ସାବଧାନ! ମାଡ଼ି ଆସୁଛି ହାତୀ: ଢେଙ୍କାନାଳ ଚାନ୍ଦପୁର ଓ ମହାବିରୋଡ଼ ଗାଁ ରାସ୍ତା ହାତୀ ଆତଙ୍କ

କନକ ବ୍ୟୁରୋ: ଗାଁ ଗାଁରେ ବଲୁଛନ୍ତି ହାତୀ । ରାସ୍ତା ଉପରେ ଉପଦ୍ରବ ଜାରି ରଖିଛନ୍ତି ହାତୀ । ରାସ୍ତାରେ ଲୋକଙ୍କୁ ଗୋଡ଼ାଇ ବାଇକ ଭାଙ୍ଗିଦେଲା ହାତୀ । ଢେଙ୍କାନାଳ ଜିଲା ମହାବିରୋଡ଼ ରେଞ୍ଜ ଚାନ୍ଦପୁର ଓ ମହାବିରୋଡ଼ ଗାଁ ରାସ୍ତା ଉପରେ ଗୋଟିକିଆ ହାତୀ ଲୋକଙ୍କୁ ଗୋଡ଼ାଉଥିବା ବେଳେ ଆତଙ୍କିତ ହୋଇପଡିଛନ୍ତି ଲୋକେ । ହାତୀ ଆକ୍ରମଣ ଯୋଗୁ ଲୋକମାନେ ଜୀବନ ବିକଳ ହୋଇ ଦଉଡିବାର ଲାଗିଥିଲେ । ଶେଷରେ ବାଇକ ଭାଙ୍ଗି ଗୁଣ୍ଡ କାରିଦେଲାContinue reading “ସାବଧାନ! ମାଡ଼ି ଆସୁଛି ହାତୀ: ଢେଙ୍କାନାଳ ଚାନ୍ଦପୁର ଓ ମହାବିରୋଡ଼ ଗାଁ ରାସ୍ତା ହାତୀ ଆତଙ୍କ”

ଗାଁରେ ମିଳୁନି କାମ: ଦାଦନ ଖଟିବାକୁ ବିଦେଶ ଯାଉଛି ଗାଁର ପୁଅ

କନକ ବ୍ୟୁରୋ: ଗୁମୁରି କାନ୍ଦୁଛି ଗାଁ, ଘର ଅଗଣା । ସବୁଠି ଖାଁ ଖାଁ । କାହିଁକି ନା ଦାଦନର ଦୁଃଖ ପାଇଁ ଗାଁ ଏବେ ପୁରୁଷଶ୍ୱନ୍ୟ । ପେଟ ଚାଖଣ୍ଡକ ପାଇଁ ଏବଂ ପରିବାର ପେଟକୁ ଦାନା ଗଣ୍ଡାଏ ଦେବା ପାଇଁ କାମ ଖୋଜି ବିଦେଶ ଯାଇଛି ଗାଁ ପୁଅ । ଆଉ ବର୍ଷ ବର୍ଷ ଧରି ଘରଠାରୁ ଦୂରରେ ରହୁଥିବା ବେଳେ ପୁଅର ଫେରିବା ବାଟକୁ ଚାହିଁ ରହିଛି ମାଆ-ମାଟି । ଗାଁ ଅଛି,Continue reading “ଗାଁରେ ମିଳୁନି କାମ: ଦାଦନ ଖଟିବାକୁ ବିଦେଶ ଯାଉଛି ଗାଁର ପୁଅ”

ମେକାନିକ, କୁଲି ପରେ ଏବେ କାଠ କାରଖାନାରେ କାଠମସ୍ତ୍ରୀ ରୂପରେ ରାହୁଲ ଗାନ୍ଧୀ । ଦିଲ୍ଲୀ କାଠ ମାର୍କେଟରେ ପହଂଚି ମିସ୍ତ୍ରୀଙ୍କ ସହ କଲେ ଆଲୋଚନା

