ଓଡ଼ିଆ ପୁଅ ରାଜେନ୍ଦ୍ରଙ୍କ ନିଆରା ପ୍ରୟାସ : ଚାଷୀଙ୍କ ପାଇଁ ତିଆରି କଲେ ଅତ୍ୟାଧୁନିକ ଡ୍ରୋନ୍

କନକ ବ୍ୟୁରୋ : ଚାଷୀଙ୍କ ଦୁଃଖ ଦୂର କରୁଛି ଡ୍ରୋନ୍ । ଚାଷଜମିରେ ସାର ଓ ଔଷଧ ସିଞ୍ଚନ କରୁଛି ଅତ୍ୟାଧୁନିକ ଡ୍ରୋନ୍ । ଯୁବ ଉଦ୍ୟୋଗୀ ରାଜେନ୍ଦ୍ରଙ୍କ ନିଆରା ପ୍ରୟାସ ଚାଷୀଙ୍କ ମୁହଁରେ ଫୁଟାଇଛି ହସ । ସ୍ୱଳ୍ପ ଖର୍ଚ୍ଚରେ ଫସଲକୁ ସୁରକ୍ଷା ଦେବା ସହ ଚାଷୀଙ୍କୁ ଲାଭବାନ କରାଉଛି ରାଜେନ୍ଦ୍ରଙ୍କ ଡ୍ରୋନ୍ । ଏଣିକି ଚାଷ ଜମି ଭିତରକୁ ଚାଷୀ ମାନଙ୍କୁ ଯାଇ ସାର କିମ୍ବା ଔଷଧ ପକାଇବାକୁ ପଡିବନି । ବିଷାକ୍ତ ପୋକContinue reading “ଓଡ଼ିଆ ପୁଅ ରାଜେନ୍ଦ୍ରଙ୍କ ନିଆରା ପ୍ରୟାସ : ଚାଷୀଙ୍କ ପାଇଁ ତିଆରି କଲେ ଅତ୍ୟାଧୁନିକ ଡ୍ରୋନ୍”

ସୁନ୍ଦରଗଡରେ ବେକାବୁ ସ୍କ୍ରବ୍ ଟାଇଫସ୍ : ସ୍ଥିତି ଅନୁଧ୍ୟାନ କରିବେ କେନ୍ଦ୍ରୀୟ ଟିମ୍; ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଚାଲିଛି ବୈଠକ

କନକ ବ୍ୟୁରୋ : ସୁନ୍ଦରଗଡରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବିଭାଗର ୪ ଜଣିଆ ଟିମ୍ । ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ଆତଙ୍କ ଦେଖାଦେଇଛି । ସ୍ଥିତି ବେକାବୁ ହେଉଥିବା ଦେଖି କେନ୍ଦ୍ରୀୟ ଟିମ୍ ପହଞ୍ଚିଛନ୍ତି । ପୂର୍ବରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୬ ଜଣିଆ ଅଧିକାରୀ ଉପସ୍ଥିତ ଅଛନ୍ତି । ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ବୈଠକ ଚାଲିଛି । ୨୪ ଘଣ୍ଟା ମଧ୍ୟରେ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିContinue reading “ସୁନ୍ଦରଗଡରେ ବେକାବୁ ସ୍କ୍ରବ୍ ଟାଇଫସ୍ : ସ୍ଥିତି ଅନୁଧ୍ୟାନ କରିବେ କେନ୍ଦ୍ରୀୟ ଟିମ୍; ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଚାଲିଛି ବୈଠକ”

ବିଧାନସଭା ଆରମ୍ଭରୁ ପ୍ରବଳ ହଟ୍ଟଗୋଳ : ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ

କନକ ବ୍ୟୁରୋ : ବିଧାନସଭା ଆରମ୍ଭରୁ ପ୍ରବଳ ହଟ୍ଟଗୋଳ । ବିରୋଧୀ ଦଳ ନେତାଙ୍କୁ ଅସମ୍ମାନ ଏବଂ ଦୁଇ ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି କରି ଗୃହ ମଧ୍ୟ ଭାଗରେ ବିଜେପି ସଦସ୍ୟ ହଟ୍ଟଗୋଳ କରିଥିଲେ । ପୋଡିୟମ ପାଖରେ ପ୍ଲାକାର୍ଡ ଧରି ବିଜେପି ବିଧାୟକ ହୋହଲ୍ଲା କରୁଥିବା ଦେଖିବାକୁ ମିଳିଥିଲା । ବାଚସ୍ପତି ପ୍ରମିଳା ମଲ୍ଲିକ ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।  ବିଜେପି ବିଧାୟକମାନେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କContinue reading “ବିଧାନସଭା ଆରମ୍ଭରୁ ପ୍ରବଳ ହଟ୍ଟଗୋଳ : ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ”

ସ୍କ୍ରବ ଟାଇଫସ୍, ଦିନକରେ ୨୦ ଆକ୍ରାନ୍ତ ଚିହ୍ନଟ : ଜିଲ୍ଲାରେ ୨୯୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

କନକ ବ୍ୟୁରୋ : ସୁନ୍ଦରଗଡରେ ସ୍କ୍ରବ୍‌ ଟାଇଫସ୍‌ ରୋଗ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଲାଣି । ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି ସିନା କମିବାର ନାଁ ନେଉନି । ବୁଧବାର ସୁଦ୍ଧା ଜିଲ୍ଲାରେ ୨୯୨ ଜଣ ସ୍କ୍ରବ୍‌ ଟାଇଫସ୍‌ ରୋଗୀ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ଗତ ଜାନୁଆରି ମାସରେ ପ୍ରଥମ ସ୍କ୍ରବ୍‌ ଟାଇଫସ୍‌ ରୋଗୀ ଚିହ୍ନଟ ହୋଇଥିଲା । ପରବର୍ତ୍ତୀ ସମୟରେ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିଲା । କିନ୍ତୁ ଅଗଷ୍ଟ ମାସରୁ ସଂଖ୍ୟାରେContinue reading “ସ୍କ୍ରବ ଟାଇଫସ୍, ଦିନକରେ ୨୦ ଆକ୍ରାନ୍ତ ଚିହ୍ନଟ : ଜିଲ୍ଲାରେ ୨୯୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା”

ଶାରିରୀକ ସମ୍ପର୍କ ରଖିବାର ବୟସ ୧୬ ନହେଉ : ଆଇନ ମନ୍ତ୍ରାଳୟକୁ ‘ଲ’ କମିସନଙ୍କ ସୁପାରିଶ

କନକ ବ୍ୟୁରୋ : ସହମତିରେ ଶାରୀରିକ ସମ୍ପର୍କ ରଖିବାର ବୟସ ୧୬ ନହେଉ । ଆଇନ୍ ମନ୍ତ୍ରାଳୟକୁ ଏଭଳି ଏକ ସୁପାରିସ କରିଛନ୍ତି ଲ’ କମିଶନ । ଏମିତିକି ପୋକ୍ସୋ ଆଇନରେ କିଛି ସଂଶୋଧନ ଆଣିବା ଆବଶ୍ୟକ ବୋଲି କମିଶନ କହିଛି । ପୋକ୍ସୋ ଆଇନ ୨୦୧୨ର ବିଭିନ୍ନ ଦିଗକୁ ବିଚାର କରିବା ପରେ ‘ଲ’ କମିଶନ ଗତ ୨୭ ତାରିଖରେ ଏକ ବୈଠକ କରିଥିଲା । ପରେ ଏହି ରିପୋର୍ଟ ମନ୍ତ୍ରାଳୟକୁ ଦିଆଯାଇଛି । ବିଭିନ୍ନContinue reading “ଶାରିରୀକ ସମ୍ପର୍କ ରଖିବାର ବୟସ ୧୬ ନହେଉ : ଆଇନ ମନ୍ତ୍ରାଳୟକୁ ‘ଲ’ କମିସନଙ୍କ ସୁପାରିଶ”

