କନକ ବ୍ୟୁରୋ: ହକ୍ ପାଇଁ ରାଜ୍ୟର ଆୟୁଷ ଛାତ୍ରଛାତ୍ରୀଙ୍କ ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନ । ଦାବିପୂରଣ ପାଇଁ ରାଜଧାନୀର ଛାତି ଉପରେ ଗର୍ଜିଛନ୍ତି ଆୟୁଷ ଡାକ୍ତର । ତେବେ ଆନ୍ଦୋଳନ ବେଳେ ମୁହାଁମୁହିଁ ହୋଇଛନ୍ତି ଆୟୁଷ ଡାକ୍ତର ଛାତ୍ରଛାତ୍ରୀ ଓ ପୁଲିସ । ଏପରିକି କିଛି ଛାତ୍ରଛାତ୍ରୀଙ୍କୁ ଉଠାଇନେଇଛି ପୁଲିସ । କିଛି ଛାତ୍ରୀଙ୍କୁ ପୁଲିସ ଜବରଦସ୍ତ ଉଠାଇନେଇଥିଲା ଆଉ ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ପୁଲିସ ଭ୍ୟାନକୁ ଅଟକାଇ ପ୍ରତିବାଦ କରିଥିଲେ ଛାତ୍ରଛାତ୍ରୀContinue reading “ଆୟୁଷ ଡାକ୍ତରଙ୍କୁ ଚାକିରି ଦେବା ପାଇଁ ଛାତ୍ରସଂଘର ବିକ୍ଷୋଭ । ଭୁବନେଶ୍ୱର ଲୋୟର ପିଏମଜି ପାଲଟିଲା ରଣକ୍ଷେତ୍ର । ଧାରଣାସ୍ଥଳରୁ ଉଠାଇନେଲା ପୋଲିସ”
Tag Archives: News
ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଘେରିଲେ କଂଗ୍ରେସ ବିଧାୟକ । ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ପଦବୀ ଖାଲି ପଡିବା ନେଇ କଲେ ପ୍ରଶ୍ନ । କେବିକେ ଜିଲ୍ଲାକୁ ପାତରଅନ୍ତର କରାଯାଉଥିବା ଅଭିଯୋଗ ।
କନକ ବ୍ୟୁରୋ: ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ, ପ୍ରଶ୍ନକାଳରେ ଉଚ୍ଚ ଶିକ୍ଷାମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଘେରିଛନ୍ତି କଂଗ୍ରେସର ଦୁଇ ଟାଣୁଆ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ନରସିଂହ ମିଶ୍ର । ରାଜ୍ୟ ସରକାରଙ୍କ ଅବହେଳା ଓ ପାତରଅନ୍ତର ନୀତି ଯୋଗୁଁ କେବିକେ ଜିଲ୍ଲାର ଉଚ୍ଚଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇ ପଡିଥିବା ଅଭିଯୋଗ ଆଣି ସମାଲୋଚନା କରିଛନ୍ତି । ଜବାବ ମାଗିଛନ୍ତିି । ଅତନୁଙ୍କୁ ଘେରିଲେ ତାରା ଓ ନରସିଂହ ବିଶ୍ୱବିଦ୍ୟାଳୟର ଖାଲି ପଦବିକୁContinue reading “ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଘେରିଲେ କଂଗ୍ରେସ ବିଧାୟକ । ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ପଦବୀ ଖାଲି ପଡିବା ନେଇ କଲେ ପ୍ରଶ୍ନ । କେବିକେ ଜିଲ୍ଲାକୁ ପାତରଅନ୍ତର କରାଯାଉଥିବା ଅଭିଯୋଗ ।”
ଜନବିରୋଧୀ ଆକ୍ଷେପକୁ ନେଇ ତାତିିଲେ ବିରୋଧୀ । ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଲା ବିଜେପି । ପଚାରିଲେ, ଜନପ୍ରତିନିଧି କିପରି ହେଲେ ଜନବିରୋଧୀ