କନକ ବ୍ୟୁରୋ : କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ କିଛିଦିନ ହେବ ଲଗାତର ଭାବେ ସାଧାରଣ ଲୋକଙ୍କ ନିକଟରେ ପହଂଚି ସେମାନଙ୍କର ସୁଖଦୁଃଖ ପଚାରି ବୁଝୁଛନ୍ତି । ଏହି କ୍ରମରେ କେବେ ସେ ଗ୍ୟାରେଜ ପହଂଚି ଗାଡି ସଜାଡିବାର ଚିତ୍ର ଭାଇରାଲ ହେଉଛି ତ କେବେ ରେଳବାଇର କୁଲିଙ୍କ ସହ ମିଶି ବୋଝ ଉଠାଉଥିବାର ଫଟୋ ଭାଇରାଲ ହେଉଛି । ହେଲେ ଏବେ ସେ ଦିଲ୍ଲୀରେ ଥିବା ଏକ କାଠ କାରଖାନାରେ ପହଂଚି ମିସ୍ତ୍ରୀଙ୍କୁ ଭେଟିଛନ୍ତିContinue reading “ମେକାନିକ, କୁଲି ପରେ ଏବେ କାଠ କାରଖାନାରେ କାଠମସ୍ତ୍ରୀ ରୂପରେ ରାହୁଲ ଗାନ୍ଧୀ । ଦିଲ୍ଲୀ କାଠ ମାର୍କେଟରେ ପହଂଚି ମିସ୍ତ୍ରୀଙ୍କ ସହ କଲେ ଆଲୋଚନା”

ଗୀତରେ ଗୀତରେ ପାଚିକାଙ୍କ ପ୍ରତିବାଦ: ଗୀତ ଗାଇ ନିଜ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଉଦ୍ୟମ

କନକ ବ୍ୟୁରୋ: ତିନି ଦିନ ହେଲା ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଧାରଣାରେ ବସିଛନ୍ତି ଶହ ଶହ ପାଚିକା ସଂଘ ମହିଳା । ଦାବି ପୂରଣ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପାଚିକା ସଂଘ । ଧାରଣାସ୍ଥଳରୁ ଗୀତରେ ଗୀତରେ ସରକାରଙ୍କୁ କଟାକ୍ଷ କରିଛନ୍ତି । ଗୀତ ମାଧ୍ୟରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରତିବାଦକାରୀ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଉଠିବେ ନାହିଁ ବୋଲି କହିଛନ୍ତି ପାଚିକା ସଂଘ । ୧୪ ଶହ ଟଙ୍କାରେ ପରିବାର କିପରିContinue reading “ଗୀତରେ ଗୀତରେ ପାଚିକାଙ୍କ ପ୍ରତିବାଦ: ଗୀତ ଗାଇ ନିଜ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଉଦ୍ୟମ”

ବିଧାନସଭାରେ ଉଠିଲା ବିଜୁ ଯୁବ ବାହିନୀ ପ୍ରସଙ୍ଗ । ଏହି ଯୋଜନାରେ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର? ପଢ଼ନ୍ତୁ…

କନକ ବ୍ୟୁରୋ: ବିଧାନସଭାରେ ଉଠିଲା ବିଜୁ ଯୁବ ବାହିନୀ ପ୍ରସଙ୍ଗ । ବନ୍ଦ ହୋଇଯାଇଥିବା ବିଜୁ ଯୁବ ବାହିନୀ ଯୋଜନାରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାକୁ ନେଇ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ଏନେଇ ଗୃହରେ ହିସାବ ଦେଇଛନ୍ତି ସରକାର । ୨୦୧୮-୧୯ ରେ ଏହି ଯୋଜନା ଆରମ୍ଭ ହୋଇଥିଲା । ପ୍ରଥମେ ୨୦୧୮-୧୯ରେ ୧୫୯ କୋଟି ୮୯ ଲକ୍ଷ ୮୭ ହଜାର ଟଙ୍କା ବ୍ୟୟ ବରାଦ ହୋଇଥିବାବେଳେ ୧୯-୨୦ ରେContinue reading “ବିଧାନସଭାରେ ଉଠିଲା ବିଜୁ ଯୁବ ବାହିନୀ ପ୍ରସଙ୍ଗ । ଏହି ଯୋଜନାରେ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର? ପଢ଼ନ୍ତୁ…”

