ରାସ୍ତାରେ ବିଛେଇ ହୋଇ ପଡିଥିଲା ହୀରା, ପିଲାଠୁ ବୟସ୍କ ସମସ୍ତେ ଗୋଟାଇବାକୁ ଧାଇଁ ଆସିଲେ  । କାହା ହାତରେ ଡର୍ଜନେ ତ ଆଉ କାହାର ଖାଲି ହାତ ।

କନକ ବ୍ୟୁରୋ: ରାସ୍ତାରେ ପଡିଥିଲା ହୀରା ଖଣ୍ଡ । ଯେମିତି ଏକଥା କାନରେ ପଡିଲା, ବାଟୋଇ ହୁଅନ୍ତୁ ବା ସ୍ଥାନୀୟ ବ୍ୟବସାୟୀ ସମସ୍ତେ ଧାଇଁ ଆସିଲେ ଏହାକୁ ଗୋଟାଇବାକୁ । ଏବେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଗୁଜୁରାଟର ରାଜଧାନୀ ସୁରଟକୁ ଡାଇମଣ୍ଡ ଓ ଟେକ୍ସଟାଇଲ ସିଟି କୁହାଯାଏ । ହୀରାର ନଗରୀ ହେବା କାରଣରୁ ସହରର ମହିଧରପୁରା ଓ ବରାଛା ଇଲାକାରେ ପରିବା ମଣ୍ଡି ପରି ହୀରା ମଣ୍ଡି ମଧ୍ୟ ଲାଗେ ।Continue reading “ରାସ୍ତାରେ ବିଛେଇ ହୋଇ ପଡିଥିଲା ହୀରା, ପିଲାଠୁ ବୟସ୍କ ସମସ୍ତେ ଗୋଟାଇବାକୁ ଧାଇଁ ଆସିଲେ  । କାହା ହାତରେ ଡର୍ଜନେ ତ ଆଉ କାହାର ଖାଲି ହାତ ।”

ଏସୀୟ କ୍ରୀଡ଼ାରେ ଭାରତକୁ ମିଳିଲା ପ୍ରଥମ ସ୍ୱର୍ଣ୍ଣ : ୧୦ ମିଟର ଏୟାର ରାଇଫଲ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଲା ଭାରତ

କନକ ବ୍ୟୁରୋ : ଭାରତ ପାଇଁ ଶୁଭ ସୋମବାର । ଏସିଆନ୍ ଗେମ୍ସ-୨୦୨୩ରେ ଜିତିଲା ପ୍ରଥମ ସ୍ୱର୍ଣ୍ଣ । ଚୀନ୍ର ହୋଙ୍ଗଝାଉରେ ଆୟୋଜିତ ଏସିଆନ୍ ଗେମ୍ସର ଦ୍ୱିତୀୟ ଦିନର ଭାରତ ଏହି କୀର୍ତିମାନ ସ୍ଥାପନ କରିଛି । ପୁରୁଷ ୧୦ ମିଟର ଏୟାର ରାଇଫଲ୍ସ ଇଭେଣ୍ଟରେ ଭାରତ ଏହି ପଦକ ଜିତିବାର ସୌଭାଗ୍ୟ ଲାଭ କରିଛି । ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମାର, ରୁନ୍ଦ୍ରକେଶ ପାଟିଲ ଓ ଦିବ୍ୟାଂଶ ସିଂଙ୍କ ମିଳିତ ପ୍ରୟାସରେ ଭାରତକୁ ଆଣିଦେଇଛନ୍ତି ଏହିContinue reading “ଏସୀୟ କ୍ରୀଡ଼ାରେ ଭାରତକୁ ମିଳିଲା ପ୍ରଥମ ସ୍ୱର୍ଣ୍ଣ : ୧୦ ମିଟର ଏୟାର ରାଇଫଲ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଲା ଭାରତ”

ପଢିବା , ଖେଳିବାବେଳେ ଗୋଟିଏ ଅଘଟଣ ପୁଅକୁ ଅଚଳ କରିଦେଲା, କଷ୍ଟ ଦେଖିନପାରି ମା’ ଆଖିରୁ ଝରୁଛି ଅହରହ ଲୁହ ।

