୪ମାସ ଧରି ଦରମା ନ ପାଇଁ ଅସନ୍ତୁଷ୍ଟ ପାକିସ୍ତାନ କ୍ରିକେଟ ଖେଳାଳି । ପିସିବିକୁ ଦେଲେ ଧମକ । କହିଲେ, ପିନ୍ଧିବୁ ନାହିଁ ଆୟୋଜକ ଲୋଗୋ ଥିବା ପୋଷାକ

କନକ ବ୍ୟୁରୋ : ଆଇସିସି ବିଶ୍ୱକପ ଆରମ୍ଭ ହେବାକୁ ମାତ୍ର କିଛିଦିନ ବାକି ରହିଛି । ଏହି ବିଶ୍ୱକପରେ ଭାଗ ନେବାକୁ ଥିବା ସମସ୍ତ ଟିମ୍ ଏବେ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ହେଲେ ୧୯୯୨ ମସିହାର ବିଶ୍ୱକପ୍ ଚାମ୍ପିଅନ ପାକିସ୍ତାନ ଟିମ୍ ଏବେ ଚର୍ଚ୍ଚାକୁ ଆସିଛି । ରିପୋର୍ଟ ମୁତାବକ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଓ ଖେଳାଳିଙ୍କ ମଧ୍ୟରେ ହୋଇଥିବା ଚୁକ୍ତିକୁ ନେଇ ୫ ମାସ ହେବ ଲାଗିରହିଥିବା ବିବାଦ ଏବେ ଗମ୍ଭୀର ରୂପContinue reading “୪ମାସ ଧରି ଦରମା ନ ପାଇଁ ଅସନ୍ତୁଷ୍ଟ ପାକିସ୍ତାନ କ୍ରିକେଟ ଖେଳାଳି । ପିସିବିକୁ ଦେଲେ ଧମକ । କହିଲେ, ପିନ୍ଧିବୁ ନାହିଁ ଆୟୋଜକ ଲୋଗୋ ଥିବା ପୋଷାକ”

ହାଇକୋର୍ଟରେ ରତ୍ନଭଣ୍ଡାର ମାମଲାର ଶୁଣାଣି ଶେଷ: ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ରାୟ ସଂରକ୍ଷିତ ରଖିଲେ କୋର୍ଟ 

କନକ ବ୍ୟୁରୋ: ହାଇକୋର୍ଟରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମାମଲାର ଶୁଣାଣି ଶେଷ ହୋଇଛି । ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ । ଦେଢ଼ ଘଂଟା ଧରି ରତ୍ନ ଭଣ୍ଡାର ସମ୍ପର୍କିତ ରିଟ୍ ଆବେଦନର ଶୁଣାଣି କରିଥିଲେ ହାଇକୋର୍ଟ । ଦେଢ଼ ଘଂଟା ମଧ୍ୟରେ ରତ୍ନ ଭଣ୍ଡାର ଖୋଲାଯିବା ଓ ମରାମତି ଆବଶ୍ୟକ ନେଇ ଆବେଦନକାରୀଙ୍କ ଓକିଲ ପିତାମ୍ବର ଆଚାର୍ଯ୍ୟ ଯୁକ୍ତି ଦର୍ଶାଇଥିଲେ । ସେହିପରି ରତ୍ନଭଣ୍ଡାର ବର୍ତମାନ ସ୍ଥିତି ସମ୍ପର୍କରେ ସରକାରୀ ଓକିଲ ତାଙ୍କରContinue reading “ହାଇକୋର୍ଟରେ ରତ୍ନଭଣ୍ଡାର ମାମଲାର ଶୁଣାଣି ଶେଷ: ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ରାୟ ସଂରକ୍ଷିତ ରଖିଲେ କୋର୍ଟ “

ମାଳଦୀପ ବୁଲେଇ ନେବା କହି ଠକିନେଲେ ୨୨ ଲକ୍ଷ: ୩୬ ଜଣ ମହିଳାଙ୍କଠାରୁ ପ୍ରାୟ ୨୨ଲକ୍ଷ ନେଇ ଫେରାର ଥିବା ଅଭିଯୋଗ

