କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳ ବଦଳ ଅଭିଯୋଗ: ପୁଅ ବଦଳରେ ଦେଲେ ଝିଅ । ଡିଏନଏ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଲେ ହସ୍ପିଟାଲ ନିର୍ଦ୍ଦେଶକ

କନକ ବ୍ୟୁରୋ: କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ । ଅଭିଯୋଗ ଅନୁସାରେ ଭୁବନେଶ୍ୱରରେ ରହୁଥିବା ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ସ୍ତ୍ରୀଙ୍କୁ ଗର୍ଭବେଦନା ହେବା ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା । ତାଙ୍କର ସନ୍ତାନ ପ୍ରସବ ପରେ ପୁଅ ହୋଇଛି ବୋଲି ନର୍ସ ଜଣାଇଥିଲେ । ହେଲେ ଶିଶୁ ହସ୍ତାନ୍ତର ବେଳେ ତାଙ୍କୁ କନ୍ୟା ସନ୍ତାନ ଦିଆଯାଇଥିଲା । ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ପରିବାର । ଅଭିଯୋଗ ପରେ ଘଟଣାର ତଦନ୍ତContinue reading “କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳ ବଦଳ ଅଭିଯୋଗ: ପୁଅ ବଦଳରେ ଦେଲେ ଝିଅ । ଡିଏନଏ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଲେ ହସ୍ପିଟାଲ ନିର୍ଦ୍ଦେଶକ”

ଆନ୍ଦୋଳନ ଭିତରେ ଜମୁଛି ବେପାର । ଭୁବନେଶ୍ୱର ଲୋୟର ପିଏମଜିରେ ଶହେ ଟଙ୍କାରେ ଶାଢ଼ୀ, ବନାରସୀ ପାଟ ସାଙ୍ଗକୁ ମିଳୁଛି ଫ୍ୟାନ୍ସୀ ଶାଢ଼ି

କନକ ବ୍ୟୁରୋ: ବିଧାନସଭାର ମୌସୁମୀ ଅଧିବେଶନ ଚାଲିଥିବା ବେଳେ ଲୋୟର ପିଏମଜିରେ ବିିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ନିଜ ନିଜର ଦାବି ନେଇ ଏହି ସଙ୍ଗଠନମାନେ ପ୍ରତିବାଦ କରୁଛନ୍ତି । ଏହାରି ଭିତରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଆନ୍ଦୋଳନ ବେଳେ ଲୋୟର ପିଏମଜିରେ ଶାଢ଼ି ବେପାର ଜମିଛି । ଭଳିକି ଭଳି ବନାରସୀ ପାଟ ସାଙ୍ଗକୁ ଫ୍ୟାନ୍ସି ଶାଢ଼ି ବିକ୍ରି ହେଉଛି । ଆଉ ଏହାର ଦାମ୍ ମଧ୍ୟContinue reading “ଆନ୍ଦୋଳନ ଭିତରେ ଜମୁଛି ବେପାର । ଭୁବନେଶ୍ୱର ଲୋୟର ପିଏମଜିରେ ଶହେ ଟଙ୍କାରେ ଶାଢ଼ୀ, ବନାରସୀ ପାଟ ସାଙ୍ଗକୁ ମିଳୁଛି ଫ୍ୟାନ୍ସୀ ଶାଢ଼ି”

ଦେଶରେ ବଢିବାରେ ଲାଗିଛି କୋଟିପତିଙ୍କ ସଂଖ୍ୟା । ବାର୍ଷିକ ୧ କୋଟିରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି ୧.୭ ଲକ୍ଷ ଲୋକ

କନକ ବ୍ୟୁରୋ : ଦେଶରେ ବାର୍ଷିକ ୧ କୋଟିରୁ ଅଧିକ ଟଙ୍କା ରୋଜଗାର କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାର ପ୍ରମାମଣ ଚଳିତ ବର୍ଷ ଇନକମ୍ ଟ୍ୟାକ୍ସ ରିଟର୍ନ ଫାଇଲିଂରୁ ଜଣାପଡିଛି । ଇନକମ୍ ଟ୍ୟାକ୍ସ ରିଟର୍ନ ବିଭାଗ ପାଇଁ ଚଳିତ ବର୍ଷ ରେକର୍ଡ ଭାଙ୍ଗିଛି । ବିଭାଗର ଆକଳନ ମୁତାବକ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରେକର୍ଡ ସଂଖ୍ୟକ ୬.୭୭ କୋଟି ଇନକମ୍ ଟ୍ୟାକ୍ସ ରିଟର୍ନ ଫାଇଲ ଡିପୋଜିଟ ହୋଇଛି । ଏହାContinue reading “ଦେଶରେ ବଢିବାରେ ଲାଗିଛି କୋଟିପତିଙ୍କ ସଂଖ୍ୟା । ବାର୍ଷିକ ୧ କୋଟିରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି ୧.୭ ଲକ୍ଷ ଲୋକ”

ଚାଷୀଙ୍କ ପାଇଁ ଲଢୁଛି କିଏ? ପରସ୍ପରକୁ ଟାର୍ଗେଟ କଲେ ବିଜେପି-ବିଜେଡି-କଂଗ୍ରେସ ।

କନକ ବ୍ୟୁରୋ : ଚାଷୀଙ୍କ ପାଇଁ ଲଢୁଛି କିଏ? ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ଚାଷୀଙ୍କ ହକ୍ ପାଇଁ ଲଢୁଥିବା ନେଇ ଗର୍ଜନ କରୁଥିବା ବେଳେ ବିଧାନସଭାର ମୌସୁମୀ ଅଧିବେଶନରେ ଏହାକୁ ସରଗରମ ହୋଇଛି ରାଜନୀତି । ବିଜେଡି ଏମଏସପି ପ୍ରସଙ୍ଗ ଉଠାଇ ବିଜେପିକୁ ଘେରିଛି । ବରିଷ୍ଠ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଧାନର ଏମଏସପି ୨୯୩୦ ଟଙ୍କାକୁ ବୃଦ୍ଧି କରିବାକୁ ବିଧାନସଭାରେ ସର୍ବସମ୍ମତ କ୍ରମେ ସଂକଳ୍ପ ପାରିତ ହୋଇଥିଲା ।Continue reading “ଚାଷୀଙ୍କ ପାଇଁ ଲଢୁଛି କିଏ? ପରସ୍ପରକୁ ଟାର୍ଗେଟ କଲେ ବିଜେପି-ବିଜେଡି-କଂଗ୍ରେସ ।”

ପଞ୍ଜାବ ପୂର୍ବତନ ଅର୍ଥମନ୍ତ୍ରୀଙ୍କ ବିରୋଧରେ ଲୁକଆଉଟ୍ ସର୍କୁଲାର ଜାରି: ବିଦେଶ ପଳାୟନ କରିବା ଆଶଙ୍କାରେ ବିମାନବନ୍ଦରରେ ଆଲର୍ଟ ।

କନକ ବ୍ୟୁରୋ: ଭଟିଣ୍ଡା ଜମି ଆବଣ୍ଟନ ମାମଲାରେ ସମ୍ପୃକ୍ତ ଥିବା ପଞ୍ଜାବ ପୂର୍ବତନ ଅର୍ଥମନ୍ତ୍ରୀ ମନପ୍ର୍ରୀତ୍ ବାଦଲଙ୍କ ବିରୋଧରେ ଜାରି ହୋଇଛି ଲୁକଆଉଟ୍ ସର୍କୁଲାର ଜାରି ହୋଇଛି । ଯେପରି ଦେଶ ଛାଡି ଅନ୍ୟତ୍ର ନଯାଇପାରିବେ ସେଥିପାଇଁ ବିମାନ ବନ୍ଦରରେ କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା । ମନପ୍ରୀତ୍ ଭଟିଣ୍ଡା ସେସନ୍ କୋର୍ଟରୁ ଅଗ୍ରୀମ ଜାମିନ୍ ଆବେଦନ କରିଥିବାବେଳେ ଏବେ ନିଜ ଜାମିନ୍ ଆବେଦକୁ ପ୍ରତ୍ୟାହୃତ କରିନେଇଥିବା ଜଣାପଡିଛି । ଏଫଆଇଆର ପଞ୍ଜିକରଣ ପରେ ବାଦଲଙ୍କୁ ଖୋଜିବାContinue reading “ପଞ୍ଜାବ ପୂର୍ବତନ ଅର୍ଥମନ୍ତ୍ରୀଙ୍କ ବିରୋଧରେ ଲୁକଆଉଟ୍ ସର୍କୁଲାର ଜାରି: ବିଦେଶ ପଳାୟନ କରିବା ଆଶଙ୍କାରେ ବିମାନବନ୍ଦରରେ ଆଲର୍ଟ ।”

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ : ସନ୍ତାନ ପ୍ରସବ ପରେ ପୁଅ ବଦଳରେ ଦେଲେ ଝିଅ

କନକ ବ୍ୟୁରୋ : କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ । ଅଭିଯୋଗ ଅନୁସାରେ ଭୁବନେଶ୍ୱରରେ ରହୁଥିବା ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ସ୍ତ୍ରୀଙ୍କୁ ଗର୍ଭବେଦନା ହେବା ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ସନ୍ତାନ ପ୍ରସବ ପରେ ପୁଅ ହୋଇଛି ବୋଲି ନର୍ସ ଜଣାଇଥିଲେ । ହେଲେ ତାଙ୍କୁ ଶିଶୁ ହସ୍ତାନ୍ତର ବେଳେ ତାଙ୍କୁ କନ୍ୟା ସନ୍ତାନ ଦିଆଯାଇଥିଲା । ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ପରିବାର । ଅଭିଯୋଗ ପରେContinue reading “କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ : ସନ୍ତାନ ପ୍ରସବ ପରେ ପୁଅ ବଦଳରେ ଦେଲେ ଝିଅ”

ଲୋକସଭା ନିର୍ବାଚନ ପୂର୍ବରୁ ହରିଆଣା ବିଜେପିକୁ ବଡ ଝଟକା । ଦଳ ଛାଡିବାକୁ ଘୋଷଣା କଲେ ଏହି ପୂର୍ବତନ ମନ୍ତ୍ରୀ

କନକ ବ୍ୟୁରୋ : ହରିଆଣାରେ ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି । କାରଣ ଲୋକସଭା ନିର୍ବାଚନ ପୂର୍ବରୁ ହରିଆଣାରେ ସବୁଠାରୁ ଅଧିକ ନେତା ଦଳବଦଳ ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିକୁ ବଡ ଝଟକା ଲାଗିଛି । ପୂର୍ବତନ ମନ୍ତ୍ରୀ ଜଗଦୀଶ ଯାଦବ ବିଜେପି ଛାଡିବାକୁ ଘୋଷଣା କରିଛନ୍ତି । ୨୦୧୯ ମସିହାରେ ସେ ବିଜେପିରେ ଯୋଗ ଦେଇଥିଲେ । ସେ ବୁଧବାର ଦିନ କଂଗ୍ରେସରେ ଯୋଗଦେଇପାରନ୍ତି ବୋଲି ଆଲୋଚନାContinue reading “ଲୋକସଭା ନିର୍ବାଚନ ପୂର୍ବରୁ ହରିଆଣା ବିଜେପିକୁ ବଡ ଝଟକା । ଦଳ ଛାଡିବାକୁ ଘୋଷଣା କଲେ ଏହି ପୂର୍ବତନ ମନ୍ତ୍ରୀ”

ପ୍ରତାପଙ୍କ ବିରୋଧରେ ହତ୍ୟା ମାମଲା, ସମାଲୋଚନା କଲା ବିଜେପି : ଏହା କ’ଣ ଜନବିରୋଧୀ କାର୍ଯ୍ୟ ନୁହେଁ କି ? କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବିଜେଡି ?

କନକ ବ୍ୟୁରୋ : ମାହାଙ୍ଗା ଡବଲ୍ ମର୍ଡର ଘଟଣାକୁ ନେଇ ସରକାରଙ୍କୁ ସମାଲୋଚନା କରିଛି ବିଜେପି । ନିକଟରେ ଦୁଇ ଜଣ ବିଧାୟକଙ୍କୁ ଜନ ବିରୋଧୀ କହି ଦଳରୁ ବହିଷ୍କାର କରିଥିଲା ବିଜେଡ଼ି । ଖଣ୍ଡପଡ଼ା ବିଧାୟକ ଏବଂ ରେମୁଣା ବିଧାୟକଙ୍କୁ କେବଳ ଅଭିଯୋଗ ଆଧାରରେ ଦଳରୁ ବହିଷ୍କୃତ କରାଯାଇଛି । ଯେତେବେଳେ ଜେଏମଏଫସି କୋର୍ଟ ପ୍ରତାପ ଜେନାଙ୍କ ବିରୋଧରେ ଅପରାଧିକ ମାମଲା ଚାଲିବ ବୋଲ ନିର୍ଦ୍ଦେଶ ଦେଇଛନ୍ତି । ସେତେବେଳେ ବିଜେଡ଼ି କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣContinue reading “ପ୍ରତାପଙ୍କ ବିରୋଧରେ ହତ୍ୟା ମାମଲା, ସମାଲୋଚନା କଲା ବିଜେପି : ଏହା କ’ଣ ଜନବିରୋଧୀ କାର୍ଯ୍ୟ ନୁହେଁ କି ? କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବିଜେଡି ?”

କାହିଁକି ଓ କେଉଁ ପରିସ୍ଥିତିରେ ସୁସ୍ମିତା ମିଞ୍ଜଙ୍କ ହେଲା ମୃତ୍ୟୁ ? ମୃତ୍ୟୁ ପଛରେ ଲୁଚି ରହିଛି କେଉଁ ରହସ୍ୟ ? ପୋଲିସ ଉପରେ ପ୍ରଶ୍ନ ଉଠାଇ କଲେ ସିବିଆଇ ତଦନ୍ତ ଦାବି

କନକ ବ୍ୟୁରୋ : ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ରହସ୍ୟ ଦିନକୁ ଦିନ ଜଟିଳ ରୁପ ନେଉଛି । ନ୍ୟାୟ ଦାବିରେ ଏଡିଏମ ଅଫିସ ଘେରାଉ କଲେ ଶତାଧିକ ଆଦିବାସୀ ମହିଳା । ଜଷ୍ଟିସ ଫର ସୁସ୍ମିତା ମିଞ୍ଜ ଲେଖାଥିବା ପ୍ଲାକାର୍ଡ ଧରି ନ୍ୟାୟ ଦାବିରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଘଟଣାର ୭ ଦିନ ପରେ ବି ପୋଲିସ ମୃତ୍ୟୁ ରହସ୍ୟ ଉପରୁ ପର୍ଦ୍ଦା ହଟାଇ ପାରିନଥିବାରୁContinue reading “କାହିଁକି ଓ କେଉଁ ପରିସ୍ଥିତିରେ ସୁସ୍ମିତା ମିଞ୍ଜଙ୍କ ହେଲା ମୃତ୍ୟୁ ? ମୃତ୍ୟୁ ପଛରେ ଲୁଚି ରହିଛି କେଉଁ ରହସ୍ୟ ? ପୋଲିସ ଉପରେ ପ୍ରଶ୍ନ ଉଠାଇ କଲେ ସିବିଆଇ ତଦନ୍ତ ଦାବି”

ଶିବରାଜ ସିଂଙ୍କ କାମ ଉପରେ ଭରସା କରିପାରୁନାହିଁ କି ବିଜେପି ? ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ୩ କେନ୍ଦ୍ରମନ୍ତ୍ରୀଙ୍କୁ ମିଳିଲା ବିଧାନସଭା ଟିକେଟ

କନକ ବ୍ୟୁରୋ : ଆଗାମୀ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ନୂଆ ରଣନୀତି ଆରମ୍ଭ କରିଦେଇଛନ୍ତି । ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ବିଜେପି ଯେଉଁ ରଣନୀତି ଆପଣାଇଥିଲା ତାହା ମଧ୍ୟପ୍ରଦେଶରେ ଦୋହରାଇଛି । ଯେଉଁ ଯେଉଁ ଆସନରେ ବିଜେପି କଂଗ୍ରେସକୁ ଟକ୍କର ଦେବାରେ ବିଫଳ ହୋଇଥିଲା ସେହିସବୁ ଆସନରେ ଏବେ ବରିଷ୍ଠ ନେତାଙ୍କୁ ପ୍ରାର୍ଥୀ କରିବ ଦଳ । ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ବିଜେପି ତରଫରୁ ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛିContinue reading “ଶିବରାଜ ସିଂଙ୍କ କାମ ଉପରେ ଭରସା କରିପାରୁନାହିଁ କି ବିଜେପି ? ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ୩ କେନ୍ଦ୍ରମନ୍ତ୍ରୀଙ୍କୁ ମିଳିଲା ବିଧାନସଭା ଟିକେଟ”

Design a site like this with WordPress.com
Get started