କନକ ବ୍ୟୁରୋ : କୁକୁଡ଼ା ଫାର୍ମରେ ପଶିଲା ଅଜଗର । ୧୦ରୁ ଅଧିକ କୁକୁଡ଼ା ଗିଳିବା ସହ ୧୪ କୁକୁଡ଼ାଙ୍କୁ ମାରିଦେଇଛି ଏହି ବିରାଟକାୟ ଅଜଗର । ଅନୁଗୁଳ ଜିଲ୍ଲା ବନ୍ତଳା ଧୋକୁଟା ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା । ଜନକ ସାହୁ ତାଙ୍କ କୁକୁଡ଼ା ଫାର୍ମରେ ଅଜଗର ପଶିଥିବା ଦେଖି ସ୍ନେକ ହେଲଫ ଲାଇନକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ସ୍ନେକ ହେଲଫ ଲାଇନ ସଦସ୍ୟ ପହଞ୍ଚି ସାପଟିକୁ ଧରି ରେଞ୍ଜ ଅଫିସକୁ ନେଇଆସିଥିଲେContinue reading “କୁକୁଡ଼ା ଫାର୍ମରେ ପଶିଗଲା ଅଜଗର : ୧୦ରୁ ଅଧିକ କୁକୁଡ଼ା ଗିଳିବା ସହ ମାରିଦେଲା”
Tag Archives: News
ବିଜେପି ବିଧାୟକଙ୍କ ସରକାରୀ ବାସଭବନରେ ଯୁବକର ଆତ୍ମହତ୍ୟା । ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ
କନକ ବ୍ୟୁରୋ: ଲକ୍ଷେ୍ନøରେ ବିଜେପି ବିଧାୟକ ଯୋଗେଶ ଶୁକ୍ଳାଙ୍କ ସରକାରୀ ବାସଭବନରେ ଯୁବକର ଆତ୍ମହତ୍ୟା । ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହକୁ ଉଦ୍ଧାର କରିଥିଲା । ପାରିବାରିକ କଳହରୁ ଯୁବକ ଆତ୍ମହତ୍ୟା କରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ ଯାଞ୍ଚ ଜାରି ରହିଛି । ମୃତ ଯୁବକର ନାମ ଶ୍ରେଷ୍ଠ ତିୱାରୀ । ସେ ବାରାବଙ୍କି ହାଇଦରଗଡର ବାସିନ୍ଦା । ବିଧାୟକଙ୍କ ପାଇଁContinue reading “ବିଜେପି ବିଧାୟକଙ୍କ ସରକାରୀ ବାସଭବନରେ ଯୁବକର ଆତ୍ମହତ୍ୟା । ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ”
ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ : ଆରମ୍ଭରୁ ବିରୋଧୀଙ୍କ ହୋ ହଲ୍ଲା,ଗୃହକୁ ୧୧ଟା ୩୦ ଯାଏଁ ମୁଲତବି କଲେ ବାଚସ୍ପତି ।
କନକ ବ୍ୟୁରୋ : ବିଧାନସଭାର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ ଆରମ୍ଭରୁ ଗୃହରେ ହଟ୍ଟଗୋଳ । ବିଭିନ୍ନ ପ୍ରସଙ୍ଗ ଉଠାଇ ଗୃହରେ ହୋ-ହଲ୍ଲା କରିଛନ୍ତି ବିରୋଧୀ । ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିବା ସହ ବାଚସ୍ପତିଙ୍କ ପୋଡିୟମ ତଳେ ପ୍ଲାକାର୍ଡ ଧରି ହଙ୍ଗାମା କରିଥିଲେ ବିରୋଧୀ । ଯାହାଫଳରେ ଗୃହକାର୍ଯ୍ୟ ସୁରୁଖୁରରେ ଚାଲି ପାରିନଥିଲା । ଫଳରେ ଗୃହକୁ ୧୧ଟା ୩୦ ଯାଏଁ ମୁଲତବୀ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ବିଧାନସଭାର ଅଧିବେଶନର ଦ୍ୱିତୀୟContinue reading “ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ : ଆରମ୍ଭରୁ ବିରୋଧୀଙ୍କ ହୋ ହଲ୍ଲା,ଗୃହକୁ ୧୧ଟା ୩୦ ଯାଏଁ ମୁଲତବି କଲେ ବାଚସ୍ପତି ।”
ମଝିରୁ ଭୁଶୁଡିଗଲା ବ୍ରିଜ୍: ଟ୍ରକ୍ ସହ ନଦୀରେ ଖସିପଡିଲା ଏକାଧିକ ଯାନବାହାନ । ୪ ଜଣ ଉଦ୍ଧାର, ୬ ଜଣ ଏବେବି ନିଖୋଜ
କନକ ବ୍ୟୁରୋ: ଗୁଜୁରାଟରେ ପୁଣି ଏକ ବଡ ଅଘଟଣ । ସୁରେନ୍ଦ୍ରନଗର ଜିଲ୍ଲାର ବସ୍ତାଦି ଅଞ୍ଚଳରେ ଏକ ବ୍ରିଜ୍ ଭୁଶୁଡିଯିବାରୁ ଟ୍ରକ୍ ସହ ଅନ୍ୟ ଯାନବାହାନ ନଦୀରେ ଖସିପଡିଛି । ଏଥିରେ ଯାଉଥିବା ୧୦ ଜଣ ଯାତ୍ରୀ ନଦୀର ସୁଅରେ ଭାସିଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ ଅନ୍ୟ ୬ଜଣଙ୍କୁ ଏବେ ଖୋଜା ଜାରୀ ରହିଛି । ଜିଲ୍ଲାପାଳ କେ.ସି ସମ୍ପତଙ୍କ କହିବା ଅ୍ରନୁସାରେ ଏହିContinue reading “ମଝିରୁ ଭୁଶୁଡିଗଲା ବ୍ରିଜ୍: ଟ୍ରକ୍ ସହ ନଦୀରେ ଖସିପଡିଲା ଏକାଧିକ ଯାନବାହାନ । ୪ ଜଣ ଉଦ୍ଧାର, ୬ ଜଣ ଏବେବି ନିଖୋଜ”
ମହିଳା ସଂରକ୍ଷଣ ବିଲରେ ତ୍ରୁଟି : ଆଜି ଦେଶର ୨୧ ସହରରେ ୨୧ ମହିଳା କଂଗ୍ରେସ ନେତ୍ରୀ କରିବେ ପ୍ରେସମିଟ୍
କନକ ବ୍ୟୁରୋ : ମହିଳା ସଂରକ୍ଷଣ ବିଲରେ ରହିଛି ତ୍ରୁଟି । ଏହାକୁ ନେଇ ଆଜି ଦେଶର ୨୧ ସହରରେ ୨୧ ମହିଳା କଂଗ୍ରେସ ନେତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିବ । ଯଦିଓ ଏହି ବିଲକୁ ସଂସଦର ଉଭୟ ସଦନରେ କଂଗ୍ରେସ ସମର୍ଥନ କରିଛି କିନ୍ତୁ ଏହି ବିଲରେ ତ୍ରୁଟି ଥିଲା ବୋଲି କହିଥିଲେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ । ସେ କହିଥିଲେ ଯେ କଂଗ୍ରେସ ଏହି ବିଲକୁ ସମର୍ଥନ କରୁଛି କିନ୍ତୁ ଆମେ ବିଲକୁContinue reading “ମହିଳା ସଂରକ୍ଷଣ ବିଲରେ ତ୍ରୁଟି : ଆଜି ଦେଶର ୨୧ ସହରରେ ୨୧ ମହିଳା କଂଗ୍ରେସ ନେତ୍ରୀ କରିବେ ପ୍ରେସମିଟ୍”
ଫେରିଯିବ ମୌସୁମୀ ବାୟୁ : ୨୪ ଘଣ୍ଟା ମଧ୍ୟରେ ରାଜସ୍ଥାନରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଫେରିବା ପାଇଁ ପାଗ ଅନୁକୂଳ
କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜସ୍ଥାନରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ସ୍ୱାଭାବିକ ଭାବେ ଅକ୍ଟୋବର ୧୫ ତାରିଖ ପାଖାପାଖି ରାଜ୍ୟରୁ ମୌସୁମୀ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଏ ବର୍ଷ ମଧ୍ୟ ଏହି ସମୟରେ ମଧ୍ୟରେ ଓଡ଼ିଶାରୁ ମୌସୁମୀ ଫେରିଯାଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ଅନ୍ୟପଟେ ରାଜ୍ୟରେ ଏବେ ଅଳ୍ପ ବହୁତ ବର୍ଷାContinue reading “ଫେରିଯିବ ମୌସୁମୀ ବାୟୁ : ୨୪ ଘଣ୍ଟା ମଧ୍ୟରେ ରାଜସ୍ଥାନରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଫେରିବା ପାଇଁ ପାଗ ଅନୁକୂଳ”
ବିଧାନସଭା ମୌସୁମୀ ଅଧିବେଶର ଦ୍ୱିତୀୟ ଦିନ : ଶିକ୍ଷକ, ଅଙ୍ଗନବାଡି ସମେତ ପ୍ରଶାସନିକ ଅଧିକାରୀଙ୍କ ମାତ୍ରାଧିକ ହସ୍ତକ୍ଷେପ ପ୍ରସଙ୍ଗ ଉଠାଇ ଘେରିବେ ବିରୋଧୀ
କନକ ବ୍ୟୁରୋ : ଆଜି ବିଧାନସଭା ମୌସୁମୀ ଅଧିବେଶର ଦ୍ୱିତୀୟ ଦିନ । ସରଗରମ ହେବ ଅଧିବେଶନ । ବିରୋଧୀ ମାଳ ମାଳ ପ୍ରସଙ୍ଗ ଉଠାଇ ସରକାରକୁ ଘେରିବେ । ପ୍ରମୁଖ ବିରୋଧୀ ବିଜେପି ରାଜ୍ୟରେ ଆଇନ ଶୃଙ୍ଖଳା, ପ୍ରଶାସନିକ ଅଧିକାରୀଙ୍କ ମାତ୍ରାଧିକ ହସ୍ତକ୍ଷେପ, ଚାଷୀ, ଶିକ୍ଷକ ଓ ଅଙ୍ଗନବାଡି ଦିଦିଙ୍କ ଆନ୍ଦୋଳନ ଏହିଭଳି ପ୍ରସଙ୍ଗ ଉଠାଇବାକୁ ଥିବା ବେଳେ କଂଗ୍ରେସ ମଧ୍ୟ ସମାନ ପ୍ରସଙ୍ଗ ଉଠାଇବ ବୋଲି କହିଛି । ପୂର୍ବରୁ ଶାସକ ଦଳ କହିସାରିଛିContinue reading “ବିଧାନସଭା ମୌସୁମୀ ଅଧିବେଶର ଦ୍ୱିତୀୟ ଦିନ : ଶିକ୍ଷକ, ଅଙ୍ଗନବାଡି ସମେତ ପ୍ରଶାସନିକ ଅଧିକାରୀଙ୍କ ମାତ୍ରାଧିକ ହସ୍ତକ୍ଷେପ ପ୍ରସଙ୍ଗ ଉଠାଇ ଘେରିବେ ବିରୋଧୀ”
ଲଣ୍ଡନରୁ ଫେରିଲେ ନୱାଜ ସରିଫ ହେବେ ଗିରଫ । ବିମାନରେ ହିଁ ପଡିପାରେ ହାତକଡି । କାରଣ କହିଲେ ପାକ୍ ଆଇନ୍ ବିଶେଷଜ୍ଞ
କନକ ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଦେଶକୁ ଫେରିଲେ ଗିରଫ ହେବେ । ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୂର୍ବରୁ ଦୁଇଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନୱାଜ ସରିଫ ଲଣ୍ଡନରୁ ପାକିସ୍ତାନ ଫେରୁଥିବା ବେଳେ ବିମାନରେ ହିଁ ଗିରଫ ହୋଇପାରନ୍ତି। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ସରିଫ୍ ଆଗୁଆ ଜାମିନ ପାଇବାକୁ ଚେଷ୍ଟା କରୁଛନ୍ତି। ଏଆରୱାଇ ନ୍ୟୁଜର ଏକ କାର୍ୟ୍ୟକ୍ରମ ‘ଐତରାଜ ହୈ’ରେ ରାଜା ଅମୀର ଅବ୍ବାସ କହିଛନ୍ତି ଯେ ନୱାଜ ସରିଫଙ୍କୁ ଗିରଫContinue reading “ଲଣ୍ଡନରୁ ଫେରିଲେ ନୱାଜ ସରିଫ ହେବେ ଗିରଫ । ବିମାନରେ ହିଁ ପଡିପାରେ ହାତକଡି । କାରଣ କହିଲେ ପାକ୍ ଆଇନ୍ ବିଶେଷଜ୍ଞ”
ଖୁଦୁରୁକୁଣୀ ଓଷାରେ ୨ ଗୋଷ୍ଠୀ ମୁହାଁମୁହିଁ : ଗାଁରେ ହେଲା ବୋମାମାଡ଼ , ୩ ଗୁରୁତର ଏସସିବି ସ୍ଥାନାନ୍ତର
କନକ ବ୍ୟୁରୋ : ତିଗିରିଆ ବିଷ୍ଣୁପୁର ଗାଁରେ ବୋମାମାଡ । ୩ ଗୁରୁତର କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି । ଖୁଦୁରୁକୁଣୀ ଓଷାକୁ କେନ୍ଦ୍ର କରି ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଗାଁରେ ପୋଲିସ ମୁତୟନ ହୋଇଛନ୍ତି । ଥାନାରେ ଏତଲା ପରେ ତଦନ୍ତ କରୁଛି ତିଗିରିଆ ପୋଲିସ । The post ଖୁଦୁରୁକୁଣୀ ଓଷାରେ ୨ ଗୋଷ୍ଠୀ ମୁହାଁମୁହିଁ : ଗାଁରେ ହେଲା ବୋମାମାଡ଼ , ୩ ଗୁରୁତରContinue reading “ଖୁଦୁରୁକୁଣୀ ଓଷାରେ ୨ ଗୋଷ୍ଠୀ ମୁହାଁମୁହିଁ : ଗାଁରେ ହେଲା ବୋମାମାଡ଼ , ୩ ଗୁରୁତର ଏସସିବି ସ୍ଥାନାନ୍ତର”
ଆଜି ବାୟୁସେନାରେ ସାମିଲ ହେବ ସି-୨୯୫ ପରିବହନ ବିମାନ : ପାହାଡିଆ ଏବଂ ଅଣ ଓସାରିଆ ଅଞ୍ଚଳରେ ସିଧାସଳଖ ଯବାନଙ୍କୁ କରାଇପାରିବ ଅବତରଣ
କନକ ବ୍ୟୁରୋ : ଭାରତୀୟ ବାୟୁସେନାର ଶକ୍ତି ଆଜି ଦ୍ୱିଗୁଣିତ ହେବାକୁ ଯାଉଛି । ପ୍ରଥମ ସି-୨୯୫ ପରିବହନ ବିମାନ ଆନୁଷ୍ଠାନିକ ଭାବେ ବାୟୁସେନାରେ ସାମିଲ୍ ହେବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗାଜିଆବାଦର ହିଣ୍ଡେନ ଏୟାରବେସରେ ଏକ ସମାରୋହରେ ଏହି ବିମାନଗୁଡ଼ିକୁ ବାୟୁସେନାକୁ ହସ୍ତାନ୍ତର କରିବେ । ଏହା ସହିତ ରାଜନାଥ ସିଂ ଆଜି ଭାରତ ଡ୍ରୋନ ଶକ୍ତି ୨୦୨୩ ର ଉଦଘାଟନ କରିବାକୁ ଯାଉଛନ୍ତି । ପ୍ରଥମ କାର୍ଯ୍ୟକ୍ରମ ହେଉଛି ଆନୁଷ୍ଠାନିକ ଭାବରେContinue reading “ଆଜି ବାୟୁସେନାରେ ସାମିଲ ହେବ ସି-୨୯୫ ପରିବହନ ବିମାନ : ପାହାଡିଆ ଏବଂ ଅଣ ଓସାରିଆ ଅଞ୍ଚଳରେ ସିଧାସଳଖ ଯବାନଙ୍କୁ କରାଇପାରିବ ଅବତରଣ”