ଇଣ୍ଡୋ-ପାସିଫିକ୍ ସେନା ମୁଖ୍ୟ ସମ୍ମିଳନୀରେ ଭାରତର ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି ଯେ ଆମେ କୌଣସି ମିଳିତ ସାମରିକ ମଞ୍ଚ ଉପରେ ବିଚାର କରୁନାହୁଁ । ଏହି ବ୍ୟାୟାମର ଉଦ୍ଦେଶ୍ୟ କୌଣସି ଦେଶ କିମ୍ବା ଦେଶର ଗୋଷ୍ଠୀକୁ ଟାର୍ଗେଟ କରିବା ନୁହେଁ । ଆଜି ଭାରତରେ ୩୬ ଟି ଇଣ୍ଡୋ-ପାସିଫିକ୍ ଦେଶର ସେନା ମୁଖ୍ୟଙ୍କ ଏକ ବୈଠକ ଅନୁଷ୍ଠିତ ହେଉଛି। ଏଥିରେ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି ଯେ ନିକଟContinue reading “ଆଜି ଭାରତରେ କାନାଡା ସମେତ ୩୬ ଟି ଦେଶର ସେନା ମୁଖ୍ୟ ଏବଂ ଡେପୁଟି ଚିଫ୍ କାହିଁକି ଏକାଠି ହେଉଛନ୍ତି”
Tag Archives: News
ସହରରେ ଘର କିଣିବା ହେବ ସହଜ ! ସହରରେ ରହୁଥିବା ଗରିବ, ଭଡାଟିଆଙ୍କୁ ମିଳିପାରେ ବଡ ଉପହାର
କନକ ବ୍ୟୁରୋ : ସହରରେ ରହୁଥିବା ଗରିବ, ଭଡାଟିଆଙ୍କୁ ବଡ ଉପହାର ଦେବାକୁ ଯୋଜନା କରୁଛନ୍ତି ମୋଦୀ ସରକାର । ଆଗକୁ ସାଧାରଣ ନିର୍ବାଚନ ରହିଛି । ଏପରି ସ୍ଥିତିରେ ମୋଦୀ ସରକାର କମ୍ ସୁଧରେ ଲୋକଙ୍କୁ ଘର ଯୋଗାଇ ଦେବାକୁ ଯୋଜନା କରିଛନ୍ତି । ସ୍ମଲ୍ ଅର୍ବାନ ହାଉସିଂ ବା କ୍ଷୁଦ୍ର ସହରାଞ୍ଚଳ ଗୃହ ଉପରେ ସବସିଡି ଋଣ ଉପଲବ୍ଧ କରାଇବା ପାଇଁ କେନ୍ଦ୍ର ସରକାର ୬୦ ହଜାର କୋଟି ଟଙ୍କାର ଖର୍ଚ୍ଚ ଯୋଜନା ପ୍ରସ୍ତୁତContinue reading “ସହରରେ ଘର କିଣିବା ହେବ ସହଜ ! ସହରରେ ରହୁଥିବା ଗରିବ, ଭଡାଟିଆଙ୍କୁ ମିଳିପାରେ ବଡ ଉପହାର”
ଭୁଶୁଡିଲା ପୋଲ : ବେଗୁନିଆରୁ ୫ଟି ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ
କନକ ବ୍ୟୁରୋ : ଭୁଶୁଡିଲା ପୋଲ । ନୀଳଗିରି ବ୍ଲକ ଅଧିନ ବଗେୁନିଆ ତୋଟାପଡା ରାସ୍ତାରେ ରହିଛି ଏହି ପୋଲ । ସୋନା ନଦୀର ଏହି ଶାଖା ପୋଲଟି ଭୁଶୁଡି ପଡିଛି । କିଛି ଦିନ ପୂର୍ବରୁ ପୋଲଟିର ଗୋଟିଏ ପାଖ ଭୁଶୁଡି ପଡିଥିଲା । ଆଉ ଆଜି ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ଏହାଦ୍ୱାରା ବେଗୁନିଆରୁ ୫ଟି ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ଅଧିକାଂଶ ଲୋକ ପରିବା ଚାଷୀ ହୋଇଥିବାରୁ ବାହାରକୁ ଆସିନପାରିContinue reading “ଭୁଶୁଡିଲା ପୋଲ : ବେଗୁନିଆରୁ ୫ଟି ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ”
