କନକ ବ୍ୟୁରୋ : ସ୍କୁଲ ଫି ଦେଇନଥିବାରୁ ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ଛାତ୍ର । ବକେୟା ଫି ପୈଠରେ ବିଳମ୍ବ ଯୋଗୁଁ ଛାତ୍ରଙ୍କୁ ପରୀକ୍ଷାକୁ ବାରଣ କଲେ ସ୍କୁଲ କର୍ତ୍ତୃପକ୍ଷ । ଆଉ ଶେଷରେ ପୁଅର ଟିସି ନେଇ ସରକାରୀ ସ୍କୁଲରେ ନାମ ଲେଖାଇଛନ୍ତି ଅଭିଭାବକ ସାବନ ଟପ୍ପୋ । ଘରୋଇ ସ୍କୁଲରେ ନିଜ ପୁଅର ନାମ ଲେଖାଇଥିବା ବେଳେ ନିୟମିତ ସ୍କୁଲ ଫି ଦାଖଲ କରୁଥିଲେ । ତେବେ ତୃତୀୟ ଶ୍ରେଣୀର ରିଆଡମିଶନ ଫିContinue reading “ଘରୋଇ ସ୍କୁଲର ମନମାନି : ବକେୟା ଫି ଦେଇନଥିବାରୁ ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ଛାତ୍ର; ଟିସି ନେଇ ସରକାରୀ ସ୍କୁଲରେ ଲେଖାଇଲେ ନାମ”
Tag Archives: News
ବଡମ୍ବା ଚୀନିକଳ ନିଲାମକୁ ବିରୋଧ : ପ୍ରତିବାଦ କଲେ ହଜାର ହଜାର ଚାଷୀ; ପୁନରୁଦ୍ଧାର ଦାବିରେ ବିଜେପିର ଆନ୍ଦୋଳନ
କନକ ବ୍ୟୁରୋ : ବଡ଼ମ୍ବା ଚିନିକଳ ନିଲାମ ପ୍ରତିବାଦରେ ବଡ଼ମ୍ବା ବିଜେପିର ଜନ ଆକ୍ରୋଶ ସମାବେଶ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ କଟକ ଜିଲ୍ଲା ସଭାପତି ପ୍ରକାଶ ଚନ୍ଦ୍ର ବେହେରାଙ୍କ ସମେତ ବହୁ ବରିଷ୍ଠ ନେତା ସମାବେଶରେ ଯୋଗ ଦେଇଛନ୍ତି । ୪୦ ବର୍ଷ ତଳେ ହଜାର ହଜାର ଚାଷୀଙ୍କ ଆଶା ଭରସାକୁ ନେଇ ଗଢ଼ି ଉଠିଥିବା ବଡ଼ମ୍ବା ଚିନିକଳ ଆସନ୍ତା ଅକ୍ଟୋବର ୧୩ ତାରିଖରେ ନିଲାମ ହେବାକୁ ଯାଉଛି । ଲକ୍ଷ୍ମୀପତିContinue reading “ବଡମ୍ବା ଚୀନିକଳ ନିଲାମକୁ ବିରୋଧ : ପ୍ରତିବାଦ କଲେ ହଜାର ହଜାର ଚାଷୀ; ପୁନରୁଦ୍ଧାର ଦାବିରେ ବିଜେପିର ଆନ୍ଦୋଳନ “
ଏବେ ଖୋଲିବନି ଶ୍ରୀମନ୍ଦିରର ଚାରିଦ୍ୱାର : କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତରରେ କହିଲେ ଆଇନମନ୍ତ୍ରୀ ଜଗନ୍ନାଥ ସାରକା
କନକ ବ୍ୟୁରୋ : ଏବେ ଖୋଲିବନି ଶ୍ରୀମନ୍ଦିରର ଚାରିଦ୍ୱାର । ଅଣତାରକା ପ୍ରଶ୍ନର ଉତ୍ତର ଦେଲେ ଆଇନମନ୍ତ୍ରୀ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲୁଥିବାରୁ ଏବେ ଚାରିଦ୍ୱାର ଖୋଲିବନି । ବିଜେପି ବିଧାୟିକା କୁସୁମ ଟେଟେ ପ୍ରଶ୍ନ କରିଥିଲେ । ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ନେଇ ଦାବି ହୋଇ ଆସୁଛି । The post ଏବେ ଖୋଲିବନି ଶ୍ରୀମନ୍ଦିରର ଚାରିଦ୍ୱାର : କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତରରେ କହିଲେ ଆଇନମନ୍ତ୍ରୀ ଜଗନ୍ନାଥ ସାରକା first appearedContinue reading “ଏବେ ଖୋଲିବନି ଶ୍ରୀମନ୍ଦିରର ଚାରିଦ୍ୱାର : କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତରରେ କହିଲେ ଆଇନମନ୍ତ୍ରୀ ଜଗନ୍ନାଥ ସାରକା”
ବିରୋଧୀ ଦଳ ନେତା ଡ୍ରାମା କରୁଛନ୍ତି, କାହା ଜୀବନ ଏଠି ଅସୁରକ୍ଷିତ ନୁହେଁ : ପ୍ରତାପ ଦେବ
କନକ ବ୍ୟୁରୋ : ଜୟନାରାୟଣ ମିଶ୍ରଙ୍କ ବକ୍ତବ୍ୟକୁ ନେଇ ପ୍ରତାପ ଦେବଙ୍କ ପ୍ରତିକ୍ରିୟା । କହିଲେ, ବିରୋଧୀ ଦଳ ନେତା ଡ୍ରାମା କରୁଛନ୍ତି । କାହା ଜୀବନ ଏଠି ଅସୁରକ୍ଷିତ ନୁହେଁ । ଗୃହରେ ସେମାନଙ୍କ ବ୍ୟବହାରକୁ ଶାଳୀନତା କୁହାଯିବନି । ସେପଟେ, ସରକାରଙ୍କୁ ବାରମ୍ବାର ଟାର୍ଗେଟ କରି ଅଡୁଆରେ ପକାଉଥିବା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଜି ସାଂଘାତିକ ଅଭିଯୋଗ ଆଣିଛନ୍ତି । ଜୟନାରାୟଣ କହିଛନ୍ତି, ତାଙ୍କ ଜୀବନ ପ୍ରତି ବିପଦ ରହିଛି ।Continue reading “ବିରୋଧୀ ଦଳ ନେତା ଡ୍ରାମା କରୁଛନ୍ତି, କାହା ଜୀବନ ଏଠି ଅସୁରକ୍ଷିତ ନୁହେଁ : ପ୍ରତାପ ଦେବ”
ଜୟନାରାୟଣ ମିଶ୍ରଙ୍କ ସାଂଘାତିକ ଅଭିଯୋଗ : କହିଲେ, ତାଙ୍କ ଜୀବନ ପ୍ରତି ରହିଛି ବିପଦ; ଗୃହ ଭିତରେ-ବାହାରେ ସେ ଅସୁରକ୍ଷିତ
କନକ ବ୍ୟୁରୋ : ସରକାରଙ୍କୁ ବାରମ୍ବାର ଟାର୍ଗେଟ କରି ଅଡୁଆରେ ପକାଉଥିବା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଜି ସାଂଘାତିକ ଅଭିଯୋଗ ଆଣିଛନ୍ତି । ଜୟନାରାୟଣ କହିଛନ୍ତି, ତାଙ୍କ ଜୀବନ ପ୍ରତି ବିପଦ ରହିଛି । ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଛି । ସେ ବିଧାନସଭା ଭିତରେ ଓ ବିଧାନସଭା ବାହାରେ ଅସୁରକ୍ଷିତ ମନେ କରୁଛନ୍ତି । ପ୍ରାୟୋଜିତ ଭାବେ ତାଙ୍କ ଘର ସମ୍ମୁଖରେ ବିକ୍ଷୋଭ କରାଯାଉଛି । ତେବେ ତାଙ୍କର ଯଦି କିଛି ହୁଏContinue reading “ଜୟନାରାୟଣ ମିଶ୍ରଙ୍କ ସାଂଘାତିକ ଅଭିଯୋଗ : କହିଲେ, ତାଙ୍କ ଜୀବନ ପ୍ରତି ରହିଛି ବିପଦ; ଗୃହ ଭିତରେ-ବାହାରେ ସେ ଅସୁରକ୍ଷିତ”
