କନକ ବ୍ୟୁରୋ : ମହିଳା ସଂରକ୍ଷଣ ବିଲ (ନାରୀ ଶକ୍ତି ବନ୍ଦନ ଅଧିନିୟମ) କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ବିଲ ସେପ୍ଟେମ୍ବର ୨୦ ତାରିଖରେ ଲୋକସଭାରେ ୨୧ ତାରିଖରେ ରାଜ୍ୟସଭାରେ ପାରିତ ହୋଇଥିଲା । କୌଣସି ବିଲ୍ ଉଭୟ ସଦନରେ ପାରିତ ହେବା ପରେ ଏହାକୁ ଆଇନରେ ପରିଣତ କରିବାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଇଥାଏ । ଏହି ଆଇନ ଲାଗୁ ହେବା ପରେ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡିକରେContinue reading “ନାରୀ ଶକ୍ତି ବନ୍ଦନ ବିଧେୟକକୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ । ଏବେ ଆଇନରେ ପରିଣତ ହେଲା ୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଲ୍”
Tag Archives: News
ମହାକାଳପଡାରେ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କୁ ବିରୋଧ: ଫ୍ଲେକ୍ସ ଲଗାଇ, ନଡିଆ ଭାଙ୍ଗି ନବ ନିର୍ମିତ ବିଜୁ ସେତୁ ଉଦଘାଟନ କଲେ ମନ୍ତ୍ରୀ
କନକ ବ୍ୟୁରୋ: କେନ୍ଦ୍ରାପଡାରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ବିରୋଧ । ଉଦଘାଟନ ପୂର୍ବରୁ ଫଳକ ଭାଙ୍ଗି ମନ୍ତ୍ରୀଙ୍କୁ ବିରୋଧ କରିଛନ୍ତି ସ୍ଥାନୀୟ ଅଂଚଳର ଲୋକେ । ଆଜି ମନ୍ତ୍ରୀ ଅତନୁ ସବ୍ୟସାଚୀ ମହାକାଳପଡା ବ୍ଲକ ବତୀଘର ପଂଚାୟତର ନାପାଣିଆଠାରେ ନବ ନିର୍ମିତ ବିଜୁ ସେତୁ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଥିଲା । ହେଲେ ରାତିରେ କେହି ଦୁର୍ବୃତ ଉଦଘାଟନୀ ଫଳକକୁ ଭାଙ୍ଗି ଦେଇଥିଲେ । ତେଣୁ ଆଜି ନବନିର୍ମିତ ବିଜୁ ସେତୁ ଉଦଘାଟନ ହେବ କିContinue reading “ମହାକାଳପଡାରେ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କୁ ବିରୋଧ: ଫ୍ଲେକ୍ସ ଲଗାଇ, ନଡିଆ ଭାଙ୍ଗି ନବ ନିର୍ମିତ ବିଜୁ ସେତୁ ଉଦଘାଟନ କଲେ ମନ୍ତ୍ରୀ”
ରମେଶ ବିଧୂଡୀଙ୍କ ଅସଭ୍ୟ ଆଚରଣକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦାନିଶ ଅଲ୍ଲୀ । କହିଲେ, ଦେଶ ଦେଖୁଛି …