ଆଜି ପୁଣି ସରଗରମ ହୋଇପାରେ ବିଧାନସଭା ଅଧିବେଶନ : ଡାଲି ଫିଙ୍ଗି ଦୁଇ ବିଜେପି ବିଧାୟକ ନିଲମ୍ବିତ ଘଟଣାରେ ବିଜେପି କରିପାରେ ପ୍ରତିବାଦ

କନକ ବ୍ୟୁରୋ : ଆଜି ପୁଣିଥରେ ସରଗରମ ହୋଇପାରେ ବିଧାନସଭା ଅଧିବେଶନ । ବିରୋଧୀ ବିଜେପିର ଦୁଇ ବିଧାୟକ ବାଚସ୍ପତିଙ୍କ ଉପରକୁ ଡାଲି ଫିଙ୍ଗିବା ଘଟଣାରେ ନିଲମ୍ବିତ ହୋଇଛନ୍ତି । ଯାହାକୁ ବିଜେପି ନାପସନ୍ଦ କରିଛି । ଆଉ ବାଚସ୍ପତି ପକ୍ଷପାତିତା କରୁଥିବା ଅଭିଯୋଗ ଆଣିଛି । ଏପରି ସ୍ଥିତିରେ ବିଜେପି ପ୍ରତବାଦ କରିବ ବୋଲି ସୂଚନା ରହିଛି । ସେହିପରି ଶାସକ ଦଳ ବିଜେଡି ମଧ୍ୟ ବିଜେପିକୁ କାଉଣ୍ଟର କରିବାକୁ ଯୋଜନା କରିଛି । ମହିଳାଙ୍କୁContinue reading “ଆଜି ପୁଣି ସରଗରମ ହୋଇପାରେ ବିଧାନସଭା ଅଧିବେଶନ : ଡାଲି ଫିଙ୍ଗି ଦୁଇ ବିଜେପି ବିଧାୟକ ନିଲମ୍ବିତ ଘଟଣାରେ ବିଜେପି କରିପାରେ ପ୍ରତିବାଦ”

ଖଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜ୍ଜର ହତ୍ୟା ମାମଲା : ପ୍ରମାଣ ଥିଲେ ହସ୍ତାନ୍ତର କରିବାକୁ ଆହ୍ୱାନ କଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର

କନକ ବ୍ୟୁରୋ : ଖଲିସ୍ତାନ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜର ହତ୍ୟା ମାମଲାରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କଠାରୁ ପ୍ରମାଣ ମାଗିଛନ୍ତି । ନଜିର ହତ୍ୟା ମାମଲାରେ ପ୍ରଧାନମନ୍ତ୍ରୀ ଟ୍ରୁଡୋ ଏହି ଦାବି କରିଛନ୍ତି । ଜୟଶଙ୍କର ଆମେରିକାରେ ଅଛନ୍ତି ଏବଂ ଏଠାରେ ସେ ଆମେରିକାର ବୈଦେଶିକ ସଚିବ ଆଂଟୋନି ବ୍ଲିଙ୍କେନ୍ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଜ୍ୟାକ୍ ସୁଭିଲିୟନଙ୍କୁ ଭେଟିଛନ୍ତି । ଏହା ପରେ ଜୟଶଙ୍କର କହିଛନ୍ତି, ଯଦି କାନାଡାContinue reading “ଖଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜ୍ଜର ହତ୍ୟା ମାମଲା : ପ୍ରମାଣ ଥିଲେ ହସ୍ତାନ୍ତର କରିବାକୁ ଆହ୍ୱାନ କଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର”

ଆଜିଠୁ ପିତୃପକ୍ଷ ଆରମ୍ଭ : ପୁରୀରେ ଥିବା ତିର୍ଥ ପୁଷ୍କରିଣୀ ଗୁଡ଼ିକରେ ପିଣ୍ଡଦାନ ପାଇଁ ପ୍ରବଳ ଗହଳି

