‘ବିଜେପି ବିଧାୟକ ଲୋକଙ୍କୁ ପଚାରନ୍ତୁ, ସିଏମଓ ଯିବା ଦ୍ୱାରା ସମସ୍ୟାର ସମାଧାନ ହେଉଛି କି ନାର୍ହିଁ । ବିରୋଧୀଙ୍କୁ ପ୍ରତାପଙ୍କ କଡା ଜବାବ ।

କନକ ବ୍ୟୁରୋ : ଜିଲ୍ଲାରୁ ଜିଲ୍ଲା ସିଏମଓ ବୁଲି ଅଭିଯୋଗପତ୍ର ଗ୍ରହଣ କରିବାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିବା ବେଳେ ଏହାର ଉତ୍ତର ରଖିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ । ପ୍ରତାପ କହିଛନ୍ତି, ବିଜେପି ବିଧାୟକ ନିଜ ଲୋକଙ୍କୁ ପଚାରନ୍ତୁ ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସେମାନଙ୍କ ନିର୍ବାଚନମଣ୍ଡଳୀକୁ ଯିବା ପରେ ଅଞ୍ଚଳର ସମସ୍ୟା ସମାଧାନ ହୋଇଛି ନା ନାହିଁ । ପ୍ରାୟ ବିରୋଧୀ ଦଳ ଲୋକଙ୍କ ମତ ହେଉଛି ଯେ ବହୁତ ଦିନରୁ କାମ ପଡିଥିଲା,Continue reading “‘ବିଜେପି ବିଧାୟକ ଲୋକଙ୍କୁ ପଚାରନ୍ତୁ, ସିଏମଓ ଯିବା ଦ୍ୱାରା ସମସ୍ୟାର ସମାଧାନ ହେଉଛି କି ନାର୍ହିଁ । ବିରୋଧୀଙ୍କୁ ପ୍ରତାପଙ୍କ କଡା ଜବାବ ।”

NIA, IB, RAW, ATSଙ୍କ ବଡ ବୈଠକ । ଖଲିସ୍ତାନୀ ଆତଙ୍କବାଦୀ ଓ ଗ୍ୟାଙ୍ଗଷ୍ଟର୍ସଙ୍କ ନେଟୱାର୍କ ମୂଳପୋଛ କରିବାକୁ ହେବ ଯୋଜନା

କନକ ବ୍ୟୁରୋ: ଖଲିସ୍ତାନୀ ଓ ଗ୍ୟାଙ୍ଗଷ୍ଟର୍ସଙ୍କୁ ମୂଳପୋଛ କରିବାକୁ ଆକ୍ସନ ମୋଡରେ ମୋଦୀ ସରକାର । ଏଥିପାଇଁ ଅକ୍ଟୋବର ୫ଓ ୬ ଦୁଇଦିନ ଦେଶର ଗୁରୁତ୍ୱପୂଣ୍ଣ ଯାଞ୍ଚ ଏଜେନ୍ସି NIA, IB, RAW, ATSକୁ ନେଇ ବସିବ ବଡ ବୈଠକ । ଏହି ବୈଠକରେ ସବୁ ଏଜେନ୍ସି ଏକାଠି ମିଶି କାମ କରିବା ଏବଂ ଏହାର ଆକ୍ସନ୍ ପ୍ଲାନ ଉପରେ ଆଲୋଚନା ହେବ । ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରଙ୍କୁ ହତ୍ୟା କରାଯିବା ପ୍ରସଙ୍ଗକୁ ନେଇContinue reading “NIA, IB, RAW, ATSଙ୍କ ବଡ ବୈଠକ । ଖଲିସ୍ତାନୀ ଆତଙ୍କବାଦୀ ଓ ଗ୍ୟାଙ୍ଗଷ୍ଟର୍ସଙ୍କ ନେଟୱାର୍କ ମୂଳପୋଛ କରିବାକୁ ହେବ ଯୋଜନା”

