କନକ ବ୍ୟୁରୋ: ରହସ୍ୟମୟ ଶ୍ରୀଜଗନ୍ନାଥ ସବୁବେଳେ ଭକ୍ତର । ଭକ୍ତ ପାଇଁ ସେ କେତେବେଳେ ବଣପାହାଡ ଭିତରୁ ଯାଇ ଶ୍ରୀମନ୍ଦିରରେ ବିଜେ ହୁଅନ୍ତି ତ, ଆଉ କେତେବେଳେ ଶ୍ରୀମନ୍ଦିରରୁ ବାହାରି କେଉଁ ଅଗନାଅଗନି ବଣ ଭିତରେ ଆତ୍ମଗୋପନ କରନ୍ତି । ଆଉ ବଣର ଫଳମୂଳ ଖାଇ ଭକ୍ତର ନୈବେଦ୍ୟ ଗ୍ରହଣ କରନ୍ତି । ଏଭଳି ଏକ ପବିତ୍ର ହେଉଛି ଚିଲିକା ଭିତରେ ଥିବା ପାରିକୁଦ ଟାପୁ ନିକଟ ଗୁରୁବାଈ ଗାଁ । ହେଲେ ଆଜି ଏଠି ଅବେହେଳିତContinue reading “ଏଇଠି ଆତ୍ମଗୋପନ କରିଥିଲେ ମହାପ୍ରଭୁ ଆଜି ଭଙ୍ଗା ଆଜବେଷ୍ଟସ୍ ଘରେ ପାଉଛନ୍ତି ପୂଜା । ପଡୁନି ପ୍ରଶାସନର ନଜର”
Tag Archives: News
ଆପଣ ବି ଆସନ୍ତୁ…ଖାଇବା ସହ ମନୋରଞ୍ଜନର ଖୋରାକ ପାଆନ୍ତୁ: ଆପଣଙ୍କ ଅପେକ୍ଷାରେ ରାୟଗଡାର ରୋବଟ୍ ରେଷ୍ଟୁରାଣ୍ଟ
କନକ ବ୍ୟୁରୋ: ଅରେ ବାଃ ମଜା ଆସିଯିବ । ଖାଦ୍ୟକୁ ଖାଦ୍ୟ ଖାଇବେ ଆଉ ଏଣ୍ଟରଟେନମେଣ୍ଟ ବି କରିବେ । କାରଣ ଏହି ରେଷ୍ଟୁରାଣ୍ଟରେ ଆପଣଙ୍କୁ ଗରମାଗରମ ସୁସ୍ୱାଦୁଖାଦ୍ୟ ପରଷିଦେବ ଲେଡି ରୋବଟ୍ । ଗ୍ରାହକଙ୍କୁ ସ୍ୱାଗତ ଜଣାଇବା ସହ ଅର୍ଡର କରିଥିବା ଖାଦ୍ୟ ବା ପାନୀୟକୁ ଆପଣଙ୍କ ପାଖରେ ଆସି ହାଜର ହୋଇଯିବ ରୋବୋଟ୍ । ଇଏ କୌଣସି ରାଜ୍ୟ ବାହାରର ରେଷ୍ଟୁରାଣ୍ଟ ନୁହେଁ ବରଂ ରାୟଗଡାର ଏକ ରେଷ୍ଟୁରାଣ୍ଟର ଦୃଶ୍ୟ । ଖାଦ୍ୟ ଖାଇବାContinue reading “ଆପଣ ବି ଆସନ୍ତୁ…ଖାଇବା ସହ ମନୋରଞ୍ଜନର ଖୋରାକ ପାଆନ୍ତୁ: ଆପଣଙ୍କ ଅପେକ୍ଷାରେ ରାୟଗଡାର ରୋବଟ୍ ରେଷ୍ଟୁରାଣ୍ଟ”
ଆଜି ଲଘୁଚାପ, ସପ୍ତାହେ ବର୍ଷିବ : ୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି
କନକ ବ୍ୟୁରୋ : ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ପୂର୍ବ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତରପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ । ଆଜି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ,Continue reading “ଆଜି ଲଘୁଚାପ, ସପ୍ତାହେ ବର୍ଷିବ : ୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି”