ଗତ ୨ ବର୍ଷରେ ସାପ କାମୁଡାରେ ଯାଇଛି କେତେ ଜୀବନ, ଅନୁକମ୍ପାମୂଳଳ ସହାୟତା ରାଶି ବାବଦକୁ କେତେ ଟଙ୍କା ଦିଅନ୍ତି ସରକାର? ଗୃହରେ ଉତ୍ତର ରଖିଲେ ବିଭାଗୀୟ ମନ୍ତ୍ରୀ ।

କନକ ବ୍ୟୁରୋ : ଗତ ୨ ବର୍ଷରେ ରାଜ୍ୟରେ ସାପ କାମୁଡାରେ ୧୩୩୬ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ଗୃହରେ ଉତ୍ତର ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି । ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ବିଧାନସଭାରେ ମନ୍ତ୍ରୀ ଲେଖିଥିବା ଉତ୍ତର ଅନୁଯାୟୀ, ଗତ ୨ ବର୍ଷରେ ସାପ କାମୁଡାରେ ୧୩୩୬ ଜଣ, ବଜ୍ରପାତରେ ୪୨୪, କୁମ୍ଭୀର ଆକ୍ରମଣରେ ୧୧, ହାତୀ ଆକ୍ରମଣରେContinue reading “ଗତ ୨ ବର୍ଷରେ ସାପ କାମୁଡାରେ ଯାଇଛି କେତେ ଜୀବନ, ଅନୁକମ୍ପାମୂଳଳ ସହାୟତା ରାଶି ବାବଦକୁ କେତେ ଟଙ୍କା ଦିଅନ୍ତି ସରକାର? ଗୃହରେ ଉତ୍ତର ରଖିଲେ ବିଭାଗୀୟ ମନ୍ତ୍ରୀ ।”

ସାମ୍ନାକୁ ଆସିଲା ଜଟଣୀରେ ଗଣେଶ ବିସର୍ଜନ ବେଳର ଛାତିଥରା ଦୃଶ୍ୟ: ବିଦ୍ୟୁତ ତାର ବାଜି ଗାଡି ଉପରେ ଅଚେତ ହୋଇ ପଡିଗଲେ ଯୁବକ

କନକ ବ୍ୟୁରୋ: ଗଣେଶ ବିସର୍ଜନ ବେଳେ ଅଘଟଣ । ବିଦ୍ୟୁତ ଆଘାତରେ ଗୁରୁତର ଆହତ ହେଲେ ଜଟଣୀ ଅଂଚଳର ଜଣେ ଯୁବକ । ଏହେଉଛି ସେହି ଚିତ୍ର ଯେଉଁ ସମୟରେ ଗଣେଶଙ୍କୁ ବିସର୍ଜନ ପାଇଁ ନେଇ ଯାଉଥିଲେ କିଛି ଯୁବକ । ଆଉ ଏହି ସମୟରେ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ ଯୁବକ ଜଣଙ୍କ । ଯାହାର ଚିତ୍ର ଅତି ଭୟଙ୍କର ଥିଲା । ସୂଚନା ଅନୁସାରେ ଜଟଣୀ ଅଂଚଳର କିଛି ଯୁବକ ଡିଜେ ବଜାଇ ବେଶContinue reading “ସାମ୍ନାକୁ ଆସିଲା ଜଟଣୀରେ ଗଣେଶ ବିସର୍ଜନ ବେଳର ଛାତିଥରା ଦୃଶ୍ୟ: ବିଦ୍ୟୁତ ତାର ବାଜି ଗାଡି ଉପରେ ଅଚେତ ହୋଇ ପଡିଗଲେ ଯୁବକ”

ପୋଡିୟମ ତଳେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଧାରଣା: ପ୍ରଶ୍ନକାଳରେ ପ୍ରଶ୍ନ କରିବାକୁ ସୁଯୋଗ ନମିଳିବାରୁ କରିଥିଲେ ପ୍ରତିବାଦ