କନକ ବ୍ୟୁରୋ: ଜନବିରୋଧୀ କିଏ? ଆଜି ବିଧାନସଭାରେ ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଦଳ ଓ ବିରୋଧୀ । ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ । କଂଗ୍ରେସ ମଧ୍ୟ କହିଛି, ନୋଟିସ ପୁରା ଠିକ୍ । ଏଥିଲାଗି ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ଓ ଏଭଳି ଶବ୍ଦକୁ ବାଦ୍ ଦିଆଯିବାକୁ ବିରୋଧୀ ଦାବି କରିଛନ୍ତି । ସୋମବାର ଦିନ ବିରୋଧୀଙ୍କୁ ଜନବିରୋଧୀ କହିଥିଲେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀContinue reading “ଜନବିରୋଧୀ ଆକ୍ଷେପକୁ ନେଇ ତାତିିଲେ ବିରୋଧୀ । ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଲା ବିଜେପି । ପଚାରିଲେ, ଜନପ୍ରତିନିଧି କିପରି ହେଲେ ଜନବିରୋଧୀ”
ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ । ୧୦ ତାରିଖରୁ ବସ୍ ଧର୍ମଘଟ ।
କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ବସ୍ ଧର୍ମଘଟ । ଆସନ୍ତା ୧୦ ତାରିଖରୁ ବସ୍ ଧର୍ମଘଟ ଜାରି ରହିବ ବୋଲି ଘରୋଇ ବସ ମାଲିକ ସଂଘର ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଅକ୍ଟୋବର ୨ ତାରିଖରୁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ବସ୍ ଧର୍ମଘଟ ହେବ ବୋଲି ସୂଚନା ଦିଆଯାଇଛି । ଅକ୍ଟୋବର ୨ ତାରିଖରୁ ମାଲକାନଗିରିରୁ ଲକ୍ଷ୍ମୀ ଯୋଜନାରେ ବସ୍ ଗଡିବାରContinue reading “ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ । ୧୦ ତାରିଖରୁ ବସ୍ ଧର୍ମଘଟ ।”
ଆଜି ବି ଚାଲିଛି ନିଆଁ, ପାଣି ବାସନ୍ଦ । ଜାତିଗତ ଭେଦଭାବରୁ ବର୍ଷ ବର୍ଷ ଧରି ବାସନ୍ଦ ଦୁଃଖ ଭୋଗୁଛନ୍ତି ୪ଟି ପରିବାର
କନକ ବ୍ୟୁରୋ : ଭୁଲ ହୋଇଗଲା ନିଚ ଜାତିରେ ଜନ୍ମ ହୋଇ, ଅଛୁଆଁ କହି ପାଖ ମାଡି ଦେଉନାହାନ୍ତି ଗ୍ରାମବାସୀ । ଗାଁ ପର୍ବ ପର୍ବାଣି ମେଳା ମହୋତ୍ସବରେ ଏକାଠି ବସି ଖାଇବାର ଅଧିକାର ନାହିଁ । ବର୍ଷ ବର୍ଷ ଧରି ବାସନ୍ଦ ଯନ୍ତ୍ରଣା ସହି ନପାରି ଶେଷରେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ତ ହୋଇଛନ୍ତି ପୀଡିତ ପରିବାର । ଏମିତି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ବଜାରଶୋଳ ଗାଁରେ । ଉମାକାନ୍ତ ବ୍ରହ୍ମ,Continue reading “ଆଜି ବି ଚାଲିଛି ନିଆଁ, ପାଣି ବାସନ୍ଦ । ଜାତିଗତ ଭେଦଭାବରୁ ବର୍ଷ ବର୍ଷ ଧରି ବାସନ୍ଦ ଦୁଃଖ ଭୋଗୁଛନ୍ତି ୪ଟି ପରିବାର”
