କନକ ବ୍ୟୁରୋ : ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ତୃତୀୟ ତଥା ଶେଷ ଦିନିକିଆ । ପୂର୍ବରୁ ଦୁଇଟି ମ୍ୟାଚ୍ ଜିତି ସାରିଥିବାରୁ ସିରିଜ୍ ମୂଳପୋଛ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଭାରତ । ଘରୋଇ କିମ୍ବା ବିଦେଶ ମାଟିରେ ଅଷ୍ଟ୍ରେଲିଆକୁ କେବେ ବି ସିରିଜ୍ ମୂଳପୋଛ କରିନି ଭାରତ । ଆଜିର ମ୍ୟାଚ୍ ଜିତି ଏହି ସଫଳତା ହାସଲ କରିବାକୁ ଚାହିଁବ ଦଳ । ଆଜି ଭାରତର ଚୂଡାନ୍ତ ଏକାଦଶରେ ଏକାଧିକ ପରିବର୍ତ୍ତନ ହୋଇପାରେ ।Continue reading “ଆଜି ଭାରତ-ଅଷ୍ଟ୍ରେଲିଆ ଶେଷ ଦିନିକିଆ : ୨ଟି ମ୍ୟାଚ୍ ଜିତି ସାରିଥିବାରୁ ସିରିଜ୍ ମୂଳପୋଛ ଲକ୍ଷ୍ୟରେ ରୋହିତ ବାହିନୀ”
Tag Archives: News
ପ୍ରସ୍ତାବିତ ସିମେଣ୍ଟ କାରଖାନାକୁ ବିରୋଧ : ଜଙ୍ଗଲ ନଷ୍ଟ ହେବ ବୋଲି ଅଭିଯୋଗ ଆଣିଲେ ଗ୍ରାମାବାସୀ
କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲା ଉସକାଲବାଗରେ ପ୍ରସ୍ତାବିତ ସିମେଣ୍ଟ କାରଖାନାକୁ ଆଦିବାସୀଙ୍କ ବିରୋଧ । ପଡିଆ ବ୍ଲକ ନିଲିଗୁଡା ପଞ୍ଚାୟତ ଅନ୍ତର୍ଗତ ଉସକାଲବାଗରେ ଆଉ ଏକ ପ୍ରତିଷ୍ଠିତ ଘରୋଇ କମ୍ପାନୀ ସିମେଣ୍ଟ କାରଖାନା ସ୍ଥାପନ କରିବା ଲାଗି ପ୍ରସ୍ତାବ ରହିଛି । ତେବେ ସ୍ଥାନୀୟ ଆଦିବାସୀମାନେ ଏହି ସିମେଣ୍ଟ କାରଖାନାକୁ ବିରୋଧ କରି ନିଲିଗୁଡାରେ ଏକ ପ୍ରତିବାଦ ସଭାରେ ଆୟୋଜନ କରି ସରକାରଙ୍କ ବିରୋଧରେ ଗର୍ଜିଛନ୍ତି । ଏହି ସିମେଣ୍ଟ କାରଖାନା ହେଲେ ଉସକାଲବାଗ ସମେତContinue reading “ପ୍ରସ୍ତାବିତ ସିମେଣ୍ଟ କାରଖାନାକୁ ବିରୋଧ : ଜଙ୍ଗଲ ନଷ୍ଟ ହେବ ବୋଲି ଅଭିଯୋଗ ଆଣିଲେ ଗ୍ରାମାବାସୀ”
ଆଜି ବିଶ୍ୱ ପର୍ଯ୍ୟଟନ ଦିବସ : ଖତ ଖାଉଛି ଗୋପାଳପୁର ବେଳାଭୂମି ବାଲୁକାତଟରେ ଇକୋ ରିଟ୍ରିଟ୍ ହବ୍; ୯ କୋଟି ଟଙ୍କା ବ୍ୟୟରେ ହୋଇଛି ନିର୍ମିତ
କନକ ବ୍ୟୁରୋ : ଆଜି ବିଶ୍ୱ ପର୍ଯ୍ୟଟନ ଦିବସ । ପର୍ଯ୍ୟଟନର ବିକାଶ ପାଇଁ ଅନେକ ଯୋଜନା କରାଯାଉଛି । ଅନେକ ଯୋଜନାର ଚିତ୍ର ଆଙ୍କିଛି ପଯ୍ୟଟନ ବିଭାଗ । ହେଲେ ଖତ ଖାଉଛି ଗୋପାଳପୁର ବେଳାଭୂମି ବାଲୁକାତଟରେ ଇକୋ ରିଟ୍ରିଟ୍ ହବ୍ । ୨୦୧୬ମସିହାରେ ୯କୋଟି ଟଙ୍କା ବ୍ୟୟ ସହ ୪୫ଏକର ଜମିରେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ବା ବିଡିଏ ପକ୍ଷରୁ ଇକୋ ରିଟ୍ରିଟ୍ ହବ୍ର ନିର୍ମାଣ କାମ ଆରମ୍ଭ ହୋଇଥିଲା । ତେବେ ନିର୍ମାଣContinue reading “ଆଜି ବିଶ୍ୱ ପର୍ଯ୍ୟଟନ ଦିବସ : ଖତ ଖାଉଛି ଗୋପାଳପୁର ବେଳାଭୂମି ବାଲୁକାତଟରେ ଇକୋ ରିଟ୍ରିଟ୍ ହବ୍; ୯ କୋଟି ଟଙ୍କା ବ୍ୟୟରେ ହୋଇଛି ନିର୍ମିତ”
