ପୂଜାରେ ସାବାଡ଼ ହେବେ ଅପରାଧୀ । ଅଭ୍ୟାସଗତ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କଲା କମିଶନରେଟ୍ ପୋଲିସ ।

କନକ ବ୍ୟୁରୋ: ସପ୍ତାହକୁ ଥରେ ଥାନାରେ ହାଜର ହେବେ ଅପରାଧୀ । ଅଭ୍ୟାସଗତ ଅପରାଧୀ, ଚୋରି, ହତ୍ୟାକାଣ୍ଡ, ରାହାଜାନି ଓ ଗଣ୍ଡଗୋଳ କରି ପୋଲିସ ଫାଇଲରେ ନାଁ ଚଢ଼ିଥିବା ଅପରାଧୀଙ୍କ ଛାତି ଏବେ ଧଡ଼ଧଡ଼ । ଭୁବନେଶ୍ୱରରେ ଥିବା ଅପରାଧୀଙ୍କୁ ଥାନାରେ ହାଜର ହେବା ପାଇଁ କମିଶନରେଟ୍ ପୋଲିସର ତାଗିଦ୍ । ଡିସିପିଙ୍କ ନେତୃତ୍ୱ କ୍ରମେ ପ୍ରାଥମିକ ପର୍ଯ୍ୟାୟରେ ଅଭ୍ୟାସଗତ ଅପରାଧିଙ୍କ ତାଲିକା ପ୍ରସ୍ତୁତ କରିଛି ପୋଲିସ । ୧୨ଟି ଥାନାରେ ୬୨ଜଣଙ୍କ ତାଲିକା ପ୍ରସ୍ତୁତ କରାଯାଇଛିContinue reading “ପୂଜାରେ ସାବାଡ଼ ହେବେ ଅପରାଧୀ । ଅଭ୍ୟାସଗତ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କଲା କମିଶନରେଟ୍ ପୋଲିସ ।”

ଆୟୁଷ ଡାକ୍ତରଙ୍କ ପାଇଁ ଚାକିରି ନାହିଁ । ଲୋୟର ପିଏମଜିରେ କଲେ ଗର୍ଜନ । ପଢନ୍ତୁ, କଣ କଲେ ଅଭିଯୋଗ…

କନକ ବ୍ୟୁରୋ: ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆୟୁଷ ଡାକ୍ତର । ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି ଆୟୁଷ ଡାକ୍ତର । କାର୍ଯ୍ୟ ବନ୍ଦ କରି ଧାରଣା ଦେଇଛନ୍ତି ଆୟୁଷ ଡାକ୍ତର । ୨୧ ବର୍ଷ ଭିତରେ ଜଣେ ହେଲେ ଆୟୁଷ ଚିକିତ୍ସା ପଦାଧିକାରୀ ରାଜ୍ୟରେ ନିଯୁକ୍ତ ହୋଇ ନାହାଁନ୍ତି । ସରକାରଙ୍କୁ ବାରମ୍ବାର ଅନୁରୋଧ ସତ୍ୱେ ସରକାର ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ଆୟୁଷ ଡାକ୍ତର । ଆୟୁଷ ଡାକ୍ତରଙ୍କ ପାଇଁ ଚାକିରି ନାହିଁ ଲୋୟର ପିଏମଜିରେContinue reading “ଆୟୁଷ ଡାକ୍ତରଙ୍କ ପାଇଁ ଚାକିରି ନାହିଁ । ଲୋୟର ପିଏମଜିରେ କଲେ ଗର୍ଜନ । ପଢନ୍ତୁ, କଣ କଲେ ଅଭିଯୋଗ…”

ଚାଲିଛି ବିଧାନସଭା, ଭୁବନେଶ୍ୱର ଲୋୟର ପିଏମଜି ପାଲଟିଲା ପ୍ରତିବାଦର ପେଣ୍ଠ । ନିଜ ନିଜ ଦାବି ନେଇ ଗର୍ଜିଲେ ସରପଞ୍ଚ, ମାଧ୍ୟମିକ ଶିକ୍ଷକ, ଆଶା କର୍ମୀ ଓ ଗାଁ ସାଥୀ ।

