କନକ ବ୍ୟୁରୋ : ଏସିଆନ୍ ଗେମ୍ସ କ୍ରିକେଟ୍ ଟୁର୍ଣ୍ଣାମେଂଟରେ ଇତିହାସ ରଚିଲା ନେପାଳ । ଟି-୨୦ ଫର୍ମାଟରେ ଏଯାବତ ହୋଇଥିବା ସବୁ ରେକର୍ଡକୁ ଭାଙ୍ଗିଛି ନେପାଳ କ୍ରିକେଟ୍ ଟିମ୍ । ଏସିଆନ୍ ଗେମ୍ସ କ୍ରିକେଟ୍ ଟୁର୍ଣ୍ଣାମେଂଟ୍ରେ ମଙ୍ଗୋଲିଆ ବିପକ୍ଷ ମ୍ୟାଚ୍ରେ ବିରଳ ପ୍ରଦର୍ଶନ କରିଛି ଟିମ୍ । ୨୦ ଓଭରରେ ମାତ୍ର ୩ଟି ୱିକେଟ୍ ହରାଇ ୩୧୪ ରନ୍ କରିଛି ନେପାଳ କ୍ରିକେଟ୍ ଟିମ୍ । ଏହାସହ ୟୁବରାଜ ସିଂହଙ୍କ ସବୁଠାରୁ କମ୍ ବଲରେ ଅର୍ଦ୍ଧଶତକୀୟ ପାଳିContinue reading “ଏସିଆନ୍ ଗେମ୍ସ କ୍ରିକେଟ୍ ଟୁର୍ଣ୍ଣାମେଂଟରେ ଇତିହାସ ରଚିଲା ନେପାଳ । ୨୦ ଓଭରରେ ୩୧୪ ରନ୍ କରି ଟି-ଟ୍ୱେଂଟି ଫର୍ମାଟରେ ବିରଳ ରେକର୍ଡ କରିଛି ନେପାଳ କ୍ରିକେଟ୍ ଟିମ୍”
Tag Archives: News
ଶ୍ମଶାନ ପାଲଟିଲା ବିବାହ ମଣ୍ଡପ । ଅଗ୍ନିକାଣ୍ଡରେ ଗଲା ଶହେରୁ ଅଧିକ ଜୀବନ
କନକ ବ୍ୟୁରୋ : ସେଲିବ୍ରେସନ୍ ସମୟରେ ମାଡି ଆସିଲା ମୃତ୍ୟୁ । ବିବାହ ମଣ୍ଡପରେ ନିଆଁ ଲାଗି ଜଳି ଯାଇଛନ୍ତି ଶହେରୁ ଅଧିକ ଲୋକ । ବର, କନ୍ୟାଙ୍କ ଜୀବନ ବି ଚାଲିଯାଇଛି । ଇରାକର ହାମଦାନିଆ ଜିଲ୍ଲାରେ ଥିବା ନିନଭେଦ ପ୍ରୋଭିନ୍ସ ସହରରେ ଘଟିଛି ଏପରି ଏକ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଦେଢ ଶହରୁ ଅଧିକ ଆହତ ମେଡିକାଲରେ ଭର୍ତି ହୋଇଛନ୍ତି । ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତିରେ ଚାଲିଛି ଉଦ୍ଧାର କାମ । ବିବାହContinue reading “ଶ୍ମଶାନ ପାଲଟିଲା ବିବାହ ମଣ୍ଡପ । ଅଗ୍ନିକାଣ୍ଡରେ ଗଲା ଶହେରୁ ଅଧିକ ଜୀବନ”
୬ମାସ ପାଇଁ ମଣିପୁରରେ ନିର୍ଦ୍ଧାରିତ ହେଲା ଅଶାନ୍ତ କ୍ଷେତ୍ର । ୧୯ଟି ଥାନା କ୍ଷେତ୍ର ବ୍ୟତିତ ଅନ୍ୟ ସମସ୍ତ ଅଂଚଳରେ ଇଂଟରନେଟ ସେବା ଠପ, ସୁରକ୍ଷାବଳୟ ଭିତରେ ସମ୍ପୂର୍ଣ୍ଣ ରାଜ୍ୟ
