜିଲାନ୍ସ ଜାଲରେ କମାଣ୍ଡାଣ୍ଟ ସୁନୀଲ ବେହେରା : ଟଙ୍କା ନେଇ ଯାଉଥିବାବେଳେ ଅଧାବାଟରେ ମାଡି ବସିଲା ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍”

ନିଶାସକ୍ତ ଯନ୍ତ୍ରୀଙ୍କ ଭିଡିଓ ଭାଇରାଲ : ସାର୍ଟ ଖୋଲି ଅଫିସ ଚେୟାରରେ ଶୋଇଲେ କାର୍ଯ୍ୟରତ ସରକାରୀ ଯନ୍ତ୍ରୀ

କନକ ବ୍ୟୁରୋ : ନିଶାସକ୍ତ ଯନ୍ତ୍ରୀଙ୍କ ଭିଡିଓ ଭାଇରାଲ । ସାର୍ଟ ଖୋଲି ଅଫିସ ଚେୟାରରେ ଶୋଇଲେ କାର୍ଯ୍ୟରତ ସରକାରୀ ଯନ୍ତ୍ରୀ । ପରେ କିଛି ଲୋକ ତାଙ୍କୁ ସାର୍ଟ ପିନ୍ଧାଉଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ବାଲେଶ୍ୱର ଜିଲ୍ଲା ବାହନଗା ବ୍ଲକର କନିଷ୍ଠ ଯନ୍ତ୍ରୀ କିଶୋର କିଷାନଙ୍କ ଏଭଳି ଆଚରଣକୁ ସମସ୍ତେ ନିନ୍ଦା କରୁଛନ୍ତି । ତେବେ ଏହି ଭିଡିଓ କେଉଁ ଦିନର ସ୍ପଷ୍ଟ ହୋଇନାହିଁ । ତେବେ ଯନ୍ତ୍ରୀଙ୍କ ସେକ୍ସନContinue reading “ନିଶାସକ୍ତ ଯନ୍ତ୍ରୀଙ୍କ ଭିଡିଓ ଭାଇରାଲ : ସାର୍ଟ ଖୋଲି ଅଫିସ ଚେୟାରରେ ଶୋଇଲେ କାର୍ଯ୍ୟରତ ସରକାରୀ ଯନ୍ତ୍ରୀ”

ଶାହାରୁଖଙ୍କ ପ୍ରିୟ ହୋଇଗଲେ ଓଡିଆ ପୁଅ । ଯୱାନ ପୋଷ୍ଟର ପେଣ୍ଟିଙ୍ଗ କରି ପପୁଲାର ହୋଇଗଲେ ରାହୁଳ

କନକ ବ୍ୟୁରୋ: ଇଏ ହେଉଛନ୍ତି ନବରଙ୍ଗପୁର ପାପଡାହାଣ୍ଡି ମାଟିର ପୁଅ ରାହୁଲ ପାତ୍ରଙ୍କ କଥା । ଚିତ୍ର ଆଙ୍କିବାର ନିଶା ଆଜି ତାଙ୍କୁ ପୁରା ଦେଶରେ କରିଦେଇଛି ପପୁଲାର । ଶାହାରୁଖ ଖାନଙ୍କ ଅଭୀନିତ ଜୱାନ ଫିଲ୍ମର ୧୦ ମିଟର ଉଚ୍ଚ ପୋଷ୍ଟର ଆଙ୍କି ଖୋଦ୍ ଶାଖାରୁଖଙ୍କ ଅତି ପ୍ରିୟ ବନିଯାଇଛନ୍ତି । ଏଥିପାଇଁ ତାଙ୍କୁ ରାହୁଲଙ୍କୁ ଟ୍ୱିଟରରେ କରିଛନ୍ତି ଭୂୟସୀ ପ୍ରଶଂସା । ନିଜେ ଶାହାରୁଖଙ୍କ ଠାରୁ ଏଭଳି ଅନ୍ତରଙ୍ଗ ପ୍ରଶଂସା ପାଇବା ପରେ ରାହୁଲContinue reading “ଶାହାରୁଖଙ୍କ ପ୍ରିୟ ହୋଇଗଲେ ଓଡିଆ ପୁଅ । ଯୱାନ ପୋଷ୍ଟର ପେଣ୍ଟିଙ୍ଗ କରି ପପୁଲାର ହୋଇଗଲେ ରାହୁଳ”

ଦୀପାବଳି ପୂର୍ବରୁ ଚୋରା ବାଣ ବେପାର କାରବାର : ବିକ୍ରି ପାଇଁ ଲୁଚାଇ ରଖିଥିବା ବେଳେ ମାଡି ବସିଲା ପୋଲିସ

