କନକ ବ୍ୟୁରୋ: ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଂଜ ମୃତ୍ୟୁ ଘଟଣା । ମୃତ୍ୟୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର । ଜିଲ୍ଲା ମହିଳା ଅପରାଧ ତଦନ୍ତକାରୀ କମିଟି ଏହାର ତଦନ୍ତ କରିବେ । ଡିଏସପି ପାହ୍ୟାର ଜଣେ ଅଧିକାରୀ ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସପି । ୧୯ ତାରିଖରେ ସହକାରୀ ଜିଲ୍ଲାପାଳଙ୍କ ମୃତଦେହ ମିଳିଥିଲା । ହେଲେ ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନContinue reading “ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲା: ତଦନ୍ତ ନିର୍ଦ୍ଦେଶ ଦେଲେ ଏସପି”
Tag Archives: News
ରାଜ୍ୟର ୧୫ ଜିଲ୍ଲା ଭୂମିକମ୍ପ ପ୍ରବଣ ଅଞ୍ଚଳ । ବିଧାନସଭାରେ ସୂଚନା ଦେଲେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ । ଦେଖନ୍ତୁୁ, ଲିଷ୍ଟରେ ଅଛି କେଉଁ କେଉଁ ଜିଲ୍ଲା?
କନକ ବ୍ୟୁରୋ: ରାଜ୍ୟର ୧୫ ଜିଲ୍ଲା ଏବେ ଭୂମିକମ୍ପ ପ୍ରବଣ ଅଞ୍ଚଳ । ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନରେ ଉତ୍ତର ଦେଇ ମନ୍ତ୍ରୀ ଆଜି ଏହି ସୂଚନା ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ, କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରଶ୍ନ କରିଥିଲେ ଯେ, ରାଜ୍ୟର କେଉଁ କେଉଁ ଜିଲ୍ଲା ଭୂକମ୍ପ ପ୍ରବଣContinue reading “ରାଜ୍ୟର ୧୫ ଜିଲ୍ଲା ଭୂମିକମ୍ପ ପ୍ରବଣ ଅଞ୍ଚଳ । ବିଧାନସଭାରେ ସୂଚନା ଦେଲେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ । ଦେଖନ୍ତୁୁ, ଲିଷ୍ଟରେ ଅଛି କେଉଁ କେଉଁ ଜିଲ୍ଲା?”
ପିଲାଙ୍କୁ ବିଜ୍ଞାନ ପଢ଼ାଇଲେ ଜିଲ୍ଲାପାଳ । ପ୍ରଶ୍ନ ପଚାରିବା ସହ ବିଷୟ ବସ୍ତୁରେ ଥିବା ସନ୍ଦେହ ଦୂର କଲେ ଜିଲ୍ଲାପାଳ ଚଞ୍ଚଳ ରାଣା ।
କନକ ବ୍ୟୁରୋ: ପିଲାଙ୍କୁ ବିଜ୍ଞାନ ପଢ଼ାଇଲେ ଜିଲ୍ଲାପାଳ । ପିଲାଙ୍କୁ ପ୍ରଶ୍ନ ପଚାରିବା ସହ ବିଷୟ ବସ୍ତୁରେ ଥିବା ସନ୍ଦେହ ଦୂର କରିଛନ୍ତି ଜିଲ୍ଲାପାଳ ଚଞ୍ଚଳ ରାଣା । ଜନଶୁଣାଣି କାର୍ଯ୍ୟକ୍ରମ ପାଇଁ ବଲାଙ୍ଗୀରରୁ ବାହାରି ଆଗଲପୁର ଯାଉଥିଲେ ଜିଲ୍ଲାପାଳ । କିନ୍ତୁ ରାସ୍ତାରେ ହଠାତ ବଡ଼ଟିକା ଗାଁର ଧରଣୀଧର ହାଇସ୍କୁଲକୁ ଗସ୍ତ କରିଥିଲେ । ଦଶମ ଶ୍ରେଣୀ କ୍ଲାସ ଆରମ୍ଭ ହେଉଥିବା ବେଳେ ପିଲାମାନେ ବିଜ୍ଞାନ ପଢ଼ୁଥିଲେ । ଜିଲ୍ଲାପାଳ ଶ୍ରେଣୀକୁ ଯାଇ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନContinue reading “ପିଲାଙ୍କୁ ବିଜ୍ଞାନ ପଢ଼ାଇଲେ ଜିଲ୍ଲାପାଳ । ପ୍ରଶ୍ନ ପଚାରିବା ସହ ବିଷୟ ବସ୍ତୁରେ ଥିବା ସନ୍ଦେହ ଦୂର କଲେ ଜିଲ୍ଲାପାଳ ଚଞ୍ଚଳ ରାଣା ।”
ମଧ୍ୟପ୍ରଦେଶ ଭଳି ରାଜସ୍ଥାନରେ ବି ସାଂସଦ ଓ କେନ୍ଦ୍ରମନ୍ତ୍ରୀଙ୍କୁ ବିଧାୟକ ଭାବେ ପ୍ରାର୍ଥୀ କରିବ ବିଜେପି । ଜାଣନ୍ତୁ କେଉଁ କେଉଁ କେନ୍ଦ୍ରମନ୍ତ୍ରୀ ହେବେ ବିଧାୟକ ପ୍ରାଥୀ
କନକ ବ୍ୟୁରୋ : ଆଗକୁ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ରହିଛି । ଏହାକୁ ନଜରରେ ରଖି ସମସ୍ତ ରାଜନୈତିକ ଦଳ ସେମାନଙ୍କର ରଣନୀତି ପ୍ରସ୍ତୁତ କରୁଥିବା ବେଳେ ବିଜେପି କିନ୍ତୁ ନିଆରା ରଣନୀତି ଆପଣାଇଛି । ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ବିଜେପି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । ଏହି ତାଲିକାରେ କିଛି କେନ୍ଦ୍ରମନ୍ତ୍ରୀଙ୍କ ସମେତ କିଛି ସାଂସଦଙ୍କର ନାମ ରହିଛି । ଯେଉଁମାନେ କି ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଧାୟକ ପ୍ରାର୍ଥୀContinue reading “ମଧ୍ୟପ୍ରଦେଶ ଭଳି ରାଜସ୍ଥାନରେ ବି ସାଂସଦ ଓ କେନ୍ଦ୍ରମନ୍ତ୍ରୀଙ୍କୁ ବିଧାୟକ ଭାବେ ପ୍ରାର୍ଥୀ କରିବ ବିଜେପି । ଜାଣନ୍ତୁ କେଉଁ କେଉଁ କେନ୍ଦ୍ରମନ୍ତ୍ରୀ ହେବେ ବିଧାୟକ ପ୍ରାଥୀ”
ରିଲିଜ ହେଲା ଫିଲ୍ମ ‘ଭ୍ୟାକ୍ସିନ୍ ୱାର୍’ । ପ୍ରଥମ ଦିନ ରିଭ୍ୟୁରେ ପାୱାରଫୁଲ କହିଲେ ଦର୍ଶକ ।
କନକ ବ୍ୟୁରୋ: ରିଲିଜ୍ ହେଲା ଭ୍ୟାକ୍ସିନ୍ ୱାର । ଫିଲ୍ମର ପ୍ରଥମ ରିଭ୍ୟୁରେ ଏହାକୁ ପାୱାରଫୁଲ୍ ଦର୍ଶାଯାଇଛି । ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ ଏହାକୁ ଜ୍ଞାନବର୍ଦ୍ଧକ ଓ ପ୍ରେରଣାଦାୟକ କହିଛନ୍ତି । ବିବେକ ଅଗ୍ନିହୋତ୍ରୀଙ୍କ ଏହି ଫିଲ୍ମଟି ଓମେନ୍ ପାୱାର ଉପରେ ପର୍ଯ୍ୟବେସିତ । ଫିଲ୍ମରେ ନାନା ପାଟେକର, ପଲ୍ଲବୀ ଯୋଶୀ, ଅନୁପମ ଖେର, ରାଇମା ସେନ୍ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି । ୨ଘଣ୍ଟା ୪୦ ମିନିଟର ଏହି ଫିଲ୍ମରେ ବୈଜ୍ଞାନିକମାନଙ୍କୁ ସମାଜର ପ୍ରକୃତContinue reading “ରିଲିଜ ହେଲା ଫିଲ୍ମ ‘ଭ୍ୟାକ୍ସିନ୍ ୱାର୍’ । ପ୍ରଥମ ଦିନ ରିଭ୍ୟୁରେ ପାୱାରଫୁଲ କହିଲେ ଦର୍ଶକ ।”
