ଇଣ୍ଡିଆ ମେଂଟରେ ଫାଟ ନେଇ ପୁଣି ଧରିଲା ଚର୍ଚ୍ଚା: ପଂଜାବରେ କଂଗ୍ରେସ ବିଧାୟକ ଗିରଫ ହେବା ପରେ ପଦାରେ ପଡିଲା କଂଗ୍ରେସ-ଆପ କଳି

କନକ ବ୍ୟୁରୋ: ଇଣ୍ଡିଆ ମେଂଟରେ କନ୍ଦଳ ନେଇ ପୁଣି ଜୋର ଧରିଲା ଚର୍ଚ୍ଚା । ଏନସିପି ମୁଖ୍ୟ ଶରଦ ପୱାର କହିଛନ୍ତି, ବିଭିନ୍ନ ରାଜ୍ୟରେ ସିଟ୍ ବଂଟାକୁ ନେଇ ଇଣ୍ଡିଆ ମେଂଟରେ ଉପୁଜିପାରେ ସମସ୍ୟା । ସେପଟେ ଶୁକ୍ରବାର ଅରବିନ୍ଦ କେଜ୍ରିୱାଲ ପୁଣି ଥରେ କହିଛନ୍ତି, ଆମ ଆଦମୀ ପାର୍ଟି ଇଣ୍ଡିଆ ମେଂଟ ପ୍ରତି ପ୍ରତିବଦ୍ଧ ଆଉ ଏଥିରୁ ଅଲଗା ହେବାର ପ୍ରଶ୍ନ ଉଠୁନି । ପଂଜାବରେ କଂଗ୍ରେସ ବିଧାୟକ ଶୁଖୱାଲ ସିଂହ ଖେରାଙ୍କ ଗିରଫଦାରି ପରେContinue reading “ଇଣ୍ଡିଆ ମେଂଟରେ ଫାଟ ନେଇ ପୁଣି ଧରିଲା ଚର୍ଚ୍ଚା: ପଂଜାବରେ କଂଗ୍ରେସ ବିଧାୟକ ଗିରଫ ହେବା ପରେ ପଦାରେ ପଡିଲା କଂଗ୍ରେସ-ଆପ କଳି”

ଇସ୍କନ ସଂସ୍ଥା ବିରୋଧରେ ଆପତ୍ତିଜନକ ବୟାନ ଦେଇ ଅଡୁଆରେ ମାନେକା ଗାନ୍ଧୀ: ଶହେ କୋଟିର ମାନହାନୀ ମକଦ୍ଦମା କଲା ଇସ୍କନ୍ ଟ୍ରଷ୍ଟ

କନକ ବ୍ୟୁରୋ: ଅଡୁଆରେ ବିଜେପି ସାଂସଦ ମାନେକା ଗାନ୍ଧୀ । ମାନେକାଙ୍କ ନାଁରେ ମାନହାନି ମାମଲା କଲା ଇସ୍କନ । ଶହେ କୋଟି ଟଙ୍କା ମାନହାନି ମାମଲା କରି ନୋଟିସ ପଠାଇଛି ଇସ୍କନ । ଇସ୍କନ କହିଛି, ବିଜେପି ସାଂସଦଙ୍କ ବୟାନ କେବଳ ନିନ୍ଦନୀୟ ନୁହେଁ ବଂର ଇସ୍କନ ଭକ୍ତ, ସମର୍ଥକଙ୍କ ପ୍ରତି ଅପମାନ ଅଟେ । ଇସ୍କନ ବିରୋଧରେ ଅପ୍ରଚାର ଆଦୌ ବରଦାସ୍ତ କରାଯିବନି । ନିକଟରେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ ମାନେକାContinue reading “ଇସ୍କନ ସଂସ୍ଥା ବିରୋଧରେ ଆପତ୍ତିଜନକ ବୟାନ ଦେଇ ଅଡୁଆରେ ମାନେକା ଗାନ୍ଧୀ: ଶହେ କୋଟିର ମାନହାନୀ ମକଦ୍ଦମା କଲା ଇସ୍କନ୍ ଟ୍ରଷ୍ଟ”

ଆତ୍ମଘାତୀ ବିସ୍ଫୋରଣରେ ଥରିଲା ପାକିସ୍ତାନର ବଲୁଚିସ୍ତାନ: ପୋଲିସ କର୍ମଚାରୀଙ୍କ ସମେତ ୬୦ରୁ ଅଧିକ ମୃତ, ଶତାଧିକ ଆହତ