କନକ ବ୍ୟୁରୋ: ମା’ ଆଖିରୁ ଝଏ ଦୁଃଖ ନା କାହାକୁ କହି ହେଉଛି, ନା ସହିହେଉଛି । ଗୋଟିଏ ବୋଲି ପୁଅ ଆଜି ଅଚଳ । ଯୋଉଠି ବସିଲେ ମା’ ଆଖିରୁ ଝରୁଛି ଲୁହ । ଜନ୍ମରୁ ଦିବ୍ୟାଙ୍ଗ ହୋଇଥିଲେ ଅଲଗା କଥା, କିନ୍ତୁ ଖେଳିବା, ପଢିବା ବୟସରେ ସୁସ୍ଥ ପୁଅକୁ ଅଚଳ ହୋଇଯିବାର ଦେଖି ମା’ର ଛାତି ଫାଟିଯାଉଛି । ଏ ହେଉଛନ୍ତି ଗଜପତି ମୋହନା ବ୍ଲକ ଅନ୍ତର୍ବା ଗାଁର ମିନି ବୀର । ଇଏContinue reading “ପଢିବା , ଖେଳିବାବେଳେ ଗୋଟିଏ ଅଘଟଣ ପୁଅକୁ ଅଚଳ କରିଦେଲା, କଷ୍ଟ ଦେଖିନପାରି ମା’ ଆଖିରୁ ଝରୁଛି ଅହରହ ଲୁହ ।”

ବାଇକ ଓ କାରକୁ ପିଟିଲା ତେଲ ଟ୍ୟାଙ୍କର : ଦୁର୍ଘଟଣାରେ ୨ ମୃତ, ୬ଆହତ ମେଡିକାଲରେ ଭର୍ତ୍ତି

କନକ ବ୍ୟୁରୋ : ଗଞ୍ଜାମ ଖଲ୍ଲିକୋଟର ବଡଘାଟିରେ ଦୁର୍ଘଟଣା । ଭାରସାମ୍ୟ ହରାଇ ବାଇକ ଓ କାରକୁ ପିଟିଲା ତେଲ ଟ୍ୟାଙ୍କର । ଦୁର୍ଘଟଣାରେ ୨ମୃତ, ୬ଆହତ ମେଡିକାଲରେ ଭର୍ତ୍ତି । ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି । ପଲାସାରୁ କୋଲକତା ଅଭିମୁଖେ ଆସୁଥିବା ଏକ କାଜୁ ତେଲ ବୋଝେଇ ଟ୍ୟାଙ୍କର ହଠାତ ବଡ଼ଘାଟି ଉପରେ ବ୍ରହ୍ମପୁରରୁ କେଶପୁର ଅଭିମୁଖେ ଆସୁଥିବା ଏକ ବାଇକକୁ ଶକ୍ତ ଧକ୍କା ଦେଇଥିଲା ।Continue reading “ବାଇକ ଓ କାରକୁ ପିଟିଲା ତେଲ ଟ୍ୟାଙ୍କର : ଦୁର୍ଘଟଣାରେ ୨ ମୃତ, ୬ଆହତ ମେଡିକାଲରେ ଭର୍ତ୍ତି”

ବିବାହ ବନ୍ଧନରେ ବାନ୍ଧି ହେଲେ ରାଘବ ଚଢ଼ା- ପରିଣୀତି ଚୋପ୍ରା : ସାମିଲ ହେଲେ ପଞ୍ଜାବ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ରାଜନେତା ଏବଂ ସେଲିବ୍ରିଟି

କନକ ବ୍ୟୁରୋ : ବିବାହ ବନ୍ଧନରେ ବାନ୍ଧି ହେଲେ ରାଘବ ଚଢ଼ା- ପରିଣୀତି ଚୋପ୍ରା । ରାଜସ୍ଥାନ ଉଦୟପୁରରେ ସରିଲା ବିବାହ । ପଞ୍ଜାବ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସମେତ ବହୁ ରାଜନେତା ଏବଂ ସେଲିବ୍ରିଟି ସାମିଲ ହୋଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌, ଆପ୍‌ର ରାଜ୍ୟସଭା ସାଂସଦ ସଂଜୟ ସିଂହ, ଟେନିସ ତାରକା ସାନିଆ ମିର୍ଜା, ପୂର୍ବତନ କ୍ରିକେଟର ହରଭଜନ ସିଂହ, ଶିବସେନା ନେତା ଆଦିତ୍ୟ ଠାକରେ, ଅଭିନେତ୍ରୀ ଭାଗ୍ୟଶ୍ରୀContinue reading “ବିବାହ ବନ୍ଧନରେ ବାନ୍ଧି ହେଲେ ରାଘବ ଚଢ଼ା- ପରିଣୀତି ଚୋପ୍ରା : ସାମିଲ ହେଲେ ପଞ୍ଜାବ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ରାଜନେତା ଏବଂ ସେଲିବ୍ରିଟି”

ସ୍ତ୍ରୀର ହତ୍ୟା ପାଇଁ ସ୍ୱାମୀର ସୁପାରି ଘଟଣାରେ ନୂଆ ମୋଡ : ଗଣଦୁଷ୍କର୍ମ ପରେ ସୁନୀତାଙ୍କୁ ହତ୍ୟା କରାଯାଇବା ଅଭିଯୋଗ ଆଣିଲେ ପରିବାର ଲୋକେ

କନକ ବ୍ୟୁରୋ : ସ୍ତ୍ରୀର ହତ୍ୟା ପାଇଁ ସ୍ୱାମୀର ସୁପାରି ଘଟଣାରେ ନୂଆ ମୋଡ । ଗଣଦୁଷ୍କର୍ମ ପରେ ସ୍ତ୍ରୀ ସୁନୀତାଙ୍କୁ ହତ୍ୟା କରାଯାଇଥିଲା ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ସୁନିତା ପରିଡ଼ା ଗତ ୩ ତାରିଖରେ ନିଖୋଜ ହୋଇଥିବା ବେଳେ ଗତ ୨୦ ତାରିଖରେ ତାଙ୍କ ମୃତଦେହ ସ୍ଥାନୀୟ ମାଲଦା ନଦୀରୁ ମିଳିଥିଲା । ଏତେ ଦିନ ଧରି ତାଙ୍କୁ ଦୁଷ୍କର୍ମ କରାଯାଇଥିବା ସୁନିତାଙ୍କ ଭାଇ ଅଭିଯୋଗ କରିଛନ୍ତି । ସୁନୀତାଙ୍କୁ ମୃତଦେହContinue reading “ସ୍ତ୍ରୀର ହତ୍ୟା ପାଇଁ ସ୍ୱାମୀର ସୁପାରି ଘଟଣାରେ ନୂଆ ମୋଡ : ଗଣଦୁଷ୍କର୍ମ ପରେ ସୁନୀତାଙ୍କୁ ହତ୍ୟା କରାଯାଇବା ଅଭିଯୋଗ ଆଣିଲେ ପରିବାର ଲୋକେ”

ଭାଇ, ଭଉଣୀ ନିଖୋଜ ପରେ ଜଙ୍ଗଲରୁ ମିଳିଲା ଭାଇର ମୃତଦେହ : କଲେଜ ଯାଇ ୨୦ ଦିନ ହେବ ନିଖୋଜ ଅଛନ୍ତି ଅନିତା

କନକ ବ୍ୟୁରୋ : ଗଞ୍ଜାମ ସାନଖେମୁଣ୍ଡିରେ ଚାଞ୍ଚଲ୍ୟ । ଭାଇ, ଭଉଣୀ ନିଖୋଜ ପରେ ଜଙ୍ଗଲରୁ ମିଳିଲା ଭାଇର ମୃତଦେହ । ଏବେ ଯାଏ ଭଉଣୀଙ୍କ ମିଳୁନି ପତ୍ତା । ସ୍ଥାନୀୟ ବୃନ୍ଦାବନପୁର ଗାଁର ସନାତନ ନାୟକଙ୍କ ଝିଅ ଅନିତା ନାୟକ ୨୦ ଦିନ ତଳୁ ଘରୁ କଲେଜ ଯାଇଥିବା ବେଳେ ନିଖୋଜ ହୋଇଯାଇଥିଲେ । ଏପର୍ଯ୍ୟନ୍ତ ତାଙ୍କର କିଛି ଖୋଜଖବର ମିଳିନାହିଁ । ସେପଟେ ପୁଅ ଅନିଲ ଦୁଇ ଦିନ ପୂର୍ବରୁ ଛେଳି ଚଳାଇବାକୁ ଯାଇଥିବାContinue reading “ଭାଇ, ଭଉଣୀ ନିଖୋଜ ପରେ ଜଙ୍ଗଲରୁ ମିଳିଲା ଭାଇର ମୃତଦେହ : କଲେଜ ଯାଇ ୨୦ ଦିନ ହେବ ନିଖୋଜ ଅଛନ୍ତି ଅନିତା”

ଯୌତୁକ ନଦେବାରୁ ବୋହୂର ତଣ୍ଟି ଚିପି ହତ୍ୟା ଅଭିଯୋଗ : ଶାଶୁ, ଶ୍ୱଶୁରଙ୍କ ସହ ମିଶି ସ୍ୱାମୀ ହତ୍ୟା କରିଥିବା କହିଲେ ମୃତକଙ୍କ ପରିବାର ଲୋକେ

କନକ ବ୍ୟୁରୋ : ଯୌତୁକ ନଦେବାରୁ ବୋହୂର ତଣ୍ଟି ଚିପି ହତ୍ୟା ଅଭିଯୋଗ । ଶାଶୁ, ଶ୍ୱଶୁରଙ୍କ ସହ ମିଶି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ । ଏଭଳି ଅଭାବନୀୟ ଘଟଣା ବରଗଡ଼ ଜିଲ୍ଲା କୁସନପୁରୀ ଗାଁରେ ଦେଖିବାକୁ ମିଳିଛି । ଗୋଟିଏ ବର୍ଷ ତଳେ ପ୍ରେମ ବିବାହ କରିଥିଲେ ସୁରମା ନନ୍ଦ । କିନ୍ତୁ ଯୌତୁକ ଲୋଭରେ ଶାଶୁ ଘର ଲୋକ ସୁରମା ତଣ୍ଟି ଚିପି ହତ୍ୟା କରିଥିବା ନେଇContinue reading “ଯୌତୁକ ନଦେବାରୁ ବୋହୂର ତଣ୍ଟି ଚିପି ହତ୍ୟା ଅଭିଯୋଗ : ଶାଶୁ, ଶ୍ୱଶୁରଙ୍କ ସହ ମିଶି ସ୍ୱାମୀ ହତ୍ୟା କରିଥିବା କହିଲେ ମୃତକଙ୍କ ପରିବାର ଲୋକେ”