ଆରପାରିରେ ପ୍ରସିଦ୍ଧ କୃଷି ବିଜ୍ଞାନୀ ଏମଏସ୍ ସ୍ୱାମୀନାଥନଙ୍କର ୯୮ ବର୍ଷ ବୟସରେ ଦେହାନ୍ତ । ଚେନ୍ନାଇରେ ଶେଷ ନିଶ୍ୱାସ ତ୍ୟାଗ କଲେ ଏହି ବୈଜ୍ଞାନିକ
କନକ ବ୍ୟୁରୋ : ଦେଶରେ ଜଣାଶୁଣା କୃଷି ବୈଜ୍ଞାନିକ ଏମଏସ୍ ସ୍ୱାମୀନାଥନଙ୍କର ମୃତ୍ୟୁ ହୋଇଛି । ଚେନ୍ନାଇ ଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା । ଦେଶରେ ସବୁଜ କ୍ରାନ୍ତିର ଜନକ ଥିଲେ ଏହି ବୈଜ୍ଞାନିକ । ପ୍ରଫେସର ସ୍ୱାମୀ ନାଥନ୍ ଜଣେ ପ୍ରସିଦ୍ଧ କୃଷି ବିଜ୍ଞାନୀ ଥିଲେ । ଯିଏ କି ଦେଶରେ ଚାଉଳ ଓ ଗହମର ନୂଆ ନୂଆ ବିହନ ପ୍ରସ୍ତୁତContinue reading “ଆରପାରିରେ ପ୍ରସିଦ୍ଧ କୃଷି ବିଜ୍ଞାନୀ ଏମଏସ୍ ସ୍ୱାମୀନାଥନଙ୍କର ୯୮ ବର୍ଷ ବୟସରେ ଦେହାନ୍ତ । ଚେନ୍ନାଇରେ ଶେଷ ନିଶ୍ୱାସ ତ୍ୟାଗ କଲେ ଏହି ବୈଜ୍ଞାନିକ”
ବିଧାନସଭାରେ ବର୍ଷିଲେ ବିରୋଧୀ । ସରକାରକୁ ଟାର୍ଗେଟ କଲେ ଜୟ ନାରାୟଣ, ନରସିଂହ । ଜବାବ ରଖିଲେ ବିଧାୟକ ଅରୁଣ ସାହୁ ।
କନକ ବ୍ୟୁରୋ: ବିଧାନସଭା ଶୂନ୍ୟକାଳରେ ଉଠିଲା ସଚିବଙ୍କ ଗସ୍ତ ପ୍ରସଙ୍ଗ । ଗୁରୁବାର ସଚିବଙ୍କ ଗସ୍ତକୁ ନେଇ ସରକାରକୁ ଜୋରଦାର ଟାର୍ଗେଟ କରିଛନ୍ତି ବିରୋଧୀ । ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ରଙ୍କ ସହିତ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ସଚିବଙ୍କ ଗସ୍ତ ପ୍ରସଙ୍ଗ ଉଠାଇ ଆଜି ଗୃହରେ ବର୍ଷିଛନ୍ତି । ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ କହିବା କଥା ହେଲା, ସେ ହେଲିକପ୍ଟର ହିସାବ ମାଗିନଥିଲେ । ହେଲେ ମୁଖ୍ୟମନ୍ତ୍ରୀContinue reading “ବିଧାନସଭାରେ ବର୍ଷିଲେ ବିରୋଧୀ । ସରକାରକୁ ଟାର୍ଗେଟ କଲେ ଜୟ ନାରାୟଣ, ନରସିଂହ । ଜବାବ ରଖିଲେ ବିଧାୟକ ଅରୁଣ ସାହୁ ।”
ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରେ ହାଇସ୍କୁଲ ଶିକ୍ଷକ । ଦୁଇ ଦଫା ଦାବି ନେଇ ଶତାଧିକ ଶିକ୍ଷକଙ୍କ ଆନ୍ଦୋଳନ
