ନେଦରଲାଣ୍ଡରେ ଆତଙ୍କ ରଚିଲା ଛାତ୍ର । ଆପର୍ଟମେଣ୍ଟ ଓ ମେଡିକାଲରେ ପଶି ଚଳାଇଲା ଗୁଳି, ୩ମୃତ

କନକ ବ୍ୟୁରୋ : ନେଦରଲାଣ୍ଡର ଏକ ଡାକ୍ତରଖାନାରେ ଗୁରୁବାର ଦିନ ଗୁଳି କାଣ୍ଡରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଗୁଳି ମାଡରେ ଜଣେ ୧୪ ବର୍ଷ ନାବାଳିକା ସମେତ ୩ଜଣଙ୍କର ମୃତ୍ୟୁ ହୋଇଛି । ଏହି ଭୟଙ୍କର ଗୁଳି କାଣ୍ଡ ନେଦରଲାଣ୍ଡର ରୋଟରଡାମ ଇରାସମସ୍ ମେଡିକାଲରେ ଘଟିଛି । ଅଚାନକ ଗୁଳିଶବ୍ଦ ଶୁଣିବା ପରେ ମେଡିକାଲ ଭିତରେ ଥିବା ରୋଗୀ, ତାଙ୍କ ସଂପର୍କୀୟ ଓ ମେଡିକାଲ କର୍ମଚାରୀ ଜୀବନ ବଞ୍ଚାଇବାକୁ ମେଡିକାଲ ବାହାରକୁ ବାହାରିବାକୁ ଚେଷ୍ଟାContinue reading “ନେଦରଲାଣ୍ଡରେ ଆତଙ୍କ ରଚିଲା ଛାତ୍ର । ଆପର୍ଟମେଣ୍ଟ ଓ ମେଡିକାଲରେ ପଶି ଚଳାଇଲା ଗୁଳି, ୩ମୃତ”

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୨ ବାଇକ୍ ମୁହାଁମୁହିଁ ଧକ୍କା; ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ : କେନ୍ଦୁଝରରେ ଭୟଙ୍କର ଦୁର୍ଘଟଣା । ଏହି ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ । ଆନନ୍ଦପୁର-କରଞ୍ଜିଆ ରାସ୍ତାର ପଦ୍ମପୁର ଗେଟ୍ ନିକଟରେ ୨ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ୨ଜଣ ପୁରୁଷ ଓ ଜଣେ ମହିଳା ଥିବା ଜଣାପଡ଼ିଛି । The post ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୨ ବାଇକ୍ ମୁହାଁମୁହିଁ ଧକ୍କା; ଦୁର୍ଘଟଣାରେ ୩ଜଣଙ୍କContinue reading “ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୨ ବାଇକ୍ ମୁହାଁମୁହିଁ ଧକ୍କା; ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ”

ଦିଲ୍ଲୀର ସବୁଠାରୁ ବଡ ଗହଣା ଲୁଟର ହେଲା ପଦ୍ଦାଫାସ, ଜାଣନ୍ତୁ କେମିତି ଯୋଜନାବଦ୍ଧଭାବେ ଲୁଟି ନେଇଥିଲେ ୨୫ କୋଟି ମୂଲ୍ୟର ଗହଣା

କନକ ବ୍ୟୁରୋ : ଦିଲ୍ଲୀର ଏକ ଗହଣା ଦୋକାନରୁ କିଛିଦିନ ତଳେ ହୋଇଥିବା ଲୁଟର ପଦ୍ଦାଫାସ ହୋଇଛି । ଏହି ଲୁଟରେ ସାମିଲ ଥିବା ୩ ଅପରାଧୀଙ୍କୁ ଛତିଶଗଡରୁ ଗିରଫ କରାଯାଇଛି । ଲୁଟ ହୋଇଥିବା ସୁନାକୁ ଉଦ୍ଧାର କରିବାକୁ ପୋଲିସ ଏବେ ବି ବିଭିନ୍ନ ସ୍ଥାନରେ ଚଢାଉ କରୁଛି । ଧରାପଡିଥିବା ଅପରାଧୀଙ୍କ ମଧ୍ୟରୁ ମୁଖ୍ୟ ଅପରାଧୀ ଲୋକେଶ ଶ୍ରୀବାସ୍ତବ ଓ ଅନ୍ୟ ଅଭିଯୁକ୍ତ ଶିବା ଚନ୍ଦ୍ରବଂଶୀଙ୍କ ସହ ଅନ୍ୟଜଣେ ସାମଲ ଅଛି । ପୋଲିସContinue reading “ଦିଲ୍ଲୀର ସବୁଠାରୁ ବଡ ଗହଣା ଲୁଟର ହେଲା ପଦ୍ଦାଫାସ, ଜାଣନ୍ତୁ କେମିତି ଯୋଜନାବଦ୍ଧଭାବେ ଲୁଟି ନେଇଥିଲେ ୨୫ କୋଟି ମୂଲ୍ୟର ଗହଣା”