କନକ ବ୍ୟୁରୋ: ମାଳଦୀପ୍ ବୁଲେଇ ନେବା ନାଁରେ ଠକିନେଲେ ୨୨ ଲକ୍ଷ । ଭୁବନେଶ୍ୱର ଲିଙ୍ଗରାଜ ଥାନାରେ ଅଭିଯୋଗ କରିବାକୁ ଆସିଥିଲେ କିଛି ବିଉଟି ପାର୍ଲରର ମାଲିକିଆଣୀ । ୩୬ ଜଣ ମହିଳାଙ୍କ ଠାରୁ ପ୍ରାୟ ୨୨ଲକ୍ଷ ନେଇ ଫେରାର ହୋଇଯାଇଥିବା ଅଭିଯୋଗ ଆଣିଛନ୍ତି ମହିଳାମାନେ । ବାଲେଶ୍ୱର ଅଂଚଳର ସୀତାକାନ୍ତ ମହାପାତ୍ର ନିଜକୁ ଏକ ନୋଭେଡାଲ ନାମକ ବିଉଟି ପ୍ରଡକ୍ଟ କମ୍ପାନୀର ମାଲିକ କହି ପରିଚୟ ଦେଇଥିଲେ । ଏହା ପ୍ରଥମ ଥର ନୁହେଁ ପୂର୍ବରୁContinue reading “ମାଳଦୀପ ବୁଲେଇ ନେବା କହି ଠକିନେଲେ ୨୨ ଲକ୍ଷ: ୩୬ ଜଣ ମହିଳାଙ୍କଠାରୁ ପ୍ରାୟ ୨୨ଲକ୍ଷ ନେଇ ଫେରାର ଥିବା ଅଭିଯୋଗ”

ବର୍ଡର ବଦଳରେ ଚାଷ ଜମିରେ ଝାଳ ବୁହାଇବେ ପାକିସ୍ତାନ ସେନା ଯବାନ । ଟ୍ୟାଙ୍କ୍ ବଦଳରେ ଚଳାଇବେ ଟ୍ରାକ୍ଟର, କିନ୍ତୁ କାହିଁକି? ଜାଣନ୍ତୁ ପୂରା ଘଟଣା ।

କନକ ବ୍ୟୁରୋ : ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନବାସୀଙ୍କ ପାଇଁ ସେନା ଏବେ ନୂଆ ପଦକ୍ଷେପ ନେବାକୁ ଯାଉଛି । ଆଗକୁ ପାକିସ୍ତାନ ସେନା ଯବାନଙ୍କୁ ବର୍ଡର ବଦଳରେ ଚାଷ ଜମିରେ ଦେଖିବାକୁ ମିଳିବ । ସେହିଭଳି ଯବାନଙ୍କୁ ଟ୍ୟାଙ୍କ ବଦଳରେ ଟ୍ରାକ୍ଟର ଚଲାଉଥିବାର ଦେଖିବାକୁ ମିଳିବ । କାରଣ ପାକିସ୍ତାନକୁ ଖାଦ୍ୟ ସଙ୍କଟରୁ ଉଦ୍ଧାର କରିବାକୁ ଏବେ ସେନା ଅଣ୍ଟା ଭିଡ଼ିଛି । ଯେଉଁଥିପାଇଁ ୧୦ ଲକ୍ଷ ଏକର ଜମିରେ ଚାଷ କାମContinue reading “ବର୍ଡର ବଦଳରେ ଚାଷ ଜମିରେ ଝାଳ ବୁହାଇବେ ପାକିସ୍ତାନ ସେନା ଯବାନ । ଟ୍ୟାଙ୍କ୍ ବଦଳରେ ଚଳାଇବେ ଟ୍ରାକ୍ଟର, କିନ୍ତୁ କାହିଁକି? ଜାଣନ୍ତୁ ପୂରା ଘଟଣା ।”

ଏହି ଦେଶର ମହିଳାମାନେ ନିଜ ଜୀବନରେ କେବଳ ଥରେ ହିଁ ସ୍ନାନ କରିଥାନ୍ତି

ହିମ୍ବା ଜନଜାତିର ଲୋକମାନେ ଯେଉଁଠାରେ ବାସ କରନ୍ତି, ସେଠାରେ ଜଳର ଘୋର ଅଭାବ ରହିଛି ଏବଂ ମରୁଭୂମିର ଉତପ୍ତ ଜଳବାୟୁ ମଧ୍ୟ ଏକ ବଡ଼ ସମସ୍ୟା ଅଟେ ।  ଏହି କାରଣରୁ ଏଠାରେ ଲୋକମାନେ କେବଳ ଜଳକୁ କେବଳ ପିଇବା ଉଦ୍ଦେଶ୍ୟରେ ହିଁ ବ୍ୟବହାର କରନ୍ତି । ଦୁନିଆରେ ଏପରି ଅନେକ ଜନଜାତି ଅଛନ୍ତି ଯେଉଁମାନଙ୍କର  ଜୀବନଶୈଳୀ ଏବଂ ଜୀବନଯାପନ କଳା ସମ୍ପୂର୍ଣ୍ଣ ଭିନ୍ନ ।  ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆରେ ଏପରି ଏକContinue reading “ଏହି ଦେଶର ମହିଳାମାନେ ନିଜ ଜୀବନରେ କେବଳ ଥରେ ହିଁ ସ୍ନାନ କରିଥାନ୍ତି”

ଦିଲ୍ଲୀରେ ସିନେମା ଷ୍ଟାଇଲରେ ଲୁଟ୍ । କାନ୍ଥ ଭାଙ୍ଗି ଲୁଟିନେଲେ ୨୫ କୋଟିର ସୁନା

କନକ ବ୍ୟୁରୋ : ଦିଲ୍ଲୀର ଏକ ଗହଣା ଦୋକାନରୁ ଚୋରମାନେ ୨୫ କୋଟି ଟଙ୍କାର ଗହଣା ଚୋରି କରିନେଇଛନ୍ତି । ଦିଲ୍ଲୀର ଭୋଗଲ ଅଞ୍ଚଳରେ ଥିବା ଓମରାଓ ଗହଣା ଦୋକାନରୁ ଏଭଳି ବଡଧରଣର ଚୋରି ହୋଇଛି । ଦିଲ୍ଲୀରେ ପୂର୍ବରୁ ହୋଇଥିବା ବଡ ବଡ ଚୋରି ମଧ୍ୟରୁ ଏହା ଅନ୍ୟତମ । ଦିଲ୍ଲୀର ଜଙ୍ଗପୁରାରେ ଥିବା ଓମରାଓ ସିଂ ଜ୍ୱେଏଲର୍ସରେ ଗହଣା ନାମରେ ଆଉକିଛି ନାହିଁ । କୁହାଯାଉଛି କି, ଚୋରମାନେ ଗହଣା ଦୋକାନର କାନ୍ଥରେ କଣାContinue reading “ଦିଲ୍ଲୀରେ ସିନେମା ଷ୍ଟାଇଲରେ ଲୁଟ୍ । କାନ୍ଥ ଭାଙ୍ଗି ଲୁଟିନେଲେ ୨୫ କୋଟିର ସୁନା”

ମାହାଙ୍ଗା ଡବଲ ମର୍ଡର ଘଟଣା: କୋର୍ଟଙ୍କ ରାୟ ପରେ ମାହାଙ୍ଗାରେ ମୁହାଁମୁହିଁ କୁଳମଣି ବରାଳଙ୍କ ପରିବାର ଓ ପ୍ରତାପ ଜେନାଙ୍କ ସମର୍ଥକ

କନକ ବ୍ୟୁରୋ: ମାହାଙ୍ଗା ଡବଲ ମର୍ଡର ଘଟଣା । ଜେଏମ୍ଏଫସି କୋର୍ଟଙ୍କ ରାୟ ପ୍ରକାଶ ପରେ ରକ୍ତମୁଖା ହୋଇପଡ଼ିଛନ୍ତି ବିଧାୟକ ପ୍ରତାପ ଜେନାଙ୍କ ସମର୍ଥକ । ମାହାଙ୍ଗା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମୃତକ କୁଳମଣି ବରାଳଙ୍କ ପରିବାର ପ୍ରତାପ ଜେନାଙ୍କ କୁଶ ପୁତଳିକା ଦାୟ କରିବାକୁ ଆସୁଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି । ବିଧାୟକଙ୍କ ସମର୍ଥକମାନେ ନୃତାଙ୍ଗ ଗାଁର ରାମଚନ୍ଦ୍ର ବେହେରା, ବାଜପୁରା ପଂଚାୟତର ଦିଲ୍ଲୀପ ସାହୁଙ୍କୁ ଆକ୍ରମଣ କରିଛନ୍ତି । ପୋଲିସ ଆହତ ଦୁହିଁଙ୍କୁContinue reading “ମାହାଙ୍ଗା ଡବଲ ମର୍ଡର ଘଟଣା: କୋର୍ଟଙ୍କ ରାୟ ପରେ ମାହାଙ୍ଗାରେ ମୁହାଁମୁହିଁ କୁଳମଣି ବରାଳଙ୍କ ପରିବାର ଓ ପ୍ରତାପ ଜେନାଙ୍କ ସମର୍ଥକ”