କନକ ବ୍ୟୁରୋ: ବିଧାନସଭା ଅଧିବେଶନ ଚାଲିଥିବା ବିଭିନ୍ନ ସଙ୍ଗଠନର ଦାବି ଓ ଆନ୍ଦୋଳନରେ କମ୍ପିଛି ଲୋୟର ପିଏମଜି । ଆଶାକର୍ମୀ , ସରପଞ୍ଚ, ଶିକ୍ଷକ ଓ ଗାଁ ସାଥୀଙ୍କ ଆନ୍ଦୋଳନରେ ନାକେଦମ ହୋଇଛି ପୁଲିସ । ଏପରିକିି ଗାଁ ସାଥୀଙ୍କ ନିଆରା ପ୍ରତିବାଦ ବି ଦେଖିବାକୁ ମିଳିଛି । ଧାରଣା ଓ ପ୍ରତିବାଦରେ କମ୍ପିଲା ଲୋୟର ପିଏମଜି ଦାବି ପୂରଣ ପାଇଁ ନିଆରା ପ୍ରତିବାଦ ବିଧାନସଭା ଚାଲିଛି । ଆଉ ନିଜ ଦାବି ପୂରଣ ପାଇଁ ଏକାଠିContinue reading “ଚାଲିଛି ବିଧାନସଭା, ଭୁବନେଶ୍ୱର ଲୋୟର ପିଏମଜି ପାଲଟିଲା ପ୍ରତିବାଦର ପେଣ୍ଠ । ନିଜ ନିଜ ଦାବି ନେଇ ଗର୍ଜିଲେ ସରପଞ୍ଚ, ମାଧ୍ୟମିକ ଶିକ୍ଷକ, ଆଶା କର୍ମୀ ଓ ଗାଁ ସାଥୀ ।”

ମୋଦୀଙ୍କୁ ନବୀନ ଦେଲେ ୧୦ରୁ ୮ ନମ୍ବର । ପ୍ରଶ୍ନ ଉଠାଇଲେ ବିରୋଧୀ । କଂଗ୍ରେସ କହିଲା, ଚାଲିଛି ବିଜେଡି-ବିଜେପି ମଧ୍ୟରେ ସଲାକୁସ୍ତି

କନକ ବ୍ୟୁରୋ: ରାଜନୀତିରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି, ଓଡିଶା ଲିଟେରାରୀ ଫେଷ୍ଟିଭାଲରେ ମୁଖ୍ୟମନ୍ତ୍ରୀ ରଖିଥିବା ବୟାନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଦର୍ଶନକୁ ୧୦ରୁ ୮ ନମ୍ବର ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜୀ । କଂଗ୍ରେସ ଏହି ବୟାନକୁ ଆଧାର କରି କହିଛି, ବିଜେଡି-ବିଜେପି ଏକାଠି ଅଛନ୍ତି । ଅନ୍ୟପଟେ ବିଜେପି କହିଛି, ୧୦ରୁ ୮ ନମ୍ବର ପାଇବା ଅର୍ଥ କେନ୍ଦ୍ର ଓଡ଼ିଶାକୁ ଅବହେଳା କରୁନାହିଁ ।Continue reading “ମୋଦୀଙ୍କୁ ନବୀନ ଦେଲେ ୧୦ରୁ ୮ ନମ୍ବର । ପ୍ରଶ୍ନ ଉଠାଇଲେ ବିରୋଧୀ । କଂଗ୍ରେସ କହିଲା, ଚାଲିଛି ବିଜେଡି-ବିଜେପି ମଧ୍ୟରେ ସଲାକୁସ୍ତି”

ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ବଢ଼ିଲା ବିଧାୟକ ପ୍ରତାପ ଜେନାଙ୍କ ଅଡୁଆ । ମାମଲା ଜାରି ରଖିବାକୁ ନିର୍ଦ୍ଦେଶ ଦେଲେ ସାଲେପୁର ଜେଏମଏଫସି କୋର୍ଟ ।

କନକ ବ୍ୟୁରୋ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ବଢିଲା ଅଡୁଆ । ପ୍ରତାପଙ୍କ ନାଁରେ ମାମଲା ଚାଲୁ ରଖିବାକୁ ସାଲେପୁର ଜେଏମଏଫସି କୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି । ହତ୍ୟା, ହତ୍ୟା ଷଡଯନ୍ତ୍ର ଓ ଧମକ ଦଫାରେ ମାମଲା ଚାଲୁ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ପ୍ରତାପ ଜେନା ବିଧାୟକ ହୋଇଥିବାରୁ ମାମଲାକୁ ଭୁବନେଶ୍ୱର ସ୍ପେଶାଲ କୋର୍ଟକୁ ସ୍ଥାନାନ୍ତର କରାଯାଇଛି । ବଢ଼ିଲା ପ୍ରତାପ ଜେନାଙ୍କ ଅଡ଼ୁଆ ବିଧାୟକଙ୍କContinue reading “ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ବଢ଼ିଲା ବିଧାୟକ ପ୍ରତାପ ଜେନାଙ୍କ ଅଡୁଆ । ମାମଲା ଜାରି ରଖିବାକୁ ନିର୍ଦ୍ଦେଶ ଦେଲେ ସାଲେପୁର ଜେଏମଏଫସି କୋର୍ଟ ।”

ବିରୋଧୀଙ୍କ ଅଭିଯୋଗର ଜବାବ ରଖିଲେ ମୁଖ୍ୟମନ୍ତ୍ରୀ । କହିଲେ, ଜିଲ୍ଲା ଗସ୍ତ କରି ସିଏମଓ କରୁଥିଲା ଜନଶୁଣାଣି । ନରସିଂହ କହିଲେ ରାଜ୍ୟରେ ଚାଲିଛି ଗୁମାସ୍ତା ଶାସନ

କନକ ବ୍ୟୁରୋ: ୫-ଟି ସଚିବ କାହା ନିର୍ଦ୍ଦେଶରେ ଜିଲ୍ଲା ଜିଲ୍ଲା ବୁଲୁଛନ୍ତି, ଏହାକୁ ନେଇ ରାଜ୍ୟ ରାଜନୀତି ହୁଲୁସ୍ତୁଲୁ ହେଉଥିବାବେଳେ ବିଧାନସଭାରେ ବିରୋଧୀ ହଙ୍ଗାମା କରିଛନ୍ତି । ଆଉ ବିରୋଧୀଙ୍କ ହଟ୍ଟଗୋଳ ଭିତରେ ବିଧାନସଭାରେ ଶୂନ୍ୟକାଳରେ ଏହି ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିବାଦରୁ ପରଦା ହଟାଇଲେ ମୁଖ୍ୟମନ୍ତ୍ରୀ ସିଏମଓକୁ ଗସ୍ତ ପାଇଁ ଦେଇଥିଲେ ନିର୍ଦ୍ଦେଶ ବ୍ଲକ ଓ ଜିଲ୍ଲା ସ୍ତରରେ ସିଏମଓ କରିଛି ଶୁଣାଣି ଗତ କିଛି ଦିନ ହେଲାContinue reading “ବିରୋଧୀଙ୍କ ଅଭିଯୋଗର ଜବାବ ରଖିଲେ ମୁଖ୍ୟମନ୍ତ୍ରୀ । କହିଲେ, ଜିଲ୍ଲା ଗସ୍ତ କରି ସିଏମଓ କରୁଥିଲା ଜନଶୁଣାଣି । ନରସିଂହ କହିଲେ ରାଜ୍ୟରେ ଚାଲିଛି ଗୁମାସ୍ତା ଶାସନ”