କୋର୍ଟରେ ହାଜର ହେଲେ ବର୍ଷା ଓ ଅନୁଭବ : ଘରୋଇ ହିଂସା ମାମଲାରେ କୋର୍ଟରେ ଚାଲିଛି କାଉନସେଲିଂ

କନକ ବ୍ୟୁରୋ : କୋର୍ଟରେ ହାଜର ହେଲେ ବର୍ଷା ଓ ଅନୁଭବ । ଘରୋଇ ହିଂସା ମାମଲାରେ କୋର୍ଟରେ ଚାଲିଛି କାଉନସେଲିଂ । ବର୍ଷା ଘରୋଇ ହିଂସା ନେଇ ଅଭିଯୋଗ ଆଣିଥିଲେ । ଏ ନେଇ କୋର୍ଟରେ ବର୍ଷା ଓ ଅନୁଭବଙ୍କୁ କାଉନସେଲିଂ କରାଯାଉଛି । ଏବେ ମାମଲା କୋର୍ଟରେ ବିଚାରଧୀନ ଅଛି । ପୂର୍ବରୁ ଫ୍ୟାମିଲି କୋର୍ଟ ବିବାହ ବିଚ୍ଛେଦ ଆବେଦନ ଖାରଜ କରିସାରିଛନ୍ତି । The post କୋର୍ଟରେ ହାଜର ହେଲେ ବର୍ଷା ଓContinue reading “କୋର୍ଟରେ ହାଜର ହେଲେ ବର୍ଷା ଓ ଅନୁଭବ : ଘରୋଇ ହିଂସା ମାମଲାରେ କୋର୍ଟରେ ଚାଲିଛି କାଉନସେଲିଂ”

ମୁଖ୍ୟମନ୍ତ୍ରୀଙ୍କ ବିବୃତି,ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା : କହିଲେ, ଓଡିଶାରେ ଚାଲିଛି ଗୁମାସ୍ତା ଶାସନ; ଏକଛତ୍ରବାଦ ଶାସନ କରୁଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ବିବୃତି ନେଇ ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା । କଡା ସମାଲୋଚନା କଲେ କଂଗ୍ରେସ ବିଧାୟକ ଦଳ ନେତା । ନରସିଂହ କହିଲେ, ଓଡିଶାରେ ଚାଲିଛି ଗୁମାସ୍ତା ଶାସନ । ଉଭୟ କେନ୍ଦ୍ର ଓ ରାଜ୍ୟ ଏକଛତ୍ରବାଦ ଶାସନ କରୁଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ରରେ ଗଣତନ୍ତ୍ର ଶାସନ ବୋଲି କିଛି ନାହିଁ । କିଛି କହିଲେ ପ୍ରତିହିଂସା ପରାୟଣ ହେଉଛନ୍ତି । ଗଣମାଧ୍ୟମର କଣ୍ଠରୋଧ କରାଯାଉଛି । ମୋଦୀଙ୍କୁ ୧୦ରୁContinue reading “ମୁଖ୍ୟମନ୍ତ୍ରୀଙ୍କ ବିବୃତି,ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା : କହିଲେ, ଓଡିଶାରେ ଚାଲିଛି ଗୁମାସ୍ତା ଶାସନ; ଏକଛତ୍ରବାଦ ଶାସନ କରୁଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ”

ବିଧାନସଭାରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ । କହିଲେ, ଲୋକଙ୍କ ପାଖକୁ ଯାଇ ଅଭିଯୋଗ ଆଣିବାକୁ ସିଏମଓକୁ ନିର୍ଦ୍ଦେଶ ଦେଇଥିଲି, ଏବେ ସୁଦ୍ଧା ୪୩୫୩୬ ଅଭିଯୋଗର ହୋଇଛି ସମାଧାନ ।

କନକ ବ୍ୟୁରୋ : ଜିଲ୍ଲାରୁ ଜିଲ୍ଲା ବୁଲି ସିଏମଓ ଲୋକଙ୍କ ଠାରୁ ଅଭିଯୋଗପତ୍ର ଆଣିଥିବା ବେଳେ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ ବିରୋଧୀ । ଯେଉଁ ପ୍ରସଙ୍ଗରେ ଆଜି ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୃହରେ ନବୀନ କହିଛନ୍ତି, ମୋ ସରକାର ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦିଏ । କୋଭିଡ ପୂର୍ବରୁ ଜନ ଶୁଣାଣି ଭୁବନେଶ୍ୱରରେ ହେଉଥିଲା । କିନ୍ତୁ ୨ ବର୍ଷର କୋଭିଡ ସ୍ଥିତି ଏଥିରେ ସମସ୍ୟା ସୃଷ୍ଟି କଲା ।Continue reading “ବିଧାନସଭାରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ । କହିଲେ, ଲୋକଙ୍କ ପାଖକୁ ଯାଇ ଅଭିଯୋଗ ଆଣିବାକୁ ସିଏମଓକୁ ନିର୍ଦ୍ଦେଶ ଦେଇଥିଲି, ଏବେ ସୁଦ୍ଧା ୪୩୫୩୬ ଅଭିଯୋଗର ହୋଇଛି ସମାଧାନ ।”