ଆନ୍ଦୋଳନରେ ପାଚିକା ସଂଘ : ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରାନ୍ଧିଲେ ଶିକ୍ଷୟିତ୍ରୀ

କନକ ବ୍ୟୁରୋ : ସମସ୍ୟା ପାଲଟିଗଲାଣି ପାଚିକା ଆନ୍ଦୋଳନ । ଧାରଣା ପାଇଁ ବିଦ୍ୟାଳୟରେ ନାହାଁନ୍ତି ପାଚିକା । ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରାନ୍ଧୁଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ । ଯାଜପୁର ଟାଉନର ପ୍ରାଣକୃଷ୍ଣ ନୋଡଲ ସ୍କୁଲରେ ରୋଷେଇ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି ଶିକ୍ଷୟତ୍ରୀ । ହାତରେ ଚକ୍, ଡଷ୍ଟର ବଦଳରେ ହାଣ୍ଡି ଚଟୁ ଧରି ରୋଷେଇ କରୁଛନ୍ତି ଶିକ୍ଷୟତ୍ରୀ । ପାଠ ପଢ଼ାଇବା ସମୟରେ ପିଲାଙ୍କ ପାଇଁ ରାନ୍ଧୁଛନ୍ତି ମଧ୍ୟାହ୍ନ ଭୋଜନ । ପାଚିକା ଆନ୍ଦୋଳନ ପାଇଁContinue reading “ଆନ୍ଦୋଳନରେ ପାଚିକା ସଂଘ : ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରାନ୍ଧିଲେ ଶିକ୍ଷୟିତ୍ରୀ”

ବାଚସ୍ପତିଙ୍କ ଚେୟାରକୁ ପ୍ୟାକେଟ ପ୍ୟାକେଟ ଡାଲି ପକାଇବାକୁ ନିନ୍ଦା କଲା ବିଜେଡି । ପ୍ରଶାନ୍ତ କହିଲେ ବିଧାନସଭା ନ ଚଲାଇ ଦେବାକୁ ସଂକଳ୍ପ ନେଇଛନ୍ତି ବିରୋଧୀ ।

କନକ ବ୍ୟୁରୋ : ବାଚସ୍ପତିଙ୍କ ପୋଡିୟମ ଉପରକୁ ବିଜେପି ବିଧାୟକଙ୍କ ଡାଲି ପକାଇବା ଘଟଣାକୁ ନେଇ ଶାସକ ଦଳ ଜବାବ ରଖିଛି । ଶାସକ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ବିରୋଧୀ ବିଧାନସଭା ଚଲାଇ ନ ଦେବାକୁ ସଂକଳ୍ପ ନେଇଛନ୍ତି । ବିଧାନସଭା ଆରମ୍ଭ ପରଠାରୁ ବିରୋଧୀ ଦଳର ଭୂମିକାରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଗତକାଲି ଯେଉଁ ଘଟଣା ଘଟିଛି ତାହା ବିଧାନସଭା ଇତିହାସରେ କଳଙ୍କିତ ଅଧ୍ୟାୟ ହୋଇ ରହିବ । ବାଚସ୍ପତିଙ୍କContinue reading “ବାଚସ୍ପତିଙ୍କ ଚେୟାରକୁ ପ୍ୟାକେଟ ପ୍ୟାକେଟ ଡାଲି ପକାଇବାକୁ ନିନ୍ଦା କଲା ବିଜେଡି । ପ୍ରଶାନ୍ତ କହିଲେ ବିଧାନସଭା ନ ଚଲାଇ ଦେବାକୁ ସଂକଳ୍ପ ନେଇଛନ୍ତି ବିରୋଧୀ ।”

ଅନଲାଇନ ବାଇକ୍ ଆସୋସିଏସନ ପକ୍ଷରୁ ଶାନ୍ତିପୂର୍ଣ୍ଣ ଧାରଣା : ଓଲା, ଉବେର ଏବଂ ରାପିଡୋରେ ନାଁରେ ଥାନାରେ ଏତଲା ଦେଇଛି ଆରଟିଓ-୧

କନକ ବ୍ୟୁରୋ : ଓଲା, ଉବେର ଏବଂ ରାପିଡୋରେ ନାଁରେ ଥାନାରେ ଏତଲା ଦେଇଛି ଭୁବନେଶ୍ୱର ଆରଟିଓ-୧ । ଏବେ ଏହାକୁ ନେଇ ଘରୋଇ ଗାଡି ଚାଳକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ଘରୋଇ ଗାଡ଼ି ଏବଂ ବାଇକକୁ କିଛି ବ୍ୟକ୍ତି ଓଲା, ଉବର ଏବଂ ରାପିଡୋରେ ଲଗାଉଛନ୍ତି । କିନ୍ତୁ ଏଥିପାଇଁ ତାଙ୍କ ପାଖରେ ବିଧିବଦ୍ଧ ଲାଇସେନ୍ସ ରହୁନି । ବ୍ୟକ୍ତିଗତ ଗାଡ଼ିକୁ ସାମୁହିକ ପରିବହନ ଉଦ୍ଦେଶ୍ୟରେ ଲଗାଇବା ପାଇଁ ହେଲେ ଏଥିପାଇଁ ସ୍ୱତନ୍ତ୍ରContinue reading “ଅନଲାଇନ ବାଇକ୍ ଆସୋସିଏସନ ପକ୍ଷରୁ ଶାନ୍ତିପୂର୍ଣ୍ଣ ଧାରଣା : ଓଲା, ଉବେର ଏବଂ ରାପିଡୋରେ ନାଁରେ ଥାନାରେ ଏତଲା ଦେଇଛି ଆରଟିଓ-୧”

ଆଜି ବିଶ୍ୱ ହୃଦୟ ଦିବସ : ପ୍ରତିବର୍ଷ ହୃଦଘାତରେ ଯାଉଛି ୧ କୋଟି ୭୦ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ; ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ଅଧିକ ବିପଦ

କନକ ବ୍ୟୁରୋ : ଆଜି ବିଶ୍ୱ ହୃଦୟ ଦିବସ ବା ୱାଲର୍ଡ ହାଟ୍ ଡେ । ପିଲାବେଳୁ ଆମେ ପଢିଆସିଛେ, ସ୍ୱାସ୍ଥ୍ୟ ହିଁ ସମ୍ପଦ । ଅର୍ଥାତ୍ ଜଣେ ବ୍ୟକ୍ତ ନିଜ ସ୍ୱାସ୍ଥ୍ୟକୁ ସମ୍ପୂର୍ଣ୍ଣ ଠିକ ରଖିବା ଦରକାର । ହେଲେ ଆଜିର ଦିନରେ ସମ୍ପୂର୍ଣ୍ଣ ଫିଟ୍ ଥିବା ଜଣେ ବ୍ୟକ୍ତି କିମ୍ବା ସମ୍ପୂର୍ଣ୍ଣ ସକ୍ରିୟ ଥିବା ବ୍ୟକ୍ତି ଅବା ସୁନ୍ଦର ସ୍ୱାସ୍ଥ୍ୟ ରଖୁଥିବା ଜଣେ ବ୍ୟକ୍ତି ବି ସଙ୍କଟ ଅବା ବିପଦ ମଧ୍ୟ ଦେଇ ଗତିContinue reading “ଆଜି ବିଶ୍ୱ ହୃଦୟ ଦିବସ : ପ୍ରତିବର୍ଷ ହୃଦଘାତରେ ଯାଉଛି ୧ କୋଟି ୭୦ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ; ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ଅଧିକ ବିପଦ”

ବାଚସ୍ପତିଙ୍କୁ ଡାଲି ଫିଙ୍ଗି ନିଲମ୍ବିତ ବିଜେପି ମୁକେଶ ମହାଲିଙ୍ଗ : କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ସମର୍ଥକଙ୍କ ପ୍ରତିବାଦ

କନକ ବ୍ୟୁରୋ : ମୁକେଶ ମହାଲିଙ୍ଗଙ୍କ ଉପରେ ବିଧାନସଭାରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ବିଜେପିର ପ୍ରତିବାଦ । ବଲାଙ୍ଗୀର-ସମ୍ବଲପୁର ଜାତୀୟ ରାଜପଥରେ ଲୋକେ ରାସ୍ତାରୋକ କରିଛନ୍ତି । ଗତକାଲି ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫୋପାଡ଼ିଥିବା ଅଭିଯୋଗ ହୋଇଛି । ଏହା ପରେ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ବାଚସ୍ପତି ମୁକେଶ ମହାଲିଙ୍ଗ ଓ ମୋହନ ମାଝୀଙ୍କୁ ନିଲମ୍ବନ କରିଛନ୍ତି । ଯାହାକୁ ନେଇ ବିଜେପି ପକ୍ଷରୁ ବଲାଙ୍ଗୀରରେ ପ୍ରତିବାଦ କରାଯାଇଛି । The post ବାଚସ୍ପତିଙ୍କୁ ଡାଲି ଫିଙ୍ଗିContinue reading “ବାଚସ୍ପତିଙ୍କୁ ଡାଲି ଫିଙ୍ଗି ନିଲମ୍ବିତ ବିଜେପି ମୁକେଶ ମହାଲିଙ୍ଗ : କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ସମର୍ଥକଙ୍କ ପ୍ରତିବାଦ”