କନକ ବ୍ୟୁରୋ: ଆତ୍ମଘାତୀ ବିସ୍ଫୋରଣରେ ଥରିଲା ବଲୁଚିସ୍ତାନ । କ୍ଷଣିକରେ ଚାଲିଗଲା ଅନେକ ଲୋକଙ୍କ ଜୀବନ । ଏଭଳି ଦୁଃଖଦାୟକ ଘଟଣା ଘଟିଛି ଇଣ୍ଡିଆ ଅଧିକୃତ ପାକିସ୍ତାନର ବଲୁଚିସ୍ତାନରେ । ପ୍ରଫେଟ୍ ମହମ୍ମଦଙ୍କ ଜନ୍ମ ବାର୍ଷିକୀ ପାଇଁ ଆୟୋଜିତ ସମାରୋହରେ ଆତ୍ମଘାତୀ ବିସ୍ଫୋରଣ ଘଟାଇଛନ୍ତି ଆତଙ୍କବାଦୀ । ଫଲରେ ଅନେକ ଲୋକ ପ୍ରାଣ ହରାଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି । ଇଣ୍ଡିଆ ଅଧିକୃତ ପାକିସ୍ତାନର ବଲୁଚିସ୍ତାନରେ ବଡ଼ ଧରଣର ବୋମା ବିସ୍ଫୋରଣ । ଆତ୍ମଘାତୀ ବିସ୍ଫୋରଣରେ ଡିଏସ୍ପିଙ୍କContinue reading “ଆତ୍ମଘାତୀ ବିସ୍ଫୋରଣରେ ଥରିଲା ପାକିସ୍ତାନର ବଲୁଚିସ୍ତାନ: ପୋଲିସ କର୍ମଚାରୀଙ୍କ ସମେତ ୬୦ରୁ ଅଧିକ ମୃତ, ଶତାଧିକ ଆହତ”

ବିପଦରେ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା! ଆମେରିକାରେ ହୋଇପାରେ ‘ସଟଡାଉନ୍’!

କନକ ବ୍ୟୁରୋ: ବିଶ୍ୱର ଏକ ନମ୍ବର ଅର୍ଥନୀତି ଭାବେ ଜଣା ଯାଉଥିବା ଆମେରିକାରେ ଦେଖାଦେଇପାରେ ଆର୍ଥିକ ସଙ୍କଟ । ଆମେରିକାରେ ସରକାରୀ ଖର୍ଚ୍ଚ ପାଇଁ ପାଣ୍ଠି ସେପ୍ଟେମ୍ବର ୩୦ ସୁଦ୍ଧା ଖାଲି ହୋଇଯିବ । ସରକାରୀ ଖର୍ଚ୍ଚ ପାଇଁ ଅର୍ଥ ମଂଜୁରୀ ବିରୋଧୀ ଦଳଙ୍କ ସହମତିରେ ହିଁ ସମ୍ଭବ । ଆଉ ସେପ୍ଟେମ୍ବର ୩୦ ସୁଦ୍ଧା ବିରୋଧୀ ଦଳର ସହମତି ନମିଳିଲେ ଅକ୍ଟୋବର ୧ରେ ସଡ୍ଡାଉନ୍ ହେବ ଆମେରିକା । ଆମେରିକା ଆକାଶରେ ଘନଉଛି ଆର୍ଥିକ ମାନ୍ଦାବସ୍ଥାରContinue reading “ବିପଦରେ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା! ଆମେରିକାରେ ହୋଇପାରେ ‘ସଟଡାଉନ୍’!”

ବିଶ୍ୱ ହୃଦୟ ଦିବସରେ ଆମ୍ରି ହସ୍ପିଟାଲ ପକ୍ଷରୁ ୱାକାଥନ । ସାଧାରଣ ଜନତାଙ୍କୁ ହୃଦରୋଗ ବିଷୟରେ କଲେ ସଚେତନ

କନକ ବ୍ୟୁରୋ : ଆମ୍ରି ହସ୍ପିଟାଲ ଭୁବନେଶ୍ଵର ପକ୍ଷରୁ ବିଶ୍ଵ ହୃଦୟ ଦିବସ ପାଳିତ ହୋଇଯାଇଛି । ହୃଦରୋଗର ବିଭିନ୍ନ କାରଣ ଲକ୍ଷଣ ଏବଂ ଉପଚାର ସମ୍ପର୍କରେ ସଚେତନ କରିବା ପାଇଁ ଏହି ଅବସରରେ ଏକ ୱାକଥନର ଆୟୋଜନ କରାଯାଇଥିଲା । ଏହାକୁ ପୁଲିସ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ , ଭୁବନେଶ୍ଵର ମେୟର ସୁଲୋଚନା ଦାସ , ବେଦାନ୍ତ ଉଚ୍ଚ କର୍ତ୍ତୃପକ୍ଷ ତପନ କୁମାର ଚାନ୍ଦ ଏବଂ ଆମ୍ରି ହସ୍ପିଟାଲ ଭୁବନେଶ୍ଵରର ୟୁନିଟ୍ ହେଡ୍ ଡାକ୍ତରContinue reading “ବିଶ୍ୱ ହୃଦୟ ଦିବସରେ ଆମ୍ରି ହସ୍ପିଟାଲ ପକ୍ଷରୁ ୱାକାଥନ । ସାଧାରଣ ଜନତାଙ୍କୁ ହୃଦରୋଗ ବିଷୟରେ କଲେ ସଚେତନ”

ଦେଶରେ ବଢୁଛି ହୃଦଘାତ । ୫୦ ପ୍ରତିଶତ ହୃଦରୋଗୀଙ୍କ ବୟସ ୫୦ ବର୍ଷରୁ କମ୍

କନକ ବ୍ୟୁରୋ : ଦୁଇ ଦିନ ତଳେ ସୁରଟରେ ଜଣେ ୧୩ ବର୍ଷୀୟ ଛାତ୍ରୀ କ୍ଲାସରୁମରେ ଟଳି ପଡିଲେ, ହଠାତ୍ ହୃଦଘାତ ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ସଂଦେହ କରାଯାଉଛି । ତେଣୁ ହୃଦରୋଗ ଏବେ କେବଳ ବୟସ୍କମାନେ ଆକ୍ରାନ୍ତ ହେଉନାହାନ୍ତି, ଯୁବପିଢ଼ିଙ୍କ ମଧ୍ୟରେ ହୃଦରୋଗ ସମସ୍ୟା ବଢ଼ି ବଢ଼ି ଚାଲିଛି । ପ୍ରମୁଖ କାରଣ ମଧ୍ୟରେ ରହିଛି । କାହିଁକି ବଢୁଛି ହୃଦରୋଗ ? ଶିକ୍ଷା ଓ କର୍ମ କ୍ଷେତ୍ରରେ ଅତ୍ୟଧିକ ଚାପ ବଦଳୁଥିବା ଜୀବନContinue reading “ଦେଶରେ ବଢୁଛି ହୃଦଘାତ । ୫୦ ପ୍ରତିଶତ ହୃଦରୋଗୀଙ୍କ ବୟସ ୫୦ ବର୍ଷରୁ କମ୍”

ଉଦଘାଟନ ପୂର୍ବରୁ ଫଳକ ଭାଙ୍ଗିଲେ । ଫ୍ଲେକ୍ସ ଲଗାଇ ନଡିଆ ଭାଙ୍ଗିଲେ ମନ୍ତ୍ରୀ

କନକ ବ୍ୟୁରୋ : ରାଜ୍ୟର ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ନିଜ ନିର୍ବାଚନ ମଣ୍ଡଳିରେ ବିରୋଧ କରାଯାଇଛି । ଉଦଘାଟନ ପୂର୍ବରୁ ଫଳକ ଭାଙ୍ଗି ମନ୍ତ୍ରୀଙ୍କୁ ବିରୋଧ କରିଛନ୍ତି ସ୍ଥାନୀୟ ଅଂଚଳର ଲୋକେ । ମହାକାଳପଡା ବତୀଘର ପଂଚାୟତ ନିପାଣିଆଠାରେ ମନ୍ତ୍ରୀଙ୍କ ନବ ନିର୍ମିତ ବିଜୁ ସେତୁ ଉଦଘାଟନ କାର୍ଯ୍ୟକ୍ରମ ଥିଲା । କିନ୍ତୁ ରାତିରେ କେହି ଫଳକ ଭାଙ୍ଗି ଦେଇଥିଲେ । ହେଲେ କିଏ ଭାଙ୍ଗିଲା କାହା ପାଖରେ ଖବର ନଥିଲା ।Continue reading “ଉଦଘାଟନ ପୂର୍ବରୁ ଫଳକ ଭାଙ୍ଗିଲେ । ଫ୍ଲେକ୍ସ ଲଗାଇ ନଡିଆ ଭାଙ୍ଗିଲେ ମନ୍ତ୍ରୀ”

ଅଶାନ୍ତ ହୋଇପଡିଛି ଗଞ୍ଜାମ ଜିଲ୍ଲା । ଦୁଇ ଦିନରେ ଗଲାଣି ୨ ଜୀବନ

କନକ ବ୍ୟୁରୋ : ଅଶାନ୍ତ ଗଂଜାମ, ଗଡ଼ୁଛି ମୁଣ୍ଡ । ଦୁଇ ଦିନରେ ଗଲାଣି ଦୁଇ ଜୀବନ । ଗୁରୁବାର ସୁନୀଲ ନାହାକ । ଆଜି ଅନିଲ ମହାନ୍ତି । ଏହି ଦୁଇ ହତ୍ୟାକାଣ୍ଡ ପଛରେ ରହିଛି ରାଜନୈତିକ ଉଦ୍ଦେଶ୍ୟ । ଗଂଜାମ ଧରାକୋଟ୍ ଥାନା ବରିଗୁଡ଼ାରେ ଯୁବ ବିଜେଡ଼ି ନେତା ଅନିଲ ମହାନ୍ତିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଧରାକୋଟ୍ ରାଣୀ ନନ୍ଦିନୀ ଦେବୀଙ୍କ ସମର୍ଥକ ଥିଲେ ଅନିଲ ମହାନ୍ତିContinue reading “ଅଶାନ୍ତ ହୋଇପଡିଛି ଗଞ୍ଜାମ ଜିଲ୍ଲା । ଦୁଇ ଦିନରେ ଗଲାଣି ୨ ଜୀବନ”

୪ ଘଣ୍ଟାର କସରତ ପରେ ଲିଭିଲା ନିଆଁ । ଲକ୍ଷ ଲକ୍ଷ ଟଙ୍କାର ଲୁଗା ଓ ଆସବାବପତ୍ର ପୋଡ଼ି ପାଉଁଶ

କନକ ବ୍ୟୁରୋ : ସାଲାସାର୍ ଲୁଗା ଦୋକାନରେ ହଠାତ୍ ଲାଗି ଯାଇଥିଲା ନିଆଁ । ଧୁଆଁ ମୟ ହୋଇ ଯାଇଥିଲା ଆଖପାଖ ଅଂଚଳ । ଏହାକୁ ନେଇ ହଇଚଇ ଖେଳିଗଲା । ପ୍ରଥମେ ତଳ ମହଲାରେ ନିଆଁ ଲାଗିବା ପରେ ଚାହୁଁ ଚାହୁଁ ପୂରା ଚାରି ମହଲା କୋଠା ହୁ ହୁ ହୋଇ ଜଳିଥିଲା । ଗୋଟିଏ ପ୍ରବେଶ ଦ୍ୱାର ହୋଇଥିବାରୁ ଆତଙ୍କ ଖେଳି ଯାଇଥିଲା । ଘଟଣା ସ୍ଥଳରେ ୭ଟି ଦମକଳବାହିନୀ ଟିମ୍ ପହିଂଚି ନିଆଁକୁContinue reading “୪ ଘଣ୍ଟାର କସରତ ପରେ ଲିଭିଲା ନିଆଁ । ଲକ୍ଷ ଲକ୍ଷ ଟଙ୍କାର ଲୁଗା ଓ ଆସବାବପତ୍ର ପୋଡ଼ି ପାଉଁଶ”

ପାଠ ଛାଡ଼ି ରୋଷଶାଳାରେ ଶିକ୍ଷକ । ଚକ୍, ଡଷ୍ଟର ବଦଳରେ ଧରିଲେ ଚଟୁ

କନକ ବ୍ୟୁରୋ : ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଛି ପାଚିକା ସଂଘ । ଏହାର ସିଧାସଳଖ ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ଏହାର ପ୍ରଭାବ ଏବେ ସିଧାସଳଖ ସ୍କୁଲର ମଧ୍ୟାହ୍ନ ଭୋଜନ ଉପରେ ପଡିଛି । ମାଲକାନଗିରି ସ୍ୱାଭିମାନ ଅଂଚଳ ଜନ୍ତାପାଇ ସରକାରୀ ଉଚ୍ଚବିଦ୍ୟାଳୟର ପାଚିକା ଆନ୍ଦୋଳନରେ ଥିବାରୁ ରୋଷେଇ ପାଇଁ ଭଡ଼ାରେ ଆସିଛନ୍ତି ପାଚିକା । ବିଦ୍ୟାଳୟରେ ୨ ଜଣ ଗାଁ ମହିଳାଙ୍କୁ ରୋଷେଇ କାମରେ ନିୟୋଜିତ କରାଯାଇଛି । ୧୪୦ ଛାତ୍ରଛାତ୍ରୀଙ୍କContinue reading “ପାଠ ଛାଡ଼ି ରୋଷଶାଳାରେ ଶିକ୍ଷକ । ଚକ୍, ଡଷ୍ଟର ବଦଳରେ ଧରିଲେ ଚଟୁ”

Design a site like this with WordPress.com
Get started