ଲୋୟର ପିଏମଜିରେ ଏକାଠି ହେଲେ ଆଶା କର୍ମୀ : ୨୦ ଦଫା ଦାବି ନେଇ ଆନ୍ଦୋଳନ ଜୋରଦାର

କନକ ବ୍ୟୁରୋ : ଲୋୟର ପିଏମଜିରେ ଏକାଠି ହେଲେ ଆଶା କର୍ମୀ । ୨୦ ଦଫା ଦାବି ନେଇ ଆନ୍ଦୋଳନ ଜୋରଦାର । ତେବେ ବିକ୍ଷୋଭ ବେଳେ ଆଶା କର୍ମୀଙ୍କୁ ପୋଲିସ ଅଟାଇଛି । ଆଶା କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ଦେଖିବାକୁ ମିଳିଛି । The post ଲୋୟର ପିଏମଜିରେ ଏକାଠି ହେଲେ ଆଶା କର୍ମୀ : ୨୦ ଦଫା ଦାବି ନେଇ ଆନ୍ଦୋଳନ ଜୋରଦାର first appeared on Kanak News. fromContinue reading “ଲୋୟର ପିଏମଜିରେ ଏକାଠି ହେଲେ ଆଶା କର୍ମୀ : ୨୦ ଦଫା ଦାବି ନେଇ ଆନ୍ଦୋଳନ ଜୋରଦାର”

ବିଶ୍ୱ ଦେଖିବ ଭାରତର ଡ୍ରୋନ୍ ଶକ୍ତି । ଆକାଶମାର୍ଗରେ କଳା ପ୍ରଦର୍ଶନ କରିବ ସ୍ୱଦେଶୀ ଡ୍ରୋନ୍

କନକ ବ୍ୟୁରୋ : ବିଶ୍ୱ ଦେଖୁଛି ଭାରତର ଶକ୍ତି । ବାୟୁସେନା ପକ୍ଷରୁ ହିଂଡେନ୍ ଏୟାରବେସରେ ଅନୁଷ୍ଠିତ ହୋଇଛି ଡ୍ରୋନ୍ ଶୋ’ । ଉତ୍ତରପ୍ରଦେଶର ସ୍ଥିତ ହିଂଡେନ୍ ଏୟାରବେସରେ ଭାରତର ସ୍ୱଦେଶୀ ଡ୍ରୋନ ଶକ୍ତି ପ୍ରଦର୍ଶନ କରୁଛି । ଡ୍ରୋନ୍ କ୍ଷେତ୍ରରେ ଭାରତ କେତେ ସୁଦୃଢ ହୋଇପାରିଛି ତାହା ହିଂଡେନ୍ ଏୟାରବେସରେ ଦେଖିବାକୁ ମିଳିଛି । ଭାରତୀୟ ବାୟୁସେନା ସହ ମିଶି ଭାରତୀୟ ଡ୍ରୋନ୍ ସଂଘ ଭାରତ ଡ୍ରୋନ୍ ଶକ୍ତି-୨୦୨୩’ ଆୟୋଜନ କରିଛି । ଆଉ ଏହାକୁContinue reading “ବିଶ୍ୱ ଦେଖିବ ଭାରତର ଡ୍ରୋନ୍ ଶକ୍ତି । ଆକାଶମାର୍ଗରେ କଳା ପ୍ରଦର୍ଶନ କରିବ ସ୍ୱଦେଶୀ ଡ୍ରୋନ୍”

ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଭଲ ଖବର : ମିଡିଲ୍ ଅର୍ଡରକୁ ନେଇ ଥିବା ସମସ୍ୟା ଦୂର, ଅଷ୍ଟ୍ରେଲିଆ ବିପକ୍ଷରେ ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଦର୍ଶନକୁ ନେଇ ସବୁଠି ଚର୍ଚ୍ଚା

କନକ ବ୍ୟୁରୋ : ଆରମ୍ଭ ହେବାକୁ ଯାଉଛି ବିଶ୍ୱକପ୍ । ହେଲେ ପ୍ଲେଇଂ ଇଲେଭେନରେ ତାପୁଣି ମିଡିଲ ଅର୍ଡରରେ କିଏ ହେବେ ଦଳ ପାଇଁ ଭରସାଯୋଗ୍ୟ ବ୍ୟାଟର ତାକୁ ନେଇ ଚର୍ଚ୍ଚା ବଢିଛି । ସେପ୍ଟେମ୍ବର ୨୭ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ତୃତୀୟ ଦିନିକିଆ ଖେଳିବ । ହେଲେ ପ୍ରଥମ ଦୁଇଟି ମ୍ୟାଚରେ ଟିମ୍ ଇଣ୍ଡିଆର ସ୍କାଏ ଅର୍ଥାତ ସୂର୍ଯ୍ୟ କୁମାର ଯାଦବଙ୍କ ପ୍ରଦର୍ଶନକୁ ନେଇ ଏବେ ସବୁଠି ଚର୍ଚ୍ଚା । ମଧ୍ୟ କ୍ରମରେ ଆସୁଥିବା ଏହିContinue reading “ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଭଲ ଖବର : ମିଡିଲ୍ ଅର୍ଡରକୁ ନେଇ ଥିବା ସମସ୍ୟା ଦୂର, ଅଷ୍ଟ୍ରେଲିଆ ବିପକ୍ଷରେ ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଦର୍ଶନକୁ ନେଇ ସବୁଠି ଚର୍ଚ୍ଚା”