ସୁନୀଲ ନାହାକ ହତ୍ୟା ଘଟଣାରେ ନୂଆ ମୋଡ : ଖଲ୍ଲିକୋଟ ବିଧାୟିକାଙ୍କ ସ୍ୱାମୀଙ୍କ ନାଁରେ ଏତଲା
କନକ ବ୍ୟୁରୋ : ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ନାହାକ ହତ୍ୟା ଘଟଣା । ଖଲ୍ଲିକୋଟ ବିଧାୟିକାଙ୍କ ସ୍ୱାମୀ ତଥା ବ୍ଲକ ଅଧ୍ୟକ୍ଷ ଦୈତାରୀ ବେହେରାଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏହା ସହ ଦାନପୁର ପଞ୍ଚାୟତର ଯୁବ ବିଜେଡି ନେତା କୁମର ସାହୁ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି । ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲ ପୂର୍ବତନ ସରପଞ୍ଚଙ୍କ ସହ ମିଶି ଦୀର୍ଘ ଦିନ ହେଲା ଦାନପୁର ପଞ୍ଚାୟତ ରାଜନୀତରେ ସକ୍ରିୟ ଥିଲେ । ଏତଲାContinue reading “ସୁନୀଲ ନାହାକ ହତ୍ୟା ଘଟଣାରେ ନୂଆ ମୋଡ : ଖଲ୍ଲିକୋଟ ବିଧାୟିକାଙ୍କ ସ୍ୱାମୀଙ୍କ ନାଁରେ ଏତଲା”
କାନାଡା ହତ୍ୟାକାରୀ ମାନଙ୍କୁ ଶରଣ ଦେଉଛି : ବଙ୍ଗଳାଦେଶ ବିଦେଶ ମନ୍ତ୍ରୀ
କାନାଡା ମାମଲାରେ ଏବେ ବାଂଲାଦେଶ ଆଗକୁ ଆସିଛି । ଏକ ବିବୃତି ଦେଇ ଭାରତକୁ ସମର୍ଥନ କରିଛି । ଗତ କିଛିଦିନ ହେବ ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ତିକ୍ତତା ମଧ୍ୟରେ ପଡୋଶୀ ବାଂଲାଦେଶ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛି । ଦୈନିକ ଖବରକଗଜ ‘ଦି ହିନ୍ଦୁ’ରେ ପ୍ରକାଶିତ ଏକ ଖବର ଅନୁଯାୟୀ ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଏ.କେ ଅବଦୁଲ ମୋମେନ କହିଛନ୍ତି ଯେ କାନାଡା “ହତ୍ୟାକାରୀଙ୍କ ଆଶ୍ରୟସ୍ଥଳୀ ପାଲଟିଛି”। ଇଣ୍ଡିଆ ଟୁଡେContinue reading “କାନାଡା ହତ୍ୟାକାରୀ ମାନଙ୍କୁ ଶରଣ ଦେଉଛି : ବଙ୍ଗଳାଦେଶ ବିଦେଶ ମନ୍ତ୍ରୀ”
କୁକୁଡ଼ା ଫାର୍ମରୁ ୧୫ ଫୁଟର ଅଜଗର ଉଦ୍ଧାର : ମୋଗା ସଂରକ୍ଷିତ ଜଙ୍ଗଲରେ ଛାଡିଲେ ଉଦ୍ଧାରକାରୀ ଟିମ
