ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଓ ବେଲ୍ ଆଇକନ୍ ପ୍ରେସ୍ କରନ୍ତୁ । ଜନତାଙ୍କୁ ଅପିଲ୍ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

କନକ ବ୍ୟୁରୋ: ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଓ ବେଲ୍ ଆଇକନ୍ ପ୍ରେସ୍ କରନ୍ତୁ । ଜନତାଙ୍କୁ ଏଭଳି ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୟୁ ଟ୍ୟୁବ୍ ଫେନଫେଷ୍ଟ ଇଣ୍ଡିଆ ୨୦୨୩ରେ ନିଜର ଚ୍ୟାନେଲ ବିଷୟରେ କହିଛନ୍ତି ପ୍ରଧାନମନ୍ତ୍ରୀ । ସେ ନିଜକୁ ଏକ ୟୁଟ୍ୟୁବର ବୋଲି କହିବା ସହ ୧୫ ବର୍ଷ ହେବ ୟୁଟ୍ୟୁବ୍ ମାଧ୍ୟମରେ ଦେଶଦୁନିଆ ସହ ଜଡ଼ିତ ଥିବା କହିଛନ୍ତି । ମୋଦୀ ଆହୁରି କହିଛନ୍ତି ୟୁଟ୍ୟୁବ୍ ଏକ ବଡ଼Continue reading “ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଓ ବେଲ୍ ଆଇକନ୍ ପ୍ରେସ୍ କରନ୍ତୁ । ଜନତାଙ୍କୁ ଅପିଲ୍ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।”

ଯେଉଁଠି ଖେଳାଳି, ସେଇଠି ହେବ ଷ୍ଟାଡିୟମ । ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ । କହିଲେ, ଅଧିକ ହକି ଖେଳାଳି ବାହାରୁଥିବା ସ୍ଥାନରେ ନିର୍ମାଣ ହେବ ଷ୍ଟାଡିୟମ୍

କନକ ବ୍ୟୁରୋ: ଯେଉଁଠି ଖେଳାଳି, ସେଇଠି ହେବ ଷ୍ଟାଡିୟମ୍ । ଅଧିକ ହକି ଖେଳାଳି ବାହାରୁଥିବା ସ୍ଥାନରେ ନିର୍ମାଣ ହେବ ଷ୍ଟାଡିୟମ୍ । ଯେଉଁ ସ୍ଥାନର ଖେଳାଳି ମାନେ ଦେଶ ଓ ରାଜ୍ୟ ପାଇଁ ଗର୍ବ ଗୌରବ ଆଣିଛନ୍ତି ସେହି ସ୍ଥାନରେ ହକି ଷ୍ଟାଡିୟମ୍ ନିର୍ମାଣ ପାଇଁ ଯୋଜନା ରହିଛି । ବିଧାନସଭା ପ୍ରଶ୍ନକାଳରେ ଏଭଳି ଉତ୍ତର ରଖିଛନ୍ତି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା । ଏହାସହିତ ରାଜ୍ୟରେ ୩୫ଟି ଆଷ୍ଟ୍ରୋ ଟର୍ଫContinue reading “ଯେଉଁଠି ଖେଳାଳି, ସେଇଠି ହେବ ଷ୍ଟାଡିୟମ । ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ । କହିଲେ, ଅଧିକ ହକି ଖେଳାଳି ବାହାରୁଥିବା ସ୍ଥାନରେ ନିର୍ମାଣ ହେବ ଷ୍ଟାଡିୟମ୍”

ମୋତେ କାହିଁକି ସରକାରୀ କାର୍ଯ୍ୟକ୍ରମକୁ ଡକାଯାଉନି, ଏହାର ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ ବାଚସ୍ପତି । ଗୃହରେ ବଲାଙ୍ଗୀର ମ୍ୟୁନିସପାଲଟି ଅଧ୍ୟକ୍ଷଙ୍କ ନାଁରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଲେ ନରସିଂହ ।

