ଏସୀୟ କ୍ରୀଡ଼ାରେ ଭାରତକୁ ପଞ୍ଚମ ସ୍ୱର୍ଣ୍ଣ : ମହିଳା ୫୦ ମିଟର ବ୍ୟକ୍ତିଗତ ରାଇଫଲ ଇଭେଣ୍ଟରେ ସିଫ୍ତ କୌର ଶର୍ମା ଜିତିଲେ ସ୍ୱର୍ଣ୍ଣ

କନକ ବ୍ୟୁରୋ : ଏସିଆନ୍ ଗେମ୍ସରେ ଜାରି ରହିଛି ଭାରତର ଦବଦବା । ୪ର୍ଥ ଦିନର ଆରମ୍ଭରୁ ଭାରତ ଖାତାରେ ଆସିଛି ଦୁଇଟି ସ୍ୱର୍ଣ୍ଣ ଓ ଗେଟିଏ ରୌପ୍ୟ ପଦକ । ଏସୀୟ କ୍ରୀଡ଼ାରେ ଭାରତକୁ ପଞ୍ଚମ ସ୍ୱର୍ଣ୍ଣ ମିଳିଛି । ମହିଳା ୫୦ ମିଟର ବ୍ୟକ୍ତିଗତ ରାଇଫଲ ଇଭେଣ୍ଟରେ ସିଫ୍ତ କୌର ଶର୍ମା ସ୍ୱର୍ଣ୍ଣ ଜିତିଛନ୍ତି । ସେହିପରି ୨୫ ମିଟର ପିସ୍ତଲ ଇଭେଣ୍ଟର ମହିଳା ବର୍ଗରେ ଭାରତ ଜିିତିଛି ସ୍ୱର୍ଣ୍ଣ ପଦକ । ମନୁContinue reading “ଏସୀୟ କ୍ରୀଡ଼ାରେ ଭାରତକୁ ପଞ୍ଚମ ସ୍ୱର୍ଣ୍ଣ : ମହିଳା ୫୦ ମିଟର ବ୍ୟକ୍ତିଗତ ରାଇଫଲ ଇଭେଣ୍ଟରେ ସିଫ୍ତ କୌର ଶର୍ମା ଜିତିଲେ ସ୍ୱର୍ଣ୍ଣ”

ଟ୍ରାକରୁ ଯାଇ ପ୍ଲାଟଫର୍ମକୁ ଚଢ଼ିଗଲା ଟ୍ରେନ୍ : ବ୍ରେକ ବଦଳରେ ଏକ୍ସିଲେଟର ଦାବି ଦେଲେ ଡ୍ରାଇଭର

କନକ ବ୍ୟୁରୋ : ହଠାତ୍ ଟ୍ରାକ୍ ଛାଡ଼ି ପ୍ଲାଟଫର୍ମ ଉପରେ ମାଡ଼ିଗଲା ଟ୍ରେନ୍ । ଉତ୍ତରପ୍ରଦେଶର ମଥୁରା ଜଙ୍କସନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏକ ଇଏମ୍ୟୁ ଟ୍ରେନ୍ ଦୁର୍ଘଟଣାର ଶିକାର ହୋଇଛି । ଅଚାନକ ଇଏମୟୁ ଟ୍ରେନଟି ପ୍ଲାଟଫର୍ମ ଉପରେ ମାଡ଼ିଯାଇଥିଲା । ଦୁର୍ଘଟଣାରେ କୌଣସି ଯାତ୍ରୀ ମୃତାହତ ହୋଇଥିବା ଜଣାପଡ଼ିନି । ଯେଉଁ ସମୟରେ ଏହି ଦୁର୍ଘଟଣା ଘଟିଲା ସେତେବେଳେ ଟ୍ରେନରେ କୌଣସି ଯାତ୍ରୀ ନଥିଲେ । ପ୍ଲାଟଫର୍ମରେ ଥିବା ଯାତ୍ରୀମାନେ ଭୟରେContinue reading “ଟ୍ରାକରୁ ଯାଇ ପ୍ଲାଟଫର୍ମକୁ ଚଢ଼ିଗଲା ଟ୍ରେନ୍ : ବ୍ରେକ ବଦଳରେ ଏକ୍ସିଲେଟର ଦାବି ଦେଲେ ଡ୍ରାଇଭର”

୪ର୍ଥ ଦିନରେ ସ୍ୱାଭାବିକ ହେଲା ଗୃହ । ସର୍ବଦଳୀୟ ବୈଠକ ପରେ ସ୍ୱାଭାବିକ ଭାବେ ଚାଲିଛି ପ୍ରଶ୍ନକାଳ ।

