କନକ ବ୍ୟୁରୋ : କଟକ ଚୌଧୁରୀ ବଜାରରେ ଭୟଙ୍କର ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳୁଛି ଲୁଗା ଦୋକାନ । ବିଲ୍ଡିଂର ୩ଟି ମହଲାରେ ନିଆଁ ଲାଗିଛି । ତଳ ମହଲାରୁ ଉପର ମହଲାକୁ ଏହି ନିଆଁ ବ୍ୟାପିବାରେ ଲାଗିଛି । ୩ଘଣ୍ଟା ପରେ ବି ନିଆଁ ଆୟତ୍ତ ହୋଇପାରୁନି । ପ୍ରବଳ ଧୂଆଁ ଯୋଗୁଁ ଦମକଳ ବାହିନୀ ନାକେଦମ୍ । ନିଆଁରେ କୋଟିଏରୁ ଅଧିକ ଟଙ୍କାର ଲୁଗା ଜଳିଗଲାଣି । ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବାContinue reading “ହୁତୁହୁତୁ ଜଳୁଛି ଲୁଗା ଦୋକାନ : ୩ ଘଣ୍ଟା ପରେ ବି ଆୟତ୍ତ ହୋଇପାରୁନି ନିଆଁ; ପ୍ରବଳ ଧୂଆଁ ଯୋଗୁଁ ଦମକଳ ବାହିନୀ ନାକେଦମ୍”
Tag Archives: News
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର : ୪୮ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବ; ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ୪୮ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବ । ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ । ଆଜି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଆଦି ଜିଲ୍ଲାର ବିଭିନ୍ନContinue reading “ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର : ୪୮ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବ; ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି”
ନିଲାମ ହେଲା ସବୁଠୁ ବଡ଼ ଲଡ଼ୁ : ୨୨ଲକ୍ଷ ୨୨ ହଜାର ୨୨୨ ଟଙ୍କାରେ କିଣିଲା ତାଳଚେର ଲାଲବାଗ ରାଜା ଅନୁଷ୍ଠାନ
କନକ ବ୍ୟୁରୋ : ନିଲାମ ହେଲା ସବୁଠୁ ବଡ଼ ଲଡୁ । ତାଳଚେର ଗଣେଶ ପୂଜାର ୩୧ କ୍ୱିଣ୍ଟାଲ ଓଜନର ଆଜ୍ଞାଲଡ଼ୁ ନିଲାମ୍ । ୨୨ଲକ୍ଷ ୨୨ ହଜାର ୨୨୨ ଟଙ୍କାରେ କିଣିଲା ତାଳଚେର ଲାଲବାଗ ରାଜା ଅନୁଷ୍ଠାନ । ତାଙ୍କ ପଛକୁ ଅନୀଲ ବେହେରା ୨୧ ଲକ୍ଷ ୫୦ ହଜାର ଟଙ୍କା ନିଲାମ ଡାକି ଲଡ଼ୁ ନେବାରେ ଅସଫଳ ହୋଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରୀୟ କମିଟିର ସଭାପତି, ଉପଜିଲ୍ଲାପାଳ, ମୁଖ୍ୟ ଅତିଥି ଭାବେ ଢ଼େଙ୍କନାଳContinue reading “ନିଲାମ ହେଲା ସବୁଠୁ ବଡ଼ ଲଡ଼ୁ : ୨୨ଲକ୍ଷ ୨୨ ହଜାର ୨୨୨ ଟଙ୍କାରେ କିଣିଲା ତାଳଚେର ଲାଲବାଗ ରାଜା ଅନୁଷ୍ଠାନ”
ଦୁର୍ଘଟଣାରେ ଚାଲିଗଲା ପୁଅର ଜୀବନ : ଅଧା ରହିଗଲା ନୂଆ ଘର ତିଆରି କରିବା ସ୍ୱପ୍ନ
କନକ ବ୍ୟୁରୋ : ଦୁର୍ଘଟଣାରେ ଚାଲିଗଲା ପୁଅର ଜୀବନ । ଅଧା ରହିଗଲା ନୂଆ ଘର ତିଆରି କରିବା ସ୍ୱପ୍ନ । ଏଭଳି ଏକ ଦୁଃଖଦ ଖବର ଆସିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଗାଜିପୁର ଗାଁରୁ । ଗାଁର ସୁଜିତ ପାତ୍ର । ବାପା ରୋଗାଗ୍ରସ୍ତ । ଆଉ ଉଭୟ ମା’ ଓ ବଡ଼ ଭାଇ ମାନସିକ ବିକାରଗ୍ରସ୍ତ । ଏଭଳି ସ୍ଥିତିରେ ଘରର ଏକମାତ୍ର ରୋଜଗାରିଆ ପୁଅ ଥିଲା ସୁଜିତ୍ । ସେହି ରୋଜଗାରContinue reading “ଦୁର୍ଘଟଣାରେ ଚାଲିଗଲା ପୁଅର ଜୀବନ : ଅଧା ରହିଗଲା ନୂଆ ଘର ତିଆରି କରିବା ସ୍ୱପ୍ନ”
ଶାଢୀ ନୁହେଁ… ଏବେ ନୂଆ ୟୁନିଫର୍ମରେ ନଜର ଆସିବେ ଏୟାର ଇଣ୍ଡିଆ ଷ୍ଟାଫ୍, ମନୀଷ ମହ୍ଲୋତ୍ରା କରିବେ ଡିଜାଇନ୍ ।
କନକ ବ୍ୟୁରୋ: ଏୟାର ଇଣ୍ଡିଆ କମ୍ପାନୀ ଟାଟା କମ୍ପାନୀ ହାତକୁ ଆସିବା ପରେ ଏଥିରେ ଅନେକ ପରିବର୍ତ୍ତନ ଦେଖାଦେଇଛି । ନିକଟରେ ଖବର ଆସିଥିଲା ଯେ, ଏୟାର ହଷ୍ଟେସଙ୍କ ୟୂନିଫର୍ମ ବଦଳିବ । ଏବେଯାଏଁ ଏୟାର ଇଣ୍ଡିଆର ମହିଳା କ୍ର୍ୟୁମେମ୍ବର୍ସଙ୍କୁ ଶାଢୀ ପିନ୍ଧୁଥିଲେ । କିନ୍ତୁ ଏଣିକି ତାଙ୍କ ପାଇଁ ନୂଆ ୟୁନିଫର୍ମ ଡିଜାଇନ୍ କରାଯିବ । ସବୁଠାରୁ ଖାସ୍ କଥା ହେଲା ଏହି ୟୁନିଫର୍ମକୁ ଡିଜାଇନ୍ କରିବେ ଦେଶର ଜଣାଶୁଣା ଫ୍ୟାସନ୍ ଡିଜାଇନର ମନୀଷ ମହ୍ଲୋତ୍ରାContinue reading “ଶାଢୀ ନୁହେଁ… ଏବେ ନୂଆ ୟୁନିଫର୍ମରେ ନଜର ଆସିବେ ଏୟାର ଇଣ୍ଡିଆ ଷ୍ଟାଫ୍, ମନୀଷ ମହ୍ଲୋତ୍ରା କରିବେ ଡିଜାଇନ୍ ।”
ପ୍ରଖ୍ୟାତ କଥାକାର ଭୀମ ପୃଷ୍ଟି ପାଇବେ ‘ଶାରଳା ପୁରସ୍କାର’ : ପ୍ରକାଶିତ ‘ଜମ୍ବୁଲୋକ’ ପାଇଁ ପ୍ରଦାନ କରାଯିବ ପୁରସ୍କାର