ଜାତିସଂଘ ମହାସଭାରେ ଜୟଶଙ୍କରଙ୍କ କଡ଼ା ବାର୍ତ୍ତା : କହିଲେ, କିଛି ନିର୍ଦ୍ଦିଷ୍ଟ ରାଷ୍ଟ୍ରଙ୍କ ଏଜେଣ୍ଡାରେ ଆଉ ଚାଲିବ ନାହିଁ ବିଶ୍ୱ; ରାଜନୈତିକ ସୁବିଧା ପାଇଁ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ଠିକ୍ ନୁହଁ
କନକ ବ୍ୟୁରୋ : ଜାତିସଂଘ ମହାସଭାରେ ଏଜେଣ୍ଡାଧାରୀ ରାଷ୍ଟ୍ରଙ୍କୁ କଡ଼ା ବାର୍ତା ଦେଇଛନ୍ତି ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର । କହିଛନ୍ତି, କିଛି ନିର୍ଦ୍ଦିଷ୍ଟ ରାଷ୍ଟ୍ରର ଏଜେଣ୍ଡାରେ ଆଉ ବିଶ୍ୱ ଚାଲିବ ନାହିଁ । କିଛି ରାଷ୍ଟ୍ର ଯେଉଁମାନେ ନିଜ ଏଜେଣ୍ଡାରେ ବିଶ୍ୱ ଚଳାଇବାକୁ ଚାହୁଁଛନ୍ତି ସେମାନଙ୍କ ଦିନ ଶେଷ ହୋଇଯାଇଛି । ଭାରତରେ ଜି-୨୦ ସମ୍ମିଳନୀ ପରେ ଏହା ସୁନିଶ୍ଚିତ ହୋଇଯାଇଛି ଯେ, କୂଟନୀତି ଓ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ବାହାରିପାରିବ । ଜୟଶଙ୍କରContinue reading “ଜାତିସଂଘ ମହାସଭାରେ ଜୟଶଙ୍କରଙ୍କ କଡ଼ା ବାର୍ତ୍ତା : କହିଲେ, କିଛି ନିର୍ଦ୍ଦିଷ୍ଟ ରାଷ୍ଟ୍ରଙ୍କ ଏଜେଣ୍ଡାରେ ଆଉ ଚାଲିବ ନାହିଁ ବିଶ୍ୱ; ରାଜନୈତିକ ସୁବିଧା ପାଇଁ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ଠିକ୍ ନୁହଁ”
ଗାନ୍ଧୀ ମାର୍ଗରେ ଶହ ଶହ ପାଚିକା ସଂଘ ମହିଳାଙ୍କ ଆନ୍ଦୋଳନ : ଦିନରେ ଯେଉଁଠି ପ୍ରତିବାଦ କଲେ, ରାତିରେ ସେଇଠି ଶୋଇଲେ
କନକ ବ୍ୟୁରୋ : ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଶହ ଶହ ପାଚିକା ସଂଘ ମହିଳାଙ୍କ ଆନ୍ଦୋଳନ । ଦାବି ପୂରଣ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପାଚିକା ସଂଘ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅହୋରାତ୍ର ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି । ଗାନ୍ଧୀମାର୍ଗରେ ଦିନ ସାରା ପ୍ରତିବାଦ ପରେ ରାତିରେ ଖୋଲା ଆକାଶ ତଳେ ଶୋଇଥିଲେ ମହିଳା । ବଡ଼କଥା ହେଉଛି ଯେଉଁଠି ପ୍ରତିବାଦ କରୁଥିଲେ, ସେହିଠାରେ ହିଁ ରାତି ବିତିଛି । ଅବହେଳିତ ଅବସ୍ଥାରେContinue reading “ଗାନ୍ଧୀ ମାର୍ଗରେ ଶହ ଶହ ପାଚିକା ସଂଘ ମହିଳାଙ୍କ ଆନ୍ଦୋଳନ : ଦିନରେ ଯେଉଁଠି ପ୍ରତିବାଦ କଲେ, ରାତିରେ ସେଇଠି ଶୋଇଲେ”