ଆଜିଠୁ ଘରକୁ ଘର ବୁଲିବ କଂଗ୍ରେସ : ଲୋକଙ୍କୁ କହିବ କେମିତି ପ୍ରତିଶ୍ରୁତି ପୂରଣ କରୁନାହାଁନ୍ତି ରାଜ୍ୟର ବିଜେଡି ଏବଂ କେନ୍ଦ୍ରର ବିଜେପି ସରକାର

କନକ ବ୍ୟୁରୋ : ଆଜିଠୁ ଘରକୁ ଘର ବୁଲିବ କଂଗ୍ରେସ । ରାଜ୍ୟରେ ଚାଲିଥିବା ୨୪ ବର୍ଷର ବିଜେଡି ଏବଂ କେନ୍ଦ୍ରର ବିଜେପି ସରକାର କିପରି ବିକାଶରେ ବାଧକ ସାଜିଛନ୍ତି ତାହା ଲୋକଙ୍କ ପାଖରେ ପହଞ୍ଚାଇବ । ଶାସକ ଦଳ ବହୁ ପ୍ରତିଶ୍ରୁତି ଦେଇ ପାଳନ କରିନଥିବା କଥା ଗାଁ, ଗାଁରେ ପହଞ୍ଚାଇବ କଂଗ୍ରେସ । ଏଥିପାଇଁ ଆଜିଠୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ପଦଯାତ୍ରା କରିବ । ଏନେଇ ପିସିସି ସଭାପତିContinue reading “ଆଜିଠୁ ଘରକୁ ଘର ବୁଲିବ କଂଗ୍ରେସ : ଲୋକଙ୍କୁ କହିବ କେମିତି ପ୍ରତିଶ୍ରୁତି ପୂରଣ କରୁନାହାଁନ୍ତି ରାଜ୍ୟର ବିଜେଡି ଏବଂ କେନ୍ଦ୍ରର ବିଜେପି ସରକାର”

ଧରାପଡିଲା ଆତଙ୍କବାଦକୁ ନେଇ ଆମେରିକାର ଦୋମୁହାଁ ନୀତି : କାନାଡାକୁ ଦେଇଥିଲା ଗୁଇନ୍ଦା ତଥ୍ୟ; ଆମେରକୀୟ ଶିଖ କାର୍ଯ୍ୟକର୍ତ୍ତାଙ୍କୁ ସତର୍କ କରିଥିଲା ଏଫବିଆଇ

କନକ ବ୍ୟୁରୋ : ଭାରତ-କାନାଡା ବିବାଦ ଭିତରେ ସାମ୍ନାକୁ ଆସିଛି ନୂଆ ତଥ୍ୟ । ବିବାଦର ସୁତ୍ରପାତ କରିଥିଲା ଆମେରିକା । କାନାଡାକୁ ଦେଇଥିଲା ଗୁଇନ୍ଦା ତଥ୍ୟ । ଯାହା ଆଧାରରେ ଖଲିସ୍ଥାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାରଙ୍କ ହତ୍ୟା ଭାରତୀୟ ଏଜେଂଟ କରିଥିବା କହିଥିଲେ ଜଷ୍ଟିନ ଟ୍ରୁଡୋ । କାନାଡାରେ ଅବସ୍ଥାପିତ ଆମେରିକାର ଜଣେ ବରିଷ୍ଠ କୂଟନୈତିଜ୍ଞ ଏନେଇ ସୂଚନା ଦେଇଛନ୍ତି । ଆମେରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଓ କାନାଡାର ଗୁଇନ୍ଦା ମେଂଟ ‘ଫାଇଭContinue reading “ଧରାପଡିଲା ଆତଙ୍କବାଦକୁ ନେଇ ଆମେରିକାର ଦୋମୁହାଁ ନୀତି : କାନାଡାକୁ ଦେଇଥିଲା ଗୁଇନ୍ଦା ତଥ୍ୟ; ଆମେରକୀୟ ଶିଖ କାର୍ଯ୍ୟକର୍ତ୍ତାଙ୍କୁ ସତର୍କ କରିଥିଲା ଏଫବିଆଇ”

Design a site like this with WordPress.com
Get started