ପାକିସ୍ତାନ ବେଲୁଚିସ୍ତାନରେ ଭୟଙ୍କର ବିସ୍ଫୋରଣ । ଜଣେ ଡିଏସପିଙ୍କ ସମେତ ୨୫ ମୃତ, ଅନେକ ଗୁରୁତର

କନକ ବ୍ୟୁରୋ : ପାକିସ୍ତାନର ବେଲୁଚିସ୍ତାନରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣ ଫଳରେ ଜଣେ ଡିଏସପିଙ୍କ ସମେତ ୨୫ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୭୦ରୁ ଅଧିକ ବ୍ୟକ୍ତି ଆହାତ ହୋଇଥିବା ସୂଚନା ରହିଛି । ଏହି ବିସ୍ଫୋରଣ ବେଲୁଚିସ୍ତାନର ମସ୍ତୁଙ୍ଗ ଜିଲ୍ଲା ଅଲ-ଫଲାହ ମସଜିଦ ନିକଟରେ ହୋଇଛି । ଏଠାରେ ଇଦ୍ ପାଳନ ଅବସରରେ ମିଲାଦ-ଓଲ-ନବୀ ଶୋଭାଯାତ୍ରା ଉପରକୁ ଟାର୍ଗେଟ କରି ବିସ୍ଫୋରଣ କରାଯାଇଛି । ଶୁକ୍ରବାର ଦିନ ସାପ୍ତାହିକ ଇଦ୍Continue reading “ପାକିସ୍ତାନ ବେଲୁଚିସ୍ତାନରେ ଭୟଙ୍କର ବିସ୍ଫୋରଣ । ଜଣେ ଡିଏସପିଙ୍କ ସମେତ ୨୫ ମୃତ, ଅନେକ ଗୁରୁତର”

ପିଲାଙ୍କୁ ପଢାଇଲେ ବଲାଙ୍ଗୀର ଜିଲ୍ଲାପାଳ : ପ୍ରଶ୍ନ ପଚାରିବା ସହ ସନ୍ଦେହ ଦୂର କଲେ ଚଞ୍ଚଳ ରଣା

କନକ ବ୍ୟୁରୋ : ପିଲାଙ୍କୁ ବିଜ୍ଞାନ ପଢ଼ାଇଲେ ଜିଲ୍ଲାପାଳ । ପିଲାଙ୍କୁ ପ୍ରଶ୍ନ ପଚାରିବା ସହ ବିଷୟ ବସ୍ତୁରେ ଥିବା ସନ୍ଦେହ ଦୂର କରିଛନ୍ତି ଜିଲ୍ଲାପାଳ ଚଞ୍ଚଳ ରାଣା । ଜନଶୁଣାଣି କାର୍ଯ୍ୟକ୍ରମ ପାଇଁ ବଲାଙ୍ଗୀରରୁ ବାହାରି ଆଗଲପୁର ଯାଉଥିଲେ ଜିଲ୍ଲାପାଳ । କିନ୍ତୁ ରାସ୍ତାରେ ହଠାତ ବଡ଼ଟିକା ଗାଁର ଧରଣୀଧର ହାଇସ୍କୁଲକୁ ଗସ୍ତ କରିଥିଲେ । ଦଶମ ଶ୍ରେଣୀ କ୍ଲାସ ଆରମ୍ଭ ହେଉଥିବା ବେଳେ ପିଲାମାନେ ବିଜ୍ଞାନ ପଢ଼ୁଥିଲେ । ଜିଲ୍ଲାପାଳ ଶ୍ରେଣୀକୁ ଯାଇ ଛାତ୍ରଛାତ୍ରୀଙ୍କୁContinue reading “ପିଲାଙ୍କୁ ପଢାଇଲେ ବଲାଙ୍ଗୀର ଜିଲ୍ଲାପାଳ : ପ୍ରଶ୍ନ ପଚାରିବା ସହ ସନ୍ଦେହ ଦୂର କଲେ ଚଞ୍ଚଳ ରଣା”

Design a site like this with WordPress.com
Get started