କନକ ବ୍ୟୁରୋ: ଭୁବନେଶ୍ୱର ମାଷ୍ଟର କ୍ୟାଂଟିନ୍ରେ ଶିକ୍ଷକ ସଂଘର ଶକ୍ତି ପ୍ରଦର୍ଶନ । ଓଡ଼ିଶା ସରକାରୀ ହାଇସ୍କୁଲର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ରାସ୍ତା ଅବରୋଧ କରିଛନ୍ତି । ଦୁଇ ଦଫା ଦାବି ନେଇ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଗର୍ଜନ କରିଛନ୍ତି । ୬ ବର୍ଷ ଚୁକ୍ତି ଅବଧିକୁ ନିୟମିତ ଚାକିରିରେ ସାମିଲ କରି ଦରମା ବୃଦ୍ଧି କରିବା ଓ ପୁରୁଣା ପେନସନ୍ ଲାଗୁ କରିବା ଦାବିରେ ଓଡ଼ିଶା ସରକାରୀ ହାଇସ୍କୁଲର ଶତାଧିକ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇଛନ୍ତି । TheContinue reading “ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରେ ହାଇସ୍କୁଲ ଶିକ୍ଷକ । ଦୁଇ ଦଫା ଦାବି ନେଇ ଶତାଧିକ ଶିକ୍ଷକଙ୍କ ଆନ୍ଦୋଳନ”
ବିରୋଧୀଙ୍କୁ ଅରୁଣଙ୍କ କାଉଣ୍ଟର । ସୁସ୍ଥ ମସ୍ତିଷ୍କ ନେଇ ବିଧାନସଭା ଆସନ୍ତୁ, ଅଭିଯୋଗ ଆଣୁଥିବା ବିରୋଧୀଙ୍କର ମେଣ୍ଟାଲ ହେଲଥ୍ ଭଲ ନାହିଁ ।
କନକ ବ୍ୟୁରୋ : ବିଧାନସଭାର ଶୂନ୍ୟକାଳରେ ପୁଣି ହୋ-ହଲ୍ଲା । ଗୃହରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରଶ୍ନ କରିଥିବା ବେଳେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ରାଜ୍ୟରେ ଏବେ ଗୁମାସ୍ତା ଶାସନ ଚାଲିଛି । ଗଣତନ୍ତ୍ରର ହତ୍ୟା କରାଯାଉଛି । ବିରୋଧୀଙ୍କ ଏଭଳି ପ୍ରଶ୍ନକୁ କାଉଣ୍ଟର କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଅରୁଣ କହିଛନ୍ତି, ବିରୋଧୀ ଜ୍ଞାନ ବାଣ୍ଟୁଛନ୍ତି କିନ୍ତୁ ଜ୍ଞାନ ଗ୍ରହଣContinue reading “ବିରୋଧୀଙ୍କୁ ଅରୁଣଙ୍କ କାଉଣ୍ଟର । ସୁସ୍ଥ ମସ୍ତିଷ୍କ ନେଇ ବିଧାନସଭା ଆସନ୍ତୁ, ଅଭିଯୋଗ ଆଣୁଥିବା ବିରୋଧୀଙ୍କର ମେଣ୍ଟାଲ ହେଲଥ୍ ଭଲ ନାହିଁ ।”
ନିଖୋଜ ପଛର କାରଣ କହିଲା ପୋଲିସ । ମାନସିକ ଚାପରୁ ନିଖୋଜ ଥିଲେ କଟକ ବଡମ୍ବା କାନାରା ବ୍ୟାଙ୍କ ମ୍ୟାନେଜର ତପନ କୁମାର ସାହୁ ।
କନକ ବ୍ୟୁରୋ: ମାନସିକ ଚାପରୁ ନିଖୋଜ ଥିଲେ କଟକ ବଡମ୍ବା କାନାରା ବ୍ୟାଙ୍କ ମ୍ୟାନେଜର ତପନ କୁମାର ସାହୁ । ସେ ନିଜ ଇଚ୍ଛାରେ ବିଶାଖାପାଟଣା ପଳାଇଥିବା କଟକ ଆଡିସିନାଲ ଏସପି ସୂଚନା ଦେଇଛନ୍ତି । ତାଙ୍କର ଧାରା ୧୬୧ରେ ବୟାନ ରେକର୍ଡ କରାଯାଇଛି । ତାଙ୍କର କ’ଣ ମାନସିକ ଚାପ ଥିବା ସେନେଇ ତଦନ୍ତ କରାଯାଉଥିବା ପୋଲିସ ସୂଚନା ଦେଇଛି । ଗତକାଲି ରାତିରେ ବିଶାଖାପାଟଣାରୁ ଫେରୁଥିବା ବେଳେ ଗଞ୍ଜାମ ଗୋଳନ୍ଥରା ଥାନା ନିକଟରେ ଥିବାContinue reading “ନିଖୋଜ ପଛର କାରଣ କହିଲା ପୋଲିସ । ମାନସିକ ଚାପରୁ ନିଖୋଜ ଥିଲେ କଟକ ବଡମ୍ବା କାନାରା ବ୍ୟାଙ୍କ ମ୍ୟାନେଜର ତପନ କୁମାର ସାହୁ ।”