ଅସ୍ଥାୟୀ କର୍ମଚାରୀଙ୍କ ହାତରେ ରାଜ୍ୟର ଏକମାତ୍ର ବ୍ରେଲି ପ୍ରେସ୍ । ୩୭ ବର୍ଷ ହେବ ସଂସ୍ଥା ଚଳାଉଛନ୍ତି ୨ଜଣ ଅସ୍ଥାୟୀ କର୍ମଚାରୀ
କନକ ବ୍ୟୁରୋ : ଦୃଷ୍ଟିବାଧିତ ପିଲାଙ୍କ ପାଠ୍ୟ ପୁସ୍ତକ ପ୍ରସ୍ତୁତ ପାଇଁ ୧୯୮୬ରେ ବ୍ରହ୍ମପୁରରେ ସ୍ଥାପନ ହୋଇଥିଲା ବ୍ରେଲି ପ୍ରେସ୍ । ୧୦ ହଜାରରୁ ଅଧିକ ଦୃଷ୍ଟିବାଧିତଙ୍କ ପାଇଁ ଆବଶ୍ୟକ ପାଠ୍ୟ ପୁସ୍ତକ, ଦୃଷ୍ଟିବାଧିତ ଭୋଟରଙ୍କ ପାଇଁ ବ୍ରେଲି ଡମି ବେଲଟ୍ ସିଟ୍ ଏଠାରେ ଛାପା ଯାଏ । କେବଳ ସେତିକି ନୁହେଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅନୁଦାନରେ ପରିଚାଳିତ ରାଜ୍ୟର ୩୫ଟି ଦୃଷ୍ଟିବାଧିତ ବିଦ୍ୟାଳୟ ଓ ଯୁକ୍ତଦୁଇ କଲେଜର ୩ହଜାରରୁ ଅଧିକContinue reading “ଅସ୍ଥାୟୀ କର୍ମଚାରୀଙ୍କ ହାତରେ ରାଜ୍ୟର ଏକମାତ୍ର ବ୍ରେଲି ପ୍ରେସ୍ । ୩୭ ବର୍ଷ ହେବ ସଂସ୍ଥା ଚଳାଉଛନ୍ତି ୨ଜଣ ଅସ୍ଥାୟୀ କର୍ମଚାରୀ”
ଅବହେଳିତ ଉପାନ୍ତ ଅଂଚଳ, ଚିତ୍ରକୋଣ୍ଡା ଧୋନାପୁଟରେ ଗମନାଗମନର ଏକମାତ୍ର ମାଧ୍ୟମ ଗ୍ରାମବାସୀଙ୍କ ଦ୍ୱାରା ନିର୍ମିତ କାଠପୋଲ
କନକ ବ୍ୟୁରୋ : ନାହିଁ ନାହିଁର ଗାଁ ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକର ଧୋନାପୁଟ ଗାଁ । କାରଣ ଉପାନ୍ତ ଦୁର୍ଗମ ଗାଁକୁ ଯିବାକୁ ହେଲେ କାଠପୋଲରେ ନଦୀ ପାରି ହେବାକୁ ପଡିବ । ପୁଣି ଗ୍ରାମବାସୀଙ୍କ ଦ୍ୱାରା କେଇ ଖଣ୍ଡ କାଠରେ ତିଆରି ହୋଇଥିବା ପୋଲ ଉପରେ । ବର୍ଷ ବର୍ଷ ଧରି ବିପଦ ସଂକୁଳ ଅବସ୍ଥାରେ ଯିବା ଆସିବା କରୁଛନ୍ତି ଅଂଚଳବାସୀ । ଧୋନାପୁଟ ଗାଁର ଛୋଟରୁ ବଡ, ରୋଗୀଙ୍କ ଠାରୁ ଗର୍ଭବତୀ ମହିଳା ସମସ୍ତେContinue reading “ଅବହେଳିତ ଉପାନ୍ତ ଅଂଚଳ, ଚିତ୍ରକୋଣ୍ଡା ଧୋନାପୁଟରେ ଗମନାଗମନର ଏକମାତ୍ର ମାଧ୍ୟମ ଗ୍ରାମବାସୀଙ୍କ ଦ୍ୱାରା ନିର୍ମିତ କାଠପୋଲ”
ଯୁବକ ସହି ପାରିଲେ ନାହିଁ ଭସାଣି ଉତ୍ସବରେ ବିକଟାଳ ଶବ୍ଦ । ଗଣେଶ ଭସାଣି ବେଳେ ଗରଦପୁରରେ ଯୁବକଙ୍କୁ ହାର୍ଟଆର୍ଟାକ