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହୋଇଛି ପିତୃପକ୍ଷ । ଏହି ପକ୍ଷରେ ୧୫ ଦିନ ପର୍ଯ୍ୟନ୍ତ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରାଯିବାର ପରମ୍ପରା ରହିଛି । ଆଉ ଏଥିପାଇଁ ପୁରୀରେ ଥିବା ତିର୍ଥ ପୁଷ୍କରଣୀ ଗୁଡ଼ିକରେ ପିଣ୍ଡଦାନ ପାଇଁ ପ୍ରବଳ ଗହଳି ଲାଗିଛି । ଶତାଧିକ ଲୋକେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଅର୍ପଣ କରୁଛନ୍ତି । ଏଥିପାଇଁ ଶ୍ରୀକ୍ଷତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ପୁରୀରେ ଥିବା ମାର୍କଣ୍ଡେୟ, ଇନ୍ଦ୍ରଦ୍ୟୁମ୍ନ, ଶ୍ୱେତଗଙ୍ଗା, ନରେନ୍ଦ୍ରContinue reading “ଆଜିଠୁ ପିତୃପକ୍ଷ ଆରମ୍ଭ : ପୁରୀରେ ଥିବା ତିର୍ଥ ପୁଷ୍କରିଣୀ ଗୁଡ଼ିକରେ ପିଣ୍ଡଦାନ ପାଇଁ ପ୍ରବଳ ଗହଳି”

ଭିଜିଲାନ୍ସ ଜାଲରେ ସୁପରଭାଇଜର : ଖେଳ ସାମଗ୍ରୀ କିଣା ବିଲ ପାଇଁ ନେଉଥିଲେ ଲାଞ୍ଚ

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ସୁପରଭାଇଜର । ଖେଳ ସାମଗ୍ରୀ କିଣା ବିଲ୍ ବାବଦରେ ୫ହଜାର ୪୦୦ ଟଙ୍କା ନେବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି । ସେ ହେଉଛନ୍ତି ନବରଙ୍ଗପୁର କୋଶାଗୁମୁଡା ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟର କୋଡ଼ିଙ୍ଗା ସେକ୍ଟର ସୁପରଭାଇଜର ରାଜକୁମାରୀ ନାଗ । ବନ୍ଧିଗୁଡାର ଅଙ୍ଗନବାଡି କର୍ମୀ ଶୁଭସ୍ମିତା ପାତ୍ରଙ୍କ ଠାରୁ ଖେଳ ବିଲ୍ ବାବଦକୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ।Continue reading “ଭିଜିଲାନ୍ସ ଜାଲରେ ସୁପରଭାଇଜର : ଖେଳ ସାମଗ୍ରୀ କିଣା ବିଲ ପାଇଁ ନେଉଥିଲେ ଲାଞ୍ଚ”

ଅଶାନ୍ତ ବ୍ରହ୍ମପୁର ! ପୂର୍ବତନ ମେୟରଙ୍କ ଗାଡି ଉପରକୁ ବୋମାମାଡ; ଥାନାରେ ଏତଲା ପରେ ପୋଲିସର ତଦନ୍ତ ଜାରି

କନକ ବ୍ୟୁରୋ : ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ମେୟର ଶିବ ଶଙ୍କର ଦାସଙ୍କୁ ଆକ୍ରମଣ । ଶିବ ଶଙ୍କର ଓରଫ ପିଂଟୁ ଦାସ ଙ୍କ ଗାଡ଼ି ଉପରକୁ ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ବୋମାମାଡ ହୋଇଛି । ପିଂଟୁ ଦାସ ବ୍ୟକ୍ତିଗତ କାମ ସାରି ଘରକୁ ଫେରୁଥିବା ବେଳେ ଗୋଷାଣୀନୂଆ ଗାଁ ବଡ଼ ସାହି ନିକଟରେ କିଛି ଯୁବକ ତାଙ୍କ ଗାଡ଼ି ଉପରକୁ ବୋମାମାଡ କରି ସେଠାରୁ ଫେରାର ହୋଇଯାଇଛନ୍ତି । ଗାଡ଼ିରContinue reading “ଅଶାନ୍ତ ବ୍ରହ୍ମପୁର ! ପୂର୍ବତନ ମେୟରଙ୍କ ଗାଡି ଉପରକୁ ବୋମାମାଡ; ଥାନାରେ ଏତଲା ପରେ ପୋଲିସର ତଦନ୍ତ ଜାରି”

Design a site like this with WordPress.com
Get started