କନକ ବ୍ୟୁରୋ : ଦୀପାବଳୀ ପୂର୍ବରୁ ବ୍ରହ୍ମପୁରରେ ଆରମ୍ଭ ହୋଇଗଲାଣି ଚୋରା ବାଣ ବେପାର । ଚୋରାରେ ବାଣ ଆଣି ବିକ୍ରି କରିବା ପାଇଁ ଲୁଚାଇ ରଖିଥିବା ବେଳେ ମାଡି ବସିଲା ପୋଲିସ । ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ଶିବଶକ୍ତିନଗର ପଞ୍ଚମ ଲେନର ଏକ ଭଡାଘରୁ ବିପୁଳ ପରିମାଣର ବାଣ ପୋଲିସ ଜବତ କରିଛି । ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏକ ଭଡା ଘରେ ଲୁଚାଇContinue reading “ଦୀପାବଳି ପୂର୍ବରୁ ଚୋରା ବାଣ ବେପାର କାରବାର : ବିକ୍ରି ପାଇଁ ଲୁଚାଇ ରଖିଥିବା ବେଳେ ମାଡି ବସିଲା ପୋଲିସ”

ଦ୍ରୁତ ଗତିରେ ଗାଡି ଚଳାଉଥିଲେ ସାବଧାନ : ଗାଡି ଉପରେ ନଜର ରଖିଛି ସିସିଟିଭି

କନକ ବ୍ୟୁରୋ : ରାଜଧାନୀରେ ଆପଣ ଦ୍ରୁତ ଗତିରେ ଗାଡି ଚଳାଉଛନ୍ତି କି? ରାଜଧାନୀ ରାସ୍ତାରେ ଦ୍ରୁତ ଗାଡି ଚାଳନାର ମଜା ନେଉଛନ୍ତି କି ? ଯଦି ହଁ ତେବେ ସତର୍କ ହୋଇ ଯାଆନ୍ତୁ । କାରଣ ଆପଣଙ୍କ ଗାଡି ଉପରେ ସିସିଟିଭି ନଜର ରଖିଛି । ଦ୍ରୁତ ଗତିରେ ଗାଡି ଚାଳନା କଲେ କଟିବ ଇ-ଚାଲାଣ । ଆପଣଙ୍କୁ କେହି ରାସ୍ତାରେ ଅଟକାଇବେ ନାହିଁ । କିନ୍ତୁ ରାସ୍ତାରେ ଥିବା ସିସିଟିଭି କ୍ୟାମେରା ନଜର ରଖିବContinue reading “ଦ୍ରୁତ ଗତିରେ ଗାଡି ଚଳାଉଥିଲେ ସାବଧାନ : ଗାଡି ଉପରେ ନଜର ରଖିଛି ସିସିଟିଭି”

ପାର୍ବଣ ଋତୁରେ ମହଙ୍ଗା ମାଡ଼ : ବଢିଲା କମର୍ସିଆଲ ଗ୍ୟାସ୍ ଦର

କନକ ବ୍ୟୁରୋ : ପାର୍ବଣ ଋତୁ ଆରମ୍ଭରୁ ଗ୍ରାହକଙ୍କୁ ମହଙ୍ଗା ମାଡ଼ । ବଢିଲା କମର୍ସିଆଲ ଗ୍ୟାସ୍ । ୧୯ କେଜି ସିଲିଣ୍ଡର ୨୦୯ ଟଙ୍କା ମହଙ୍ଗା ହୋଇଛି । ନୂଆ ଦର ଆଜିଠାରୁ ଲାଗୁ ହେବ । ନୂଆ ଦର ଲାଗୁ ହେବା ପରେ ରାଜଧାନୀ ଦିଲ୍ଲୀରେ ଦର ୧୭୩୧ ଟଙ୍କା ୫୦ ପଇସା ହୋଇଛି । ଏହା ପୂର୍ବରୁ ଗତ ସେପ୍ଟେମ୍ବର ୧ ତାରିଖରେ କମର୍ସିଆଲ ଗ୍ୟାସ୍ ଦର ୧୫୭ ଟଙ୍କା ହ୍ରାସ ପାଇଥିଲାContinue reading “ପାର୍ବଣ ଋତୁରେ ମହଙ୍ଗା ମାଡ଼ : ବଢିଲା କମର୍ସିଆଲ ଗ୍ୟାସ୍ ଦର”

ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ଘଟଣା : ରାଜ୍ୟ ମାନବାଧିକାର କମିସନରେ ମାମଲା ରୁଜୁ

କନକ ବ୍ୟୁରୋ : ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ପହଞ୍ଚିଲା ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ସନ୍ଦିଗ୍ଧ ମୃତ୍ୟୁ ମାମଲା । ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ ମାମଲା ରୁଜୁ କରିଛନ୍ତି । ପୁରା ଘଟଣାର ତଦନ୍ତ, ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହିତ ମୃତ ସୁସ୍ମିତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ଏହି ମାମଲାରେ ରାଉରକେଲା ଏସପି ଓContinue reading “ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ଘଟଣା : ରାଜ୍ୟ ମାନବାଧିକାର କମିସନରେ ମାମଲା ରୁଜୁ”

ଜରି ପାଲ ତଳେ ବ୍ୟାଙ୍କ ସେବା : ସ୍ୱାଭିମାନ ଅଞ୍ଚଳର ସାପ୍ତାହିକ ହାଟରେ ସିଏସପି କେନ୍ଦ୍ରରେ ଟଙ୍କା ଉଠାଇବାକୁ ଗ୍ରାହକଙ୍କ ଭିଡ

କନକ ବ୍ୟୁରୋ : ଜରି ପାଲ ତଳେ ବ୍ୟାଙ୍କ ସେବା । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ସାପ୍ତାହିକ ହାଟରୁ ଆସିଛି ଏହି ଚିତ୍ର । ସ୍ୱାଭିମାନ ଅଞ୍ଚଳରେ ଆଦୌ କୌଣସି ବ୍ୟାଙ୍କ ନାହିଁ । ତେଣୁ ଏପରି ସିଏସପି କେନ୍ଦ୍ର ଉପରେ ନିର୍ଭର କରୁଛନ୍ତି ସ୍ୱାଭିମାନ ଅଞ୍ଚଳ ବାସିନ୍ଦା । ଆଉ ସାପ୍ତାହିକ ହାଟରେ ଏମିତି ଜରି ପାଲ ତଳେ କଷ୍ଟମର ସର୍ଭିସ ପଏଣ୍ଟ ଖୋଲି ଗ୍ରାହକଙ୍କୁ ସେବା ଯୋଗାଉଛନ୍ତି ସିଏସପି କେନ୍ଦ୍ରର ମାଲିକ ।Continue reading “ଜରି ପାଲ ତଳେ ବ୍ୟାଙ୍କ ସେବା : ସ୍ୱାଭିମାନ ଅଞ୍ଚଳର ସାପ୍ତାହିକ ହାଟରେ ସିଏସପି କେନ୍ଦ୍ରରେ ଟଙ୍କା ଉଠାଇବାକୁ ଗ୍ରାହକଙ୍କ ଭିଡ”

ସୁନ୍ଦରଗଡରେ ଚିନ୍ତା ବଢାଇଲା ସ୍କ୍ରବ୍ ଟାଇଫସ୍ : ୨୪ ଘଣ୍ଟାରେ ୪୭ ନମୂନାରୁ ପୁଣି ୩ ପଜିଟିଭ ଚିହ୍ନଟ

କନକ ବ୍ୟୁରୋ : ସୁନ୍ଦରଗଡରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ପୁଣି ୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରେ ୪୭ଟି ନମୂନାରୁ ୩ଟି ନମୂନା ପଜିଟିଭ ଚିହ୍ନଟ ହୋଇଛି । ଫଳରେ ଏବେ ସୁନ୍ଦରଗଡ ଜିଲ୍ଲାରେ ସ୍କ୍ରବ୍ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ୨୯୫ରେ ପହଞ୍ଚିଛି । ସ୍କ୍ରବ୍ ଟାଇଫସରେ ସୁନ୍ଦରଗଡରେ ଜଣଙ୍କର ମୃତ୍ୟୁ ହୋଇଛି । ଏହି ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀContinue reading “ସୁନ୍ଦରଗଡରେ ଚିନ୍ତା ବଢାଇଲା ସ୍କ୍ରବ୍ ଟାଇଫସ୍ : ୨୪ ଘଣ୍ଟାରେ ୪୭ ନମୂନାରୁ ପୁଣି ୩ ପଜିଟିଭ ଚିହ୍ନଟ”

ଲଘୁଚାପ ପ୍ରଭାବ, ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା : ଆଜି ୧୧ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ ସକ୍ରିୟ ରହିଛି । ଏହାର ପ୍ରଭାବରେ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଆଜି ପାଇଁ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବଲାଙ୍ଗୀର, ବରଗଡ, ସୁବର୍ଣ୍ଣପୁର, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, କେନ୍ଦୁଝର, ଅନୁଗୁଳ, ଦେବଗଡ, ଢେଙ୍କାନାଳ ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୁର୍ବାନୁମାନ କରାଯାଇଛି । ଏଥିସହ ଆଞ୍ଚଳିକContinue reading “ଲଘୁଚାପ ପ୍ରଭାବ, ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା : ଆଜି ୧୧ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି”

Design a site like this with WordPress.com
Get started