ମନ୍ତ୍ରୀ ବଡ ନା ସଚିବ ବଡ ? ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ । ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଅଗ୍ରାହ୍ୟ କରିବା ପରେ ପୋଡିୟମ ନିକଟରେ ନାରାବାଜି

କନକ ବ୍ୟୁରୋ: ମନ୍ତ୍ରୀ ବଡ ନା ସଚିବ ବଡ ? ଏହାକୁ ନେଇ ବିଧାନସଭାର ଅଧିବେଶନର ଦ୍ୱିତୀୟ ଦିନରେ ହଙ୍ଗାମା କରିଛନ୍ତି ବିରୋଧୀ । ଏ ନେଇ ଆଜି ବିରୋଧୀ ବିଜେପି ପକ୍ଷରୁ ଦୁଇଟି ମୁଲତବୀ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ବାଚସ୍ପତି ଏହାକୁ ଅଗ୍ରାହ୍ୟ କରିବା ପରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ବିଜେପି ସଦସ୍ୟମାନେ ହଟ୍ଟଗୋଳ କରିଥିଲେ । ଆଉ ଏହାର ଜବାବ ଦେବାକୁ ଯାଇ ବିଜେଡି ସଦସ୍ୟ ବି ଜାତୀୟ ରାଜପଥ ନିର୍ମାଣରେ ଓଡିଶାକୁContinue reading “ମନ୍ତ୍ରୀ ବଡ ନା ସଚିବ ବଡ ? ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ । ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଅଗ୍ରାହ୍ୟ କରିବା ପରେ ପୋଡିୟମ ନିକଟରେ ନାରାବାଜି”

ପରିଣତ ବୟସରେ ବାସ ଖୋଜୁଛନ୍ତି କାମାକ୍ଷାନଗରର ବୃଦ୍ଧ ଦମ୍ପତି । ଦୁଇ ପୁଅ ଥାଇ ବି ମୁଣ୍ଡ ଉପରେ ନାହିଁ ଛାତ । ଘରୁ ତଡି ଦେଲେ ସାନ ପୁଅ-ବୋହୂ

କନକ ବ୍ୟୁରୋ: ଦୁଇ ଦୁଇଟି ପୁଅ ଜନ୍ମ କରି, ରହିବା ପାଇଁ ଜାଗା ଖୋଜୁଛନ୍ତି ବାପା-ମାଆ । ଝାଟିମାଟିର ଘର ବର୍ଷା ଯୋଗୁଁ ମାଟିରେ ମିଶିଯିବା ପରେ ବୟସର ଅପରାହ୍ଣରେ କେଉଁଠି ରହିବେ, ଠିକଣାକୁ ନେଇ ଚିନ୍ତାରେ ପଡିଛନ୍ତି ବୃଦ୍ଧ ଦମ୍ପତି । ଏ କାହାଣୀ ହେଉଛି, ଢେଙ୍କାନାଳ ଭୁବନ ବ୍ଲକ ବାଲିବୋ ପଂଚାୟତ ବାଉଁଶକଣ ଗାଁର କରୁଣାକର ପ୍ରଧାନ ଓ ତାଙ୍କ ପତ୍ନୀ ଜଞ୍ଜାଳି ପ୍ରଧାନଙ୍କର । ବୃଦ୍ଧ ଦମ୍ପତିଙ୍କ ଅଭିଯୋଗ ଅନୁାସରେ, ସାନ ପୁଅContinue reading “ପରିଣତ ବୟସରେ ବାସ ଖୋଜୁଛନ୍ତି କାମାକ୍ଷାନଗରର ବୃଦ୍ଧ ଦମ୍ପତି । ଦୁଇ ପୁଅ ଥାଇ ବି ମୁଣ୍ଡ ଉପରେ ନାହିଁ ଛାତ । ଘରୁ ତଡି ଦେଲେ ସାନ ପୁଅ-ବୋହୂ”

