କନକ ବ୍ୟୁରୋ : ଜୀବନ ବାସ୍ତବରେ ବ୍ୟସ୍ତତା ଭିତରେ କଟିଥାଏ । ସେ ଯେଉଁ ବୃତ୍ତିର ମଣିଷ ହୋଇଥାନ୍ତୁ ନା କାହିଁକି ଜୀବନରେ ଜଞ୍ଜାଳ ହିଁ ଦୁଖର ଏକ ପ୍ରମୁଖ କାରଣ ହୋଇଥାଏ । ଏହାକୁ କମ୍ କରିବା ପାଇଁ ମଣିଷ ଅନେକ ସମୟରେ ବୁଲାବୁଲି କରିବାକୁ ପସନ୍ଦ କରିଥାଏ । ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ହୋଇଥିବାରୁ ଆମେ ଆପଣଙ୍କୁ ଭାରତର କିଛି ପ୍ରମୁଖ ପର୍ଯ୍ୟଟନସ୍ଥଳୀ ବାବଦରେ ଜଣାଇବାକୁ ଚାହୁଁଛୁ । ମଣିଷ ଜୀବନର ବୃତିଗତContinue reading “ଭାରତରେ ପର୍ଯ୍ୟଟକଙ୍କ ପାଇଁ ବେଶ ନିଆରା ଏହିସବୁ ସ୍ଥାନ, ବୁଲିଆସିଲେ ହୃଦୟକୁ ମିଳିଥାଏ ଅପାର ଶାନ୍ତି”
Tag Archives: News
ସାମ୍ନାକୁ ଆସିଲା ଶିଶୁଭବନର ଉଦବେଗଜନକ ତଥ୍ୟ । ୨୦ ମାସରେ ଶିଶୁଭବନରେ ଗଲାଣି ସାଢ଼େ ୩ହଜାର ଶିଶୁଙ୍କ ଜୀବନ
କନକ ବ୍ୟୁରୋ: ରାଜ୍ୟର ଅନ୍ୟତମ ଶ୍ରେଷ୍ଠ ବା ଏକମାତ୍ର ସରକାରୀ ଶିଶୁ ଚିକିତ୍ସାଳୟ ଶିଶୁଭବନ । ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଶିଶୁ ଚିକିତ୍ସା ପାଇଁ ଏଠାକୁ ଆସିଥାନ୍ତି । କିନ୍ତୁ ଏବେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ବେଶ୍ ଉଦବେଗଜନକ । ୨୦ ମାସ ଭିତରେ ଶିଶୁଭବନରେ ପାଖାପାଖି ସାଢ଼େ ୩ହଜାର ଶିଶୁଙ୍କର ମୃତ୍ୟୁ ହୋଇଛି । ଅର୍ଥାତ ଦିନକୁ ହାରାହାରି ୬ଜଣ ଶିଶୁ ପ୍ରାଣ ହରାଉଛନ୍ତି । ଏହି ତଥ୍ୟ ଏଥିପାଇଁ ଗୁରୁତ୍ୱContinue reading “ସାମ୍ନାକୁ ଆସିଲା ଶିଶୁଭବନର ଉଦବେଗଜନକ ତଥ୍ୟ । ୨୦ ମାସରେ ଶିଶୁଭବନରେ ଗଲାଣି ସାଢ଼େ ୩ହଜାର ଶିଶୁଙ୍କ ଜୀବନ”
ବିଜେଡି ଛାଡ଼ି ବିଜେପିରେ ସାମିଲ ହେଲେ କଳାହାଣ୍ଡିର ପୂର୍ବତନ ସାଂସଦ । ପତ୍ନୀ ମାଳବିକା ଦେବୀଙ୍କ ସହ ପଦ୍ମ ଧରିଲେ ଅର୍କକେଶରୀ ଦେଓ
କନକ ବ୍ୟୁରୋ: ବିଜେପିରେ ସାମିଲ ହେଲେ ପୂର୍ବତନ କଳାହାଣ୍ଡି ସାଂସଦ ଅର୍କକେଶରୀ ଦେଓ । ଅର୍କକେଶରୀଙ୍କ ସହ ତାଙ୍କ ପତ୍ନୀ ମାଳବିକା ଦେବୀ ମଧ୍ୟ ବିଜେପିରେ ମିଶିଛନ୍ତି । ଏଥିସହ ମଦନପୁର ଓ ରାମପୁର ରାଜ ପରିବାରର ତନ୍ମୟ ପ୍ରତାପ ସିଂହ ଦେଓ ଏବଂ କୁମାର ସାହେବଙ୍କ ବୋହୂ ତଥା ଅନ୍ତର୍ଜାତୀୟ ସେରାମିକ ଆର୍ଟିଷ୍ଟ ପୃଥ୍ୱୀରାଜ ସିଂହଦେଓଙ୍କ ପତ୍ନୀ ମଧ୍ୟ ସଂଯୁକ୍ତା ଦେବୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । The post ବିଜେଡି ଛାଡ଼ି ବିଜେପିରେContinue reading “ବିଜେଡି ଛାଡ଼ି ବିଜେପିରେ ସାମିଲ ହେଲେ କଳାହାଣ୍ଡିର ପୂର୍ବତନ ସାଂସଦ । ପତ୍ନୀ ମାଳବିକା ଦେବୀଙ୍କ ସହ ପଦ୍ମ ଧରିଲେ ଅର୍କକେଶରୀ ଦେଓ”
