ରୋଚକ ହେଉଛି ସୁନ୍ଦରଗଡ଼ ରାଜନୀତି । ବିଜେଡି ଉପସଭାପତି ମଙ୍ଗଳା କିଷାନଙ୍କ ବିଷୋଦଗାର । ମନ୍ତ୍ରୀ ସାରଦା ନାୟକ ଓ ପ୍ରୀତିରଞ୍ଜନ ଘଡେଇ ସୁନ୍ଦରଗଡରେ ଦଳକୁ କରୁଛନ୍ତି ଦୁର୍ବଳ ।

କନକ ବ୍ୟୁରୋ: ସୁନ୍ଦରଗଡରେ ବିଜେଡି ଗୋଷ୍ଠୀ କନ୍ଦଳ ତୀବ୍ର ହୋଇଛି । ଦୁଇଟି ବିଜେଡି ନେତାଙ୍କୁ ନିଲମ୍ବନ ପରେ ଜିଲ୍ଲାରେ ବିଜେଡି ଦୁଇଭାଗ ହୋଇଯାଇଛି । ନିଲମ୍ବିତ ନେତା ରାଉରକେଲା ବିଧାୟକ ସାରଦା ନାଏକଙ୍କୁ ଟାର୍ଗେଟ କରିଛନ୍ତି । ଆଉ ଏମାନଙ୍କ ସହ ସ୍ୱର ମିଳାଇଛନ୍ତି ମଙ୍ଗଳା କିଷାନ । ତେବେ ଏହି ସମୟରେ ମଙ୍ଗଳା କିଷାନ ଦିଲ୍ଲୀପ ରାୟଙ୍କୁ ଭେଟିବା ଚର୍ଚ୍ଚାକୁ ବଢାଇଦେଇଛି । ସୁନ୍ଦରଗଡରେ ବିଜେଡି ବନାମ ବିଜେଡି ସାରଦାଙ୍କୁ ମଙ୍ଗଳାଙ୍କ ଟାର୍ଗେଟ! ସୁନ୍ଦରଗଡରେContinue reading “ରୋଚକ ହେଉଛି ସୁନ୍ଦରଗଡ଼ ରାଜନୀତି । ବିଜେଡି ଉପସଭାପତି ମଙ୍ଗଳା କିଷାନଙ୍କ ବିଷୋଦଗାର । ମନ୍ତ୍ରୀ ସାରଦା ନାୟକ ଓ ପ୍ରୀତିରଞ୍ଜନ ଘଡେଇ ସୁନ୍ଦରଗଡରେ ଦଳକୁ କରୁଛନ୍ତି ଦୁର୍ବଳ ।”

କାବେରୀକୁ ନେଇ ପୁଣି ଉଗ୍ର ହେଉଛି ବିବାଦ । ପାଣି ନ ଛାଡ଼ିବା ଦାବିରେ କର୍ଣ୍ଣାଟକରେ ଜୋରଦାର ଆନ୍ଦୋଳନ । ପାଣି ଯୋଗାଇବା ଦାବିରେ ତାମିଲନାଡୁରେ ବିକ୍ଷୋଭ ।

କନକ ବ୍ୟୁରୋ: ୧୫ ଦିନ ପାଇଁ ତାମିଲନାଡୁକୁ ପ୍ରତିଦିନ ୩ ହଜାର କ୍ୟୁସେକ୍ ଜଳ ଦେବାକୁ କାବେରୀ ୱାଟର ମ୍ୟାନେଜମେଣ୍ଟ ଅଥରିଟି, କର୍ଣ୍ଣାଟକ ସରକାରଙ୍କୁ ନିର୍ଦ୍ଦେଶ ଦେବା ପରେ ପୁଣି ତେଜିଛି ବିବାଦ । ପାଣି ନଛାଡିବାକୁ କର୍ଣ୍ଣାଟକରେ ଆନ୍ଦୋଳନ ଜୋରଦାର ହୋଇଥିବା ବେଳେ ତାମିଲନାଡୁରେ ବି ଅସନ୍ତୋଷ ତେଜିବାରେ ଲାଗିଛି । ଦୁଇ ରାଜ୍ୟର ଚାଷୀ ଓ ବିଭିନ୍ନ ସଂଗଠନ ରାସ୍ତାକୁ ଓହ୍ଲାଇଛନ୍ତି । କର୍ଣ୍ଣାଟକ ବନ୍ଦ ଠାରୁ ଆରମ୍ଭ କରି ତୀବ୍ର ହୋଇଛି ପ୍ରତିବାଦContinue reading “କାବେରୀକୁ ନେଇ ପୁଣି ଉଗ୍ର ହେଉଛି ବିବାଦ । ପାଣି ନ ଛାଡ଼ିବା ଦାବିରେ କର୍ଣ୍ଣାଟକରେ ଜୋରଦାର ଆନ୍ଦୋଳନ । ପାଣି ଯୋଗାଇବା ଦାବିରେ ତାମିଲନାଡୁରେ ବିକ୍ଷୋଭ ।”