ଜେଲ୍ ପରିସରରୁ କଏଦୀ ଫେରାର : ନାବାଳିକା ଅପହରଣ ମାମଲାରେ ଗିରଫ କରିଥିଲା ପୋଲିସ

କନକ ବ୍ୟୁରୋ : ଅଭିଯୁକ୍ତକୁ ଜେଲରେ ହସ୍ତାନ୍ତର ପୂର୍ବରୁ କନେଷ୍ଟବଳକୁ ଧକ୍କା ଦେଇ ଫେରାର୍ ହୋଇଗଲା । ଜେଲ୍ ପରିସରରୁ କଏଦୀ ଫେରାର୍ ପରେ ପୋଲିସ କର୍ମଚାରୀଙ୍କ ଅବହେଳାକୁ ନେଇ ଉଠିଛି ପ୍ରଶ୍ନ । ଦେବଗଡ଼ ସ୍ୱତନ୍ତ୍ର ଉପକାରାଗାର ସମ୍ମୁଖରୁ କଏଦୀ ଫେରାର୍ ହୋଇଯାଇଛି । କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଆଉଁଳି ଗ୍ରାମର ଜଣେ ନାବାଳିକା ଅପହରଣ ମାମଲାରେ ଗିରଫ ହୋଇଥିଲା ସୁମନ ବେହେରା । ନାବାଳିକାଙ୍କ ପକ୍ଷରୁ ଏ ନେଇ କୁଣ୍ଡେଇଗୋଳା ଥାନାରେ ଅଭିଯୋଗ ହୋଇଥିଲାContinue reading “ଜେଲ୍ ପରିସରରୁ କଏଦୀ ଫେରାର : ନାବାଳିକା ଅପହରଣ ମାମଲାରେ ଗିରଫ କରିଥିଲା ପୋଲିସ”

ଗାଁରେ ଶୋଇଥିବା ବେଳେ ବିପିନ ଟପ୍ପୋଙ୍କୁ କଚାଡି ମାରିଲା ଦନ୍ତା : ଗୁରୁତର ଅବସ୍ଥାରେ ଡାକ୍ତରଖାନା ଆଣିବା ବେଳେ ରାସ୍ତାରେ ମୃତ୍ୟୁ

କନକ ବ୍ୟୁରୋ : ହାତୀ ଆକ୍ରମଣରେ ଯୁବକ ମୃତ । ସୁନ୍ଦରଗଡ଼ରେ ଆଜି ପୁଣି ଏକ ଜୀବନ ନେଇଛି ହାତୀ । ବଡ଼ଗାଁ ଫରେଷ୍ଟ ରେଞ୍ଜର ଟିମନା ଗାଁରେ ବିପିନ ଟପ୍ପୋ ନାମକ ଜଣେ ଯୁବକଙ୍କୁ କଚାଡି ମାରି ଦେଇଛି ଦନ୍ତା । ବିନା କବାଟର ନବନିର୍ମିତ ଘର ଭିତରେ ରାତିରେ ବିପିନ ଶୋଇଥିବା ବେଳେ ହାତୀ ଶୁଣ୍ଡରେ ତାଙ୍କୁ ଟାଣି ଆଣିବାକୁ ଚେଷ୍ଟା କରିଥିଲା କିନ୍ତୁ କବାଟ ମୁଁହ ଛୋଟ ଥିବାରୁ ଶୁଣ୍ଡ ପଶି ପାରିନଥିଲାContinue reading “ଗାଁରେ ଶୋଇଥିବା ବେଳେ ବିପିନ ଟପ୍ପୋଙ୍କୁ କଚାଡି ମାରିଲା ଦନ୍ତା : ଗୁରୁତର ଅବସ୍ଥାରେ ଡାକ୍ତରଖାନା ଆଣିବା ବେଳେ ରାସ୍ତାରେ ମୃତ୍ୟୁ”

Design a site like this with WordPress.com
Get started