ବିଶ୍ୱକପ୍ ପାଇଁ ଭାରତୀୟ ଦଳରେ ଆର୍ ଅଶ୍ୱିନ୍ : ଅନଫିଟ୍ ଅକ୍ଷର ପଟେଲଙ୍କ ସ୍ଥାନରେ ମିଳିଲା ସୁଯୋଗ; ଆଜିଠାରୁ ୱାର୍ମଅପ୍ ମ୍ୟାଚ୍
କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ଅଭିଜ୍ଞ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ବିଶ୍ୱକପ୍ ପାଇଁ ଜାତୀୟ ଦଳକୁ ଫେରିଛନ୍ତି । ଅକ୍ଷର ପଟେଲଙ୍କ ଆହତ ଯୋଗୁଁ ତାଙ୍କୁ ଟିମରେ ସାମିଲ କରାଯାଇଛି । ଅକ୍ଷରଙ୍କ ଫିଟ୍ ହେବା ପାଇଁ ଆହୁରି ତିନି ସପ୍ତାହରୁ ଅଧିକ ସମୟ ଲାଗିପାରେ । ଏସିଆ କପ୍ ସମୟରେ ସ୍ପିନ ଅଲରାଉଣ୍ଡର ଅକ୍ଷର ଆହତ ହୋଇଥିଲେ । ଯାହା ପରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଅଶ୍ୱିନଙ୍କୁ ଭାରତୀୟ ଦଳରେContinue reading “ବିଶ୍ୱକପ୍ ପାଇଁ ଭାରତୀୟ ଦଳରେ ଆର୍ ଅଶ୍ୱିନ୍ : ଅନଫିଟ୍ ଅକ୍ଷର ପଟେଲଙ୍କ ସ୍ଥାନରେ ମିଳିଲା ସୁଯୋଗ; ଆଜିଠାରୁ ୱାର୍ମଅପ୍ ମ୍ୟାଚ୍”
ଆସିକା ବ୍ଲକ୍ ଅଧ୍ୟକ୍ଷାଙ୍କ ଦେଢ଼ଶୂରଙ୍କୁ ହତ୍ୟା : ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ
କନକ ବ୍ୟୁରୋ : ଗଜାମ ଜିଲ୍ଲା କୋଦଳା ଥାନା ଦାନପୁର ଗାଁରେ ବୀଭତ୍ସ ହତ୍ୟାକାଣ୍ଡ । ସଂଘବଦ୍ଧ ଆକ୍ରମଣରେ ଆସ୍କା ବ୍ଲକ ଅଧ୍ୟକ୍ଷାଙ୍କ ଦେଢ଼ଶୂର ସୁନୀଲ ନାହକଙ୍କ ମୃତ୍ୟୁ ହୋଇଛି । ପଥରରେ ଛେଚି ତାଙ୍କୁ ହତ୍ୟା କରାଯାଇଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଘଟଣାର ଛାନଭିନ କରୁଛି । ଗୁୁରୁବାର ରାତି ପାୟ ୮ଟା ବେଳେ ଏହି ଅଭାବନୀୟ ଘଟଣା ଘଟିଛି । ଦାନପୁର ଗାଁରେ ଗଣେଶ ପୂଜା ଭୋଜି ଚାଲିଥିଲା । ସୁନୀଲContinue reading “ଆସିକା ବ୍ଲକ୍ ଅଧ୍ୟକ୍ଷାଙ୍କ ଦେଢ଼ଶୂରଙ୍କୁ ହତ୍ୟା : ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ”
ଓଡ଼ିଆ ସିନେମାକୁ ମିଳୁନି ହଲ୍ : ବଲିଉଡ୍ ଫିଲ୍ମ ଜୱାନ୍ ପାଇଁ ରିଲିଜ୍ ହୋଇପାରିନାହିଁ ୪ରୁ ଅଧିକ ଓଡ଼ିଆ ଫିଲ୍ମ; ଚିନ୍ତାରେ ସିନେ ପ୍ରଯୋଜକ