କନକ ବ୍ୟୁରୋ : ଡିଜେର ବିକଟାଳ ସବ୍ଦରେ ହାର୍ଟ ଆଟାକର ଶିକାର ହେଲେ ଯୁବକ। ଗଣେଷ ଭସାଣିରେ କାନଫଟା ଶବ୍ଦରେ ହାର୍ଟଆଟାକର ଶିକାରହେଲେ ଜଣେବ୍ୟକ୍ତି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମରେ। ଗତ ତିନିଦିନ ତଳେ ହୋଇଥବା ଗଣେଷ ଭସାଣୀ ଉତ୍ସବରେ ଡିଜେ ବଜାଇ କିଛି ମେଢ ବ୍ରହ୍ମପୁର ଓ ପୁରୁଷୋତ୍ତମପୁର ଗ୍ରାମରେ ପରିକ୍ରମା କରିଥିଲେ। ଡିଜେର କାନଫଟା ବିକଟାଳ ଶବ୍ଦରେ ପୁରୁଷୋତ୍ତମପୁର ଗ୍ରାମର ପ୍ରମୋଦ କୁମାରContinue reading “ଯୁବକ ସହି ପାରିଲେ ନାହିଁ ଭସାଣି ଉତ୍ସବରେ ବିକଟାଳ ଶବ୍ଦ । ଗଣେଶ ଭସାଣି ବେଳେ ଗରଦପୁରରେ ଯୁବକଙ୍କୁ ହାର୍ଟଆର୍ଟାକ”
ଆସିଲା ନାହିଁ ଆମ୍ବୁଲାନ୍ସ । ଟିଟିଲାଗଡ ଡାକ୍ତରଖାନାରେ ପହଂଚିବା ଆଗରୁ ରାସ୍ତାକଡରେ ଯାଆଁଳା ଶିଶୁଙ୍କୁ ଜନ୍ମ ଦେଲେ ମହିଳା
କନକ ବ୍ୟୁରୋ : ରାସ୍ତା କଡରେ ଲୁଗା ଢଙ୍କା ଯାଇଛି । ଦୁଇ ଜଣ ମହିଳା ଲୁଗା ଧରି ଠିଆ ହୋଇଛନ୍ତି । ଆଉ ଆପଣମାନେ ଜାଣିଛନ୍ତି ଏହି ଲୁଗା ଆଢୁଅ।।ଳରେ ଜଣେ ମହିଳା ଗର୍ଭ ଯନ୍ତ୍ରଣା ଭୋଗୁଛନ୍ତି । ବେହାଲ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର ଆସିଛି ବଲାଙ୍ଗୀର ଜିଲ୍ଲା ଟିଟଲାଗଡରୁ । ଘର ଠାରୁ ମାତ୍ର ୨ କିଲେମିଟର ଦୂରରେ ଟିଟିଲାଗଡ ମୁଖ୍ୟ ଡାକ୍ତରଖାନା ରହିଛି । ହେଲେ ଡାକ୍ତରଖାନାରେ ପହଂଚିପାରିଲେ ନାହିଁ କୁମୁଡାContinue reading “ଆସିଲା ନାହିଁ ଆମ୍ବୁଲାନ୍ସ । ଟିଟିଲାଗଡ ଡାକ୍ତରଖାନାରେ ପହଂଚିବା ଆଗରୁ ରାସ୍ତାକଡରେ ଯାଆଁଳା ଶିଶୁଙ୍କୁ ଜନ୍ମ ଦେଲେ ମହିଳା”
ଚନ୍ଦାହାଣ୍ଡି ଘାଟିରେ ଓଲଟିଲା ବସ୍ । କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ, ୩୦ରୁ ଅଧିକ ଛାତ୍ରଛାତ୍ରୀ ଆହତ
କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିରେ ଓଲିଟିଲା ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବସ୍ । ଦୁର୍ଘଟଣାରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ୬ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ମୃତ ଶିକ୍ଷକ ହେଲେ ଉମରକୋଟ ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରର ଖେଳ ଶିକ୍ଷକ ପ୍ରଭାସ ଜେନା । ଆହତ ଛାତ୍ରଛାତ୍ରୀଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି । ଜିଲ୍ଲାସ୍ତରୀୟ କ୍ରୀଡ଼ାରେContinue reading “ଚନ୍ଦାହାଣ୍ଡି ଘାଟିରେ ଓଲଟିଲା ବସ୍ । କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ, ୩୦ରୁ ଅଧିକ ଛାତ୍ରଛାତ୍ରୀ ଆହତ”