ଗଣେଶ ଭସାଣୀରେ ଡେଙ୍ଗୁ ସଚେତନତା ବାର୍ତା । ଶଗଡ ଗାଡିରେ ହେଲା ଗଣେଶ ପୂଜା ଭସାଣୀ ।

କନକ ବ୍ୟୁରୋ: ଗଣେଶ ଭସାଣୀରେ ଡେଙ୍ଗୁ ସଚେତନତା ବାର୍ତା । ପାରମ୍ପରିକ ଶଗଡ ଗାଡିରେ ଗଜାନନଙ୍କ ଭସାଣୀ । ଅସ୍ତରଙ୍ଗ ଓସ୍ତପୁରରେ ନିଆରା ଢଙ୍ଗରେ ପାଳନ ହୋଇଛି ଗଜାନନଙ୍କ ଭସାଣ ଉତ୍ସବ । ଚଳିତଥର ଯୁବକ ମାନେ ଭସାଣ ମାଧ୍ୟମରେ ସୃଷ୍ଟି କରିଛନ୍ତି ସଚେତନତା । ଡେଙ୍ଗୁ ବ୍ୟାପୁଥିବାରୁ ଲୋକେ ପାରମ୍ପରିକ ବାଦ୍ୟ ସହ ଡେଙ୍ଗୁ ସଚେତନତା କରିଛନ୍ତି । ଡିଜେକୁ ବାଦ୍ ଦେଇ ପାରମ୍ପରିକ ବାଜା ଓ ଶଗଡ ଗାଡିରେ ଭସାଣ ଉତ୍ସବ ପାଳନ କରିଛନ୍ତିContinue reading “ଗଣେଶ ଭସାଣୀରେ ଡେଙ୍ଗୁ ସଚେତନତା ବାର୍ତା । ଶଗଡ ଗାଡିରେ ହେଲା ଗଣେଶ ପୂଜା ଭସାଣୀ ।”

ଠାକୁର ଜମିକୁ ବି ଛାଡ଼ିଲେନି ମାଫିଆ । ମନ୍ଦିର ପରିଚାଳନା ପାଇଁ ଶହ ଶହ ଏକର ଜମି ଦେଇଥିଲେ ତତକାଳୀନ ରାଜା । ଏବେ ନେଇ ଗଲେ ପ୍ରଜା

କନକ ବ୍ୟୁରୋ: ଠାକୁର ଜମି ହଡପ । ମନ୍ଦିର ପାଇଁ ଜମି ଦେଇଥିଲେ ରାଜା, ମାରି ନେଲେ ପ୍ରଜା । ମନ୍ଦିର ଜମିକୁ ବି ଛାଡ଼ିଲେନି ମାଫିଆ । ୩୩ ମନ୍ଦିରର ଶହେରୁ ଅଧିକ ଏକର ଜମି ହଡ଼ପ । ଷ୍ଟଲ ଭଡ଼ାରେ ଠାକୁରଙ୍କ ପେଟ ପୁରୁନି । ୧୯୮୪ ବନ୍ଦୋବସ୍ତ ପରଠୁ ହୋଇଛି ଗାଏବ । ଜୟପୁର ସହରରେ ଥିବା ଠାକୁରଙ୍କ ଜମିକୁ ବି ଛାଡ଼ଲେନି ଜମି ମାଫିଆ । ମନ୍ଦିର ଜମିକୁ ବି ଛାଡ଼ିଲେନିContinue reading “ଠାକୁର ଜମିକୁ ବି ଛାଡ଼ିଲେନି ମାଫିଆ । ମନ୍ଦିର ପରିଚାଳନା ପାଇଁ ଶହ ଶହ ଏକର ଜମି ଦେଇଥିଲେ ତତକାଳୀନ ରାଜା । ଏବେ ନେଇ ଗଲେ ପ୍ରଜା”

Design a site like this with WordPress.com
Get started