କନକ ବ୍ୟୁରୋ : ଓଡ଼ିଆ ସିନେମାକୁ ମିଳୁନି ହଲ୍ । ଓଡ଼ିଆ ସିନେମାରେ ଜୱାନ୍ ଫିଲ୍ମର ପ୍ରଭାବ । ଜୱାନ୍ ପାଇଁ ରିଲିଜ୍ ହୋଇପାରୁନାହିଁ ଓଡ଼ିଆ ସିନେମା । ପାଖାପାଖି ୪ଟି ଫିଲ୍ମ ଏପର୍ଯ୍ୟନ୍ତ ରିଲିଜ ହୋଇପାରି ନାହିଁ । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଓଡ଼ିଆ ଫିଲ୍ମ ପ୍ରଯୋଜକ । ସୁପରଷ୍ଟାର ଶାହରୁଖ ଖାନଙ୍କ ଅଭିନୀତ ଯୱାନର ଡିଷ୍ଟ୍ରିବୁସନ୍ ଦାୟିତ୍ୱ ନେଇଥିବା ଡିଷ୍ଟ୍ରିବ୍ୟୁଟର ୩ ସପ୍ତାହ ପାଇଁ ଓଡ଼ିଶାର ସମସ୍ତ ସିନେମା ହଲ ସହିତContinue reading “ଓଡ଼ିଆ ସିନେମାକୁ ମିଳୁନି ହଲ୍ : ବଲିଉଡ୍ ଫିଲ୍ମ ଜୱାନ୍ ପାଇଁ ରିଲିଜ୍ ହୋଇପାରିନାହିଁ ୪ରୁ ଅଧିକ ଓଡ଼ିଆ ଫିଲ୍ମ; ଚିନ୍ତାରେ ସିନେ ପ୍ରଯୋଜକ”
ଚିକିତ୍ସା ଅବହେଳାରୁ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ : ପ୍ଲାଜମା ଦେଲା ବେଳେ ଶରୀରରେ ପାର୍ଶ୍ୱ ପ୍ରତିକ୍ରିୟା ସହ ଚାଲିଗଲା ଜୀବନ
କନକ ବ୍ୟୁରୋ : ଡାକ୍ତରଙ୍କ ଅବହେଳା ପାଇଁ ଚାଲିଗଲା ରୋଗୀର ଜୀବନ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରୁ ଆସିଛି ଏଭଳି ଅଭିଯୋଗ । ଡାକ୍ତରଙ୍କ ବିରୋଧରେ ଅବହେଳା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକ । ମୃତକ ଜଣକ ହେଉଛନ୍ତି ଚନ୍ଦ୍ରକଳା ମାନସିଂହ । ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକରେ । ଡେଙ୍ଗୁ ରୋଗରେ ପୀଡିତ ହୋଇ ଗୁରୁବାର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଡାକ୍ତର ତୁରନ୍ତ ତାଙ୍କୁ ପ୍ଲାଜମା ଦେବା ପାଇଁContinue reading “ଚିକିତ୍ସା ଅବହେଳାରୁ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ : ପ୍ଲାଜମା ଦେଲା ବେଳେ ଶରୀରରେ ପାର୍ଶ୍ୱ ପ୍ରତିକ୍ରିୟା ସହ ଚାଲିଗଲା ଜୀବନ”
ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗିଲେ ବିଜେପି ବିଧାୟକ : ଅଧିବେଶନ ଶେଷ ଯାଏଁ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗ ନିଲମ୍ବିତ
କନକ ବ୍ୟୁରୋ : ଗୁରୁବାର ବିଧାନସଭାରେ ଦେଖିବାକୁ ମିଳିଥିଲା ଅଭାବନୀୟ ଚିତ୍ର । ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫୋପାଡି ବିଧାନସଭାର ବାକି ଅଧିବେଶନରୁ ସସପେଣ୍ଡ ହୋଇଛନ୍ତି ବିଜେପି ବିଧାୟକ ମୋହନ ମାଝି ଓ ମୁକେଶ ମହାଲିଙ୍ଗ । ଏହା ପୂର୍ବରୁ ଶୂନ୍ୟକାଳରେ ବିଜେଡି ବିଧାୟକ ଅରୁଣ ସାହୁ, ବିରୋଧୀ ଦଳ ନେତାଙ୍କୁ ମାନସିକ ସ୍ବାସ୍ଥ୍ୟ ଠିକ୍ ନଥିବା ବୋଲି ଆକ୍ଷେପ କରିଥିଲେ । ଆଉ ଏହି ଶଦ୍ଦକୁ ଗୃହର ବିବରଣୀରୁ ବାଦ ଦେବାକୁ ଦାବି କରିContinue reading “ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗିଲେ ବିଜେପି ବିଧାୟକ : ଅଧିବେଶନ ଶେଷ ଯାଏଁ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗ ନିଲମ୍ବିତ”
ଆଜି ଆସିବ ବହୁ ପ୍ରତୀକ୍ଷିତ ରତ୍ନଭଣ୍ଡାର ମାମଲାର ରାୟ : ଗତ ୨୬ ତାରିଖରେ ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ
କନକ ବ୍ୟୁରୋ : ଆଜି ଆସିବ ବହୁ ପ୍ରତୀକ୍ଷିତ ରତ୍ନଭଣ୍ଡାର ମାମଲାର ରାୟ । ହାଇକୋର୍ଟରେ ବିଚାରଧୀନ ଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟ ଅପରାହ୍ଣ ୨ଟା ବେଳେ ପ୍ରକାଶ ପାଇବ । ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର ଏବଂ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଖଣ୍ଡପୀଠ ପୂର୍ବ ସଂରକ୍ଷିତ ରାୟ ପ୍ରକାଶ କରିବେ । ରାୟ ପ୍ରକାଶ ସହ ରତ୍ନଭଣ୍ଡାର ମରାମତି ହେବ ନା ନାହିଁ, ତା’ର ମଧ୍ୟ ଫଇସଲା ହେବା ନେଇ ଆଶା ରହିଛିContinue reading “ଆଜି ଆସିବ ବହୁ ପ୍ରତୀକ୍ଷିତ ରତ୍ନଭଣ୍ଡାର ମାମଲାର ରାୟ : ଗତ ୨୬ ତାରିଖରେ ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ”
୪୨ ବର୍ଷରେ ପାଦ ଦେଲେ ବଲିଉଡ୍ ଅଭିନେତା ରଣବିର କପୁର: ଜନ୍ମଦିନରେ ଆସିଲା ଆଗାମୀ ସିନେମା ‘ଆନିମଲ’ର ପ୍ରଥମ ଟ୍ରେଲର
କନକ ବ୍ୟୁରୋ: ୪୨ ବର୍ଷରେ ପାଦ ଦେଲେ ବଲିଉଡ୍ ଅଭିନେତା ରଣବିର କପୁର । ତାଙ୍କ ଜନ୍ମଦିନରେ ମୁକ୍ତିଲାଭ କରିଛି ତାଙ୍କ ଆଗାମୀ ଫିଲ୍ମ ଆନିମଲର ପ୍ରଥମ ଟ୍ରେଲର । ଟି ସିରିଜ୍ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମରେ ରଣବିର କପୁରଙ୍କୁ ଜବରଦସ୍ତ ଆକ୍ସନ୍ ଭୂମିକାରେ ଦେଖିବାକୁ ମିଳିବ । ଏହି ସିନେମାରେ ରଣବିରଙ୍କ ବିପକ୍ଷରେ ସାଉଥ ସୁନ୍ଦରୀ ରସ୍ମିକା ମନ୍ଦନାଙ୍କୁ ନାୟିକା ଭାବେ ଦେଖିବାକୁ ମିଳିବ । ଫିଲ୍ମରେ ଅନ୍ୟାନ ପ୍ରମୁଖ ଭୂମିକାରେ ଅନୀଲContinue reading “୪୨ ବର୍ଷରେ ପାଦ ଦେଲେ ବଲିଉଡ୍ ଅଭିନେତା ରଣବିର କପୁର: ଜନ୍ମଦିନରେ ଆସିଲା ଆଗାମୀ ସିନେମା ‘ଆନିମଲ’ର ପ୍ରଥମ ଟ୍ରେଲର”