କନକ ବ୍ୟୁରୋ : ୩ ଦିନ ପରେ ସ୍ୱାଭାବିକ ହେଲା ଗୃହ । ଲଗାତାର ୩ ଦିନ ହେବ ଗୃହକାର୍ଯ୍ୟ ଅଚଳ ହେଉଥିଲା । ଉଭୟ ବିରୋଧୀ ଓ ଶାସକ ଦଳର ନାରାବାଜି କାରଣରୁ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇପାରୁନଥିଲା । କିନ୍ତୁ ବାଚସ୍ପତି ପ୍ରମିଳା ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିବା ପରେ ଚଳିତ ଅଧିବେଶନର ଚତୁର୍ଥ ଦିନରେ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇଛି । ପ୍ରଶ୍ନକାଳରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଜାରି ରହିଛି । ଆଜି ଗୃହରେContinue reading “୪ର୍ଥ ଦିନରେ ସ୍ୱାଭାବିକ ହେଲା ଗୃହ । ସର୍ବଦଳୀୟ ବୈଠକ ପରେ ସ୍ୱାଭାବିକ ଭାବେ ଚାଲିଛି ପ୍ରଶ୍ନକାଳ ।”

ଗୋଟିଏ ମ୍ୟାଚରେ ଟି-୨୦ର ସବୁ ରେକର୍ଡ : ୯ ବଲରେ ଅର୍ଦ୍ଧଶତକ ଶହ ଯୁବରାଜଙ୍କ ରେକର୍ଡ ଭାଙ୍ଗିଲେ ଦିପେନ୍ଦ୍ର ସିଂ

କନକ ବ୍ୟୁରୋ : କ୍ରିକେଟରେ କୌଣସି ରେକର୍ଡ ଯେ ଦୀର୍ଘସ୍ଥାୟୀ ନୁହେଁ ତାହା ଆଜି ପୁଣି ଥରେ ପ୍ରମାଣିତ ହୋଇଛି । ଏସୀୟ କ୍ରୀଡାରେ ଆଜିଠାରୁ ଆରମ୍ଭ ହୋଇଛି ପୁରୁଷ କ୍ରିକେଟ୍ ଇଭେଣ୍ଟ । ଟି-୨୦ ଫର୍ମାଟରେ ଖେଳାଯାଉଥିବା ଏହି ଇଭେଣ୍ଟର ପ୍ରଥମ ମ୍ୟାଚରେ ଠିଆ ହୋଇଛି ଅନେକ ରେକର୍ଡ । ଦ୍ରୁତତମ ଶତକ, ଦ୍ରୁତତମ ଅର୍ଦ୍ଧଶତକ, ସର୍ବାଧିକ ଦଳୀୟ ସ୍କୋର, ସର୍ବାଧିକ ରନ୍ ବ୍ୟବଧାନରେ ବିଜୟ, ସବୁ ରେକର୍ଡ ହୋଇଛି ନେପାଳ ଓ ମଙ୍ଗୋଲିଆ ମଧ୍ୟରେContinue reading “ଗୋଟିଏ ମ୍ୟାଚରେ ଟି-୨୦ର ସବୁ ରେକର୍ଡ : ୯ ବଲରେ ଅର୍ଦ୍ଧଶତକ ଶହ ଯୁବରାଜଙ୍କ ରେକର୍ଡ ଭାଙ୍ଗିଲେ ଦିପେନ୍ଦ୍ର ସିଂ”

କଣାସରେ ପୁଣି ପଶିଲା ନଦୀ ଜଳ : ଦୟା, ରାଜୁଆର ଉଛୁଳା ପାଣିରେ ହଜାର ହଜାର ଚାଷ ଜମି ଜଳମଗ୍ନ

କନକ ବ୍ୟୁରୋ : କଣାସରେ ପୁଣି ପଶିଲା ନଦୀ ଜଳ । ଦୟା, ରାଜୁଆର ଉଛୁଳା ପାଣିରେ ଜଳମଗ୍ନ ହୋଇଛି ଚାଷ ଜମି । କଣାସ ବ୍ଲକର ଦୋକନ୍ଦା, ପାଣ୍ଡିଆକେରା, ବଡ଼ାସ ପଞ୍ଚାୟତର ହଜାର ହଜାର ଏକର ଚାଷଜମି ପଶିଛି ପାଣି । ଚଳିତ ବର୍ଷର ତୃତୀୟ ଥର ପାଇଁ ବ୍ଲକରେ ନଦୀ ପାଣି ପଶିଛି । ଦୋକନ୍ଦା ଗାଁ ଭିତରେ ମଧ୍ୟ ଉଛୁଳା ପାଣି ପଶିଛି । ଏପଟେ ପ୍ରଶାସନ ପୁରା ସଜାଗ ଥିବା ସୂଚନାContinue reading “କଣାସରେ ପୁଣି ପଶିଲା ନଦୀ ଜଳ : ଦୟା, ରାଜୁଆର ଉଛୁଳା ପାଣିରେ ହଜାର ହଜାର ଚାଷ ଜମି ଜଳମଗ୍ନ”