କନକ ବ୍ୟୁରୋ : କିଛି ଦିନର ସ୍ଥିରତା ପରେ ପୁଣି ଅଶାନ୍ତ ହୋଇଛି ମଣିପୁର । ଅକ୍ଟୋବର ୧ରୁ ଆଗାମୀ ୬ମାସ ଯାଏଁ ପୂରା ମଣିପୁରକୁ ଅଶାନ୍ତ ଅଂଚଳଭାବେ ଘୋଷଣା କରାଯିବା ସହ ଆଫସା ବଳବତର ରହିବ । ଏଥିରୁ କେବଳ ୧୯ଟି ଥାନା ଅଂଚଳକୁ ବାଦ ଦିଆଯାଇଛି । ନିକଟରେ ଦୁଇଜଣ ସ୍କୁଲ ପିଲା ନିଖୋଜ ଓ ପରେ ସେମାନଙ୍କ ମୃତ ଦେହ ମିଳିବା ଘଟଣାରେ ରାଜ୍ୟରେ ପୁଣି ହିଂସାପୂର୍ଣ୍ଣ ମାହୋଲ ସୃଷ୍ଟି କରିଛି ।Continue reading “୬ମାସ ପାଇଁ ମଣିପୁରରେ ନିର୍ଦ୍ଧାରିତ ହେଲା ଅଶାନ୍ତ କ୍ଷେତ୍ର । ୧୯ଟି ଥାନା କ୍ଷେତ୍ର ବ୍ୟତିତ ଅନ୍ୟ ସମସ୍ତ ଅଂଚଳରେ ଇଂଟରନେଟ ସେବା ଠପ, ସୁରକ୍ଷାବଳୟ ଭିତରେ ସମ୍ପୂର୍ଣ୍ଣ ରାଜ୍ୟ”
ମାଲକାନଗିରି ଘୋଡ଼ାକୁ ମିଳିପାରେ ଅଷ୍ଟମ ପ୍ରଜାତି ମାନ୍ୟତା । ଓୟୁଏଟି ଗବେଷଣାରୁ ମିଳିଲା ତଥ୍ୟ । ସ୍ୱାଭିମାନ ଅଞ୍ଚଳର ଘୋଡାଙ୍କ ମଧ୍ୟରେ ରହିଛି ସ୍ୱତନ୍ତ୍ରତା
କନକ ବ୍ୟୁରୋ: ମାଲକାନଗିରିର ବିଚ୍ଛିନ୍ନାଞ୍ଚଳରେ ପରିବହନ ବ୍ୟବସ୍ଥାର ବଡ ମାଧ୍ୟମ ଘୋଡା । ଛୋଟ ଘୋଡା ବା ପନି ଜିଲ୍ଲାର ଚିତ୍ରକୋଣ୍ଡା ନିକଟସ୍ଥ ବିଚ୍ଛିନ୍ନାଞ୍ଚଳର ୪୦ ଗାଁରେ ଦେଖାଯାଆନ୍ତି । ଦେଶରେ ଏବେ ସାତପ୍ରକାର ପ୍ରଜାତିର ଘୋଡା ଅଛନ୍ତି । ଆଉ ମାଲକାନଗିରି ଘୋଡାକୁ ଅଷ୍ଟମ ପ୍ରଜାତିର ମାନ୍ୟତା ଦେବାକୁ ଓୟୁଏଟି ଉଦ୍ୟମ ଆରମ୍ଭ କରିଛି । ଓୟୁଏଟି ଗବେଷଣାରୁ ଜଣାପଡିଛି, ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ଘୋଡାଙ୍କ ମଧ୍ୟରେ ଅନେକ ଭିନ୍ନତା ରହିଛି । ଓୟୁଏଟି ପଶୁContinue reading “ମାଲକାନଗିରି ଘୋଡ଼ାକୁ ମିଳିପାରେ ଅଷ୍ଟମ ପ୍ରଜାତି ମାନ୍ୟତା । ଓୟୁଏଟି ଗବେଷଣାରୁ ମିଳିଲା ତଥ୍ୟ । ସ୍ୱାଭିମାନ ଅଞ୍ଚଳର ଘୋଡାଙ୍କ ମଧ୍ୟରେ ରହିଛି ସ୍ୱତନ୍ତ୍ରତା”
ଖାଲିସ୍ତାନୀ ଆତଙ୍କବାଦୀ ନିଜ୍ଜର ହତ୍ୟା ଘଟଣା । କାନାଡାକୁ ପାଠ ପଢାଇଲେ ଏସ୍. ଜୟଶଙ୍କର, ‘ଫାଇବ୍ ଆଇଜ୍ ଆଲାଆନ୍ସ’ଙ୍କୁ କଲେ ଟାର୍ଗେଟ୍