ଆନ୍ଦୋଳନରେ ପାଚିକା, ରୋଷେଇ କରୁଛନ୍ତି ଶିକ୍ଷକ । ପାଚିକା ସଂଘର ଆନ୍ଦୋଳନ ଯୋଗୁଁ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ବ୍ୟାପକ ବିଭ୍ରାଟ
କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମଜିରେ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଛି ପାଚିକା ସଂଘ । ପାଚିକା ସଂଘର ଆନ୍ଦୋଳନ ଯୋଗୁଁ ସ୍କୁଲ ଗୁଡ଼ିକରେ ପ୍ରଭାବିତ ହୋଇଛି ପିଲାଙ୍କ ମଧ୍ୟାହ୍ନ ଭୋଜନ । ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ବନ୍ଦ ହୋଇଗଲେ ପିଲା ସ୍କୁଲ ଆସିବେ ନା’ ନାହିଁ ସନ୍ଦେହ । ଏଭଳି ସ୍ଥିତିରେ କୌଣସି ବିକଳ୍ପ ନ ପାଇ, ପାଠ ପଢ଼ାଉଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଏବେ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନContinue reading “ଆନ୍ଦୋଳନରେ ପାଚିକା, ରୋଷେଇ କରୁଛନ୍ତି ଶିକ୍ଷକ । ପାଚିକା ସଂଘର ଆନ୍ଦୋଳନ ଯୋଗୁଁ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ବ୍ୟାପକ ବିଭ୍ରାଟ”
ଦ୍ୱାଦଶ ଫେଲ୍ ପରେ ବି ମାନିନଥିଲେ ହାର୍ । ସିଙ୍ଘମ୍ IPSଙ୍କ ଉପରେ ଆସୁଛି ସିନେମା ।
କନକ ବ୍ୟୁରୋ: ଆଇପିଏସ୍-ଆଇଏଏସଙ୍କ ସଫଳତା କାହାଣୀ ଜାଣିବାକୁ ଯୁବପୀଢ଼ି ସବୁବେଳେ ଆଗ୍ରହୀ ଥାଆନ୍ତି । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଆଇପିଏସଙ୍କ ବିଷୟରେ କହିବୁ ଯାହାଙ୍କ ଜୀବନ କାହାଣୀକୁ ନେଇ ରିଲିଜ୍ ହେବାକୁ ଯାଉଛି ବଲିଉଡ୍ ଫିଲ୍ମ 12TH Fail । ମଧ୍ୟପ୍ରଦେଶ ମୋରେନାର ଆଇପିଏସ୍ ଅଧିକାରୀ ମନୋଜ ଶର୍ମା । ସଂଘର୍ଷରୁ ସଫଳତା ପାଇଥିବା ଜଣେ ଆଦର୍ଶ ଆଇପିଏସ୍ ଅଫିସର । ପିଲାଦିନ ଗରିବୀରେ କଟିଛି, ପାଠ ପଢ଼ାରେ ବି ଏତେ ରୁଚିContinue reading “ଦ୍ୱାଦଶ ଫେଲ୍ ପରେ ବି ମାନିନଥିଲେ ହାର୍ । ସିଙ୍ଘମ୍ IPSଙ୍କ ଉପରେ ଆସୁଛି ସିନେମା ।”
କଟକ ଛାତିରେ ଇତିହାସ ପାଲଟିଗଲା ‘ବାଦାମବାଡି’ । ଆଉ ବସର ଚକ ଗଡିବନି, କଣ୍ଡକ୍ଟରର ଡାକ ଶୁଭିବନି… ଏବେ ଖାଲି ସ୍ମୃତି ଆଉ ସ୍ମୃତି…
କନକ ବ୍ୟୁରୋ: କଟକ ! ହଜାରେ ବର୍ଷର ସହର । ପୁରୁଣା ରାଜଧାନୀ ଆମ ଓଡିଶାର । ୫୨ ବଜାର, ୫୩ ଗଳି । କୁହାଯାଏ କଟକରେ ହୁଏନି ରାତି, ଏଠି ପାଣି ପବନରେ ଖାଲି ପ୍ରେମ ଆଉ ପ୍ରିତୀ । କଟକ ! କେବଳ ଗୋଟେ ସହର ନୁହେଁ, ଏହା ଇତିହାସ ଓ ଐତିହ୍ୟର ମୁକସାକ୍ଷୀ । ଆଉ ଏହି ରୌପ୍ୟନଗରୀର ମୁଖଶାଳା ‘ବାଦାମବାଡି’ । ଯିଏ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସୁଥିବା ଲୋକଙ୍କୁ ହାତContinue reading “କଟକ ଛାତିରେ ଇତିହାସ ପାଲଟିଗଲା ‘ବାଦାମବାଡି’ । ଆଉ ବସର ଚକ ଗଡିବନି, କଣ୍ଡକ୍ଟରର ଡାକ ଶୁଭିବନି… ଏବେ ଖାଲି ସ୍ମୃତି ଆଉ ସ୍ମୃତି…”
ବାଲେଶ୍ୱର ବାମ୍ପଦା ଛକରେ ବଡ ଅଘଟଣ । ଗାଡିକୁ ଧକ୍କା ଦେଇ ଟ୍ରେନ୍ ଟ୍ରାକ ଭିତରକୁ ଚାଲିଗଲା କଣ୍ଟେନର ।
କନକ ବ୍ୟୁରୋ: ଗାଡ଼ିକୁ ଧକ୍କା ଦେଇ ରେଳ ଟ୍ରାକ ଭିତରକୁ ଚାଲିଗଲା କଣ୍ଟେନର । ଅଳ୍ପକେ ବର୍ତ୍ତିଲେ ଲୋକେ । ଆଜି ଅପରାହ୍ନରେ ବାଲେଶ୍ୱର ବାମ୍ପଦା ଛକ ନିକଟରେ ଏକ ବଡ଼ ଅଘଟଣ ଘଟିଛି । ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତିଯାଇଛନ୍ତି ଲୋକେ । ଏକ କାର ବୋଝେଇ କଣ୍ଟେନର ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ବେଳେ ବାମ୍ପଦା ନିକଟରେ ଏକ ଗାଡ଼ିକୁ ଧକ୍କା ଦେଇ ଭାରସାମ୍ୟ ହରାଇ ରେଳ ଟ୍ରାକ ଭିତରକୁ ମାଡ଼ିContinue reading “ବାଲେଶ୍ୱର ବାମ୍ପଦା ଛକରେ ବଡ ଅଘଟଣ । ଗାଡିକୁ ଧକ୍କା ଦେଇ ଟ୍ରେନ୍ ଟ୍ରାକ ଭିତରକୁ ଚାଲିଗଲା କଣ୍ଟେନର ।”
ଜୀ-ସାର୍ଥକରେ ଆସୁଛି ୩ଟି ନୂଆ ଧାରାବାହିକ । ଜାଣନ୍ତୁ କେଉଁ ସମୟରେ ହେବ ପ୍ରସାରଣ
କନକ ବ୍ୟୁରୋ : ଓଡିଶାର ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି । ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣୀତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ । ଜୀ-ସାର୍ଥକର ‘ସୁନା ଝିଅ’, ‘ତୁ ଖରା ମୁଁ ଛାଇ’ ଏବଂ ‘ଖୁସିର ଛୁଙ୍କ’ ପରି ମେଗା ଧାରାବାହିକ ହେଉ କି ଡାନ୍ସContinue reading “ଜୀ-ସାର୍ଥକରେ ଆସୁଛି ୩ଟି ନୂଆ ଧାରାବାହିକ । ଜାଣନ୍ତୁ କେଉଁ ସମୟରେ ହେବ ପ୍ରସାରଣ”
ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ଘୋଡ଼ାକୁ ମିଳିପାରେ ଅଷ୍ଟମ ପ୍ରଜାତିର ମାନ୍ୟତା । ଓୟୁଏଟି ଗବେଷଣାରୁ ଜଣାପଡ଼ିଛି ସ୍ୱତନ୍ତ୍ରତା
କନକ ବ୍ୟୁରୋ: ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ଘୋଡାକୁ ମିଳିବ କି ଅଷ୍ଟମ ପ୍ରଜାତିର ମାନ୍ୟତା ? ଦେଶରେ ସାତ ପ୍ରକାରର ଘୋଡା ଦେଖିବାକୁ ମିଳୁଥିବା ବେଳେ ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ଘୋଡାଙ୍କ ମଧ୍ୟରେ ଅନେକ ଭିନ୍ନତା ରହିଛି ବୋଲି ଓୟୁଏଟି ଗବେଷଣାରୁ ଜଣାପଡିଛି । ଏମାନଙ୍କ ଉଚ୍ଚତା ୧୪୦ ରୁ ୧୫୦ ସେଣ୍ଟିମିଟର । ଅନ୍ୟ ଘୋଡା ତୁଳନାରେ ଏମାନଙ୍କ ରକ୍ଷଣାବେକ୍ଷଣ ଖର୍ଚ୍ଚ କିନ୍ତୁ ଖୁବ କମ । ତେବେ ମାଲକାନଗିରି ଘୋଡା କିନ୍ତୁ ଗରମ ସ୍ଥାନରେContinue reading “ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ଘୋଡ଼ାକୁ ମିଳିପାରେ ଅଷ୍ଟମ ପ୍ରଜାତିର ମାନ୍ୟତା । ଓୟୁଏଟି ଗବେଷଣାରୁ ଜଣାପଡ଼ିଛି ସ୍ୱତନ୍ତ୍ରତା”
କ୍ୟାପିଟାଲ ହସ୍ପିଟାଲରେ ପିଲା ଅଦଳବଦଳ ଘଟଣା । ନିର୍ଦ୍ଦେଶକ କହିଲେ, ପ୍ରାଥମିକ ତଦନ୍ତ ଅନୁସାରେ ଅଭିଯୋଗକାରୀଙ୍କ ଜନ୍ମ ହୋଇଛି ଝିଅ ।
କନକ ବ୍ୟୁରୋ: କ୍ୟାପିଟାଲ ହସ୍ପିଟାଲରେ ପିଲା ଅଦଳବଦଳ ଘଟଣା । ଉଚ୍ଚସ୍ତରୀୟ ୩ଜଣିଆ କମିଟିର ପ୍ରାଥମିକ ତଦନ୍ତରେ ଅଭିଯୋଗକାରୀଙ୍କ ଝିଅ ହୋଇଥିବା ଜଣାପଡ଼ିଛି । କିନ୍ତୁ ବ୍ୟକ୍ତି ଜଣକ ଡିଏନଏ ଟେଷ୍ଟ ପାଇଁ ଦାବି କରିଥିବାରୁ ପୋଲିସକୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ଏନେଇ ଆଗକୁ ଯାହା ତଦନ୍ତ ହେବ ତାହା ପୋଲିସ ହିଁ କରିବ । ସେପଟେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଭାବେ ମହିଳା ଆଟେଣ୍ଡାଣ୍ଟଙ୍କୁ ନିଲମ୍ବିତ କରାଯାଇଛି । କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି,Continue reading “କ୍ୟାପିଟାଲ ହସ୍ପିଟାଲରେ ପିଲା ଅଦଳବଦଳ ଘଟଣା । ନିର୍ଦ୍ଦେଶକ କହିଲେ, ପ୍ରାଥମିକ ତଦନ୍ତ ଅନୁସାରେ ଅଭିଯୋଗକାରୀଙ୍କ ଜନ୍ମ ହୋଇଛି ଝିଅ ।”