ଭିନ୍ନ ଭିନ୍ନ ପାଞ୍ଜିରେ ରହୁଛି ଭିନ୍ନ ଭିନ୍ନ ତଥ୍ୟ । ଅଲଗା ଅଲଗା ତଥ୍ୟକୁ ନେଇ ଦ୍ୱନ୍ଦ୍ୱରେ ପଡୁଛନ୍ତି ଲୋକ

କନକ ବ୍ୟୁରୋ : ସନାତନ ପରମ୍ପରାରେ ପଞ୍ଜିକା ଗଣନାର ମହତ୍ୱ ରହିଛି । ସବୁ ଶୁଭ ଅଶୁଭ କାମ ଓ ଦେବନୀତି ପଂଜିକା ଆଧାରରେ କରାଯାଇଥାଏ । ଓଡିଶାରେ ପ୍ରଚଳିତ ପାଂଜି ଜଗନ୍ନାଥ ସଂସ୍କୃତି ଓ ନୀତି ଅନୁସାରେ, ପ୍ରସ୍ତୁତ ହେଉଥିଲେ ହେଁ ବିଗତ କିଛି ବର୍ଷରେ ବିଭିନ୍ନ ପାଂଜିରେ ଭିନ୍ନଭିନ୍ନ ତଥ୍ୟକୁ ନେଇ ଲୋକ ଦ୍ୱନ୍ଦ୍ୱରେ ପଡିଥିଲେ । ଗହ୍ମାପୂର୍ଣ୍ଣିମା ଓ ଜନ୍ମାଷ୍ଟମୀ ପାଳନରେ ଦ୍ୱନ୍ଦ୍ୱ ହେବାରୁ ଲୋକେ ଦୁଇ ଦିନ ଲେଖାଏ ପାଳନ କରିଥିଲେContinue reading “ଭିନ୍ନ ଭିନ୍ନ ପାଞ୍ଜିରେ ରହୁଛି ଭିନ୍ନ ଭିନ୍ନ ତଥ୍ୟ । ଅଲଗା ଅଲଗା ତଥ୍ୟକୁ ନେଇ ଦ୍ୱନ୍ଦ୍ୱରେ ପଡୁଛନ୍ତି ଲୋକ”

ଖୋଲୁନି ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ରହସ୍ୟ । ସିବିଆଇ ତଦନ୍ତ ଦାବି କଲେ ପୂର୍ବତନ ବିଧାୟକ ଜର୍ଜ ତିର୍କୀ

କନକ ବ୍ୟୁରୋ: ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାମ କରୁଥିବା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ କେମିତି ହେଲା? ପୋଲିସ ପ୍ରଶାସନ ଏହାକୁ ଆତ୍ମହତ୍ୟା କହୁଛି । କିନ୍ତୁ ପୋଲିସର ଯୁକ୍ତି ଗ୍ରହଣ କରିବାକୁ ନାରାଜ ପରିବାର ଲୋକ । ସେପଟେ ମୃତ୍ୟୁ ରହସ୍ୟକୁ ନେଇ ତେଜୁଛି ରାଜନୀତି । ଅନ୍ୟପଟେ ସୁସ୍ମିତାଙ୍କୁ ନ୍ୟାୟ ନମିଳିବା ଯାଏଁ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି ପୂର୍ବତନ ବିଧାୟକ ଜର୍ଜ ତିର୍କୀ । ଆଗାମୀ ୪ ତାରିଖ ପରେContinue reading “ଖୋଲୁନି ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ରହସ୍ୟ । ସିବିଆଇ ତଦନ୍ତ ଦାବି କଲେ ପୂର୍ବତନ ବିଧାୟକ ଜର୍ଜ ତିର୍କୀ”