କନକ ବ୍ୟୁରୋ : ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜର ହତ୍ୟା ପରଠାରୁ ଭାରତ-କାନାଡା ଭିତରେ ସୃଷ୍ଟି ହୋଇଥିବା ତିକ୍ତତା ଦିନକୁ ଦିନ ଉକ୍ରଟ ହେବାରେ ଲାଗିଛି । ଏହାରି ଭିତରେ ମିଳିତ ଜାତିସଂଘରୁ କାନାଡା ଓ ଫାଇବ୍ ଆଇଜ୍ ଆଲାଆନ୍ସକୁ ଜୋରଦାର ଟାର୍ଗେଟ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର । ସେ କହିଛନ୍ତି – ‘କିଛି ନିର୍ଦ୍ଧିଷ୍ଟ ରାଷ୍ଟ୍ରଙ୍କ ଏଜେଣ୍ଡାରେ ଆଉ ବିଶ୍ୱ ଚାଲିବ ନାହିଁ । ଯେଉଁମାନେ ନିଜ ଏଜେଣ୍ଡାରେ ବିଶ୍ୱକୁ ଚଳାଇବାକୁ ଚାହୁଁଛନ୍ତି ସେମାନଙ୍କ ଦିନContinue reading “ଖାଲିସ୍ତାନୀ ଆତଙ୍କବାଦୀ ନିଜ୍ଜର ହତ୍ୟା ଘଟଣା । କାନାଡାକୁ ପାଠ ପଢାଇଲେ ଏସ୍. ଜୟଶଙ୍କର, ‘ଫାଇବ୍ ଆଇଜ୍ ଆଲାଆନ୍ସ’ଙ୍କୁ କଲେ ଟାର୍ଗେଟ୍”
ଡିଏନଏ କହିବ ପୁଅ କାହାର । ପିଲା ଅଦଳବଦଳ ଘଟଣାରେ ଆଟେଣ୍ଡାଣ୍ଟ ସସ୍ପେଣ୍ଡ । ନିର୍ଦ୍ଦେଶକ କହିଲେ, ଅଭିଯୋଗକାରୀଙ୍କ ଜନ୍ମ ହୋଇଛି ଝିଅ
କନକ ବ୍ୟୁରୋ: କ୍ୟାପିଟାଲ୍ ହସପିଟାଲରେ ପିଲା ଅଦଳବଦଳ ନେଇ ଲାଗି ରହିଛି ବିବାଦ । ପ୍ରଥମେ ପୁଅ ଜନ୍ମ ହୋଇଥିବା କହି ଶିଶୁ କନ୍ୟା ଧରାଇ ଦେଇଥିବା ନେଇ ଅଭିଯୋଗ ଆଣିଥିଲେ କେନ୍ଦ୍ରାପଡ଼ାର ପ୍ରାଣକୃଷ୍ଣ ବିଶ୍ୱାଳ । ଏହି ଅଭିଯୋଗ ପରେ ତନାଘନା ଆରମ୍ଭ କରିଥିଲେ ହସପିଟାଲ କର୍ତୃପକ୍ଷ । ପ୍ରାଥମିକ ଖୋଳତାଡ଼ ପରେ ପ୍ରାଣକୃଷ୍ଣଙ୍କର ଝିଅ ହୋଇଥିବା ହସପିଟାଲ ପକ୍ଷରୁ କୁହାଯାଇଛି । କିନ୍ତୁ ଏହି ଉତ୍ତରରେ ସନ୍ତୁଷ୍ଟ ହୋଇନାହାନ୍ତି ପ୍ରାଣକୃଷ୍ଣ । ଡିଏନଏ ଟେଷ୍ଟContinue reading “ଡିଏନଏ କହିବ ପୁଅ କାହାର । ପିଲା ଅଦଳବଦଳ ଘଟଣାରେ ଆଟେଣ୍ଡାଣ୍ଟ ସସ୍ପେଣ୍ଡ । ନିର୍ଦ୍ଦେଶକ କହିଲେ, ଅଭିଯୋଗକାରୀଙ୍କ ଜନ୍ମ ହୋଇଛି ଝିଅ”
ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଧାନସଭା ନିର୍ବାଚନକୁ ନେଇ ମୋଦୀଙ୍କ ମାରାଥନ ପ୍ରଚାର, ସଭାରେ କହିଲେ, କଂଗ୍ରେସ ଶାସନ ବେଳେ ଗୁଜୁରାଟର ବିକାଶ ଥିଲା ସ୍ୱପ୍ନ