ସରକାରଙ୍କ ବିଚିତ୍ର ନୀତି : ସ୍କୁଲ ବନ୍ଦ କରି ଆନ୍ଦୋଳନକୁ ଆସିଲେ ଶିକ୍ଷକ; ସାମୂହିକ କାର୍ଯ୍ୟବନ୍ଦ ପାଇଁ ସରକାର ଘୋଷଣା କଲେ ଛୁଟି

କନକ ବ୍ୟୁରୋ : ସରକାରଙ୍କ ବିଚତ୍ର ନୀତି । ଆନ୍ଦୋଳନରେ ସାମିଲ ଥିବା ଶିକ୍ଷକଙ୍କ ଅନୁପସ୍ଥିତିକୁ ଛୁଟି ବୋଲି ଗଣନା କରାଯିବ । ସମୂହ ଅନୁପସ୍ଥିତିକୁ ଛୁଟିରେ ଗଣନା କରିବାକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ କୁହାଯାଇଛି । ପାର୍ଟ ଟାଇମ୍ ଇନଷ୍ଟ୍ରକଟର ଥିବା କଳା ଓ କ୍ରୀଡା ଶିକ୍ଷକଙ୍କ କ୍ଲାସ ଗୁଡିକୁ ଆସନ୍ତା ମାସ ଗୁଡ଼କରେ ଭରଣା କରିବାକୁ ପରାମର୍ଶ ଦିଆଯାଇଛି । ଗତContinue reading “ସରକାରଙ୍କ ବିଚିତ୍ର ନୀତି : ସ୍କୁଲ ବନ୍ଦ କରି ଆନ୍ଦୋଳନକୁ ଆସିଲେ ଶିକ୍ଷକ; ସାମୂହିକ କାର୍ଯ୍ୟବନ୍ଦ ପାଇଁ ସରକାର ଘୋଷଣା କଲେ ଛୁଟି”

କୁଆଡ଼େ ଗଲେ କାନାରା ବ୍ୟାଙ୍କ ବଡମ୍ବା ଶାଖା ପରିଚାଳକ ? ୨ଦିନ ପରେ ବି ହଟୁନି ନିଖୋଜ ଘଟଣା ଉପରୁ ପରଦା; ସିସିଟିଭି ଯାଞ୍ଚ କରୁଛି ପୋଲିସ

କନକ ବ୍ୟୁରୋ : କୁଆଡେ ଗଲେ କଟକ ବଡ଼ମ୍ବା କାନାରା ବ୍ୟାଙ୍କ ଶାଖା ପରିଚାଳକ ତପନ କୁମାର ସାହୁ । ରହସ୍ୟଜନକ ନିଖୋଜ ଘଟଣା ଉପରୁ ଏଯାଏଁ ହଟି ପାରୁନାହିଁ ପର୍ଦ୍ଦା । ଘଟଣାରେ ପୋଲିସ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଯାଞ୍ଚ କରିବା ସହ ତନାଘନା ଚଳାଇଛି । ସିସିଟିଭି ଫୁଟେଜରେ ସ୍ୱାଭାବିକ ଭାବେ ଗାଡି ଚଳାଉଥିଲେ । ହେଲେ ଜଙ୍ଗଲ ରାସ୍ତାରେ ସେ ଗାଏବ ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ଲାଗି ରହିଛି ।Continue reading “କୁଆଡ଼େ ଗଲେ କାନାରା ବ୍ୟାଙ୍କ ବଡମ୍ବା ଶାଖା ପରିଚାଳକ ? ୨ଦିନ ପରେ ବି ହଟୁନି ନିଖୋଜ ଘଟଣା ଉପରୁ ପରଦା; ସିସିଟିଭି ଯାଞ୍ଚ କରୁଛି ପୋଲିସ”

ଏସିଆନ୍ ଗେମ୍ସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ : ମହିଳା ୨୫ ମିଟର ପିସ୍ତଲ ବର୍ଗରେ ମିଳିଲା ସ୍ୱର୍ଣ୍ଣ ପଦକ