ସିସୋର ଚିଟଫଣ୍ଡ ଠକେଇ ମାମଲା: ପ୍ରଭାତ ବିଶ୍ୱାଳଙ୍କ ନାଁରେ ସପ୍ଲିମେଣ୍ଟାରୀ ଚାର୍ଜସିଟ୍

କନକ ବ୍ୟୁରୋ: ସିସୋର ଚିଟଫଣ୍ଡ ଠକେଇ ମାମଲା । କଟକ-ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ବିରୋଧରେ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ । ପ୍ରଭାତ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ । ଦ୍ୱିତୀୟ ପର୍ଯ୍ୟାୟ ସପ୍ଲିମେଣ୍ଟାରୀ ଚାର୍ଜସିଟ ଦାଖଲ ହୋଇଛି । ପ୍ରଶାସନ୍ତ ଦାସ, ପ୍ରଭାତ ଦାସଙ୍କ ନାଁରେ ମଧ୍ୟ ଚାର୍ଜସିଟ ହୋଇଛି । ପ୍ରଶାନ୍ତ ଓ ପ୍ରଭାତ ସି-ସୋର ନିର୍ଦ୍ଦେଶକ ଥିଲେ । ଭୁବନେଶ୍ୱର ପିଏମଏଲଏ କୋର୍ଟରେ ଚାର୍ଜସିଟ ଦାଖଲ ହୋଇଛି । TheContinue reading “ସିସୋର ଚିଟଫଣ୍ଡ ଠକେଇ ମାମଲା: ପ୍ରଭାତ ବିଶ୍ୱାଳଙ୍କ ନାଁରେ ସପ୍ଲିମେଣ୍ଟାରୀ ଚାର୍ଜସିଟ୍”

ଏସିଆନ ଗେମ୍ସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ: ୪୧ ବର୍ଷ ପରେ ଅଶ୍ୱ ଚାଳନାରେ ସ୍ୱର୍ଣ୍ଣ ଜିତିଲା ଭାରତ

କନକ ବ୍ୟୁରୋ: ଏସିଆନ ଗେମ୍ସର ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ । ଅଶ୍ୱ ଚାଳନାରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ । ୪୧ ବର୍ଷ ପରେ ଭାରତ ଅଶ୍ୱ ଚାଳନାରେ ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଛି । ସୁଦୀପ୍ତ ହାଜେଲା, ଦିବ୍ୟକ୍ରିତ ସିଂ, ହ୍ରିଦୟ ଛେଡା ଓ ଅନୁଶ ଅଗ୍ରୱାଲଙ୍କ ସାଫଲ୍ୟ । ଏସିଆନ ଗେମ୍ସରେ ଭାରତର ପଦକ ସଂଖ୍ୟା ୧୫ରେ ପହଞ୍ଚିଛି, ଯେଉଁଥିରେ ସ୍ୱର୍ଣ୍ଣ ପଦକ ସଂଖ୍ୟା ୩, ସିଲଭର ୪ ଓContinue reading “ଏସିଆନ ଗେମ୍ସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ: ୪୧ ବର୍ଷ ପରେ ଅଶ୍ୱ ଚାଳନାରେ ସ୍ୱର୍ଣ୍ଣ ଜିତିଲା ଭାରତ”

୧୨ ବର୍ଷର ପୁଅ ଯୋଗୁଁ ଟଳିଗଲା ବଡ ଟ୍ରେନ୍ ଦୁର୍ଘଟଣା । ଟ୍ରାକ୍ ଖରାପ ଦେଖି ନିଜ ନାଲି ସାର୍ଟକୁ ଦେଖାଇ ରୋକିଦେଲା ଟ୍ରେନ୍ ।

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ହୋଇଥାନ୍ତା ଏକ ବଡ ଧରଣର ଦୁର୍ଘଟଣା । ହେଲେ ୧୨ ବର୍ଷର ପୁଅ ଯୋଗୁଁ ଟଳିଗଲା ଦୁର୍ଘଟଣା । ଏହି ଘଟଣାରେ ରେଲୱେ ଅଧିକାରୀ ପିଲାଟିର ବୁଦ୍ଧିକୁ ପ୍ରଶଂସା କରିବା ସହ ଆର୍ଥିକ ପୁରସ୍କାର ମଧ୍ୟ ଦେଇଛନ୍ତି । ମାଲଦା ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଏକ ସ୍ଥାନରେ ରେଲୱେ ଟ୍ରାକ୍ ତଳୁ ମାଟି ଧୋଇଯାଇଥିଲା । ଏକଥା ସେଠିକାର ୧୨ ବର୍ଷର ପୁଅ ମୁରସଲିମ୍ ଶେଖ୍ ଆଖିରେ ପଡିଥିଲା । ସେContinue reading “୧୨ ବର୍ଷର ପୁଅ ଯୋଗୁଁ ଟଳିଗଲା ବଡ ଟ୍ରେନ୍ ଦୁର୍ଘଟଣା । ଟ୍ରାକ୍ ଖରାପ ଦେଖି ନିଜ ନାଲି ସାର୍ଟକୁ ଦେଖାଇ ରୋକିଦେଲା ଟ୍ରେନ୍ ।”

Design a site like this with WordPress.com
Get started