ଅଭିନେତ୍ରୀ ୱାହିଦା ରେହମାନଙ୍କୁ ସର୍ବୋଚ୍ଚ ଫିଲ୍ମ ସମ୍ମାନ ‘ଦାଦା ସାହେବ ଫାଲକେ ପୁରସ୍କାର’ । ଘୋଷଣା କଲେ ମନ୍ତ୍ରୀ ଅନୁରାଗ ଠାକୁର ।
କନକ ବ୍ୟୁରୋ: ଅଭିନେତ୍ରୀ ୱାହିଦା ରେହମାନଙ୍କୁ ମିଳିବ ସର୍ବୋଚ୍ଚ ଫିଲ୍ମ ସମ୍ମାନ ‘ଦାଦା ସାହେବ ଫାଲକେ ପୁରସ୍କାର’ । ଘୋଷଣା କଲେ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର । ଗାଇଡ୍, ପ୍ୟାସା, କାଗଜ୍ କି ଫୁଲ୍, ଚୌଦବି କା ଚାନ୍ଦରେ ୱାହିଦାଙ୍କ ଅଭିନୟ ଦର୍ଶକଙ୍କୁ ବିସ୍ମିତ କରିଥିଲା । ଏନେଇ ଟ୍ୱିଟରରେ ୱାହିଦାଙ୍କୁ ଶୁଭେଚ୍ଛା ଜଣାଇବା ସହ ଅନୁରାଗ ଠାକୁର ଲେଖିଛନ୍ତି ଯେ, ଗତ ୫ ଦଶନ୍ଧି ଧରି ୱାହିଦା ତାଙ୍କର ଚମତ୍କାର ଅଭିନୟରContinue reading “ଅଭିନେତ୍ରୀ ୱାହିଦା ରେହମାନଙ୍କୁ ସର୍ବୋଚ୍ଚ ଫିଲ୍ମ ସମ୍ମାନ ‘ଦାଦା ସାହେବ ଫାଲକେ ପୁରସ୍କାର’ । ଘୋଷଣା କଲେ ମନ୍ତ୍ରୀ ଅନୁରାଗ ଠାକୁର ।”
ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲା : ଏଡିଏମ୍ ଅଫିସ ଘେରିଲେ ଶତାଧିକ ଆଦିବାସୀ ମହିଳା
କନକ ବ୍ୟୁରୋ : ରାଉରକେଲା ମହିଳା ସହକାରୀ ଜିଲ୍ଳାପାଳଙ୍କ ମୃତ୍ୟୁ ଘଟଣା । ତାତିଲେ ସ୍ଥାନୀୟ ଲୋକ । ଏଡିଏମ୍ ଅଫିସ ଘେରିଲେ ଶତାଧିକ ଆଦିବାସୀ ମହିଳା । ପୋଲିସ ତଦନ୍ତରେ ପ୍ରଶ୍ନ ଉଠାଇ ସିବିଆଇ ତଦନ୍ତ ପାଇଁ କରିଛନ୍ତି ଦାବି । ୧୯ ତାରିଖରେ ପାର୍କର ଏକ ପୋଖରୀରୁ ଉଦ୍ଧାର ହୋଇଥିଲା ସୁସ୍ମିତା ମିଞ୍ଜଙ୍କ ମୃତଦେହ । ସୁସ୍ମିତାଙ୍କୁ କେହି ହତ୍ୟା କରି ଫୋପାଡ଼ି ଦେଇଥିବା ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । ପୋଲିସContinue reading “ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲା : ଏଡିଏମ୍ ଅଫିସ ଘେରିଲେ ଶତାଧିକ ଆଦିବାସୀ ମହିଳା”
ଯଦି ବିଧାୟକ ଭାବେ ପ୍ରଶ୍ନ ପଚାରିବାର ଅଧିକାର ପାଇବୁନି, ତେବେ ପ୍ରଶ୍ନକାଳରେ କାହିଁକି ରହିବୁ? ମୋହନଙ୍କ ପ୍ରଶ୍ନ, ଆମ ପ୍ରଶ୍ନକୁ କାହିଁକି କରାଯାଉଛି ବାରମ୍ବାର ଅଗ୍ରାହ୍ୟ?
କନକ ବ୍ୟୁରୋ : ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନକୁ ଅଗ୍ରାହ୍ୟ କରିଦେବାକୁ ନେଇ ଗୃହରେ ଜୋରଦାର ହଟ୍ଟଗୋଳ କରିଛନ୍ତି ବିରୋଧୀ । ବାରମ୍ବାର ହୋ-ହଲ୍ଲା କାରଣରୁ ଗୃହକାର୍ଯ୍ୟକୁ ଦିନ ୪ଟା ଯାଏଁ ମୁଲତବି କରିଛନ୍ତି ବାଚସ୍ପତି । ଯାହାକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ବିଧାନସଭାରେ ବିଭିନ୍ନ ଅଞ୍ଚଳର ସମସ୍ୟା ଆଧାରିତ ପ୍ରଶ୍ନ ବିଧାୟକ ମାନେ ପଚାରିଥାନ୍ତି । ପ୍ରଶ୍ନ କାଳରେ ପ୍ରଶ୍ନ ପଚାରିବାର ଅଧିକାର ବିଧାୟକଙ୍କର ରହିଛି ।Continue reading “ଯଦି ବିଧାୟକ ଭାବେ ପ୍ରଶ୍ନ ପଚାରିବାର ଅଧିକାର ପାଇବୁନି, ତେବେ ପ୍ରଶ୍ନକାଳରେ କାହିଁକି ରହିବୁ? ମୋହନଙ୍କ ପ୍ରଶ୍ନ, ଆମ ପ୍ରଶ୍ନକୁ କାହିଁକି କରାଯାଉଛି ବାରମ୍ବାର ଅଗ୍ରାହ୍ୟ?”
ହାଇକୋର୍ଟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲା : ଶୁଣାଣି ଶେଷ ପରେ ରାୟକୁ ସଂରକ୍ଷିତ ରଖିଲେ କୋର୍ଟ
କନକ ବ୍ୟୁରୋ : ହାଇକୋର୍ଟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲା । ଶୁଣାଣି ଶେଷ ପରେ ରାୟକୁ ସଂରକ୍ଷିତ ରଖିଛନ୍ତି କୋର୍ଟ । ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ୍ ସାବତ୍ରୀ ରଥଙ୍କ ଖଣ୍ଡପୀଠରେ ହୋଇଛି ଶୁଣାଣି । ତୃତୀୟ ଥର ଶୁଣାଣିରେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ସୋମବାର ଏହି ମାମଲାର ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିଲା । କିନ୍ତୁ ସମୟ ଅଭାବ ଯୋଗୁଁ ମାମଲାର ଶୁଣାଣିକୁ ଗୋଟିଏ ଦିନ ଟାଳି ଦେଇଥିଲେ ଖଣ୍ଡପୀଠ ।Continue reading “ହାଇକୋର୍ଟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲା : ଶୁଣାଣି ଶେଷ ପରେ ରାୟକୁ ସଂରକ୍ଷିତ ରଖିଲେ କୋର୍ଟ”
ପେସା ଆଇନ ଲାଗୁ କରିବାକୁ ଦାବି : ଲୋୟର ପିଏମଜିରେ ନିଆରା ପ୍ରତିବାଦ; ପାରମ୍ପରିକ ବାଦ୍ୟର ତାଳେ ତାଳେ ନାଚିଲେ ଆଦିବାସୀ ପରିବାର
କନକ ବ୍ୟୁରୋ : ଭୁବନେଶ୍ୱର ଲୋୟର ପିଏମଜିରେ ନିଆରା ପ୍ରତିବାଦ । ପାରମ୍ପରିକ ବାଦ୍ୟର ତାଳେ ତାଳେ ନାଚିଲେ ଆଦିବାସୀ ପରିବାର । ଓଡ଼ିଶାରେ ପେସା ଆଇନ ଲାଗୁ କରିବାକୁ ଦାବି କରଛନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାର ଆଦିବାସୀ ବହୁଳ ଅଂଚଳରେ ପେସା ଆଇନ ଲାଗୁ ଦାବିରେ ଲୋୟର ପିଏମଜିରେ ବିଶାଳ ଶୋଭାଯାତ୍ରା କରାଯାଇଛି । ରାଜ୍ୟ ସରକାର ପେସା ଆଇନ ଲାଗୁ ନକରି ପ୍ରତାରଣା କରୁଥିବା ଆନ୍ଦୋଳନକାରୀ କହିଛନ୍ତି । The postContinue reading “ପେସା ଆଇନ ଲାଗୁ କରିବାକୁ ଦାବି : ଲୋୟର ପିଏମଜିରେ ନିଆରା ପ୍ରତିବାଦ; ପାରମ୍ପରିକ ବାଦ୍ୟର ତାଳେ ତାଳେ ନାଚିଲେ ଆଦିବାସୀ ପରିବାର”
ବିଧାନସଭାରେ ଅଚଳାବସ୍ଥା ଜାରି : ଗୃହରେ ଜୋରଦାର ନାରାବାଜି, ହଙ୍ଗାମା; ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ
କନକ ବ୍ୟୁରୋ : ସ୍ୱାଭାବିକ ହୋଇପାରୁନି ବିଧାନସଭା । ପ୍ରଥମେ ଦିନ ୧୨ଟା ଓ ପରେ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରାଯାଇଛି । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ହୋଇଥିବା ସର୍ବଦଳୀୟ ବୈଠକ ଫେଲ ମାରିଛି । ପ୍ରଶ୍ନକାଳ ଆରମ୍ଭରୁ ଉଭୟ ବିରୋଧୀ ଓ ଶାସକ ଦଳର ବିଧାୟକ ହଙ୍ଗାମା କରିବାରୁ ଗୃହକୁ ଦିନ ୧୨ଟା ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା । ଦିନ ୧୨ଟା ପରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେପି ବିଧାୟକମାନେContinue reading “ବିଧାନସଭାରେ ଅଚଳାବସ୍ଥା ଜାରି : ଗୃହରେ ଜୋରଦାର ନାରାବାଜି, ହଙ୍ଗାମା; ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ”
୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦୀ । କହିଲେ, ଚମତ୍କାର କରୁଛି ନୂଆ ଭାରତ
କନକ ବ୍ୟୁରୋ: ଆଜି ଭିଡିଓ କନଫରେନ୍ସ ଜରିଆରେ ବିଭିନ୍ନ ସରକାରୀ ବିଭାଗରେ ନିଯୁକ୍ତି ପାଇଁ ୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ୪୬ ଟି ସ୍ଥାନରେ ଆୟୋଜିତ ନିଯୁକ୍ତି ମେଳାରେ ଉପସ୍ଥିତ ଯୁବକ ଯୁବତୀଙ୍କୁ ସମ୍ବୋଧନ କରିଛନ୍ତି । ଏହି କ୍ରମରେ ମୋଦୀ କହିଛନ୍ତି ଯେ, ‘ ୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ର ହେବ ଏବଂ ବିଶ୍ୱର ତୃତୀୟ ଆର୍ଥ ଶକ୍ତି ଭାବେ ଉଭା ହେବ ।Continue reading “୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦୀ । କହିଲେ, ଚମତ୍କାର କରୁଛି ନୂଆ ଭାରତ”