କନକ ବ୍ୟୁରୋ : ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛି ଭାରତୀୟ ଜନତା ପାର୍ଟି । ଆଉ ପ୍ରଚାର ପ୍ରସାରର ମଙ୍ଗ ଧରିଛନ୍ତି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାରି ଭିତରେ ପ୍ରଥମେ ମଧ୍ୟପ୍ରଦେଶ ପରେ ରାଜସ୍ଥାନା ଓ ଗୁଜୁରାଟରେ ପହଁଚି ରାଲି ଓ ଜନସଭାକୁ ସମ୍ବୋଧନ କରିଛନ୍ତି ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୁଜରାଟଗସ୍ତ କରି ଅହମଦାବାଦର ସାଇନ୍ସ ସିଟିରେ ଆୟୋଜିତ ଭାଇବ୍ରେଂଟ ଗୁଜରାଟ ଗ୍ଲୋବାଲ ସମ୍ମିଳନୀରେContinue reading “ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଧାନସଭା ନିର୍ବାଚନକୁ ନେଇ ମୋଦୀଙ୍କ ମାରାଥନ ପ୍ରଚାର, ସଭାରେ କହିଲେ, କଂଗ୍ରେସ ଶାସନ ବେଳେ ଗୁଜୁରାଟର ବିକାଶ ଥିଲା ସ୍ୱପ୍ନ”
ଆଗାମୀ ବିଧାନସଭା ନିର୍ବାଚନ ପାଇଁ ମୋଦୀଙ୍କ ନୂଆ ରଣନୀତି । ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ଲଢ଼ିବ ବିଜେପି , ରଣନୀତିକୁ ନେଇ ମଧ୍ୟପ୍ରଦେଶ ବିଜେପିରେ କନ୍ଦଳ
କନକ ବ୍ୟୁରୋ : ହିନ୍ଦୀ ହାର୍ଟଲ୍ୟାଣ୍ଡ କୁହାଯାଉଥିବା ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡରେ ବିଜେପି ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନ ଲଢିବ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି । ଦୁଇ ଦଶନ୍ଦି ପରେ ପ୍ରଥମ ଥର ଏହି ସବୁ ରାଜ୍ୟରେ ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ବିଜେପି ମଇଦାନକୁ ଓହ୍ଲାଇବ । ତିନୋଟି ରାଜ୍ୟରୁ ୨ଟିରେ କଂଗ୍ରେସ ସତ୍ତାରେ ଥିବାବେଳେ ମଧ୍ୟପ୍ରଦେଶରେ ବିଜେପି ସତାରେ ଅଛି । ତଥାପି ଏଭଳି ରଣନୀତି ପ୍ରସ୍ତୁତ କରାଯାଇଛି । ହେଲେ ଏଭଳିContinue reading “ଆଗାମୀ ବିଧାନସଭା ନିର୍ବାଚନ ପାଇଁ ମୋଦୀଙ୍କ ନୂଆ ରଣନୀତି । ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ଲଢ଼ିବ ବିଜେପି , ରଣନୀତିକୁ ନେଇ ମଧ୍ୟପ୍ରଦେଶ ବିଜେପିରେ କନ୍ଦଳ”
