କନକ ବ୍ୟୁରୋ: ଅଭିନୟ କରିବା ପାଇଁ ସୁଯୋଗ ଦେବାକୁ କହି ବ୍ଲାକମେଲ । ବାଥରୁମରେ ଯୁବତୀଙ୍କ ଗାଧୋଇବାର ଭିଡିଓ କରି ବ୍ଲାକମେଲ କରୁଛନ୍ତି ଯୁବକ । ଏପରିକି ଦେଢ ଲକ୍ଷ ଟଙ୍କା ଠକାମୀର ଶିକାର ହେବା ପରେ ମହିଳା ଥାନାରେ ଯୁବତୀ ଅଭିଯୋଗ କରିଛନ୍ତି । ଜୟଦେବ ବିହାର ଅଞ୍ଚଳର ରିଙ୍କୁ ନାୟକଙ୍କ ବିରୋଧରେ ଏଭଳି ଅଭିଯୋଗ କରିଛନ୍ତି ଯୁବତୀ । ଯୁବତୀଙ୍କ ଅଭିଯୋଗ ଅନୁସାରେ ତାଙ୍କୁ ଅଭିୟନ କରିବାକୁ ସୁଯୋଗ ଦେବାକୁ କହି ଡାକିଥିଲେ ରିଙ୍କୁContinue reading “ଅଭିନୟ କରିବା ପାଇଁ ସୁଯୋଗ ଦେବାକୁ କହି ବ୍ଲାକମେଲ । ଯୁବତୀଙ୍କ ଗାଧୋଇବାର ଭିଡିଓ କରି ବ୍ଲାକମେଲ କରୁଛନ୍ତି ଯୁବକ”
Tag Archives: News
କାମରେ ଆସିଲାନି ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ । ଅସୁସ୍ଥ ହେଇ ଘରେ ପଡିରହିଛନ୍ତି ମହେଶ୍ୱର ।
କନକ ବ୍ୟୁରୋ: କାମରେ ଆସିଲାନି ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ । ଚିକିତ୍ସା ଅଭାବରୁ ଜଣେ ବ୍ୟକ୍ତି କିପରି ଘରେ ପଡି ରହିଛନ୍ତି ତାର ଏକ ଜ୍ୱଳନ୍ତ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗରରେ । ରାଜନଗର ବ୍ଲକ ଜୁଣଗଡି ଗାଁର ମହେଶ୍ୱର ରାଉତ । କିଛିଦିନ ହେବ ଅସୁସ୍ଥ ହୋଇ ପଡିଥିଲେ । ପରିବାର ଲୋକେ ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଖାନାରେ ଯୋଗାଯୋଗ କରିଥିଲେ । ମାତ୍ର ଅର୍ଥ ଅଭାବରୁ ଏବେ ପରିବାରContinue reading “କାମରେ ଆସିଲାନି ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ । ଅସୁସ୍ଥ ହେଇ ଘରେ ପଡିରହିଛନ୍ତି ମହେଶ୍ୱର । “
ପୁଣି ଅଶାନ୍ତ ମଣିପୁର । ନିଖୋଜ ପରେ ଦୁଇ ସ୍କୁଲ ପିଲାଙ୍କ ମୃତଦେହ ଠାବ । ରାଜ୍ୟରେ ହିଂସାପୂର୍ଣ୍ଣ ମାହୋଲ ।
କନକ ବ୍ୟୁରୋ: କିଛି ଦିନର ସ୍ଥିରତା ପରେ ପୁଣି ଅଶାନ୍ତ ହୋଇଛି ମଣିପୁର । ଅକ୍ଟୋବର ୧ରୁ ଆଗାମୀ ୬ମାସ ଯାଏଁ ପୂରା ମଣିପୁରକୁ ଅଶାନ୍ତ ଅଞ୍ଚଳଭାବେ ଘୋଷଣା କରାଯିବା ସହ ଆଫସା ବଳବତର ରହିବ । ଏଥିରୁ କେବଳ ୧୯ଟି ଥାନା ଅଞ୍ଚଳକୁ ବାଦ ଦିଆଯାଇଛି । ନିକଟରେ ଦୁଇଜଣ ସ୍କୁଲ ପିଲା ନିଖୋଜ ଓ ପରେ ସେମାନଙ୍କ ମୃତଦେହ ମିଳିବା ଘଟଣାରେ ରାଜ୍ୟରେ ପୁଣି ହିଂସାପୂର୍ଣ୍ଣ ମାହୋଲ ସୃଷ୍ଟି କରିଛି । ପ୍ରଦର୍ଶନକାରୀ ଓContinue reading “ପୁଣି ଅଶାନ୍ତ ମଣିପୁର । ନିଖୋଜ ପରେ ଦୁଇ ସ୍କୁଲ ପିଲାଙ୍କ ମୃତଦେହ ଠାବ । ରାଜ୍ୟରେ ହିଂସାପୂର୍ଣ୍ଣ ମାହୋଲ । “
୭ ବର୍ଷ ପରେ ଭାରତ ମାଟିରେ ପାକିସ୍ତାନ କ୍ରିକେଟ୍ ଟିମ୍ । ବିଶ୍ୱକପ୍ ପାଇଁ ହାଇଦ୍ରାବାଦରେ ପହଞ୍ଚିଲା ବାବର ବାହିନୀ ।
କନକ ବ୍ୟୁରୋ: ଦୀର୍ଘ ୭ ବର୍ଷ ପରେ ଭାରତ ଆସିଛି ପାକିସ୍ତାନ କ୍ରିକେଟ ଟିମ୍ । ଆସନ୍ତା ମାସରୁ ଭାରତରେ ହେବାକୁ ଦିନିକିଆ ବିଶ୍ୱକପ ପାଇଁ ପାକିସ୍ତାନ ଦଳ ଗତକାଲି ରାତିରେ ହାଇଦ୍ରାବାଦ ପହଞ୍ଚିଛି । ଅଧିନାୟକ ବାବର ଆଜମ ଏବଂ ପୁରା ଟିମକୁ ଭବ୍ୟ ସ୍ୱାଗତ କରାଯାଇଛି । ଭିସା ମିଳିବାରେ ବିଳମ୍ବ ଯୋଗୁ ପାକିସ୍ତାନ ଟିମ ବିଳମ୍ବରେ ଭାରତ ପହଞ୍ଚିଛି । ଆସନ୍ତାକାଲି ପାକିସ୍ତାନ ଟିମ ହାଇଦ୍ରାବାଦରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଅଭ୍ୟାସ ମ୍ୟାଚ ଖେଳିବContinue reading “୭ ବର୍ଷ ପରେ ଭାରତ ମାଟିରେ ପାକିସ୍ତାନ କ୍ରିକେଟ୍ ଟିମ୍ । ବିଶ୍ୱକପ୍ ପାଇଁ ହାଇଦ୍ରାବାଦରେ ପହଞ୍ଚିଲା ବାବର ବାହିନୀ ।”
ଖୋଲାହେଲା ମାଆ ମଝିଘରିଆଣୀଙ୍କ ଦାନ ହୁଣ୍ଡି । ବାହାରିଲା ୬୮ ଲକ୍ଷରୁ ଅଧିକ ଟଙ୍କା ।
କନକ ବ୍ୟୁରୋ: ରାୟଗଡ଼ାର ଅଧିଷ୍ଠାତ୍ରୀ ମାଆ ମଝିଘରିଆଣୀ ମନ୍ଦିର ହୁଣ୍ଡିରୁ ବାହାରିଲା ନଗଦ ୬୮ ଲକ୍ଷରୁ ଅଧିକ ଟଙ୍କା । ୩ ମାସ ପରେ ମନ୍ଦିର ଦାନ ହୁଣ୍ଡିକୁ ଆଜି ଖୋଲା ଯାଇଥିଲା । ସଂଧ୍ୟାରେ ଗଣତି ଶେଷ ହୋଇଥିଲା । ନଗଦ ୬୮ ଲକ୍ଷ ୭୪ ହଜାର ୧୪୦ ଟଙ୍କା ବାହାରିଥିବା ବେଳେ ୫୩ ଗ୍ରାମ ସୁନା ଓ ୧ କିଲୋ ୭୯୭ ଗ୍ରାମ ରୁପା ସହିତ ବିଦେଶୀ ମୁଦ୍ରା ମଧ୍ୟ ବାହାରିଥିଲା । ୯ଟିContinue reading “ଖୋଲାହେଲା ମାଆ ମଝିଘରିଆଣୀଙ୍କ ଦାନ ହୁଣ୍ଡି । ବାହାରିଲା ୬୮ ଲକ୍ଷରୁ ଅଧିକ ଟଙ୍କା ।”