ଗଞ୍ଜାମରେ ତେଜୁଛି ରାଜନୈତିକ ହିଂସା । କିଛି ଦିନ ମଧ୍ୟରେ ଗଡିଲାଣି ୩ଟି ମୁଣ୍ଡ । ସୁନୀଲ ନାହାକ ହତ୍ୟା ଘଟଣାରେ ନୂଆ ମୋଡ । ଖଲ୍ଲିକୋଟ ବିଧାୟିକାଙ୍କ ସ୍ୱାମୀଙ୍କ ନାଁରେ ଏତଲା

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ଏବେ ଅଶାନ୍ତ ହୋଇପଡିଛି । ଦିନେ ଦୁଇ ଦିନରେ ଗଡୁଛି ଗୋଟିଏ ଗୋଟିଏ ମୁଣ୍ଡ । ବିଶେଷକରି ରାଜନୈତିକ ନେତା ବୀଭତ୍ସ ଭାବେ ହତ୍ୟାକାଣ୍ଡର ଶିକାର ହେଉଛନ୍ତି । ଯାହା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଆଗକୁ ନିର୍ବାଚନ ଆସୁଥିବାବେଳେ ଏଭଳି ହିଂସାକୁ ରୋକିବା ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । ବିଧାୟିକାଙ୍କ ସ୍ୱାମୀଙ୍କ ବିରୋଧରେ ଏତଲା ହତ୍ୟାକାଣ୍ଡରେ ସାମିଲ ଥିବା ଅଭିଯୋଗ ଗଞ୍ଜାମ ଜିଲ୍ଲାContinue reading “ଗଞ୍ଜାମରେ ତେଜୁଛି ରାଜନୈତିକ ହିଂସା । କିଛି ଦିନ ମଧ୍ୟରେ ଗଡିଲାଣି ୩ଟି ମୁଣ୍ଡ । ସୁନୀଲ ନାହାକ ହତ୍ୟା ଘଟଣାରେ ନୂଆ ମୋଡ । ଖଲ୍ଲିକୋଟ ବିଧାୟିକାଙ୍କ ସ୍ୱାମୀଙ୍କ ନାଁରେ ଏତଲା”

ଆଜି ବି ସ୍ୱାଭାବିକ ଭାବେ ଚାଲିପାରିଲାନି ବିଧାନସଭା । ସଂଧ୍ୟା ପର୍ଯ୍ୟନ୍ତ ଅଚଳ ରହିଲା ଗୃହ । ପରସ୍ପର ଉପରେ ଦୋଷ ଲଦିଲେ ଶାସକ ଓ ବିରୋଧୀ

କନକ ବ୍ୟୁରୋ: ଆଜି ବି ସ୍ୱାଭାବିକ ଭାବେ ଚାଲିପାରିନି ବିଧାନସଭା ଅଧିବେଶନ । ପୂର୍ବାହ୍ନରେ ମାତ୍ର ଅଢ଼େଇ ମିନିଟ୍ ଚାଲିଥିବାବେଳେ ୪ଟା ପରେ ମାତ୍ର ଦୁଇ ମିନିଟ୍ ଚାଲିଥିଲା ଗୃହକାର୍ଯ୍ୟ । ବିଜେପି ବିଧାୟକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ଓ ବିରୋଧୀ ଦଳ ନେତାଙ୍କ ସୁରକ୍ଷା ଦାବିରେ ଗୃହ କମ୍ପାଇଥିଲେ ବିରୋଧୀ ବିଜେପି ଦଳର ବିଧାୟକ । ଗୃହମଧ୍ୟ ଭାଗକୁ ଆସି ହୋହଲ୍ଲା କରିବା ସହ ପ୍ଲାକାର୍ଡ ଦେଖାଇ ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି । ହଟ୍ଟଗୋଳContinue reading “ଆଜି ବି ସ୍ୱାଭାବିକ ଭାବେ ଚାଲିପାରିଲାନି ବିଧାନସଭା । ସଂଧ୍ୟା ପର୍ଯ୍ୟନ୍ତ ଅଚଳ ରହିଲା ଗୃହ । ପରସ୍ପର ଉପରେ ଦୋଷ ଲଦିଲେ ଶାସକ ଓ ବିରୋଧୀ”