କନକ ବ୍ୟୁରୋ : ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ପାଇବେ ପ୍ରଖ୍ୟାତ କଥାକାର ଭୀମ ପୃଷ୍ଟି । ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ଇମ୍ଫା ଚାରିଟେବୁଲ ଟ୍ରଷ୍ଟ ବା ଇମ୍ପାପ୍ଟ ପକ୍ଷରୁ କରାଯାଇଛି ଏହି ଘୋଷଣା । ୨୦୧୭ରେ ମସିହାରେ ପ୍ରକାଶିତ ‘ଜମ୍ବୁଲୋକ’ ପାଇଁ ଭୀମ ପୃଷ୍ଟିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ଅକ୍ଟୋବର ୨୬ ତାରିଖରେ ହେବାକୁଥିବା ସମାବେଶରେ ତାଙ୍କୁ ୫ଲକ୍ଷ ଟଙ୍କା ସହ ସମ୍ମାନପତ୍ର ଓ ଫଳକ ପ୍ରଦାନ କରାଯିବ । ସେହିପରି କଳାContinue reading “ପ୍ରଖ୍ୟାତ କଥାକାର ଭୀମ ପୃଷ୍ଟି ପାଇବେ ‘ଶାରଳା ପୁରସ୍କାର’ : ପ୍ରକାଶିତ ‘ଜମ୍ବୁଲୋକ’ ପାଇଁ ପ୍ରଦାନ କରାଯିବ ପୁରସ୍କାର”
ଲାଞ୍ଚ ଦିଅ, ପ୍ରମାଣପତ୍ର ନିଅ : ଲାଞ୍ଚ ନେଇ ନକଲି ପ୍ରମାଣ ପତ୍ର ଦେବା ଅଭିଯୋଗରେ ବନ୍ଧା ହେଲେ ଆରଆଇ
କନକ ବ୍ୟୁରୋ : ଲାଞ୍ଚ ଦିଅ, ପ୍ରମାଣପତ୍ର ନିଅ । ଲାଞ୍ଚ ନେଇ ନକଲି ପ୍ରମାଣ ପତ୍ର ଦେବା ଅଭିଯୋଗରେ ବନ୍ଧା ହେଲେ ଆରଆଇ । ବରଗଡ଼ ଜିଲ୍ଲା ଭଟ୍ଲି ତହସିଲ ସୁକୁଡ଼ାର ରାଜସ୍ୱ ନିରୀକ୍ଷକ ବା ଆରଆଇଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ଭଟଲି ପୁଲିସ । ଟଙ୍କା ନେଇ ନକଲି ଜାତିଗତ ପ୍ରମାଣପତ୍ର, ସ୍ଥାୟୀ ପ୍ରମାଣ ପତ୍ର, ଚରିତ୍ର ପ୍ରମାଣ ପତ୍ର ଦିଆ ଯାଇଥିବା ଅଭିଯୋଗ ହୋଇଥିଲା । ଏ ନେଇ ପୁଲିସContinue reading “ଲାଞ୍ଚ ଦିଅ, ପ୍ରମାଣପତ୍ର ନିଅ : ଲାଞ୍ଚ ନେଇ ନକଲି ପ୍ରମାଣ ପତ୍ର ଦେବା ଅଭିଯୋଗରେ ବନ୍ଧା ହେଲେ ଆରଆଇ”
ଚୌଧୁରୀ ବଜାରର ଏକ ଲୁଗା ଦୋକାନରେ ଲାଗିଲା ନିଆଁ : ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା
କନକ ବ୍ୟୁରୋ : କଟକ ଚୌଧୁରୀ ବଜାରରେ ଅଗ୍ନିକାଣ୍ଡ । ଏକ ଲୁଗା ଦୋକାନରେ ଏହି ନିଆଁ ଲାଗିଛି । ଦୋକାନ ପାଖରେ ଥିବା ଅନ୍ୟ ଦୋକାନ ମଧ୍ୟ ପ୍ରଭାବିତ ହୋଇଥିବା ଆଶଙ୍କା କରାଯାଉଛି । ସକାଳୁ ସକାଳୁ ଘଟିିଥିବା ଏହି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଦମକଳ ବାହିନୀ ଟିମ୍ ପହଞ୍ଚି ନିଆଁ ଲିଭାଇବା କାମରେ ନିୟୋଜିତ ଅଛି । The post ଚୌଧୁରୀ ବଜାରର ଏକ ଲୁଗା ଦୋକାନରେ ଲାଗିଲା ନିଆଁContinue reading “ଚୌଧୁରୀ ବଜାରର ଏକ ଲୁଗା ଦୋକାନରେ ଲାଗିଲା ନିଆଁ : ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା”
ଏସିଆନ୍ ଗେମରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ : ପୁୁରୁଷ ୫୦ ମିଟର ରାଇଫଲ ଟିମ୍ ଇଭେଣ୍ଟରେ ଜିତିଲେ ସୁନା
କନକ ବ୍ୟୁରୋ : ଏସିଆନ୍ ଗେମରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ । ପୁୁରୁଷ ୫୦ ମିଟର ରାଇଫଲ ଟିମ୍ ଇଭେଣ୍ଟରେ ଜିତିଲେ ସୁନା । ସ୍ୱପ୍ନିଲ, ଐରର୍ଯ୍ୟ ଏବଂ ଅଖିଲଙ୍କୁ ଏହି ସଫଳତା ହାସଲ କରିଛନ୍ତି । ମହିଳା ୧୦ମିଟର ଏୟାର ପିସ୍ତଲ ଇଭେଣ୍ଟରେ ରୌପ୍ୟ ପଦକ ମିଳିଛି । ଭାରତ ଏ ପର୍ଯ୍ୟନ୍ତ ୭ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଓ ୧୧ଟି ବ୍ରୋଞ୍ଜ ପଦକ ପାଇଛି । The post ଏସିଆନ୍ ଗେମରେ ଭାରତକୁContinue reading “ଏସିଆନ୍ ଗେମରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ : ପୁୁରୁଷ ୫୦ ମିଟର ରାଇଫଲ ଟିମ୍ ଇଭେଣ୍ଟରେ ଜିତିଲେ ସୁନା”
ବିବାହର ୨ ସପ୍ତହରେ ସ୍ୱାମୀ ଛାଡି ଚାଲିଗଲେ । ବାପାଙ୍କର କେଇପଦ କଥାରେ ନିଜକୁ ପ୍ରସ୍ତୁତ କଲେ । ବନିଲେ IRS ଅଫିସର ।
କନକ ବ୍ୟୁରୋ: ଗ୍ରାଜୁଏସନ୍ ପରେ ଭଲ ପ୍ରସ୍ତାବ ମିଳିଲା । ଜ୍ୱାଇଁଥିଲେ ନ୍ୟୁଜିଲ୍ୟାଣ୍ଡରେ ଜଣେ ଅଧିକାରୀ । ତେଣୁ ଝିଅକୁ ସେଠାରେ ବାହା କରିଦେଲେ ତା’ର ଭବିଷ୍ୟତ ଉଜ୍ୱଳ ହୋଇଯିବ ଭାବି ବାପା, ମା’ ବାହା କରିଦେଲେ । ହେଲେ ବାହାଘର ପରେ ସବୁ ତ ଓଲଟପାଲଟ ହୋଇଗଲା । ଗାଉଁଲି ଝିଅ ଭାବି ସ୍ୱାମୀ ବିବାହର ମାତ୍ର ୨ ସପ୍ତାହରେ ତାଙ୍କୁ ଛାଡି ଚାଲିଗଲେ ଯେ ଆଉ ଫେରିଲେ ନାହିଁ । ବାପା ଘରକୁ ଚାଲିଆସିଲେContinue reading “ବିବାହର ୨ ସପ୍ତହରେ ସ୍ୱାମୀ ଛାଡି ଚାଲିଗଲେ । ବାପାଙ୍କର କେଇପଦ କଥାରେ ନିଜକୁ ପ୍ରସ୍ତୁତ କଲେ । ବନିଲେ IRS ଅଫିସର ।”