କନକ ବ୍ୟୁରୋ :  ଏସିଆନ୍ ଗେମ୍ସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ । ମହିଳା ୨୫ ମିଟର ପିସ୍ତଲ ବର୍ଗରେ ସ୍ୱର୍ଣ୍ଣ ପଦକ ମିଳିଛି । ମନୁ ଭାକର, ଇଶା ସିଂ ଓ ରିଦିମ୍ ସଙ୍ଗୱାନଙ୍କୁ ମିଳିତ ସଫଳତା ମିଳିଛି । ଭାରତ ଏବେ ସୁଦ୍ଧା ମୋଟ ୪ଟି ସ୍ୱର୍ଣ୍ଣ ପଦକ ଜିତିଛି । ଭାରତର ପଦକ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି । ଏପର୍ଯ୍ୟନ୍ତ ଭାରତକୁ ୪ଟି ସୁନା , ୫ଟି ରୌପ୍ୟ ଓ ୭ଟିContinue reading “ଏସିଆନ୍ ଗେମ୍ସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ : ମହିଳା ୨୫ ମିଟର ପିସ୍ତଲ ବର୍ଗରେ ମିଳିଲା ସ୍ୱର୍ଣ୍ଣ ପଦକ”

ଆତଙ୍କବାଦ, ଗ୍ୟାଙ୍ଗଷ୍ଟାର ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ : ୬ଟି ରାଜ୍ୟର ୫୦ଟି ସ୍ଥାନରେ ଏନଆଇଏର ଚଢ଼ଉ

କନକ ବ୍ୟୁରୋ : ଆକ୍ସନରେ ଏନଆଇଏ । ଖଲିସ୍ତାନୀ ଆତଙ୍କବାଦୀ ଓ ଗ୍ୟାଙ୍ଗଷ୍ଟର୍ସଙ୍କ ନେଟୱର୍କରେ ଏନ୍ଆଇଏର ସବୁଠୁ ବଡ଼ ଚଢ଼ଉ । ଉତ୍ତରପ୍ରଦେଶ, ହରିଆଣା, ରାଜସ୍ଥାନ, ପଞ୍ଜାବ ଓ ଦିଲ୍ଲୀ ଏନସିଆରରେ ଏନଆଇଏର ଏକସଙ୍ଗେ ୫୦ ସ୍ଥାନରେ ରେଡ୍ । ସୀମାପାର୍ ଆତଙ୍କବାଦ ସମ୍ବନ୍ଧରେ ଠୋସ୍ ପ୍ରମାଣ ଲାଗିଛି ଏନଆଇଏ ହାତରେ । ଗ୍ୟାଙ୍ଗଷ୍ଟର୍ସଙ୍କ ଜରିଆରେ ଚାଲିଥିଲା ଅବୈଧ ଅସ୍ତ୍ର ଓ ଡ୍ରଗ୍ସ ଚାଲାଣ । ଗତ କିଛି ମାସ ହେବ ପଞ୍ଜାବ, ହରିଆଣା, ୟୁପି ଭଳିContinue reading “ଆତଙ୍କବାଦ, ଗ୍ୟାଙ୍ଗଷ୍ଟାର ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ : ୬ଟି ରାଜ୍ୟର ୫୦ଟି ସ୍ଥାନରେ ଏନଆଇଏର ଚଢ଼ଉ”

ଉତ୍ସବ ବେଳେ ମୃତ୍ୟୁର ତାଣ୍ଡବ : ବିବାହ ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ; ଜଳିଯାଇ ବର, କନ୍ୟାଙ୍କ ସମେତ ଶତାଧିକ ମୃତ

କନକ ବ୍ୟୁରୋ : ସେଲିବ୍ରେସନ୍ ସମୟରେ ମାଡି ଆସିଲା ମୃତ୍ୟୁ । ବିବାହ ମଣ୍ଡପରେ ନିଆଁ ଲାଗି ଜଳି ଯାଇଛନ୍ତି ଶହେରୁ ଅଧିକ ଲୋକ । ବର, କନ୍ୟାଙ୍କ ଜୀବନ ବି ଚାଲିଯାଇଛି । ଇରାକର ହାମଦାନିଆ ଜିଲ୍ଲାରେ ଥିବା ନିନଭେଦ ପ୍ରୋଭିନ୍ସ ସହରରେ ଘଟିଛି ଏପରି ଏକ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଦେଢ ଶହରୁ ଅଧିକ ଆହତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାମ । ବିବାହContinue reading “ଉତ୍ସବ ବେଳେ ମୃତ୍ୟୁର ତାଣ୍ଡବ : ବିବାହ ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ; ଜଳିଯାଇ ବର, କନ୍ୟାଙ୍କ ସମେତ ଶତାଧିକ ମୃତ”

Design a site like this with WordPress.com
Get started