ହାତ ଧରାଧରି ହୋଇ ବୈତରଣୀ ନଦୀକୁ ଡେଇଁ ପଡିଲେ ବାପଝିଅ । ଆଖୁଆପଦା ପୋଲ ଉପରୁ କୁନି ଝିଅକୁ ଧରି ଡେଇଁପଡିଲେ ବାପା ଚନ୍ଦନ ସାହୁ
କନକ ବ୍ୟୁରୋ: ହାତ ଧରାଧରି ହୋଇ ବୈତରଣୀ ନଦୀକୁ ଡେଇଁ ପଡିଲେ ବାପଝିଅ । ପୋଲ ଉପରୁ ତଳକୁ ଡେଇଁ ବାପଝିଅ ନିଖୋଜ ହୋଇଯାଇଛନ୍ତି । ଭ୍ରଦକ ଭଣ୍ଡାରିପୋଖରି ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସ୍ଥାନୀୟ ପରମାନନ୍ଦ ଗାଁର ଚନ୍ଦନ ସାହୁ ତାଙ୍କ କୁନି ଝିଅକୁ ଧରି ଆଖୁଆପଦା ପୋଲ ଉପରୁ ଗତକାଲି ଡେଇଁପଡିଥିଲେ । ରାତି ପ୍ରାୟ ୯ ଟା ବେଳେ ଉଭୟ ବାଇକରେ ଆସିବା ପରେ ଡେଇଁପଡିଥିବା ସୂଚନା ମଳିଛି ।Continue reading “ହାତ ଧରାଧରି ହୋଇ ବୈତରଣୀ ନଦୀକୁ ଡେଇଁ ପଡିଲେ ବାପଝିଅ । ଆଖୁଆପଦା ପୋଲ ଉପରୁ କୁନି ଝିଅକୁ ଧରି ଡେଇଁପଡିଲେ ବାପା ଚନ୍ଦନ ସାହୁ”
ଡେଙ୍ଗୁ ମଶାର ବଦଳିଳଲା ଚରିତ୍ର । କେବଳ ଦିନ ନୁହେଁ ରାତିରେ ବି କାମୁଡିଲେ ହେଉଛି ଡେଙ୍ଗୁ ।
କନକ ବ୍ୟୁରୋ: ଡେଙ୍ଗୁ ମଶାର ବଦଳିଲା ଚରିତ୍ର । କେବଳ ଦିନ ନୁହେଁ ରାତିରେ କାମୁଡିଲେ ବି ହେଉଛି ଡେଙ୍ଗ ଜ୍ୱର । ଯାହା ରାଜଧାନୀ ସମେତ ରାଜ୍ୟ ବିଭିନ୍ନ ସ୍ଥାନରେ ଡେଙ୍ଗୁ ସଂକ୍ରମଣ ବ୍ୟାପିବାର କାରଣ ବୋଲି କୁହାଯାଉଛି । ପୂର୍ବରୁ ଏଡିସ୍ ମଶାର ଯେଉଁ ପ୍ରଜାତି ଡେଙ୍ଗୁ କରୁଥିଲା, ତାର ଅନ୍ୟ ଏକ ପ୍ରଜାତି ମଧ୍ୟ ଡେଙ୍ଗୁ ରୋଗ ସୃଷ୍ଟି କରିପାରୁଛି । ଯାହାକୁ ନେଇ ଏବେ ଚିନ୍ତା ବଢିଛି । କିଭଳି ଏହାContinue reading “ଡେଙ୍ଗୁ ମଶାର ବଦଳିଳଲା ଚରିତ୍ର । କେବଳ ଦିନ ନୁହେଁ ରାତିରେ ବି କାମୁଡିଲେ ହେଉଛି ଡେଙ୍ଗୁ ।”
ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ-ଖଲିସ୍ତାନୀ ଲିଙ୍କ୍ ନେଇ ଏନଆଇଏର ବଡ଼ ଖୁଲାସା । ପାକିସ୍ତାନ-କାନାଡା ମିଶି ରଚିଥିଲେ ଷଡଯନ୍ତ୍ର ।
କନକ ବ୍ୟୁରୋ: ଭାରତ-କାନାଡା ବିବାଦକୁ ନେଇ ଏବେ ଦୁଇ ଦେଶ ମଧ୍ୟରେ ବିବାଦ ଜୋର ଧରିଥିବା ବେଳେ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ହତ୍ୟାର ଷଡଯନ୍ତ୍ର କରିଥିଲା ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ସଂସ୍ଥା ଆଇଏସଆଇ । ହରଦୀପ ସିଂହ ନିଜ୍ଜରକୁ ହତ୍ୟା କରି ଭାରତ ଉପରେ ଦୋଷ ଲଦିବାକୁ ଷଡଯନ୍ତ୍ର ରଚିଥିଲା ଆଇଏସଆଇ । ନିଜ୍ଜରକୁ ମାରିବା ପାଇଁ ଭଡାଟିଆ ହତ୍ୟାକାରୀ ନିଯୁକ୍ତ କରିଥିଲା ଆଇଏସଆଇ । ଏଥିରେContinue reading “ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ-ଖଲିସ୍ତାନୀ ଲିଙ୍କ୍ ନେଇ ଏନଆଇଏର ବଡ଼ ଖୁଲାସା । ପାକିସ୍ତାନ-କାନାଡା ମିଶି ରଚିଥିଲେ ଷଡଯନ୍ତ୍ର ।”
ଠାବ ହେଲେ ନିଖୋଜ ବ୍ୟାଙ୍କ ମ୍ୟାନେଜର । ଆନ୍ଧ୍ର ଆଡକୁ ଯିବା ସମୟରେ ଠାବ କଲା ପୋଲିସ ।
କନକ ବ୍ୟୁରୋ: ଠାବ ହେଲେ ନିଖୋଜ ବ୍ୟାଙ୍କ ମ୍ୟାନେଜର । କଟକ ବଡମ୍ବାସ୍ଥିତ କାନାଡା ବ୍ୟାଙ୍କ ମ୍ୟାନେଜର ତପନ କୁମାର ସାହୁଙ୍କୁ ଠାବ କରିଛି ପୋଲିସ । ଗଞ୍ଜାମ ଗିରିଶୋଲା ନିକଟରୁ ତାଙ୍କୁ ଠାବ କରାଯାଇଛି । ଆନ୍ଧ୍ର ଆଡକୁ ଯିବା ସମୟରେ ପୋଲିସ ତାଙ୍କୁ ଠାବ କରିଛି । କଟକ ବଡମ୍ବା କାନାରା ବ୍ୟାଙ୍କ ଶାଖା ପରିଚାଳକ ଅଛନ୍ତି ତପନ କୁମାର ସାହୁ । ରହସ୍ୟଜନକ ଭାବେ ରବିବାରଠାରୁ ସେ ନିଖୋଜ ହୋଇଯାଇଥିଲେ । ନିଖୋଜContinue reading “ଠାବ ହେଲେ ନିଖୋଜ ବ୍ୟାଙ୍କ ମ୍ୟାନେଜର । ଆନ୍ଧ୍ର ଆଡକୁ ଯିବା ସମୟରେ ଠାବ କଲା ପୋଲିସ ।”
ଓସ୍କାର ଦୌଡରେ ମଲୟାଲମ୍ ଫିଲ୍ମ ୨୦୧୮, ୨୧ ବର୍ଷ ପରେ ଓସ୍କାର ପାଇଁ ମନୋନୀତ ହେଲା ଭାରତୀୟ ଫିଚର ଫିଲ୍ମ
କନକ ବ୍ୟୁରୋ : ଚଳିତବର୍ଷ ପାଇଁ ଓସ୍କାର ଦୌଡରେ ସାମିଲ ହୋଇଛି ମଲ୍ଲୟାଲମ୍ ଫିଲ୍ମ ‘୨୦୧୮’ । ୨୦୦୨ ଲଗାନ୍ ଚଳଚ୍ଚିତ୍ର ପରେ କୌଣସି ଭାରତୀୟ ଫିଚର ଫିଲ୍ମ ଓସ୍କାର ପୁରସ୍କାର ପାଇଁ ମନୋନୀତ ହୋଇଛି । ୨୧ ବର୍ଷ ପରେ ଭାରତ ପାଇଁ ଏହି ସୁଯୋଗ ଆଣି ଦେଇଛି ମଲୟାଲମ୍ ଫିଲ୍ମ ‘୨୦୧୮’ । କେରଳର ପ୍ରଳୟାଙ୍କାରୀ ବନ୍ୟାକୁ ନେଇ ଗତିଶୀଳ ହୋଇଛି ଚଳଚ୍ଚିତ୍ରର କାହାଣୀ । ଜୁଡେ ଆନ୍ଥୋନି ଜୋସେଫଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେContinue reading “ଓସ୍କାର ଦୌଡରେ ମଲୟାଲମ୍ ଫିଲ୍ମ ୨୦୧୮, ୨୧ ବର୍ଷ ପରେ ଓସ୍କାର ପାଇଁ ମନୋନୀତ ହେଲା ଭାରତୀୟ ଫିଚର ଫିଲ୍ମ”