କନକ ବ୍ୟୁରୋ : କୁକୁଡ଼ା ଫାର୍ମରୁ ୧୫ ଫୁଟର ଅଜଗର ଉଦ୍ଧାର । ଢ଼େଙ୍କାନାଳ ତରଭା ଅଞ୍ଚଳରେ ଥିବା ଏକ କୁକୁଡ଼ ଫାର୍ମ ଭିତରୁ ସାପଟିକୁ ଉଦ୍ଧାର କରିଛନ୍ତି ସାପ ଉଦ୍ଧାରକାରୀ ଦଳ । ଫାର୍ମରେ କାମ କରୁଥିବା କର୍ମଚାରୀମାନେ ସାପଟିକୁ ଦେଖିବା ପରେ ଭୟଭୀତ ହୋଇ ପଡ଼ିଥିଲେ । ଏହା ପରେ ସାପ ଉଦ୍ଧାରକାରୀ ଟିମକୁ ଖବର ଦେବାପରେ ସେମାନେ ଆସି ସାପଟିକୁ ଉଦ୍ଧାର କରିଛନ୍ତି । ମୋଗା ସଂରକ୍ଷିତ ଜଙ୍ଗଲରେ ସାପଟିକୁ ଛଡ଼ାଯାଇଛି ।Continue reading “କୁକୁଡ଼ା ଫାର୍ମରୁ ୧୫ ଫୁଟର ଅଜଗର ଉଦ୍ଧାର : ମୋଗା ସଂରକ୍ଷିତ ଜଙ୍ଗଲରେ ଛାଡିଲେ ଉଦ୍ଧାରକାରୀ ଟିମ”
ବିଜେଡି ଉପସଭାପତି ମଙ୍ଗଳା କିଷାନଙ୍କ ବିଷୋଦଗାର : ମନ୍ତ୍ରୀ ସାରାଦା ନାୟକ ଓ ପ୍ରୀତି ରଞ୍ଜନ ଘଡେଇ ଦଳକୁ ଦୁର୍ବଳ କରୁଥିବା ଅଭିଯୋଗ
କନକ ବ୍ୟୁରୋ : ମନ୍ତ୍ରୀ ସାରଦା ନାୟକ ଏବଂ ପ୍ରୀତି ରଞ୍ଜନ ଘଡେଇ ସୁନ୍ଦରଗଡରେ ଦଳକୁ ଦୁର୍ବଳ କରିବାକୁ ପ୍ରୟାସ କରୁଛନ୍ତି । ରାଜ୍ୟ ବିଜେଡି ଉପସଭାପତି ମଙ୍ଗଳା କିଷାନ ଏହା କହିଛନ୍ତି । ନିକଟରେ ବିଜେଡି ରବୀନ୍ଦ୍ର ପ୍ରଧାନଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରିଛି । ଏହାପରେ ମଙ୍ଗଳା କିଷାନ ଦୁଇ ମନ୍ତ୍ରୀଙ୍କ ବିରୋଧରେ ବିଷେଦଗାର କରିଛନ୍ତି । ବିନା କାରଣରେ ରବୀନ୍ଦ୍ରଙ୍କୁ ବହିଷ୍କାର କରାଯାଇଥିବା ସେ କହିଛନ୍ତି । ରାଜଗାଙ୍ଗପୁରରେ ସାରଦାContinue reading “ବିଜେଡି ଉପସଭାପତି ମଙ୍ଗଳା କିଷାନଙ୍କ ବିଷୋଦଗାର : ମନ୍ତ୍ରୀ ସାରାଦା ନାୟକ ଓ ପ୍ରୀତି ରଞ୍ଜନ ଘଡେଇ ଦଳକୁ ଦୁର୍ବଳ କରୁଥିବା ଅଭିଯୋଗ”
‘ଭୋଟ ଦେଲେ ଦିଅ ନହେଲେ ନାହିଁ, କିନ୍ତୁ ମାଲ୍ ପାଣି ମିଳିବନି’ : ଲୋକସଭା ନିର୍ବାଚନ ନେଇ ଏଜେଣ୍ଡା ସ୍ପଷ୍ଟ କଲେ ଗଡକରୀ
କନକ ବ୍ୟୁରୋ : ଭୋଟ ଦେଲେ ଦିଅ ନହେଲେ ନାହିଁ, କିନ୍ତୁ ମାଲ୍ ପାଣି ମିଳିବନି । ଲୋକସଭା ନିର୍ବାଚନ ନେଇ ଏଜେଣ୍ଡା ସ୍ପଷ୍ଟ କଲେ ନୀତିନ ଗଡକରୀ । ଆଗାମୀ ଲୋକସଭା ନିର୍ବାଚନ ପ୍ରଚାର ନିମନ୍ତେ ତାଙ୍କ ନିର୍ବାଚନ ମଣ୍ଡଳୀ ନାଗପୁରରେ ତାଙ୍କର କୌଣସି ବ୍ୟାନର୍ କି, ପୋଷ୍ଟର୍ ଲାଗିବ ନାହିଁ ଏବଂ ଜନସାଧରଣଙ୍କୁ ଚା ମଧ୍ୟ ପିଆଇବେ ନାହିଁ । ସେ କହିଛନ୍ତି, ଯେଉଁମାନେ ତାଙ୍କୁ ଭୋଟ୍ ଦେବା କଥା ଦେବେ ନ ହେଲେContinue reading “‘ଭୋଟ ଦେଲେ ଦିଅ ନହେଲେ ନାହିଁ, କିନ୍ତୁ ମାଲ୍ ପାଣି ମିଳିବନି’ : ଲୋକସଭା ନିର୍ବାଚନ ନେଇ ଏଜେଣ୍ଡା ସ୍ପଷ୍ଟ କଲେ ଗଡକରୀ”