କନକ ବ୍ୟୁରୋ: ଗୃହରେ ପ୍ରଶ୍ନକାଳରେ ପ୍ରଶ୍ନ ପଚାରିବାକୁ ସୁଯୋଗ ନମିଳିବାରୁ ପ୍ରତିବାଦ କଲେ ଗୋପାଳପୁର ବିଧାୟକ । ପ୍ରଥମେ ନିଜ ଆସନରେ ରହି ପ୍ରତିବାଦ ଜଣାଇଥିଲେ । ଏହାପରେ ପୋଡିୟମ ତଳେ ଯାଇ ଧାରଣାରେ ବସିଥିଲେ । ଆଉ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ସମର୍ଥମ ଜଣାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଏହାପରେ ବାଚସ୍ପତି ପ୍ରଦୀପ ପାଣିଗ୍ରାହୀଙ୍କୁ ପ୍ରତିବାଦରୁ ଉଠି ଗୃହ କାର୍ଯ୍ୟContinue reading “ପୋଡିୟମ ତଳେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଧାରଣା: ପ୍ରଶ୍ନକାଳରେ ପ୍ରଶ୍ନ କରିବାକୁ ସୁଯୋଗ ନମିଳିବାରୁ କରିଥିଲେ ପ୍ରତିବାଦ”

ଉତ୍ତରକୋରିଆ ବଦଳାଇଲା ନିଜ ଦେଶର ସମ୍ବିଧାନ । ଦେଶକୁ ପରମାଣୁ ରାଷ୍ଟ୍ର ଘୋଷଣା କଲେ କିମ୍ ଜୋଙ୍ଗ୍

କନକ ବ୍ୟୁରୋ : ଉତ୍ତରକୋରିଆ ତରଫରୁ ପରମାଣୁ ଅସ୍ତ୍ର ମାନ୍ୟତାକୁ ସମ୍ବିଧାନ ସହ ଯୋଡିଲା । ଏନେଇ ଉତ୍ତର କୋରିଆ ଗଣମାଧ୍ୟରେ ଗୁରୁବାର ଦିନ ପ୍ରକାଶ ପାଇଥିବା ଖବର ମୁତାବକ ବୁଧବାର ଦିନ ଷ୍ଟେଟ ପିପୁଲ୍ସ ଆସେମ୍ବିଲ ବୈଠକରେ କିମ୍ ଜୋଙ୍ଗ କହିଛନ୍ତି କି, ଉତ୍ତର କୋରିଆ ଆଣବିକ ଶକ୍ତି ନିର୍ମାଣ ନୀତିକୁ ଏକ ମୌଳିକ ରାଷ୍ଟ୍ରୀୟ ଆଇନ ଭାବେ ସ୍ଥାୟୀ କରାଯାଇଛି । ଯାହାକୁ କେହି ଉଲଙ୍ଘନ କରିବାକୁ ଅନୁମତି ନାହିଁ । ଏହା ଏକContinue reading “ଉତ୍ତରକୋରିଆ ବଦଳାଇଲା ନିଜ ଦେଶର ସମ୍ବିଧାନ । ଦେଶକୁ ପରମାଣୁ ରାଷ୍ଟ୍ର ଘୋଷଣା କଲେ କିମ୍ ଜୋଙ୍ଗ୍”

ଧର୍ମଘଟ ନିଷ୍ପତିରେ ଘରୋଇ ବସ ମାଲିକ ସଂଘ ଅଟଳ: ପରିବହନ କମିସନରଙ୍କ ସହ ବୈଠକ ବିଫଳ

କନକ ବ୍ୟୁରୋ: ଅଲ ଓଡ଼ିଶା ବସ୍ ମାଲି ସଂଘ ଆନ୍ଦୋଳନ ପ୍ରସଙ୍ଗ । ପରିବହନ କମିସନରଙ୍କ ସହ ହୋଇଛି ଆଲୋଚନା । ହେଲେ ପୂର୍ବ ନିଷ୍ପତି ଅନୁଯାୟୀ ୨ ତାରିଖରେ ମାଲକାନଗିରି ଓ ୧୦ ତାରିଖରେ ଓଡ଼ିଶା ବନ୍ଦ ନିଷ୍ପତିରେ ଏବେବି ବଳବତର ରହିଛି ବୋଲି କହିଛି ସଂଘ । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ ଯୋଜନାକୁ ବିରୋଧ କରି ଓଡିଶା ବସ ମାଲିସ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତିContinue reading “ଧର୍ମଘଟ ନିଷ୍ପତିରେ ଘରୋଇ ବସ ମାଲିକ ସଂଘ ଅଟଳ: ପରିବହନ କମିସନରଙ୍କ ସହ ବୈଠକ ବିଫଳ”

Design a site like this with WordPress.com
Get started