କନକ ବ୍ୟୁରୋ : ବିଧାନସଭାରେ ବର୍ଷିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ବଲାଙ୍ଗୀର ମ୍ୟୁନିସପାଲଟି ଅଧ୍ୟକ୍ଷଙ୍କ ବିରୋଧରେ ଗୃହରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଛନ୍ତି ନରସିଂହ ମିଶ୍ର । ନରସିଂହଙ୍କ ଅଭିଯୋଗ ଅନୁଯାୟୀ, ବଲାଙ୍ଗୀରରେ ହେଉଥିବା ସରକାରୀ କାର୍ଯ୍ୟକ୍ରମରେ ମୋତେ ନିମନ୍ତ୍ରଣ କରାଯାଉନାହିଁ । କାହିଁକି ନିମନ୍ତ୍ରଣ ଦିଆଯାଉନାହିଁ ତାହା ମଧ୍ୟ ଜଣାନାହିଁ । ତେଣୁ ବାଚସ୍ପତି ତୁରନ୍ତ ଏହାର ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରିଛନ୍ତି ନରସିଂହ । ଏହାସହContinue reading “ମୋତେ କାହିଁକି ସରକାରୀ କାର୍ଯ୍ୟକ୍ରମକୁ ଡକାଯାଉନି, ଏହାର ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ ବାଚସ୍ପତି । ଗୃହରେ ବଲାଙ୍ଗୀର ମ୍ୟୁନିସପାଲଟି ଅଧ୍ୟକ୍ଷଙ୍କ ନାଁରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଲେ ନରସିଂହ ।”

କ୍ୟାପିଟାଲ ହସ୍ପିଟାଲରେ ପିଲା ଅଦଳବଦଳ ଅଭିଯୋଗ । କ୍ୟାପିଟାଲ ଥାନାରେ ପହଞ୍ଚିଲା ମାମଲା । ଡିଏନଏ ଟେଷ୍ଟ ପାଇଁ ଅଭିଯୋଗକାରୀଙ୍କ ଦାବି ।

କନକ ବ୍ୟୁରୋ: କ୍ୟାପିଟାଲ୍ ହସପିଟାଲରେ ପିଲା ଅଦଳବଦଳ ଅଭିଯୋଗ ପରେ ବିବାଦ ଲାଗି ରହିଛି । ହସ୍ପିଟାଲ ପକ୍ଷରୁ ତଦନ୍ତ କରି ରିପୋର୍ଟ ଦିଆଯାଇଥିଲା ଅଭିଯୋଗକାରୀଙ୍କ ଝିଅ ହୋଇଛି । ହେଲେ ଅଭିଯୋଗକାରୀ ପ୍ରାଣକୃଷ୍ଣ ବିଶ୍ୱାଳ ଅସନ୍ତୁଷ୍ଟ ଥିବାରୁ ଏବେ ଡିଏନଏ ଟେଷ୍ଟ କରାଯିବ ବୋଲି ଜଣାପଡିଛି । କେନ୍ଦ୍ରାପଡାର ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ଅଭିଯୋଗ ଅନୁସାରେ ପ୍ରଥମେ ପୁଅ ଜନ୍ମ ହୋଇଥିବା କହି ପରେ ଶିଶୁ କନ୍ୟା ଧରାଇ ଦେଇଥିଲେ ହସ୍ପିଟାଲ କର୍ମଚାରୀ । ପ୍ରାଣକୃଷ୍ଣଙ୍କ ଏହିContinue reading “କ୍ୟାପିଟାଲ ହସ୍ପିଟାଲରେ ପିଲା ଅଦଳବଦଳ ଅଭିଯୋଗ । କ୍ୟାପିଟାଲ ଥାନାରେ ପହଞ୍ଚିଲା ମାମଲା । ଡିଏନଏ ଟେଷ୍ଟ ପାଇଁ ଅଭିଯୋଗକାରୀଙ୍କ ଦାବି ।”

ଅନ୍ୟ ରାଜ୍ୟ ତୁଳନାରେ ଓଡିଶାର ଚାଷୀ ଗରିବ । ବିଧାନସଭାରେ ମାନିଲେ ସରକାର । ୨୮ ରାଜ୍ୟ ତାଲିକାରେ ୨୭ତମ ସ୍ଥାନରେ ଓଡିଶା

କନକ ବ୍ୟୁରୋ: ଚାଷୀଙ୍କ ପାଇଁ ସରକାର କାଳିଆ, ବଳରାମ ଯୋଜନାଠାରୁ ଆରମ୍ଭ କରି ଅନେକ ଯୋଜନା କରୁଛନ୍ତି । ହେଲେ ଚାଷୀଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସିପାରୁ ନାହିଁ । ଅନ୍ୟ ରାଜ୍ୟର ଚାଷୀ ତୁଳନାରେ ଓଡିଶାର ଚାଷୀ ପରିବାର ଗରିବ । ଏହା ଖୋଦ୍ ରାଜ୍ୟ ସରକାର ବିଧାନସଭାରେ ସ୍ୱୀକାର କରିଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ଏହା ମାନିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁContinue reading “ଅନ୍ୟ ରାଜ୍ୟ ତୁଳନାରେ ଓଡିଶାର ଚାଷୀ ଗରିବ । ବିଧାନସଭାରେ ମାନିଲେ ସରକାର । ୨୮ ରାଜ୍ୟ ତାଲିକାରେ ୨୭ତମ ସ୍ଥାନରେ ଓଡିଶା”

ଘରୋଇ ଫାଇନାନ୍ସ କମ୍ପାନୀର କର୍ମଚାରୀ ନିଖୋଜ । କଲେକ୍ସନ ସାରି ଫେରୁଥିବାବେଳେ ଆଉ ମିଳୁନି ପତ୍ତା ।

କନକ ବ୍ୟୁରୋ: ଘରୋଇ ଫାଇନାନ୍ସ କମ୍ପାନୀର କର୍ମଚାରୀ ନିଖୋଜ । କଲେକ୍ସନ ସାରି ଫେରୁଥିବା ବେଳେ ନିଖୋଜ ହୋଇଯାଇଛନ୍ତି କର୍ମଚାରୀ । ତାଙ୍କ ଫୋନ୍ ନଲାଗିବାରୁ ଥାନାରେ ଅଭିଯୋଗ କରିଛନ୍ତି ଫାଇନାନ୍ସ କର୍ମଚାରୀ କର୍ତୃପକ୍ଷ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକରେ ଘଟିଛି ଏହି ଘଟଣା । ତନ୍ତିଆପାଳ ସାମୁଦ୍ରିକ ଥାନା ନିକଟ ଡାକବଙ୍ଗଳା ପାଖରେ ତାଙ୍କ ବାଇକ୍, ଚପଲ, ବ୍ୟାଗ୍ ଏବଂ ଲାପଟପ୍ ପଡ଼ି ରହିଛି । ନିଖୋଜ ଏଜେଣ୍ଟଙ୍କ ନାମ ସ୍ୱାଗତ ସାମଲ, ତାଙ୍କରContinue reading “ଘରୋଇ ଫାଇନାନ୍ସ କମ୍ପାନୀର କର୍ମଚାରୀ ନିଖୋଜ । କଲେକ୍ସନ ସାରି ଫେରୁଥିବାବେଳେ ଆଉ ମିଳୁନି ପତ୍ତା ।”

ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ବିରୋଧ । ବାଣପୁରରେ ବିରୋଧୀଙ୍କ ଅଣ୍ଡାମାଡ଼ । ଘଟଣାସ୍ଥଳରେ ଉତ୍ତେଜନା, ଥାନାରେ ମାମଲା

କନକ ବ୍ୟୁରୋ: ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ବିରୋଧ ପ୍ରଦର୍ଶନ କରାଯାଇଛି । ଚା’ ଖଟିକୁ ଯାଇଥିବା ବେଳେ ବାଣପୁର ବିଷରପାଟଣା ଛକରେ ତାଙ୍କୁ ବିରୋଧ କରିଛନ୍ତି ବିରୋଧୀ । ପୂର୍ବତନ ବିଧାୟକଙ୍କ ଉପରକୁ ଆକ୍ରମଣ କରିବା ସହ ଅଣ୍ଡାମାଡ଼ କରିଛନ୍ତି ବିରୋଧୀ । ତେବେ ଘଟଣା ସ୍ଥଳରେ ଉତେଜନା ମୂଳକ ପରିସ୍ଥିତି ଦେଖାଦେଇଛି । ଏହାକୁ ନେଇ ଥାନାରେ ମାମଲା ରୁଜୁ ହୋଇଛି । The post ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁContinue reading “ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ବିରୋଧ । ବାଣପୁରରେ ବିରୋଧୀଙ୍କ ଅଣ୍ଡାମାଡ଼ । ଘଟଣାସ୍ଥଳରେ ଉତ୍ତେଜନା, ଥାନାରେ ମାମଲା”

ସାମ୍ନାକୁ ଆସିଲା ଚନ୍ଦନଙ୍କ ଶେଷ ଫୋନ୍ କଲ୍ । ନଦୀକୁ ଡେଇଁବା ପୂର୍ବରୁ ପିଉସୀଙ୍କୁ କରିଥିଲେ କଲ୍ । ଆଖିରେ ଲୁହ ଆଣିଦେବ କୁନି ଝିଅର କଥା

କନକ ବ୍ୟୁରୋ: ଭଦ୍ରକ ବୈତରଣୀ ନଦୀକୁ ଡେଇଁବା ପୂର୍ବରୁ ସାମ୍ନାକୁ ଆସିଲା ଚନ୍ଦନଙ୍କ ଶେଷ ଫୋନ୍ । ଅଢେଇ ବର୍ଷର କୁନି ଝିଅକୁ ଗାଡିରେ ବସାଇ ନିଜ ପିଉସୀଙ୍କୁ ଫୋନ୍ କରୁଛନ୍ତି ଚନ୍ଦନ । ଗାଡି ଚଳାଇବା ସମୟରେ ଫୋନରେ କଥା ହେଉଥିବାରୁ ବାପାଙ୍କୁ ଆକଟ କରୁଛି କୁନି ଝିଅ । ଆଉ କୁନି ଝିଅର ଏହି କଥା ଆପଣଙ୍କ ଆଖରେ ଲୁହ ଆଣିଦେବ । ବାପାକୁ କହୁଛି, ବାପା ଗାଡି ଚଳାଇବେ ବେଳେ କାହିଁକି କଥାContinue reading “ସାମ୍ନାକୁ ଆସିଲା ଚନ୍ଦନଙ୍କ ଶେଷ ଫୋନ୍ କଲ୍ । ନଦୀକୁ ଡେଇଁବା ପୂର୍ବରୁ ପିଉସୀଙ୍କୁ କରିଥିଲେ କଲ୍ । ଆଖିରେ ଲୁହ ଆଣିଦେବ କୁନି ଝିଅର କଥା”

ଜାଲରେ ପଡିଲା ବଉଳା କୁମ୍ଭୀର । ଉଦ୍ଧାର କରି ନଦୀରେ ଛାଡିଲା ବନବିଭାଗ । ଦେଖନ୍ତୁ, ଫଟୋ….

କନକ ବ୍ୟୁରୋ: ଜାଲରେ ପଡ଼ିଲା ବଉଳା କୁମ୍ଭୀର । ଗତ କିଛି ଦିନ ହେଲା କେନ୍ଦ୍ରାପଡ଼ା ଜିଲ୍ଲାରେ କୁମ୍ଭୀର ଆତଙ୍କ ଦେଖାଦେଇଛି ।  ରାଜନଗର ପେଣ୍ଠ ରାସ୍ତାରେ ଏକ କୁମ୍ଭୀର ବୁଲୁଥିବାର ଭିଡ଼ିଓ ସାମ୍ନାକୁ ଆସିଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଆତଙ୍କିତ ହୋଇପଡ଼ିଥିଲେ । ତେବେ ଆଜି ସକାଳେ ଏକ ଚିଙ୍ଗୁଡ଼ି ଘେରିରେ କୁମ୍ଭୀରଟି ପଶିଥିବାର ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । ପେଣ୍ଠ ଗାଁ ଲୋକ ଜାଲ ବସାଇ କୁମ୍ଭୀରଟିକୁ ଧରିContinue reading “ଜାଲରେ ପଡିଲା ବଉଳା କୁମ୍ଭୀର । ଉଦ୍ଧାର କରି ନଦୀରେ ଛାଡିଲା ବନବିଭାଗ । ଦେଖନ୍ତୁ, ଫଟୋ….”

ଡେରିରେ ପହଞ୍ଚିଲା ଆମ୍ବୁଲାନ୍ସ, ତାତିଲେ ରୋଗୀଙ୍କ ସମ୍ପର୍କୀୟ । ଭାଙ୍ଗିଲେ ହସ୍ପିଟାଲ ସାମଗ୍ରୀ ।

କନକ ବ୍ୟୁରୋ: ତାତିଲେ ରୋଗୀଙ୍କ ସମ୍ପର୍କୀୟ । ଭାଙ୍ଗିଲେ ହସ୍ପିଟାଲ ସାମଗ୍ରୀ । ଆମ୍ବୁଲାନ୍ସ ଡେରିରେ ପହଞ୍ଚିବାରୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖାଦେଇଥିଲା ଅପ୍ରୀତିକର ପରିସ୍ଥିତି । ରୋଗୀଙ୍କ ସମ୍ପର୍କୀୟମାନେ ଡାକ୍ତରଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିବାକୁ ପଛାଇନଥିଲେ । ସୂଚନା ଅନୁଯାୟୀ ତୁରିନ୍ତିରା ଅଞ୍ଚଳର ମହେନ୍ଦ୍ର ଜେନାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । କିନ୍ତୁ ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡ଼ିବାରୁୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ନେବା ପାଇଁ ଡାକ୍ତରContinue reading “ଡେରିରେ ପହଞ୍ଚିଲା ଆମ୍ବୁଲାନ୍ସ, ତାତିଲେ ରୋଗୀଙ୍କ ସମ୍ପର୍କୀୟ । ଭାଙ୍ଗିଲେ ହସ୍ପିଟାଲ ସାମଗ୍ରୀ ।”

Design a site like this with WordPress.com
Get started