ଆଜି ସୁରୁଖୁରୁରେ ଚାଲିବ ତ ବିଧାନସଭା ? ବିରୋଧୀ ଓ ଶାସକ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗତକାଲି ଅଚଳ ହୋଇଯାଇଥିଲା ପ୍ରଥମାର୍ଦ୍ଧ
କନକ ବ୍ୟୁରୋ : ଆଜି ସୁରୁଖୁରରେ ଚାଲିବ ତ ବିଧାନସଭା? ବିରୋଧୀ ଓ ଶାସକ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗତକାଲି ଅଚଳ ହୋଇଯାଇଥିଲା ପ୍ରଥମାର୍ଦ୍ଧ । ପ୍ରଶ୍ନକାଳ, ଶୂନ୍ୟକାଳ ଏବଂ ମୁଲତବୀ ଆଲୋଚନା ହୋଇପାରିନଥିଲା । ଗୃହ ନଚାଲିବାକୁ ନେଇ ମୁହାଁମୁହିଁ ହୋଇଥିଲେ ବିଜେଡି, ବିଜେପି ଓ କଂଗ୍ରେସ । ବିଜେପି ବିଧାୟକ ଅଭିଯୋଗ ଆଣି କହିଥିଲେ, ବିଜେଡି ଓ କଂଗ୍ରେସ ଏକ ହୋଇ ଗୃହକୁ ଚଳାଇ ଦେଉ ନାହାନ୍ତି । ସେଟିଂ ଯୋଗୁଁ କଂଗ୍ରେସ ପକ୍ଷରୁContinue reading “ଆଜି ସୁରୁଖୁରୁରେ ଚାଲିବ ତ ବିଧାନସଭା ? ବିରୋଧୀ ଓ ଶାସକ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗତକାଲି ଅଚଳ ହୋଇଯାଇଥିଲା ପ୍ରଥମାର୍ଦ୍ଧ”
ବିବାହ ମଣ୍ଡପରେ ବଡ଼ ଧରଣର ଅଗ୍ନିକାଣ୍ଡ : ୧୦୦ ଲୋକଙ୍କ ଗଲା ଜୀବନ, ୧୫୦ରୁ ଅଧିକ ମେଡିକାଲରେ ଭର୍ତ୍ତି
କନକ ବ୍ୟୁରୋ : ଇରାକର ଏକ ବିବାହ ମଣ୍ଡପରେ ବଡ଼ ଧରଣର ଅଗ୍ନିକାଣ୍ଡ । ନିଆଁ ଲାଗିବାରୁ ଗଲା ପାଖାପାଖି ୧୦୦ ଲୋକଙ୍କ ଗଲା ଜୀବନ । ଦେଢ ଶହରୁ ଅଧିକ ଆହତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାମ । ବିବାହ ମଣ୍ଡପରେ ଫସି ରହିଥିବା ଲୋକଙ୍କୁ ବାହାର କରିବାକୁ ଉଦ୍ୟମ ଜାରି ରହିଛି । ତୁରନ୍ତ ଆହତଙ୍କ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଇରାକ ପ୍ରଧାନମନ୍ତ୍ରୀ ।Continue reading “ବିବାହ ମଣ୍ଡପରେ ବଡ଼ ଧରଣର ଅଗ୍ନିକାଣ୍ଡ : ୧୦୦ ଲୋକଙ୍କ ଗଲା ଜୀବନ, ୧୫୦ରୁ ଅଧିକ ମେଡିକାଲରେ ଭର୍ତ୍ତି”
ମେଡିକାଲ କଲେଜରେ ନାହାଁନ୍ତି ଡାକ୍ତରୀ ଶିକ୍ଷକ: ଖାଲି ପଡିଛି ୨୧% ଶିକ୍ଷକ ପଦବି
କନକ ବ୍ୟୁରୋ: ସରକାର ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ମେଡିକାଲ କଲେଜ୍ ଘୋଷଣା କରି ଚାଲିଛନ୍ତି । ରାଜ୍ୟବାସୀଙ୍କୁ ଭଲ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଅଧିକ ଡାକ୍ତର ସୃଷ୍ଟି କରିବା ଲକ୍ଷ୍ୟରେ ମେଡିକାଲ କଲେଜ୍ ସ୍ଥାପନ କରାଯାଉଥିବା ସରକାରଙ୍କ ପକ୍ଷରୁ କୁହାଯାଉଛି । କିନ୍ତୁ ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଦେଇଥିବା ତଥ୍ୟ, ମେଡିକାଲ କଲେଜର ବାସ୍ତବ ଚିତ୍ରକୁ ପଦାରେ ପକାଇ ଦେଇଛି । ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତରରେ ଏଭଳିContinue reading “ମେଡିକାଲ କଲେଜରେ ନାହାଁନ୍ତି ଡାକ୍ତରୀ ଶିକ୍ଷକ: ଖାଲି ପଡିଛି ୨୧% ଶିକ୍ଷକ ପଦବି”
ଶ୍ରୀନଅରରେ ସୁନିଆ ଉତ୍ସବ: ଗଜପତି ମହାରାଜ କଲେ ଦେବାର୍ଚ୍ଚନା, ଆଜିଠାରୁ ପ୍ରଚଳିତ ହେଲା ଗଜପତିଙ୍କ ନୂଆ ଅଙ୍କ
କନକ ବ୍ୟୁରୋ: ରାଜ ନଅରରେ ସୁନିଆ ଉତ୍ସବ । ଆଜି ସଂଧ୍ୟାରେ ପୁରୀରେ ଗଜପତିଙ୍କ ଶ୍ରୀନଅରରେ ସୁନିଆ ଉତ୍ସବ ପାଳନ କରାଯାଇଛି । ସୁନିଆ ପାଇଁ ଶ୍ରୀନଅର ପରିସରରେ ଥିବା କନକ ଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା କରାଯାଉଛି । ଏବଂ ଆଜି ଠାରୁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ନୂଆ ଅଙ୍କ ପ୍ରଚଳିତ ହୋଇଛି । । ସୁନିଆରେ ଜାତକ ଓ ପାଂଜି ଗଣନାର ବିଶେଷ ମହତ୍ୱ ରହିଛି । ଏହି ଅବସରରେ ଗଜପତି ମହାରାଜ କନକContinue reading “ଶ୍ରୀନଅରରେ ସୁନିଆ ଉତ୍ସବ: ଗଜପତି ମହାରାଜ କଲେ ଦେବାର୍ଚ୍ଚନା, ଆଜିଠାରୁ ପ୍ରଚଳିତ ହେଲା ଗଜପତିଙ୍କ ନୂଆ ଅଙ୍କ”
ଏସୀୟ କ୍ରୀଡ଼ାରେ ଇତିହାସ ରଚିଲା ଭାରତ । ୪୧ ବର୍ଷ ପରେ ଅଶ୍ୱଚାଳନାରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ
କନକ ବ୍ୟୁରୋ : ଏସିଆନ ଗେମ୍ସର ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ । ଅଶ୍ୱ ଚାଳନାରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ । ୪୧ ବର୍ଷ ପରେ ଭାରତ ଅଶ୍ୱ ଚାଳନାରେ ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଛି । ସୁଦୀପ୍ତ ହାଜେଲା, ଦିବ୍ୟକ୍ରିତ ସିଂ, ହ୍ରିଦୟ ଛେଡା ଓ ଅନୁଶ ଅଗ୍ରୱାଲଙ୍କ ସାଫଲ୍ୟ । ଏସିଆନ ଗେମ୍ସରେ ଭାରତର ପଦକ ସଂଖ୍ୟା ୧୫ରେ ପହଞ୍ଚିଛି, ଯେଉଁଥିରେ ସ୍ୱର୍ଣ୍ଣ ପଦକ ସଂଖ୍ୟା ୩, ସିଲଭର ୪Continue reading “ଏସୀୟ କ୍ରୀଡ଼ାରେ ଇତିହାସ ରଚିଲା ଭାରତ । ୪୧ ବର୍ଷ ପରେ ଅଶ୍ୱଚାଳନାରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ”