କନକ ବ୍ୟୁରୋ : ଆଗକୁ କରୋନାଠାରୁ ବି ଭୟଙ୍କର ମହାମାରୀ ଦେଖିବାକୁ ଯାଉଛି ବିଶ୍ୱ । କୋଭିଡ୍-୧୯ଠାରୁ ୭ ଗୁଣା ଅଧିକ ମାରାତ୍ମକ ଓ ସଂକ୍ରାମକ ହୋଇପାରେ ‘ଡିଜିଜ୍ ଏକ୍ସ’ । ଏହା ୫ କୋଟିରୁ ଅଧିକ ଜୀବନ ନେଇପାରେ । ବ୍ରିଟେନ୍ର ଭାକ୍ସିନ୍ ଟାକ୍ସଫୋର୍ସ ମୁଖ୍ୟ କେଟ୍ ବିଂଘମ୍ ଏପରି ଦାବି କରିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏପରି ମହାମାରୀର ଆଗୁଆ ନାଁ ଦେଇସାରିଲାଣି । ଏବେ ଥିବା ଭୂତାଣୁର ମ୍ୟୁଟେସନ୍ ଯୋଗୁ ନୂଆContinue reading “ଆଗକୁ କରୋନାଠୁ ବି ଭୟଙ୍କର ମହାମାରୀ ଦେଖିବ ବିଶ୍ୱ : କୋଭିଡ୍-୧୯ଠାରୁ ୭ ଗୁଣା ଅଧିକ ମାରାତ୍ମକ ଓ ସଂକ୍ରାମକ ହୋଇପାରେ ‘ଡିଜିଜ୍ ଏକ୍ସ’”
Tag Archives: News
ଆଜି ପ୍ରଧାନମନ୍ତ୍ରୀ ନିଯୁକ୍ତି ମେଳା : ଦେଶବ୍ୟାପୀ ୪୬ଟି ସ୍ଥାନରେ ହେବ ନିଯୁକ୍ତି ପତ୍ର ବିତରଣ କାର୍ଯ୍ୟକ୍ରମ; ୫୧ ହଜାରରୁ ଅଧିକ ପ୍ରାର୍ଥୀଙ୍କୁ ମିଳିବ ନିଯୁକ୍ତି ପତ୍ର
କନକ ବ୍ୟୁରୋ : ଆଜି ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶର ୪୬ଟି ସ୍ଥାନରେ ନିଯୁକ୍ତି ମେଳା ଅନୁଷ୍ଠିତ ହେବ । ସକାଳ ୧୦ଟା ୩୦ରେ ଭିଡିଓ କନଫରେନ୍ସିଂରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ଆଜି ୫୧ ହଜାରରୁ ଅଧିକ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବିତରଣ କରାଯିବ । ଦେଶର ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ସରକାରୀ ନିଯୁକ୍ତି ଦେବା ପାଇଁ ରୋଜଗାର ମେଳା କରାଯାଉଛି । ଭାରତ ସରକାର ଓ ସହଯୋଗୀ ରାଜ୍ୟContinue reading “ଆଜି ପ୍ରଧାନମନ୍ତ୍ରୀ ନିଯୁକ୍ତି ମେଳା : ଦେଶବ୍ୟାପୀ ୪୬ଟି ସ୍ଥାନରେ ହେବ ନିଯୁକ୍ତି ପତ୍ର ବିତରଣ କାର୍ଯ୍ୟକ୍ରମ; ୫୧ ହଜାରରୁ ଅଧିକ ପ୍ରାର୍ଥୀଙ୍କୁ ମିଳିବ ନିଯୁକ୍ତି ପତ୍ର”
ମାହାଙ୍ଗା ଡବଲ୍ ମର୍ଡର ମାମଲା : ପ୍ରତିକ୍ରିୟା ରଖିଲେ ବିଧାୟକ ପ୍ରତାପ ଜେନା; କହିଲେ, ମୋ ବିରୁଧରେ ଷଡଯନ୍ତ୍ର ହୋଇଛି
କନକ ବ୍ୟୁରୋ : ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ଜେଏମଏଫସି କୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରତିକ୍ରିୟା ରଖିଲେ ବିଧାୟକ ପ୍ରତାପ ଜେନା । କହିଛନ୍ତି, ଏଭଳି ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ବିରୋଧୀ ଷଡଯନ୍ତ୍ର କରୁଛନ୍ତି । ସେମାନଙ୍କ ଓ ତାଙ୍କ ନିଜର ନାର୍କୋ ଟେଷ୍ଟ କରାଯାଉ । ମାହାଙ୍ଗା ବିଜେପି ନେତା ଶାରଦା ପ୍ରଧାନ ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି ଅଭିଯୋଗ ଆଣୁଛନ୍ତି ବୋଲି ପ୍ରତାପ ଜେନା ଅଭିଯୋଗ କରିଛନ୍ତି । ଘଟଣାରେ କିଛିContinue reading “ମାହାଙ୍ଗା ଡବଲ୍ ମର୍ଡର ମାମଲା : ପ୍ରତିକ୍ରିୟା ରଖିଲେ ବିଧାୟକ ପ୍ରତାପ ଜେନା; କହିଲେ, ମୋ ବିରୁଧରେ ଷଡଯନ୍ତ୍ର ହୋଇଛି”
ସହଜ ହେବ ଆପାର୍ଟମେଣ୍ଟ କିଣାବିକା : ବିଧାନସଭାରେ ଆଗତ ହେଲା ଓଡିଶା ଆପାର୍ଟମେଣ୍ଟ, ମାଲିକାନା ଓ ପରିଚାଳନା ବିଧେୟକ-୨୦୨୩
କନକ ବ୍ୟୁରୋ : ବିଧାନସଭାରେ ଆଗତ ହୋଇଛି ଓଡିଶା ଆପାର୍ଟମେଣ୍ଟ, ମାଲିକାନା ଓ ପରିଚାଳନା ବିଧେୟକ-୨୦୨୩ । ନଗରଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଏହି ବିଧେୟକ ଉପସ୍ଥାପନ କରିଛନ୍ତି । ଏହାଦ୍ୱାରା ରାଜ୍ୟରେ ଆପାର୍ଟମେଣ୍ଟ କିଣାବିକା ସହଜ ଓ ସରଳ ହେବ । କିଛି ଦିନ ତଳେ ଏ ନେଇ ଅଧ୍ୟାଦେଶ ଆଣିବାକୁ ସରକାର ନିଷ୍ପତ୍ତି ନେଇଥିଲେ । ଏବେ ଏହାକୁ ଆଇନରେ ପରିଣତ କରିବାକୁ ବିଲ ଉପସ୍ଥାପିତ କରାଯାଇଛି । ଏଭଳି ହେଲେ ଆପାର୍ଟମେଣ୍ଟର ସ୍ୱତନ୍ତ୍ରContinue reading “ସହଜ ହେବ ଆପାର୍ଟମେଣ୍ଟ କିଣାବିକା : ବିଧାନସଭାରେ ଆଗତ ହେଲା ଓଡିଶା ଆପାର୍ଟମେଣ୍ଟ, ମାଲିକାନା ଓ ପରିଚାଳନା ବିଧେୟକ-୨୦୨୩”
ଆଜି ବି କମ୍ପିବ ବିଧାନସଭା : ତୃତୀୟ ଦିନରେ ବିଭିନ୍ନ ପ୍ରସଙ୍ଗରେ ସରଗରମ ହେବ ଗୃହ
କନକ ବ୍ୟୁରୋ : ଆଜି ବି କମ୍ପିବ ବିଧାନସଭା । ତୃତୀୟ ଦିନରେ ବିଭିନ୍ନ ପ୍ରସଙ୍ଗରେ ସରଗରମ ହେବ ଗୃହ । ଗତକାଲି ଦିନତମାମ ହୁଲୁସ୍ତୁଲ ହୋଇଥିଲା ବିଧାନସଭା । ଫାଇଭ୍-ଟି ସଚିବଙ୍କ ଗସ୍ତ ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନର ଉତର ନମିଳିବା ପ୍ରତିବାଦରେ ବିଜେପି ସଭ୍ୟମାନେ ଭୀଷଣ ହଟ୍ଟଗୋଳ କରିଥିଲେ । ଦିନତମାମ ଗୃହ ମଧ୍ୟଭାଗରେ ନାରାବାଜି କରିବାରୁ ଗୃହକାର୍ଯ୍ୟ ହୋଇପାରିନଥିଲା । ବିଜେଡି ସଦସ୍ୟମାନେ ମାନେ ନିଜ ନିଜ ଆସନରେ ଛିଡା ହୋଇ କେନ୍ଦ୍ରୀୟ ଅବହେଳାContinue reading “ଆଜି ବି କମ୍ପିବ ବିଧାନସଭା : ତୃତୀୟ ଦିନରେ ବିଭିନ୍ନ ପ୍ରସଙ୍ଗରେ ସରଗରମ ହେବ ଗୃହ”
ପୁଣି ଡେରାସରେ ହାଇଡ୍ରାମା । ପ୍ରଭାକରନଙ୍କ କଳି, ପାଚେରୀ ଭାଙ୍ଗିଲେ ବିଲ୍ଡର
କନକ ବ୍ୟୁରୋ: ଡେରାସ ଡ୍ୟାମ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର କେନାଲ ଅବରୋଧ ଘଟଣା ଏବେ ଚର୍ଚ୍ଚାରେ ରହିଛି । ଚାଷୀଙ୍କୁ ମିଳିିଛି ହକ୍ । ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପ୍ରୟାସରେ ଭୁବନେଶ୍ୱର ଉପକଣ୍ଠ ଡେରାସ ଡ୍ୟାମର କ୍ଷୁଦ୍ର ଜଳସେଚନ କେନାଲରେ ଗତ ଦୁଇ ବର୍ଷ ହେବ ଥିବା ଅବରୋଧ ହଟିଛି । ଆଉ ଏହି ସମୟରେ ପୁଣି ଦେଖିବାକୁ ମିଳିଛି ହାଇଡ୍ରାମା । ଏହି ଅଞ୍ଚଳରେ ସାରଳା ବିଲଡରର କିଛି ଜମି ରହିଛି । ଆଉ ସୋମବାରContinue reading “ପୁଣି ଡେରାସରେ ହାଇଡ୍ରାମା । ପ୍ରଭାକରନଙ୍କ କଳି, ପାଚେରୀ ଭାଙ୍ଗିଲେ ବିଲ୍ଡର”
ଭାରତ–କାନାଡା ସମ୍ପର୍କରେ ତୁଟୁନି ବିବାଦ । ବିଗୁଡୁଥିବା ସ୍ଥିତି ଭିତରେ ନରମ ପଡିଲା ଟ୍ରୁଡୋଙ୍କ ପ୍ରଶାସନ । କାନାଡା ପ୍ରତିରକ୍ଷାମନ୍ତ୍ରୀ କହିଲେ, ଭାରତ ସହ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ
କନକ ବ୍ୟୁରୋ: ଭାରତ-କାନାଡା ଭିତରେ ସମ୍ପର୍କ ଦିନକୁ ଦିନ ଖରାପ ହେବାରେ ଲାଗିଛି । କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ଭାରତ ବିରୋଧୀ ବୟାନକୁ ନେଇ ଦୁଇ ଦେଶ ଭିତରେ ସମ୍ପର୍କ ବିଗିଡିବାରେ ଲାଗିଲାଣି । ଏହାରି ଭିତରେ ସାମ୍ନାକୁ ଆସିଛି କାନାଡା ରକ୍ଷାମନ୍ତ୍ରୀଙ୍କ ବଡ ବୟାନ । କହିଛନ୍ତି, ଭାରତ ବିରୋଧରେ ଟିପ୍ପଣୀ ଦେବା କାନାଡା ପାଇଁ ସମସ୍ୟାପୂର୍ଣ୍ଣ ପରିସ୍ଥିତି ଆଣିପାରେ । ଭାରତ-କାନାଡା ସମ୍ପର୍କରେ ତିକ୍ତତା ଚକିତ କଲା କାନାଡା ରକ୍ଷାମନ୍ତ୍ରୀଙ୍କ ବୟାନ କହିଲେ,Continue reading “ଭାରତ–କାନାଡା ସମ୍ପର୍କରେ ତୁଟୁନି ବିବାଦ । ବିଗୁଡୁଥିବା ସ୍ଥିତି ଭିତରେ ନରମ ପଡିଲା ଟ୍ରୁଡୋଙ୍କ ପ୍ରଶାସନ । କାନାଡା ପ୍ରତିରକ୍ଷାମନ୍ତ୍ରୀ କହିଲେ, ଭାରତ ସହ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ “
ବାୟୁସେନାର ସାମିଲ ହେଲା ସି-୨୯୫ ପରିବହନ ବିମାନ । ବିଦ୍ଧିବଦ୍ଧ ଭାବେ ସାମିଲ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।
କନକ ବ୍ୟୁରୋ: ଗାଜିଆବାଦ ସ୍ଥିତ ହିଣ୍ଡେନ୍ ଏୟାରବେସରେ ଭାରତର ଡ୍ରୋନ୍ ଶକ୍ତି ପ୍ରଦର୍ଶିତ ହୋଇଛି । ଦେଶର ସବୁ କମ୍ପାନୀ ନିଜ ନିଜର ହାଇଟେକ୍ ଡ୍ରୋନ୍ ଗୁଡିକ ପ୍ରଦର୍ଶିତ କରିଛି । ଏହାସହ ପ୍ରଥମ ସି-୨୯୫ ପରିବହନ ବିମାନ ଆନୁଷ୍ଠାନିକ ଭାବେ ବାୟୁସେନାରେ ସାମିଲ ହୋଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଉପସ୍ଥିତିରେ ବାୟୁସେନାରେ ସାମିଲ ହୋଇଛି ସି-୨୯୫ । ବଢ଼ିଲା ବାୟୁସେନାର ଶକ୍ତି ବାୟୁସେନାରେ ସାମିଲ ହେଲା ସି-୨୯୫ ଆତ୍ମନିର୍ଭର ଭାରତର ନୂଆ ପରିଚୟContinue reading “ବାୟୁସେନାର ସାମିଲ ହେଲା ସି-୨୯୫ ପରିବହନ ବିମାନ । ବିଦ୍ଧିବଦ୍ଧ ଭାବେ ସାମିଲ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।”
ମଧ୍ୟପ୍ରଦେଶରେ ପ୍ରଧାନମନ୍ତ୍ରୀଙ୍କ ରାଲି ଓ ଜନସଭା । ମଞ୍ଚରୁ କଂଗ୍ରେସକୁ କଲେ ଟାର୍ଗେଟ୍ । ସେପଟେ ଛତିଶଗଡରେ ଜନସଭାକୁ ସମ୍ବୋଧିତ କଲେ ରାହୁଲ ।
କନକ ବ୍ୟୁରୋ: ମଧ୍ୟପ୍ରଦେଶରେ ବାଜିଲାଣି ନିର୍ବାଚନୀ ବିଗୁଲ । ଆଉ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ରାଜଧାନୀ ଭୋପାଳରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସକୁ ଜୋରଦାର ଟାର୍ଗେଟ କରିଛନ୍ତି । ସେପଟେ ଛତିଶଗଡରେ ରାହୁଲ ଗାନ୍ଧୀ ବିଶାଳ ରାଲି କରିଛନ୍ତି । ବିଜେପିର ମିଶନ୍ ମଧ୍ୟପ୍ରଦେଶ ଭୋପାଳରେ ମୋଦୀଙ୍କ ବିଶାଳ ରାଲି ଅଭିଭାଷଣରେ କଂଗ୍ରେସକୁ କଲେ ଟାର୍ଗେଟ୍ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶ,Continue reading “ମଧ୍ୟପ୍ରଦେଶରେ ପ୍ରଧାନମନ୍ତ୍ରୀଙ୍କ ରାଲି ଓ ଜନସଭା । ମଞ୍ଚରୁ କଂଗ୍ରେସକୁ କଲେ ଟାର୍ଗେଟ୍ । ସେପଟେ ଛତିଶଗଡରେ ଜନସଭାକୁ ସମ୍ବୋଧିତ କଲେ ରାହୁଲ ।”
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା । ଏନଡିଏ ମେଣ୍ଟରୁ ଅଲଗା ହେଲା ଏଆଇଏଡିଏମକେ ।
କନକ ବ୍ୟୁରୋ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏନଡିଏକୁ ଝଟକା । ମେଣ୍ଟରୁ ଅଲଗା ହେଲା ଏଆଇଏଡିଏମକେ । ମେଣ୍ଟ ଛାଡିବା ପୂର୍ବରୁ ଚେନ୍ନାଇରେ ଆଜି ବଡ ବୈଠକ ବସିିଥିଲା । ଯେଉଁଠି ସର୍ବସହମତିରେ ପ୍ରସ୍ତାବ ପାରିତ ହୋଇଥିବା ଦଳ କହିଛି । ଏଆଇଏଡିଏମକେ କହିଛି ଗତ ଏକବର୍ଷ ଧରି ଦଳର ନେତା, ମନ୍ତ୍ରୀ, ମହାସଚିବ ଏବଂ କର୍ମୀଙ୍କ ଉପରେ ବିଜେପି ବାରମ୍ବାର ଅନାବଶ୍ୟକ ଟିପ୍ପଣୀ କରି ଆସୁୁଛି । ଏନେଇ ଦଳ ଭିତରେ ଆଲୋଚନା ଏବଂContinue reading “୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା । ଏନଡିଏ ମେଣ୍ଟରୁ ଅଲଗା ହେଲା ଏଆଇଏଡିଏମକେ ।”