ଆଖିବୁଜା ଭୂତଳ ଜଳ ଶୋଷୁଛି ଝାରସୁଗୁଡା ବେଦାନ୍ତ କମ୍ପାନୀ । ଜଳସମ୍ପଦ ବିଭାଗର ବାରମ୍ବାର ତାଗିଦକୁ ବେଖାତିର । ମାଟି ତଳୁ ବେଧଡ଼କ ଚୋରି କରୁଛି ପାଣି
କନକ ବ୍ୟୁରୋ: ଝାରସୁଗୁଡାସ୍ଥିତ ବେଦାନ୍ତ ଆଲୁମିନିୟମ କାରଖାନାର ଗୋଟିଏ ପରେ ଗୋଟିଏ କେଳେଙ୍କାରୀ ସାମନାକୁ ଆସିବାରେ ଲାଗିଛି । ପ୍ରଥମେ ବେଦାନ୍ତ ଲେବର ସେସ୍ ବାବଦ ଅର୍ଥ ହଡପ କରିଥିବା ଜଣାପଡିବା ପରେ ଏବେ, ଭୂତଳ ଜଳ ଶୋଷୁଥିଲେ ବି ଏ ବାବଦରେ ଟଙ୍କାଟିଏ ଟିକସ ଦେଉନଥିବା ସାମନାକୁ ଆସିଛି । କମ୍ପାନୀର ଆୟତନ ଏହା ଭିତରେ ୧୦ଗୁଣା ବୃଦ୍ଧି ପାଇଥିବାବେଳେ, କମ୍ପାନୀ ୨୭ ପ୍ରତିଶତ କମ୍ ଭୂତଳ ଜଳ ବ୍ୟବହାର କରୁଥିବା ଦର୍ଶାଇଛି ବେଦାନ୍ତ । ତେବେContinue reading “ଆଖିବୁଜା ଭୂତଳ ଜଳ ଶୋଷୁଛି ଝାରସୁଗୁଡା ବେଦାନ୍ତ କମ୍ପାନୀ । ଜଳସମ୍ପଦ ବିଭାଗର ବାରମ୍ବାର ତାଗିଦକୁ ବେଖାତିର । ମାଟି ତଳୁ ବେଧଡ଼କ ଚୋରି କରୁଛି ପାଣି”
ମାହାଙ୍ଗା ଟ୍ରିପଲ ମର୍ଡର ମାମଲା, ପ୍ରତାପ ଜେନାଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ
କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ମାହାଙ୍ଗା ଟ୍ରିପଲ ମର୍ଡର ମାମଲାରେ ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ପାଇଁ ବଢିଲା ଅଡୁଆ । ପ୍ରତାପଙ୍କ ନାମରେ ୩୦୨ ଦଫାରେ ମାମଲା ରୁଜୁ ହେବା ପରେ ଅକ୍ଟୋବର ୬ ତାରିଖରେ କୋର୍ଟରେ ହାଜର ହେବାକୁ ନୋଟିସ ଜାରି କରାଯାଇଛି । ସୂଚନା ଥାଉକି, ୨୦୨୧ ଜାନୁଆରୀ ୨ ତାରିଖ ସଂଧ୍ୟାରେ ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସଂପର୍କୀୟ ଦିବ୍ୟସିଂହ ବରାଳଙ୍କୁ ଅତି ନିର୍ମମContinue reading “ମାହାଙ୍ଗା ଟ୍ରିପଲ ମର୍ଡର ମାମଲା, ପ୍ରତାପ ଜେନାଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ”