କନକ ବ୍ୟୁରୋ: ଲୋକସଭାରେ ବିଜେଡି ମହିଳା ସାଂସଦଙ୍କ ପ୍ରଦର୍ଶନ ଅପେକ୍ଷା ବିଜେପି ମହିଳା ସାଂସଦଙ୍କ ପ୍ରଦର୍ଶନ ଭଲ । ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି । ୧୭ତମ ଲୋକସଭାରେ ବର୍ତମାନ ସୁଦ୍ଧା ସ୍ୱତନ୍ତ୍ର ଅଧିବେଶନ ସମେତ ମୋଟ ୧୨ଟି ଅଧିବେଶନ ଶେଷ ହୋଇଛି । ବିଭିନ୍ନ ଅଧିବେଶନରେ ସାଂସଦମାନେ ଏଥିରେ ସାମିଲ ହୋଇଛନ୍ତି । ଓଡ଼ିଶାରୁ ଲୋକସଭାରେ ବିଜେଡିର ୫ ଓ ବିଜେପିର ଦୁଇଜଣ ମହିଳା ସାଂସଦ ପ୍ରତିନିଧିତ୍ୱ କରୁଛନ୍ତି । ପିଆରଏସ୍ ଲେଜିସଲେଟିଭ୍ ତଥ୍ୟରୁContinue reading “ଲୋକସଭାରେ ମହିଳା ସାଂସଦ, କିଏ ପଚାରିଛନ୍ତି କେତେ ପ୍ରଶ୍ନ? ବିଜେଡି ତୁଳନାରେ ବିଜେପି ମହିଳା ସାଂସଦଙ୍କ ପ୍ରଦର୍ଶନ ଭଲ”
Tag Archives: News
ତାଲିବାନ ପ୍ରଶାସନର ଏହି ପଦକ୍ଷେପ ପରେ ବିଶ୍ୱରେ ଚମକିଲା ଆଫାଗାନିସ୍ଥାନ ମୁଦ୍ରା ଆଫଗାନି । ୩ମାସରେ ମୁଦ୍ରା ମୂଲ୍ୟର ୯ ପ୍ରତିଶତ ବୃଦ୍ଧି
କନକ ବ୍ୟୁରୋ : ତାଲିବାନ ନିୟନ୍ତ୍ରିତ ଆଫଗାନିସ୍ତାନର ମୁଦ୍ରା ଆଫଗାନି ଚଳିତ ତ୍ରୈମାସିରେ ବିଶ୍ୱର ଶ୍ରେଷ୍ଠ ପ୍ରଦର୍ଶନକାରୀ ମୁଦ୍ରା ଭାବେ ଉଭା ହୋଇଛି । ବ୍ଲୁମବର୍ଗ ଦ୍ୱାରା ସଂଗୃହିତ ତଥ୍ୟରୁ ଏହା ପ୍ରକାଶ ପାଇଛି । ଏହି ସମୟ ମଧ୍ୟରେ ଆଫଗାନିସ୍ତାନ ମୁଦ୍ରା ଆଫଗାନ ମୂଲ୍ୟର ୯ ପ୍ରତିଶତ ବୃଦ୍ଧି ହୋଇଛି । ଏହାର କାରଣ ଭାବେ କୋଟି କୋଟି ଡଲାର ମାନବୀୟ ସହାୟତାର ପ୍ରବାହ ଓ ଏସୀୟ ପଡୋଶୀ ଦେଶମାନଙ୍କ ସହ ବାଣିଜ୍ୟ ବୃଦ୍ଧି ।Continue reading “ତାଲିବାନ ପ୍ରଶାସନର ଏହି ପଦକ୍ଷେପ ପରେ ବିଶ୍ୱରେ ଚମକିଲା ଆଫାଗାନିସ୍ଥାନ ମୁଦ୍ରା ଆଫଗାନି । ୩ମାସରେ ମୁଦ୍ରା ମୂଲ୍ୟର ୯ ପ୍ରତିଶତ ବୃଦ୍ଧି”
ବାୟଜୁ କର୍ମଚାରୀଙ୍କ ବଢିଲା ଚିନ୍ତା । ୧୧ ପ୍ରତିଶତ କର୍ମଚାରୀ ଛଟେଇ କରିବାକୁ କମ୍ପାନୀର ଯୋଜନା
କନକ ବ୍ୟୁରୋ : ଦେଶର ସବୁଠାରୁ ବଡ ଏଡଟେକ୍ ଫାର୍ମ ବାୟଜୁ ପୁଣିଥରେ କର୍ମଚାରୀ ଛଟେଇ କରିବାକୁ ଯୋଜନା କରିଛି । କମ୍ପାନୀର ଇଣ୍ଡିଆ ମୁଖ୍ୟ ଅର୍ଜୁନ ମୋହନ ରିଷ୍ଟ୍ରକଚରିଂ କରିବା ଉପରେ ନଜର ରଖି ଖର୍ଚ୍ଚ କାଟ୍ କରିବାକୁ ଯୋଜନା କରିଛନ୍ତି । ଏକ ରିପୋର୍ଟ ମୁତାବକ ଖର୍ଚ୍ଚ କାଟ୍ କ୍ରମରେ କମ୍ପାନୀ ୪୦୦୦ କର୍ମଚାରୀ ଛଟେଇ କରିବାକୁ ଚିନ୍ତା କରୁଛି । ଗତ ସପ୍ତାହରେ ଅର୍ଜୁନ ମୋହନଙ୍କ ବାୟଜୁ ତରଫରୁ ଇଣ୍ଡିଆର ମୁଖ୍ୟ ଭାବେContinue reading “ବାୟଜୁ କର୍ମଚାରୀଙ୍କ ବଢିଲା ଚିନ୍ତା । ୧୧ ପ୍ରତିଶତ କର୍ମଚାରୀ ଛଟେଇ କରିବାକୁ କମ୍ପାନୀର ଯୋଜନା”
ଦିଗପହଣ୍ଡିରେ ରାଜନୈତିକ ଛକାପଞ୍ଝା : ଉପନିର୍ବାଚନ ତାରିଖ ଘୋଷଣା ପରେ ସମିତି ସଭ୍ୟଙ୍କୁ ପାଳି କରି ଜଗୁଛନ୍ତି ଗ୍ରାମବାସୀ
କନକ ବ୍ୟୁରୋ : ଉପନିର୍ବାଚନ ତାରିଖ ଘୋଷଣା ପରେ ସମିତି ସଭ୍ୟଙ୍କୁ ପହରା ଦେଉଛନ୍ତି ୫ଶହରୁ ଅଧିକ ଗ୍ରାମବାସୀ । ଗଞ୍ଜାମ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ ପାଇଁ ମଙ୍ଗଳବାର ତାରିଖ ଘୋଷଣା ହୋଇଛି । ଅକ୍ଟୋବର ୪ରେ ଏଠାରେ ନିର୍ବାଚନ ହେବ । ଏହା ପରେ ସମିତି ସଭ୍ୟଙ୍କ ସୁରକ୍ଷା ନେଇ ବୋମକେଇ ଗାଁଲୋକେ ସାରା ରାତି ପହରା ଦେଉଛନ୍ତି । ପାଳି କରି ଗାଁର ମହିଳା ପୁରୁଷ ଜନପ୍ରତିନିଧିଙ୍କୁ ସୁରକ୍ଷା ଯୋଗାଇ ଦେଉଛନ୍ତି ।Continue reading “ଦିଗପହଣ୍ଡିରେ ରାଜନୈତିକ ଛକାପଞ୍ଝା : ଉପନିର୍ବାଚନ ତାରିଖ ଘୋଷଣା ପରେ ସମିତି ସଭ୍ୟଙ୍କୁ ପାଳି କରି ଜଗୁଛନ୍ତି ଗ୍ରାମବାସୀ”
ଘରୋଇ ଗାଡିକୁ ବ୍ୟବସାୟରେ ଲଗାଉଛନ୍ତି ଓଲା, ଉବେର ଓ ରାପିଡୋ : ଥାନାରେ ଏତଲା ଦେଲା ଆରଟିଓ-୧
କନକ ବ୍ୟୁରୋ : ଘରୋଇ ଗାଡ଼ିକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ଓଲା, ଉବର ଏବଂ ରାପିଡୋରେ ବ୍ୟବହାର କରୁଥିବା ଗାଡ଼ି ମାଲିକଙ୍କ ପାଇଁ ବଢ଼ିଲା ସଙ୍କଟ । ଓଲା, ଉବର ଏବଂ ରାପିଡୋ ନାଁରେ ଥାନାରେ ଏତଲା ଦେଇଛି ଭୁବନେଶ୍ୱର ଆର୍ଟିଓ-୧ । ଘରୋଇ ଗାଡ଼ି ଏବଂ ବାଇକକୁ କିଛି ବ୍ୟକ୍ତି ଓଲା, ଉବର ଏବଂ ରାପିଡୋରେ ଲଗାଉଛନ୍ତି । କିନ୍ତୁ ଏଥିପାଇଁ ତାଙ୍କ ପାଖରେ ବିଧିବଦ୍ଧ ଲାଇସେନ୍ସ ରହୁନି । ବ୍ୟକ୍ତିଗତ ଗାଡ଼ିକୁ ସାମୁହିକ ପରିବହନ ଉଦ୍ଦେଶ୍ୟରେContinue reading “ଘରୋଇ ଗାଡିକୁ ବ୍ୟବସାୟରେ ଲଗାଉଛନ୍ତି ଓଲା, ଉବେର ଓ ରାପିଡୋ : ଥାନାରେ ଏତଲା ଦେଲା ଆରଟିଓ-୧”
କାହିଁକି ଜନବିରୋଧୀ କହିଲେ ମୁଖ୍ୟମନ୍ତ୍ରୀ ? ବିଜେପି ଆଣିଲା ସ୍ୱାଧିକାର ଭଙ୍ଗ ନୋଟିସ୍; କଂଗ୍ରେସର ସମର୍ଥନ, ବିଜେଡି ବିଧାୟକ କହିଲେ ଏମାନେ ବିକାଶ ବିରୋଧୀ
କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ । ନୋଟିସ୍ ଆଣିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଗତ ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ଦେଇଥିବା ବିବୃତିକୁ ନେଇ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଛନ୍ତି । ବିରୋଧୀ ଦଳ ଭାବେ ବିବୃତି ରଖିବାକୁ ଦାବି କରିନଥିଲେ ମଧ୍ୟ ନିଜ ଆଡୁ ବିବୃତି ରଖିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଫାଇଭ୍-ଟି ସଚିବଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ ବିବୃତି ରଖିଥିଲେ ବୋଲି ଅଭିଯୋଗ କରିଛନ୍ତିContinue reading “କାହିଁକି ଜନବିରୋଧୀ କହିଲେ ମୁଖ୍ୟମନ୍ତ୍ରୀ ? ବିଜେପି ଆଣିଲା ସ୍ୱାଧିକାର ଭଙ୍ଗ ନୋଟିସ୍; କଂଗ୍ରେସର ସମର୍ଥନ, ବିଜେଡି ବିଧାୟକ କହିଲେ ଏମାନେ ବିକାଶ ବିରୋଧୀ”
କେବିକେ ଜିଲ୍ଲାରେ ଅଧ୍ୟାପକ ସଙ୍କଟ : ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ; ଉତ୍ତର ରଖିଲେ ଉଚ୍ଚଶିକ୍ଷାମନ୍ତ୍ରୀ
କନକ ବ୍ୟୁରୋ : କେବିକେ ଜିଲ୍ଲା ଗୁଡ଼ିକର କଲେଜ ଓ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଓ କର୍ମଚାରୀ ଅଭାବ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ଜାଣିଶୁଣି କେବିକେ ଜିଲ୍ଲାକୁ ଅବହେଳା କରାଯାଉଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ବିକ୍ରମ ଦେବ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେଉଥିବାରୁ ଧନ୍ୟବାଦ କିନ୍ତୁ ଅଧ୍ୟାପକ ଓ କର୍ମଚାରୀ ନିଯୁକ୍ତିରେ କାହିଁକି ପାତରଅନ୍ତର କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି । ଟିଚିଂ ଓContinue reading “କେବିକେ ଜିଲ୍ଲାରେ ଅଧ୍ୟାପକ ସଙ୍କଟ : ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ; ଉତ୍ତର ରଖିଲେ ଉଚ୍ଚଶିକ୍ଷାମନ୍ତ୍ରୀ”
‘ଇସ୍କନ’ ସଂସ୍ଥା ନାମରେ ସାଂଘାତିକ ଅଭିଯୋଗ ଆଣିଲେ ବିଜେପି ସାଂସଦ ମେନକା ଗାନ୍ଧୀ । କହିଲେ, ଏହି ସଂସ୍ଥା ସର୍ବାଧିକ ଗାଈ କଂସେଇକୁ ବିକ୍ରି କରୁଛି
କନକ ବ୍ୟୁରୋ : ଇଣ୍ଟରନ୍ୟାସନାଲ ସୋସାଇଟି ଫର କ୍ରିଷ୍ଣା ଚେତନା ବା ଇସ୍କନ ସଂସ୍ଥା ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ ତଥା ପଶୁପ୍ରେମୀ ମେନକା ଗାନ୍ଧୀ । ସେ କହିଛନ୍ତି କି ଇସ୍କନ ଦେଶର ସବୁଠାରୁ ବଡ ଠକ ସଂସ୍ଥା ଯେ କି, ଗୋଶାଳାରୁ ଗାଈମାନଙ୍କୁ କଂସେଇକୁ ବିକ୍ରି କରୁଛି । ସେପଟେ ବିଜେପି ସାଂସଦଙ୍କ ଏଭଳି ଅଭିଯୋଗକୁ ଅର୍ଥହୀନ ବୋଲି କହିଛି ଇସ୍କନ । ସୂଚନା ଥାଉକି ପୂର୍ବତନ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀContinue reading “‘ଇସ୍କନ’ ସଂସ୍ଥା ନାମରେ ସାଂଘାତିକ ଅଭିଯୋଗ ଆଣିଲେ ବିଜେପି ସାଂସଦ ମେନକା ଗାନ୍ଧୀ । କହିଲେ, ଏହି ସଂସ୍ଥା ସର୍ବାଧିକ ଗାଈ କଂସେଇକୁ ବିକ୍ରି କରୁଛି”
କ୍ୟାପିଟାଲ ହସ୍ପିଟାଲରେ ପିଲା ଅଦଳବଦଳ ଘଟଣା : ମହିଳା ଆଟେଣ୍ଡାଣ୍ଟ ସସପେଣ୍ଡ; ନିର୍ଦ୍ଦେଶକ କହିଲେ, ଆବଶ୍ୟକ ପଡ଼ିଲେ ଦୋଷୀଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ
କନକ ବ୍ୟୁରୋ : କ୍ୟାପିଟାଲ ହସ୍ପିଟାଲରେ ପିଲା ଅଦଳବଦଳ ଘଟଣା । ମହିଳା ଆଟେଣ୍ଡାଣ୍ଟ ନିଲମ୍ବିତ । ହସ୍ପିଟାଲ ନିର୍ଦ୍ଦେଶକ କହିଲେ, ଆବଶ୍ୟକ ପଡ଼ିଲେ ଦୋଷୀଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟନୁଷ୍ଠାନ । ଗତକାଲି କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ଆଣିଥିଲେ ପ୍ରାଣକୃଷ୍ଣ ବିଶ୍ୱାଳ । ତାଙ୍କର ସନ୍ତାନ ପ୍ରସବ ପରେ ପୁଅ ହୋଇଛି ବୋଲି ନର୍ସ ତାଙ୍କୁ ଜଣାଇଥିଲେ । ହେଲେ ଶିଶୁ ହସ୍ତାନ୍ତର ବେଳେ ତାଙ୍କୁ କନ୍ୟା ସନ୍ତାନ ଦିଆଯାଇଥିଲା । ଏନେଇContinue reading “କ୍ୟାପିଟାଲ ହସ୍ପିଟାଲରେ ପିଲା ଅଦଳବଦଳ ଘଟଣା : ମହିଳା ଆଟେଣ୍ଡାଣ୍ଟ ସସପେଣ୍ଡ; ନିର୍ଦ୍ଦେଶକ କହିଲେ, ଆବଶ୍ୟକ ପଡ଼ିଲେ ଦୋଷୀଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ”
ଓଲଟିଲା ସ୍କୁଲ ବସ୍ : କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ, ୨୦ରୁ ଅଧିକ ଆହତ ଛାତ୍ରଛାତ୍ରୀ ମେଡିକାଲରେ ଭର୍ତ୍ତି
କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିରେ ଓଲିଟିଲା ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବସ୍ । ଦୁର୍ଘଟଣାରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ମୃତ ଶିକ୍ଷକ ହେଲେ ଉମରକୋଟ ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରର ଖେଳ ଶିକ୍ଷକ ପ୍ରଭାସ ଜେନା । ଆହତ ଛାତ୍ରଛାତ୍ରୀଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଜିଲ୍ଲାସ୍ତରୀୟ କ୍ରୀଡ଼ାରେ ଯୋଗ ଦେବାକୁ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା । ଉମରକୋଟରୁContinue reading “ଓଲଟିଲା ସ୍କୁଲ ବସ୍ : କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ, ୨୦ରୁ ଅଧିକ ଆହତ ଛାତ୍ରଛାତ୍ରୀ ମେଡିକାଲରେ ଭର୍ତ୍ତି”