କନକ ବ୍ୟୁରୋ : ସଂସଦରେ ବିଜେପି ସାଂସଦ ରମେଶ ବିଧୂଡୀ ଯେଭଳି ଭାବେ ବିଏସପି ସାଂସଦ ଦାନିଶ ଅଲ୍ଲୀଙ୍କ ପ୍ରତି ଅସଭ୍ୟ ଆଚରଣ କଲେ ତାକୁ ନେଇ ଦାନିଶ ଅଲ୍ଲୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି । ସେ ତାଙ୍କ ଚିଠିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂପୃକ୍ତ ମାମଲାରେ ହସ୍ତକ୍ଷେପ କରି ପ୍ରକୃତ ଦୋଷୀଙ୍କୁ ଦଣ୍ଡ ଦିଅନ୍ତୁ ବୋଲି ଅନୁରୋଧ କରିଛନ୍ତି । ଏହାସହ ନିଜର ସୁରକ୍ଷା ବୃଦ୍ଧି କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବିContinue reading “ରମେଶ ବିଧୂଡୀଙ୍କ ଅସଭ୍ୟ ଆଚରଣକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦାନିଶ ଅଲ୍ଲୀ । କହିଲେ, ଦେଶ ଦେଖୁଛି …”
ବିଛଣାରେ ଦିବ୍ୟାଙ୍ଗ ପୁଅ, ସ୍ୱାମୀ ଆରପାରିକୁ ଯିବା ପରେ ମିଳୁନି ବିଧବା ଭତ୍ତା, ଦାନା ଗଣ୍ଡେ ପାଇଁ ସଂଘର୍ଷ କରୁଛନ୍ତି ସାବିତ୍ରୀ ।
କନକ ବ୍ୟୁରୋ: ଖଟିଆ ଉପରେ ଖେଳିପାରୁନଥିବା ରୋଗୀଣା ପୁଅ, କୋଳରେ ମୁଣ୍ଡକୁ ରଖି ଆଉଁସି ଦେଇ କାନ୍ଦି ପକାଉଛି ମା’ । ପାଦକୁ ଘସିମୋଡ଼ି ଦେଇ ଭାଇ ମୁହଁରେ ହସ ଫେରାଇ ଆଣିବାକୁ ଚେଷ୍ଟା କରୁଛି ହତଭାଗୀ ଭଉଣୀ । କେଜାଣି ହସିଲା ସଂସାର ଉପରେ କାହାର ନଜର ଲାଗିଲା!! ସ୍ୱାମୀ ଆର ପାରିକୁ ଚାଲିଗଲା ପରେ ଦିବ୍ୟାଙ୍ଗ ପୁଅକୁ ଧରି କଷ୍ଟରେ ଦିନ କାଟୁଛନ୍ତି ବିଧବା ମାଆ । ଢେଙ୍କାନାଳ ଗତରେଇ ଗାଁର ସାବିତ୍ରୀ ବେହେରାContinue reading “ବିଛଣାରେ ଦିବ୍ୟାଙ୍ଗ ପୁଅ, ସ୍ୱାମୀ ଆରପାରିକୁ ଯିବା ପରେ ମିଳୁନି ବିଧବା ଭତ୍ତା, ଦାନା ଗଣ୍ଡେ ପାଇଁ ସଂଘର୍ଷ କରୁଛନ୍ତି ସାବିତ୍ରୀ ।”
ଭିକାରୀଙ୍କ ସବୁଠୁ ବଡ଼ ସପ୍ଲାୟର ପାକିସ୍ଥାନ
ପାକିସ୍ତାନ ସରକାରଙ୍କ ସିନେଟର ସ୍ଥାୟୀ ସମିତି କହିଛି ଯେ ବିଦେଶରେ ବହୁ ସଂଖ୍ୟକ ପାକିସ୍ତାନୀ ନାଗରିକ ଭିକ ମାଗିବାରେ ଲାଗିଛନ୍ତି । ଯେଉଁଥିପାଇଁ ସେମାନଙ୍କୁ ଜେଲ ଯିବାକୁ ପଡୁଛି । ବିଶ୍ବର ଜେଲରେ ରହୁଥିବା ୯୦% ଭିକାରୀ ହେଉଛନ୍ତି ପାକିସ୍ତାନର । ପାକିସ୍ତାନର ଆର୍ଥିକ ଅବସ୍ଥା ଖରାପ । ଅତ୍ୟନ୍ତ ଖରାପ । ଏତେ ଖରାପ ଯେ ଭିକାରୀମାନେ ମଧ୍ୟ ସେଠାରେ ରହିବାକୁ ପସନ୍ଦ କରୁନାହାନ୍ତି । ରୋଜଗାର ପାଇଁ ଭିକାରୀମାନେ ପାକିସ୍ତାନ ଛାଡି ଅନ୍ୟ ଦେଶକୁContinue reading “ଭିକାରୀଙ୍କ ସବୁଠୁ ବଡ଼ ସପ୍ଲାୟର ପାକିସ୍ଥାନ”
