କନକ ବ୍ୟୁରୋ: ପାନ କାର୍ଡ, ବର୍ତ୍ତମାନ ସମୟରେ ଆମର ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । କୌଣସି ଫାଇନାନସିଆଲ ଟ୍ରାଞ୍ଜାକ୍ସନ ହେଉ କିମ୍ବା ବ୍ୟାଙ୍କରେ ଖାତା ଖୋଲିବା ପାନ କାର୍ଡର ଆବଶ୍ୟକତା ନିଶ୍ଚୟ ପଡିଥାଏ । ଏଭଳି ସ୍ଥିତିରେ ପାନକାର୍ଡ ଏକ ଜରୁରୀ ଡକ୍ୟୁମେଣ୍ଟ ଭାବେ ଆମର ଆବ୍ୟଶତକା ପୂରଣ କରିଥାଏ । ଯଦି ଆପଣଙ୍କ ପାନକାର୍ଡ ହଜି ଯାଏ କିମ୍ବା ଭାଙ୍ଗି ଯାଏ ତେବେ ଚିନ୍ତା କରନ୍ତୁ ନାହିଁ । କାରଣ ପୁଣି ପାନକାର୍ଡ ପାଇବା ପାଇଁContinue reading “ହଜିଯାଇଛି କି ଆପଣଙ୍କ ପାନ୍ କାର୍ଡ? ମାତ୍ର ୧୦ ମିନିଟରେ ଡାଉନଲୋର୍ଡ କରନ୍ତୁ ଇ-ପାନ୍”
Tag Archives: News
୩ ବର୍ଷରେ କଟକ-ଭୁବନେଶ୍ୱରରେ ଅମାନିଆ ଗାଡି ଚାଳକ ଗଣିଛନ୍ତି ୧୮୬ କୋଟି ଟଙ୍କାର ତଣ୍ଡ । କିଏ ବିନା ହେଲମେଟ ପାଇଁ ତ କିଏ ରଙ୍ଗ ରୁଟରେ ଗାଡି ଚଳାଇ ଗଣିଛନ୍ତି ଜରିମାନା ।
କନକ ବ୍ୟୁରୋ : ଗତ ୩ ବର୍ଷରେ କଟକ-ଭୁବନେଶ୍ୱରରେ ଅମାନିଆ ଗାଡି ଚାଳକ ଗଣିଛନ୍ତି କୋଟି କୋଟି ଟଙ୍କାର ଜରିମାନା । ଗତ ୩ ବର୍ଷରେ ଟ୍ରାଫିକ ନିୟମ ଉଲ୍ଲଂଘନ କରି ୧୮୬ କୋଟିରୁ ଅଧିକ ଟଙ୍କାର ଜରିମାନା ଗଣିଛନ୍ତି ଗାଡି ଚାଳକ । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରା । ବିଧାନସଭାରେ ବିଧାୟକ ସୌଭିକ ବିଶ୍ୱାଳ ଭୁବନେଶ୍ୱର-କଟକରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଗତ ୩ ବର୍ଷରେ କେତେ ଟଙ୍କାContinue reading “୩ ବର୍ଷରେ କଟକ-ଭୁବନେଶ୍ୱରରେ ଅମାନିଆ ଗାଡି ଚାଳକ ଗଣିଛନ୍ତି ୧୮୬ କୋଟି ଟଙ୍କାର ତଣ୍ଡ । କିଏ ବିନା ହେଲମେଟ ପାଇଁ ତ କିଏ ରଙ୍ଗ ରୁଟରେ ଗାଡି ଚଳାଇ ଗଣିଛନ୍ତି ଜରିମାନା ।”
ଏସିଆନ୍ ଗେମରେ ଭାରତୀୟ ମହିଳା କ୍ରିକେଟକୁ ସ୍ୱର୍ଣ୍ଣ: ଶ୍ରୀଲଙ୍କା ମହିଳା ଦଳକୁ ୧୯ ରନରେ ହରାଇଲା ଭାରତ
କନକ ବ୍ୟୁରୋ: ଏସିଆନ ଗେମରେ ବଡ ଉପଲବ୍ଧି ହାସଲ କରିଛି ଭାରତୀୟ ମହିଳା କ୍ରିକେଟ ଦଳ । ଫାଇନାଲ ମ୍ୟାଚରେ ଶ୍ରୀଲଙ୍କା ମହିଳା ଦଳକୁ ୧୯ ରନରେ ହରାଇ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି । ବାଂଲାଦେଶକୁ ହରାଇ ଭାରତ ଫାଇନାଲରେ ପ୍ରବେଶ କରିଥିଲା । ସେହିପରି ଶ୍ରୀଲଙ୍କା ପାକିସ୍ତାନକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା । ହେଲେ ଫାଇନାଲ ମ୍ୟାଚରେ ଭାରତ ବିଜୟୀ ହୋଇ ଇତିହାସ ସୃଷ୍ଟି କରିଛି । ଏହି ମ୍ୟାଚରେ ଭାରତ ଟସContinue reading “ଏସିଆନ୍ ଗେମରେ ଭାରତୀୟ ମହିଳା କ୍ରିକେଟକୁ ସ୍ୱର୍ଣ୍ଣ: ଶ୍ରୀଲଙ୍କା ମହିଳା ଦଳକୁ ୧୯ ରନରେ ହରାଇଲା ଭାରତ”
ଭାରତୀୟ ସେନା ବର୍ତ୍ତମାନ ହେବ ଅଧିକ ଶକ୍ତିଶାଳୀ
ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (DAC) ଗୁରୁବାର ଏକ ବଡ଼ ନିଷ୍ପତ୍ତି ନେଇଛି । ୭,୮୦୦ କୋଟି ଟଙ୍କା ମୂଲ୍ୟର ପୁଞ୍ଜି ଅଧିଗ୍ରହଣ ପ୍ରସ୍ତାବ ପାଇଁ DAC ଅନୁମୋଦନ ଆବଶ୍ୟକତାକୁ (AoN)(Acceptance of Necessity) ଅନୁମୋଦନ କରିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ୨୪ଅଗଷ୍ଟ ୨୦୨୩ ରେ DAC ର ଏକ ବବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ମଜବୁତ କରିବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ବୈଠକରେ ୭,୮୦୦ କୋଟି ଟଙ୍କାରContinue reading “ଭାରତୀୟ ସେନା ବର୍ତ୍ତମାନ ହେବ ଅଧିକ ଶକ୍ତିଶାଳୀ”
ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗରେ ସାରା ଦେଶରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ: ବିଲରେ ତ୍ରୁଟି ଦର୍ଶାଇ ମୋଦୀ ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ମୁଖପାତ୍ର ରଂଜିତ ରଂଜନ
କନକ ବ୍ୟୁରୋ: ଆଜିଠୁ ଘରକୁ ଘର ବୁଲିବ କଂଗ୍ରେସ । ରାଜ୍ୟରେ ଚାଲିଥିବା ୨୪ ବର୍ଷର ବିଜେଡି ଏବଂ କେନ୍ଦ୍ରର ବିଜେପି ସରକାର କିପରି ବିକାଶରେ ବାଧକ ସାଜିଛନ୍ତି ତାହା ଲୋକଙ୍କ ପାଖରେ ପହଂଚାଇବ । ଶାସକ ଦଳ ବହୁ ପ୍ରତିଶ୍ରୁତି ଦେଇ ପାଳନ କରିନଥିବା କଥା ଗାଁ, ଗାଁରେ ପହଂଚାଇବ କଂଗ୍ରେସ । ଏଥିପାଇଁ ଆଜିଠୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟେକ ପଂଚାୟତରେ ପଦଯାତ୍ରା କରିବ । ଏନେଇ ପିସିସି ସଭାପତି ଶରତContinue reading “ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗରେ ସାରା ଦେଶରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ: ବିଲରେ ତ୍ରୁଟି ଦର୍ଶାଇ ମୋଦୀ ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ମୁଖପାତ୍ର ରଂଜିତ ରଂଜନ”
ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ବିରୋଧୀ ଦଳ ନେତାଙ୍କ ଜବାବ: ରାଜ୍ୟ ଶାସନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲେ ଜୟନାରାୟଣ ମିଶ୍ର
କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ବିରୋଧୀ ଦଳ ନେତାଙ୍କ ଜବାବ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଲେ, କାହିଁକି ମୁଲତବୀ ପ୍ରସ୍ତାବକୁ ଆଗ୍ରାହ୍ୟ କରାଗଲା । ବିରୋଧୀ ବିଧାୟକ କରିଥିବା ପ୍ରଶ୍ନର କାହିଁକି ମିଳିଲାନି ଉତ୍ତର? ରାଜ୍ୟ ଶାସନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲେ ଜୟନାରାୟଣ ମିଶ୍ର । ସିଏମଓ କାହାକୁ କହନ୍ତି ବୋଲି ସେ ପ୍ରଶ୍ନ କଲେ । ଜଣେ ବ୍ୟକ୍ତିଙ୍କୁ ସିଏମଓ କୁହାଯିବ କି? ବିରୋଧୀ ଦଳ ନେତା କହୁଥିବାContinue reading “ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ବିରୋଧୀ ଦଳ ନେତାଙ୍କ ଜବାବ: ରାଜ୍ୟ ଶାସନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲେ ଜୟନାରାୟଣ ମିଶ୍ର”
ଅମ୍ବାନୀ, ମହିନ୍ଦ୍ରା, ୱାଡିଆ….. : କୋଟି କୋଟି ଟଙ୍କାର ସାମ୍ରାଜ୍ୟ
ଏବେ ଆମଦେଶରେ ଏପରି ଅନେକ ବିଶିଷ୍ଟ ଶିଳ୍ପପତି ଅଛନ୍ତି ଯେଉଁମାନେ ବର୍ତ୍ତମାନ ବୟସର ଏପରି ସ୍ତରରେ ପହଞ୍ଚିଛନ୍ତି ଯେଉଁଠି ତାଙ୍କୁ ସେମାନଙ୍କର ପରବର୍ତ୍ତୀ ଉତ୍ତରାଧିକାରୀ ଚୟନ କରିବାର ସମୟ ଆସିଛି । ଯଦି ସେମାନେ ଏବେଠୁ ଏକ ସ୍ପଷ୍ଟ ଉତ୍ତରାଧିକାର ଯୋଜନା ନକରନ୍ତି, ତେବେ ପରବର୍ତ୍ତୀ ପିଢି ଧୀରୁଭାଇ ଅମ୍ବାନୀଙ୍କ ପରି ସମସ୍ଯାର ସମ୍ମୁଖୀନ ହେଇପାରନ୍ତି । ଆମ ଦେଶର ଏପରି କିଛି ଶିଲ୍ପପତିଙ୍କ ଉତ୍ତରାଧିକାରୀ ଯୋଜନା ଉପରେ ସମସ୍ତଙ୍କ ନଜର ରହିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜରContinue reading “ଅମ୍ବାନୀ, ମହିନ୍ଦ୍ରା, ୱାଡିଆ….. : କୋଟି କୋଟି ଟଙ୍କାର ସାମ୍ରାଜ୍ୟ”
ସମ୍ବାଦ ଉପରେ ଇଓଡବ୍ଲୁର ଚଢ଼ାଉ : ନିନ୍ଦା କଲେ ସାହାରା ଜମାକାରୀ; ଗଣମାଧ୍ୟମ ଉପରେ ଆକ୍ରମଣକୁ କଲେ ବିରୋଧ
କନକ ବ୍ୟୁରୋ : ସରକାରଙ୍କ ଉପରେ ବର୍ଷିଲେ ସାହାରା ମିଳିତ ଜମାକାରୀ ମଂଚ । କହିଲେ ଯଦି ଜଣେ ସଚିବ ରାଜ୍ୟ ଚଲାଇବ ସେଠାରେ ଜିଲ୍ଲାପାଳ ଓ ବିଡିଓ କାହିଁକି ରହିବେ । ବ୍ରହ୍ମପୁରରେ ଏ ନେଇ ସେମାନେ ପ୍ରତିବାଦର ସ୍ୱର ଉତୋଳନ କରିଛନ୍ତି । ଗଣମାଧ୍ୟମ ଉପରେ ଇଓଡବ୍ଲୁର ଚଢ଼ଉ ଓ ସରକାରଙ୍କ ଚାପକୁ ନିନ୍ଦା କରିଛନ୍ତି । କହିଛନ୍ତି ରାଜ୍ୟରେ ଏବେ ଏକଛତ୍ରବାଦ ଶାସନ ଚାଲିଛି । ଜମା ଅର୍ଥ ଫେରିବା ପାଇଁ ପାଇଁContinue reading “ସମ୍ବାଦ ଉପରେ ଇଓଡବ୍ଲୁର ଚଢ଼ାଉ : ନିନ୍ଦା କଲେ ସାହାରା ଜମାକାରୀ; ଗଣମାଧ୍ୟମ ଉପରେ ଆକ୍ରମଣକୁ କଲେ ବିରୋଧ”
ଗାଁ ଦାଣ୍ଡରେ ସରପଞ୍ଚଙ୍କୁ ଗୋଡ଼ାଇ ପିଟିଲେ ଗ୍ରାମବାସୀ : ରାଜନୈତିକ ଆକ୍ରୋଶରୁ କଲେ ଆକ୍ରମଣ, ଥାନାରେ ମାମଲା
କନକ ବ୍ୟୁରୋ : ଗାଁ ଦାଣ୍ଡରେ ସରପଞ୍ଚଙ୍କୁ ଗୋଡ଼ାଇ ପିଟିଲେ ଗ୍ରାମବାସୀ । ରାଜନୈତିକ ଆକ୍ରୋଶରୁ ଏହି ଆକ୍ରମଣ ହୋଇଥିବା କୁହାଯାଉଛି । ଘଟଣା ଘଟିଛି ଯାଜପୁର ଜିଲ୍ଲା ବରୀ ବ୍ଳକ ଅନ୍ତର୍ଗତ କନ୍ତିଆ ଗ୍ରାମରେ । ଆକ୍ରୋଶର ଶିକାର ହୋଇଛନ୍ତି ବୋଦୁଅ ପଞ୍ଚାୟତ ସରପଞ୍ଚ ଦେବୀ ପ୍ରସାଦ ମିଶ୍ର । ସେ ବିଞ୍ଝାରପୁର ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି । The post ଗାଁ ଦାଣ୍ଡରେ ସରପଞ୍ଚଙ୍କୁ ଗୋଡ଼ାଇ ପିଟିଲେ ଗ୍ରାମବାସୀ :Continue reading “ଗାଁ ଦାଣ୍ଡରେ ସରପଞ୍ଚଙ୍କୁ ଗୋଡ଼ାଇ ପିଟିଲେ ଗ୍ରାମବାସୀ : ରାଜନୈତିକ ଆକ୍ରୋଶରୁ କଲେ ଆକ୍ରମଣ, ଥାନାରେ ମାମଲା”
ହସ୍ପିଟାଲରେ ରୋଗୀଙ୍କୁ ଏକ୍ସପାୟର ସାଲାଇନ୍ ଅଭିଯୋଗ : ମେଡିକାଲ କର୍ମଚାରୀ ଓ ରୋଗୀଙ୍କ ପରିବାର ମଧ୍ୟରେ ପାଟିତୁଣ୍ଡ
କନକ ବ୍ୟୁରୋ : ରୋଗୀଙ୍କ ଦେହରେ ଏକ୍ସପାୟର ସାଲାଇନ୍ ଲଗାଯିବା ନେଇ ଅଭିଯୋଗ । କଟକ ଜିଲ୍ଲା ବାରଙ୍ଗ ବ୍ଲକ ମହିଧରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟିଛି ଏଭଳି ଘଟଣା । ବିଳମ୍ବିତ ରାତିରେ ଆସିଥିବା ଜଣେ ରୋଗୀ ଦେହରେ ଏକ୍ସପାୟର ସାଲାଇନ୍ ଲଗାଯିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ମେଡିକାଲ କର୍ମଚାରୀ ଓ ରୋଗୀଙ୍କ ପରିବାର ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣContinue reading “ହସ୍ପିଟାଲରେ ରୋଗୀଙ୍କୁ ଏକ୍ସପାୟର ସାଲାଇନ୍ ଅଭିଯୋଗ : ମେଡିକାଲ କର୍ମଚାରୀ ଓ ରୋଗୀଙ୍କ ପରିବାର ମଧ୍ୟରେ ପାଟିତୁଣ୍ଡ”