ଲିଭିଗଲା କୋରାପୁଟ ପ୍ରେମର ସବୁଜ ବିପ୍ଳବର ଦୀପ । ବିଶ୍ୱରେ କୋରାପୁଟକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲେ ପ୍ରଫେସର ଏମ.ଏସ ସ୍ୱାମିନାଥନ

କନକ ବ୍ୟୁରୋ : କୋରାପୁଟ ସହ ଏକ ସୁନ୍ଦର ସଂପର୍କ ରଖିଥିଲେ ପ୍ରଫେସର ଏମ.ଏସ ସ୍ୱାମିନାଥନ୍ । କୋରାପୁଟର ଜୈବ ବିବିଧତାର ସୁରକ୍ଷା ପାଇଁ ଆରମ୍ଭ କରିଥିଲେ ଗବେଷଣା କେନ୍ଦ୍ର । ଜୟପୁର ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠନରେ ୩୮୪ ପ୍ରଜାତିର ଓøଷଧୀୟ ବୃକ୍ଷ ସରଂକ୍ଷଣ ସାଙ୍ଗକୁ ବିଭିନ୍ନ ପ୍ରକାର ଦେଶୀ ବିହନ ସଂଗ୍ରହ କରାଯାଇଛି । ଏହାସହ ସବୁଜ ବପ୍ଲବୀଙ୍କ ଉଦ୍ୟମ ପାଇଁ କୋରାପୁଟର କମଳା ପୁଜାରୀ ଓ ମାଣ୍ଡିଆ ରାଣୀ ରାଇମତି ପାଇଛନ୍ତି ସ୍ୱତନ୍ତ୍ର ପରିଚୟContinue reading “ଲିଭିଗଲା କୋରାପୁଟ ପ୍ରେମର ସବୁଜ ବିପ୍ଳବର ଦୀପ । ବିଶ୍ୱରେ କୋରାପୁଟକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲେ ପ୍ରଫେସର ଏମ.ଏସ ସ୍ୱାମିନାଥନ”

ନିଜେ ରଚିଥିଲେ ନିଜ ଅପହରଣର କାହାଣୀ । ଟଙ୍କା ଠକେଇ ଉଦ୍ଦେଶ୍ୟରେ କିଡନାପ ଡ୍ରାମା କରିଥିଲେ ଫାଇନାନ୍ସ କମ୍ପାନୀର ଏଜେଣ୍ଟ

କନକ ବ୍ୟୁରୋ : ନିଜ ଅପହରଣର ନାଟକ ରଚିଥିଲେ ନିଜେ ଅପହୃତ ବ୍ୟକ୍ତି । ଟଙ୍କା ଠକେଇ କରିବା ଉଦେଶ୍ୟରେ କିଡନାପ ଡ୍ରାମା କରିଥିଲେ କେନ୍ଦ୍ରାପଡା ତନ୍ତିଆପାଳ ଫାଇନାନ୍ସ କମ୍ପାନୀ ଏଜେଂଟ । ପରିବାର ଲୋକେ ଥାନାରେ ଏତଲା ଦେବା ପରେ ପୋଲିସ ଛାନଭିନ୍ ଆରମ୍ଭ କରିଥିଲା । ପୋଲିସ ତଦନ୍ତ କରିବା ପରେ ସମସ୍ତ ଘଟଣା ପଦାକୁ ଆସିଛି । ଫାଇନାନ୍ସ କମ୍ପାନୀର ଏଜେଂଟ ଜଣକ ନିଜେ କମ୍ପାନୀରୁ ଟଙ୍କା ହଡପ କରି ନେବା ସହContinue reading “ନିଜେ ରଚିଥିଲେ ନିଜ ଅପହରଣର କାହାଣୀ । ଟଙ୍କା ଠକେଇ ଉଦ୍ଦେଶ୍ୟରେ କିଡନାପ ଡ୍ରାମା କରିଥିଲେ ଫାଇନାନ୍ସ କମ୍ପାନୀର ଏଜେଣ୍ଟ”

ବିଧାନସଭା ଗୃହ ବିବରଣୀରୁ ବାଦ୍ ପଡିଲା ‘ମେଣ୍ଟାଲ ଡିଜଅର୍ଡର’ ଶବ୍ଦ । ବାଦ୍ ଦେବାକୁ ଘୋଷଣା କଲେ ବାଚସ୍ପତି ।

କନକ ବ୍ୟୁରୋ: ବିଧାନସଭା ଗୃହ ବିବରଣୀରୁ ବାଦ୍ ପଡିଲା ‘ମେଣ୍ଟାଲ ଡିଜଅର୍ଡର’ ଶବ୍ଦ । ମେଣ୍ଟାଲ ଡିଜଅର୍ଡର ଶବ୍ଦକୁ ବାଦ୍ ଦେବା ପାଇଁ ବାଚସ୍ପତି ପ୍ରମିଳା ମଲ୍ଲିକ ଶନିବାର ଘୋଷଣା କରିଛନ୍ତି । ତେବେ ଗତ ୨୮ ତାରିଖରେ ବିଧାନସଭା ଗୃହରେ ଏହି ଶବ୍ଦ ବ୍ୟବହାର କରିଥିଲେ ନୟାଗଡ ବିଧାୟକ ଅରୁଣ ସାହୁ । ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ କରି ଏହି ଶବ୍ଦ ବ୍ୟବହାର କରିଥିଲେ ଅରୁଣ ସାହୁ । ତେବେ ଆଜି ବିଧାନସଭା ଗୃହContinue reading “ବିଧାନସଭା ଗୃହ ବିବରଣୀରୁ ବାଦ୍ ପଡିଲା ‘ମେଣ୍ଟାଲ ଡିଜଅର୍ଡର’ ଶବ୍ଦ । ବାଦ୍ ଦେବାକୁ ଘୋଷଣା କଲେ ବାଚସ୍ପତି ।”

ଲୋପପାଇ ଯିବ କି ସ୍ୱାଭିମାନ ଅଂଚଳର ଘୋଡା! ସଂରକ୍ଷଣ କଥା ଚାଲିଥିବା ବେଳେ କମୁଛି ଘୋଡ଼ା ସଂଖ୍ୟା!

କନକ ବ୍ୟୁରୋ : ଓୟୁଏଟିର ପଶୁ ପ୍ରଜନନ ବିଭାଗର ମୁଖ୍ୟ ଡକ୍ତର ସୁଶାନ୍ତ ଦାଶଙ୍କ ଗବେଷଣା ପରେ ଚର୍ଚ୍ଚାକୁ ଆସିଛି ସ୍ୱାଭିମାନ ଅଂଚଳ ଘୋଡା । ଏହି ଘୋଡାର ଅନେକ ସ୍ୱତନ୍ତ୍ରତା ଥିବାରୁ ଏହାକୁ ଅଷ୍ଟମ ପ୍ରଜାତିର ମାନ୍ୟତା ଲାଗି ଦାବି ଉଠିଛି । ଏହି ଘୋଡା ଚଢି ପୂର୍ବରୁ ବିଚ୍ଛିନାଂଚଳକୁ ଯାଉଥିଲେ ସରକାରୀ ବାବୁ । ହାଟବାଟ କରିବାରେ ଲୋକଙ୍କ ପରିବହନ ମାଧ୍ୟମ ସାଜିଥାନ୍ତି ଏମାନେ । ହେଲେ ଏବେ କିନ୍ତୁ ସ୍ୱାଭିମାନ ଅଂଚଳର ସ୍ଥିତିContinue reading “ଲୋପପାଇ ଯିବ କି ସ୍ୱାଭିମାନ ଅଂଚଳର ଘୋଡା! ସଂରକ୍ଷଣ କଥା ଚାଲିଥିବା ବେଳେ କମୁଛି ଘୋଡ଼ା ସଂଖ୍ୟା!”

Design a site like this with WordPress.com
Get started