‘ଓସ୍କାର’ ସମ୍ମାନରେ ସମ୍ମାନୀତ ହେବ ମାଲାୟଲି ସିନେମା ୨୦୧୮ । ସତ୍ୟ ଘଟଣା ଉପରେ ନିର୍ମାଣ ହୋଇଥିବା ଏହି କାହାଣୀରେ ଚର୍ଚ୍ଚା ସାଉଣ୍ଟୁଛି ଟୋଭିନୋ ଥୋମାସଙ୍କ ନିଆରା ଅଭିନୟ
କନକ ବ୍ୟୁରୋ : ୨୦୨୪ ବର୍ଷର ଓସ୍କାର ପାଇଁ ଯୁଡେ ଆନ୍ଥୋନି ଯୋସେଫଙ୍କ ଦ୍ୱାରା ନିର୍ମିତ ଫିଲ୍ମ ୨୦୧୮ –ଏଭ୍ରି ଓ୍ୟାନ୍ ଇଜ୍ ଏ ହିରୋ କୁ ଚୟନ କରାଯାଇଛିି । ଏହା ସହ ଚତୁର୍ଥ ମାଲାୟଲି ଫିଲ୍ମ ଭାବେ ଓସ୍କାର ତାଲିକାରେ ସ୍ଥାନ ପାଇବାର ସୌଭାଗ୍ୟ ଅର୍ଜନ କିଛି ଏହି ସିନେମା । । ଏହା ମାଲାୟଲି ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଗର୍ବ ଓ ଗୌରବର କଥା । ବିଗତ କିଛି ବର୍ଷ ହେଲାଣି ଖାଲିContinue reading “‘ଓସ୍କାର’ ସମ୍ମାନରେ ସମ୍ମାନୀତ ହେବ ମାଲାୟଲି ସିନେମା ୨୦୧୮ । ସତ୍ୟ ଘଟଣା ଉପରେ ନିର୍ମାଣ ହୋଇଥିବା ଏହି କାହାଣୀରେ ଚର୍ଚ୍ଚା ସାଉଣ୍ଟୁଛି ଟୋଭିନୋ ଥୋମାସଙ୍କ ନିଆରା ଅଭିନୟ”
ଡାଲିକୁ ନେଇ ସରଗରମ ରାଜ୍ୟ ରାଜନୀତି: ବିଧାୟକଙ୍କ ନିଲମ୍ବନକୁ ବିରୋଧ କରି ବଲାଙ୍ଗିର-ସମ୍ବଲପୁର ଜାତୀୟ ରାଜପଥରେ ପ୍ରତିବାଦ
କନକ ବ୍ୟୁରୋ: ଡାଲି-ବାଚସ୍ପତି ଓ ବିରୋଧୀ । ଗତକାଲି ବିରୋଧୀ ବିଜେପି ଦଳର ଦୁଇ ବିଧାୟକ ଗୃହକାର୍ଯ୍ୟ ଚାଲିଥିବା ବେଳେ ବାଚସ୍ପତିଙ୍କ ପୋଡିୟମଙ୍କୁ ଡାଲି ଫିଙ୍ଗିଥିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି । ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ । ବିଜେପି ସାଂସଦ ବସନ୍ତ ପଣ୍ଡା କହିଛନ୍ତି, ୨୦୧୧ରେ ଡାଲି କିଣାରେ ଅନିୟମିତତା ହୋଇଥିବାରୁ ପ୍ରମିଳା ମଲ୍ସିକଙ୍କ ମନ୍ତ୍ରୀ ପଦ ଯାଇଥିଲା । ବିରୋଧୀ ଦଳ ନେତାଙ୍କୁ ପାଗଳ ବୋଲି କୁହାଯାଉଛି । ହେଲେ ବାଚସ୍ପତିContinue reading “ଡାଲିକୁ ନେଇ ସରଗରମ ରାଜ୍ୟ ରାଜନୀତି: ବିଧାୟକଙ୍କ ନିଲମ୍ବନକୁ ବିରୋଧ କରି ବଲାଙ୍ଗିର-ସମ୍ବଲପୁର ଜାତୀୟ ରାଜପଥରେ ପ୍ରତିବାଦ”
ଶ୍ରଦ୍ଧା ନାମକ ମହିଳାଙ୍କୁ ନେଇ ତେଜିଲା ବିବାଦ: ସାମ୍ବାଦିକ ସମ୍ମିଳନୀ କରି ପୁଣି ଥରେ ପ୍ରଶ୍ନ ଉଠାଇଲା ବିଜେପି
କନକ ବ୍ୟୁରୋ: ବିଧାନସଭା ପରେ ଶ୍ରଦ୍ଧା ନାମକ ମହିଳାଙ୍କୁ ନେଇ ପୁଣି ଥରେ ପ୍ରଶ୍ନ ଉଠାଇଛି ବିଜେପି । ଆଜି ଦୁଇ ଦୁଇଟି ସାମ୍ବାଦିକ ସମ୍ମିଳନୀ କରି ଶ୍ରଦ୍ଧା କିଏ ବୋଲି ପ୍ରଶ୍ନ ଉଠାଇଛି ବିଜେପି । ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଂସଦ ବସନ୍ତ ପଣ୍ଡା ପ୍ରଶ୍ନ କରିଛନ୍ତି, ଶ୍ରଦ୍ଧା କିଏ? ସେ ମୁଖ୍ୟମନ୍ତ୍ରୀଙ୍କ ସହ ଭାଟିକାନ ସିଟି କାହିଁକି ଯାଇଥିଲେ ? ସେନେଇ ସରକାର ସ୍ପଷ୍ଟ କରନ୍ତୁ ବୋଲି ସେ ଦାବି କରିଛନ୍ତି । ଏହାସହContinue reading “ଶ୍ରଦ୍ଧା ନାମକ ମହିଳାଙ୍କୁ ନେଇ ତେଜିଲା ବିବାଦ: ସାମ୍ବାଦିକ ସମ୍ମିଳନୀ କରି ପୁଣି ଥରେ ପ୍ରଶ୍ନ ଉଠାଇଲା ବିଜେପି”
ଜୀବନ ଏବଂ ମୃତ୍ୟୁ ମଧ୍ୟରେ ଆଶାର ଯୁଦ୍ଧ ହେଉଛି “ଦି ଭ୍ୟାକସିନ ୱାର”
ଯେତେବେଳେ ସମଗ୍ର ବିଶ୍ୱ କରୋନା ବିରୁଦ୍ଧରେ ସଂଗ୍ରାମ କରୁଥିଲା ଠିକ ସେତେବେଳେ କରୋନା ଟୀକା ତିଆରି କରି ଭାରତ କିପରି ଏହି ଯୁଦ୍ଧରେ ବିଜୟ ଲାଭ କରିଥିଲା । ଏହି ଚଳଚ୍ଚିତ୍ରରେ ତିନିଜଣ ବୈଜ୍ଞାନିକଙ୍କ କାହାଣୀ ମାଧ୍ୟମରେ ଏହା ଦେଖେଇବାକୁ ଚେଷ୍ଟା କରିଛନ୍ତି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ । ଏହି ଚଳଚ୍ଚିତ୍ର ଦେଖି ବେଳେବେଳେ ତୁମେ ଭାବପ୍ରବଣ ହେଇଯିବ ଏବଂ ବେଳେବେଳେ ଗର୍ବରେ ତୁମ ଛାତି ଫୁଲି ଉଠିବ ଏବଂ ଶେଷରେ ତମେ ଅନୁଭବ କରିବ ଯେContinue reading “ଜୀବନ ଏବଂ ମୃତ୍ୟୁ ମଧ୍ୟରେ ଆଶାର ଯୁଦ୍ଧ ହେଉଛି “ଦି ଭ୍ୟାକସିନ ୱାର””
ହାଇକୋର୍ଟରେ ରତ୍ନଭଣ୍ଡାର ସମ୍ପର୍କିତ ମାମଲା: ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କନକ ବ୍ୟୁରୋ: ହାଇକୋର୍ଟରେ ରତ୍ନଭଣ୍ଡାର ସମ୍ପର୍କିତ ମାମଲା । ରତ୍ନଭଣ୍ଡାର ମରାମତି ପାଇଁ ଗଠନ ହେବ କମିଟି । ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଆସନ୍ତା ୨ ମାସ ମଧ୍ୟରେ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କମିଟି ଗଠନ ବେଳେ ସରକାରଙ୍କ ହସ୍ତକ୍ଷେପ ଲୋଡିପାରିବେ ଶ୍ରୀମନ୍ଦିର ପ୍ରଶାସନ । ଏନେଇ ସୂଚନା ଦେଲେ ଆବେଦନକାରୀଙ୍କ ଓକିଲ ପିତାମ୍ବର ଜେନା । TheContinue reading “ହାଇକୋର୍ଟରେ ରତ୍ନଭଣ୍ଡାର ସମ୍ପର୍କିତ ମାମଲା: ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ”